OpenFOAM/C2/Installing-Running/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Installing and running OpenFOAM and paraView ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ମୁଁ ପ୍ରଦର୍ଶନ କରିବି: |
| 00:11 | OpenFOAM, Paraviewକୁ କିପରି ଇନଷ୍ଟଲ୍ ଓ ରନ୍ କରାଯାଏ ଏବଂ |
| 00:15 | କିପରି ଗୋଟିଏ Lid driven cavity caseର ସମାଧାନ କରାଯାଏ |
| 00:19 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 14.04 |
| 00:26 | OpenFOAM ଭର୍ସନ୍ 2.1.0, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି |
| 00:33 | ଧ୍ୟାନଦିଅନ୍ତୁ ଯେ OpenFOAM, Windows ପ୍ଲାଟଫର୍ମରେ run କରେ ନାହିଁ |
| 00:37 | ଏହାକୁ ମଧ୍ୟ ଧ୍ୟାନଦିଅନ୍ତୁ ଯେ OpenFOAM v 2.1.0, Ubuntu ଭର୍ସନ୍ 10.04 ଓ ଊର୍ଦ୍ଧ୍ଵ ସହିତ କମ୍ପାଟିବଲ୍ ଅଟେ |
| 00:45 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣଙ୍କର Computational Fluid Dynamics ଓ Linux commands ଉପରେ |
| 00:52 | କିଛି ମୌଳିକ ଜ୍ଞାନ ଥିବା ଆବଶ୍ୟକ ଅଟେ |
| 00:55 | ଚାଲନ୍ତୁ OpenFOAMର ପରିଚୟରୁ ଆରମ୍ଭ କରିବା |
| 00:57 | ଏହା ଗୋଟିଏ Open Source, Computational Fluid Dynamics Software ଅଟେ |
| 01:02 | ଦୁଇ ଆୟାମ ବିଶିଷ୍ଟ CFD ପ୍ରୋବ୍ଲେମଗୁଡିକ ସମଧାନ କରିବା ପାଇଁ ଏହା ବିସ୍ତୃତ ସଂଖ୍ୟକ solversକୁ ଧାରଣ କରିଛି |
| 01:08 | ତିନି ଆୟାମ ପାଇଁ ମଧ୍ୟ |
| 01:11 | ବର୍ତ୍ତମାନ, ମୁଁ Paraviewର ପରିଚୟ ପ୍ରଦାନ କରୁଛି |
| 01:14 | OpenFOAMରୁ ପ୍ରାପ୍ତ ହୋଇଥିବା ପରିଣାମଗୁଡିକୁ କଳ୍ପନା କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ |
| 01:19 | OpenFOAM ଓ paraViewକୁ Synaptic package manager ମାଧ୍ୟମରେ ଇନଷ୍ଟଲ୍ କରାଯାଇପାରିବ |
| 01:24 | Synaptic ପ୍ୟାକେଲ୍ ମ୍ୟାନେଜର୍ ପାଇଁ, System > Administration > Synaptic Package Managerକୁ ଯା’ନ୍ତୁ |
| 01:33 | ଆପଣଙ୍କ ପାସୱର୍ଡ ଟାଇପ୍ କରନ୍ତୁ |
| 01:41 | Search Boxରେ OpenFOAM ଟାଇପ୍ କରନ୍ତୁ |
| 01:49 | ଆପଣ openfoam ସହିତ paraViewକୁ ମଧ୍ୟ ଦେଖିପାରିବେ |
| 01:54 | ସେହି ଦୁଇଟିକୁ ଇନଷ୍ଟଲେଶନ୍ ପାଇଁ ଚିହ୍ନଟ କରନ୍ତୁ |
| 02:06 | ଏବଂ ତା’ପରେ ଇନଷ୍ଟଲ୍ କରିବା ପାଇଁ Applyରେ କ୍ଲିକ୍ କରନ୍ତୁ |
| 02:12 | ଇନଷ୍ଟଲେଶନ୍ କିଛି ସମୟ ନେଇପାରେ |
| 02:15 | OpenFOAM ଓ Paraview ଇନଷ୍ଟଲ୍ ହୋଇଯାଇଛି |
| 02:21 | Synaptic Package Manager ଉପରେ ଅଧିକ ବିବରଣୀ ପାଇଁ, |
| 02:25 | ଦୟାକରି ଏହି URLରେ ଥିବା ୱେବସାଇଟକୁ ଯା’ନ୍ତୁ:http://www.spoken-tutorials.org |
| 02:29 | ଅନ୍ୟ ଭାବେ ଆପଣ ଏହି URLରେ ଥିବା openfoam ୱେବସାଇଟରୁ OpenFOAM ଓ paraViewକୁ ମଧ୍ୟ ଇନଷ୍ଟଲ୍ କରିପାରିବେ:http://www.openfoam.com/download |
| 02:38 | ବ୍ରାଉଜରକୁ ଖୋଲନ୍ତୁ |
| 02:45 | ବ୍ରାଉଜର୍ URLରେ ଟାଇପ୍ କରନ୍ତୁ : http://www.openfoam.com/download. Enter ଦାବନ୍ତୁ |
| 03:10 | ତଳକୁ ସ୍କ୍ରୋଲ୍ କରିବା ସହିତ Ubuntu Deb packକୁ ଯା’ନ୍ତୁ. ଏହାକୁ ଯୁମ୍ କରନ୍ତୁ |
| 03:23 | Ubuntu Deb Pack Installationକୁ ଯିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ |
| 03:33 | ଯୁମ୍-ଆଉଟ୍ କରନ୍ତୁ. ତଳକୁ ସ୍କ୍ରୋଲ୍ କରିବା ସହିତ Installationକୁ ଯା’ନ୍ତୁ |
| 03:40 | ଇନଷ୍ଟଲେଶନର ପ୍ରଥମ ସୋପାନରେ, |
| 03:43 | ଏହି command lineକୁ କପୀ କରନ୍ତୁ ଏବଂ |
| 03:46 | ଏହାକୁ terminal ୱିଣ୍ଡୋ ଉପରେ paste କରନ୍ତୁ |
| 03:49 | ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଖୋଲିବା ପାଇଁ, |
| 03:52 | କୀବୋର୍ଡ ଉପରେ Ctrl, Alt ଓ t କୀକୁ ଏକସଙ୍ଗେ ଦାବନ୍ତୁ |
| 03:59 | Applications > Accessories > Terminalକୁ ଯା’ନ୍ତୁ |
| 04:06 | ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଖୋଲିଯିବ |
| 04:10 | ବର୍ତ୍ତମାନ ଏହି କମାଣ୍ଡ ଲାଇନକୁ କପୀ କରିବା ସହିତ ଏହାକୁ ଟର୍ମିନଲ୍ ୱିଣ୍ଡୋ ଉପରେ paste କରନ୍ତୁ |
| 04:20 | ଧ୍ୟାନଦିଅନ୍ତୁ ଯେ lsb_release ସ୍ପେସ୍ –cs ସ୍ଥାନରେ, |
| 04:26 | ଆପଣ ବ୍ୟବହାର କରୁଥିବା Linux ଭର୍ସନର ନାମ ସହିତ ଏହାକୁ ପ୍ରତିସ୍ଥାପନ କରନ୍ତୁ |
| 04:30 | ବ୍ରାଉଜରକୁ ଫେରିଆସନ୍ତୁ. Installation ଉପରେ, ଆପଣ ବିଭିନ୍ନ Ubuntu ଭର୍ସନଗୁଡିକ ସହିତ code ନେମଗୁଡିକୁ ଦେଖିପାରିବେ |
| 04:40 | ଯେହେତୁ ମୁଁ Linux 10.04 ବ୍ୟବହାର କରୁଛି, |
| 04:45 | ତେଣୁ lsb_release-csକୁ lucid ସହିତ ପ୍ରତିସ୍ଥାପିତ କରିବି |
| 04:53 | ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
| 04:55 | ଏହାକୁ lucid ସହିତ ପ୍ରତିସ୍ଥାପିତ କରିବା ସହିତ Enter ଦାବନ୍ତୁ |
| 05:04 | ଧ୍ୟାନଦିଅନ୍ତୁ ଯେ ଏହିଠାରେ ଇନଷ୍ଟଲେଶନ୍ ଅସମ୍ପୂର୍ଣ୍ଣ ହୋଇଛି |
| 05:08 | ଯଦି ଆପଣ ଏହି ସୋପାନଗୁଡିକୁ 1-2-3 ଓ 4 କ୍ରମରେ |
| 05:10 | ଅନୁସରଣ କରନ୍ତି, ତେବେ OpenFoam ଓ paraViewର ଇନଷ୍ଟଲେଶନ୍ କାର୍ଯ୍ୟ ସମ୍ପନ୍ନ ହେବ |
| 05:19 | କିଛି ସମୟ ପୂର୍ବରୁ ମୁଁ Synaptic Pacakage Manager ସାହାଯ୍ୟରେ OpenFOAM ଓ Paraviewକୁ ଇନଷ୍ଟଲ୍ କରିସାରିଛି |
| 05:27 | ବର୍ତ୍ତମାନ ଇନଷ୍ଟଲ୍ ହୋଇଥିବା ସଫ୍ଟୱେରକୁ କନଫିଗର୍ କରିବା ଆବଶ୍ୟକ ଅଟେ |
| 05:31 | ଏହା କରିବା ପାଇଁ bash ଫାଇଲକୁ ଏଡିଟ୍ କରିବା ଆବଶ୍ୟକ |
| 05:35 | ଗୋଟିଏ ନୂତନ command terminalକୁ ଖୋଲନ୍ତୁ |
| 05:39 | କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: gedit ସ୍ପେସ୍ ~/.bashrc. Enter ଦାବନ୍ତୁ |
| 05:50 | ଏହା bash ଫାଇଲକୁ ଖୋଲିଦେବ |
| 05:54 | ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରିବା ସହିତ bash ଫାଇଲର ନିମ୍ନ ଆଡକୁ ସ୍କ୍ରୋଲ୍ କରନ୍ତୁ |
| 06:05 | ବର୍ତ୍ତମାନ ବ୍ରାଉଜରକୁ ଫେରିଆସନ୍ତୁ |
| 06:09 | ତଳକୁ ସ୍କ୍ରୋଲ୍ କରିବା ସହିତ User Configrationକୁ ଯା’ନ୍ତୁ |
| 06:13 | ଦ୍ଵିତୀୟ ସୋପାନକୁ ଦେଖନ୍ତୁ |
| 06:15 | ଏହି ଲାଇନକୁ କପୀ କରିବା ସହିତ ଏହାକୁ bash ଫାଇଲର ନିମ୍ନରେ paste କରନ୍ତୁ |
| 06:25 | ଏହାକୁ Save କରିବା ସହିତ bash ଫାଇଲକୁ ବନ୍ଦ କରନ୍ତୁ |
| 06:31 | ବର୍ତ୍ତମାନ ଇନଷ୍ଟଲ୍ ହୋଇଥିବା applicationକୁ ଟେଷ୍ଟ କରନ୍ତୁ |
| 06:35 | ଏହା କରିବା ପାଇଁ ଗୋଟିଏ ନୂତନ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ |
| 06:40 | ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 06:49 | କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: icoFoam (ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ) space -(dash) help |
| 06:59 | Enter ଦାବନ୍ତୁ |
| 07:03 | ଗୋଟିଏ ବ୍ୟବହାରିକ ବାର୍ତ୍ତା ଦୃଶ୍ୟମାନ ହେବ |
| 07:06 | ବର୍ତ୍ତମାନ ଆପଣ OpenFoamରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ |
| 07:10 | ଗୋଟିଏ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ କିପରି ସେଟ-ଅପ୍ କରାଯାଏ ତାହା ମୁଁ ବର୍ତ୍ତମାନ ପ୍ରଦର୍ଶନ କରିବି |
| 07:14 | run ନାମ ଥିବା ଗୋଟିଏ project କିମ୍ବା user directory ସୃଷ୍ଟି କରନ୍ତୁ |
| 07:21 | ଗୋଟିଏ ନୂତନ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ. ପୁନର୍ବାର ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 07:36 | Command Terminalରେ ଟାଇପ୍ କରନ୍ତୁ: mkdir (ସ୍ପେସ୍) -p (ସ୍ପେସ୍) $FOAM_RUN (ଧ୍ୟାନଦିଅନ୍ତୁ ଯେFOAM ଓ RUN କ୍ୟାପିଟାଲରେ ରହିବେ). Enter ଦାବନ୍ତୁ |
| 07:55 | ଟ୍ୟୁଟୋରିଆଲ୍ ଡାଇରେକ୍ଟୋରୀକୁ openfoam distributionରୁ run directory ମଧ୍ୟରେ କପୀ କରନ୍ତୁ |
| 08:01 | ଟର୍ମିନଲରେ ଟାଇପ୍ କରନ୍ତୁ: cp (ସ୍ପେସ୍) -r (ସ୍ପେସ୍) $FOAM_TUTORIALS (ସ୍ପେସ୍) $FOAM_RUN |
| 08:18 | (ଧ୍ୟାନଦିଅନ୍ତୁ ଯେ FOAM, TUTORIALs ଓ RUN କ୍ୟାପିଟାଲରେ ରହିବେ) ଏବଂ Enter ଦାବନ୍ତୁ |
| 08:28 | ବର୍ତ୍ତମାନ ଉଭୟ ଡାଇରେକ୍ଟୋରୀ ସୃଷ୍ଟି ହୋଇଯାଇଛି |
| 08:31 | ଡାଇରେକ୍ଟୋରୀଗୁଡିକୁ ଦେଖିବା ପାଇଁ Places >Home ଫୋଲ୍ଡର୍ > OpenFOAM ଫୋଲ୍ଡରକୁ ଯା’ନ୍ତୁ |
| 08:40 | ଆପଣ ttt-2.1.0କୁ ଦେଖିପାରିବେ, ଏହା ଉପରେ କ୍ଲିକ୍ କରନ୍ତୁ |
| 08:44 | Run ଓ tutorials |
| 08:48 | ଏହାକୁ ବନ୍ଦ କରନ୍ତୁ |
| 08:51 | ସ୍ଲାଇଡକୁ ଫେରିଆସନ୍ତୁ |
| 08:56 | Synaptic Package Manager କିମ୍ବା Ubuntu Debian pack ୱେବସାଇଟରୁ, |
| 09:00 | OpenFOAM ଓ Paraviewର ଡାଉନଲୋଡିଙ୍ଗ ସମୟରେ ଯଦି କିଛି ତୃଟି ଦୃଶ୍ୟମାନ ହୁଏ, |
| 09:05 | ତେବେ ଆପଣ OpenFoam ଓ paraViewକୁ source pack installationରୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିପାରିବେ |
| 09:11 | ସୋର୍ସ ପ୍ୟାକ୍ ଇନଷ୍ଟଲେଶନ୍ ପାଇଁ openfoam ୱେବସାଇଟର Download ପେଜକୁ ଯା’ନ୍ତୁ |
| 09:18 | ବର୍ତ୍ତମାନ ଏହାକୁ ଯୁମ୍ କରନ୍ତୁ |
| 09:21 | ତଳକୁ ସ୍କ୍ରୋଲ୍ କରିବା ସହିତ Source Pack Installationକୁ ଯା’ନ୍ତୁ ଏବଂ ଏହା ଉପରେ କ୍ଲିକ୍ କରନ୍ତୁ |
| 09:32 | ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରିବା ସହିତ Packsକୁ ଯା’ନ୍ତୁ |
| 09:38 | ଏହି ଦୁଇଟି tar ଫାଇଲକୁ ଡାଉନଲୋଡ୍ କରିବା ସହିତ ସେମାନଙ୍କୁ save କରନ୍ତୁ. ମୁଁ ଏହି ଦୁଇଟି tar ଫାଇଲକୁ ଡାଉନଲୋଡ୍ କରିବା ସହିତ ସେଭ୍ କରିସାରିଛି |
| 09:48 | ଏହା ପରେ ଆପଣଙ୍କ home directoryକୁ ଯା’ନ୍ତୁ |
| 09:51 | ଏହା କରିବା ପାଇଁ Places > home ଫୋଲ୍ଡରକୁ ଯା’ନ୍ତୁ |
| 09:56 | ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 10:00 | home ଡାଇରେକ୍ଟୋରୀରେ ନିଜ ପସନ୍ଦର ନାମ ଅନୁସାରେ ଗୋଟିଏ ଫୋଲ୍ଡର୍ ସୃଷ୍ଟି କରନ୍ତୁ |
| 10:09 | ଏହାକୁ abc ଭାବେ ନାମିତ କରନ୍ତୁ |
| 10:15 | ଏବେ ସୃଷ୍ଟି ହୋଇଥିବା ଫୋଲ୍ଡର୍ ମଧ୍ୟରେ ଡାଉନଲୋଡ୍ ହୋଇଥିବା ଦୁଇଟି ଫାଇଲକୁ କପୀ କରନ୍ତୁ |
| 10:20 | ଏହା କରିବା ପାଇଁ ଏହି ଦୁଇଟି tar ଫାଇଲକୁ କପୀ କରିବା ସହିତ ଏବେ ସୃଷ୍ଟି ହୋଇଥିବା ଫୋଲ୍ଡର୍ ମଧ୍ୟରେ paste କରନ୍ତୁ |
| 10:37 | ଏହି ଦୁଇଟି ଫାଇଲକୁ ସମାନ ଫୋଲ୍ଡର୍ ମଧ୍ୟରେ Unzip କିମ୍ବା Untar କରନ୍ତୁ. ଏଠାରେ Extract କରନ୍ତୁ, ଏହା କିଛି ମିନିଟ୍ ସମୟ ନେଇପାରେ |
| 10:47 | ଏହା ପରେ ଗୋଟିଏ ନୂତନ କମାଣ୍ଡ ଟର୍ମିନଲକୁ ଖୋଲନ୍ତୁ |
| 10:51 | ଏଥିରେ ଆପଣଙ୍କ home ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ |
| 10:54 | ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 11:00 | ବର୍ତ୍ତମାନ, ସେହି ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ ଯେଉଁଠି ଆପଣ ଟାର୍ ଫାଇଲଗୁଡିକୁ ଅନଟାର୍ କରିଛନ୍ତି |
| 11:06 | ବର୍ତ୍ତମାନ ଟାଇପ୍ କରନ୍ତୁ: cd (ସ୍ପେସ୍) abc ଏବଂ Enter ଦାବନ୍ତୁ |
| 11:13 | ବର୍ତ୍ତମାନ, abc ମଧ୍ୟରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 11:24 | ବର୍ତ୍ତମାନ source pack installation ପାଇଁ OpenFOAM ୱେବସାଇଟର Download ପେଜକୁ ଫେରିଆସନ୍ତୁ |
| 11:32 | ଏବଂ OpenFOAM ଓ Paraviewର ubuntu distribution ପାଇଁ ନିମ୍ନରେ ଥିବା ସୋପାନଗୁଡିକୁ ଅନୁସରଣ କରନ୍ତୁ |
| 11:39 | ଏଠାରେ OpenFOAM ଓ Paraviewକୁ କମ୍ପାଇଲ୍ କରିବା ଆବଶ୍ୟକ ଅଟେ |
| 11:43 | ଏହା ପାଖାପାଖି 4 ରୁ 5 ଘଣ୍ଟା ସମୟ ନେବ କିନ୍ତୁ ଏହି ମେଥଡ୍ ସର୍ବଦା କାମ କରିଥାଏ |
| 11:50 | OpenFOAMରେ ସମସ୍ୟାର କିପରି ସମାଧାନ କରାଯାଏ ଚାଲନ୍ତୁ ଗୋଟିଏ ଉଦାହରଣ ସାହାଯ୍ୟରେ ଦେଖିବା |
| 11:56 | ଗୋଟିଏ Lid Driven Cavityକୁ ଏକ ଉଦାହରଣ ଭାବେ ନିଅନ୍ତୁ |
| 11:59 | ଏହା ଏକ 2D ପ୍ରୋବ୍ଲେମ୍ ଅଟେ ଯେଉଁଥିରେ ଉପର plateଟି ଗୋଟିଏ ନିର୍ଦ୍ଦିଷ୍ଟ ବେଗରେ ଗତି କରୁଛି ଏବଂ ଅନ୍ୟ ତିନୋଟି ପାର୍ଶ୍ଵରେ ଥିବା plateଗୁଡିକ ସ୍ଥିର ଅଛନ୍ତି |
| 12:09 | ଏଠାରେ ବ୍ୟବହାର ହେଉଥିବା Solverର ପ୍ରକାର ଗୋଟିଏ incompressible flow ପାଇଁ ଅଟେ ଯାହାକୁ icoFoam କୁହାଯାଏ |
| 12:17 | ବର୍ତ୍ତମାନ ପୁନର୍ବାର ଗୋଟିଏ ନୂତନ command terminalକୁ ଖୋଲନ୍ତୁ |
| 12:22 | ଏହାକୁ capture area ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 12:31 | lid driven cavity ସମସ୍ୟା ପାଇଁ pathକୁ ଟାଇପ୍ କରନ୍ତୁ |
| 12:35 | ଧ୍ୟାନଦିଅନ୍ତୁ ଯେ ଏହି ସମସ୍ୟାଟି OpenFOAMରେ ସେଟ-ଅପ୍ ହୋଇସାରିଛି |
| 12:41 | କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ run |
| 12:45 | ଏହା ଆପଣଙ୍କୁ OpenFOAMର run ଡାଇରେକ୍ଟୋରୀ ମଧ୍ୟକୁ ନେଇଯିବ. Enter ଦାବନ୍ତୁ |
| 12:53 | ବର୍ତ୍ତମାନ ଟାଇପ୍ କରନ୍ତୁ: cd (ସ୍ପେସ୍) tutorials, Enter ଦାବନ୍ତୁ |
| 12:59 | cd (ସ୍ପେସ୍) incompressible, Enter ଦାବନ୍ତୁ |
| 13:07 | cd (ସ୍ପେସ୍) icoFoam(ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ). Enter ଦାବନ୍ତୁ |
| 13:15 | cd (ସ୍ପେସ୍) cavity. Enter ଦାବନ୍ତୁ |
| 13:20 | କ୍ୟାଭିଟୀ ମଧ୍ୟରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
| 13:27 | ଆପଣ ତିନୋଟି ଫାଇଲ୍: 0, constant ଓ systemକୁ ଦେଖିପାରିବେ |
| 13:33 | ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ ଅଟେ |
| 13:35 | ଏହାକୁ OpenFOAMର blockMesh ୟୁଟିଲିଟୀ ଦ୍ଵାରା ସମ୍ପନ୍ନ କରାଯାଇପାରେ |
| 13:40 | ଟର୍ମିନଲ୍ ୱିଣ୍ଡୋରେ ଟାଇପ୍ କରନ୍ତୁ: blockMesh (ଧ୍ୟାନଦିଅନ୍ତୁ ଯେ ଏଠାରେ M କ୍ୟାପିଟାଲରେ ରହିବ). Enter ଦାବନ୍ତୁ |
| 13:52 | Meshing ସମ୍ପନ୍ନ ହୋଇଛି |
| 13:56 | ବର୍ତ୍ତମାନ, ଟର୍ମିନଲରେ icoFoam କୁ (ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ) ଟାଇପ୍ କରି ସଲଭର୍ icoFoamକୁ run କରି କରିପାରିବେ ଏବଂ Enter ଦାବନ୍ତୁ |
| 14:09 | ରନ୍ ହେଉଥିବା iterationଗୁଡିକୁ ଟର୍ମିନଲ୍ ୱିଣ୍ଡୋରେ ଦେଖାଯାଇପାରିବ |
| 14:13 | ଏଠାରେ, ଧ୍ୟାନଦିଅନ୍ତୁ ଯେ ଆମେ ସମାଧାନ ପଏଣ୍ଟଗୁଡିକୁ ସମ୍ପୂର୍ଣ୍ଣ କରିସାରିଛେ |
| 14:16 | ଏହି ପରିଣାମଗୁଡିକୁ କଳ୍ପନା କରିବା ପାଇଁ paraview ୱିଣ୍ଡୋକୁ ଖୋଲନ୍ତୁ |
| 14:21 | paraViewକୁ ଖୋଲିବା ପାଇଁ ଟାଇପ୍ କରନ୍ତୁ: ଟର୍ମିନଲ୍ ଉପରେ paraFoam (ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ). Enter ଦାବନ୍ତୁ |
| 14:42 | ଏହା paraView ୱିଣ୍ଡୋକୁ ଖୋଲିବ |
| 14:45 | ବର୍ତ୍ତମାନ ଜୋମେଟ୍ରୀକୁ ଦେଖିବା ପାଇଁ, |
| 14:48 | object inspector ମେନୁର ବାମପଟେ ଥିବା, |
| 14:50 | Apply ଉପରେ କ୍ଲିକ୍ କରନ୍ତୁ |
| 14:54 | ଆପଣ Lid Driven Cavityକୁ ଦେଖିପାରିବେ |
| 14:57 | ବର୍ତ୍ତମାନ, boundary conditionsକୁ ଦେଖିବା ପାଇଁ ତଳକୁ Object inspector ମେନୁ ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହିତ Mesh Partsକୁ ଯା’ନ୍ତୁ |
| 15:08 | Internel Meshକୁ ଅନଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ |
| 15:13 | ଜୋମେଟ୍ରୀ ଅଦୃଶ୍ୟ ହୋଇଯିବ |
| 15:15 | ବର୍ତ୍ତମାନ ଗତିଶୀଳ ଓ fixedWallsକୁ ଦେଖିବା ପାଇଁ, |
| 15:19 | ଉଭୟ ବକ୍ସକୁ ଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ |
| 15:30 | ବର୍ତ୍ତମାନ Movingwallକୁ ଅନଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ |
| 15:35 | ତିନୋଟି ସ୍ଥିର କାନ୍ଥ ଓ ବର୍ତ୍ତମାନ ଅଦୃଶ୍ୟ ହୋଇଥିବା ଗତିଶୀଳ କାନ୍ଥକୁ ଆପଣ ଦେଖିପାରିବେ |
| 15:44 | ଏହିପରି ଭାବେ ଆମେ openFoam ଓ paraViewକୁ ରନ୍ କଲେ |
| 15:49 | ଭବିଷ୍ୟତରେ ଆମେ OpenFOAMର ପରିଣାମଗୁଡିକର ସମାଧାନ ଓ କଳ୍ପନା କରିବା ଉପରେ ଥିବା ଅଧିକ ଟ୍ୟୁଟୋରିଆଲଗୁଡିକ ସହିତ ପରିଚିତ ହେବା |
| 15:56 | ସ୍ଲାଇଡକୁ ଫେରିଆସନ୍ତୁ |
| 16:01 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: ସୀନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଓ ୱେବସାଇଟ୍ ମାଧ୍ୟମରେ |
| 16:05 | OpenFOAM ଓ Paraviewକୁ ଇନଷ୍ଟଲ୍ କରିବା ଏବଂ ଗୋଟିଏ lid driven cavityର ସମାଧାନ କରିବା |
| 16:12 | ଗୋଟିଏ ଆସାଇଅନମେଣ୍ଟ ଭାବେ, OpenFOAM ଓ Paraviewକୁ ଇନଷ୍ଟଲ୍ କରନ୍ତୁ |
| 16:17 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
| 16:21 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 16:24 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 16:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 16:31 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 16:34 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 16:38 | ଅଧିକ ବିବରଣୀ ପାଇଁ sptutemail@gmail.comରେ ସମ୍ପର୍କ କରନ୍ତୁ |
| 16:45 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 16:49 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 16:56 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ |
| 17:01 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |