LibreOffice-Suite-Impress/C4/Presentation-Notes/Oriya
From Script | Spoken-Tutorial
Revision as of 14:33, 10 April 2017 by PoojaMoolya (Talk | contribs)
| Time | Narration |
| 00:00 | ଲିବର୍ ଅଫିସ୍ ଇମ୍ପ୍ରେସ୍ରେ Presentation Notes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିବା |
| 00:12 | ଦୁଇଟି ଉଦ୍ଦେଶ୍ୟ ପାଇଁ ନୋଟ୍ସ ବ୍ୟବହାର କରାଯାଏ: |
| 00:14 | ଦର୍ଶକଙ୍କ ପାଇଁ ପ୍ରତ୍ୟେକ ସ୍ଲାଇଡ୍ରେ ଅତିରିକ୍ତ ମ୍ୟାଟେରିଆଲ୍ କିମ୍ୱା ରେଫରେନ୍ସ ଭାବରେ |
| 00:20 | ଦର୍ଶକଙ୍କ ପାଇଁ ସ୍ଲାଇଡ୍ ଉପସ୍ଥାପନ କରୁଥିବା ସମୟରେ ରେଫରେନ୍ସ ନୋଟ୍ସ ସହିତ ପ୍ରେଜେଣ୍ଟର୍ଙ୍କୁ ସାହାଯ୍ୟ କରିବାକୁ |
| 00:27 | Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ |
| 00:33 | ବାମପଟେ ଥିବା Slides ପେନ୍ରୁ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ |
| 00:38 | ଟେକ୍ସଟ୍ ପରିବର୍ତ୍ତନ କରନ୍ତୁ |
| 00:40 | To achieve 30% shift to OpenSource software within 1 year |
| 00:46 | To achieve 95% shift to OpenSource Software within 5 years |
| 00:53 | ପେଜ୍ରେ କିଛି ନୋଟ୍ସ ଆଡ୍ କରନ୍ତୁ, ଯେଉଁଥିରୁ ଯେତେବେଳେ ଏହାକୁ ପ୍ରିଣ୍ଟ କରାଯିବ, ପାଠକଙ୍କୁ କିଛି ରେଫରେନ୍ସ ମ୍ୟାଟେରିଆଲ୍ ମିଳିବ |
| 01:01 | ନୋଟ୍ସ ଏଡିଟ୍ କରିବାକୁ, Notes ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
| 01:04 | ସ୍ଲାଇଡ୍ ତଳେ ଏକ Notes ଟେକ୍ସଟ୍ ବକ୍ସ ଦେଖାଦେବ. ଏଠାରେ ଆମେ ନୋଟ୍ସ ଟାଇପ୍ କରିପାରିବା |
| 01:12 | Click to Add Notesରେ କ୍ଲିକ୍ କରନ୍ତୁ |
| 01:15 | ଆପଣ ଏହି ବକ୍ସ ଏଡିଟ୍ କରିପାରିବେ |
| 01:19 | ଏହି ବକ୍ସରେ ଟାଇପ୍ କରନ୍ତୁ; |
| 01:22 | Management would like to explore cost saving from shifting to Open Source Software |
| 01:28 | Open source software has now become a viable option to proprietary software. |
| 01:35 | Open source software will free the company from arbitrary software updates of proprietary software. <Pause> |
| 01:46 | ଆମେ ଆମର ପ୍ରଥମ Note ତିଆରି କରିଦେଲେ |
| 01:49 | ଏବେ, Notesରେ ଥିବା ଟେକ୍ସଟ୍ ଫର୍ମାଟ୍ ବିଷୟରେ ଶିଖିବା |
| 01:54 | ଟେକ୍ସଟ୍ ସିଲେକ୍ଟ କରନ୍ତୁ |
| 01:56 | ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Type ଡ୍ରପ୍ ଡାଉନ୍ରେ କ୍ଲିକ୍ କରନ୍ତୁ ଓ TlwgMono ସିଲେକ୍ଟ କରନ୍ତୁ |
| 02:05 | ତା’ପରେ Font Size ଡ୍ରପ୍ ଡାଉନ୍ରେ 18 ସିଲେକ୍ଟ କରନ୍ତୁ |
| 02:10 | ସେହି Task Barରୁ Bullet ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ୍ରେ ଏବେ ବୁଲେଟ୍ ପଏଣ୍ଟସ୍ ଆସିଗଲା |
| 02:18 | ଏକ ଷ୍ଟାଣ୍ଡାର୍ଡ ଫର୍ମାଟ୍ରେ ସମସ୍ତ ନୋଟ୍ସ ସେଟ୍ କରିବାକୁ ଏକ Notes Master କ୍ରିଏଟ୍ କରିବା ବିଷୟରେ ଶିଖିବା |
| 02:25 | Main ମେନୁରୁ View କ୍ଲିକ୍ କରନ୍ତୁ ଓ ତା’ପରେ Master କ୍ଲିକ୍ କରି Notes Master କ୍ଲିକ୍ କରନ୍ତୁ |
| 02:33 | Notes Master ଭ୍ୟୁ ଦେଖାଦେବ |
| 02:36 | ଦେଖନ୍ତୁ, ଏଠାରେ ଦୁଇଟି ସ୍ଲାଇଡ୍ ପ୍ରଦର୍ଶିତ ହେଉଛି |
| 02:40 | ଏହାର ଅର୍ଥ, ପ୍ରେଜେଣ୍ଟେଶନ୍ରେ ବ୍ୟବହୃତ ପ୍ରତ୍ୟେକ Master Slide ପାଇଁ ଗୋଟିଏ ହେଉଛି Notes Master |
| 02:47 | Notes Master Slide ହେଉଛି ଏକ ଟେମ୍ପଲେଟ୍ ଭଳି |
| 02:51 | ଆପଣ ଏଠାରେ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ସେଟ୍ କରିପାରିବେ, ଯାହା ତାହାପରେ ପ୍ରେଜେଣ୍ଟେଶନ୍ରେ ଥିବା ସମସ୍ତ ନୋଟ୍ସରେ ଲାଗୁ ହେବ |
| 02:58 | Slides ପେନ୍ରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ |
| 03:01 | Notes ପ୍ଲେସ୍ ହୋଲ୍ଡର୍ରେ କ୍ଲିକ୍ କରି ସେଥିରେ ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରନ୍ତୁ |
| 03:08 | ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Size ଡ୍ରପ୍ ଡାଉନ୍ରେ କ୍ଲିକ୍ କରି 32 ସିଲେକ୍ଟ କରନ୍ତୁ |
| 03:16 | ମେନ୍ ମେନୁରୁ, Format ଓ Character ଉପରେ କ୍ଲିକ୍ କରନ୍ତୁ |
| 03:21 | Character ଡାୟଲଗ୍ ବକ୍ସ ଖୋଲିଲା |
| 03:24 | Font Effect ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
| 03:28 | Font Color ଡ୍ରପ୍ ଡାଉନ୍ରେ କ୍ଲିକ୍ କରି Red ସିଲେକ୍ଟ କରନ୍ତୁ. OK କ୍ଲିକ୍ କରନ୍ତୁ |
| 03:35 | Notes ରେ ଏକ ଲୋଗୋ ଭାବରେ |
| 03:38 | ଏକ ଟ୍ରାୟାଙ୍ଗଲ୍ ଆଡ୍ କରିବା |
| 03:40 | Drawing ଟୁଲ୍ବାର୍ରୁ Basic Shapes ଉପରେ କ୍ଲିକ୍ କରି Isosceles Triangle ସିଲେକ୍ଟ କରନ୍ତୁ |
| 03:48 | ନୋଟ୍ସ ଟେକ୍ସଟ୍ ବକ୍ସର ଉପର ବାମପଟ କୋଣରେ ଟ୍ରାୟାଙ୍ଗଲ୍କୁ ଇନ୍ସର୍ଟ କରନ୍ତୁ |
| 03:53 | ଟ୍ରାୟାଙ୍ଗଲ୍କୁ ସିଲେକ୍ଟ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. Area କ୍ଲିକ୍ କରନ୍ତୁ |
| 03:59 | Area ଡାୟଲଗ୍ ବକ୍ସ ଦେଖାଦେଲା |
| 04:02 | Area ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
| 04:05 | Fill ଡ୍ରପ୍ ଡାଉନ୍ରେ କ୍ଲିକ୍ କରି Colorରେ କ୍ଲିକ୍ କରନ୍ତୁ. ଏବେ Blue 7 ଚୟନ କରନ୍ତୁ |
| 04:12 | ଏହି ଫର୍ମାଟିଙ୍ଗ୍ ଓ ଲୋଗୋ, କ୍ରିଏଟ୍ କରାଯାଇଥିବା ସମସ୍ତ ନୋଟ୍ସ ପାଇଁ ଡିଫଲ୍ଟ ହେବ |
| 04:18 | OK କ୍ଲିକ୍ କରନ୍ତୁ |
| 04:20 | Master View ଟୁଲ୍ବାର୍ରେ Close Master View କ୍ଲିକ୍ କରନ୍ତୁ |
| 04:25 | ମେନ୍ ପେନ୍ରେ Notes ଟ୍ୟାବ୍ କ୍ଲିକ୍ କରନ୍ତୁ |
| 04:29 | ବାମପଟେ ଥିବା Slides ପେନ୍ରେ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ |
| 04:35 | ଦେଖନ୍ତୁ, Master Notesରେ ଥିବା ଭଳି ନୋଟ୍ଗୁଡ଼ିକ ଫର୍ମାଟ୍ ହୋଇଗଲା |
| 04:42 | ଏବେ, Notes Place Holder ଓ Slide Place Holder କିପରି ରିସାଇଜ୍ କରାଯାଏ, ଶିଖିବା |
| 04:48 | Slide Place Holder ସିଲେକ୍ଟ କରି ବାମ ମାଉସ୍ ବଟନ୍କୁ ଦବାନ୍ତୁ ଓ ସ୍କ୍ରୀନ୍ର ଉପର ପର୍ଯ୍ୟନ୍ତ ନେଇଯାଆନ୍ତୁ |
| 04:56 | Notes Place Holderକୁ ରିସାଇଜ୍ କରିବା ପାଇଁ ଏହା ଅଧିକ ସ୍ଥାନ ସୃଷ୍ଟି କରେ |
| 05:02 | ଏବେ, Notes Text Place Holderର ବର୍ଡର୍ ଉପରେ କ୍ଲିକ୍ କରନ୍ତୁ |
| 05:06 | ବାମ ମାଉସ୍ ବଟନ୍କୁ ଚାପି ଧରି ସାଇଜ୍ ବଢ଼ାଇବା ପାଇଁ ଉପର ଆଡ଼କୁ ଡ୍ରାଗ୍ କରନ୍ତୁ |
| 05:13 | ଆବଶ୍ୟକତା ଅନୁସାରେ Place Holdersକୁ କିପରି ରିସାଇଜ୍ କରାଯାଏ, ତାହା ଆମେ ଶିଖିଲେ |
| 05:18 | ଏବେ ନୋଟ୍ସ କିପରି ପ୍ରିଣ୍ଟ କରାଯାଏ, ଶିଖିବା |
| 05:22 | ମେନ୍ ମେନୁରୁ Fileରେ କ୍ଲିକ୍ କରି Print ସିଲେକ୍ଟ କରନ୍ତୁ |
| 05:27 | Print ଡାୟଲଗ୍ ବକ୍ସ ଦେଖାଦେଲା |
| 05:30 | ପ୍ରିଣ୍ଟର୍ଗୁଡ଼ିକର ତାଲିକାରୁ, ଆପଣଙ୍କ କମ୍ପ୍ୟୁଟର୍ରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ |
| 05:35 | Number of Copies ଫିଲ୍ଡରେ 2 ଏଣ୍ଟର୍ କରନ୍ତୁ |
| 05:40 | Propertiesରେ କ୍ଲିକ୍ କରନ୍ତୁ ଓ Orientationରେ ଥିବା Landscape ସିଲେକ୍ଟ କରି OK କ୍ଲିକ୍ କରନ୍ତୁ |
| 05:48 | Print Documentରେ ଥିବା ଡ୍ରପ୍ ଡାଉନ୍ ମେନୁରୁ Notes ସିଲେକ୍ଟ କରନ୍ତୁ |
| 05:53 | ଏବେ LibreOffice impress ଟ୍ୟାବ୍ ସିଲେକ୍ଟ କରନ୍ତୁ |
| 05:58 | Contentରେ ଥିବା |
| 06:00 | Slide Name ବକ୍ସ ଚେକ୍ କରନ୍ତୁ |
| 06:02 | Date & Time ବକ୍ସ ଚେକ୍ କରନ୍ତୁ |
| 06:05 | Original Color ବକ୍ସ ଚେକ୍ କରନ୍ତୁ |
| 06:08 | Print କ୍ଲିକ୍ କରନ୍ତୁ |
| 06:11 | ଯଦି ଆପଣଙ୍କର ପ୍ରିଣ୍ଟର୍ ଠିକ୍ ଭାବେ କନ୍ଫିଗର୍ ହୋଇଥିବ, ସ୍ଲାଇଡ୍ଗୁଡ଼ିକ ଏବେ ପ୍ରିଣ୍ଟ ହେବା ଉଚିତ |
| 06:18 | ଏହା ଆମକୁ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
| 06:21 | ଏହି ଟ୍ୟୁଟୋରିଆଲ୍ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିଲେ |
| 06:27 | ଏକ ଆସାଇନ୍ମେଣ୍ଟ ଭାବେ |
| 06:30 | ଏକ ନୂଆ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ |
| 06:32 | Notes Place Holderରେ କଣ୍ଟେଣ୍ଟ ଓ |
| 06:36 | ଗୋଟିଏ ରେକ୍ଟାଙ୍ଗଲ୍ ଆଡ୍ କରନ୍ତୁ |
| 06:38 | କଣ୍ଟେଣ୍ଟର ଫଣ୍ଟକୁ 36 ଓ ରଙ୍ଗ ନୀଳ କରନ୍ତୁ |
| 06:44 | ରେକ୍ଟାଙ୍ଗଲ୍କୁ ସବୁଜ ରଙ୍ଗ କରନ୍ତୁ |
| 06:48 | Slide Text Holder ସହ ତୁଳନା କରି Notes Place Holderର ସାଇଜ୍କୁ ଆଡ୍ଜଷ୍ଟ କରନ୍ତୁ |
| 06:54 | black and white Portrait formatରେ ନୋଟ୍ସ ପ୍ରିଣ୍ଟ କରନ୍ତୁ |
| 06:59 | ନୋଟ୍ସର 5ଟି Coppies ପ୍ରିଣ୍ଟ କରନ୍ତୁ |
| 07:03 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 07:09 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ |
| 07:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 07:22 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
| 07:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 07:41 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
| 07:51 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |