Git/C2/Inspection-and-Comparison-of-Git/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, Inspection and comparison of Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
git diff, git show, git blame ଓ git help କମାଣ୍ଡଗୁଡିକ |
00:17 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି-
Ubuntu Linux 14.04 Git 2.3.2. ଓ Gedit ଟେକ୍ସଟ ଏଡିଟର୍ |
00:29 | ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ |
00:33 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ |
00:40 | ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ |
00:46 | ଚାଲନ୍ତୁ git diff କମାଣ୍ଡରୁ ଆରମ୍ଭ କରିବା |
00:50 | ଏହି କମାଣ୍ଡ, ଫାଇଲଗୁଡିକର ସାମ୍ପ୍ରତିକ ଷ୍ଟେଟସରେ ହୋଇଥିବା ପରିବର୍ତ୍ତନଗୁଡିକୁ ପ୍ରଦର୍ଶନ କରିବ |
00:55 | ବର୍ତ୍ତମାନ, ଏହା କିପରି କାର୍ଯ୍ୟକରେ ପ୍ରଦର୍ଶିତ ହେବ. Ctrl+Alt+Tକୁ ଦାବି terminalକୁ ଖୋଲନ୍ତୁ |
01:03 | Git ରିପୋଜିଟୋରୀ mywebpageକୁ ଯା’ନ୍ତୁ ଯାହାକୁ ପୂର୍ବେ ସୃଷ୍ଟି କରାଯାଇଛି |
01:09 | ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ |
01:15 | ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ |
01:20 | ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ |
01:24 | ପ୍ରଥମେ history.html ନାମକ ଗୋଟିଏ html ଫାଇଲ୍ ସୃଷ୍ଟି କରିବା ସହ ପ୍ରଦର୍ଶନ କରିବା ପାଇଁ ଏହାକୁ commit କରନ୍ତୁ |
01:32 | ଟାଇପ୍ ଅରନ୍ତୁ: gedit ସ୍ପେସ୍ history.html ସ୍ପେସ୍ ଆମ୍ପର୍ସାଣ୍ଡ ଏବଂ Enter ଦାବନ୍ତୁ |
01:41 | ପୂର୍ବରୁ ସେଭ୍ କରାଯାଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲଗୁଡିକ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ |
01:48 | ଫାଇଲକୁ save କରିବା ସହ ବନ୍ଦ କରନ୍ତୁ |
01:51 | ମନେପକାନ୍ତୁ ଯେ, ଯେତେବେଳେ କୌଣସି ଫାଇଲକୁ ଆଡ୍ କିମ୍ବା ଡିଲିଟ୍ କରାଯାଏ, କାମକୁ commit କରିବାକୁ ପଡିଥାଏ |
01:58 | staging areaରେ ଫାଇଲକୁ ସଂଯୁକ୍ତ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ history.html ଏବଂ Enter ଦାବନ୍ତୁ |
02:08 | କାମକୁ କମିଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ m ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ Added history.html ଏବଂ Enter ଦାବନ୍ତୁ |
02:21 | git ସ୍ପେସ୍ logକୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଦେଖନ୍ତୁ |
02:28 | ବର୍ତ୍ତମାନ ଆମ repositoryରେ ଦୁଇଟି commit ଅଛି |
02:33 | gedit ସ୍ପେସ୍ mypage.html ସ୍ପେସ୍ history.html ସ୍ପେସ୍ ଆମ୍ପର୍ସାଣ୍ଡକୁ ଟାଇପ୍ କରି mypage.html ଓ history.html ଫାଇଲକୁ ଖୋଲନ୍ତୁ |
02:47 | ଏଠାରେ, mypage.html ଗୋଟିଏ ଫାଇଲ୍ ଯାହାକୁ ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରାଯାଇଥିଲା. ବର୍ତ୍ତମାନ Enter ଦାବନ୍ତୁ |
02:56 | ଏହି ଫାଇଲଗୁଡିକରେ କିଛି ଲାଇନକୁ ଆଡ୍ ଓ ଡିଲିଟ୍ କରନ୍ତୁ |
03:01 | ତା’ପରେ ଫାଇଲଗୁଡିକୁ save ଓ close କରନ୍ତୁ |
03:05 | କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ, ଫାଇଲଗୁଡିକରେ କରିଥିବା ପରିବର୍ତ୍ତନଗୁଡିକୁ ଆମେ ଭୁଲି ଯାଇପାରୁ |
03:11 | git ସ୍ପେସ୍ status ଏବଂ Enter ଦାବି Git statusକୁ ଯାଞ୍ଚ କରନ୍ତୁ |
03:19 | ଏହା କେବଳ ରୂପାନ୍ତରୀତ ଫାଇଲ୍ ନାମଗୁଡିକୁ ପ୍ରଦର୍ଶନ କରିବ. କିନ୍ତୁ ଅନ୍ୟ କୌଣସି ବିବରଣୀ ପ୍ରାପ୍ତ କରିପାରିବା ନାହିଁ |
03:26 | ଫାଇଲଗୁଡିକରେ ହୋଇଥିବା ପ୍ରକୃତ ପରିବର୍ତ୍ତନଗୁଡିକୁ ଆମେ ଜାଣିବାକୁ ଚାହୁଁଛୁ. ଏହାକୁ କିପରି ଯାଞ୍ଚ କରାଯାଏ ଚାଲନ୍ତୁ ଦେଖିବା |
03:35 | ଟାଇପ୍ କରନ୍ତୁ: git ସ୍ପେସ୍ diff ଏବଂ Enter ଦାବନ୍ତୁ |
03:40 | ଏହି କମାଣ୍ଡ ଅଦ୍ୟତନ କମିଟ୍ ସହିତ ଫାଇଲଗୁଡିକର ସାମ୍ପ୍ରତିକ ଅବସ୍ଥାକୁ ତୂଳନା କରିବ |
03:46 | ଏଠାରେ history.html ଫାଇଲର ଦୁଇଟି ଭର୍ସନକୁ ଦେଖିବାକୁ ପାଇବେ |
03:51 | a slash history.html ହେଉଛି ଶେଷ କମିଟର ଭର୍ସନ୍. ଏବଂ ଗୋଟିଏ ମାଇନସ୍ ଚିହ୍ନ ଦ୍ଵାରା ରିପ୍ରେଜେଣ୍ଟ ହୋଇଛି |
04:00 | b slash history.html ହେଉଛି ସାମ୍ପ୍ରତିକ ଅବସ୍ଥାର ଭର୍ସନ୍. ଏବଂ ଏହା ଗୋଟିଏ ପ୍ଲସ୍ ଚିହ୍ନ ଦ୍ଵାରା ରିପ୍ରେଜେଣ୍ଟ ହୋଇଛି |
04:09 | ତେଣୁ, ଏଠାରେ ରେଡ୍ କଲର୍ ଲାଇନ୍ ସହିତ ଥିବା ମାଇନସ୍ ଚିହ୍ନ ପୁରାତନ ଭର୍ସନ୍ ଅଟେ |
04:15 | ଏବଂ ଗ୍ରୀନ୍ କଲର୍ ଲାଇନ୍ ସହିତ ଥିବା ପ୍ଲସ୍ ଚିହ୍ନ ନୁତନ ଭର୍ସନ୍ ଅଟେ |
04:20 | ଅଧିକ ଦେଖିବା ପାଇଁ down arrow କୀକୁ ଦାବନ୍ତୁ |
04:23 | ଏହି ଲାଇନଗୁଡିକୁ ନୁତନ ଭର୍ସନ୍ ସହିତ ସଂଯୁକ୍ତ କରାଯାଇଛି |
04:28 | ଫାଇଲ୍ mypage.htmlରେ ହୋଇଥିବା ପରିବର୍ତ୍ତନଗୁଡିକୁ ମଧ୍ୟ ଦେଖିପାରିବେ. down arrow କୀକୁ ଦାବନ୍ତୁ |
04:35 | ବାହାର ହେବା ପାଇଁ q କୀକୁ ଦାବନ୍ତୁ |
04:38 | ଏଠାରେ, ଆଉଟପୁଟ୍ କଲରଗୁଡିକ ସହ ପ୍ରଦର୍ଶିତ ହେବ |
04:42 | ଯଦି ଲାଇନଗୁଡିକୁ କଲରରେ ଦେଖିପାରିବେ ନାହିଁ ତେବେ ଟାଇପ୍ କରନ୍ତୁ: git ସ୍ପେସ୍ କନଫିଗ୍ ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ color ଡଟ୍ ui ସ୍ପେସ୍ true ଏବଂ Enter ଦାବନ୍ତୁ |
04:57 | ଯଦି କଲରଗୁଡିକୁ ଦେଖିବାକୁ ଚାହାଁନ୍ତି ନାହିଁ, ତେବେ ଦୟାକରି ଏହି କମାଣ୍ଡରେ true ବ୍ୟତିତ falseକୁ ବ୍ୟବହାର କରନ୍ତୁ |
05:03 | ଟାଇପ୍ କରନ୍ତୁ: git ସ୍ପେସ୍ diff ଏବଂ Enter ଦାବନ୍ତୁ. ବର୍ତ୍ତମାନ ଆଉଟପୁଟ୍ ବିନା କଲରରେ ପ୍ରଦର୍ଶିତ ହୋଇଛି |
05:13 | ତା’ପରେ, ଗୋଟିଏ ନିର୍ଦ୍ଦିଷ୍ଟ ଫାଇଲରେ ପରିବର୍ତ୍ତନଗୁଡିକୁ କିପରି ଦେଖିପାରିବେ ପ୍ରଦର୍ଶନ ହେବ |
05:18 | ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍ history.html ଏବଂ Enter ଦାବନ୍ତୁ |
05:25 | ଏଠାରେ, କେବଳ history.html ଫାଇଲରେ ହୋଇଥିବା ପରିବର୍ତ୍ତନଗୁଡିକୁ ଦେଖିପାରିବେ |
05:31 | ବର୍ତ୍ତମାନ staging areaରେ ଫାଇଲଗୁଡିକୁ ସଂଯୁକ୍ତ କରନ୍ତୁ. ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ history.html ସ୍ପେସ୍ mypage.html ଏବଂ Enter ଦାବନ୍ତୁ |
05:44 | git ସ୍ପେସ୍ diff ଏବଂ Enter ଦାବି Git diff କୁ ପୁନର୍ବାର ଯାଞ୍ଚ କରନ୍ତୁ |
05:52 | ଏଥର, କୌଣସି ଆଉଟପୁଟ୍ ପ୍ରାପ୍ତ ହେବ ନାହିଁ କାରଣ ଫାଇଲଗୁଡିକ staging areaରେ ସଂଯୁକ୍ତ ହୋଇଛି |
05:59 | ଏପରି କ୍ଷେତ୍ରରେ, ଟାଇପ୍ କରିପାରିବେ: git ସ୍ପେସ୍ diff ସ୍ପେସ୍ ହାଇଫେନ୍ ହାଇଫେନ୍ staged ଏବଂ Enter ଦାବନ୍ତୁ |
06:08 | ବର୍ତ୍ତମାନ, git diff କମାଣ୍ଡରେ ପ୍ରାପ୍ତ ହେବା ଭଳି ସମାନ ଆଉଟପୁଟକୁ ଦେଖିପାରିବେ |
06:15 | ସମାନ ପରିଣାମ ପ୍ରାପ୍ତ କରିବା ପାଇଁ hyphen hyphen staged ବ୍ୟତିତ hyphen hyphen cachedକୁ ବ୍ୟବହାର କରିପାରିବେ |
06:23 | ସାମ୍ପ୍ରତିକ ଅବସ୍ଥା ସହିତ ପୂର୍ବ କମିଟକୁ କିପରି ତୂଳନା କରିପାରିବେ? |
06:28 | ପ୍ରଥମେ git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରିବା ସହିତ Enterକୁ ଦାବି Git logକୁ ଦେଖିପାରିବେ |
06:38 | ବର୍ତ୍ତମାନ, ଧରିନିଅନ୍ତୁ ମୁଁ ସାମ୍ପ୍ରତିକ ଅବସ୍ଥାକୁ Initial commit ସହିତ ତୂଳନା କରିବାକୁ ଚାହୁଁଛି |
06:43 | ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍, ତା’ପରେ Initial commitର commit hashକୁ କପୀ ଓ ପେଷ୍ଟ କରିବା ସହ Enter ଦାବନ୍ତୁ |
06:52 | ଏଠାରେ, ପାର୍ଥକ୍ୟକୁ ଦେଖିପାରିବେ |
06:55 | ଏହିପରି ଭାବେ, repositoryରେ ସାମ୍ପ୍ରତିକ ଅବସ୍ଥାକୁ ପୂର୍ବ କମିଟ୍ ସହିତ ତୂଳନା କରିପାରିବେ |
07:02 | ଏହି ମାର୍ଗରେ, git diff କମାଣ୍ଡକୁ ବ୍ୟବହାର କରି ରୂପାନ୍ତରିତ ଫାଇଲଗୁଡିକରେ ହୋଇଥିବା ସମସ୍ତ ପରିବର୍ତ୍ତନଗୁଡିକୁ ଦେଖିପାରିବେ |
07:09 | କମିଟ୍ କରିବା ପୂର୍ବରୁ ପ୍ରକୃତରେ କରିଥିବା ପରିବର୍ତ୍ତନଗୁଡିକୁ ସୁନିଶ୍ଚିତ କରିବା ପାଇଁ ଏହା ସାହାଯ୍ୟ କରିବ |
07:15 | ଏହି ବିନ୍ଦୁରେ କର୍ଯ୍ୟକୁ freeze କରନ୍ତୁ |
07:19 | କମିଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ m ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Added colors ଏବଂ Enter ଦାବନ୍ତୁ |
07:30 | ତା’ପରେ, ଦୁଇଟି କମିଟ୍ ମଧ୍ୟରେ ଥିବା ପାର୍ଥକ୍ୟକୁ କିପରି ଦେଖିପାରିବା, ଚାଲନ୍ତୁ ଶିଖିବା |
07:35 | git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline କୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଯାଞ୍ଚ କରନ୍ତୁ |
07:44 | ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍ ତା’ପରେ Initial commit ସ୍ପେସର commit hashକୁ କପୀ ଓ ପେଷ୍ଟ କରନ୍ତୁ.
ବର୍ତ୍ତମାନ commit hashର Added colorsକୁ କପୀ ଓ ପେଷ୍ଟ କରିବା ସହ Enter ଦାବନ୍ତୁ |
07:58 | ବର୍ତ୍ତମାନ ଦୁଇଟି ପ୍ରଦତ୍ତ କମିଟ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ଦେଖିପାରିବେ |
08:03 | ତା’ପରେ, ଶେଷ ରିଭିଜନକୁ ଦ୍ଵିତୀୟ ରିଭିଜନ ସହିତ ତୂଳନା କରନ୍ତୁ |
08:08 | ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍ HEAD ସ୍ପେସ୍ HEAD tilde ଏବଂ Enter ଦାବନ୍ତୁ |
08:16 | HEAD ଶେଷ ରିଭିଜନକୁ ସୂଚିତ କରିବ ଯାହାର Added colors ଭାବେ କମିଟ୍ ବାର୍ତ୍ତା ରହିଛି |
08:22 | HEAD tilde ଶେଷ ଦ୍ଵିତୀୟ ରିଭିଜନକୁ ସୂଚିତ କରିବ ଯାହାର Added history.html ନାମକ କମିଟ୍ ବାର୍ତ୍ତା ଅଛି |
08:30 | ଅଦ୍ୟତନ ରିଭିଜନ୍ ସର୍ବଦା HEAD ଅଟେ. ଅଦ୍ୟତନ ମାଇନସ୍ 1 ରିଭିଜନ୍ ସର୍ବଦା HEAD tilde ଅଟେ |
08:39 | ସେହିପରି, ଅଦ୍ୟତମ ମାଇନସ୍ 2, HEAD tilde 2, ଅଦ୍ୟତମ ମାଇନସ୍ 3, HEAD tilde 3 ଅଟେ ଏବଂ ଏହି ପରି |
08:50 | terminalକୁ ଫେରିଆସନ୍ତୁ |
08:53 | ବର୍ତ୍ତମାନ ଚାଲନ୍ତୁ git show କମାଣ୍ଡ ବିଷୟରେ ଶିଖିବା ଯାହା ଗୋଟିଏ କମିଟର ସମଗ୍ର ବିବରଣୀକୁ ଦେଖିବାରେ ସାହାଯ୍ୟ କରିବ |
09:00 | ଟାଇପ୍ କରନ୍ତୁ: git ସ୍ପେସ୍ show ଏବଂ Enter ଦାବନ୍ତୁ |
09:04 | ଏହି କମାଣ୍ଡ repositoryରେ ଥିବା ଅଦ୍ୟତନ କମିଟର ସମ୍ପୂର୍ଣ୍ଣ ବିବରଣୀକୁ ପ୍ରଦର୍ଶନ କରିବ |
09:10 | ଏହା କମିଟର ସମ୍ପୂର୍ଣ୍ଣ ବିବରଣୀ ସହିତ ଫାଇଲଗୁଡିକରେ ହୋଇଥିବା ପରିବର୍ତ୍ତନଗୁଡିକୁ ପ୍ରଦର୍ଶନ କରିବ |
09:16 | ମିଳିମିଶି କାମ କରିବା ସମୟରେ ଏହି ଫିଚର୍ ସାହାଯ୍ୟକାରୀ ହେବ |
09:20 | ବର୍ତ୍ତମାନ, git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline କୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଯାଞ୍ଚ କରନ୍ତୁ |
09:30 | Initial commitର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ show ସ୍ପେସ୍. ତା’ପରେ Initial commitର କମିଟ୍ ହାଶକୁ କପୀ ଓ ପେଷ୍ଟ କରିବା ସହ Enter ଦାବନ୍ତୁ |
09:42 | ଏଠାରେ, Initial commitର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବେ |
09:46 | ଏହିପରି ଭାବେ, ଆମ ରିପୋଜିଟୋରୀରେ ଥିବା ଯେ କୌଣସି କମିଟର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବେ |
09:51 | ତା’ପରେ, ଗୋଟିଏ ଫାଇଲର ସମଗ୍ର ହିଷ୍ଟୋରୀକୁ କିପରି ଦେଖିପାରିବା ଚାଲନ୍ତୁ ଶିଖିବା |
09:56 | mypage.htmlର ସମଗ୍ର ହିଷ୍ଟୋରୀକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ blame ସ୍ପେସ୍ mypage.html ଏବଂ Enter ଦାବନ୍ତୁ |
10:07 | ଏଠାରେ, mypage.html ଫାଇଲର ସମଗ୍ର ହିଷ୍ଟୋରୀକୁ ଦେଖିବା ପାଇଁ ଯାହା ଆରମ୍ଭ ବିନ୍ଦୁରୁ ସାମ୍ପ୍ରତିକ ସୋପାନ ପର୍ଯ୍ୟନ୍ତ |
10:17 | ସେହିପରି, repositoryରେ ଯେକୌଣସି ଫାଇଲର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବେ |
10:22 | ଶେଷରେ, Gitରୁ କିପରି ସାହାଯ୍ୟ ପ୍ରାପ୍ତ କରାଯାଏ, ଦେଖିବା |
10:27 | ସାହାଯ୍ୟ ପ୍ରାପ୍ତ ପାଇଁ ଥିବା ସିଣ୍ଟାକ୍ସ ନିମ୍ନରେ ପ୍ରଦତ୍ତ ଅଛି-
git help <verb> କିମ୍ବା git <verb> hyphen hyphen help କିମ୍ବା man git <verb> |
10:40 | ଉଦାହରଣସ୍ଵରୂପ: git help show |
10:44 | ଏହାକୁ ପ୍ରଦର୍ଶନ କରାଯାଉଛି. terminalକୁ ଫେରିଆସିବା ସହ ଟାଇପ୍ କରନ୍ତୁ: git ସ୍ପେସ୍ help ସ୍ପେସ୍ show ଏବଂ Enter ଦାବନ୍ତୁ |
10:55 | ଏଠାରେ, show commandର ମାନୁଆଲକୁ ଦେଖିପାରିବେ |
10:59 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
11:03 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
git diff, git show, git blame ଓ git help କମାଣ୍ଡଗୁଡିକ |
11:15 | ଗୋଟିଏ ଆସାଇନମେଣ୍ଟ ଭାବେ ନିମ୍ନଲିଖିତ କମାଣ୍ଡଗୁଡିକୁ ଆବିଷ୍କାର କରନ୍ତୁ:
git reflog, git diff HEAD tilde HEAD, git show HEAD ଓ man git diff |
11:29 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
11:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
11:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:00 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |