Advanced-Cpp/C2/Friend-Function/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Friend Function in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ: |
00:08 | Friend ଫଙ୍କଶନ୍ ଶିଖିବା |
00:10 | ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ |
00:13 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
00:15 | Ubuntu OS ଭର୍ସନ୍ 11.10 |
00:19 | g++ କମ୍ପାଇଲର୍ ଭର୍ସନ୍ 4.6.1 |
00:24 | ଚାଲନ୍ତୁ friend ଫଙ୍କଶନର ଗୋଟିଏ ପରିଚୟରୁ ଆରମ୍ଭ କରିବା |
00:27 | classର ବାହାରେ private ଡେଟାକୁ ଆକ୍ସେସ୍ କରିହେବ ନାହିଁ ବୋଲି ଆମକୁ ଜଣାଅଛି |
00:33 | private ଡେଟାକୁ ଆକ୍ସେସ୍ କରିବା ପାଇଁ friend ଫଙ୍କସନକୁ ବ୍ୟବହାର କରାଯାଏ |
00:37 | ଗୋଟିଏ friend ଫଙ୍କଶନ୍, କ୍ଲାସର ଏକ ମେମ୍ବର୍ ଫଙ୍କଶନ୍ ନୁହେଁ |
00:42 | ଗୋଟିଏ ଅବଜେକ୍ଟକୁ ବ୍ୟବହାର ନ’କରି Friend ଫଙ୍କଶନକୁ କଲ୍ କରିପାରିବେ |
00:46 | friend ଫଙ୍କଶନ୍ ମଧ୍ୟରେ ପାସ୍ ହୋଇଥିବା ଆର୍ଗୁମେଣ୍ଟ ଏହାର ଅବଜେକ୍ଟ ଭାବେ ବ୍ୟବହୃତ ହୁଏ |
00:51 | ଚାଲନ୍ତୁ ଗୋଟିଏ friend ଫଙ୍କଶନର ଘୋଷଣାକୁ ଦେଖିବା |
00:55 | ଗୋଟିଏ friend ଫଙ୍କଶନକୁ ଘୋଷଣା କରିବା ପାଇଁ କୀୱର୍ଡ friend ବ୍ୟବହାର କରାଯାଏ |
00:59 | ତା’ପରେ return_type ପ୍ରଦାନ କରନ୍ତୁ |
01:02 | ଫଙ୍କଶନର ନାମ function_name ଅଟେ |
01:05 | ତା’ପରେ କ୍ଲାସର class_name ଓ objectକୁ ଆର୍ଗୁମେଣ୍ଟ ଭାବେ ପାସ୍ କରନ୍ତୁ |
01:11 | ଚାଲନ୍ତୁ ଗୋଟିଏ ଉଦାହରଣକୁ ଦେଖିବା |
01:13 | ଏଡିଟର୍ ଉପରେ କୋଡ୍ ଟାଇପ୍ ହୋଇସାରିଛି |
01:16 | ଏହାକୁ ଖୋଲନ୍ତୁ |
01:18 | ଏହି ପ୍ରୋଗ୍ରାମରେ ଯୋଗ ପ୍ରକ୍ରିୟାକୁ ସମ୍ପାଦନ କରନ୍ତୁ |
01:22 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ frnd.cpp ଅଟେ |
01:27 | ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ |
01:30 | iostream, ଏହା ହେଡର୍ ଫାଇଲ୍ ଅଟେ |
01:34 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
01:37 | ତା’ପରେ ଗୋଟିଏ frnd କ୍ଲାସକୁ ଘୋଷଣା କରନ୍ତୁ |
01:41 | ଏଥିରେ, private ଭାବେ a ଓ b ଭେରିଏବଲଗୁଡିକୁ ଘୋଷଣା କରନ୍ତୁ |
01:46 | ଏଠାରେ public ଭାବେ ଗୋଟିଏ input() ଫଙ୍କଶନକୁ ଘୋଷଣା କରନ୍ତୁ |
01:52 | ଏଥିରେ, ୟୁଜରଠାରୁ ଇନପୁଟ୍ ଗ୍ରହଣ କରନ୍ତୁ |
01:55 | ଏହା compute() ଭାବେ friend ଫଙ୍କଶନ୍ ଅଟେ |
01:58 | ଏଠାରେ, କ୍ଲାସ୍ f1ର ଆର୍ଗୁମେଣ୍ଟ ଭାବେ class_name, frnd ଓ objectକୁ ପାସ୍ କରାଯାଇଛି |
02:06 | ତା’ପରେ classକୁ ବନ୍ଦ କରନ୍ତୁ |
02:08 | ବର୍ତ୍ତମାନ, friend ଫଙ୍କଶନକୁ ବ୍ୟବହାର କରି କ୍ଲାସ୍ frndର private ମେମ୍ବରମାନଙ୍କୁ ଆକ୍ସେସ୍ କରିପାରିବେ |
02:16 | ଏଠାରେ, compute() ଫଙ୍କଶନକୁ ବ୍ୟବହାର କରନ୍ତୁ |
02:19 | ଏଥିରେ, ଯୋଗ କ୍ରିୟାକୁ ସମ୍ପାଦନ କରନ୍ତୁ |
02:23 | ଭେରିଏବଲ୍ a ଓ bକୁ ଯୋଗ କରନ୍ତୁ |
02:26 | ଏବଂ ତା’ପରେ value ପ୍ରାପ୍ତ କରନ୍ତୁ |
02:28 | ଏଠାରେ, object f1କୁ ବ୍ୟବହାର କରି ନନ୍-ମେମ୍ବର୍ ଫଙ୍କଶନ୍ ମଧ୍ୟରେ ଥିବା private ଭେରିଏବଲଗୁଡିକୁ ଆକ୍ସେସ୍ କରନ୍ତୁ |
02:35 | ଏହା main() ଫଙ୍କଶନ୍ ଅଟେ |
02:38 | ଏଥିରେ, କ୍ଲାସ୍ frndର ଗୋଟିଏ ଅବଜେକ୍ଟ ଭାବେ fକୁ ସୃଷ୍ଟି କରନ୍ତୁ |
02:44 | ତା’ପରେ ଅବଜେକ୍ଟ fକୁ ବ୍ୟବହାର କରି input() ଫଙ୍କଶନକୁ କଲ୍ କରନ୍ତୁ |
02:48 | ଏବଂ ଏଠାରେ, compute() ଫଙ୍କଶନକୁ କଲ୍ କରିବା ସହିତ ଆର୍ଗୁମେଣ୍ଟ fକୁ ପାସ୍ କରନ୍ତୁ |
02:54 | ଫଙ୍କଶନ compute()ରେ ଆର୍ଗୁମେଣ୍ଟ ଭାବେ fକୁ ପାସ୍ ହୋଇଥିବାର ଦେଖନ୍ତୁ |
02:58 | ଏହାକୁ pass by value ମେଥଡକୁ ବ୍ୟବହାର କରି କରନ୍ତୁ |
03:03 | f1ର ଭାଲ୍ୟୁରେ fକୁ ପାସ୍ କରାଯାଇଛି |
03:06 | ଏବଂ ଏହା return ଷ୍ଟେଟମେଣ୍ଟ ଅଟେ |
03:09 | ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
03:11 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
03:20 | ବର୍ତ୍ତମାନ ଟାଇପ୍ କରନ୍ତୁ: |
03:21 | g++ ସ୍ପେସ୍ frnd ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ frnd. Enter ଦାବନ୍ତୁ |
03:32 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ frnd |
03:36 | Enter ଦାବନ୍ତୁ |
03:38 | ଏଠାରେ ଏହା Enter the value of a and b ଭାବେ ପ୍ରଦର୍ଶନ ହୋଇଛି |
03:41 | ପ୍ରବେଶ କରନ୍ତୁ: 8 ଓ 4 |
03:46 | ନିମ୍ନଲିଖିତ ଭାବେ ଆଉଟପୁଟ୍ ପ୍ରଦର୍ଶିତ ହେବ: |
03:48 | The result is: 12 |
03:51 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
03:54 | slidesକୁ ଫେରିଆସନ୍ତୁ |
03:56 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ Friend ଫଙ୍କଶନ୍ ଶିଖିଲେ, ଉଦାହରଣ friend int compute class-name frnd ଏବଂ object f1 |
04:08 | ଗୋଟିଏ ଆସାଇନମେଣ୍ଟ ଭାବେ, ଗୋଟିଏ ସଂଖ୍ୟାର ବର୍ଗ ଓ ଘନ ପ୍ରାପ୍ତ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
04:14 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
04:17 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
04:20 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
04:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
04:30 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
04:33 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
04:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
04:43 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
04:51 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
04:56 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |