OpenFOAM/C3/Installing-and-Running-PyFoam/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, PyFoamକୁ ଇନଷ୍ଟଲ୍ ଓ ରନ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, PyFoamକୁ କିପରି ଇନଷ୍ଟଲ୍ ଓ ଯାଞ୍ଚ କରିବା ଏବଂ ସମାନ ପାଇଁ ଆବଶ୍ୟକୀୟ ସୋପାନଗୁଡିକ |
00:17 | PyFoam କ’ଣ? |
00:19 | OpenFOAMର ଇନଷ୍ଟଲେଶନକୁ ଯାଞ୍ଚ କରିବା |
00:22 | Python, Numpy ଓ Gnuplotକୁ ଇନଷ୍ଟଲ୍ କରିବା |
00:27 | pipକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା |
00:30 | ସୋର୍ସଗୁଡିକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା |
00:33 | ଏବଂ PyFoam କାମ କରୁଛି କି ନାହିଁ ଯାଞ୍ଚ କରିବା |
00:38 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating System ଭର୍ସନ୍ 14.04, |
00:45 | OpenFOAM ଭର୍ସନ୍ 2.3.0 ବ୍ୟବହାର କରୁଛି |
00:48 | ଧ୍ୟାନଦିଅନ୍ତୁ ଯେ PyFoam, OpenFoam v1.6 ଓ ଊର୍ଦ୍ଧ୍ଵରେ ମଧ୍ୟ କାମ କରିବ |
00:55 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ୟୁଜରଙ୍କର ନିଶ୍ଚିତରୂପେ Linux terminal commands ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
01:02 | OpenFOAM କେସଗୁଡିକୁ ରନ୍ ଓ ଆନାଲାଇଜ୍ କରିବା ଉପରେ ଅଭିଜ୍ଞତା ଥିବ |
01:07 | ଯଦି ନାହିଁ ଦୟାକରି ୱେବସାଇଟରେ ଥିବା Linux ଟ୍ୟୁଟୋରିଆଲଗୁଡିକୁ ଅଭ୍ୟାସ କରନ୍ତୁ |
01:13 | PyFoam କ’ଣ? |
01:15 | PyFoam ହେଉଛି Python ଲାଇବ୍ରେରୀ ଓ ୟୁଟିଲିଟୀଗୁଡିକର ଗୋଟିଏ ସଂଗ୍ରହ |
01:20 | ଏହା OpenFOAM simulationsକୁ ମାନିପୁଲେଟ୍ କରିବା ପାଇଁ ବ୍ୟବହାର କରାଯାଇପାରିବ |
01:25 | OpenFOAMରେ କାମକୁ ସହଜ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି |
01:29 | simulationsକୁ iterative ଭଳି ରନ୍ କରିବା ପାଇଁ PyFoamକୁ ମଧ୍ୟ ବ୍ୟବହାର କରାଯାଇପାରିବ |
01:34 | ଡେଟାର ସଂଗ୍ରହକୁ ଅଟୋମେଟ୍ କରିବା |
01:37 | ପାରାମିଟର୍ ଅନୁସାରେ ଏବଂ ଅନ୍ୟାନ୍ୟ ଦରକାରୀ କାର୍ଯ୍ୟ ପାଇଁ କେସ୍ ଫାଇଲଗୁଡିକୁ ରୂପାନ୍ତର କରିବା |
01:44 | ଧ୍ୟାନଦିଅନ୍ତୁ ଯେ PyFoam, OpenFOAM ଉପରେ କାମ କରିଥାଏ |
01:48 | ତେଣୁ, ଆମ କମ୍ପ୍ୟୁଟରରେ ସର୍ବଦା OpenFOAM ଇନଷ୍ଟଲ୍ ହୋଇଥିବା ଆବଶ୍ୟକ |
01:54 | ପ୍ରଥମେ, OpenFOAM ଠିକ୍ ଭାବେ ଇନଷ୍ଟଲ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
02:00 | terminalକୁ ଖୋଲିବା ସହିତ icoFoam ସ୍ପେସ୍ ହାଇଫେନ୍ help ଟାଇପ୍ କରନ୍ତୁ |
02:07 | icoFoam ଓ OpenFOAM ଭର୍ସନ୍ ଏବଂ help ଟେକ୍ସଟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରାପ୍ତ କରିବା ଆବଶ୍ୟକ ଅଟେ |
02:15 | ବର୍ତ୍ତମାନ PyFoam ପାଇଁ ଦରକାରୀ ପ୍ରାକ୍ ଆବଶ୍ୟକତାଗୁଡିକ ଯେପରି Python, Pip, Numpy ଓ Gnuplotକୁ terminal ସାହାଯ୍ୟରେ ଇନଷ୍ଟଲ୍ କରନ୍ତୁ |
02:29 | ପ୍ରଥମେ ଟାଇପ୍ କରନ୍ତୁ - sudo apt-get install python ହାଇଫେନ୍ dev ଏବଂ Enter ଦାବନ୍ତୁ |
02:39 | ଏହା ପରେ ଟାଇପ୍ କରନ୍ତୁ, sudo apt-get install python-(ହାଇଫେନ୍)pip ଏବଂ Enter ଦାବନ୍ତୁ |
02:49 | ତା’ପରେ pip install Numpy ଟାଇପ୍ କରନ୍ତୁ |
02:53 | ତା’ପରେ sudo apt-get install gnuplot ସ୍ପେସ୍ gnuplot ହାଇଫେନ୍ x11 ଟାଇପ୍ କରିବା ସହିତ Enter ଦାବନ୍ତୁ |
03:04 | ଏହା ସହିତ ପ୍ରାକ୍ ଆବଶ୍ୟକତାଗୁଡିକର ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଛି |
03:09 | ବର୍ତ୍ତମାନ pipକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରନ୍ତୁ |
03:13 | terminalକୁ ଖୋଲିବା ସହିତ pip install PyFoam ଟାଇପ୍ କରନ୍ତୁ |
03:20 | ଆମେ sourceରୁ ମଧ୍ୟ PyFoamକୁ ଇନଷ୍ଟଲ୍ କରିପାରିବା |
03:24 | ଏହା କରିବା ପାଇଁ ବ୍ରାଉଜରକୁ ଖୋଲିବା ସହିତ URL ୱିଣ୍ଡୋରେ ଟାଇପ୍ କରନ୍ତୁ, http://www.pypi.com ଏବଂ
PyFoam ପାଇଁ ସର୍ଚ କରନ୍ତୁ |
03:38 | PyFoam-(ହାଇଫେନ୍)0.6.5.tar.gzକୁ ଡାଉନଲୋଡ୍ କରନ୍ତୁ |
03:46 | terminalରେ Downloads ଫୋଲ୍ଡରକୁ ଯା’ନ୍ତୁ. ଟାଇପ୍ କରନ୍ତୁ, tar -xvf ସ୍ପେସ୍ PyFoam ହାଇଫେନ୍ 0.6.5.tar.gz |
04:00 | ତା’ପରେ cd ଏବଂ ଏହାର ପଛକୁ ଫୋଲ୍ଡରର ନାମ PyFoam hyphen 0.6.5କୁ ଟାଇପ୍ କରନ୍ତୁ |
04:07 | ଏହା ପରେ ଟାଇପ୍ କରନ୍ତୁ, sudo python setup ଡଟ୍ py ସ୍ପେସ୍ install |
04:16 | ବର୍ତ୍ତମାନ PyFoam, OpenFoamକୁ ଖୋଜିପାରିବା ସହିତ ଠିକ୍ ଭାବେ କାମ କରୁଛି କି ନାହିଁ ଯାଞ୍ଚ କରିବାକୁ ହେବ |
04:22 | ପୁନର୍ବାର terminalକୁ ଫେରିଆସନ୍ତୁ |
04:25 | python ସହିତ import PyFoam, import PyFoam ଡଟ୍ FoamInformationକୁ ଟାଇପ୍ କରନ୍ତୁ |
04:35 | ତା’ପରେ print PyFoam ଡଟ୍ FoamInformation ଡଟ୍ foamTutorials ପଛକୁ ଓପନ୍ ଓ କ୍ଲୋଜ୍ ବ୍ରାକେଟଗୁଡିକୁ ଟାଇପ୍ କରନ୍ତୁ |
04:45 | ଏହା OpenFOAM Tutorialsର ଡାଇରେକ୍ଟୋରୀକୁ ପ୍ରିଣ୍ଟ କରିବା ଆବଶ୍ୟକ ଅଟେ |
04:50 | ବର୍ତ୍ତମାନ ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ PyFoam ବିଷୟରେ ଶିଖିଲେ |
04:55 | ଆମେ OpenFoamର ଇନଷ୍ଟଲେଶନକୁ ଯାଞ୍ଚ କରିବା ମଧ୍ୟ ଶିଖିଲେ |
05:00 | pipକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା |
05:03 | sourcesକୁ ବ୍ୟବହାର କରି PyFoamକୁ ଇନଷ୍ଟଲ୍ କରିବା ଏବଂ PyFoam କାମ କରୁଛି କି ନାହିଁ ଯାଞ୍ଚ କରିବା |
05:09 | ଏହି ଫୋରମରେ ସମୟାନୁସାରେ ଆପଣଙ୍କ କ୍ଵେରୀଗୁଡିକୁ ପୋଷ୍ଟ କରନ୍ତୁ |
05:13 | ଦୟାକରି ସାଧାରଣ କ୍ଵେରୀଗୁଡିକୁ ଏହି ଫୋରମର OpenFOAMରେ ପୋଷ୍ଟ କରନ୍ତୁ |
05:18 | FOSSEE ଟିମ୍ TBC ପ୍ରୋଜେକ୍ଟର ସଞ୍ଚାଳନ କରନ୍ତି |
05:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଅଧିକ ବିବରଣୀ ପାଇଁ ଏହି ୱେବସାଇଟକୁ ଯା’ନ୍ତୁ |
05:33 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |