Digital-Divide/C2/Pre-Natal-Health-Care/Oriya

From Script | Spoken-Tutorial
Revision as of 17:21, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:06 Congratulations. ଦୟାକରି ବସନ୍ତୁ
00:10 ଅନିତା, ତୁମେ କେବେ ଶେଷ ସାକ୍ଷାତ କରିଥିଲ?
00:12 ଏହା ପଖାପାଖି ଦୁଇ ମାସ ତଳେ ଥିଲା
00:15 ବର୍ତ୍ତମାନ ମୁଁ ବର୍ଭଧାରଣର ଚତୁର୍ଥ ମାସରେ ଅଛି
00:19 ଗର୍ଭାବସ୍ଥାରେ ନିୟମିତ ପରୀକ୍ଷା କରିବା ଜରୁରୀ ଅଟେ
00:23 ଗର୍ଭାବସ୍ଥାରେ ପରୀକ୍ଷା, ଜଟିଳ ସ୍ଵାସ୍ଥ୍ୟ ସମସ୍ୟାରେ ସୁରକ୍ଷାତ୍ମକ ଯତ୍ନ ଭଳି କାର୍ଯ୍ୟକରେ
00:29 ଏହା ଗର୍ଭାବସ୍ଥାରେ ଜଟିଳତାଗୁଡିକୁ ହ୍ରାସ କରିବାରେ ସାହାଯ୍ୟ କରିବ
00:33 ପ୍ରତି ତିନି ମାସ ବ୍ୟବଧାନରେ ଏବଂ ଗର୍ଭାବସ୍ଥାର ଶେଷ ମାସରେ ପ୍ରତି ସପ୍ତାହରେ ପରୀକ୍ଷା ଜରୁରୀ ଅଟେ
00:41 ପରୀକ୍ଷା ଦ୍ଵାରା ନିମ୍ନଲିଖିତ ସୂଚନା ପ୍ରାପ୍ତ ହୁଏ:
00:43 ଗର୍ଭାବସ୍ଥାରେ ମାନସିକ ପରିବର୍ତ୍ତନ
00:46 ଗର୍ଭାବସ୍ଥାରେ ପୁଷ୍ଟିସାଧନ ଏବଂ ଖାଦ୍ୟାଭ୍ୟାସ
00:48 ଭିଟାମିନ ଓ
00:50 ଶରୀରରେ ପରିବର୍ତ୍ତନ
00:52 ଏହା ମୋର ପ୍ରଥମ ଏବଂ ଏହିସବୁ ମୋ ପାଇଁ ନୂଆ ଅଟେ
00:55 ଦୟାକରି ମୋତେ, ନିଜର ଓ ଶିଶୁର ଭଲ ଯତ୍ନ ନେବା ଉପରେ ପରାମର୍ଶ ଦିଅନ୍ତୁ
01:00 ବନ୍ଧୁଗଣ, Prenatal health care ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ଵାଗତ
01:04 ଏଠାରେ ଆମେ ଗର୍ଭାବସ୍ଥାରେ, ଗୋଟିଏ ଆଶାୟୀ ମାତାର ସ୍ଵାସ୍ଥ୍ୟର ଯତ୍ନ ଉପରେ ଆଲୋଚନା କରିବା
01:10 ମାତାର ସ୍ଵାସ୍ଥ୍ୟ ହେଉଛି ପ୍ରଥମ ଓ ମୁଖ୍ୟ
01:14 ତେଣୁ ଲୌହହୀନତାକୁ ନିବାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ
01:18 ଆଶାୟି ମାତା ଗର୍ଭାବସ୍ଥାରେ ଲୌହସାର ଭରପୁର୍ ଥିବା ଖାଦ୍ୟ ଖାଇବା ଆବଶ୍ୟକ
01:23 ଗର୍ଭାବସ୍ଥାରେ, ଆପଣଙ୍କ ଶରୀରରେ ରକ୍ତର ଆବଶ୍ୟକତା ବଢିଯାଏ
01:27 ଆପଣଙ୍କ ଶିଶୁ ପାଇଁ ଆବଶ୍ୟକ ଅତିରିକ୍ତ ରକ୍ତ ନିମନ୍ତେ ହେମୋଗ୍ଲୋବିନର ସୃଷ୍ଟି ସକାଶେ ଅଧିକ ଲୌହସାର ଦରକାର ହୋଇଥାଏ
01:34 ତେଣୁ, ଆପଣ ଲୌହସାର ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ଯେପରି:
01:38 ସବୁଜ ପନିପରିବା
01:40 ଅଣ୍ଡାର କେଶର, ଶୁସ୍କ ଫଳ
01:42 ବିନ୍ସ ଏବଂ ଲୌହସାର ଯୁକ୍ତ ଖାଦ୍ୟଶସ୍ୟ
01:46 Caesarean ପ୍ରସବରେ ଅନେକ ବିପଦ ଥାଏ, ଯେପରି:
01:50 incision ଯାଗାରେ ସଂକ୍ରମଣ ହେବା ଏବଂ
01:52 ରକ୍ତସ୍ରାବ, ଯାହା anemia ହେବାର କାରଣ ହୋଇପାରେ
01:56 ଗର୍ଭବତୀ ମହିଳା ସର୍ବଦା ସାଧାରଣ ପ୍ରସବ ପାଇଁ ଚେଷ୍ଟା କରିବା ଆବଶ୍ୟକ
01:59 ସଠିକ୍ prenatal ଯତ୍ନ ଏବଂ ସୁଷମ ଖାଦ୍ୟ ଗ୍ରହଣ କରିବା ଦ୍ଵାରା ଏହା ସମ୍ଭବ ହୁଏ
02:04 ବ୍ୟାୟାମ ଆପଣଙ୍କର ଶକ୍ତିର ସ୍ତରକୁ ବୃଦ୍ଧି କରିବା ପାଇଁ ଜରୁରୀ ଅଟେ
02:09 ଆପଣଙ୍କ ପିଠିରେ ଯନ୍ତ୍ରଣା, କୋଷ୍ଠବଦ୍ଧତା ଏବଂ ଅବସାଦକୁ ଦୁର କରିବା ପାଇଁ ମଧ୍ୟ ବ୍ୟାୟାମ ସାହାଯ୍ୟ କରେ
02:16 ଏହି ମେସିନର କ’ଣ କାମ ଅଟେ?
02:18 ଏହା ଏକ ସୋନୋଗ୍ରାଫୀ ମେସିନ୍ ଅଟେ
02:20 ଏହା ଶିଶୁର ସ୍ଵାସ୍ଥ୍ୟ ଏବଂ ବିକାଶକୁ ନିରୀକ୍ଷଣ କରିବା ପାଇଁ ବ୍ୟବହୃତ ହୁଏ
02:25 ଅନିତା, ଦୟାକରି ଚିତ୍ ହୋଇ ଶୋଇଯାଅ ଯାହାଦ୍ଵାରା ମୁଁ ସୋନୋଗ୍ରାଫୀର ଉପଯୋଗିତାକୁ ପ୍ରଦର୍ଶନ କରିପାରିବି
02:30 ସୋନୋଗ୍ରାଫୀ ସାଧାରଣତଃ ଗର୍ଭଧାରଣର କୋଡିଏତମ ସପ୍ତାହରେ ସମ୍ପନ୍ନ କରାଯାଏ
02:36 ଏହା, placentaର ସୁସ୍ଥତା ଏବଂ
02:40 ଗର୍ଭାଶୟରେ ଶିଶୁଟିର ଉତ୍ତମ ଭାବେ ବିକାଶ ହେଉଛି କି ନାହିଁ ଦର୍ଶାଇ ଥାଏ
02:43 ଏହା ଜଟିଳ ସମସ୍ୟା ଯେପରି ଜନ୍ମ ପାଇଁ ଶିଶୁର ଓଜନ କମ୍ ହେବା
02:48 ଏହା ବହୁମାତ୍ରାରେ, ଆକସ୍ମିକ ଗର୍ଭପାତ ଏବଂ ଗର୍ଭପାତକୁ ନିବାରଣ କରିବାରେ ସାହାଯ୍ୟ କରେ
02:54 ଗର୍ଭାବସ୍ଥାରେ, ସ୍ଵାସ୍ଥ୍ୟର ଠିକ୍ ଯତ୍ନ ନେବା ପାଇଁ, ନିମ୍ନଲିଖିତ ଜରୁରୀ ଅଟେ-
02:58 ନିୟମିତ ପରୀକ୍ଷା
03:00 ସୋନୋଗ୍ରାଫୀର ଗୁରୁତ୍ଵ
03:02 ଲୌହହୀନତାର ନିବାରଣ ଏବଂ ସୁଷମ ଖାଦ୍ୟ
03:05 Caesarian ଦ୍ଵାରା ଜନ୍ମ ବିଷୟରେ ସୂଚନା
03:07 ବ୍ୟାୟାମର ଆବଶ୍ୟକତା
03:09 ଧନ୍ୟବାଦ ଡକ୍ଟର୍, ଅନେକ ତଥ୍ୟ ପ୍ରଦାନ ହେତୁ. ଆପଣଙ୍କ ନିର୍ଦ୍ଦେଶଗୁଡିକୁ ପାଳନ କରିବ ପାଇଁ ଆମେ କଥା ଦେଉଛୁ
03:16 ଆପଣ ଗର୍ଭାବସ୍ଥାରେ ସ୍ଵାସ୍ଥ୍ୟ ପ୍ରତି ଯତ୍ନଶିଳ ହୋଇଥିବାରୁ ମୁଁ ଗର୍ବିତ
03:20 ଏହି କାରଣରୁ, ମା’ ଓ ଶିଶୁ ସ୍ଵାସ୍ଥ୍ୟବାନ ଓ ସୁଖି ହୁଅନ୍ତି
03:24 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ମନେରଖନ୍ତୁ, ଗର୍ଭାବସ୍ଥାରେ ଯତ୍ନଶିଳ ହେବେ ଏବଂ ସୁଷମ ଆହାର ଗ୍ରହଣ କରିବେ
03:32 ଶୁଣିଥିବା ହେତୁ ଧନ୍ୟବାଦ ଏବଂ ସୁସ୍ଥ ରୁହନ୍ତୁ
03:35 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
03:38 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
03:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
03:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
03:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
03:53 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ
04:00 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
04:05 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
04:11 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
04:16 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
04:25 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep