Advanced-Cpp/C2/Constructor-And-Destructor/Oriya

From Script | Spoken-Tutorial
Revision as of 12:32, 8 August 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Constructors and Destructors in C++ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ:
00:09 Constructors, କନଷ୍ଟ୍ରକ୍ଟରଗୁଡିକର ପ୍ରକାର
00:12 Destructors. ଏହାକୁ କିଛି ଉଦାହରଣ ସାହାଯ୍ୟରେ କରନ୍ତୁ
00:17 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:20 Ubuntu OS ଭର୍ସନ୍ 11.10
00:23 g++ କମ୍ପାଇଲର୍ ଭର୍ସନ୍ 4.6.1
00:28 ଚାଲନ୍ତୁ ଗୋଟିଏ କନଷ୍ଟ୍ରକ୍ଟରର ପରିଚୟରୁ ଆରମ୍ଭ କରିବା
00:31 ଗୋଟିଏ କନଷ୍ଟ୍ରକ୍ଟର୍ ଏକ ମେମ୍ବର୍ ଫଙ୍କଶନ୍ ଅଟେ
00:33 ଏହାର class name ଭଳି ଗୋଟିଏ ସମାନ ନାମ ଥାଏ
00:37 କନଷ୍ଟ୍ରକ୍ଟର୍ ଭେଲ୍ୟୂଗୁଡିକୁ ଫେରସ୍ତ କରେ ନାହିଁ
00:40 ଗୋଟିଏ ଅବଜେକ୍ଟକୁ ସୃଷ୍ଟି କଲା ସମୟରେ ଏହା ଅଟୋମାଟିକାଲୀ କଲ୍ ହୋଇଯାଏ
00:44 କନଷ୍ଟ୍ରକ୍ଟର୍ ନିମ୍ନ ପ୍ରକାରର ଅଟନ୍ତି:
00:46 Parameterized Constructors
00:49 Copy Constructors ଓ
00:50 Default Constructors
00:53 ଚାଲନ୍ତୁ Destructorsକୁ ଦେଖିବା
00:56 ଡେଷ୍ଟ୍ରକ୍ଟର୍ ମେମୋରୀକୁ ଡିଆଲୋକେଟ୍ କରିବା ପାଇଁ ବ୍ୟବହୃତ ହୁଏ
00:59 ଗୋଟିଏ ଅବଜେକ୍ଟ ନଷ୍ଟ ହେଲେ, ଏହା କଲ୍ ହୋଇଥାଏ
01:02 ଗୋଟିଏ ଡେଷ୍ଟ୍ରକ୍ଟର୍ ଆର୍ଗୁମେଣ୍ଟକୁ ଗ୍ରହଣ କରେ ନାହିଁ ଏବଂ କିଛି return types ନ’ଥାଏ
01:07 ଚାଲନ୍ତୁ ଗୋଟିଏ କନଷ୍ଟ୍ରକ୍ଟର୍ ଓ ଡେଷ୍ଟ୍ରକ୍ଟରର ଉଦାହରଣକୁ ଦେଖିବା
01:11 editor ଉପରେ କୋଡ୍ ଟାଇପ୍ ହୋଇସାରିଛି, ଏହାକୁ ଖୋଲନ୍ତୁ
01:15 ଧ୍ୟାନଦିଅନ୍ତୁ ଯେ cons ହାଇଫେନ୍ dest ଡଟ୍ cpp ଫାଇଲ୍ ନାମ ଅଟେ
01:20 ଏହି ପ୍ରୋଗ୍ରାମରେ constructor ବ୍ୟବହାର କରି ଦୁଇଟି ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କରନ୍ତୁ
01:25 ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ
01:27 iostream, ଯାହା ହେଉଛି ହେଡର୍ ଫାଇଲ୍
01:30 ଏଠାରେ std namespaceକୁ ବ୍ୟବହାର କରନ୍ତୁ
01:33 ତା’ପରେ କ୍ଲାସ୍ Addition ଅଛି. A ଓ b, integer variables ଅଟନ୍ତି
01:38 ଏଗୁଡିକ କ୍ଲାସ୍ Additionର private ମେମ୍ବର୍ ଅଟନ୍ତି
01:42 ଏଠାରେ ପବ୍ଲିକ୍ specifier ଅଛି
01:44 ତା’ପରେ, Addition କନଷ୍ଟ୍ରକ୍ଟର୍ ଅଛି
01:47 କ୍ଲାସ୍ ନାମ ଭଳି କନଷ୍ଟ୍ରକ୍ଟରର ସମାନ ନାମ ଅଛି
01:52 ଏଠାରେ ଦୁଇଟି ଆର୍ଗୁମେଣ୍ଟ ପାସ୍ କରାଯାଇଛି
01:54 ବର୍ତ୍ତମାନ ଗୋଟିଏ Destructorକୁ ପରିଭାଷିତ କରନ୍ତୁ
01:57 ଏଥିପାଇଁ ଗୋଟିଏ tilde ଚିହ୍ନ ପଛକୁ ଡେଷ୍ଟ୍ରକ୍ଟର୍ ନାମକୁ ବ୍ୟବହାର କରନ୍ତୁ
02:02 ଏହା ଗୋଟିଏ ପବ୍ଲିକ୍ ଫଙ୍କଶନ୍ add ଅଟେ
02:05 ଏହା a ଓ bର ଯୋଗଫଳ ପ୍ରଦାନ କରିବ
02:08 ଏଠାରେ, scope resolution operatorକୁ ବ୍ୟବହାର କରି କନଷ୍ଟ୍ରକ୍ଟରକୁ ଆକ୍ସେସ୍ କରନ୍ତୁ
02:12 a ଓ b ପ୍ରାଇଭେଟ୍ ମେମ୍ବର୍ ଅଟନ୍ତି
02:15 ପ୍ରାଇଭେଟ୍ ମେମ୍ବରମାନଙ୍କୁ ଆକ୍ସେସ୍ କରିବା ପାଇଁ x ଓ yକୁ ବ୍ୟବହାର କରନ୍ତୁ
02:19 ତା’ପରେ ଡେଷ୍ଟ୍ରକ୍ଟରକୁ ଆକ୍ସେସ୍ କରନ୍ତୁ
02:21 ଏଥିରେ Memory Deallocation ପ୍ରିଣ୍ଟ କରନ୍ତୁ
02:25 ଏହା ଆମର main function ଅଟେ
02:28 ଏଠାରେ, Addition କ୍ଲାସର ଗୋଟିଏ obj ନାମକ ଅବଜେକ୍ଟକୁ ସୃଷ୍ଟି କରନ୍ତୁ
02:32 ତା’ପରେ 3 ଓ 4 ଭାବେ ଦୁଇଟି ଆର୍ଗୁମେଣ୍ଟକୁ ପାସ୍ କରନ୍ତୁ
02:36 3, xରେ ଓ 4, yରେ ଷ୍ଟୋର୍ ହେବ
02:40 ଏହାର ଅର୍ଥ, aର ଭାଲ୍ୟୁ 3 ଓ bର ଭାଲ୍ୟୁ 4 ଅଟେ
02:45 ଆର୍ଗୁମେଣ୍ଟ ଥିବା କନଷ୍ଟ୍ରକ୍ଟରକୁ parameterized କନଷ୍ଟ୍ରକ୍ଟର୍ କୁହାଯାଏ
02:50 ତେଣୁ ଏହା ଏକ ପ୍ରକାରର prameterized କନଷ୍ଟ୍ରକ୍ଟର୍ ଅଟେ
02:53 ଏଠାରେ, ଅବଜେକ୍ଟ objକୁ ବ୍ୟବହାର କରି add ଫଙ୍କଶନକୁ କଲ୍ କରନ୍ତୁ
02:58 ଏବଂ ଯୋଗଫଳକୁ print କରନ୍ତୁ
03:00 ଏହା return ଷ୍ଟେଟମେଣ୍ଟ ହେବ
03:02 ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
03:05 କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
03:12 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ cons ହାଇଫେନ୍ dest ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ cons
03:21 Enter ଦାବନ୍ତୁ
03:23 ଟାଇପ୍ କରନ୍ତୁ: ଡଟ୍ ସ୍ଲାସ୍ cons
03:25 Enter ଦାବନ୍ତୁ
03:27 ଆଉଟପୁଟ୍ ପ୍ରଦର୍ଶିତ ହେବ:
03:29 Sum is 7 and Memory Deallocation
03:33 ବର୍ତ୍ତମାନ Default constructors ଉପରେ ଥିବା ଗୋଟିଏ ଉଦାହରଣକୁ ଦେଖନ୍ତୁ
03:37 ପ୍ରୋଗ୍ରାମକୁ ଫେରିଆସନ୍ତୁ
03:39 କୋଡ୍ ଟାଇପ୍ ହୋଇସାରିଛି
03:41 ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ default ଡଟ୍ cpp ଅଟେ
03:45 ଯଦି କ୍ଲାସ୍ ମଧ୍ୟରେ ଗୋଟିଏ କନଷ୍ଟ୍ରକ୍ଟରର ଘୋଷଣା ହୋଇନ’ଥାଏ
03:48 ତେବେ କମ୍ପାଇଲର୍ କ୍ଲାସ୍ ପାଇଁ ଗୋଟିଏ default constructorକୁ ଆନୁମାନିକ ଭାବେ ନେଇଥାଏ
03:53 କୋଡକୁ ବର୍ଣ୍ଣନା କରନ୍ତୁ
03:55 iostream, ଯାହା ହେଉଛି ହେଡର୍ ଫାଇଲ୍
03:58 ଏଠାରେ std namespaceର ବ୍ୟବହାର ହୋଇଛି
04:02 ତା’ପରେ, କ୍ଲାସ୍ Subtraction ଅଛି
04:04 ଏବଂ ପବ୍ଲିକ୍ ଘୋଷିତ ହୋଇଥିବା a ଓ b ମଧ୍ୟ ଅଛି
04:08 ଏଠାରେ sub ଫଙ୍କଶନ୍ ଅଛି
04:10 int a ଓ int b ନାମକ ଦୁଇଟି ଆର୍ଗୁମେଣ୍ଟକୁ ପାସକରନ୍ତୁ
04:15 ଏହା ଦୁଇଟି ସଂଖ୍ୟା a ଓ bର ବିୟୋଗଫଳ ପ୍ରଦାନ କରିବ
04:19 ଏହା ଡିଫଲ୍ଟ କନଷ୍ଟ୍ରକ୍ଟର ଅଟେ
04:22 ଏଠାରେ scope resolution operatorକୁ ବ୍ୟବହାର କରି ଡିଫଲ୍ଟ କନଷ୍ଟ୍ରକ୍ଟରକୁ ଆକ୍ସେସ୍ କରନ୍ତୁ
04:27 ଏହା main ଫଙ୍କଶନ୍ ଅଟେ
04:29 ଏଥିରେ, ଗୋଟିଏ ଭେରିଏବଲ୍ xକୁ ପରିଭାଷିତ କରନ୍ତୁ
04:34 ଏଠାରେ subtraction କ୍ଲାସର s ନାମକ ଗୋଟିଏ ଅବଜେକ୍ଟକୁ ସୃଷ୍ଟି କରନ୍ତୁ
04:39 ତା’ପରେ ଅବଜେକ୍ଟ sକୁ ବ୍ୟବହାର କରି sub ଫଙ୍କଶନକୁ କଲ୍ କରନ୍ତୁ
04:42 ଏବଂ 8 ଓ 4 ଭାବେ ଦୁଇଟି ଆର୍ଗୁମେଣ୍ଟକୁ ପାସ୍ କରନ୍ତୁ
04:47 ପରିଣାମ ଭେରିଏବଲ xରେ ଷ୍ଟୋର୍ ହେବ
04:51 ଏବଂ ଏଠାରେ ପାର୍ଥକ୍ୟକୁ print କରନ୍ତୁ
04:54 ଏହା return ଷ୍ଟେଟମେଣ୍ଟ ଅଟେ
04:56 ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
04:58 ଟର୍ମିନଲକୁ ଫେରିଆସନ୍ତୁ
05:01 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ default ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ def
05:09 Enter ଦାବନ୍ତୁ. ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ def
05:12 Enter ଦାବନ୍ତୁ
05:14 ନିମ୍ନଲିଖିତ ଆଉଟପୁଟ୍ ପ୍ରାପ୍ତ ହେବ:
05:16 Difference is 4
05:18 ପ୍ରୋଗ୍ରାମକୁ ଫେରିଆସନ୍ତୁ
05:20 ଏଠାରେ ଫଙ୍କଶନ୍ ମଧ୍ୟରେ ଆର୍ଗୁମେଣ୍ଟଗୁଡିକ ପାସ୍ ହେବାର ଆପଣ ଦେଖିପାରିବେ
05:25 ଏବଂ ପୂର୍ବ ଉଦାହରଣରେ, ଅବଜେକ୍ଟ ମଧ୍ୟରେ ଆର୍ଗୁମେଣ୍ଟଗୁଡିକୁ ପାସ୍ କରାଯାଇଛି
05:30 ଏବଂ ଏଠାରେ ଅବଜେକ୍ଟକୁ ବ୍ୟବହାର କରି ଆର୍ଗୁମେଣ୍ଟଗୁଡିକୁ ପାସ୍ କରାଯାଇଛି
05:34 ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
05:38 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ:
05:41 କନଷ୍ଟ୍ରକ୍ଟର୍ ଉଦାହରଣ Addition
05:43 Parameterized କନଷ୍ଟ୍ରକ୍ଟର୍. ଉଦାହରଣ Addition obj (3, 4);
05:48 ଡେଷ୍ଟ୍ରକ୍ଟର୍. ଉଦାହରଣ ~Addition
05:52 ଡିଫଲ୍ଟ କନଷ୍ଟ୍ରକ୍ଟର୍. ଉଦାହରଣ Subtraction
05:55 ଗୋଟିଏ ଆସାଇନମେଣ୍ଟ ଭାବେ, Division ନାମକ ଗୋଟିଏ class ସୃଷ୍ଟି କରନ୍ତୁ
05:59 class ପାଇଁ ଗୋଟିଏ କନଷ୍ଟ୍ରକ୍ଟର୍ ସୃଷ୍ଟି କରନ୍ତୁ
06:01 ଏବଂ ଗୋଟିଏ ଫଙ୍କଶନ୍ divide ସୃଷ୍ଟି କରନ୍ତୁ ଯାହା ପ୍ରଦତ୍ତ ଦୁଇଟି ସଂଖ୍ୟାକୁ ବିଭକ୍ତ କରିବ
06:06 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
06:09 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:11 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
06:21 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
06:25 ଅଧିକ ବିବରଣୀ ପାଇଁ ଦୟାକରି
06:27 contact@spoken-tutorial.orgକୁ ଲେଖନ୍ତୁ
06:31 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:36 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:42 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:47 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep