LaTeX/C2/Report-Writing/Oriya

From Script | Spoken-Tutorial
Revision as of 15:57, 18 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Report Writing in latex ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ. ମୁଁ ଏହାକୁ latek କହୁଛି, latex ନୁହେଁ
00:09 ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି
00:13 ଏହି ଟ୍ୟୁଟୋରିଆଲରେ ଆମେ କିପରି ଗୋଟିଏ ଡକୁମେଣ୍ଟ ଲେଖାଯାଏ ଶିଖିବା
00:19 ନିର୍ଦ୍ଦିଷ୍ଟରୂପେ, report ଓ article କ୍ଲାସର ବ୍ୟବହାର, sections କିପରି ସୃଷ୍ଟି କରିବା, ସେକ୍ସନଗୁଡିକର ନମ୍ବରିଙ୍ଗକୁ ଅଟୋମେଟ୍ କରିବା, Table of contents ସୃଷ୍ଟି କରିବା ଓ ଟାଇଟଲ୍ ପେଜ୍ କିପରି ସୃଷ୍ଟି କରିବା
00:38 ମୁଁ ଟ୍ୟୁଟୋରିଆଲକୁ, 10,000ରୁ କମ୍ ଟଙ୍କା ଲାପଟପରେ ନିର୍ମାଣ କରୁଛି
00:44 ଏବଂ ମୁଁ Ubuntu Linux, TeXworks ଓ LaTeXକୁ ବ୍ୟବହାର କରୁଛି
00:51 ଆପଣ, Windows କିମ୍ବା Mac ଉପରେ ମଧ୍ୟ TeXworksକୁ ବ୍ୟବହାର କରିପାରିବେ-ମେଥଡ୍ ସମାନ ଅଟେ
00:57 ଆପଣ ମଧ୍ୟ, TeXworks ବିନା ସିଧାସଳଖ LaTeXକୁ ବ୍ୟବହାର କରିପାରିବେ
01:02 ଅଧିକ ମୂଲ୍ୟବାନ୍ Linux କମ୍ପ୍ୟୁଟର୍ ମଧ୍ୟ ବ୍ୟବହାର ପାଇଁ ସ୍ଵାଗତ!
01:07 ଏହାକୁ ଶିଖିବା ପାଇଁ ପ୍ରାକ୍ଆବଶ୍ୟକତାଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି: ସ୍ପୋକନ୍ ଟ୍ୟୁଟୋରିଆଲ୍ ଯାହା LaTeXର ପରିଚୟ ପ୍ରଦାନ କରେ, report ଡଟ୍ tex ଫାଇଲ୍, side-by-side methodର ଜ୍ଞାନ, ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ଆବଶ୍ୟକ
01:23 ଉପରେ ଥିବା ସମଗ୍ର ସୁଚନା, spoken tutorial ଡଟ୍ org, ୱେବସାଇଟରେ ଉପଲବ୍ଧ ଅଛି
01:32 TeXworks ୱିଣ୍ଡୋକୁ ଯା’ନ୍ତୁ
01:36 ଫାଇଲ୍ report.texକୁ ଖୋଲାଯାଇଅଛି. ଦୟାକରି ଏହି ଫାଇଲକୁ ଡାଉନଲୋଡ୍ କରନ୍ତୁ ଏବଂ ମୋ ସହିତ ଅଭ୍ୟାସ କରନ୍ତୁ
01:44 ଫଣ୍ଟର ଆକାରକୁ 12 point ଭାବେ ବ୍ୟବହାର କରନ୍ତୁ, a4 ପେପର୍ ଏବଂ article କ୍ଲାସ୍
01:55 usepackage କମାଣ୍ଡ ମାଧ୍ୟମରେ ମାର୍ଜିନକୁ ସେଟ୍ କରିବା ପାଇଁ geometry packageକୁ ବ୍ୟବହାର କରନ୍ତୁ
02:02 ପ୍ରତ୍ୟେକ କମାଣ୍ଡ ଆରମ୍ଭରେ ଗୋଟିଏ reverse slash ଦେବା ଜରୁରୀ ଅଟେ
02:07 ଯଦିଓ ଏହାକୁ ନିର୍ଦ୍ଦିଷ୍ଟଭାବେ କୁହାଯାଉ ନାହିଁ, କିନ୍ତୁ ଆପଣ ରିଭର୍ସ ସ୍ଲାସ୍ ଦେବାକୁ ଭୁଲନ୍ତୁ ନାହିଁ
02:13 ସେହିପରି, ନିର୍ଦ୍ଦିଷ୍ଟ ଭାବେ braces ବିଷୟରେ କୁହାଯାଉ ନାହିଁ, କିନ୍ତୁ ସେଗୁଡିକୁ ବ୍ୟବହାର କରାଯାଇପାରେ
02:20 ଭିଡିଓରେ ପ୍ରଦର୍ଶନ ହେବା ଭଳି ଅବିକଳ ନକଲ ସୃଷ୍ଟି କରନ୍ତୁ
02:25 usepackage କମାଣ୍ଡରେ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ଥିବା ପାରାମିଟରଗୁଡିକ ବାଧ୍ୟତାମୂଳକ ନୁହଁନ୍ତି
02:31 ପ୍ୟାକେଜର ନାମ braces ମଧ୍ୟରେ ଅଛି
02:35 ହରିଯଣ୍ଟାଲ୍ ଓ ଭର୍ଟିକଲ୍ ମାର୍ଜିନଗୁଡିକ, ପ୍ରତ୍ୟେକଙ୍କୁ 4.5 cmରେ ସେଟ୍ କରାଯାଇଛି
02:41 TexWorks ୱିଣ୍ଡୋର ଉପର ବାମ ପଟ କୋଣକୁ ଦେଖନ୍ତୁ
02:47 pdfLaTeX ଚୟନ ନ’ହେବା କ୍ଷେତ୍ରରେ, ଦୟାକରି ଏହାକୁ ପୁଲ୍ ଡାଉନ୍ ମେନୁରୁ ଚୟନ କରନ୍ତୁ
02:55 ବାମ ପଟେ ଗୋଟିଏ ଗ୍ରୀନ୍ ସର୍କଲ୍ ସହିତ ଏକ ଆରୋ ଅଛି
02:59 ଆରୋ ଉପରେ କ୍ଲିକ୍ କରିବା ସହିତ ଏହି ଫାଇଲକୁ କମ୍ପାଇଲ୍ କରନ୍ତୁ
03:04 ଡାହାଣ ପଟେ ପ୍ରଦର୍ଶିତ report.pdf ଫାଇଲ୍ ପ୍ରାପ୍ତ ହେବ
03:09 ଆଉଟପୁଟ୍ ଫାଇଲରେ ଥିବା, section, sub-section ଓ sub-sub-section, ଟାଇଟଲଗୁଡିକୁ ଦେଖନ୍ତୁ
03:18 source fileରେ ପ୍ରଦତ୍ତ ସମାନ commandsକୁ ବ୍ୟବହାର କରି ଏଗୁଡିକୁ ସୃଷ୍ଟି କରନ୍ତୁ
03:23 pdf ଫାଇଲରେ ଏହି section ଟାଇଟଲଗୁଡିକର ଭିନ୍ନ ଭିନ୍ନ ଫିଚରଗୁଡିକୁ ଦେଖନ୍ତୁ
03:30 ଏହି ଟାଇଟଲଗୁଡିକର ଆକାର ପ୍ରୋପୋଶନେଟଲୀ ଓ ଅଟୋମାଟିକଲୀ ସୃଷ୍ଟି କରାଯାଇଛି
03:37 section ଟାଇଟଲ୍ ସବୁଠୁ ବଡ ଏବଂ sub-sub-sectionର ଟାଇଟଲ୍ ସବୁଠୁ ସାନ ଅଟେ
03:45 ସୋର୍ସ ଫାଇଲରେ ଥିବା ଶୁନ୍ୟ ଲାଇନଗୁଡିକ ବ୍ୟତୀତ, ଆଉଟପୁଟ୍ ସର୍ବଦା ସମାନ ରହିଥାଏ
03:50 ଏଠାରେ ଗୋଟିଏ ଲାଇନକୁ ଡିଲିଟ୍ କରିବା ସହ କମ୍ପାଇଲ୍ କରନ୍ତୁ
03:55 ଏଠାରେ କୌଣସି ପରିବର୍ତ୍ତନ ହେବ ନାହିଁ
03:57 ବର୍ତ୍ତମାନ ପେପର୍ ସାଇଜକୁ a5ରେ ପରିବର୍ତ୍ତନ କରନ୍ତୁ
04:02 ଏହା ଆଉଟପୁଟରେ ପ୍ରତ୍ୟେକ ଲାଇନର ପ୍ରସ୍ଥକୁ ହ୍ରାସ କରିଦେବ
04:06 ପୂର୍ବେ କଲାଭଳି ଟେକ୍ସଟକୁ କମ୍ପାଇଲ୍ କରନ୍ତୁ
04:10 ଆଉଟପୁଟକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ, control + ଦାବି ଏହାକୁ ମ୍ୟାଗ୍ନିଫାଏ କରନ୍ତୁ
04:17 ଏହାକୁ କେନ୍ଦ୍ରକୁ ଆଣନ୍ତୁ
04:20 ଏହି ଟ୍ୟୁଟୋରିଆଲର ଅବଶିଷ୍ଟାଂସରେ, କେବଳ a5 ପେପରକୁ ବ୍ୟବହାର କରନ୍ତୁ. ଏହାକୁ a4ରେ ପରିବର୍ତ୍ତନ କରିବା ମଧ୍ୟ ସ୍ଵାଗତଯୋଗ୍ୟ ଅଟେ
04:28 ଧ୍ୟାନଦିଅନ୍ତୁ ଯେ ମୁଁ ଫାଇଲକୁ save କଲିନାହିଁ. ଏହାର କାରଣ କମ୍ପାଇଲେଶନ୍ କରିବା ପୂର୍ବରୁ TexWorks ଅଟୋମାଟିକଲୀ ଫାଇଲକୁ ସେଭ୍ କରିଥାଏ
04:37 ଫଣ୍ଟକୁ ଗୋଟିଏ କ୍ଷୁଦ୍ରତମ, 10 pointକୁ ପରିବର୍ତ୍ତନ କରିବା ସହ କମ୍ପାଇଲ୍ କରନ୍ତୁ
04:44 ଦେଖନ୍ତୁ, ଫଣ୍ଟର ଆକାର ଛୋଟ ହୋଇଯାଇଛି – ଆଶ୍ଚର୍ଯ୍ୟ ହେଲେ କି? କିନ୍ତୁ, ପ୍ରୋପୋଶନାଲ୍ ସାଇଜିଙ୍ଗ ଓ ସ୍ପେସିଙ୍ଗ ପୂର୍ବ ଭଳି ସମାନ ଅଛି
04:54 ପୁନର୍ବାର ଫଣ୍ଟକୁ 12 pointକୁ ଫେରାଇ ଆଣନ୍ତୁ
04:59 ବର୍ତ୍ତମାନ ଆମେ section titlesର ଅନ୍ୟ ଏକ ଜରୁରୀ ଗୁଣକୁ ଦେଖିବା
05:04 ଏହା section ନମ୍ବରଗୁଡିକର ଆଟୋମାଟିକ୍ ସୃଷ୍ଟି ଅଟେ
05:09 ଏହାକୁ ଅଧିକ ବର୍ଣ୍ଣନା କରିବା ପାଇଁ Inserted section ନାମକ ଗୋଟିଏ ନୁତନ sectionକୁ ଯୋଗ କରନ୍ତୁ
05:18 କମ୍ପାଇଲେଶନ୍ କରିବା ଦ୍ଵାରା, ଏହା ଏଠାରେ ଗୋଟିଏ ଠିକ୍ ସଂଖ୍ୟାର କ୍ରମ ସହିତ ଦୃଶ୍ୟମାନ ହେବ. ତେଣୁ ନମ୍ବରିଙ୍ଗ କରିବା ମଧ୍ୟ LaTeX ଦ୍ଵାରା ଅଟୋମାଟିକଲୀ ସମ୍ପାଦନ ହୋଇଥାଏ
05:29 toc ଏକ୍ସଟେନଶନ୍ ଥିବା ଏକ ଫାଇଲ୍ ମାଧ୍ୟମରେ, LaTeX, table of contentsକୁ ସୃଷ୍ଟି କରିଥାଏ
05:36 ଏଠାରେ table of contents, one wordକୁ ସଂଯୋଗ କରନ୍ତୁ
05:42 କମ୍ପାଇଲ୍ କରନ୍ତୁ
05:44 ଆଉଟପୁଟରେ ୱର୍ଡ Contents ବ୍ୟତିତ କିଛି ମଧ୍ୟ ଦୃଶ୍ୟମାନ ହେବ ନାହିଁ
05:50 ପୁନର୍ବାର କମ୍ପାଇଲ୍ କରନ୍ତୁ
05:53 ବର୍ତ୍ତମାନ ସମଗ୍ର ଟାଇଟଲ୍, ପେଜ୍ ନମ୍ବର୍ ସହିତ table of contentsରେ ଉପସ୍ଥିତ ଥିବା ଆପଣ ଦେଖିପାରିବେ
05:59 ଠିକ ପେଜ୍ ନମ୍ବର୍ ପ୍ରାପ୍ତ କରିବା ପାଇଁ ଏହାକୁ ତୃତୀୟ ଥର କମ୍ପାଇଲ୍ କରନ୍ତୁ
06:05 ତିନିଥର କାହିଁକି? ଦୟାକରି ଆସାଇନମେଣ୍ଟକୁ ଦେଖନ୍ତୁ
06:09 କେବଳ ଗୋଟିଏ ୱର୍ଡ, table of contents, ଯାହା ଆବଶ୍ୟକ ଅଟେ
06:14 LaTeXର କି ଚମତ୍କାର କ୍ଷମତା!
06:17 ଏହା ଏକ୍ସଟେନସନ୍ toc ଥିବା ଗୋଟିଏ ଫାଇଲ୍ ମାଧ୍ୟମରେ ସମ୍ପନ୍ନ ହୋଇଛି, ଯାହାକୁ LaTeX ସର୍ବଦା ଅକ୍ଷୁର୍ଣ୍ଣ ରଖିଥାଏ
06:24 ଏହି ବହୁବିଧ ପାସ୍ କମ୍ପାଇଲେଶନ୍ ପ୍ରକ୍ରିୟା, ଟାଇଟଲଗୁଡିକର ପରିବର୍ତ୍ତନରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ
06:30 ସେକ୍ସନ୍ ଟାଇଟଲକୁ Modified sectionରେ ପରିବର୍ତ୍ତନ କରନ୍ତୁ
06:36 ଏହାକୁ କମ୍ପାଇଲ୍ କରନ୍ତୁ. Table of Contents ପରିବର୍ତ୍ତନ ହେବ ନାହିଁ
06:42 ଏହାକୁ ପୁଣି ଥରେ କମ୍ପାଇଲ୍ କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ
06:46 ବର୍ତ୍ତମାନ ଏଠାରେ ଗୋଟିଏ ରୂପାନ୍ତରିତ ସେକ୍ସନ୍ ଅଛି
06:49 ଏହି ଡକୁମେଣ୍ଟ ପାଇଁ ଗୋଟିଏ ଟାଇଟଲ୍ ସୃଷ୍ଟି କରନ୍ତୁ. ଏଠାରେ ଏହାକୁ begin document ପୂର୍ବରୁ କରନ୍ତୁ
06:57 Author ସୁଚନା ଓ date ଥିବା, ଗୋଟିଏ title ସୃଷ୍ଟି କରନ୍ତୁ
07:13 ତେଣୁ, ଏହି ତିନୋଟି କମାଣ୍ଡକୁ ସଂଯୋଗ କରନ୍ତୁ
07:17 ସେଗୁଡିକ ଯେକୌଣସି କ୍ରମ କିମ୍ବା ଯେକୌଣସି ସ୍ଥାନରେ ଆସନ୍ତୁ, ଆପତ୍ତି ନାହିଁ
07:22 କିନ୍ତୁ ସେଗୁଡିକ begin document କମାଣ୍ଡ ପୂର୍ବରୁ ଆସିବା ଆବଶ୍ୟକ ଅଟେ
07:26 ସମଗ୍ର କମାଣ୍ଡଗୁଡିକରେ reverse slashକୁ ଭୁଲନ୍ତୁ ନାହିଁ
07:31 ଏଠାରେ ଡବଲ୍ ସ୍ଲାଶ୍ ଅର୍ଥ ପରବର୍ତ୍ତି ଲାଇନ୍ ଅଟେ. ଏହାକୁ କମ୍ପାଇଲ୍ କରନ୍ତୁ
07:38 pdf ଫାଇଲରେ କୌଣସି ପରିବର୍ତ୍ତନ ହେବ ନାହିଁ
07:42 ଏହାର କାରଣ ହେଉଛି ଯେ ଏହି ସୁଚନା ସହିତ କ’ଣ କରାଯିବ, ସେଥିପାଇଁ LaTeXକୁ ନିର୍ଦ୍ଦେଶ ଦିଆଯାଇ ନାହିଁ
07:47 ତେଣୁ, begin documentର ଠିକ୍ ପରେ make title କମାଣ୍ଡ, one wordକୁ ସଂଯୋଗ କରନ୍ତୁ
07:55 ଏହାକୁ କମ୍ପାଇଲ୍ କରନ୍ତୁ
07:58 ଆଉଟପୁଟରେ, ଏହି କମାଣ୍ଡକୁ ରଖାଯାଇଥିବା ସ୍ଥାନରେ title ଦୃଶ୍ୟମାନ ହେବ
08:03 ପ୍ରକୃତରେ, ଡକୁମେଣ୍ଟର ଆରମ୍ଭରେ
08:07 ବର୍ତ୍ତମାନ ଡକୁମେଣ୍ଟର କ୍ଲାସକୁ articleରୁ reportକୁ ପରିବର୍ତ୍ତନ କରନ୍ତୁ
08:15 ଏହା ସହିତ, ଏହି କମାଣ୍ଡ ସହ ଗୋଟିଏ chapterକୁ ପରିଭାଷିତ କରନ୍ତୁ: Chapter First Chapter
08:24 Report style, ଅତି କମରେ ଗୋଟିଏ chapter ଆବଶ୍ୟକ କରେ
08:27 କମ୍ପାଇଲ୍ କରିବା ସହିତ ଆଉଟପୁଟକୁ ଦେଖନ୍ତୁ
08:31 ଆଉଟପୁଟରେ ହେଉଥିବା ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରନ୍ତୁ
08:35 ଟାଇଟଲ୍ ଗୋଟିଏ ପୁରା ପେଜରେ ଦୃଶ୍ୟମାନ ହେବ ଯାହାର ନମ୍ବର୍ ନ’ଥାଏ
08:40 Contents ମଧ୍ୟ ପେଜ୍ ନମ୍ବର୍ 1 ସହିତ ଗୋଟିଏ ପୁରା ପେଜରେ ଦୃଶ୍ୟମାନ ହେବ
08:47 ଦୟାକରି ଏଠାରେ pause କରନ୍ତୁ ଏବଂ Contentsରେ କେତିଟି ଭୁଲ୍ ଏଣ୍ଟ୍ରୀ ଅଛି, ଖୋଜି ବାହାର କରନ୍ତୁ
08:54 ଚାଲନ୍ତୁ ପରବର୍ତ୍ତି ପେଜକୁ ଯିବା. Chapter ଆରମ୍ଭ ହେଉଥିବା ମାର୍ଗକୁ ଲକ୍ଷ୍ୟ କରନ୍ତୁ
09:00 କେତୋଟି ପ୍ରଭେଦାତ୍ମକ ଫିଚରକୁ ଚିହ୍ନଟ କରିପାରିବେ? ଅତି କମରେ ପାଞ୍ଚୋଟି ପ୍ରାପ୍ତ କରନ୍ତୁ
09:08 ଦ୍ଵିତୀୟ ଥର ପାଇଁ ଏହାକୁ କମ୍ପାଇଲ୍ କରନ୍ତୁ
09:12 ଦେଖନ୍ତୁ ଯେ ବର୍ତ୍ତମାନ Contents ପେଜରେ ସଠିକ୍ ସୁଚନା ଅଛି. ବର୍ତ୍ତମାନ ନମ୍ବରଗୁଡିକ ଠିକ୍ ଅଛି
09:21 New Chapter ନାମକ ଗୋଟିଏ ନୁତନ chapterକୁ ସଂଯୋଗ କରନ୍ତୁ
09:32 ଏହାକୁ କମ୍ପାଇଲ୍ କରନ୍ତୁ
09:34 ପୁନର୍ବାର କମ୍ପାଇଲ୍ କରନ୍ତୁ ଏବଂ ଏହାକୁ ଗୋଟିଏ ନୁତନ ପେଜରେ ଆସିବା, ଦେଖନ୍ତୁ
09:47 ଏହି ନୁତନ chapter ପୂର୍ବରୁ appendix କମାଣ୍ଡକୁ ଇନସର୍ଟ କରନ୍ତୁ
09:53 କମ୍ପାଇଲେଶନ୍ କରିବା ଦ୍ଵାରା, ୱର୍ଡ Appendix ଦୃଶ୍ୟମାନ ହେବା, ଲକ୍ଷ୍ୟ କରନ୍ତୁ
09:59 chapter ନମ୍ବର୍ A ଅଟେ
10:02 ବର୍ତ୍ତମାନ slideକୁ ଯା’ନ୍ତୁ
10:05 ଏହି ଟ୍ୟୁଟୋରିଆଲରେ ଯାହା ଶିଖିଲେ, ସାରାଂଶିତ କରନ୍ତୁ
10:08 LaTeXରେ ଗୋଟିଏ ଡକୁମେଣ୍ଟ ଲେଖିବା, chapter ଓ section ଟାଇଟଲଗୁଡିକୁ ଅଟୋମାଟିକ୍ ସୃଷ୍ଟି କରିବା, Table of contentsକୁ ଅଟୋମାଟିକ୍ ନମ୍ବରିଙ୍ଗ କରିବା ଏବଂ Appendix ସୃଷ୍ଟି କରି ଟାଇଟଲ୍ ପେଜ୍ ସୃଷ୍ଟି କରିବା
10:21 କିଛି ଆସାଇନମେଣ୍ଟ ଦେଉଛି
10:24 ଏହି ଆସାଇନମେଣ୍ଟ a4 ପେପର୍ ଓ letter ପେପର୍ ଉପରେ ଅଟେ
10:29 ଭିଡିଓକୁ pause କରନ୍ତୁ ଏବଂ ସ୍ଲାଇଡକୁ ପଢିବା ସହ ଆସାଇନମେଣ୍ଟକୁ କରନ୍ତୁ
10:35 ଏହି ଆସାଇନମେଣ୍ଟ font size ଉପରେ ଅଟେ
10:41 ଏହା report ଡଟ୍ toc ଉପରେ ଅଟେ
10:47 ଏହା କମ୍ପାଇଲେଶନଗୁଡିକର ନମ୍ବର୍ ଉପରେ ଅଟେ
10:52 ଏହା Table of Contentsର ସ୍ଥାନ ଉପରେ ଅଟେ
10:59 ଏହି ଆସାଇନମେଣ୍ଟ, report ଓ articleରେ chapter କମାଣ୍ଡର ବ୍ୟବହାର ଉପରେ ପର୍ଯ୍ୟବସିତ ଅଟେ
11:07 ଏହି ଆସାଇନମେଣ୍ଟ, report କ୍ଲାସରେ appendix କମାଣ୍ଡର ପ୍ରଭାବ ଉପରେ ପର୍ଯ୍ୟବସିତ ଅଟେ
11:15 ଏହା ପୁର୍ବ ଆସାଇନମେଣ୍ଟ ଭଳି ସମାନ ଅଟେ, କିନ୍ତୁ article କ୍ଲାସରେ
11:22 ଏହା geometry package ଉପରେ ଅଟେ
11:27 ଏହି ଆସାଇନମେଣ୍ଟ ସାଧାରଣ ଭାବେ LaTeX classes ଉପରେ ଅଟେ
11:34 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
11:38 ଏହି ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:46 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚାଲନ୍ତି. ପ୍ରମାଣପତ୍ର ଦିଆଯାଏ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
11:53 ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ନେଇ ଆପଣଙ୍କର କିଛି ପ୍ରଶ୍ନ ଅଛି କି?
11:56 ଏହି ସାଇଟକୁ ଯା’ନ୍ତୁ. ଆପଣଙ୍କର ପ୍ରଶ୍ନ ଥିବା minute ଓ secondକୁ ଚୟନ କରନ୍ତୁ
12:03 ଆପଣଙ୍କ ପ୍ରଶ୍ନକୁ ସଂକ୍ଷିପ୍ତରେ ବର୍ଣ୍ଣନା କରନ୍ତୁ. ଆମ ଟିମରୁ କେହି ଜଣେ ସେଗୁଡିକର ଉତ୍ତର ଦେବେ
12:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡିକ ପାଇଁ ଉଦ୍ଦିଷ୍ଟ ଅଟେ
12:13 ଦୟାକରି ସେଗୁଡିକ ଉପରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନଗୁଡିକୁ ପୋଷ୍ଟ କରନ୍ତୁ ନାହିଁ
12:19 ଏହା କ୍ଲଟରକୁ ହ୍ରାସ କରିବାରେ ସାହାଯ୍ୟ କରିବ. ଏହି କ୍ଲଟର୍ ସହିତ, ଆମେ ଏହି ଆଲୋଚନାଗୁଡିକୁ instructionalmaterial ଭାବେ ବ୍ୟବହାର କରିପାରିବା
12:28 ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକରେ ଅଣଆଲୋଚିତ ଟପିକ୍ ପାଇଁ ଏହି ଆଡ୍ରେସରେ ଥିବା stack exchangeକୁ ଯା’ନ୍ତୁ
12:35 LaTeX ଉପରେ ଉତ୍ତର ପ୍ରାପ୍ତ କରିବା ପାଇଁ ଏହା ଗୋଟିଏ ଉତ୍ତମ ସ୍ଥାନ ଅଟେ. ଆପଣଙ୍କର, ଆମ କର୍ମଶାଳା, ପ୍ରମାଣପତ୍ର ପ୍ରଭୃତି ଉପରେ ମଧ୍ୟ ପ୍ରଶ୍ନ ଥାଇପାରେ
12:45 ଏଥିପାଇଁ, ଏହି ମେଲ୍ ଆଡ୍ରେସରେ ଆମ ସହିତ ସମ୍ପର୍କରେ ରୁହନ୍ତୁ
12:50 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ
12:56 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep