LibreOffice-Suite-Base/C3/Create-simple-queries-in-SQL-View-II/Oriya
From Script | Spoken-Tutorial
Time | Narration |
00:02 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ, ଆମେ |
00:10 | SQL Viewରେ କ୍ଵେରୀ ଲେଖିବା |
00:13 | ORDER BY କ୍ଲସର ବ୍ୟବହାର |
00:15 | JOINଗୁଡିକର ବ୍ୟବହାର |
00:17 | Aggregate functionଗୁଡିକର ବ୍ୟବହାର |
00:19 | GROUP BY କ୍ଲସର ବ୍ୟବହାର |
00:21 | ଏବଂ ନିର୍ମିତ Functionଗୁଡିକୁ ବ୍ୟବହାର କରି ଶିଖିବା |
00:26 | SQL କ୍ଵେରୀ ଲେଖିବା ବିଷୟରେ ଚାଲନ୍ତୁ ଅଧିକ ଶିଖିବା |
00:31 | ଏଥିପାଇଁ, ପରିଚିତ Library ଡେଟାବେସକୁ ଖୋଲନ୍ତୁ |
00:36 | ବର୍ତ୍ତମାନ, ବାମ ପଟେ ଥିବା Queriesର ତାଲିକା ଉପରେ କ୍ଲିକ୍ କରନ୍ତୁ |
00:42 | ଏବଂ ତା’ପରେ Create Query in SQL View ଉପରେ କ୍ଲିକ୍ କରନ୍ତୁ |
00:49 | ପ୍ରଥମେ, ଗୋଟିଏ କ୍ଵେରୀର ପରିଣାମଗୁଡିକୁ କିପରି ସର୍ଟ କରାଯାଏ, ଦେଖିବା |
00:55 | ଏବଂ ଚାଲନ୍ତୁ ନିମ୍ନଲିଖିତ ଉଦାହରଣକୁ ଆଲୋଚନା କରିବା: |
00:59 | Cambridge କିମ୍ବା Oxford ଦ୍ଵାରା ପବ୍ଲିଶ୍ ହୋଇଥିବା ସମସ୍ତ ବହିର ଟାଇଟଲ୍ ଓ ଅଥରଙ୍କ ସମ୍ବନ୍ଧିତ ସୁଚନାକୁ ପୁନରୁଦ୍ଧାର କରନ୍ତୁ |
01:09 | ଏବଂ ସେମାନଙ୍କୁ ଏସେଣ୍ଡିଙ୍ଗ କ୍ରମରେ publisher ଅନୁସାରେ,ଏହା ସହିତ book titlesକୁ ଏସେଣ୍ଡିଙ୍ଗ କ୍ରମରେ ସର୍ଟ କରନ୍ତୁ |
01:19 | ଏବଂ ଏହା ହେଉଛି କ୍ଵେରୀ: |
01:22 | SELECT Publisher, Title, Author |
01:28 | FROM Books |
01:31 | WHERE Publisher IN ( 'Cambridge', 'Oxford') |
01:42 | ORDER BY Publisher ASC, Title ASC |
01:50 | ତେଣୁ, କଲମ୍ ନେମ୍ ଅନୁସାରେ ନିର୍ଦ୍ଦିଷ୍ଟ ଭାବେ ସର୍ଟିଙ୍ଗ କରିବା ପାଇଁ ORDER BY କ୍ଲସର ବ୍ୟବହାର ହୋଇଥିବାର ଲକ୍ଷ୍ୟ କରନ୍ତୁ |
01:58 | କମା କ୍ୟାରେକ୍ଟରଗୁଡିକୁ ମଧ୍ୟ ଦେଖନ୍ତୁ ଯାହା ସର୍ଟିଙ୍ଗ ପାଇଁ ଅଧିକ କଲମକୁ ଯୋଗ କରିବାରେ ସାହାଯ୍ୟ କରିଥାଏ |
02:05 | ଏବଂ ଏସେଣ୍ଡିଙ୍ଗ କିମ୍ବା ଡିସେଣ୍ଡିଙ୍ଗ କ୍ରମକୁ ନିର୍ଦ୍ଦିଷ୍ଟ କରିବା ପାଇଁ, ପ୍ରତ୍ୟେକ କଲମ୍ ନେମ୍ ପରେ A S C କିମ୍ବା D E S C ଟାଇପ୍ କରନ୍ତୁ |
02:19 | ବର୍ତ୍ତମାନ, ଫାଇଲ୍ ମେନୁ ବାରର ନିମ୍ନରେ ଥିବା Run Query ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:26 | ଏହି ବହିଗୁଡିକ ପ୍ରଥମେ Publisher ଦ୍ଵାରା ଏବଂ ତା’ପରେ book title ଦ୍ଵାରା ସର୍ଟ ହୋଇଛି |
02:34 | ବର୍ତ୍ତମାନ, ପରବର୍ତ୍ତୀ କ୍ଵେରୀକୁ ଯିବା |
02:38 | ବର୍ତ୍ତମାନ ମେମ୍ବରମାନଙ୍କ ଦ୍ଵାରା ଫେରସ୍ତ ହୋଇନ’ଥିବା ବହିଗୁଡିକର ଟାଇଟଲ ସହିତ ବହିର ଇସ୍ୟୁ ଡେଟକୁ ନେଇ ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ |
02:48 | ଯେହେତୁ ଟାଇଟଲଗୁଡିକ Books ଟେବୁଲରେ ଏବଂ ବୂକ ଇସ୍ୟୁ ଡେଟ୍ BooksIssued ଟେବୁଲରେ ଅଛି, |
02:55 | କୌଣସି ମତେ ଏହି ଦ୍ଵୟଙ୍କୁ ଏକତ୍ର କରିବା ଆବଶ୍ୟକ ଅଟେ |
03:00 | ତେଣୁ, JOIN କୀୱର୍ଡକୁ ବ୍ୟବହାର କରି, ଏହି ଦୁଇଟି ଟେବୁଲକୁ ଏକତ୍ର କରନ୍ତୁ |
03:07 | ଏବଂ ଏହି ଦୁଇ ଟେବୁଲକୁ ଲିଙ୍କ କରିବା ପାଇଁ, BookIdକୁ ସାଧାରଣ କଲମ୍ ଭାବେ ବ୍ୟବହାର କରନ୍ତୁ |
03:14 | ତେଣୁ କ୍ଵେରୀ ହେଉଛି: |
03:17 | SELECT B.title, I.IssueDate, I.Memberid FROM Books B JOIN BooksIssued I |
03:35 | ON B.bookid = I.BookId WHERE CheckedIn = FALSE |
03:48 | FROM କ୍ଲସରେ ଥିବା B ଓ I ଲେଟରକୁ ଦେଖନ୍ତୁ |
03:55 | ଏଗୁଡିକୁ Aliases କୁହାଯାଏ ଯାହା ଭଲ ଭାବେ ପଢିବା ପାଇଁ ବର୍ଣ୍ଣନାତ୍ମକ କିମ୍ବା କେବଳ ଗୋଟିଏ ଅକ୍ଷର ବିଶିଷ୍ଟ ହୋଇପାରେ |
04:06 | BookId କଲମ୍ ଉଭୟ tableରେ ଥିବାର ଲକ୍ଷ୍ୟ କରନ୍ତୁ |
04:11 | ତେଣୁ, କୌଣସି ପ୍ରକାରର ଅସ୍ପଷ୍ଟତାକୁ ଦୁର କରିବା ପାଇଁ, କଲମ ନେମଗୁଡିକୁ ନିର୍ଦ୍ଦିଷ୍ଟ କିମ୍ବା ଯୋଗ୍ୟ କରିବା ସକାସେ aliaseଗୁଡିକ ବ୍ୟବହୃତ ହୋଇଥାଏ |
04:21 | ଠିକ୍ ଅଛି, ବର୍ତ୍ତମାନ FROM କ୍ଲସରେ JOIN କୀୱର୍ଡର ବ୍ୟବହାର ଦ୍ଵାରା ଦୁଇଟି ଟେବୁଲ ଏକତ୍ର ହେବାର ଲକ୍ଷ୍ୟ କରନ୍ତୁ |
04:31 | ଏବଂ BookIdକୁ ନିର୍ଦ୍ଦିଷ୍ଟ କରିବା ସହ ଏକତ୍ର କରିବା ପାଇଁ ଏହା ଲେଖାଯାଇଛି: ON B.bookid = I.BookId |
04:46 | ତେଣୁ, ବର୍ତ୍ତମାନ କ୍ଵେରୀକୁ run କରନ୍ତୁ |
04:49 | ଏବଂ ଇସ୍ୟୁ ଡେଟ୍ ସହିତ ବହିଗୁଡିକର ଗୋଟିଏ ତାଲିକାକୁ ଦେଖିବାକୁ ପାଇବେ ଏବଂ ଧ୍ୟାନଦିଅନ୍ତୁ ଯେ CheckedIn ଷ୍ଟାଟସ୍ checked in ହୋଇନାହିଁ |
04:59 | ଠିକ୍ ଅଛି, ପରିଣାମରେ କେବଳ MemberId ପ୍ରାପ୍ତ ହେବାର ମଧ୍ୟ ଲକ୍ଷ୍ୟ କରନ୍ତୁ. ଏହା ଅତି ଉପକାରୀ ନୁହେଁ |
05:08 | ତେଣୁ, ମେମ୍ବର୍ ଟେବୁଲରେ ଥିବା ମେମ୍ବରମାନଙ୍କ ନାମଗୁଡିକୁ କିପରି ପ୍ରଦର୍ଶନ କରିବେ? |
05:15 | ସହଜ. ନିମ୍ନରେ ଦିଆଯାଇଥିବା ଭଳି, କ୍ଵେରୀରେ members ଟେବୁଲକୁ JOIN କରନ୍ତୁ: |
05:21 | SELECT B.Title, I.IssueDate, I.MemberId, M.Name FROM Books B |
05:37 | JOIN BooksIssued I ON B.BookId = I.BookId JOIN Members M ON I.MemberId = M.MemberId |
05:58 | WHERE CheckedIn = FALSE |
06:02 | Members ଟେବୁଲ ସହିତ ହୋଇଥିବା ଦ୍ଵିତୀୟ ଜଏନକୁ ଏବଂ ଜଏନ ପାଇଁ ବ୍ୟବହାର ହୋଇଥିବା MemberId କଲମକୁ ଲକ୍ଷ୍ୟ କରନ୍ତୁ |
06:12 | କ୍ଵେରୀକୁ run କରନ୍ତୁ |
06:14 | ଏଠାରେ ମେମ୍ବରମାନଙ୍କ ନାମ ସହିତ ସେମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକୁ ଦେଖିପାରିବେ |
06:20 | ତା’ପରେ, ଚାଲନ୍ତୁ aggregates ଓ grouping ବିଷୟରେ ଶିଖିବା |
06:26 | ଲାଇବ୍ରେରୀରେ ଥିବା ସମସ୍ତ ମେମ୍ବରମାନଙ୍କର ସଂଖ୍ୟାକୁ କିପରି ପ୍ରାପ୍ତ କରିବେ? |
06:31 | ଏଠାରେ ଗୋଟିଏ କ୍ଵେରୀ ଅଛି: |
06:34 | SELECT COUNT(*) AS "Total Members" FROM Members |
06:47 | ଏଠାରେ ଥିବା, COUNTକୁ ଲକ୍ଷ୍ୟ କରନ୍ତୁ |
06:51 | ଏହାକୁ ଗୋଟିଏ aggregate function କୁହାଯାଏ ଯେହେତୁ ଏହା ଗୋଟିଏ recordଗୁଡିକର ସେଟକୁ ତର୍ଯମାକରି କେବଳ ଗୋଟିଏ ଭେଲ୍ୟୁ ଫେରସ୍ତ କରିଥାଏ |
07:02 | Total Members ଭାବେ ଗୋଟିଏ Aliasକୁ ମଧ୍ୟ ଯୋଗ କରନ୍ତୁ |
07:07 | ବର୍ତ୍ତମାନ କ୍ଵେରୀକୁ run କରନ୍ତୁ |
07:10 | ତେଣୁ ଏଠାରେ, Base ସମସ୍ତ ମେମ୍ବରମାନଙ୍କର ଚାରୋଟି ରେକର୍ଡକୁ ତର୍ଯମା କରି ସଂଖ୍ୟା 4 ଫେରସ୍ତ କଲା ଯାହା ମେମ୍ବରମାନଙ୍କର ମୋଟ ସଂଖ୍ୟା ଅଟେ |
07:22 | ଆଗ୍ରିଗେଟ୍ ଫଙ୍କଶନର କିଛି ଅଧିକ ଉଦାହରଣଗୁଡିକ ହେଲେ, SUM, MAX ଓ MIN |
07:30 | ବର୍ତ୍ତମାନ ଚାଲନ୍ତୁ grouping information ବିଷୟରେ ଶିଖିବା |
07:36 | ପ୍ରତ୍ୟେକ ପବ୍ଲିଶରଙ୍କ ଥିବା ବହିଗୁଡିକର ସଂଖ୍ୟାକୁ କିପରି ପାଇବା? |
07:40 | ଏଠାରେ ଗୋଟିଏ କ୍ଵେରୀ ଅଛି: |
07:43 | SELECT Publisher, COUNT(*) AS "Number of Books" FROM Books
GROUP BY Publisher ORDER BY Publisher |
08:03 | ନୁତନ GROUP BY କ୍ଲସକୁ ଦେଖନ୍ତୁ |
08:06 | ତେଣୁ, ପ୍ରତ୍ୟେକ ପବ୍ଲିଶରର ରେକର୍ଡକୁ ଗ୍ରୁପ୍ କରିବା ପାଇଁ, Publisher, ବହିଗୁଡିକର ସଂଖ୍ୟା ଏବଂ GROUP BY କ୍ଲସକୁ ଚୟନ କରନ୍ତୁ |
08:18 | ବର୍ତ୍ତମାନ କ୍ଵେରିକୁ run କରନ୍ତୁ |
08:21 | ପବ୍ଲିଶରଙ୍କ ନାମଗୁଡିକୁ ଏବଂ ପ୍ରତ୍ୟେକ ପବ୍ଲିଶରର କଡରେ ଥିବା ବହିର ସଂଖ୍ୟାକୁ ଲକ୍ଷ୍ୟ କରନ୍ତୁ |
08:33 | ତା’ପରେ, SQLରେ Functionଗୁଡିକର ବ୍ୟବହାରକୁ ଚାଲନ୍ତୁ ଶିଖିବା |
08:38 | ଫଙ୍କଶନଗୁଡିକ ଷ୍ଟେଟମେଣ୍ଟ ଅଟନ୍ତି, ଯାହା ଗୋଟିଏ ସିଙ୍ଗଲ୍ ଭେଲ୍ୟୁ ଫେରସ୍ତ କରେ |
08:43 | ଉଦାହରଣସ୍ଵରୁପ, CURRENT_DATE ଆଜିର ଡେଟକୁ ପ୍ରଦର୍ଶନ କରିବ |
08:49 | ତେଣୁ, ସମଗ୍ର ବହି ଟାଇଟଲଗୁଡିକର ତାଲିକା କରନ୍ତୁ ଯାହା ମେମ୍ବରମାନଙ୍କ ଦ୍ଵାରା ଫେରସ୍ତ ହେବା ପାଇଁ ଅଛି |
08:56 | ଏବଂ କ୍ଵେରୀ ହେଉଛି: |
08:58 | SELECT B.Title, I.IssueDate, I.ReturnDate |
09:08 | FROM Books B JOIN BooksIssued I ON B.bookid = I.BookId |
09:21 | WHERE CheckedIn = FALSE and ReturnDate < CURRENT_DATE |
09:31 | ତେଣୁ, CURRENT_DATE ଫଙ୍କଶନର ବ୍ୟବହାରକୁ ଲକ୍ଷ୍ୟ କରନ୍ତୁ |
09:36 | ବହିଗୁଡିକୁ ପୁନରୁଦ୍ଧାର କରନ୍ତୁ ଯାହାର Return Date ଆଜିର ଡେଟକୁ ଅତିକ୍ରମ କରିଯାଇଥିବ |
09:43 | କ୍ଵେରୀକୁ run କରନ୍ତୁ |
09:45 | ଏବଂ, ଫେରସ୍ତ ହେବାକୁ ଥିବା ବହିଗୁଡିକ ଏଠାରେ ଅଛନ୍ତି |
09:51 | HSQLdb ପ୍ରଦାନ କରୁଥିବା ଫଙ୍କଶନଗୁଡିକର ଗୋଟିଏ ତାଲିକା ପାଇଁ http://hsqldb.org/doc/2.0/guide/builtinfunctions-chapt.htmlକୁ ଯା’ନ୍ତୁ |
10:23 | ନିମ୍ନଲିଖିତ ୱେବସାଇଟକୁ ଯାଇ ସମଗ୍ର ୟୁଜର୍ ଗାଇଡକୁ ଆକ୍ସେସ୍ କରିପାରିବେ: |
10:29 | http://www.hsqldb.org/doc/2.0/guide/ |
10:48 | ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି: |
10:50 | ନିମ୍ନଲିଖିତ ପାଇଁ SQL କ୍ଵେରୀ ଲେଖନ୍ତୁ ଓ ପରୀକ୍ଷା କରନ୍ତୁ: |
10:55 | 1. ଲାଇବ୍ରେରୀରେ ଥିବା ସମସ୍ତ ବହିଗୁଡିକର ସଂଖ୍ୟାକୁ ପ୍ରାପ୍ତ କରନ୍ତୁ |
10:58 | 2. ପ୍ରତ୍ୟେକ ଅଥରଙ୍କ ଦ୍ଵାରା ଲିଖିତ ବହିଗୁଡିକର ସଂଖ୍ୟା ପ୍ରାପ୍ତ କରନ୍ତୁ |
11:03 | 3. ଆଜି ଫେରସ୍ତ ହେବାକୁ ଥିବା ବହିର ମେମ୍ବରମାନଙ୍କ ନାମ ଓ ଫୋନ୍ ନମ୍ବରଗୁଡିକର ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ |
11:11 | 4. ଏହି କ୍ଵେରୀର କାମ କ’ଣ, ବର୍ଣ୍ଣନା କରନ୍ତୁ?
SELECT (price) AS "Total Cost of Cambridge Books" |
11:24 | FROM Books WHERE publisher = 'Cambridge' |
11:32 | ଏହା ଆମକୁ SQL View LibreOffice Baseର କିଛି ଅଧିକ କ୍ଵେରୀ ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
11:40 | ସଂକ୍ଷିପ୍ତରେ ଆମେ ଶିଖିଲେ: |
11:43 | SQL Viewରେ କ୍ଵେରୀଗୁଡିକୁ ସୃଷ୍ଟି କରିବା |
11:47 | ORDER BY କ୍ଲସର ବ୍ୟବହାର |
11:49 | JOINSର ବ୍ୟବହାର |
11:51 | Aggregate functionsର ବ୍ୟବହାର |
11:54 | GROUP BY କ୍ଲସର ବ୍ୟବହାର |
11:57 | ଏବଂ ନିର୍ମିତ ଫଙ୍କଶନଗୁଡିକର ବ୍ୟବହାର |
12:00 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:21 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |