Ruby/C2/Arithmetic-and-Relational-Operators/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ Rubyରେ, Arithmetic & Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:08 | ଆରିଥମେଟିକ୍ ଅପରେଟର୍ସ |
00:10 | ଅପରେଟର୍ ପ୍ରିସିଡେନ୍ସ |
00:12 | ରିଲେଶନାଲ୍ ଅପରେଟର୍ସ |
00:14 | ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS, Ruby 1.9.3 |
00:23 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସରେ ଟର୍ମିନଲ ଓ ଟେକ୍ସଟ ଏଡିଟରର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ |
00:28 | ଆପଣ irb ସହିତ ମଧ୍ୟ ପରିଚିତ ଥିବା ଆବଶ୍ୟକ |
00:31 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:34 | ବର୍ତ୍ତମାନ, ଚାଲନ୍ତୁ ଆରିଥମେଟିକ୍ ଅପରେଟର୍ସ ବିଷୟରେ ଶିଖିବା |
00:38 | ନିମ୍ନଲିଖିତ ଆରିଥମେଟିକ୍ ଅପରେଟରଗୁଡିକ Rubyରେ ଉପଲବ୍ଧ ଅଛି |
00:42 | |
00:45 | - ସବଟ୍ରାକ୍ସନ୍, ଯେପରି a-b |
00:48 | / ଡିଭିଜନ୍, ଯେପରି a/b |
00:51 | * ମଲ୍ଟିପ୍ଲିକେଶନ୍, ଯେପରି a*b |
00:55 | % ମୋଡୁଲସ୍, ଯେପରି a%b |
00:59 | ** ଏକ୍ସପୋନେଣ୍ଟ୍, ଯେପରି a**b |
01:04 | ଚାଲନ୍ତୁ irb ବ୍ୟବହାର କରି ଏହି ଆରିଥମେଟିକ୍ ଅପରେଟରଗୁଡିକୁ ଚେଷ୍ଟା କରିବା |
01:08 | Ctrl, Alt ଓ T କୀ କୁ ଏକ ସଙ୍ଗେ ଦାବି, ଟର୍ମିନଲ୍ ଖୋଲନ୍ତୁ |
01:14 | ଆପଣଙ୍କ ସ୍କ୍ରୀନ୍ ଉପରେ ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଦେଖାଦେବ |
01:17 | irb ଟାଇପ୍ କରନ୍ତୁ ଏବଂ ଇଣ୍ଟରାକ୍ଟିଭ୍ Ruby କୁ ଲଞ୍ଚ୍ କରିବା ପାଇଁ Enter ଦାବନ୍ତୁ |
01:21 | ଟାଇପ୍ କରନ୍ତୁ: 10 ପ୍ଲସ୍ 20 ଏବଂ Enter ଦାବନ୍ତୁ |
01:25 | ଆଡିଶନ୍ କାର୍ଯ୍ୟ ସମ୍ପାଦନ ହେବ ଏବଂ ପରିଣାମ 30 ପ୍ରଦର୍ଶିତ ହେବ |
01:31 | ସେହିଭଳି, ସବଟ୍ରାକ୍ସନ୍ ଓ ମଲ୍ଟିପ୍ଲିକେଶନ୍ କାର୍ଯ୍ୟକୁ ସମ୍ପାଦନ କରାଯାଇପାରିବ |
01:35 | ଚାଲନ୍ତୁ, ଡିଭିଜନ୍ ଅପରେଟରକୁ ଚେଷ୍ଟା କରିବା |
01:38 | ଟାଇପ୍ କରନ୍ତୁ: 10 ସ୍ଲାଶ୍ 4 |
01:40 | ଏବଂ Enter ଦାବନ୍ତୁ |
01:42 | ଏଠାରେ ଆପଣ ଦେଖିପାରିବେ, ପରିଣାମ ନିକଟସ୍ଥ ଗଣନ ସଂଖ୍ୟା 2 ଠାରୁ ଭିନ୍ନ ହୋଇଯାଇଛି |
01:47 | ଏକ ସଠିକ୍ ଉତ୍ତର ପ୍ରାପ୍ତ କରିବା ପାଇଁ, ଗୋଟିଏ ସଂଖ୍ୟାକୁ float ଭାବେ ପ୍ରକାଶ କରନ୍ତୁ |
01:52 | ଟାଇପ୍ କରନ୍ତୁ: 10.0 ସ୍ଲାଶ୍ 4 |
01:56 | ଏବଂ Enter ଦାବନ୍ତୁ |
01:58 | ବର୍ତ୍ତମାନ, ଆମେ ପରିଣାମ 2.5 ଭାବେ ପାଇଥାଉ |
02:01 | ବର୍ତ୍ତମାନ, ଚାଲନ୍ତୁ ମୋଡୁଲସ୍ ଅପରେଟର୍ ଚେଷ୍ଟା କରିବା |
02:05 | ମୋଡୁଲସ୍ ଅପରେଟର୍, ଅବଶିଷ୍ଟାଂସକୁ ଆଉଟପୁଟ୍ ଭାବେ ରିଟର୍ଣ୍ଣ କରିବ |
02:09 | ଟାଇପ୍ କରନ୍ତୁ: 12 ଶତକଡା ଚିହ୍ନ 5 ଏବଂ Enter ଦାବନ୍ତୁ |
02:15 | ଏଠାରେ, 12, 5 ଦ୍ଵାରା ଭାଗ ହେବ ଏବଂ ଅବଶିଷ୍ଟାଂସ 2 ରିଟର୍ଣ୍ଣ ମିଳିବ |
02:21 | ବର୍ତ୍ତମାନ, ଚାଲନ୍ତୁ ଏକ୍ସପୋନେଣ୍ଟ୍ ଅପରେଟର୍ ଚେଷ୍ଟା କରିବା |
02.24 | ଟାଇପ୍ କରନ୍ତୁ: 2 ଦୁଇଟି ଆଷ୍ଟେରିସ୍କ ଚିହ୍ନ ଏବଂ ତା’ପରେ 5 ଏବଂ Enter ଦାବନ୍ତୁ |
02:32 | ଏହାର ଅର୍ଥ ହେଉଛି, 2ର ଘାତ 5କୁ ବୃଦ୍ଧି ହେବ |
02:36 | ତେଣୁ, ଆମେ 32 ଆଉଟପୁଟ୍ ପାଇବା |
02:39 | ଏହାପରେ ଚାଲନ୍ତୁ, ଆମେ operator precedence ବିଷୟରେ ଶିଖିବା |
02:44 | ଯେତେବେଳେ ଗୋଟିଏ ଗାଣିତିକ ଏକ୍ସପ୍ରେସନରେ ଅନେକ କାର୍ଯ୍ୟ ହେବାକୁ ଥାଏ, |
02:47 | ପ୍ରତ୍ୟେକ ଅଂଶ ମୂଲ୍ୟାଙ୍କିତ ହୋଇଥାଏ |
02:50 | ଏବଂ ଗୋଟିଏ ପୂର୍ବ ନିର୍ଦ୍ଧାରିତ କ୍ରମ ଯାହା ଅପରେଟର୍ ପ୍ରିସିଡେନ୍ସ, ଦ୍ଵାରା ସମାଧାନ୍ ହୋଇଥାଏ |
02:56 | ଏହାର ଅର୍ଥ ହେଉଛି, ସର୍ବୋଚ୍ଚ ଆବଶ୍ୟକତା ଥିବା କାର୍ଯ୍ୟ ପ୍ରଥମେ ନିଷ୍ପାଦନ ହୁଏ |
03:01 | ଏହାପରେ, ଆବଶ୍ୟକତା କ୍ରମାନୁସାରେ ପରବର୍ତ୍ତୀ କାର୍ଯ୍ୟ ହେବ ଏବଂ ଏହି ପରି |
03:07 | ଏହି ସ୍ଲାଇଡ୍, ଉଚ୍ଚତମ precedence ଠାରୁ ନିମ୍ନତମ ପର୍ଯ୍ୟନ୍ତ କାର୍ଯ୍ୟଗୁଡିକର ତାଲିକା କରିଥାଏ |
03:13 | ଉଦାହରଣସ୍ଵରୂପ, 3 + 4 * 5, 23 ଦେଇଥାଏ, 35 ନୁହେଁ |
03:23 | ଆଡିଶନ୍ ଅପରେଟର୍, ପ୍ଲସ୍ ଅପେକ୍ଷା, ମଲ୍ଟିପ୍ଲିକେଶନ୍ ଅପରେଟରର ଉଚ୍ଚତମ ପ୍ରିସିଡେନ୍ସ ଅଛି |
03:29 | ଏବଂ ସେଥିପାଇଁ ପ୍ରଥମେ ମୂଲ୍ୟାଙ୍କିତ ହେବ |
03:32 | ତେଣୁ, ଚରୋଟି ଫାଇଭ୍ ଟ୍ଵେଣ୍ଟୀ ହେବ ଏବଂ 20ରେ ଥ୍ରୀ ଯୋଗ ହୋଇ, ଆଉଟପୁଟ୍ 23 ଦେବ |
03:42 | ଚାଲନ୍ତୁ, ଅପରେଟର୍ ପ୍ରିସିଡେନ୍ସ ଉପରେ ପର୍ଯ୍ୟବସିତ କିଛି ଉଦାହରଣ ଦେଖିବା |
03:47 | ଟର୍ମିନଲକୁ ଫେରିଚାଲନ୍ତୁ ଏବଂ |
03:50 | irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ |
03:56 | ବର୍ତ୍ତମାନ ଟାଇପ୍ କରନ୍ତୁ: 7 ବିଯୋଗ 2 ଗୁଣନ 3 |
04:03 | ଏବଂ Enter ଦାବନ୍ତୁ |
04:05 | ଆମେ ଉତ୍ତର 1 ପାଇବା |
04:08 | ଏଠାରେ, ବିଯୋଗ ଚିହ୍ନ ଅପେକ୍ଷା, ଆଷ୍ଟେରିସ୍କ ଚିହ୍ନର ଅଧିକ ପ୍ରାଧାନ୍ୟ ଅଛି |
04:13 | ତେଣୁ, ପ୍ରଥମେ ଗୁଣନ କାର୍ଯ୍ୟ ସମ୍ପାଦନ ହୁଏ ଏବଂ ତା’ପରେ ବିଯୋଗ କାର୍ଯ୍ୟ ସମ୍ପାଦନ ହୁଏ |
04:20 | ଚାଲନ୍ତୁ, ଅନ୍ୟ ଉଦାହରଣ ଦେଖିବା |
04:22 | ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ, 10 ପ୍ଲସ୍ 2 ସ୍ଲାଶ୍ 4 |
04:29 | ଏବଂ Enter ଦାବନ୍ତୁ. ଆମେ ଉତ୍ତର 3 ପାଇବା |
04:33 | ଏହି କ୍ଷେତ୍ରରେ, ହରଣ(ସ୍ଲାଶ୍) ଅପେକ୍ଷା, () ବ୍ରାକେଟର ଅଧିକ ପ୍ରାଧାନ୍ୟ ଅଛି |
04:39 | ତେଣୁ, ବ୍ରାକେଟ୍ ମଧ୍ୟରେ ଥିବା କାର୍ଯ୍ୟ, ଯେପରି ଯୋଗ, ପ୍ରଥମେ ସମ୍ପାଦନ ହେଲା |
04:44 | ତା’ପରେ ହରଣ ସମ୍ପାଦନ ହେଲା |
04:47 | ଚାଲନ୍ତୁ, ରିଲେଶନାଲ୍ ଅପରେଟର୍ସ ବିଷୟରେ ଶିଖିବା |
04:51 | ଆମ ସାଇଡ୍ସକୁ ଫେରି ଚାଲନ୍ତୁ |
04:54 | ରିଲେଶନାଲ୍ ଅପରେଟରଗୁଡିକ, କମ୍ପ୍ୟାରିଜନ୍ ଅପରେଟର୍ ଭାବେ ମଧ୍ୟ ଜଣାଶୁଣା |
04:59 | ରିଲେଶନାଲ୍ ଅପରେଟରଗୁଡିକୁ ବ୍ୟବହାର କରୁଥିବା ଏକ୍ସପ୍ରେସନ୍, ବୂଲିଆନ୍ ଭାଲ୍ୟୁ ପ୍ରଦାନ କରନ୍ତି |
05:04 | Rubyରେ ଥିବା ରିଲେଶନାଲ୍ ଅପରେଟରଗୁଡିକ ହେଲେ- |
05:07 | == ଇକ୍ଵାଲ୍ ଟୁ, ଯେପରି a==b |
05:14 | ଡଟ୍ eql ପ୍ରଶ୍ନବାଚକ ଚିହ୍ନ, ଯେପରି a.eql?b |
05:21 | != ନଟ୍ ଇକ୍ଵାଲ୍ ଟୁ, ଯେପରି a ଏକ୍ସକ୍ଲାମେଶନ୍ equals b |
05:28 | < ଲେସ୍ ଦ୍ୟାନ୍, ଯେପରି a < b |
05:32 | > ଗ୍ରେଟର୍ ଦ୍ୟାନ୍, ଯେପରି a > b |
05:37 | <= ଲେସର୍ ଦ୍ୟାନ୍ ଅର୍ ଇକ୍ଵାଲ୍ ଟୁ, ଯେପରି a less than arrow equals b |
05:44 | >= ଗ୍ରେଟର୍ ଦ୍ୟାନ୍ ଅର୍ ଇକ୍ଵାଲ୍ ଟୁ, ଯେପରି a greater than arrow equals b |
05:49 | <=> କମ୍ବାଇଣ୍ଡ୍ କମ୍ପ୍ୟାରିଜନ୍, ଯେପରି a less than arrow equal greater than arrow b. |
05:56 | ଚାଲନ୍ତୁ, ଏହି ଅପରେଟର୍ କିଛି ବ୍ୟବହାର କରିବା |
06:00 | ଟର୍ମିନଲକୁ ଯା’ନ୍ତୁ |
06:02 | irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ |
06:09 | ଚାଲନ୍ତୁ, equals to ଅପରେଟର୍ ବ୍ୟବହାର କରିବା |
06:11 | ତେଣୁ ଟାଇପ୍ କରନ୍ତୁ: 10 ଇକ୍ଵାଲ୍ସ ଇକ୍ଵାଲ୍ସ 10 |
06:16 | ଏବଂ Enter ଦାବନ୍ତୁ. ଆମେ ଆଉଟପୁଟ୍ ଭାବେ true ପାଇବା |
06:20 | .eql? ଅପରେଟର୍, ଇକ୍ଵାଲ୍ସ ଟୁ ଅପରେଟର୍ ଭଳି ସମାନ ଅଟେ |
06:24 | ଚାଲନ୍ତୁ, ଏହାକୁ ଚେଷ୍ଟା କରିବା. ବର୍ତ୍ତମାନ, ଟାଇପ୍ କରନ୍ତୁ, 10 .eql?10 ଏବଂ Enter ଦାବନ୍ତୁ |
06:33 | ଆମେ ଆଉଟପୁଟ୍ ଭାବେ true ପାଇବା |
06:35 | ବର୍ତ୍ତମାନ ଚାଲନ୍ତୁ, ନଟ୍ ଇକ୍ଵାଲ୍ ଟୁ ଅପରେଟର୍ ବ୍ୟବହାର କରିବା |
06:39 | ଟାଇପ୍ କରନ୍ତୁ: 10 ନଟ୍ ଇକ୍ଵାଲ୍ 10 |
06:44 | ଏବଂ Enter ଦାବନ୍ତୁ |
06:46 | ଆମେ ଆଉଟପୁଟ୍ ଭାବେ false ପାଇବା |
06:48 | ଏହାର କାରଣ ହେଉଛି, ଦୁଇଟି ଯାକ ସଂଖ୍ୟା ସମାନ ଅଟନ୍ତି |
06:51 | irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ |
06:56 | ବର୍ତ୍ତମାନ, less than ଅପରେଟର୍ ବ୍ୟବହାର କରିବା |
07:00 | ଟାଇପ୍ କରନ୍ତୁ: 10 ଲେସ୍ ଦ୍ୟାନ୍ 5 ଏବଂ Enter ଦାବନ୍ତୁ |
07:05 | ଏଠାରେ, ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ୍ ଠାରୁ ସାନ ହୁଏ, ତେବେ ଏହା true ରିଟର୍ଣ୍ଣ କରିବ |
07:10 | ନହେଲେ, ଏହା false ରିଟର୍ଣ୍ଣ କରିବ. |
07:14 | ଆମେ ଆଉଟପୁଟ୍ false ପାଇବା କାରଣ 10, 5 ଠାରୁ ସାନ ନୁହେଁ |
07:19 | ବର୍ତ୍ତମାନ, greater than ଅପରେଟର୍ ବ୍ୟବହାର କରିବା |
07:22 | ଟାଇପ୍ କରନ୍ତୁ: 5 ଗ୍ରେଟର୍ ଦ୍ୟାନ୍ 2 |
07:26 | ଏଠାରେ, ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ୍ ଠାରୁ ବଡ ହୁଏ, ତେବେ ଏହା true ରିଟର୍ଣ୍ଣ କରିବ |
07:31 | ନହେଲେ, ଏହା false ରିଟର୍ଣ୍ଣ କରିବ. |
07:34 | Enter ଦାବନ୍ତୁ |
07:36 | ଏହି କ୍ଷେତ୍ରରେ, ଆମେ ଆଉଟପୁଟ୍ true ପାଇବା କାରଣ 5, 2 ଠାରୁ ଯାହାହେଲେବି ବଡ |
07:42 | irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ |
07:47 | ବର୍ତ୍ତମାନ, less than equal to ଅପରେଟର୍ ବ୍ୟବହାର କରିବା |
07:51 | ଟାଇପ୍ କରନ୍ତୁ: 12 ଲେସ୍ ଦ୍ୟାନ୍ ଇକ୍ଵାଲ୍ 12 |
07:56 | ଏବଂ Enter ଦାବନ୍ତୁ |
07:59 | ଏଠାରେ, ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ୍ ଠାରୁ ସାନ କିମ୍ବା ସମାନ ହୁଏ, ତେବେ ଏହା true ରିଟର୍ଣ୍ଣ କରିବ |
08:04 | ନହେଲେ, ଏହା false ରିଟର୍ଣ୍ଣ କରିବ. |
08:07 | ଆମେ ଆଉଟପୁଟ୍ true ପାଇବା କାରଣ 12, 12 ସହିତ ସମାନ ଅଟେ |
08:11 | ଏହିପରି, ଆପଣ greater than or equal to ଅପରେଟର୍ ବ୍ୟବହାର କରିପାରିବେ |
08:15 | ବର୍ତ୍ତମାନ, ଚାଲନ୍ତୁ combined comparison ଅପରେଟର୍ ବ୍ୟବହାର କରିବା |
08:19 | combined comparison ଅପରେଟର୍: |
08:21 | ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ ସହ ସମାନ ହୁଏ, ଏହା 0 ରିଟର୍ଣ୍ଣ କରିବ |
08:24 | ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ ଠାରୁ ବଡ ହୁଏ ତେବେ ଏହା 1 ରିଟର୍ଣ୍ଣ କରିବ ଏବଂ |
08:29 | ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ ଠାରୁ ସାନ ହୁଏ ତେବେ ଏହା -1 ରିଟର୍ଣ୍ଣ କରିବ |
08:34 | ଏହା କିପରି କାର୍ଯ୍ୟ କରେ, ଗୋଟିଏ ଉଦାହରଣ ସାହାଯ୍ୟରେ ଦେଖିବା |
08:36 | ଟାଇପ୍ କରନ୍ତୁ: 3 ଲେସ୍ ଦ୍ୟାନ୍ ଇକ୍ଵାଲ୍ ଗ୍ରେଟର୍ ଦ୍ୟାନ୍ 3 |
08:41 | ଏବଂ Enter ଦାବନ୍ତୁ |
08:43 | ଆମେ ଆଉଟପୁଟ୍ ଭାବେ 0 ପାଇବା |
08:45 | କାରଣ ଉଭୟ ଅପରାଣ୍ଡ ସମାନ ଅଟନ୍ତି, ଯାହା ଥ୍ରୀ ଅଟେ |
08:50 | ଚାଲନ୍ତୁ, ଅପରାଣ୍ଡଗୁଡିକ ମଧ୍ୟରୁ ଗୋଟିଏକୁ 4ରେ ବଦଳାନ୍ତୁ |
08:53 | ଟାଇପ୍ କରନ୍ତୁ: 4 ଲେସ୍ ଦ୍ୟାନ୍ ଇକ୍ଵାଲ୍ ଗ୍ରେଟର୍ ଦ୍ୟାନ୍ 3 |
08:58 | ଏବଂ Enter ଦାବନ୍ତୁ. ଆମେ 1 ଭାବେ ଆଉଟପୁଟ୍ ପାଇବା |
09:01 | ଯେହେତୁ 4, 3 ଠାରୁ ବଡ ଅଟେ |
09:04 | ବର୍ତ୍ତମାନ, ଏହି ଉଦାହରଣକୁ ପୁନର୍ବାର ବଦଳାଇଦେବା |
09:07 | ଟାଇପ୍ କରନ୍ତୁ: 4 ଲେସ୍ ଦ୍ୟାନ୍ ଇକ୍ଵାଲ୍ ଟୁ ଗ୍ରେଟର୍ ଦ୍ୟାନ୍ 7 |
09:11 | ଏବଂ Enter ଦାବନ୍ତୁ |
09:13 | ଆମେ ଆଉଟପୁଟ୍ ଭାବେ -1 ପାଇବା. ଯେହେତୁ 4, 7 ଠାରୁ ସାନ ଅଟେ |
09:17 | ଏକ ଆସାଇନମେଣ୍ଟ ଭାବେ, |
09:19 | ନିମ୍ନଲିଖିତ ଉଦାହରଣଗୁଡିକୁ irb ବ୍ୟବହାର କରି ସମାଧାନ କରନ୍ତୁ ଏବଂ ଆଉଟପୁଟ୍ ଯାଞ୍ଚ୍ କରନ୍ତୁ: |
09:24 | 10 + ବ୍ରାକେଟ୍ ଆରମ୍ଭ 2 asterisk 5 ବ୍ରାକେଟ୍ ଶେଷ 8 ସ୍ଲାଶ୍ 2 |
09:32 | 4 asterisk 5 ସ୍ଲାଶ୍ 2 ପ୍ଲସ୍ 7 |
09:37 | ମେଥଡ୍ ବ୍ୟବହାର କରି ଆରିଥମେଟିକ୍ ଅପରେଟର୍ସଗୁଡିକୁ ମଧ୍ୟ ଚେଷ୍ଟା କରନ୍ତୁ |
09:42 | ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:45 | ସଂକ୍ଷିପ୍ତରେ |
09:47 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
09:49 | ଆରିଥମେଟିକ୍ ଅପରେଟର୍ସ- ଯୋଗ, ବିଯୋଗ, asterisk, ସ୍ଲାଶ୍ ଷ୍ଟାଣ୍ଡିଙ୍ଗ୍ ଫର୍ ଆଡିଶନ୍, ସବଟ୍ରାକ୍ସନ୍, ମଲ୍ଟିପ୍ଲିକେଶନ୍, ଡିଭିଜନ୍ |
09:59 | ଅପରେଟର୍ ପ୍ରିସିଡେନ୍ସ |
10:01 | ରିଲେଶନାଲ୍ ଅପରେଟର୍ |
10:04 | ଅନେକ ଉଦାହରଣ ବ୍ୟବହାର କରି |
10:06 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
10:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:14 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
10:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
10:26 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:32 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
10:36 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
10:43 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:51 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
10:57 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |