LibreOffice-Suite-Draw/C2/Fill-objects-with-color/Oriya
From Script | Spoken-Tutorial
Revision as of 12:11, 10 April 2017 by PoojaMoolya (Talk | contribs)
| Time | Narration |
| 00:00 | LibreOffice Draw ରେ ଅବ୍ଜେକ୍ଟଗୁଡ଼ିକରେ କଲର୍ ଫିଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା : |
| 00:09 | ଅବ୍ଜେକ୍ଟରେ କିପରି color, gradients, hatching ଏବଂ bitmaps ଫିଲ୍ କରିବା |
| 00:15 | ପେଜ୍ Backgrounds ସେଟ୍ କରିବା |
| 00:17 | ନୂଆ କଲର୍ ତିଆରି କରିବା |
| 00:20 | WaterCycle ଫାଇଲ୍ ଖୋଲି ଆରମ୍ଭ କରନ୍ତୁ |
| 00:24 | ଅବ୍ଜେକ୍ଟଗୁଡ଼ିକରେ ଆପଣ ଫିଲ୍ କରିପାରିବେ :,Colors |
| 00:26 | Gradients |
| 00:29 | Line patterns କିମ୍ବା hatching ଏବଂ |
| 00:32 | Pictures,ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
| 00:42 | ଚାଲନ୍ତୁ, WaterCycle diagram କୁ କଲର୍ କରିବା |
| 00:46 | ସୂର୍ଯ୍ୟ ପାଖରେ ଥିବା ଦୁଇଟି ବାଦଲଗୁଡ଼ିକୁ କଲର୍ କରିବାରୁ ଆରମ୍ଭ କରିବା, ସେଗୁଡ଼ିକୁ ଧଳା ରଙ୍ଗରେ ଫିଲ୍ କରିବା |
| 00:54 | ବାଦଲକୁ ସିଲେକ୍ଟ କରନ୍ତୁ |
| 00:56 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
| 01:01 | “Area” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା |
| 01:05 | “Area” tab କ୍ଲିକ୍ କରନ୍ତୁ ଏବଂ “Fill” ଅପ୍ସନ୍ ଅଧିନରେ “Color” ସିଲେକ୍ଟ କରନ୍ତୁ |
| 01:13 | ତଳକୁ Scroll କରି “white” କ୍ଲିକ୍ କରନ୍ତୁ |
| 01:16 | OK କ୍ଲିକ୍ କରନ୍ତୁ |
| 01:19 | ସମାନ ଢଙ୍ଗରେ, ଅନ୍ୟ ବାଦଲକୁ ମଧ୍ୟ କଲର୍ କରିବା |
| 01:24 | area color ଅଧିନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ white ସିଲେକ୍ଟ କରନ୍ତୁ |
| 01:30 | ପ୍ରତ୍ୟେକ ବାଦଲକୁ କଲର୍ କରିବା ପାଇଁ ଅଧିକ ସମୟ ଲଗିବ |
| 01:33 | ଏକ ସହଜ ବାଟ ହେଉଛି, ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ |
| 01:38 | ଅନ୍ୟ ଦୁଇଟି ବାଦଲଗୁଡ଼ିକୁ “gray” କଲର୍ କରିବା, ଯେପରି ସେଗୁଡ଼ିକ ବର୍ଷା ବହନ କରିଛନ୍ତି |
| 01:46 | ପ୍ରଥମେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ |
| 01:48 | Shift କୀ ଦବାଇ ପ୍ରଥମ ବାଦଲରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଦ୍ୱିତୀୟ ଉପରେ କ୍ଲିକ୍ କରନ୍ତୁ |
| 01:54 | context menu ପାଇଁ ରାଇଟ୍ କ୍ଲିକ୍ କରି Group କ୍ଲିକ୍ କରନ୍ତୁ |
| 01:58 | ବାଦଲଗୁଡ଼ିକ ଗ୍ରୁପ୍ ହୋଇଗଲା |
| 02:00 | ପୁଣିଥରେ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
| 02:07 | “Area” ଡାଇଲଗ୍ ବକ୍ସର “Fill” ଅଧିନରେ ଥିବା “Area” tab କ୍ଲିକ୍ କରନ୍ତୁ, “Color” ସିଲେକ୍ଟ କରି ତଳକୁ scroll କରନ୍ତୁ ଏବଂ colour “Gray 70%” ଉପରେ କ୍ଲିକ୍ କରନ୍ତୁ |
| 02:23 | OK କ୍ଲିକ୍ କରନ୍ତୁ |
| 02:25 | ସମାନ ଢଙ୍ଗରେ ତ୍ରିଭୂଜକୁ “brown 3” କଲର୍ କରନ୍ତୁ |
| 02:37 | ଏବେ ପୁଣିଥରେ ସମାନ ଢଙ୍ଗରେ ଆୟତକ୍ଷେତ୍ରକୁ “brown 4” କଲର୍ କରନ୍ତୁ |
| 02:48 | ସମାନ ଭାବରେ, ସୂର୍ଯ୍ୟଙ୍କୁ ହଳଦିଆ କଲର୍ କରନ୍ତୁ |
| 02:58 | ଏହାପରେ, ପାଣିକୁ ଦର୍ଶାଉଥିବା ଅନ୍ୟ ତ୍ରିଭୂଜ ଏବଂ କର୍ଭକୁ “turquoise 1” ରଙ୍ଗରେ କଲର୍ କରନ୍ତୁ |
| 03:05 | ସମାନ ଫର୍ମାଟ୍ର ଆବଶ୍ୟକତା ଥିବାରୁ, ଯଦି ସେଗୁଡ଼ିକ ଗ୍ରୁପ୍ ହୋଇନଥିବ, ତେବେ ଗ୍ରୁପ୍ କରନ୍ତୁ, |
| 03:12 | ସେଗୁଡ଼ିକୁ କଲର୍ କରିବା ପାଇଁ, ପୂର୍ବ ସୋପାନ ଅନୁସରଣ କରନ୍ତୁ, ଯାହା ହେଉଛି right-click, area, area tab, fill, color, turquoise 1 |
| 03:27 | ଦେଖନ୍ତୁ, “water” ଅବ୍ଜେକ୍ଟରେ ତ୍ରିଭୁଜ ଏବଂ କର୍ଭର ବାହ୍ୟରେଖା ପ୍ରଦର୍ଶିତ ହେଲା |
| 03:35 | ଏହି ବାହ୍ୟରେଖାଗୁଡ଼ିକୁ ଅଦୃଶ୍ୟ କରନ୍ତୁ, ଫଳରେ ଛବି ଭଲ ଦେଖାଯିବ |
| 03:41 | ଅବ୍ଜେକ୍ଟ ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ |
| 03:48 | “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
| 03:52 | “Line” ଟ୍ୟାବ୍ କ୍ଲିକ୍ କରନ୍ତୁ |
| 03:55 | “Line properties” ରେ “Style” drop-down box କ୍ଲିକ୍ କରନ୍ତୁ ଏବଂ “Invisible” ସିଲେକ୍ଟ କରନ୍ତୁ |
| 04:03 | OK କ୍ଲିକ୍ କରନ୍ତୁ |
| 04:05 | water object ର ବାହ୍ୟରେଖା ଅଦୃଶ୍ୟ ହୋଇଯିବ |
| 04:09 | ଏବେ ଗଛକୁ ରଙ୍ଗ ଦିଅନ୍ତୁ |
| 04:14 | ପୂରା ବାମରେ ଥିବା ଗଛକୁ ସିଲେକ୍ଟ କରନ୍ତୁ |
| 04:16 | context menu ପାଇଁ ରାଇଟ୍ କ୍ଲିକ୍ କରି “Enter Group” ଉପରେ କ୍ଲିକ୍ କରନ୍ତୁ |
| 04:23 | ଏବେ, ଗଛକୁ ଏଡିଟ୍ କରିବା |
| 04:26 | ଡାହାଣରେ ଥିବା ପତ୍ରକୁ ସିଲେକ୍ଟ କରନ୍ତୁ |
| 04:30 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
| 04:36 | “Area” ଡାୟଲଗ୍ ବକ୍ସ ଭିତରେ |
| 04:38 | “Area” ଟ୍ୟାବ୍ କ୍ଲିକ୍ କରନ୍ତୁ |
| 04:40 | “Fill” ଅଧିନରେ Color ସିଲେକ୍ଟ କରନ୍ତୁ |
| 04:44 | ତଳକୁ Scroll କରି “Green 5”ରେ କ୍ଲିକ୍ କରନ୍ତୁ |
| 04:47 | OK କ୍ଲିକ୍ କରନ୍ତୁ |
| 04:49 | ବାମରେ ଥିବା ପତ୍ରଗୁଡ଼ିକ ପାଇଁ ସେହିଭଳି କରିବା |
| 04:57 | ଏହାପରେ ଗଛର ଗଣ୍ଡିକୁ କଲର୍ କରିବା |
| 05:05 | Y-shaped arrow ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
| 05:08 | ଧ୍ୟାନଦିଅନ୍ତୁ ଯେ, ସମସ୍ତ ସିଲେକ୍ସନ୍ "Area" ଡାୟଲଗ୍ ବକ୍ସ ଭିତରେ ପୂର୍ବ ପରି ରହିଛି |
| 05:15 | ତେଣୁ “Color” ସିଲେକ୍ଟ କରିବା |
| 05:18 | ତଳକୁ Scroll କରି “Brown 1”ରେ କ୍ଲିକ୍ କରନ୍ତୁ |
| 05:21 | OK କ୍ଲିକ୍ କରନ୍ତୁ |
| 05:23 | ଆମେ ଗଛକୁ କଲର୍ କରିଦେଲେ ! |
| 05:26 | ଗ୍ରୁପ୍ exit କରିବା ପାଇଁ, ରାଇଟ୍ କ୍ଲିକ୍ କରି “Exit Group” ସିଲେକ୍ଟ କରନ୍ତୁ |
| 05:31 | ସମାନ୍ ଢ଼ଙ୍ଗରେ ଆମେ ଅନ୍ୟ ଗଛଗୁଡ଼ିକୁ କଲର୍ କରିପାରିବା |
| 05:36 | ଆମେ ଅନ୍ୟ ଗଛଗୁଡ଼ିକୁ ଡିଲିଟ୍ କରିପାରିବା, କଲର୍ ହୋଇଥିବା ଗଛକୁ କପି ପେଷ୍ଟ କରିପାରିବା ଏବଂ ବାଞ୍ଛିତ ସ୍ଥାନକୁ ମଧ୍ୟ ଘୁଞ୍ଚାଇପାରିବା |
| 05:44 | ଏହି ଭଳି ଏହା ଅତି ସହଜ, ନୁହେଁ କି ? |
| 05:49 | ସୂର୍ଯ୍ୟ ପାଖରେ ଥିବା ବାଦଲ ରେ ଏକ Shadow ଯୋଗ କରିବା |
| 05:55 | ସିଲେକ୍ଟ କରିବା ପାଇଁ Drawing toolbar ରୁ Select କ୍ଲିକ୍ କରି ସେଗୁଡ଼ିକୁ ଗ୍ରୁପ୍ କରିବା |
| 06:03 | white ବାଦଲ ଗ୍ରୁପ୍ କୁ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
| 06:10 | “Area” ଡାୟଲଗ୍ ବକ୍ସ ଭିତରେ “Shadow” ଟ୍ୟାବ୍ କ୍ଲିକ୍ କରନ୍ତୁ |
| 06:15 | Properties ରେ Use Shadow ବକ୍ସ ଚେକ୍ କରନ୍ତୁ |
| 06:20 | ଅନ୍ୟ ଫିଲ୍ଡଗୁଡ଼ିକ ଏବେ ଆକ୍ଟିଭ୍ ହୋଇଗଲା |
| 06:24 | “Position” ରେ bottom-right corner ଅପ୍ସନ୍ କ୍ଲିକ୍ କରନ୍ତୁ |
| 06:29 | shadow କେଉଁଠି ଦେଖାଯିବ, ତାହାକୁ “Position” ସ୍ଥିର କରେ |
| 06:33 | କଲର୍ ଫିଲ୍ଡରେ Gray ସିଲେକ୍ଟ କରନ୍ତୁ |
| 06:36 | OK କ୍ଲିକ୍ କରନ୍ତୁ |
| 06:39 | ପ୍ରତ୍ୟେକ white ବାଦଲ ପଛରେ ଏକ shadow ଡିସପ୍ଲେ ହେଉଛି |
| 06:44 | ବାଦଲଗୁଡ଼ିକୁ ଆହୁରି ଅଧିକ ବାସ୍ତବବାଦୀ କରିବା |
| 06:48 | gray ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ |
| 06:55 | “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ, “Fill” ରେ ଥିବା “Gradient” କ୍ଲିକ୍ କରନ୍ତୁ |
| 07:02 | ଏବେ Gradient1 ସିଲେକ୍ଟ କରନ୍ତୁ |
| 07:04 | OK କ୍ଲିକ୍ କରନ୍ତୁ |
| 07:06 | ଏବେ ବାଦଲ ପାଉଁଶିଆ ଛାଇରେ ଅଧିକ ବାସ୍ତବବାଦୀ ଦେଖାଯାଉଛି ! |
| 07:11 | ଏକ ଆକାର ସିଲେକ୍ଟ କରନ୍ତୁ – ଧରନ୍ତୁ ବାଦଲ ଗ୍ରୁପ୍ ପାଇଁ, context menu ପାଇଁ ରାଇଟ୍ କ୍ଲିକ୍ କରି "Area" କ୍ଲିକ୍ କରନ୍ତୁ |
| 07:19 | Area ଟ୍ୟାବ୍ ଅପ୍ସନ୍ସ ଦେଖାଯିବ |
| 07:23 | Fill ଅଧିନରେ ଆପଣ ଚାରୋଟି ଅପ୍ସନ୍ ଦେଖିବେ - |
| 07:27 | Colors, Gradient, Hatching ଏବଂ Bitmap |
| 07:32 | ଧ୍ୟାନଦିଅନ୍ତୁ ଯେ, ଡାୟଲଗ୍ ବକ୍ସ ଭିତରେ ଥିବା ପ୍ରତ୍ୟେକ ଅପ୍ସନ୍ ପାଇଁ ଅନୁରୂପ ଟ୍ୟାବ୍ ଅଛି |
| 07:39 | ଏହି ଟ୍ୟାବ୍ ଗୁଡ଼ିକ ନୂଆ ଷ୍ଟାଇଲ୍ କ୍ରିଏଟ୍ ଏବଂ ସେଭ୍ କରିବା ପାଇଁ ଅନୁମତି ଦିଅନ୍ତି |
| 07:43 | କଲର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
| 07:46 | Properties ଅଧିନରେ ଥିବା Color drop-down ରୁ Red 3 ସିଲେକ୍ଟ କରନ୍ତୁ |
| 07:53 | ଏହାପରେ RGB ସିଲେକ୍ଟ କରନ୍ତୁ ଏବଂ R, G ଏବଂ B ପାଇଁ ଭାଲ୍ୟୁ ଏଣ୍ଟର୍ କରନ୍ତୁ |
| 08:01 | R, G ଏବଂ B ର ଅର୍ଥ, ଯେକୌଣସି କଲର୍ ରେ red, green ଏବଂ blue ର ଅନୁପାତ |
| 08:08 | ଆମେ R ପାଇଁ 200, G ପାଇଁ 100 ଏବଂ B ପାଇଁ 50 ଏଣ୍ଟର୍ କରିବା |
| 08:16 | ଏଠାରେ ରଙ୍ଗ ବଦଳାଇବା ପାଇଁ red, green ଏବଂ blue ର ଅନୁପାତ ପରିବର୍ତ୍ତନ କରୁଛେ |
| 08:22 | RGB field ଉପରେ ଥିବା preview boxକୁ ଦେଖନ୍ତୁ |
| 08:28 | ପ୍ରଥମ preview box, ମୂଳ କଲର୍ ପ୍ରଦର୍ଶନ କରେ |
| 08:31 | କଲର୍ ଫିଲ୍ଡ ପାଖରେ ଥିବା ଦ୍ୱିତୀୟ preview box, ଆମେ ଯାହା ପରିବର୍ତ୍ତନ କରୁ, ତାକୁ ଦେଖାଏ |
| 08:37 | ଏଥିପାଇଁ Name field ଭିତରେ ଏକ ନାମ ଟାଇପ୍ କରନ୍ତୁ |
| 08:41 | “New red” ନାମ ଏଣ୍ଟର କରନ୍ତୁ |
| 08:44 | Add ବଟନ୍ କ୍ଲିକ୍ କରନ୍ତୁ |
| 08:46 | ତାଲିକାରେ ନୂଆ ରଙ୍ଗ ଯୋଗ ହୋଇଗଲା |
| 08:49 | OK କ୍ଲିକ୍ କରନ୍ତୁ |
| 08:51 | ଏକ ନୂଆ କଲର୍ ତିଆରି କରିଛେ ! |
| 08:54 | CTRL ଏବଂ Z ଦବାଇ, ଏହି କ୍ରିୟାକୁ undo କରନ୍ତୁ |
| 08:59 | ବାଦଲ ର କଲର୍ ପୁଣିଥରେ ଧଳା ହୋଇଗଲା |
| 09:03 | Area ଡାୟଲଗ୍ ବକ୍ସ ଭିତରେ ଟ୍ୟାବ୍ ବ୍ୟବହାର କରି, ଆପଣ ନିଜସ୍ୱ gradients ଏବଂ hatching ମଧ୍ୟ ତିଆରି କରିପାରିବେ |
| 09:10 | gradients ହେଉଛି ଛାୟା, ଯାହା ଗୋଟିଏ ରଙ୍ଗରୁ ଆଉ ଗୋଟିଏ ରଙ୍ଗରେ ମିଶାଏ |
| 09:14 | ଉଦାହରଣସ୍ୱରୂପ, ରଙ୍ଗିନ୍ ଛାଇ blue ରୁ green କୁ ଗତି କରେ |
| 09:18 | Hatching ହେଉଛି ଡ୍ରଇଙ୍ଗ୍ ରେ ଛାୟା କିମ୍ବା texture, ଯାହାକୁ fine parallel lines ବ୍ୟବହାର କରି ତିଆରି କରାଯାଏ |
| 09:24 | ଏବେ ଡ୍ର’ ଭିତରକୁ ଏକ bitmap କିପରି ଇମ୍ପୋର୍ଟ କରାଯାଏ, ଶିଖିବା |
| 09:28 | Main menu ରୁ Format ସିଲେକ୍ଟ କରି Area କ୍ଲିକ୍ କରନ୍ତୁ |
| 09:33 | ପୂର୍ବପରି Area ଡାୟଲଗ୍ ବକ୍ସ ଖୋଲିବ, Bitmaps ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
| 09:39 | ଏବେ ଇମ୍ପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 09:42 | ଇମ୍ପୋର୍ଟ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
| 09:45 | ବ୍ରାଉଜ୍ କରି ଏକ bitmap ସିଲେକ୍ଟ କରନ୍ତୁ |
| 09:48 | ଓପନ୍ ବଟନ୍ରେ କ୍ଲିକ୍ କରନ୍ତୁ |
| 09:50 | ଡ୍ର’ ଆପଣଙ୍କୁ Bitmap ପାଇଁ ଏକ ନାମ ଏଣ୍ଟର୍ କରିବାକୁ କହିବ |
| 09:55 | “NewBitmap” ନାମ ଏଣ୍ଟର କରନ୍ତୁ |
| 09:58 | OK କ୍ଲିକ୍ କରନ୍ତୁ |
| 10:00 | Bitmap ଏବେ drop-down ଲିଷ୍ଟରେ ଦେଖାଯିବ |
| 10:04 | Exit ପାଇଁ OK କ୍ଲିକ୍ କରନ୍ତୁ |
| 10:07 | ଏବେ ବାଦଲଗୁଡ଼ିକୁ ଦେଖନ୍ତୁ |
| 10:10 | CTRL ଏବଂ Z କୀ ଦବାଇ ଏହାକୁ undo କରନ୍ତୁ |
| 10:14 | “water” ଅବଜେକ୍ଟ ଫିଲ୍ କରିବା ପାଇଁ bitmap ବ୍ୟବହାର କରନ୍ତୁ |
| 10:19 | ଏବେ ପାଣିକୁ ଆହୁରି ଅଧିକ ବାସ୍ତବବାଦୀ କରିବା |
| 10:22 | ଏଥିପାଇଁ, group ହୋଇଥିବା triangle ଏବଂ curve ସିଲେକ୍ଟ କରନ୍ତୁ |
| 10:26 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ |
| 10:31 | “Area” ଡାୟଲଗ୍ ବକ୍ସରେ “Bitmaps” ଟ୍ୟାବ୍ କ୍ଲିକ୍ କରନ୍ତୁ |
| 10:36 | Bitmap ଲିଷ୍ଟରେ Scroll କରି “Water” ସିଲେକ୍ଟ କରନ୍ତୁ |
| 10:41 | OK କ୍ଲିକ୍ କରନ୍ତୁ |
| 10:43 | ଏବେ ପାଣି ଅଧିକ ବାସ୍ତବବାଦୀ ଦେଖାଗଲା ! |
| 10:46 | ଟ୍ୟୁଟୋରିଆଲ୍କୁ ବିରତି ଦେଇ ଏହି ଆସାଇନ୍ମେଣ୍ଟ କରନ୍ତୁ |
| 10:50 | ଅବଜେକ୍ଟ ଆଙ୍କନ୍ତୁ ଏବଂ ସେଥିରେ color, gradients, hatching ଏବଂ bitmaps ଫିଲ୍ କରନ୍ତୁ |
| 10:57 | Transparency ଟ୍ୟାବ୍ ବ୍ୟବହାର କରି ଅବଜେକ୍ଟ ଉପରେ ତା’ର ପ୍ରଭାବ ଦେଖନ୍ତୁ |
| 11:02 | ଏବେ ଆକାଶକୁ କଲର୍ କରିବା, ଏହା ଅତି ସହଜ ! |
| 11:06 | ସମଗ୍ର ପେଜ୍ ରେ ଆମେ ଏବେ ଏକ background ଲାଗୁ କରିଛେ |
| 11:10 | କୌଣସି ଅବଜେକ୍ଟ ସିଲେକ୍ଟ ହୋଇନାହିଁ ବୋଲି ସୁନିଶ୍ଚିତ ହେବା ପାଇଁ, ପେଜ୍ ଉପରେ କର୍ସର୍ କ୍ଲିକ୍ କରନ୍ତୁ |
| 11:15 | context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 11:21 | “Page setup” ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା |
| 11:25 | “Background” ଟ୍ୟାବ୍ କ୍ଲିକ୍ କରନ୍ତୁ ଏବଂ “Fill” ଅଧିନରେ ଥିବା “Color” ସିଲେକ୍ଟ କରନ୍ତୁ |
| 11:30 | ତଳକୁ scroll କରି color “Blue 8” ସିଲେକ୍ଟ କରନ୍ତୁ |
| 11:34 | OK କ୍ଲିକ୍ କରନ୍ତୁ |
| 11:36 | ଏହି background setting ସମସ୍ତ ପେଜ୍ ପାଇଁ କି ନୁହେଁ, ଡ୍ର’ ପଚାରେ |
| 11:41 | NO କ୍ଲିକ୍ କରନ୍ତୁ |
| 11:44 | ଏବେ କେବଳ ଚୟନିତ ପେଜ୍ର background କଲର୍ ଅଛି |
| 11:48 | ଅବ୍ଜେକ୍ଟରେ ରଙ୍ଗ ନ ଭରିବା ପାଇଁ ମଧ୍ୟ ଆପଣ ବାଛିପାରିବେ |
| 11:52 | ପାହାଡ଼ ସିଲେକ୍ଟ କରନ୍ତୁ |
| 11:55 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ |
| 11:59 | “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ |
| 12:04 | “Fill” ଅଧିନରେ “None” ସିଲେକ୍ଟ କରନ୍ତୁ |
| 12:06 | OK କ୍ଲିକ୍ କରନ୍ତୁ |
| 12:08 | ଅବଜେକ୍ଟରେ କୌଣସି କଲର୍ ଫିଲ୍ ହୋଇନାହିଁ ଏବଂ background ସହିତ କେବଳ ବାହ୍ୟରେଖା ଦେଖାଯାଉଛି |
| 12:15 | କ୍ରିୟାକୁ undo କରିବା ପାଇଁ, CTRL+Z କୀ ଦାବନ୍ତୁ |
| 12:20 | ଆପଣ ଫର୍ମାଟ୍ ମେନୁରୁ ମଧ୍ୟ ଏ ସମସ୍ତ ଅପ୍ସନ୍ ଆକ୍ସେସ୍ କରିପାରିବେ |
| 12:25 | ପ୍ରତ୍ୟେକ ଥର ଆପଣ କୌଣସି ପରିବର୍ତ୍ତନ କଲେ ଏକକାଳୀନ CTRL+S କୀ ଦାବି ଫାଇଲ୍ କୁ ସେଭ୍ କରିବାକୁ ଭୁଲନ୍ତୁ ନାହିଁ |
| 12:34 | ବିକଳ୍ପ ଭାବରେ, Automatic Save option ସେଟ୍ କଲେ ପରିବର୍ତ୍ତନଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ |
| 12:41 | ଆପଣଙ୍କ ପାଇଁ ଆଉଏକ ଆସାଇନ୍ମେଣ୍ଟ |
| 12:43 | ଆପଣ ତିଆରି କରିଥିବା ଛବିରେ ରଙ୍ଗ ଦିଅନ୍ତୁ |
| 12:45 | ପେଜ୍ରେ ଏକ background ଦିଅନ୍ତୁ |
| 12:47 | କିଛି ନୂଆ ରଙ୍ଗ ତିଆରି କରନ୍ତୁ |
| 12:50 | ଏହା LibreOffice Draw ଉପରେ ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
| 12:54 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- color, gradients, hatching ଏବଂ bitmaps କିପରି ବ୍ୟବହାର କରାଯାଏ: |
| 13:01 | ଅବଜେକ୍ଟ ଫିଲ୍ |
| 13:03 | Background ତିଆରି କରିବା ଏବଂ |
| 13:05 | ନୂଆ ଷ୍ଟାଇଲ୍ ତିଆରି କରିବା |
| 13:07 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 13:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 13:13 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 13:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
| 13:20 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 13:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 13:27 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି (contact@spoken-tutorial.org)କୁ ଲେଖନ୍ତୁ |
| 13:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 13:38 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 13:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 13:56 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |