Ruby/C2/Logical-and-other-Operators/Oriya
From Script | Spoken-Tutorial
| Time | Narration |
| 00:02 | ବନ୍ଧୁଗଣ, Logical & Other Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
| 00:09 | ଲଜିକାଲ୍ ଅପରେଟର୍ |
| 00:11 | ପାରାଲଲ୍ ଆସାଇନମେଣ୍ଟ୍ |
| 00:13 | ରେଞ୍ଜ୍ ଅପରେଟର୍ |
| 00:15 | ଏଠାରେ ଆମେ ବ୍ୟବହାର କରୁଛୁ: |
| 00:17 | Ubuntu Linux ଭର୍ସନ୍ 12.04 |
| 00:20 | Ruby 1.9.3 |
| 00:23 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସରେ ଟର୍ମିନଲ ଓ ଟେକ୍ସଟ ଏଡିଟରର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ |
| 00:29 | ଆପଣ irb ସହିତ ମଧ୍ୟ ପରିଚିତ ଥିବା ଆବଶ୍ୟକ |
| 00:33 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:38 | Logical operators ଯାହା, Boolean operators ଭାବେ ମଧ୍ୟ ଜଣାଶୁଣା |
| 00:42 | କାରଣ ସେମାନେ ଗୋଟିଏ ଏକ୍ସପ୍ରେସନର କିଛି ଅଂଶକୁ ମୁଲ୍ୟାଙ୍କନ କରନ୍ତି |
| 00:45 | ଏବଂ ଗୋଟିଏ true କିମ୍ବା false ଭାଲ୍ୟୁ ରିଟର୍ଣ୍ଣ କରନ୍ତି |
| 00:48 | ଲଜିକଲ୍ ଅପରେଟରଗୁଡିକ ହେଲେ- |
| 00:51 | ଡବଲ୍ ଆମ୍ପର୍ସାଣ୍ଡ୍ (&&) ଯାହା and ଅଟେ |
| 00:54 | ଡବଲ୍ pipe ଯାହା or ଅଟେ |
| 00:56 | ଏକ୍ସକ୍ଲାମେଶନ୍ ଚିହ୍ନ(!) ଯାହା not ଅଟେ |
| 01:00 | ଯଦି ଉଭୟ ଏକ୍ସପ୍ରେସନ୍ true ହୁଅନ୍ତି, ତେବେ && (ଡବଲ୍ ଆମ୍ପର୍ସାଣ୍ଡ୍) ଓ and, true ମୂଲ୍ୟାଙ୍କନ କରିବେ |
| 01:07 | ଦ୍ଵିତୀୟ ଏକ୍ସପ୍ରେସନର ମୂଲ୍ୟାଙ୍କନ ହେବ ଯଦି, ପ୍ରଥମଟି true ହୁଏ |
| 01:12 | ଦୁଇଟି ଆକାର ମଧ୍ୟରେ ପାର୍ଥକ୍ୟ ହେଉଛି, ପ୍ରିସିଡେନ୍ସ |
| 01:15 | ସାଙ୍କେତିକ and ଯାହା &&(ଡବଲ୍ ଆମ୍ପର୍ସାଣ୍ଡ୍)ଅଟେ, ଉଚ୍ଚତମ ପ୍ରିସିଡେନ୍ସ ରହିବ |
| 01:20 | ଚାଲନ୍ତୁ, ବର୍ତ୍ତମାନ କିଛି ଉଦାହରଣ ଦେଖିବା |
| 01:22 | ଏଥି ପାଇଁ irb ବ୍ୟବହାର କରନ୍ତୁ |
| 01:25 | Ctrl, Alt ଓ T କୀ କୁ ଏକସଙ୍ଗେ ଦାବି ଟର୍ମିନଲ ଖୋଲନ୍ତୁ |
| 01:31 | irb ଟାଇପ୍ କରନ୍ତୁ ଏବଂ ଇଣ୍ଟରାକ୍ଟିଭ୍ Rubyକୁ ଲଞ୍ଚ୍ କରିବା ପାଇଁ, Enter ଦାବନ୍ତୁ |
| 01:36 | ଟାଇପ୍ କରନ୍ତୁ: 3 ଗ୍ରେଟର୍ ଦ୍ୟାନ୍ 2 ସ୍ପେସ୍ ଡବଲ୍ ଆମ୍ପର୍ସାଣ୍ଡ୍ ସ୍ପେସ୍ 4 ଲେସ୍ ଦ୍ୟାନ୍ 5 |
| 01:47 | Enter ଦାବନ୍ତୁ |
| 01:49 | ଆମେ ଆଉଟପୁଟ୍ ଭାବେ true ପାଇବା |
| 01:53 | ଏଠାରେ, ଏକ୍ସପ୍ରେସନ୍1 ଯାହା 3>2, true ଅଟେ |
| 01:59 | ଏକ୍ସପ୍ରେସନ୍ 2 ଯାହା 4<5, ଏହା ମଧ୍ୟ true ଅଟେ |
| 02:03 | ଯେହେତୁ, ଉଭୟ ଏକ୍ସପ୍ରେସନ୍ true ଅଟନ୍ତି, ଆମେ ଆଉଟପୁଟ୍ ଭାବେ true ପାଇବା |
| 02:08 | ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ଅପ୍-ଆରୋ କୀ କୁ ଦାବନ୍ତୁ |
| 02:12 | ଏବଂ ଡବଲ୍ ଆମ୍ପର୍ସାଣ୍ଡ୍ ଚିହ୍ନକୁ, ୱର୍ଡ and ସହିତ ବଦଳ କରନ୍ତୁ |
| 02:17 | Enter ଦାବନ୍ତୁ |
| 02:19 | ସମାନ ପରିଣାମ ପ୍ରାପ୍ତ ହେବ |
| 02:22 | ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ପୁନର୍ବାର ଅପ୍-ଆରୋ କୀ କୁ ଦାବନ୍ତୁ |
| 02:27 | ଏକ୍ସପ୍ରେସନ୍1 ରେ, ଲେସ୍ ଦ୍ୟାନ୍ ଚିହ୍ନକୁ, ଗ୍ରେଟର୍ ଦ୍ୟାନ୍ ଚିହ୍ନରେ ପ୍ରତିସ୍ଥାପନ କରନ୍ତୁ |
| 02:32 | Enter ଦାବନ୍ତୁ |
| 02:35 | ଆମେ ଆଉଟପୁଟ୍ ଭାବେ false ପାଇବା |
| 02:38 | ଯେହେତୁ, 3 < 2 false ଅଟେ |
| 02:43 | ପ୍ରଥମ ଏକ୍ସପ୍ରେସନ୍ false ହେବା କାରଣରୁ, ଦ୍ଵିତୀୟ ଏକ୍ସପ୍ରେସନ୍ ମୁଲ୍ୟାଙ୍କିତ ହେବ ନାହିଁ |
| 02:49 | ତେଣୁ, ଆମେ ଆଉଟପୁଟ୍ ଭାବେ false ପାଇବା |
| 02:53 | ଡବଲ୍ pipe ଓ or, true ମୁଲ୍ୟାଙ୍କନ କରିବ ଯଦି, କୌଣସଟି ଏକ୍ସପ୍ରେସନ୍ true ହୁଏ |
| 02:59 | ଯଦି ପ୍ରଥମଟି false ହୁଏ, ତେବେ ଦ୍ଵିତୀୟ ଏକ୍ସପ୍ରେସନର ମୁଲ୍ୟାଙ୍କନ ହେବ |
| 03:04 | ଦୁଇଟି ଆକାର ମଧ୍ୟରେ ପାର୍ଥକ୍ୟ ହେଉଛି, ପ୍ରିସିଡେନ୍ସ |
| 03:07 | ସାଙ୍କେତିକ or ଯାହା ଡବଲ୍ ପାଇପ୍ ଅଟେ, ଏହାର ଉଚ୍ଚତମ ପ୍ରିସିଡେନ୍ସ ରହିବ |
| 03:11 | ଚାଲନ୍ତୁ, ବର୍ତ୍ତମାନ କିଛି ଉଦାହରଣ ଚେଷ୍ଟା କରିବା |
| 03:15 | ଟାଇପ୍ କରନ୍ତୁ: 10 ଗ୍ରେଟର୍ ଦ୍ୟାନ୍ 6 ସ୍ପେସ୍ ଡବଲ୍ ପାଇପ୍ ସ୍ପେସ୍ 12 ଲେସ୍ ଦ୍ୟାନ୍ 7 |
| 03:23 | Enter ଦାବନ୍ତୁ |
| 03:26 | ଆମେ ଆଉଟପୁଟ୍ ଭାବେ true ପାଇବା |
| 03:29 | ଏଠାରେ, ଏକ୍ସପ୍ରେସନ୍ 1, ଯାହା 10>6, true ଅଟେ |
| 03:35 | ପ୍ରଥମ ଏକ୍ସପ୍ରେସନ୍ true ହେବା କାରଣରୁ, ଦ୍ଵିତୀୟ ଏକ୍ସପ୍ରେସନ୍ ମୁଲ୍ୟାଙ୍କିତ ହେବ ନାହିଁ |
| 03:40 | ତେଣୁ, ଆମେ ଆଉଟପୁଟ୍ ଭାବେ true ପାଇବା |
| 03:42 | ବର୍ତ୍ତମାନ, ପୂର୍ବ କମାଣ୍ଡ୍ ପାଇବା ପାଇଁ ପୁନର୍ବାର ଅପ୍-ଆରୋ କୀ କୁ ଦାବନ୍ତୁ |
| 03:46 | ଏକ୍ସପ୍ରେସନ୍1 ରେ, ଲେସ୍ ଦ୍ୟାନ୍ ଚିହ୍ନକୁ, ଗ୍ରେଟର୍ ଦ୍ୟାନ୍ ଚିହ୍ନରେ ପ୍ରତିସ୍ଥାପନ କରନ୍ତୁ |
| 03:52 | ଏବଂ ଡବଲ୍ ପାଇପ୍ ଚିହ୍ନକୁ, ୱର୍ଡ or ସହିତ ବଦଳ କରନ୍ତୁ |
| 03:57 | Enter ଦାବନ୍ତୁ |
| 04:00 | ଏଠାରେ, ଏକ୍ସପ୍ରେସନ୍ 1, ଯାହା 10<6, false ଅଟେ |
| 04:05 | ଏକ୍ସପ୍ରେସନ୍ 2 ଯାହା 12<7, ଏହା ମଧ୍ୟ false ହେବ |
| 04:10 | ଯେହେତୁ, ଉଭୟ ଏକ୍ସପ୍ରେସନ୍ false ଅଟନ୍ତି, ଆମେ ଆଉଟପୁଟ୍ ଭାବେ false ପାଇବା |
| 04:15 | ! (ଏକ୍ସକ୍ଲାମେଶନ୍ ମାର୍କ ) ଓ not ଅପରେଟର୍, ଏକ୍ସପ୍ରେସନର ବିପରୀତ ଭାଲ୍ୟୁ ପ୍ରଦାନ କରିବ |
| 04:20 | ଯଦି ଏକ୍ସପ୍ରେସନ୍ true ହୁଏ, ଏକ୍ସକ୍ଲାମେଶନ୍ ମାର୍କ ଅପରେଟର୍ ଗୋଟିଏ false ଭାଲ୍ୟୁ ଦେବ |
| 04:27 | ଯଦି ଏକ୍ସପ୍ରେସନ୍ false, ଏହା true ରିଟର୍ଣ୍ଣ କରିବ |
| 04:30 | ଦୁଇଟି ଆକାର ମଧ୍ୟରେ ପାର୍ଥକ୍ୟ ହେଉଛି, ପ୍ରିସିଡେନ୍ସ |
| 04:33 | ସାଙ୍କେତିକ not ଯାହା !(ଏକ୍ସକ୍ଲାମେଶନ୍ ଚିହ୍ନ)ଅଟେ, ଏହାର ଉଚ୍ଚତମ ପ୍ରିସିଡେନ୍ସ ରହିବ |
| 04:37 | ଚାଲନ୍ତୁ not ଅପରେଟର୍ ଚେଷ୍ଟା କରିବା |
| 04:40 | ପ୍ରଥମେ ଟାଇପ୍ କରନ୍ତୁ: 10 ଡବଲ୍ ଇକ୍ଵାଲ୍ ଟୁ 10 |
| 04:45 | Enter ଦାବନ୍ତୁ |
| 04:47 | ଆମେ ଆଉଟପୁଟ୍ ଭାବେ true ପାଇବା |
| 04:50 | ଉପରୋକ୍ତ ଏକ୍ସପ୍ରେସନର ପରିଣାମକୁ invert କରିବା ପାଇଁ, |
| 04:53 | ଚାଲନ୍ତୁ ଏକ୍ସପ୍ରେସନ ପୂର୍ବରୁ not ଅପରେଟର୍ ଯୋଗ କରିବା |
| 04:57 | ଟାଇପ୍ କରନ୍ତୁ: କ୍ସକ୍ଲାମେଶନ୍ ମାର୍କ୍, ବ୍ରାକେଟ୍ ମଧ୍ୟରେ 10 ଡବଲ୍ ଇକ୍ଵାଲ୍ ଟୁ 10 |
| 05:04 | Enter ଦାବନ୍ତୁ |
| 05:06 | ଆମେ ଆଉଟପୁଟ୍ ଭାବେ false ପାଇବା |
| 05:10 | irb କନସୋଲକୁ କ୍ଲିୟର୍ କରିବା ପାଇଁ, Ctrl+L କୀ କୁ ଏକ ସଙ୍ଗେ ଦାବନ୍ତୁ |
| 05:15 | ତା’ପରେ, ଚାଲନ୍ତୁ parallel assignment ବିଷୟରେ ଶିଖିବା |
| 05:20 | ପାରାଲଲ୍ ଆସାଇନମେଣ୍ଟ୍ ସାହାଯ୍ୟରେ, Rubyର ଗୋଟିଏ ସିଙ୍ଗଲ୍ ଲାଇନ୍ କୋଡ୍ ସହିତ, ଅନେକ ଭେରିଏବଲକୁ ଇନିଶିଆଲାଇଜ୍ କରିପାରିବେ |
| 05:26 | ଟର୍ମିନଲକୁ ଫେରିଆସନ୍ତୁ |
| 05:29 | ଚାଲନ୍ତୁ, ପାରାଲଲ୍ ଆସାଇନମେଣ୍ଟ୍ ବ୍ୟବହାର କରି ତିନୋଟି ଭେରିଏବଲ୍ a, b, c ଘୋଷଣା କରିବା |
| 05:36 | ଟାଇପ୍ କରନ୍ତୁ: a କମା b କମା c ଇକ୍ଵାଲ୍ ଟୁ 10 କମା 20 କମା 30 |
| 05:45 | ଏବଂ Enter ଦାବନ୍ତୁ |
| 05:47 | ଏଠାରେ, ଭେରିଏବଲ୍ a କୁ 10 ଆସାଇନ୍ କରାଯିବ |
| 05:52 | ଭେରିଏବଲ୍ b କୁ 20 ଆସାଇନ୍ କରାଯିବ |
| 05:54 | ଭେରିଏବଲ୍ c କୁ 30 ଆସାଇନ୍ କରାଯିବ |
| 05:56 | ଦକ୍ଷିଣ ପାର୍ଷ୍ଵଟି ଗୋଟିଏ array ଭଳି କାର୍ଯ୍ୟ କରିବ |
| 06:01 | ଯଦି ଆମେ ବାମ ପାର୍ଷ୍ଵରେ ଅନେକ ଭେରିଏବଲର ତାଲିକା କରିବା ତେବେ ଆରେଟି ଖୋଲିଯିବ ଏବଂ କ୍ରମାନୁସାରେ ଭେରିଏବଲଗୁଡିକରେ ଆସାଇନ ହୋଇଯିବ |
| 06:10 | ଆମେ ଆଗତ ଟ୍ୟୁଟୋରିଆଲଗୁଡିକରେ arrays ସମ୍ବନ୍ଧରେ ସବିଶେଷ ଶିଖିବା |
| 06:14 | ବର୍ତ୍ତମାନ ପାଇଁ, ଚାଲନ୍ତୁ ଆସାଇନମେଣ୍ଟଟି ଠିକ୍ ଭାବେ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
| 06:20 | a ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:23 | ଭେରିଏବଲ୍ a ରେ ଭାଲ୍ୟୁ 10 ଷ୍ଟୋର୍ ହୋଇ, ପ୍ରଦର୍ଶିତ ହୋଇଛି |
| 06:28 | b ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:31 | ଆମେ 20 ପାଇବା |
| 06:33 | c ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 06:37 | 30 ପ୍ରଦର୍ଶିତ ହେବ |
| 06:40 | ଦୁଇଟି ଭେରିଏବଲରେ ଷ୍ଟୋର ହୋଇଥିବା ଭାଲ୍ୟୁଗୁଡିକର ବିନୀମୟ ପାଇଁ ମଧ୍ୟ, ପାରାଲଲ୍ ଆସାଇନମେଣ୍ଟ୍ ଦରକାରୀ ଅଟେ |
| 06:45 | ଚାଲନ୍ତୁ, ଭେରିଏବଲ୍ a ଓ bର ଭାଲ୍ୟୁଅଗୁଡିକୁ ବିନୀମୟ କରନ୍ତୁ |
| 06:50 | ଟାଇପ୍ କରନ୍ତୁ: puts ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ a ଇକ୍ଵାଲ୍ ଟୁ hash, କର୍ଲୀ ବ୍ରାକେଟ୍ ମଧ୍ୟରେ a, କମା, ଡବଲ୍ କ୍ଵୋଟ୍ ମଧ୍ୟରେ b ଇକ୍ଵାଲ୍ ଟୁ hash କର୍ଲୀ ବ୍ରାକେଟ୍ ମଧ୍ୟରେ b |
| 07:11 | Enter ଦାବନ୍ତୁ |
| 07:13 | ଆମେ ଆଉଟପୁଟ୍ ଭାବେ a=10 |
| 07:16 | b=20 ପାଇବା |
| 07:20 | ବର୍ତ୍ତମାନ, ଚାଲନ୍ତୁ a ଓ bର ବିନୀମୟ କରିବା |
| 07:23 | ଏଥି ପାଇଁ ଟାଇପ୍ କରନ୍ତୁ: |
| 07:25 | a କମା b ଇକ୍ଵାଲ୍ ଟୁ b କମା a |
| 07:31 | Enter ଦାବନ୍ତୁ |
| 07:33 | puts କମାଣ୍ଡ୍ ପାଇଁ ଅପ୍-ଆରୋ କୀ କୁ ଦୁଇଥର ଦାବନ୍ତୁ ଏବଂ Enter ଦାବନ୍ତୁ |
| 07:39 | ଆମେ ନିମ୍ନ ଭାବେ ଆଉଟପୁଟ୍ ପାଇବା- |
| 07:41 | a=20 |
| 07:44 | b=10 |
| 07:47 | ବର୍ତ୍ତମାନ ଆମେ, Rubyରେ range ବିଷୟରେ ଶିଖିବା |
| 07:50 | Range ମଧ୍ୟରେ ଭାଲ୍ୟୁଗୁଡିକ, ସଂଖ୍ୟା, ଅକ୍ଷର, ଷ୍ଟ୍ରିଙ୍ଗ୍ କିମ୍ବା ଅବଜେକ୍ଟ ହୋଇପାରେ |
| 07:58 | ଗୋଟିଏ sequenceକୁ ଦର୍ଶାଇବା ପାଇଁ Ranges ବ୍ୟବହୃତ ହୁଏ |
| 08:02 | ଭାଲ୍ୟୁଗୁଡିକର ଗୋଟିଏ କ୍ରମାଗତ ପରିସର ସୃଷ୍ଟି କରିବା ପାଇଁ Sequence range ବ୍ୟବହୃତ ହୁଏ |
| 08:06 | ଏହା, ଗୋଟିଏ ଷ୍ଟାର୍ଟ ଭାଲ୍ୟୁ, ରେଞ୍ଜ ଅଫ୍ values ଓ ଗୋଟିଏ end ଭାଲ୍ୟୁ କୁ ନେଇ ଗଠିତ ହୋଇଥାଏ |
| 08:13 | (..) ଦୁଇଟି ଡଟ୍ ଅପରେଟର୍, ଗୋଟିଏ ଇନକ୍ଲୁସିଭ୍ range ସୃଷ୍ଟି କରିବ |
| 08:16 | (...) ତିନୋଟି ଡଟ୍ ଅପରେଟର୍, ଗୋଟିଏ ଏକ୍ସକ୍ଲୁସିଭ୍ range ସୃଷ୍ଟି କରିବ |
| 08:20 | ଗୋଟିଏ ଭାଲ୍ୟୁ ଏକ ନିର୍ଦ୍ଦିଷ୍ଟ ପରିସରରେ ଅନ୍ତର୍ଭୁକ୍ତ ଅଛି କି ନାହିଁ ଚିହ୍ନିତ କରିବା ପାଇଁ ରେଞ୍ଜଗୁଡିକ ବ୍ୟବହାର ହୋଇଥାନ୍ତି |
| 08:26 | ଏହାକୁ, equality ଅପରେଟର୍ (===) ବ୍ୟବହାର କରି କରନ୍ତୁ |
| 08:30 | ଚାଲନ୍ତୁ, ranges ଉପରେ କିଛି ଉଦାହରଣ ଚେଷ୍ଟା କରିବା |
| 08:33 | ଟର୍ମିନଲକୁ ଫେରିଆସନ୍ତୁ |
| 08:36 | ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ 1 two dots 10 ତା’ପରେ ଡଟ୍ ଟୁ ଅଣ୍ଡରସ୍କୋର୍ a |
| 08:46 | ଦୁଇଟି ଡଟ୍ ଅପରେଟର୍, ଇନକ୍ଲୁସିଭ୍ range ସୃଷ୍ଟି କରେ |
| 08:50 | ଗୋଟିଏ ରେଞ୍ଜ ମଧ୍ୟରେ, ଇନକ୍ଲୁସିଭ୍ ଅପରେଟରରେ ଉଭୟ begin ଓ end ଭାଲ୍ୟୁଗୁଡିକ ଅନ୍ତର୍ଭୁକ୍ତ ଥାଏ |
| 08:57 | ଏଠାରେ to_a ମେଥଡ୍ ଗୋଟିଏ rangeକୁ ଏକ ତାଲିକାରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ |
| 09:03 | Enter ଦାବନ୍ତୁ |
| 09:05 | ଏଠାରେ ଆପଣ ଦେଖିପାରୁଥିବେ, ଭାଲ୍ୟୁ 1 ଓ 10, ରେଞ୍ଜ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି |
| 09:11 | ବର୍ତ୍ତମାନ ଚାଲନ୍ତୁ, ଗୋଟିଏ exclusive range ଅପରେଟର୍ ଦେଖିବା |
| 09:16 | ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ 1 three dots 10 ତା’ପରେ ଡଟ୍ ଟୁ ଅଣ୍ଡରସ୍କୋର୍ a |
| 09:27 | ତିନୋଟି ଡଟ୍ ଅପରେଟର୍, ଗୋଟିଏ ଏକ୍ସକ୍ଲୁସିଭ୍ range ସୃଷ୍ଟି କରେ |
| 09:31 | Exclusive range ଅପରେଟର୍, end ଭାଲ୍ୟୁକୁ ଅନୁକ୍ରମରୁ ବାଦ୍ ଦେଇଥାଏ |
| 09:37 | Enter ଦାବନ୍ତୁ |
| 09:39 | ଏଠାରେ end ଭାଲ୍ୟୁ 10, ରେଞ୍ଜରେ ଅନ୍ତର୍ଭୁକ୍ତ ହୁଏନାହିଁ |
| 09:45 | ବର୍ତ୍ତମାନ, 5, 1 ରୁ 10 ରେଞ୍ଜ ମଧ୍ୟରେ ଅବସ୍ଥିତ କି ନୁହେଁ ଯାଞ୍ଚ କରନ୍ତୁ |
| 09:50 | ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ 1 two dots 10 ତିନି ଥର ଇକ୍ଵାଲ୍ ଟୁ ଏବଂ ତା’ପରେ 5 |
| 10:00 | Enter ଦାବନ୍ତୁ |
| 10:02 | ଏକ୍ଵାଲିଟୀ ଅପରେଟର୍, ଗୋଟିଏ ଭାଲ୍ୟୁ ରେଞ୍ଜ ମଧ୍ୟରେ ଅଛି କି ନାହିଁ ଯାଞ୍ଚ କରେ |
| 10:07 | ଆମେ ଆଉଟପୁଟ୍ ଭାବେ true ପାଇବା ଯେହେତୁ 5, 1 ରୁ 10 ରେଞ୍ଜ ମଧ୍ୟରେ ଅଛି |
| 10:14 | ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 10:17 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 10:20 | ଲଜିକଲ୍ ଅପରେଟର୍ ଯାହା, ଡବଲ୍ ଆମ୍ପରସାଣ୍ଡ୍, ଡବଲ୍ pipe ଓ ଏକ୍ସକ୍ଲାମେଶନ୍ ମାର୍କ୍ ଅପରେଟର୍. |
| 10:27 | ପାରାଲାଲ୍ ଆସାଇନମେଣ୍ଟ୍, ଉଦାହରଣ: a କମା b କମା c = 10 କମା 20 କମା 30 |
| 10:34 | ରେଞ୍ଜ ଅପରେଟର୍- ଇନକ୍ଲୁସିଭ୍ ଅପରେଟର୍(..) ଓ ଏକ୍ସକ୍ଲୁସିଭ୍ ଅପରେଟର୍(...) |
| 10:39 | ଏକ ଆସାଇନମେଣ୍ଟ ଭାବେ, |
| 10:41 | parallel assignment ବ୍ୟବହାର କରି ଦୁଇଟି ଭେରିଏବଲ୍ ଘୋଷଣା କରନ୍ତୁ ଏବଂ |
| 10:45 | ସେମାନଙ୍କର ଯୋଗଫଳ 20 ଓ 50 ମଧ୍ୟରେ ଅବସ୍ଥିତ କି ନୁହେଁ, ଯାଞ୍ଚ୍ କରନ୍ତୁ |
| 10:49 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 10:52 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:56 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 11:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 11:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
| 11:05 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 11:09 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 11:15 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 11:19 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 11:25 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 11:34 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
| 11:38 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |