Linux/C2/The-Linux-Environment/Oriya

From Script | Spoken-Tutorial
Revision as of 11:16, 19 April 2013 by Sakinashaikh (Talk | contribs)

Jump to: navigation, search
Time Narration
00:00 ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
00:07 ଏହି ଟ୍ୟୁଟୋରିଆଲ ରେ କାର୍ଯ୍ୟ କରୁଥିବା ଲିନକ୍ସ ଶିଷ୍ଟମ୍ ର ସ୍ପଷ୍ଟ ଉଦାହରଣ ଗୁଡିକର ଚେଷ୍ଟା ପାଇଁ ଅଧିକତମ ଉବଣ୍ଟୁ ର ଅବଶ୍ୟକତା ଅଟେ.
00:13 ଆମେ ମାନୁଁ ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍,, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣ ଆପଣ ଜାଣନ୍ତି.
00:22 ଯଦି ଆପଣ ଆଗ୍ରହି ଅଟନ୍ତି, କିମ୍ବା ଏହି ଧାରଣ ଗୁଡିକୁ ସୁଧାରିବା ପାଇଁ ଚାହାନ୍ତି ଅଛନ୍ତି, ଦୟାକରି ଆମର ୱେବ୍ ସାଇଟ୍ ରେ ଉପଲବ୍ଧି ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମ ରେ ବିନା ପ୍ରତିବଂଧକ ରେ କର.
00:32 ଦୟାକରି ଧ୍ୟାନ ଦିଏ ଯେ ଉବଣ୍ଟୁ 10.10 ର ବ୍ୟବହାର ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ହୋଇଥିଲା.
00:36 ଦୟାକରି ମଧ୍ୟ ଧ୍ୟାନ ଦିଏ ଯେ ଲିନକ୍ସ କେସେ ସେନସିଟିବୀ (case sensitive) ଅଟେ. ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛିନ୍ତି ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ.
00:46 ଲିନକ୍ସ environment ନିର୍ଧାରଣ କରେ ଯେ ଅପେରଟିଂଗ୍ ସିଷ୍ଟମ (operating system) ଆପଣକଂ ସହିତ କିପରି ବ୍ୟବହାର କରେ, ଏହା ଆପଣକଂର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ଆପଣକଂର କାର୍ଯ ଗୁଡିକୁ କିପରି ବ୍ୟାଖ୍ୟI କରେ ଏବଂ ଆଦି.
00:55 ଶେଲ୍ (shell) ର ସେଟିଂଗ୍ ଗୁଡିରେ (settings) ପରିବର୍ତନ କରି ଲିନକ୍ସ କୁ ଅଧିକ ଗତାନୁଗତିକ କରି ପାରିବା.
00:58 ଚାଲ ଏବେ ବୁଝିବା ଏହା ସବୁ କିପରି କରିପାରିବା.
00:59 ସାଧାରଣତଃ ଶେଲ୍ (shell) ର ବ୍ୟବହାର shell variables ଦ୍ବାରା ନିର୍ଧାରିତ ଅଟେ.
01:04 shell variables ମୁଖ୍ୟତଃ ଦୁଇ ପ୍ରକାରର ଅଟନ୍ତି:

Environment Variables

ଏବଂ Local Variables

01:12 ଏହାର ନାମ ଅଟେ କାରଣ ସେମାନେ ଉପୋଯୋଗୀ କର୍ତାକଂର ସମ୍ପୁର୍ଣ environment ରେ ଉପଲବ୍ଧ ଅଟନ୍ତି.
01:19 ଏହି ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ ଅଛି ଯେପରି ଶେଲ୍ ସ୍କିରପ୍ଟ୍ (shell scripts) ଗୁଡିକୁ ଚାଲୁଲଖିବା ପରି.
01:24 Local Variables , ଯାହା ନାମ ରୁ ପ୍ରସ୍ତାବ ଦିଏ କି ଏହାର ବହୁତ ପ୍ରତିବନ୍ଧକ କିମ୍ବା ସୀମିତ ଉପଲବ୍ଧତା ଅଛି.
01:31 ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ.
01:36 ଯେପରି ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ଚାଲ ଏବେ ପ୍ରଥମେ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା.
01:48 ବର୍ତମାନ ଶେଲ୍ (shell) ରେ ସବୁ ଉପଲବ୍ଧ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ.
01:53 ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ.
02:00 ଆମେ ସବୁ ବର୍ତମାନ ଶେଲ୍ (shell) ରେ ସବୁ variable ଗୁଡିକୁ ଦେଖିପାରିବା.
02:04 ଉଦାହରଣ ସ୍ବରୁପ, HOME environment variable କୁ ଦେଖିକରି ଏହାର ନିର୍ଦ୍ଧାରିତ ମୁଲ୍ୟ କୁ ଧ୍ୟାନ ଦିଅ.
02:15 ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ q ଦବାଅ.
02:21 ଏଠାରେ variable ସୁଚୀ ର multipage output କୁ ନିୟମିତ ଭାବରେ ପ୍ରଦଶ୍ରୀତ କରିବା ପାଇଁ ସେଟ୍ ଠାରୁ ଆଉଟ୍-ପୁଟ୍ କୁ କ୍ରମ ରେ କରାଯାଇଥିଲା.
02:38 କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ.
02:45 ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
02:52 ଉଦାହରଣ ସ୍ବରୁପ, SHELL variable ଉପରେ ଧ୍ୟାନ ଦିଅ ଯାହାର ମୁଲ୍ୟ slash bin slash bash (/bin/bash).
03:00 ପୁଣି, ସୁଚୀ ର ବାହାରକୁ ଆସିବା ପାଇଁ ଆପଣ q ଦବାଇ ପାର.
03:07 ବର୍ତମାନ, ଚାଲ ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ environment variable ଗୁଡିକ ଉପରେ ଆଲୋଚନା କରିବା.
03:11 ଆମେ ଏଠାରେ ଆମର ସବୁ ପ୍ରଦଶ୍ରନ ପାଇଁ bash shell ବ୍ୟବହାର କରି ପାରିବା.
03:15 ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ବିଭିନ୍ନ ଉପାୟ ରେ ଗତାନୁଗତିକ ଅଟେ.
03:19 ପ୍ରକୃତରେ କେଉଁ ଏକ variable ଗଛିତ ଅଟେ ଏହାକୁ ଦେଖିବା ପାଇଁ ଆମେ ପୁର୍ବରୁ ଏକ dollar sign ଲଗାଇବା ବାଧ୍ୟ ଏବଂ ଏହା ସହିତ echo କମାଣ୍ଡ ବ୍ୟବହାର କର.
03:30 ପ୍ରଥମ environment variable ଯାହା ଆମେ ଦେଖିପାରିବା ହେଉଛି SHELL variable.
03:35 ଏହା ବର୍ତମାନ ଶେଲ୍ ର ନାମ ଗଛିତ କରେ.
03:37 SHELL variable ର ମୁଲ୍ୟ କଣ ଅଟେ ଦେଖିବା ପାଇଁ ଟର୍ମିନାଲ୍ ର ବଡ ଅଖୟର ରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
03:55 ଏଠାରେ slash bin slash bash ଶେଲ୍ ଅଟେ ଯେଉଁଠାରେ ଆମେ ବର୍ତମାନ ଅପେରେଟିଂଗ୍ କରୁଛୁ.
04:02 ପରବର୍ତୀ variable ହୋମ୍ (HOME) ଅଟେ.
04:05 ଯେବେ ଆମେ ଲିନକ୍ସ ରେ ଲୋଗ୍-ଇନ୍ (login) କରୁଁ, ସାଧାରଣତଃ ଏହା ଆମକୁ ଏକ directory ନାମ ରେ ସ୍ଥାନ ଦିଏ ଯାହାର ନାମ ଆମର ୟୁଜର୍ ନାମ ରେ ରଖାଯାଇ ଥାଏ.
04:11 ଏହି ଡାଇରେକ୍ଟ୍ ଟୋରୀ (directory) କୁ ହୋମ୍ ଡାଇରେକ୍ଟ୍ ଟୋରୀ (home directory) କହନ୍ତି ଏବଂ ଏହା ବାସ୍ତବରେ ଅଟେ ଯାହା HOME variable ରେ ଉପଲବ୍ଧ ଅଟେ.
04:17 ମୁଲ୍ୟ ଦେଖିବା ପାଇଁ ଟର୍ମିନାଲ୍ ର ବଡ ଅଖୟର ରେ "echo space dollar H-O-M-E in capital" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
04:29 ପରବର୍ତୀ environment variable ପାଥ୍ (PATH) ଅଟେ.
04:32 PATH variable directories ର absolute path ଗୁଡିକୁ ଧାରଣ କରେ ଯାହା ଶେଲ୍ କୌଣସି କାର୍ଯକାରୀ କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ଖୋଜିବାକୁ ହୋଇଥାଏ.
04:40 ଚାଲ ଦେଖ path variable ର ମୁଲ୍ୟ.
04:43 ଆଉ ଥରେ, ଟର୍ମିନାଲ୍ ର ବଡ ଅଖୟର ରେ "echo space dollar P-A-T-H " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
04:51 ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (sub-directories) ଦେଖାଏ.
05:04 ଏହା ଏକ ସିଷ୍ଟମ୍ ଠାରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ.
05:07 ବାସ୍ତବରେ ଏହା (colon) delimiter ଦ୍ବାରା ବିଭାଜିତ ଡାଇରେକ୍ଟ୍ ଟୋରୀ (directory) ଗୁଡିକର ସୁଚୀ ଅଟେ, ଯାହା ଶେଲ୍ ଏହି କ୍ରମରେ ଏକ କାର୍ଯ୍ୟକାରୀ କମାଣ୍ଡ୍ କୁ ଖୋଜିବ.
05:18 ଆମେ ଏହି ସୁଚୀ ରେ ମଧ୍ୟ ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡି ପାରିବା, ଯାହାକି ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ଖୋଜା ଯାଇଥାଏ.
05:25 ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର.
5:29 "P-A-T-H" ବଡ ଅଖୟର ରେ, ପୁଣି 'equal-to' dollar P-A-T-H ବଡ ଅଖୟର ରେ, colon slash home slash the name of my own home directory ଏବଂ ଏନ୍ଟର୍ ଦବାଅ.
05:54 ବର୍ତମାନ ଯଦି ଆମେ ପାଥ୍ ର ମୁଲ୍ୟ କୁ ଅନୁକରଣ କରେ କିମ୍ବା ଇକୋ (echo) କରେ.
06:04 ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଭାଗ ହୋଇ ପାରିବ.
06:10 ଡାଇରେକ୍ଟ୍ ଟୋରୀ (directory) ଦେଖ ଯାହା ବର୍ତମାନ୍ ଏଠାରେ ଉପସ୍ତିତ ଅଛି.
06:16 ଅନ୍ୟ ଏକ କୌତୁହଳ ଜନକ variable LOGNAME ଅଟେ.
06:20 ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍ ନାମ କୁ ଗଛିତ କରେ.
06:24 ମୁଲ୍ୟ ଦେଖିବା ପାଇଁ ଟାଇପ୍ କର "echo space dollar LOGNAME" ଏବଂ ଏନ୍ଟର୍ ଦବାଅ.
06:35 ଯେବେ ଆମେ ଟର୍ମିନାଲ୍ ଖୋଲନ୍ତି ଆମେ dollar ଚିନ୍ନ ଦେଖିପାରିବା, ଯାହା ପ୍ରୋମପ୍ଟ୍ ଅଟେ ଯେଉଁଥିରେ ଆମେ ସବୁ ଆମର କମାଣ୍ଡ୍ ଗୁଡିକୁ ଦବାନ୍ତି.
06:42 ଏହା environment variable PS1 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ.
06:47 ଏଠାରେ ମଧ୍ୟ ଏକ ଦିତୀୟତଃ ପ୍ରୋମପ୍ଟ୍ string ଅଛି.
06:50 ଯଦି ଆମର କମାଣ୍ଡ୍ ଲମ୍ବା ଅଟେ ଏବଂ ଏହା ଏକ ଲାଇନ୍ ଠାରୁ ଅଧିକ ଦୁରତା ଅଟେ ତେବେ ଦିତିୟ ଲାଇନ୍ ର ଆରମ୍ଭରୁ ଆମେ ପ୍ରୋମପ୍ଟ୍ ଭଳି ଏକ greater than sign “>” ଦେଖିପାରିବା.
07:00 ଏହା environment variable PS2 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ.
07:05 ଦିତୀୟତଃ କମାଣ୍ଡ ପ୍ରୋମପ୍ଟ୍ (secondary command prompt) ର ମୁଲ୍ୟ କୁ ଦେଖିବା ପାଇଁ, ଟର୍ମିନାଲ୍ ରେ "echo space dollar PS2 ଏବଂ ଏନ୍ଟର୍ ଦବାଅ.
07:20 ଆମେ ପ୍ରୋମପ୍ଟ୍ ରେ “at the rate” <@> କହି ଆମର ପ୍ରୋମପ୍ଟ୍ string କୁ ପରିବର୍ତନ କରି ପାର.
07:28 ଏହା କରିବା ପାଇଁ ଟାଇପ୍ କର "PS1 'equal-to' ବର୍ତମାନ ଉଦୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ.
07:41 ବର୍ତମାନ dollar ଚିନ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ଭଳି at the rate ର ଚିନ୍ନ ଦେଖିପାରିବା.
07:50 କିଛି ଅଧିକ କୌତୁହଳ ଜନକ କରି ପାର . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦଶିତ କରି ପାର.
07:56 କେବେଳ "PS1 କୁ ବଡ ଅଖୟର ରେ 'equal-to' ଉଦୃତ ଚିନ୍ନ ମଧ୍ୟରେ dollar LOGNAME " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
08:12 ବର୍ତମାନ ମୋ username ମୋ ପ୍ରୋମପ୍ଟ୍ ଅଟେ.
08:16 ପଛକୁ ଆସିବା ପାଇଁ "PS1 'equal-to' ଉଦୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
08:28 ଆମ କେତେକ environment variables କୁ ନିର୍ଧାରିତ ମୁଲ୍ୟ ଦେଇଛୁ.
08:32 କିନ୍ତୁ ଏକ କଥା ମନେରଖ ଯେ ଏହି ସଂଶୋଧନ ଗୁଡିକ କେବଳ ବର୍ତମାନ ସ୍ତତ୍ର୍ ପାଇଁ ଉପଯୋଗିତା ଅଟେ.
08:37 ଯେପରି ଆମେ ଆମର ଡାଇରେକ୍ଟ୍ ଟୋରୀ (directory) କୁ ପାଥ୍ ଡାଇରେକ୍ଟ୍ ଟୋରୀ (PATH variable) ରେ ଯୋଡି ଥିଲେ.
08:40 ଯଦି ଟର୍ମିନାଲ୍ ବଂଦ କର ଏବଂ ଏହାକୁ ଆଉଥରେ ଖୋଲ କିମ୍ବା ଏହା ପୁର୍ଣ ରୁପରେ ଏକ ନୁଆ ଟର୍ମିନାଲ୍ ଖୋଲ ଏବଂ path variable ର ମୁଲ୍ୟ କୁ ଅନୁକରଣ ଦ୍ବାରା ଯାଂଚ କର.
09:00 ଆମେ ଏହା ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ବିଦ୍ୟମାନ ନାହିଁ.
09:05 ଯେଉଁ ଉପାୟ ଦ୍ବାରା ଆମେ ଏହି ସଂଶୋଧନ କୁ ସ୍ଥାହୀ (permanent) କରିପାରିବା ଏହି ଗୁଡିକ କିଛି ଉନ୍ନତ ଟ୍ୟୁଟୋରିଆଲ ରେ ଆବୃତ କରିବା.
09:13 ଅଧିକତଃ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ. ଆମେ କଣ କରୁଁ ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରୁଁ କି ?
9:22 ନାହିଁ, ଏଠାରେ କେତେକ ସଂଖ୍ୟକ ସମାଧାନ ଅଛି.
09:26 ପ୍ରଥମେ, ସାଧାରଣତଃ ଯଦି ଆପଣ ଆପଣକଂର keyboard ରେ key କୁ ଦବାଅ ତେବେ ଏହା ଶେଷ କମାଣ୍ଡ୍ ଦେଖାଇବ ଯାହା ଆପଣ ଟାଇପ୍ କରିଥିଲେ.
09:33 key କୁ ଦବାଇ ରଖ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କରି ଚାଲିବ.
09:37 ପଛକୁ ଯିବା ପାଇଁ down key କୁ ଦବାଅ.
09:42 କିନ୍ତୁ ଯେବେ ଆପଣ କେତେକ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କର, ଏହା କିଛି ଅବାଗିଆ ଏବଂ ବିରକ୍ତିକର ହୁଏ. ଏକ ଭଲ ଉପାୟ ହେଲା କି ହିଷ୍ତ୍ରୀ କମାଣ୍ଡ୍ (history command) ବ୍ୟବହାର କର.
09:52 ପ୍ରୋମପ୍ଟ୍ ରେ ହିଷ୍ତ୍ରୀ (history) ଟାଇପ୍ କର.
09:58 ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ର ବିଦ୍ୟମାନ ସୁଚୀ ଦେଖ
10:04 ଯଦି ଲମ୍ବା ସୁଚୀ ର ପରିବର୍ତେ ଆପଣ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହାନ୍ତି.
10:08 ଟାଇପ୍ "history space 10" ଏବଂ ଏନ୍ଟର୍ ଦବାଅ.
10:20 ଧ୍ୟାନ ଦିଏ, ଏହି ସୁଚୀ ରେ ପ୍ରେତକ ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ପାଇଁ ଏକ ସଂଖ୍ୟା ନିର୍ଧାରିତ ଅଟେ.
10:27 ଏକ ବିଶେଷ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ.
10:32 ଟାଇପ୍ କର ବିସ୍ମୟସୁଚକ ଚିହ୍ନ ଯାହା ପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ 442 ମୋ କେସ୍ ରେ echo space dollar path କାର୍ଯ୍ୟକାରୀ କରିବ.
10:51 ଯଦି ଆପଣ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ କେବଳ ଦୁଇ ଥର ବିସ୍ମୟସୁଚକ ଚିହ୍ନ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
11:03 ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ ହୋମ୍ ଡାଇରେକ୍ଟ୍ ଟୋରୀ (home directory) ପାଇଁ ଏକ shorthand ଅଟେ.
11:12 ତେଣୁ କୁହ, ଆପଣକଂ ପାଖରେ testtree ନାମକ ଏକ ଡାଇରେକ୍ଟ୍ ଟୋରୀ (directory) ଆପଣକଂର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ ଅଛି . ଆପଣ "cd space 'tilde' slash testtree" ଟାଇପ୍ କରି ଏହା ପାଖକୁ ପହଂଚି ପାରିବେ.
11:25 ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (current working directory) ଏବଂ ବ୍ୟବହାର ହୋଇଥିବା ଶେଷ ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି cd 'tilde' minus କିମ୍ବା କେବଳ cd minus.
11:35 ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା.
11:41 ତେଣୁ ଯଦି "cd space minus" ଚଲାଅ ଏବଂ ଏନ୍ଟର୍ ଦବାଅ. ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ.
11:47 ଏହାକୁ ପୁର୍ନବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ.
11:55 ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ତାହା alias command ଅଟେ.
11:59 ଏହା ହୋଇପାରେ କି ଆପଣକଂ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର ବାରମ୍ବାର ଚଳାଇବା ପାଇଁ ଦରକାର.
12:04 ଏହି ମାମଲା ରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ କୁ ଚଳାଇବା ପରିବର୍ତେ alias ନାମ ର ବ୍ୟବହାର କର.
12:11 ମାନନ୍ତୁ କି ଆପଣକଂ ପାଖରେ ଏହିପରି ଏକ ଲମ୍ବା ଡାଇରେକ୍ଟ୍ ଟୋରୀ (directory) କ୍ରମ ରେ ଅଛି ଯେଉଁଠାରେ ଆପଣ ବାରମ୍ବାର ସଂଗୀତ ପାଇଁ ଯାଆନ୍ତି, ଆପଣ ଏହା ପାଇଁ ଏହି ପ୍ରକାରର ଏକ alias ତିଆରି କରିପାର.
12:20 alias space cdMusic 'equal-to' ଦୁଇ ଉଦୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
12:47 ବର୍ତମାନ ପ୍ରତେକ ସମୟ ଏହି ଡାଇରେକ୍ଟ୍ ଟୋରୀ (directory) କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ.
12:55 ଦେଖ, ଏବେ ଆମେ music directory ରେ ଅଛୁ.
12:58 ବର୍ତମାନ, ଆପଣ ପୁର୍ବ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (previous working directory) କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ "cd space minus" ଟାଇପ୍ କରି ପାର.
13:08 ଏହି alias କୁ ବାତିଲ୍ କରିବା ପାଇଁ କେବଳ unalias space cdMusic ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:20 ବର୍ତମାନ ପୁଣିଥରେ ଯଦି ଆପଣ ଟର୍ମିନାଲ୍ ଠାରୁ cdMusic ଲେଖ, ଆପଣଂକୁ ଏକ ଏରର୍ (error) ମିଳିବ ଯାହା କମାଣ୍ଡ୍ ରେ ଥିଲା ନାହିଁ.
13:30 ମାନ କି, ଆମ ପାଖରେ ଆମର ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (present working directory) ରେ ଦୁଇଟି ଫାଇଲ୍ ଅଛି, test1 ଏବଂ test2.
13:38 ଏବଂ ଯଦି rm test1 ଚଲାଅ, test1 ନିରବରେ ଅପସାରଣ ହୋଇଯାଏ.
13:45 ଆମେ ଜାଣୁଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା ଅଦାନପ୍ରଦାନ କରି ପାରିବ.
13:52 ତେଣୁ ଆମେ , alias rm equal-to ଏବେ ଉଦୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାର.
14:03 ବର୍ତମାନ ଯେବେ ଆମେ “rm” ,” rm hyphen i” ଚଲାଉ ବାସ୍ତବରେ ଏହା ଚାଲିବ.
14:13 ତେଣୁ ଆମେ ଦେଖିଥିଲେ ଯେ ଯେବେ test1 କୁ ନିରବରେ ହଟାଇଥିଲେ, ସିଷ୍ଟମ test2 ହଟାଇବା ପୁର୍ବରୁ ପଚାରିଥିଲା.
14:20 ତେଣୁ ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ.
14:25 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
14:28 ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.
14:36 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
14:39 ସ୍କ୍ରିପ୍ଟ୍ ଟି ଏହି ଟ୍ୟୁଟୋରିଆଲ ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା.
14:42 ଏହି ସ୍କ୍ରିପ୍ଟ୍ (script) ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ.

Contributors and Content Editors

Devraj, Manoranjan, PoojaMoolya, Pradeep, Sakinashaikh