Advanced-Cpp/C2/Static-Members/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, static members in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ: |
| 00:09 | Static କୀୱର୍ଡ. Static ଭେରିଏବଲ୍ |
| 00:12 | Static ଫଙ୍କଶନ୍ ଶିଖିବା |
| 00:14 | ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ |
| 00:17 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:20 | Ubuntu OS ଭର୍ସନ୍ 11.10 |
| 00:24 | g++ କମ୍ପାଇଲର୍ ଭର୍ସନ୍ 4.6.1 |
| 00:29 | ଚାଲନ୍ତୁ staticର ଗୋଟିଏ ପରିଚୟରୁ ଆରମ୍ଭ କରିବା |
| 00:33 | ପ୍ରଥମ object ସୃଷ୍ଟି ହେବା ପୂର୍ବରୁ, Static variableଗୁଡିକ ଯିରୋକୁ ଇନିଶିଆଲାଇଜ୍ ହୋଇଥାଏ |
| 00:39 | ସମଗ୍ର ପ୍ରୋଗ୍ରାମ୍ ପାଇଁ static variableର କେବଳ ଗୋଟିଏ ମାତ୍ର କପୀ ଉପଲବ୍ଧ ଥାଏ |
| 00:44 | ସମଗ୍ର ଅବଜେକ୍ଟଗୁଡିକ ସେହି ଭେରିଏବଲକୁ ସେଆର୍ କରିପାରିବେ |
| 00:47 | ପ୍ରୋଗ୍ରାମ୍ ଶେଷ ହେଲା ପର୍ଯ୍ୟନ୍ତ ଏହା ସେହିଭଳି ମେମୋରୀରେ ରହିଥାଏ |
| 00:52 | Static functions- |
| 00:54 | ଗୋଟିଏ static ଫଙ୍କଶନ୍ କୌଣସି ଅବଜେକ୍ଟ ଉପରେ ନିର୍ଭର ନ’କରି, ଏହା ନିଜକୁ ନିଜେ କଲ୍ କରିପାରେ |
| 01:00 | ଗୋଟିଏ static ଫଙ୍କଶନକୁ ଆକ୍ସେସ୍ କରିବା ପାଇଁ- |
| 01:03 | classname :: (scope resolution operator) ଓ staticfunction() ବ୍ୟବହାର କରାଯାଏ; |
| 01:09 | static ମେମ୍ବର୍ ଉପରେ ଥିବା ଗୋଟିଏ ଉଦାହରଣକୁ ଚାଲନ୍ତୁ ଦେଖିବା |
| 01:13 | editor ଉପରେ କୋଡ୍ ଟାଇପ୍ ହୋଇସାରିଛି |
| 01:17 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ static ଡଟ୍ cpp ଅଟେ |
| 01:21 | ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ |
| 01:24 | iostream, ଏହା ହେଡର୍ ଫାଇଲ୍ ଅଟେ |
| 01:27 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
| 01:31 | ତା’ପରେ କ୍ଲାସ୍ statex ଅଛି |
| 01:34 | ଏଥିରେ, x ନାମକ ଗୋଟିଏ non-static ଭେରିଏବଲ୍ private ଭାବେ ଘୋଷଣା କରାଯାଇଛି |
| 01:40 | ତା’ପରେ sum ନାମକ ଗୋଟିଏ static ଭେରିଏବଲ୍, public ଭାବେ ଘୋଷଣା କରାଯାଇଛି |
| 01:45 | ଏହା କନଷ୍ଟ୍ରକ୍ଟର୍ statex ଅଟେ |
| 01:48 | ଏଥିରେ, ବର୍ଦ୍ଧିତ sum ଅଛି |
| 01:52 | ତା’ପରେ sumର ଭାଲ୍ୟୁ x ମଧ୍ୟରେ ଷ୍ଟୋର୍ ହୋଇଛି |
| 01:55 | ଏଠାରେ stat ନାମକ ଗୋଟିଏ static ଫଙ୍କଶନ୍ ଅଛି |
| 01:58 | ଏଥିରେ, sumକୁ ପ୍ରିଣ୍ଟ କରନ୍ତୁ |
| 02:01 | ତା’ପରେ ଫଙ୍କଶନ୍ number() ଅଛି |
| 02:04 | ଏଠାରେ ନମ୍ବର୍ xକୁ ପ୍ରିଣ୍ଟ କରନ୍ତୁ |
| 02:07 | class ଏଠାରେ ବନ୍ଦ ହୋଇଛି |
| 02:10 | scope resolution operatorକୁ ବ୍ୟବହାର କରି static ଭେରିଏବଲକୁ ଗ୍ଲୋବାଲୀ ଘୋଷଣା କରନ୍ତୁ |
| 02:15 | ଗୋଟିଏ static ଭେରିଏବଲକୁ ଆକ୍ସେସ୍ କରିବା ପାଇଁ, ଲେଖାଯାଏ: |
| 02:19 | datatype classname scope resolution operator ଏବଂ static variable name |
| 02:26 | ବର୍ତ୍ତମାନ ଷ୍ଟୋରେଜକୁ ଭେରିଏବଲ୍ sumରେ ଆଲୋକେଟ୍ କରାଯାଇଛି |
| 02:31 | ଏହା 0କୁ ଇନିଶିଆଲାଇଜ୍ କରାଯାଇଛି |
| 02:33 | ଏହା main() ଫଙ୍କଶନ୍ ଅଟେ |
| 02:35 | ଏଠାରେ o1, o2 ଓ o3କୁ କ୍ଲାସ୍ statexର |
| 02:39 | ଅବଜେକ୍ଟ ଭାବେ ସୃଷ୍ଟି କରନ୍ତୁ |
| 02:42 | ତା’ପରେ o1, o2 ଓ o3 ଅବଜେକ୍ଟଗୁଡିକୁ ବ୍ୟବହାର କରି number() ଫଙ୍କଶନକୁ କଲ୍ କରନ୍ତୁ |
| 02:49 | ଏଠାରେ Static ଫଙ୍କଶନ୍ stat()କୁ class name ଓ |
| 02:52 | scope resolution operatorକୁ ବ୍ୟବହାର କରି ଆକ୍ସେସ୍ କରନ୍ତୁ |
| 02:56 | ଏଠାରେ static ଭେରିଏବଲ୍ sumକୁ ପ୍ରିଣ୍ଟ କରନ୍ତୁ |
| 03:00 | ଏବଂ ଏହା return ଷ୍ଟେଟମେଣ୍ଟ ଅଟେ |
| 03:03 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 03:05 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
| 03:13 | କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ: |
| 03:15 | g++ ସ୍ପେସ୍ static ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ stat. Enter ଦାବନ୍ତୁ |
| 03:24 | ଟାଇପ୍ କରନ୍ତୁ: ./stat(ଡଟ୍ ସ୍ଲାସ୍ stat). Enter ଦାବନ୍ତୁ |
| 03:28 | ଆଉଟପୁଟ୍ ପ୍ରଦର୍ଶିତ ହେବ: |
| 03:30 | Number is: 0, 1, 2 |
| 03:33 | Result is: 3 |
| 03:35 | Now static var sum is 3 |
| 03:38 | ବର୍ତ୍ତମାନ, ଆଉଟପୁଟକୁ ବର୍ଣ୍ଣନା କରନ୍ତୁ. ୱିଣ୍ଡୋକୁ ରିସାଇଜ୍ କରନ୍ତୁ |
| 03:42 | ଏଠାରେ numberର ପ୍ରଥମ ଭାଲ୍ୟୁ 0 ଅଟେ ଯାହା x is 0 |
| 03:49 | ପ୍ରଥମ object, 0 ଭାବେ ଭେଲ୍ୟୁ ପ୍ରଦାନ କରିବ |
| 03:53 | ତା’ପରେ, 1 ଭାବେ ଭେଲ୍ୟୁ ପ୍ରାପ୍ତ କରିବା ଯାହା x =1 ଅଟେ |
| 03:58 | ଦ୍ଵିତୀୟ object, 1 ଭାବେ ଭେଲ୍ୟୁ ପ୍ରଦାନ କରିବ |
| 04:01 | ଏବଂ ତୃତୀୟ object, 2 ଭାବେ ଭେଲ୍ୟୁ ପ୍ରଦାନ କରିବ |
| 04:05 | ତା’ପରେ stat() ଫଙ୍କଶନକୁ କଲ୍ କରନ୍ତୁ ଯାହା sumର ଭେଲ୍ୟୁ ପ୍ରଦାନ କରିବ |
| 04:10 | ପରିଣାମ: sum ଅଟେ |
| 04:13 | ଏଠାରେ, sumରେ ବୃଦ୍ଧି ହେବା ସହିତ xରେ ଷ୍ଟୋର୍ ହେବ |
| 04:18 | ତେଣୁ, ଏହା 3 ଭାବେ ଭେଲ୍ୟୁ ପ୍ରଦାନ କରିବ |
| 04:22 | ଅନ୍ତିମ ଆଉଟପୁଟ୍ ଏହିପରି ହେବ |
| 04:25 | Static var sum is 3 |
| 04:28 | ବର୍ତ୍ତମାନ, ଏଠାରେ o4 ଭାବେ ଅନ୍ୟ ଏକ object ସୃଷ୍ଟି କରନ୍ତୁ |
| 04:34 | ଅବଜେକ୍ଟ o4କୁ ବ୍ୟବହାର କରି number() ଫଙ୍କଶନକୁ କଲ୍ କରନ୍ତୁ |
| 04:43 | Save ଉପରେ କ୍ଲିକ୍ କରନ୍ତୁ |
| 04:45 | ନିଷ୍ପାଦନ କରନ୍ତୁ |
| 04:48 | up arrow କୀକୁ ଦୁଇଥର ଦାବନ୍ତୁ |
| 04:51 | ପୁନର୍ବାର up arrow କୀକୁ ଦୁଇଥର ଦାବନ୍ତୁ |
| 04:54 | Result is 4, ଯାହାକୁ ଆପଣ ଦେଖିପାରିବେ |
| 04:57 | ବର୍ତ୍ତମାନ static varର sum 4 ଅଟେ |
| 05:00 | ଯେହେତୁ ଚତୁଃର୍ଥ objectର ସୃଷ୍ଟି ହୋଇଛି |
| 05:03 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 05:06 | slidesକୁ ଫେରିଆସନ୍ତୁ |
| 05:08 | ସଂକ୍ଷିପ୍ତରେ |
| 05:10 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ: |
| 05:12 | static କୀୱର୍ଡ, static ଭେରିଏବଲ୍ |
| 05:15 | ଉଦାହରଣ static int sum; |
| 05:18 | static ଫଙ୍କଶନ୍. ଉଦାହରଣ static void stat() |
| 05:22 | ଗୋଟିଏ ଆସାଇନମେଣ୍ଟ ଭାବେ-ଗୋଟିଏ static ଭେରିଏବଲକୁ ଘୋଷଣା କରୁଥିବା ଏକ class ସୃଷ୍ଟି କରନ୍ତୁ, |
| 05:26 | ଭେରିଏବଲକୁ ହ୍ରାସ କରନ୍ତୁ, |
| 05:29 | ଏବଂ ଭେଲ୍ୟୁକୁ ପ୍ରିଣ୍ଟ କରନ୍ତୁ |
| 05:31 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 05:34 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 05:37 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 05:41 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 05:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 05:47 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 05:51 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 05:58 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 06:02 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 06:08 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 06:13 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |