Advanced-Cpp/C2/Static-Members/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, static members in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ:
00:09 Static କୀୱର୍ଡ. Static ଭେରିଏବଲ୍
00:12 Static ଫଙ୍କଶନ୍ ଶିଖିବା
00:14 ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ
00:17 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:20 Ubuntu OS ଭର୍ସନ୍ 11.10
00:24 g++ କମ୍ପାଇଲର୍ ଭର୍ସନ୍ 4.6.1
00:29 ଚାଲନ୍ତୁ staticର ଗୋଟିଏ ପରିଚୟରୁ ଆରମ୍ଭ କରିବା
00:33 ପ୍ରଥମ object ସୃଷ୍ଟି ହେବା ପୂର୍ବରୁ, Static variableଗୁଡିକ ଯିରୋକୁ ଇନିଶିଆଲାଇଜ୍ ହୋଇଥାଏ
00:39 ସମଗ୍ର ପ୍ରୋଗ୍ରାମ୍ ପାଇଁ static variableର କେବଳ ଗୋଟିଏ ମାତ୍ର କପୀ ଉପଲବ୍ଧ ଥାଏ
00:44 ସମଗ୍ର ଅବଜେକ୍ଟଗୁଡିକ ସେହି ଭେରିଏବଲକୁ ସେଆର୍ କରିପାରିବେ
00:47 ପ୍ରୋଗ୍ରାମ୍ ଶେଷ ହେଲା ପର୍ଯ୍ୟନ୍ତ ଏହା ସେହିଭଳି ମେମୋରୀରେ ରହିଥାଏ
00:52 Static functions-
00:54 ଗୋଟିଏ static ଫଙ୍କଶନ୍ କୌଣସି ଅବଜେକ୍ଟ ଉପରେ ନିର୍ଭର ନ’କରି, ଏହା ନିଜକୁ ନିଜେ କଲ୍ କରିପାରେ
01:00 ଗୋଟିଏ static ଫଙ୍କଶନକୁ ଆକ୍ସେସ୍ କରିବା ପାଇଁ-
01:03 classname :: (scope resolution operator) ଓ staticfunction() ବ୍ୟବହାର କରାଯାଏ;
01:09 static ମେମ୍ବର୍ ଉପରେ ଥିବା ଗୋଟିଏ ଉଦାହରଣକୁ ଚାଲନ୍ତୁ ଦେଖିବା
01:13 editor ଉପରେ କୋଡ୍ ଟାଇପ୍ ହୋଇସାରିଛି
01:17 ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ static ଡଟ୍ cpp ଅଟେ
01:21 ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ
01:24 iostream, ଏହା ହେଡର୍ ଫାଇଲ୍ ଅଟେ
01:27 ଏଠାରେ std namespaceକୁ ବ୍ୟବହାର କରନ୍ତୁ
01:31 ତା’ପରେ କ୍ଲାସ୍ statex ଅଛି
01:34 ଏଥିରେ, x ନାମକ ଗୋଟିଏ non-static ଭେରିଏବଲ୍ private ଭାବେ ଘୋଷଣା କରାଯାଇଛି
01:40 ତା’ପରେ sum ନାମକ ଗୋଟିଏ static ଭେରିଏବଲ୍, public ଭାବେ ଘୋଷଣା କରାଯାଇଛି
01:45 ଏହା କନଷ୍ଟ୍ରକ୍ଟର୍ statex ଅଟେ
01:48 ଏଥିରେ, ବର୍ଦ୍ଧିତ sum ଅଛି
01:52 ତା’ପରେ sumର ଭାଲ୍ୟୁ x ମଧ୍ୟରେ ଷ୍ଟୋର୍ ହୋଇଛି
01:55 ଏଠାରେ stat ନାମକ ଗୋଟିଏ static ଫଙ୍କଶନ୍ ଅଛି
01:58 ଏଥିରେ, sumକୁ ପ୍ରିଣ୍ଟ କରନ୍ତୁ
02:01 ତା’ପରେ ଫଙ୍କଶନ୍ number() ଅଛି
02:04 ଏଠାରେ ନମ୍ବର୍ xକୁ ପ୍ରିଣ୍ଟ କରନ୍ତୁ
02:07 class ଏଠାରେ ବନ୍ଦ ହୋଇଛି
02:10 scope resolution operatorକୁ ବ୍ୟବହାର କରି static ଭେରିଏବଲକୁ ଗ୍ଲୋବାଲୀ ଘୋଷଣା କରନ୍ତୁ
02:15 ଗୋଟିଏ static ଭେରିଏବଲକୁ ଆକ୍ସେସ୍ କରିବା ପାଇଁ, ଲେଖାଯାଏ:
02:19 datatype classname scope resolution operator ଏବଂ static variable name
02:26 ବର୍ତ୍ତମାନ ଷ୍ଟୋରେଜକୁ ଭେରିଏବଲ୍ sumରେ ଆଲୋକେଟ୍ କରାଯାଇଛି
02:31 ଏହା 0କୁ ଇନିଶିଆଲାଇଜ୍ କରାଯାଇଛି
02:33 ଏହା main() ଫଙ୍କଶନ୍ ଅଟେ
02:35 ଏଠାରେ o1, o2 ଓ o3କୁ କ୍ଲାସ୍ statexର
02:39 ଅବଜେକ୍ଟ ଭାବେ ସୃଷ୍ଟି କରନ୍ତୁ
02:42 ତା’ପରେ o1, o2 ଓ o3 ଅବଜେକ୍ଟଗୁଡିକୁ ବ୍ୟବହାର କରି number() ଫଙ୍କଶନକୁ କଲ୍ କରନ୍ତୁ
02:49 ଏଠାରେ Static ଫଙ୍କଶନ୍ stat()କୁ class name ଓ
02:52 scope resolution operatorକୁ ବ୍ୟବହାର କରି ଆକ୍ସେସ୍ କରନ୍ତୁ
02:56 ଏଠାରେ static ଭେରିଏବଲ୍ sumକୁ ପ୍ରିଣ୍ଟ କରନ୍ତୁ
03:00 ଏବଂ ଏହା return ଷ୍ଟେଟମେଣ୍ଟ ଅଟେ
03:03 ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
03:05 କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
03:13 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ:
03:15 g++ ସ୍ପେସ୍ static ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ stat. Enter ଦାବନ୍ତୁ
03:24 ଟାଇପ୍ କରନ୍ତୁ: ./stat(ଡଟ୍ ସ୍ଲାସ୍ stat). Enter ଦାବନ୍ତୁ
03:28 ଆଉଟପୁଟ୍ ପ୍ରଦର୍ଶିତ ହେବ:
03:30 Number is: 0, 1, 2
03:33 Result is: 3
03:35 Now static var sum is 3
03:38 ବର୍ତ୍ତମାନ, ଆଉଟପୁଟକୁ ବର୍ଣ୍ଣନା କରନ୍ତୁ. ୱିଣ୍ଡୋକୁ ରିସାଇଜ୍ କରନ୍ତୁ
03:42 ଏଠାରେ numberର ପ୍ରଥମ ଭାଲ୍ୟୁ 0 ଅଟେ ଯାହା x is 0
03:49 ପ୍ରଥମ object, 0 ଭାବେ ଭେଲ୍ୟୁ ପ୍ରଦାନ କରିବ
03:53 ତା’ପରେ, 1 ଭାବେ ଭେଲ୍ୟୁ ପ୍ରାପ୍ତ କରିବା ଯାହା x =1 ଅଟେ
03:58 ଦ୍ଵିତୀୟ object, 1 ଭାବେ ଭେଲ୍ୟୁ ପ୍ରଦାନ କରିବ
04:01 ଏବଂ ତୃତୀୟ object, 2 ଭାବେ ଭେଲ୍ୟୁ ପ୍ରଦାନ କରିବ
04:05 ତା’ପରେ stat() ଫଙ୍କଶନକୁ କଲ୍ କରନ୍ତୁ ଯାହା sumର ଭେଲ୍ୟୁ ପ୍ରଦାନ କରିବ
04:10 ପରିଣାମ: sum ଅଟେ
04:13 ଏଠାରେ, sumରେ ବୃଦ୍ଧି ହେବା ସହିତ xରେ ଷ୍ଟୋର୍ ହେବ
04:18 ତେଣୁ, ଏହା 3 ଭାବେ ଭେଲ୍ୟୁ ପ୍ରଦାନ କରିବ
04:22 ଅନ୍ତିମ ଆଉଟପୁଟ୍ ଏହିପରି ହେବ
04:25 Static var sum is 3
04:28 ବର୍ତ୍ତମାନ, ଏଠାରେ o4 ଭାବେ ଅନ୍ୟ ଏକ object ସୃଷ୍ଟି କରନ୍ତୁ
04:34 ଅବଜେକ୍ଟ o4କୁ ବ୍ୟବହାର କରି number() ଫଙ୍କଶନକୁ କଲ୍ କରନ୍ତୁ
04:43 Save ଉପରେ କ୍ଲିକ୍ କରନ୍ତୁ
04:45 ନିଷ୍ପାଦନ କରନ୍ତୁ
04:48 up arrow କୀକୁ ଦୁଇଥର ଦାବନ୍ତୁ
04:51 ପୁନର୍ବାର up arrow କୀକୁ ଦୁଇଥର ଦାବନ୍ତୁ
04:54 Result is 4, ଯାହାକୁ ଆପଣ ଦେଖିପାରିବେ
04:57 ବର୍ତ୍ତମାନ static varର sum 4 ଅଟେ
05:00 ଯେହେତୁ ଚତୁଃର୍ଥ objectର ସୃଷ୍ଟି ହୋଇଛି
05:03 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
05:06 slidesକୁ ଫେରିଆସନ୍ତୁ
05:08 ସଂକ୍ଷିପ୍ତରେ
05:10 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ:
05:12 static କୀୱର୍ଡ, static ଭେରିଏବଲ୍
05:15 ଉଦାହରଣ static int sum;
05:18 static ଫଙ୍କଶନ୍. ଉଦାହରଣ static void stat()
05:22 ଗୋଟିଏ ଆସାଇନମେଣ୍ଟ ଭାବେ-ଗୋଟିଏ static ଭେରିଏବଲକୁ ଘୋଷଣା କରୁଥିବା ଏକ class ସୃଷ୍ଟି କରନ୍ତୁ,
05:26 ଭେରିଏବଲକୁ ହ୍ରାସ କରନ୍ତୁ,
05:29 ଏବଂ ଭେଲ୍ୟୁକୁ ପ୍ରିଣ୍ଟ କରନ୍ତୁ
05:31 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
05:34 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:37 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
05:44 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
05:47 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
05:51 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
05:58 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:02 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:08 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:13 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep