LibreOffice-Suite-Base/C3/Create-simple-queries-in-SQL-View-II/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ଆମେ
00:10 SQL Viewରେ କ୍ଵେରୀ ଲେଖିବା
00:13 ORDER BY କ୍ଲସର ବ୍ୟବହାର
00:15 JOINଗୁଡିକର ବ୍ୟବହାର
00:17 Aggregate functionଗୁଡିକର ବ୍ୟବହାର
00:19 GROUP BY କ୍ଲସର ବ୍ୟବହାର
00:21 ଏବଂ ନିର୍ମିତ Functionଗୁଡିକୁ ବ୍ୟବହାର କରି ଶିଖିବା
00:26 SQL କ୍ଵେରୀ ଲେଖିବା ବିଷୟରେ ଚାଲନ୍ତୁ ଅଧିକ ଶିଖିବା
00:31 ଏଥିପାଇଁ, ପରିଚିତ Library ଡେଟାବେସକୁ ଖୋଲନ୍ତୁ
00:36 ବର୍ତ୍ତମାନ, ବାମ ପଟେ ଥିବା Queriesର ତାଲିକା ଉପରେ କ୍ଲିକ୍ କରନ୍ତୁ
00:42 ଏବଂ ତା’ପରେ Create Query in SQL View ଉପରେ କ୍ଲିକ୍ କରନ୍ତୁ
00:49 ପ୍ରଥମେ, ଗୋଟିଏ କ୍ଵେରୀର ପରିଣାମଗୁଡିକୁ କିପରି ସର୍ଟ କରାଯାଏ, ଦେଖିବା
00:55 ଏବଂ ଚାଲନ୍ତୁ ନିମ୍ନଲିଖିତ ଉଦାହରଣକୁ ଆଲୋଚନା କରିବା:
00:59 Cambridge କିମ୍ବା Oxford ଦ୍ଵାରା ପବ୍ଲିଶ୍ ହୋଇଥିବା ସମସ୍ତ ବହିର ଟାଇଟଲ୍ ଓ ଅଥରଙ୍କ ସମ୍ବନ୍ଧିତ ସୁଚନାକୁ ପୁନରୁଦ୍ଧାର କରନ୍ତୁ
01:09 ଏବଂ ସେମାନଙ୍କୁ ଏସେଣ୍ଡିଙ୍ଗ କ୍ରମରେ publisher ଅନୁସାରେ,ଏହା ସହିତ book titlesକୁ ଏସେଣ୍ଡିଙ୍ଗ କ୍ରମରେ ସର୍ଟ କରନ୍ତୁ
01:19 ଏବଂ ଏହା ହେଉଛି କ୍ଵେରୀ:
01:22 SELECT Publisher, Title, Author
01:28 FROM Books
01:31 WHERE Publisher IN ( 'Cambridge', 'Oxford')
01:42 ORDER BY Publisher ASC, Title ASC
01:50 ତେଣୁ, କଲମ୍ ନେମ୍ ଅନୁସାରେ ନିର୍ଦ୍ଦିଷ୍ଟ ଭାବେ ସର୍ଟିଙ୍ଗ କରିବା ପାଇଁ ORDER BY କ୍ଲସର ବ୍ୟବହାର ହୋଇଥିବାର ଲକ୍ଷ୍ୟ କରନ୍ତୁ
01:58 କମା କ୍ୟାରେକ୍ଟରଗୁଡିକୁ ମଧ୍ୟ ଦେଖନ୍ତୁ ଯାହା ସର୍ଟିଙ୍ଗ ପାଇଁ ଅଧିକ କଲମକୁ ଯୋଗ କରିବାରେ ସାହାଯ୍ୟ କରିଥାଏ
02:05 ଏବଂ ଏସେଣ୍ଡିଙ୍ଗ କିମ୍ବା ଡିସେଣ୍ଡିଙ୍ଗ କ୍ରମକୁ ନିର୍ଦ୍ଦିଷ୍ଟ କରିବା ପାଇଁ, ପ୍ରତ୍ୟେକ କଲମ୍ ନେମ୍ ପରେ A S C କିମ୍ବା D E S C ଟାଇପ୍ କରନ୍ତୁ
02:19 ବର୍ତ୍ତମାନ, ଫାଇଲ୍ ମେନୁ ବାରର ନିମ୍ନରେ ଥିବା Run Query ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:26 ଏହି ବହିଗୁଡିକ ପ୍ରଥମେ Publisher ଦ୍ଵାରା ଏବଂ ତା’ପରେ book title ଦ୍ଵାରା ସର୍ଟ ହୋଇଛି
02:34 ବର୍ତ୍ତମାନ, ପରବର୍ତ୍ତୀ କ୍ଵେରୀକୁ ଯିବା
02:38 ବର୍ତ୍ତମାନ ମେମ୍ବରମାନଙ୍କ ଦ୍ଵାରା ଫେରସ୍ତ ହୋଇନ’ଥିବା ବହିଗୁଡିକର ଟାଇଟଲ ସହିତ ବହିର ଇସ୍ୟୁ ଡେଟକୁ ନେଇ ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ
02:48 ଯେହେତୁ ଟାଇଟଲଗୁଡିକ Books ଟେବୁଲରେ ଏବଂ ବୂକ ଇସ୍ୟୁ ଡେଟ୍ BooksIssued ଟେବୁଲରେ ଅଛି,
02:55 କୌଣସି ମତେ ଏହି ଦ୍ଵୟଙ୍କୁ ଏକତ୍ର କରିବା ଆବଶ୍ୟକ ଅଟେ
03:00 ତେଣୁ, JOIN କୀୱର୍ଡକୁ ବ୍ୟବହାର କରି, ଏହି ଦୁଇଟି ଟେବୁଲକୁ ଏକତ୍ର କରନ୍ତୁ
03:07 ଏବଂ ଏହି ଦୁଇ ଟେବୁଲକୁ ଲିଙ୍କ କରିବା ପାଇଁ, BookIdକୁ ସାଧାରଣ କଲମ୍ ଭାବେ ବ୍ୟବହାର କରନ୍ତୁ
03:14 ତେଣୁ କ୍ଵେରୀ ହେଉଛି:
03:17 SELECT B.title, I.IssueDate, I.Memberid FROM Books B JOIN BooksIssued I
03:35 ON B.bookid = I.BookId WHERE CheckedIn = FALSE
03:48 FROM କ୍ଲସରେ ଥିବା B ଓ I ଲେଟରକୁ ଦେଖନ୍ତୁ
03:55 ଏଗୁଡିକୁ Aliases କୁହାଯାଏ ଯାହା ଭଲ ଭାବେ ପଢିବା ପାଇଁ ବର୍ଣ୍ଣନାତ୍ମକ କିମ୍ବା କେବଳ ଗୋଟିଏ ଅକ୍ଷର ବିଶିଷ୍ଟ ହୋଇପାରେ
04:06 BookId କଲମ୍ ଉଭୟ tableରେ ଥିବାର ଲକ୍ଷ୍ୟ କରନ୍ତୁ
04:11 ତେଣୁ, କୌଣସି ପ୍ରକାରର ଅସ୍ପଷ୍ଟତାକୁ ଦୁର କରିବା ପାଇଁ, କଲମ ନେମଗୁଡିକୁ ନିର୍ଦ୍ଦିଷ୍ଟ କିମ୍ବା ଯୋଗ୍ୟ କରିବା ସକାସେ aliaseଗୁଡିକ ବ୍ୟବହୃତ ହୋଇଥାଏ
04:21 ଠିକ୍ ଅଛି, ବର୍ତ୍ତମାନ FROM କ୍ଲସରେ JOIN କୀୱର୍ଡର ବ୍ୟବହାର ଦ୍ଵାରା ଦୁଇଟି ଟେବୁଲ ଏକତ୍ର ହେବାର ଲକ୍ଷ୍ୟ କରନ୍ତୁ
04:31 ଏବଂ BookIdକୁ ନିର୍ଦ୍ଦିଷ୍ଟ କରିବା ସହ ଏକତ୍ର କରିବା ପାଇଁ ଏହା ଲେଖାଯାଇଛି: ON B.bookid = I.BookId
04:46 ତେଣୁ, ବର୍ତ୍ତମାନ କ୍ଵେରୀକୁ run କରନ୍ତୁ
04:49 ଏବଂ ଇସ୍ୟୁ ଡେଟ୍ ସହିତ ବହିଗୁଡିକର ଗୋଟିଏ ତାଲିକାକୁ ଦେଖିବାକୁ ପାଇବେ ଏବଂ ଧ୍ୟାନଦିଅନ୍ତୁ ଯେ CheckedIn ଷ୍ଟାଟସ୍ checked in ହୋଇନାହିଁ
04:59 ଠିକ୍ ଅଛି, ପରିଣାମରେ କେବଳ MemberId ପ୍ରାପ୍ତ ହେବାର ମଧ୍ୟ ଲକ୍ଷ୍ୟ କରନ୍ତୁ. ଏହା ଅତି ଉପକାରୀ ନୁହେଁ
05:08 ତେଣୁ, ମେମ୍ବର୍ ଟେବୁଲରେ ଥିବା ମେମ୍ବରମାନଙ୍କ ନାମଗୁଡିକୁ କିପରି ପ୍ରଦର୍ଶନ କରିବେ?
05:15 ସହଜ. ନିମ୍ନରେ ଦିଆଯାଇଥିବା ଭଳି, କ୍ଵେରୀରେ members ଟେବୁଲକୁ JOIN କରନ୍ତୁ:
05:21 SELECT B.Title, I.IssueDate, I.MemberId, M.Name FROM Books B
05:37 JOIN BooksIssued I ON B.BookId = I.BookId JOIN Members M ON I.MemberId = M.MemberId
05:58 WHERE CheckedIn = FALSE
06:02 Members ଟେବୁଲ ସହିତ ହୋଇଥିବା ଦ୍ଵିତୀୟ ଜଏନକୁ ଏବଂ ଜଏନ ପାଇଁ ବ୍ୟବହାର ହୋଇଥିବା MemberId କଲମକୁ ଲକ୍ଷ୍ୟ କରନ୍ତୁ
06:12 କ୍ଵେରୀକୁ run କରନ୍ତୁ
06:14 ଏଠାରେ ମେମ୍ବରମାନଙ୍କ ନାମ ସହିତ ସେମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକୁ ଦେଖିପାରିବେ
06:20 ତା’ପରେ, ଚାଲନ୍ତୁ aggregates ଓ grouping ବିଷୟରେ ଶିଖିବା
06:26 ଲାଇବ୍ରେରୀରେ ଥିବା ସମସ୍ତ ମେମ୍ବରମାନଙ୍କର ସଂଖ୍ୟାକୁ କିପରି ପ୍ରାପ୍ତ କରିବେ?
06:31 ଏଠାରେ ଗୋଟିଏ କ୍ଵେରୀ ଅଛି:
06:34 SELECT COUNT(*) AS "Total Members" FROM Members
06:47 ଏଠାରେ ଥିବା, COUNTକୁ ଲକ୍ଷ୍ୟ କରନ୍ତୁ
06:51 ଏହାକୁ ଗୋଟିଏ aggregate function କୁହାଯାଏ ଯେହେତୁ ଏହା ଗୋଟିଏ recordଗୁଡିକର ସେଟକୁ ତର୍ଯମାକରି କେବଳ ଗୋଟିଏ ଭେଲ୍ୟୁ ଫେରସ୍ତ କରିଥାଏ
07:02 Total Members ଭାବେ ଗୋଟିଏ Aliasକୁ ମଧ୍ୟ ଯୋଗ କରନ୍ତୁ
07:07 ବର୍ତ୍ତମାନ କ୍ଵେରୀକୁ run କରନ୍ତୁ
07:10 ତେଣୁ ଏଠାରେ, Base ସମସ୍ତ ମେମ୍ବରମାନଙ୍କର ଚାରୋଟି ରେକର୍ଡକୁ ତର୍ଯମା କରି ସଂଖ୍ୟା 4 ଫେରସ୍ତ କଲା ଯାହା ମେମ୍ବରମାନଙ୍କର ମୋଟ ସଂଖ୍ୟା ଅଟେ
07:22 ଆଗ୍ରିଗେଟ୍ ଫଙ୍କଶନର କିଛି ଅଧିକ ଉଦାହରଣଗୁଡିକ ହେଲେ, SUM, MAX ଓ MIN
07:30 ବର୍ତ୍ତମାନ ଚାଲନ୍ତୁ grouping information ବିଷୟରେ ଶିଖିବା
07:36 ପ୍ରତ୍ୟେକ ପବ୍ଲିଶରଙ୍କ ଥିବା ବହିଗୁଡିକର ସଂଖ୍ୟାକୁ କିପରି ପାଇବା?
07:40 ଏଠାରେ ଗୋଟିଏ କ୍ଵେରୀ ଅଛି:
07:43 SELECT Publisher, COUNT(*) AS "Number of Books" FROM Books

GROUP BY Publisher ORDER BY Publisher

08:03 ନୁତନ GROUP BY କ୍ଲସକୁ ଦେଖନ୍ତୁ
08:06 ତେଣୁ, ପ୍ରତ୍ୟେକ ପବ୍ଲିଶରର ରେକର୍ଡକୁ ଗ୍ରୁପ୍ କରିବା ପାଇଁ, Publisher, ବହିଗୁଡିକର ସଂଖ୍ୟା ଏବଂ GROUP BY କ୍ଲସକୁ ଚୟନ କରନ୍ତୁ
08:18 ବର୍ତ୍ତମାନ କ୍ଵେରିକୁ run କରନ୍ତୁ
08:21 ପବ୍ଲିଶରଙ୍କ ନାମଗୁଡିକୁ ଏବଂ ପ୍ରତ୍ୟେକ ପବ୍ଲିଶରର କଡରେ ଥିବା ବହିର ସଂଖ୍ୟାକୁ ଲକ୍ଷ୍ୟ କରନ୍ତୁ
08:33 ତା’ପରେ, SQLରେ Functionଗୁଡିକର ବ୍ୟବହାରକୁ ଚାଲନ୍ତୁ ଶିଖିବା
08:38 ଫଙ୍କଶନଗୁଡିକ ଷ୍ଟେଟମେଣ୍ଟ ଅଟନ୍ତି, ଯାହା ଗୋଟିଏ ସିଙ୍ଗଲ୍ ଭେଲ୍ୟୁ ଫେରସ୍ତ କରେ
08:43 ଉଦାହରଣସ୍ଵରୁପ, CURRENT_DATE ଆଜିର ଡେଟକୁ ପ୍ରଦର୍ଶନ କରିବ
08:49 ତେଣୁ, ସମଗ୍ର ବହି ଟାଇଟଲଗୁଡିକର ତାଲିକା କରନ୍ତୁ ଯାହା ମେମ୍ବରମାନଙ୍କ ଦ୍ଵାରା ଫେରସ୍ତ ହେବା ପାଇଁ ଅଛି
08:56 ଏବଂ କ୍ଵେରୀ ହେଉଛି:
08:58 SELECT B.Title, I.IssueDate, I.ReturnDate
09:08 FROM Books B JOIN BooksIssued I ON B.bookid = I.BookId
09:21 WHERE CheckedIn = FALSE and ReturnDate < CURRENT_DATE
09:31 ତେଣୁ, CURRENT_DATE ଫଙ୍କଶନର ବ୍ୟବହାରକୁ ଲକ୍ଷ୍ୟ କରନ୍ତୁ
09:36 ବହିଗୁଡିକୁ ପୁନରୁଦ୍ଧାର କରନ୍ତୁ ଯାହାର Return Date ଆଜିର ଡେଟକୁ ଅତିକ୍ରମ କରିଯାଇଥିବ
09:43 କ୍ଵେରୀକୁ run କରନ୍ତୁ
09:45 ଏବଂ, ଫେରସ୍ତ ହେବାକୁ ଥିବା ବହିଗୁଡିକ ଏଠାରେ ଅଛନ୍ତି
09:51 HSQLdb ପ୍ରଦାନ କରୁଥିବା ଫଙ୍କଶନଗୁଡିକର ଗୋଟିଏ ତାଲିକା ପାଇଁ http://hsqldb.org/doc/2.0/guide/builtinfunctions-chapt.htmlକୁ ଯା’ନ୍ତୁ
10:23 ନିମ୍ନଲିଖିତ ୱେବସାଇଟକୁ ଯାଇ ସମଗ୍ର ୟୁଜର୍ ଗାଇଡକୁ ଆକ୍ସେସ୍ କରିପାରିବେ:
10:29 http://www.hsqldb.org/doc/2.0/guide/
10:48 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି:
10:50 ନିମ୍ନଲିଖିତ ପାଇଁ SQL କ୍ଵେରୀ ଲେଖନ୍ତୁ ଓ ପରୀକ୍ଷା କରନ୍ତୁ:
10:55 1. ଲାଇବ୍ରେରୀରେ ଥିବା ସମସ୍ତ ବହିଗୁଡିକର ସଂଖ୍ୟାକୁ ପ୍ରାପ୍ତ କରନ୍ତୁ
10:58 2. ପ୍ରତ୍ୟେକ ଅଥରଙ୍କ ଦ୍ଵାରା ଲିଖିତ ବହିଗୁଡିକର ସଂଖ୍ୟା ପ୍ରାପ୍ତ କରନ୍ତୁ
11:03 3. ଆଜି ଫେରସ୍ତ ହେବାକୁ ଥିବା ବହିର ମେମ୍ବରମାନଙ୍କ ନାମ ଓ ଫୋନ୍ ନମ୍ବରଗୁଡିକର ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ
11:11 4. ଏହି କ୍ଵେରୀର କାମ କ’ଣ, ବର୍ଣ୍ଣନା କରନ୍ତୁ?

SELECT (price) AS "Total Cost of Cambridge Books"

11:24 FROM Books WHERE publisher = 'Cambridge'
11:32 ଏହା ଆମକୁ SQL View LibreOffice Baseର କିଛି ଅଧିକ କ୍ଵେରୀ ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
11:40 ସଂକ୍ଷିପ୍ତରେ ଆମେ ଶିଖିଲେ:
11:43 SQL Viewରେ କ୍ଵେରୀଗୁଡିକୁ ସୃଷ୍ଟି କରିବା
11:47 ORDER BY କ୍ଲସର ବ୍ୟବହାର
11:49 JOINSର ବ୍ୟବହାର
11:51 Aggregate functionsର ବ୍ୟବହାର
11:54 GROUP BY କ୍ଲସର ବ୍ୟବହାର
11:57 ଏବଂ ନିର୍ମିତ ଫଙ୍କଶନଗୁଡିକର ବ୍ୟବହାର
12:00 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:21 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep