Advanced-Cpp/C2/Constructor-And-Destructor/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Constructors and Destructors in C++ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ: |
| 00:09 | Constructors, କନଷ୍ଟ୍ରକ୍ଟରଗୁଡିକର ପ୍ରକାର |
| 00:12 | Destructors. ଏହାକୁ କିଛି ଉଦାହରଣ ସାହାଯ୍ୟରେ କରନ୍ତୁ |
| 00:17 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:20 | Ubuntu OS ଭର୍ସନ୍ 11.10 |
| 00:23 | g++ କମ୍ପାଇଲର୍ ଭର୍ସନ୍ 4.6.1 |
| 00:28 | ଚାଲନ୍ତୁ ଗୋଟିଏ କନଷ୍ଟ୍ରକ୍ଟରର ପରିଚୟରୁ ଆରମ୍ଭ କରିବା |
| 00:31 | ଗୋଟିଏ କନଷ୍ଟ୍ରକ୍ଟର୍ ଏକ ମେମ୍ବର୍ ଫଙ୍କଶନ୍ ଅଟେ |
| 00:33 | ଏହାର class name ଭଳି ଗୋଟିଏ ସମାନ ନାମ ଥାଏ |
| 00:37 | କନଷ୍ଟ୍ରକ୍ଟର୍ ଭେଲ୍ୟୂଗୁଡିକୁ ଫେରସ୍ତ କରେ ନାହିଁ |
| 00:40 | ଗୋଟିଏ ଅବଜେକ୍ଟକୁ ସୃଷ୍ଟି କଲା ସମୟରେ ଏହା ଅଟୋମାଟିକାଲୀ କଲ୍ ହୋଇଯାଏ |
| 00:44 | କନଷ୍ଟ୍ରକ୍ଟର୍ ନିମ୍ନ ପ୍ରକାରର ଅଟନ୍ତି: |
| 00:46 | Parameterized Constructors |
| 00:49 | Copy Constructors ଓ |
| 00:50 | Default Constructors |
| 00:53 | ଚାଲନ୍ତୁ Destructorsକୁ ଦେଖିବା |
| 00:56 | ଡେଷ୍ଟ୍ରକ୍ଟର୍ ମେମୋରୀକୁ ଡିଆଲୋକେଟ୍ କରିବା ପାଇଁ ବ୍ୟବହୃତ ହୁଏ |
| 00:59 | ଗୋଟିଏ ଅବଜେକ୍ଟ ନଷ୍ଟ ହେଲେ, ଏହା କଲ୍ ହୋଇଥାଏ |
| 01:02 | ଗୋଟିଏ ଡେଷ୍ଟ୍ରକ୍ଟର୍ ଆର୍ଗୁମେଣ୍ଟକୁ ଗ୍ରହଣ କରେ ନାହିଁ ଏବଂ କିଛି return types ନ’ଥାଏ |
| 01:07 | ଚାଲନ୍ତୁ ଗୋଟିଏ କନଷ୍ଟ୍ରକ୍ଟର୍ ଓ ଡେଷ୍ଟ୍ରକ୍ଟରର ଉଦାହରଣକୁ ଦେଖିବା |
| 01:11 | editor ଉପରେ କୋଡ୍ ଟାଇପ୍ ହୋଇସାରିଛି, ଏହାକୁ ଖୋଲନ୍ତୁ |
| 01:15 | ଧ୍ୟାନଦିଅନ୍ତୁ ଯେ cons ହାଇଫେନ୍ dest ଡଟ୍ cpp ଫାଇଲ୍ ନାମ ଅଟେ |
| 01:20 | ଏହି ପ୍ରୋଗ୍ରାମରେ constructor ବ୍ୟବହାର କରି ଦୁଇଟି ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କରନ୍ତୁ |
| 01:25 | ବର୍ତ୍ତମାନ କୋଡକୁ ବର୍ଣ୍ଣନା କରନ୍ତୁ |
| 01:27 | iostream, ଯାହା ହେଉଛି ହେଡର୍ ଫାଇଲ୍ |
| 01:30 | ଏଠାରେ std namespaceକୁ ବ୍ୟବହାର କରନ୍ତୁ |
| 01:33 | ତା’ପରେ କ୍ଲାସ୍ Addition ଅଛି. A ଓ b, integer variables ଅଟନ୍ତି |
| 01:38 | ଏଗୁଡିକ କ୍ଲାସ୍ Additionର private ମେମ୍ବର୍ ଅଟନ୍ତି |
| 01:42 | ଏଠାରେ ପବ୍ଲିକ୍ specifier ଅଛି |
| 01:44 | ତା’ପରେ, Addition କନଷ୍ଟ୍ରକ୍ଟର୍ ଅଛି |
| 01:47 | କ୍ଲାସ୍ ନାମ ଭଳି କନଷ୍ଟ୍ରକ୍ଟରର ସମାନ ନାମ ଅଛି |
| 01:52 | ଏଠାରେ ଦୁଇଟି ଆର୍ଗୁମେଣ୍ଟ ପାସ୍ କରାଯାଇଛି |
| 01:54 | ବର୍ତ୍ତମାନ ଗୋଟିଏ Destructorକୁ ପରିଭାଷିତ କରନ୍ତୁ |
| 01:57 | ଏଥିପାଇଁ ଗୋଟିଏ tilde ଚିହ୍ନ ପଛକୁ ଡେଷ୍ଟ୍ରକ୍ଟର୍ ନାମକୁ ବ୍ୟବହାର କରନ୍ତୁ |
| 02:02 | ଏହା ଗୋଟିଏ ପବ୍ଲିକ୍ ଫଙ୍କଶନ୍ add ଅଟେ |
| 02:05 | ଏହା a ଓ bର ଯୋଗଫଳ ପ୍ରଦାନ କରିବ |
| 02:08 | ଏଠାରେ, scope resolution operatorକୁ ବ୍ୟବହାର କରି କନଷ୍ଟ୍ରକ୍ଟରକୁ ଆକ୍ସେସ୍ କରନ୍ତୁ |
| 02:12 | a ଓ b ପ୍ରାଇଭେଟ୍ ମେମ୍ବର୍ ଅଟନ୍ତି |
| 02:15 | ପ୍ରାଇଭେଟ୍ ମେମ୍ବରମାନଙ୍କୁ ଆକ୍ସେସ୍ କରିବା ପାଇଁ x ଓ yକୁ ବ୍ୟବହାର କରନ୍ତୁ |
| 02:19 | ତା’ପରେ ଡେଷ୍ଟ୍ରକ୍ଟରକୁ ଆକ୍ସେସ୍ କରନ୍ତୁ |
| 02:21 | ଏଥିରେ Memory Deallocation ପ୍ରିଣ୍ଟ କରନ୍ତୁ |
| 02:25 | ଏହା ଆମର main function ଅଟେ |
| 02:28 | ଏଠାରେ, Addition କ୍ଲାସର ଗୋଟିଏ obj ନାମକ ଅବଜେକ୍ଟକୁ ସୃଷ୍ଟି କରନ୍ତୁ |
| 02:32 | ତା’ପରେ 3 ଓ 4 ଭାବେ ଦୁଇଟି ଆର୍ଗୁମେଣ୍ଟକୁ ପାସ୍ କରନ୍ତୁ |
| 02:36 | 3, xରେ ଓ 4, yରେ ଷ୍ଟୋର୍ ହେବ |
| 02:40 | ଏହାର ଅର୍ଥ, aର ଭାଲ୍ୟୁ 3 ଓ bର ଭାଲ୍ୟୁ 4 ଅଟେ |
| 02:45 | ଆର୍ଗୁମେଣ୍ଟ ଥିବା କନଷ୍ଟ୍ରକ୍ଟରକୁ parameterized କନଷ୍ଟ୍ରକ୍ଟର୍ କୁହାଯାଏ |
| 02:50 | ତେଣୁ ଏହା ଏକ ପ୍ରକାରର prameterized କନଷ୍ଟ୍ରକ୍ଟର୍ ଅଟେ |
| 02:53 | ଏଠାରେ, ଅବଜେକ୍ଟ objକୁ ବ୍ୟବହାର କରି add ଫଙ୍କଶନକୁ କଲ୍ କରନ୍ତୁ |
| 02:58 | ଏବଂ ଯୋଗଫଳକୁ print କରନ୍ତୁ |
| 03:00 | ଏହା return ଷ୍ଟେଟମେଣ୍ଟ ହେବ |
| 03:02 | ବର୍ତ୍ତମାନ ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 03:05 | କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ |
| 03:12 | କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ cons ହାଇଫେନ୍ dest ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ cons |
| 03:21 | Enter ଦାବନ୍ତୁ |
| 03:23 | ଟାଇପ୍ କରନ୍ତୁ: ଡଟ୍ ସ୍ଲାସ୍ cons |
| 03:25 | Enter ଦାବନ୍ତୁ |
| 03:27 | ଆଉଟପୁଟ୍ ପ୍ରଦର୍ଶିତ ହେବ: |
| 03:29 | Sum is 7 and Memory Deallocation |
| 03:33 | ବର୍ତ୍ତମାନ Default constructors ଉପରେ ଥିବା ଗୋଟିଏ ଉଦାହରଣକୁ ଦେଖନ୍ତୁ |
| 03:37 | ପ୍ରୋଗ୍ରାମକୁ ଫେରିଆସନ୍ତୁ |
| 03:39 | କୋଡ୍ ଟାଇପ୍ ହୋଇସାରିଛି |
| 03:41 | ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ default ଡଟ୍ cpp ଅଟେ |
| 03:45 | ଯଦି କ୍ଲାସ୍ ମଧ୍ୟରେ ଗୋଟିଏ କନଷ୍ଟ୍ରକ୍ଟରର ଘୋଷଣା ହୋଇନ’ଥାଏ |
| 03:48 | ତେବେ କମ୍ପାଇଲର୍ କ୍ଲାସ୍ ପାଇଁ ଗୋଟିଏ default constructorକୁ ଆନୁମାନିକ ଭାବେ ନେଇଥାଏ |
| 03:53 | କୋଡକୁ ବର୍ଣ୍ଣନା କରନ୍ତୁ |
| 03:55 | iostream, ଯାହା ହେଉଛି ହେଡର୍ ଫାଇଲ୍ |
| 03:58 | ଏଠାରେ std namespaceର ବ୍ୟବହାର ହୋଇଛି |
| 04:02 | ତା’ପରେ, କ୍ଲାସ୍ Subtraction ଅଛି |
| 04:04 | ଏବଂ ପବ୍ଲିକ୍ ଘୋଷିତ ହୋଇଥିବା a ଓ b ମଧ୍ୟ ଅଛି |
| 04:08 | ଏଠାରେ sub ଫଙ୍କଶନ୍ ଅଛି |
| 04:10 | int a ଓ int b ନାମକ ଦୁଇଟି ଆର୍ଗୁମେଣ୍ଟକୁ ପାସକରନ୍ତୁ |
| 04:15 | ଏହା ଦୁଇଟି ସଂଖ୍ୟା a ଓ bର ବିୟୋଗଫଳ ପ୍ରଦାନ କରିବ |
| 04:19 | ଏହା ଡିଫଲ୍ଟ କନଷ୍ଟ୍ରକ୍ଟର ଅଟେ |
| 04:22 | ଏଠାରେ scope resolution operatorକୁ ବ୍ୟବହାର କରି ଡିଫଲ୍ଟ କନଷ୍ଟ୍ରକ୍ଟରକୁ ଆକ୍ସେସ୍ କରନ୍ତୁ |
| 04:27 | ଏହା main ଫଙ୍କଶନ୍ ଅଟେ |
| 04:29 | ଏଥିରେ, ଗୋଟିଏ ଭେରିଏବଲ୍ xକୁ ପରିଭାଷିତ କରନ୍ତୁ |
| 04:34 | ଏଠାରେ subtraction କ୍ଲାସର s ନାମକ ଗୋଟିଏ ଅବଜେକ୍ଟକୁ ସୃଷ୍ଟି କରନ୍ତୁ |
| 04:39 | ତା’ପରେ ଅବଜେକ୍ଟ sକୁ ବ୍ୟବହାର କରି sub ଫଙ୍କଶନକୁ କଲ୍ କରନ୍ତୁ |
| 04:42 | ଏବଂ 8 ଓ 4 ଭାବେ ଦୁଇଟି ଆର୍ଗୁମେଣ୍ଟକୁ ପାସ୍ କରନ୍ତୁ |
| 04:47 | ପରିଣାମ ଭେରିଏବଲ xରେ ଷ୍ଟୋର୍ ହେବ |
| 04:51 | ଏବଂ ଏଠାରେ ପାର୍ଥକ୍ୟକୁ print କରନ୍ତୁ |
| 04:54 | ଏହା return ଷ୍ଟେଟମେଣ୍ଟ ଅଟେ |
| 04:56 | ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
| 04:58 | ଟର୍ମିନଲକୁ ଫେରିଆସନ୍ତୁ |
| 05:01 | କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ default ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ def |
| 05:09 | Enter ଦାବନ୍ତୁ. ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ def |
| 05:12 | Enter ଦାବନ୍ତୁ |
| 05:14 | ନିମ୍ନଲିଖିତ ଆଉଟପୁଟ୍ ପ୍ରାପ୍ତ ହେବ: |
| 05:16 | Difference is 4 |
| 05:18 | ପ୍ରୋଗ୍ରାମକୁ ଫେରିଆସନ୍ତୁ |
| 05:20 | ଏଠାରେ ଫଙ୍କଶନ୍ ମଧ୍ୟରେ ଆର୍ଗୁମେଣ୍ଟଗୁଡିକ ପାସ୍ ହେବାର ଆପଣ ଦେଖିପାରିବେ |
| 05:25 | ଏବଂ ପୂର୍ବ ଉଦାହରଣରେ, ଅବଜେକ୍ଟ ମଧ୍ୟରେ ଆର୍ଗୁମେଣ୍ଟଗୁଡିକୁ ପାସ୍ କରାଯାଇଛି |
| 05:30 | ଏବଂ ଏଠାରେ ଅବଜେକ୍ଟକୁ ବ୍ୟବହାର କରି ଆର୍ଗୁମେଣ୍ଟଗୁଡିକୁ ପାସ୍ କରାଯାଇଛି |
| 05:34 | ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ |
| 05:38 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ: |
| 05:41 | କନଷ୍ଟ୍ରକ୍ଟର୍ ଉଦାହରଣ Addition |
| 05:43 | Parameterized କନଷ୍ଟ୍ରକ୍ଟର୍. ଉଦାହରଣ Addition obj (3, 4); |
| 05:48 | ଡେଷ୍ଟ୍ରକ୍ଟର୍. ଉଦାହରଣ ~Addition |
| 05:52 | ଡିଫଲ୍ଟ କନଷ୍ଟ୍ରକ୍ଟର୍. ଉଦାହରଣ Subtraction |
| 05:55 | ଗୋଟିଏ ଆସାଇନମେଣ୍ଟ ଭାବେ, Division ନାମକ ଗୋଟିଏ class ସୃଷ୍ଟି କରନ୍ତୁ |
| 05:59 | class ପାଇଁ ଗୋଟିଏ କନଷ୍ଟ୍ରକ୍ଟର୍ ସୃଷ୍ଟି କରନ୍ତୁ |
| 06:01 | ଏବଂ ଗୋଟିଏ ଫଙ୍କଶନ୍ divide ସୃଷ୍ଟି କରନ୍ତୁ ଯାହା ପ୍ରଦତ୍ତ ଦୁଇଟି ସଂଖ୍ୟାକୁ ବିଭକ୍ତ କରିବ |
| 06:06 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 06:09 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 06:11 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 06:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 06:21 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 06:25 | ଅଧିକ ବିବରଣୀ ପାଇଁ ଦୟାକରି |
| 06:27 | contact@spoken-tutorial.orgକୁ ଲେଖନ୍ତୁ |
| 06:31 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 06:36 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 06:42 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 06:47 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |