Ruby/C2/Arithmetic-and-Relational-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ Rubyରେ, Arithmetic & Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:08 ଆରିଥମେଟିକ୍ ଅପରେଟର୍ସ
00:10 ଅପରେଟର୍ ପ୍ରିସିଡେନ୍ସ
00:12 ରିଲେଶନାଲ୍ ଅପରେଟର୍ସ
00:14 ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS, Ruby 1.9.3
00:23 ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର ଲିନକ୍ସରେ ଟର୍ମିନଲ ଓ ଟେକ୍ସଟ ଏଡିଟରର ବ୍ୟବହାର ଉପରେ ଜ୍ଞାନ ଥିବା ଆବଶ୍ୟକ
00:28 ଆପଣ irb ସହିତ ମଧ୍ୟ ପରିଚିତ ଥିବା ଆବଶ୍ୟକ
00:31 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:34 ବର୍ତ୍ତମାନ, ଚାଲନ୍ତୁ ଆରିଥମେଟିକ୍ ଅପରେଟର୍ସ ବିଷୟରେ ଶିଖିବା
00:38 ନିମ୍ନଲିଖିତ ଆରିଥମେଟିକ୍ ଅପରେଟରଗୁଡିକ Rubyରେ ଉପଲବ୍ଧ ଅଛି
00:42 + ଆଡିଶନ୍, ଯେପରି a+b
00:45 - ସବଟ୍ରାକ୍ସନ୍, ଯେପରି a-b
00:48 / ଡିଭିଜନ୍, ଯେପରି a/b
00:51 * ମଲ୍ଟିପ୍ଲିକେଶନ୍, ଯେପରି a*b
00:55  % ମୋଡୁଲସ୍, ଯେପରି a%b
00:59 ** ଏକ୍ସପୋନେଣ୍ଟ୍, ଯେପରି a**b
01:04 ଚାଲନ୍ତୁ irb ବ୍ୟବହାର କରି ଏହି ଆରିଥମେଟିକ୍ ଅପରେଟରଗୁଡିକୁ ଚେଷ୍ଟା କରିବା
01:08 Ctrl, Alt ଓ T କୀ କୁ ଏକ ସଙ୍ଗେ ଦାବି, ଟର୍ମିନଲ୍ ଖୋଲନ୍ତୁ
01:14 ଆପଣଙ୍କ ସ୍କ୍ରୀନ୍ ଉପରେ ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଦେଖାଦେବ
01:17 irb ଟାଇପ୍ କରନ୍ତୁ ଏବଂ ଇଣ୍ଟରାକ୍ଟିଭ୍ Ruby କୁ ଲଞ୍ଚ୍ କରିବା ପାଇଁ Enter ଦାବନ୍ତୁ
01:21 ଟାଇପ୍ କରନ୍ତୁ: 10 ପ୍ଲସ୍ 20 ଏବଂ Enter ଦାବନ୍ତୁ
01:25 ଆଡିଶନ୍ କାର୍ଯ୍ୟ ସମ୍ପାଦନ ହେବ ଏବଂ ପରିଣାମ 30 ପ୍ରଦର୍ଶିତ ହେବ
01:31 ସେହିଭଳି, ସବଟ୍ରାକ୍ସନ୍ ଓ ମଲ୍ଟିପ୍ଲିକେଶନ୍ କାର୍ଯ୍ୟକୁ ସମ୍ପାଦନ କରାଯାଇପାରିବ
01:35 ଚାଲନ୍ତୁ, ଡିଭିଜନ୍ ଅପରେଟରକୁ ଚେଷ୍ଟା କରିବା
01:38 ଟାଇପ୍ କରନ୍ତୁ: 10 ସ୍ଲାଶ୍ 4
01:40 ଏବଂ Enter ଦାବନ୍ତୁ
01:42 ଏଠାରେ ଆପଣ ଦେଖିପାରିବେ, ପରିଣାମ ନିକଟସ୍ଥ ଗଣନ ସଂଖ୍ୟା 2 ଠାରୁ ଭିନ୍ନ ହୋଇଯାଇଛି
01:47 ଏକ ସଠିକ୍ ଉତ୍ତର ପ୍ରାପ୍ତ କରିବା ପାଇଁ, ଗୋଟିଏ ସଂଖ୍ୟାକୁ float ଭାବେ ପ୍ରକାଶ କରନ୍ତୁ
01:52 ଟାଇପ୍ କରନ୍ତୁ: 10.0 ସ୍ଲାଶ୍ 4
01:56 ଏବଂ Enter ଦାବନ୍ତୁ
01:58 ବର୍ତ୍ତମାନ, ଆମେ ପରିଣାମ 2.5 ଭାବେ ପାଇଥାଉ
02:01 ବର୍ତ୍ତମାନ, ଚାଲନ୍ତୁ ମୋଡୁଲସ୍ ଅପରେଟର୍ ଚେଷ୍ଟା କରିବା
02:05 ମୋଡୁଲସ୍ ଅପରେଟର୍, ଅବଶିଷ୍ଟାଂସକୁ ଆଉଟପୁଟ୍ ଭାବେ ରିଟର୍ଣ୍ଣ କରିବ
02:09 ଟାଇପ୍ କରନ୍ତୁ: 12 ଶତକଡା ଚିହ୍ନ 5 ଏବଂ Enter ଦାବନ୍ତୁ
02:15 ଏଠାରେ, 12, 5 ଦ୍ଵାରା ଭାଗ ହେବ ଏବଂ ଅବଶିଷ୍ଟାଂସ 2 ରିଟର୍ଣ୍ଣ ମିଳିବ
02:21 ବର୍ତ୍ତମାନ, ଚାଲନ୍ତୁ ଏକ୍ସପୋନେଣ୍ଟ୍ ଅପରେଟର୍ ଚେଷ୍ଟା କରିବା
02.24 ଟାଇପ୍ କରନ୍ତୁ: 2 ଦୁଇଟି ଆଷ୍ଟେରିସ୍କ ଚିହ୍ନ ଏବଂ ତା’ପରେ 5 ଏବଂ Enter ଦାବନ୍ତୁ
02:32 ଏହାର ଅର୍ଥ ହେଉଛି, 2ର ଘାତ 5କୁ ବୃଦ୍ଧି ହେବ
02:36 ତେଣୁ, ଆମେ 32 ଆଉଟପୁଟ୍ ପାଇବା
02:39 ଏହାପରେ ଚାଲନ୍ତୁ, ଆମେ operator precedence ବିଷୟରେ ଶିଖିବା
02:44 ଯେତେବେଳେ ଗୋଟିଏ ଗାଣିତିକ ଏକ୍ସପ୍ରେସନରେ ଅନେକ କାର୍ଯ୍ୟ ହେବାକୁ ଥାଏ,
02:47 ପ୍ରତ୍ୟେକ ଅଂଶ ମୂଲ୍ୟାଙ୍କିତ ହୋଇଥାଏ
02:50 ଏବଂ ଗୋଟିଏ ପୂର୍ବ ନିର୍ଦ୍ଧାରିତ କ୍ରମ ଯାହା ଅପରେଟର୍ ପ୍ରିସିଡେନ୍ସ, ଦ୍ଵାରା ସମାଧାନ୍ ହୋଇଥାଏ
02:56 ଏହାର ଅର୍ଥ ହେଉଛି, ସର୍ବୋଚ୍ଚ ଆବଶ୍ୟକତା ଥିବା କାର୍ଯ୍ୟ ପ୍ରଥମେ ନିଷ୍ପାଦନ ହୁଏ
03:01 ଏହାପରେ, ଆବଶ୍ୟକତା କ୍ରମାନୁସାରେ ପରବର୍ତ୍ତୀ କାର୍ଯ୍ୟ ହେବ ଏବଂ ଏହି ପରି
03:07 ଏହି ସ୍ଲାଇଡ୍, ଉଚ୍ଚତମ precedence ଠାରୁ ନିମ୍ନତମ ପର୍ଯ୍ୟନ୍ତ କାର୍ଯ୍ୟଗୁଡିକର ତାଲିକା କରିଥାଏ
03:13 ଉଦାହରଣସ୍ଵରୂପ, 3 + 4 * 5, 23 ଦେଇଥାଏ, 35 ନୁହେଁ
03:23 ଆଡିଶନ୍ ଅପରେଟର୍, ପ୍ଲସ୍ ଅପେକ୍ଷା, ମଲ୍ଟିପ୍ଲିକେଶନ୍ ଅପରେଟରର ଉଚ୍ଚତମ ପ୍ରିସିଡେନ୍ସ ଅଛି
03:29 ଏବଂ ସେଥିପାଇଁ ପ୍ରଥମେ ମୂଲ୍ୟାଙ୍କିତ ହେବ
03:32 ତେଣୁ, ଚରୋଟି ଫାଇଭ୍ ଟ୍ଵେଣ୍ଟୀ ହେବ ଏବଂ 20ରେ ଥ୍ରୀ ଯୋଗ ହୋଇ, ଆଉଟପୁଟ୍ 23 ଦେବ
03:42 ଚାଲନ୍ତୁ, ଅପରେଟର୍ ପ୍ରିସିଡେନ୍ସ ଉପରେ ପର୍ଯ୍ୟବସିତ କିଛି ଉଦାହରଣ ଦେଖିବା
03:47 ଟର୍ମିନଲକୁ ଫେରିଚାଲନ୍ତୁ ଏବଂ
03:50 irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ
03:56 ବର୍ତ୍ତମାନ ଟାଇପ୍ କରନ୍ତୁ: 7 ବିଯୋଗ 2 ଗୁଣନ 3
04:03 ଏବଂ Enter ଦାବନ୍ତୁ
04:05 ଆମେ ଉତ୍ତର 1 ପାଇବା
04:08 ଏଠାରେ, ବିଯୋଗ ଚିହ୍ନ ଅପେକ୍ଷା, ଆଷ୍ଟେରିସ୍କ ଚିହ୍ନର ଅଧିକ ପ୍ରାଧାନ୍ୟ ଅଛି
04:13 ତେଣୁ, ପ୍ରଥମେ ଗୁଣନ କାର୍ଯ୍ୟ ସମ୍ପାଦନ ହୁଏ ଏବଂ ତା’ପରେ ବିଯୋଗ କାର୍ଯ୍ୟ ସମ୍ପାଦନ ହୁଏ
04:20 ଚାଲନ୍ତୁ, ଅନ୍ୟ ଉଦାହରଣ ଦେଖିବା
04:22 ଟାଇପ୍ କରନ୍ତୁ: ବ୍ରାକେଟ୍ ମଧ୍ୟରେ, 10 ପ୍ଲସ୍ 2 ସ୍ଲାଶ୍ 4
04:29 ଏବଂ Enter ଦାବନ୍ତୁ. ଆମେ ଉତ୍ତର 3 ପାଇବା
04:33 ଏହି କ୍ଷେତ୍ରରେ, ହରଣ(ସ୍ଲାଶ୍) ଅପେକ୍ଷା, () ବ୍ରାକେଟର ଅଧିକ ପ୍ରାଧାନ୍ୟ ଅଛି
04:39 ତେଣୁ, ବ୍ରାକେଟ୍ ମଧ୍ୟରେ ଥିବା କାର୍ଯ୍ୟ, ଯେପରି ଯୋଗ, ପ୍ରଥମେ ସମ୍ପାଦନ ହେଲା
04:44 ତା’ପରେ ହରଣ ସମ୍ପାଦନ ହେଲା
04:47 ଚାଲନ୍ତୁ, ରିଲେଶନାଲ୍ ଅପରେଟର୍ସ ବିଷୟରେ ଶିଖିବା
04:51 ଆମ ସାଇଡ୍ସକୁ ଫେରି ଚାଲନ୍ତୁ
04:54 ରିଲେଶନାଲ୍ ଅପରେଟରଗୁଡିକ, କମ୍ପ୍ୟାରିଜନ୍ ଅପରେଟର୍ ଭାବେ ମଧ୍ୟ ଜଣାଶୁଣା
04:59 ରିଲେଶନାଲ୍ ଅପରେଟରଗୁଡିକୁ ବ୍ୟବହାର କରୁଥିବା ଏକ୍ସପ୍ରେସନ୍, ବୂଲିଆନ୍ ଭାଲ୍ୟୁ ପ୍ରଦାନ କରନ୍ତି
05:04 Rubyରେ ଥିବା ରିଲେଶନାଲ୍ ଅପରେଟରଗୁଡିକ ହେଲେ-
05:07 == ଇକ୍ଵାଲ୍ ଟୁ, ଯେପରି a==b
05:14 ଡଟ୍ eql ପ୍ରଶ୍ନବାଚକ ଚିହ୍ନ, ଯେପରି a.eql?b
05:21  != ନଟ୍ ଇକ୍ଵାଲ୍ ଟୁ, ଯେପରି a ଏକ୍ସକ୍ଲାମେଶନ୍ equals b
05:28 < ଲେସ୍ ଦ୍ୟାନ୍, ଯେପରି a < b
05:32 > ଗ୍ରେଟର୍ ଦ୍ୟାନ୍, ଯେପରି a > b
05:37 <= ଲେସର୍ ଦ୍ୟାନ୍ ଅର୍ ଇକ୍ଵାଲ୍ ଟୁ, ଯେପରି a less than arrow equals b
05:44 >= ଗ୍ରେଟର୍ ଦ୍ୟାନ୍ ଅର୍ ଇକ୍ଵାଲ୍ ଟୁ, ଯେପରି a greater than arrow equals b
05:49 <=> କମ୍ବାଇଣ୍ଡ୍ କମ୍ପ୍ୟାରିଜନ୍, ଯେପରି a less than arrow equal greater than arrow b.
05:56 ଚାଲନ୍ତୁ, ଏହି ଅପରେଟର୍ କିଛି ବ୍ୟବହାର କରିବା
06:00 ଟର୍ମିନଲକୁ ଯା’ନ୍ତୁ
06:02 irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ
06:09 ଚାଲନ୍ତୁ, equals to ଅପରେଟର୍ ବ୍ୟବହାର କରିବା
06:11 ତେଣୁ ଟାଇପ୍ କରନ୍ତୁ: 10 ଇକ୍ଵାଲ୍ସ ଇକ୍ଵାଲ୍ସ 10
06:16 ଏବଂ Enter ଦାବନ୍ତୁ. ଆମେ ଆଉଟପୁଟ୍ ଭାବେ true ପାଇବା
06:20 .eql? ଅପରେଟର୍, ଇକ୍ଵାଲ୍ସ ଟୁ ଅପରେଟର୍ ଭଳି ସମାନ ଅଟେ
06:24 ଚାଲନ୍ତୁ, ଏହାକୁ ଚେଷ୍ଟା କରିବା. ବର୍ତ୍ତମାନ, ଟାଇପ୍ କରନ୍ତୁ, 10 .eql?10 ଏବଂ Enter ଦାବନ୍ତୁ
06:33 ଆମେ ଆଉଟପୁଟ୍ ଭାବେ true ପାଇବା
06:35 ବର୍ତ୍ତମାନ ଚାଲନ୍ତୁ, ନଟ୍ ଇକ୍ଵାଲ୍ ଟୁ ଅପରେଟର୍ ବ୍ୟବହାର କରିବା
06:39 ଟାଇପ୍ କରନ୍ତୁ: 10 ନଟ୍ ଇକ୍ଵାଲ୍ 10
06:44 ଏବଂ Enter ଦାବନ୍ତୁ
06:46 ଆମେ ଆଉଟପୁଟ୍ ଭାବେ false ପାଇବା
06:48 ଏହାର କାରଣ ହେଉଛି, ଦୁଇଟି ଯାକ ସଂଖ୍ୟା ସମାନ ଅଟନ୍ତି
06:51 irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ
06:56 ବର୍ତ୍ତମାନ, less than ଅପରେଟର୍ ବ୍ୟବହାର କରିବା
07:00 ଟାଇପ୍ କରନ୍ତୁ: 10 ଲେସ୍ ଦ୍ୟାନ୍ 5 ଏବଂ Enter ଦାବନ୍ତୁ
07:05 ଏଠାରେ, ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ୍ ଠାରୁ ସାନ ହୁଏ, ତେବେ ଏହା true ରିଟର୍ଣ୍ଣ କରିବ
07:10 ନହେଲେ, ଏହା false ରିଟର୍ଣ୍ଣ କରିବ.
07:14 ଆମେ ଆଉଟପୁଟ୍ false ପାଇବା କାରଣ 10, 5 ଠାରୁ ସାନ ନୁହେଁ
07:19 ବର୍ତ୍ତମାନ, greater than ଅପରେଟର୍ ବ୍ୟବହାର କରିବା
07:22 ଟାଇପ୍ କରନ୍ତୁ: 5 ଗ୍ରେଟର୍ ଦ୍ୟାନ୍ 2
07:26 ଏଠାରେ, ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ୍ ଠାରୁ ବଡ ହୁଏ, ତେବେ ଏହା true ରିଟର୍ଣ୍ଣ କରିବ
07:31 ନହେଲେ, ଏହା false ରିଟର୍ଣ୍ଣ କରିବ.
07:34 Enter ଦାବନ୍ତୁ
07:36 ଏହି କ୍ଷେତ୍ରରେ, ଆମେ ଆଉଟପୁଟ୍ true ପାଇବା କାରଣ 5, 2 ଠାରୁ ଯାହାହେଲେବି ବଡ
07:42 irb କନସୋଲକୁ କ୍ଲିୟର୍ କରିବା ପାଇଁ, Crtl, L କୀ କୁ ଏକ ସଙ୍ଗେ ଦାବନ୍ତୁ
07:47 ବର୍ତ୍ତମାନ, less than equal to ଅପରେଟର୍ ବ୍ୟବହାର କରିବା
07:51 ଟାଇପ୍ କରନ୍ତୁ: 12 ଲେସ୍ ଦ୍ୟାନ୍ ଇକ୍ଵାଲ୍ 12
07:56 ଏବଂ Enter ଦାବନ୍ତୁ
07:59 ଏଠାରେ, ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ୍ ଠାରୁ ସାନ କିମ୍ବା ସମାନ ହୁଏ, ତେବେ ଏହା true ରିଟର୍ଣ୍ଣ କରିବ
08:04 ନହେଲେ, ଏହା false ରିଟର୍ଣ୍ଣ କରିବ.
08:07 ଆମେ ଆଉଟପୁଟ୍ true ପାଇବା କାରଣ 12, 12 ସହିତ ସମାନ ଅଟେ
08:11 ଏହିପରି, ଆପଣ greater than or equal to ଅପରେଟର୍ ବ୍ୟବହାର କରିପାରିବେ
08:15 ବର୍ତ୍ତମାନ, ଚାଲନ୍ତୁ combined comparison ଅପରେଟର୍ ବ୍ୟବହାର କରିବା
08:19 combined comparison ଅପରେଟର୍:
08:21 ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ ସହ ସମାନ ହୁଏ, ଏହା 0 ରିଟର୍ଣ୍ଣ କରିବ
08:24 ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ ଠାରୁ ବଡ ହୁଏ ତେବେ ଏହା 1 ରିଟର୍ଣ୍ଣ କରିବ ଏବଂ
08:29 ଯଦି ପ୍ରଥମ ଅପରାଣ୍ଡ୍, ଦ୍ଵିତୀୟ ଅପରାଣ୍ଡ ଠାରୁ ସାନ ହୁଏ ତେବେ ଏହା -1 ରିଟର୍ଣ୍ଣ କରିବ
08:34 ଏହା କିପରି କାର୍ଯ୍ୟ କରେ, ଗୋଟିଏ ଉଦାହରଣ ସାହାଯ୍ୟରେ ଦେଖିବା
08:36 ଟାଇପ୍ କରନ୍ତୁ: 3 ଲେସ୍ ଦ୍ୟାନ୍ ଇକ୍ଵାଲ୍ ଗ୍ରେଟର୍ ଦ୍ୟାନ୍ 3
08:41 ଏବଂ Enter ଦାବନ୍ତୁ
08:43 ଆମେ ଆଉଟପୁଟ୍ ଭାବେ 0 ପାଇବା
08:45 କାରଣ ଉଭୟ ଅପରାଣ୍ଡ ସମାନ ଅଟନ୍ତି, ଯାହା ଥ୍ରୀ ଅଟେ
08:50 ଚାଲନ୍ତୁ, ଅପରାଣ୍ଡଗୁଡିକ ମଧ୍ୟରୁ ଗୋଟିଏକୁ 4ରେ ବଦଳାନ୍ତୁ
08:53 ଟାଇପ୍ କରନ୍ତୁ: 4 ଲେସ୍ ଦ୍ୟାନ୍ ଇକ୍ଵାଲ୍ ଗ୍ରେଟର୍ ଦ୍ୟାନ୍ 3
08:58 ଏବଂ Enter ଦାବନ୍ତୁ. ଆମେ 1 ଭାବେ ଆଉଟପୁଟ୍ ପାଇବା
09:01 ଯେହେତୁ 4, 3 ଠାରୁ ବଡ ଅଟେ
09:04 ବର୍ତ୍ତମାନ, ଏହି ଉଦାହରଣକୁ ପୁନର୍ବାର ବଦଳାଇଦେବା
09:07 ଟାଇପ୍ କରନ୍ତୁ: 4 ଲେସ୍ ଦ୍ୟାନ୍ ଇକ୍ଵାଲ୍ ଟୁ ଗ୍ରେଟର୍ ଦ୍ୟାନ୍ 7
09:11 ଏବଂ Enter ଦାବନ୍ତୁ
09:13 ଆମେ ଆଉଟପୁଟ୍ ଭାବେ -1 ପାଇବା. ଯେହେତୁ 4, 7 ଠାରୁ ସାନ ଅଟେ
09:17 ଏକ ଆସାଇନମେଣ୍ଟ ଭାବେ,
09:19 ନିମ୍ନଲିଖିତ ଉଦାହରଣଗୁଡିକୁ irb ବ୍ୟବହାର କରି ସମାଧାନ କରନ୍ତୁ ଏବଂ ଆଉଟପୁଟ୍ ଯାଞ୍ଚ୍ କରନ୍ତୁ:
09:24 10 + ବ୍ରାକେଟ୍ ଆରମ୍ଭ 2 asterisk 5 ବ୍ରାକେଟ୍ ଶେଷ 8 ସ୍ଲାଶ୍ 2
09:32 4 asterisk 5 ସ୍ଲାଶ୍ 2 ପ୍ଲସ୍ 7
09:37 ମେଥଡ୍ ବ୍ୟବହାର କରି ଆରିଥମେଟିକ୍ ଅପରେଟର୍ସଗୁଡିକୁ ମଧ୍ୟ ଚେଷ୍ଟା କରନ୍ତୁ
09:42 ଏହା ଆମକୁ ଏହି ସ୍ପୋକନ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:45 ସଂକ୍ଷିପ୍ତରେ
09:47 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
09:49 ଆରିଥମେଟିକ୍ ଅପରେଟର୍ସ- ଯୋଗ, ବିଯୋଗ, asterisk, ସ୍ଲାଶ୍ ଷ୍ଟାଣ୍ଡିଙ୍ଗ୍ ଫର୍ ଆଡିଶନ୍, ସବଟ୍ରାକ୍ସନ୍, ମଲ୍ଟିପ୍ଲିକେଶନ୍, ଡିଭିଜନ୍
09:59 ଅପରେଟର୍ ପ୍ରିସିଡେନ୍ସ
10:01 ରିଲେଶନାଲ୍ ଅପରେଟର୍
10:04 ଅନେକ ଉଦାହରଣ ବ୍ୟବହାର କରି
10:06 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:14 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
10:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:26 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:32 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
10:36 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
10:43 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:51 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
10:57 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep