LibreOffice-Suite-Draw/C2/Fill-objects-with-color/Oriya

From Script | Spoken-Tutorial
Jump to: navigation, search
Time Narration
00:00 LibreOffice Draw ରେ ଅବ୍ଜେକ୍ଟଗୁଡ଼ିକରେ କଲର୍ ଫିଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
00:09 ଅବ୍‌ଜେକ୍ଟରେ କିପରି color, gradients, hatching ଏବଂ bitmaps ଫିଲ୍ କରିବା
00:15 ପେଜ୍ Backgrounds ସେଟ୍ କରିବା
00:17 ନୂଆ କଲର୍ ତିଆରି କରିବା
00:20 WaterCycle ଫାଇଲ୍ ଖୋଲି ଆରମ୍ଭ କରନ୍ତୁ
00:24 ଅବ୍ଜେକ୍ଟଗୁଡ଼ିକରେ ଆପଣ ଫିଲ୍ କରିପାରିବେ :,Colors
00:26 Gradients
00:29 Line patterns କିମ୍ବା hatching ଏବଂ
00:32 Pictures,ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
00:42 ଚାଲନ୍ତୁ, WaterCycle diagram କୁ କଲର୍ କରିବା
00:46 ସୂର୍ଯ୍ୟ ପାଖରେ ଥିବା ଦୁଇଟି ବାଦଲଗୁଡ଼ିକୁ କଲର୍ କରିବାରୁ ଆରମ୍ଭ କରିବା, ସେଗୁଡ଼ିକୁ ଧଳା ରଙ୍ଗରେ ଫିଲ୍ କରିବା
00:54 ବାଦଲକୁ ସିଲେକ୍ଟ କରନ୍ତୁ
00:56 context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
01:01 “Area” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା
01:05 “Area” tab କ୍ଲିକ୍ କରନ୍ତୁ ଏବଂ “Fill” ଅପ୍ସନ୍ ଅଧିନରେ “Color” ସିଲେକ୍ଟ କରନ୍ତୁ
01:13 ତଳକୁ Scroll କରି “white” କ୍ଲିକ୍ କରନ୍ତୁ
01:16 OK କ୍ଲିକ୍ କରନ୍ତୁ
01:19 ସମାନ ଢଙ୍ଗରେ, ଅନ୍ୟ ବାଦଲକୁ ମଧ୍ୟ କଲର୍ କରିବା
01:24 area color ଅଧିନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ white ସିଲେକ୍ଟ କରନ୍ତୁ
01:30 ପ୍ରତ୍ୟେକ ବାଦଲକୁ କଲର୍ କରିବା ପାଇଁ ଅଧିକ ସମୟ ଲଗିବ
01:33 ଏକ ସହଜ ବାଟ ହେଉଛି, ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
01:38 ଅନ୍ୟ ଦୁଇଟି ବାଦଲଗୁଡ଼ିକୁ “gray” କଲର୍ କରିବା, ଯେପରି ସେଗୁଡ଼ିକ ବର୍ଷା ବହନ କରିଛନ୍ତି
01:46 ପ୍ରଥମେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
01:48 Shift କୀ ଦବାଇ ପ୍ରଥମ ବାଦଲରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଦ୍ୱିତୀୟ ଉପରେ କ୍ଲିକ୍ କରନ୍ତୁ
01:54 context menu ପାଇଁ ରାଇଟ୍ କ୍ଲିକ୍ କରି Group କ୍ଲିକ୍ କରନ୍ତୁ
01:58 ବାଦଲଗୁଡ଼ିକ ଗ୍ରୁପ୍ ହୋଇଗଲା
02:00 ପୁଣିଥରେ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
02:07 “Area” ଡାଇଲଗ୍ ବକ୍ସର “Fill” ଅଧିନରେ ଥିବା “Area” tab କ୍ଲିକ୍ କରନ୍ତୁ, “Color” ସିଲେକ୍ଟ କରି ତଳକୁ scroll କରନ୍ତୁ ଏବଂ colour “Gray 70%” ଉପରେ କ୍ଲିକ୍ କରନ୍ତୁ
02:23 OK କ୍ଲିକ୍ କରନ୍ତୁ
02:25 ସମାନ ଢଙ୍ଗରେ ତ୍ରିଭୂଜକୁ “brown 3” କଲର୍ କରନ୍ତୁ
02:37 ଏବେ ପୁଣିଥରେ ସମାନ ଢଙ୍ଗରେ ଆୟତକ୍ଷେତ୍ରକୁ “brown 4” କଲର୍ କରନ୍ତୁ
02:48 ସମାନ ଭାବରେ, ସୂର୍ଯ୍ୟଙ୍କୁ ହଳଦିଆ କଲର୍ କରନ୍ତୁ
02:58 ଏହାପରେ, ପାଣିକୁ ଦର୍ଶାଉଥିବା ଅନ୍ୟ ତ୍ରିଭୂଜ ଏବଂ କର୍ଭକୁ “turquoise 1” ରଙ୍ଗରେ କଲର୍ କରନ୍ତୁ
03:05 ସମାନ ଫର୍ମାଟ୍‌ର ଆବଶ୍ୟକତା ଥିବାରୁ, ଯଦି ସେଗୁଡ଼ିକ ଗ୍ରୁପ୍ ହୋଇନଥିବ, ତେବେ ଗ୍ରୁପ୍ କରନ୍ତୁ,
03:12 ସେଗୁଡ଼ିକୁ କଲର୍ କରିବା ପାଇଁ, ପୂର୍ବ ସୋପାନ ଅନୁସରଣ କରନ୍ତୁ, ଯାହା ହେଉଛି right-click, area, area tab, fill, color, turquoise 1
03:27 ଦେଖନ୍ତୁ, “water” ଅବ୍‌ଜେକ୍ଟରେ ତ୍ରିଭୁଜ ଏବଂ କର୍ଭର ବାହ୍ୟରେଖା ପ୍ରଦର୍ଶିତ ହେଲା
03:35 ଏହି ବାହ୍ୟରେଖାଗୁଡ଼ିକୁ ଅଦୃଶ୍ୟ କରନ୍ତୁ, ଫଳରେ ଛବି ଭଲ ଦେଖାଯିବ
03:41 ଅବ୍‌ଜେକ୍ଟ ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ
03:48 “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
03:52 “Line” ଟ୍ୟାବ୍ କ୍ଲିକ୍ କରନ୍ତୁ
03:55 “Line properties” ରେ “Style” drop-down box କ୍ଲିକ୍ କରନ୍ତୁ ଏବଂ “Invisible” ସିଲେକ୍ଟ କରନ୍ତୁ
04:03 OK କ୍ଲିକ୍ କରନ୍ତୁ
04:05 water object ର ବାହ୍ୟରେଖା ଅଦୃଶ୍ୟ ହୋଇଯିବ
04:09 ଏବେ ଗଛକୁ ରଙ୍ଗ ଦିଅନ୍ତୁ
04:14 ପୂରା ବାମରେ ଥିବା ଗଛକୁ ସିଲେକ୍ଟ କରନ୍ତୁ
04:16 context menu ପାଇଁ ରାଇଟ୍ କ୍ଲିକ୍ କରି “Enter Group” ଉପରେ କ୍ଲିକ୍ କରନ୍ତୁ
04:23 ଏବେ, ଗଛକୁ ଏଡିଟ୍ କରିବା
04:26 ଡାହାଣରେ ଥିବା ପତ୍ରକୁ ସିଲେକ୍ଟ କରନ୍ତୁ
04:30 context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
04:36 “Area” ଡାୟଲଗ୍ ବକ୍ସ ଭିତରେ
04:38 “Area” ଟ୍ୟାବ୍ କ୍ଲିକ୍ କରନ୍ତୁ
04:40 “Fill” ଅଧିନରେ Color ସିଲେକ୍ଟ କରନ୍ତୁ
04:44 ତଳକୁ Scroll କରି “Green 5”ରେ କ୍ଲିକ୍ କରନ୍ତୁ
04:47 OK କ୍ଲିକ୍ କରନ୍ତୁ
04:49 ବାମରେ ଥିବା ପତ୍ରଗୁଡ଼ିକ ପାଇଁ ସେହିଭଳି କରିବା
04:57 ଏହାପରେ ଗଛର ଗଣ୍ଡିକୁ କଲର୍ କରିବା
05:05 Y-shaped arrow ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
05:08 ଧ୍ୟାନଦିଅନ୍ତୁ ଯେ, ସମସ୍ତ ସିଲେକ୍ସନ୍ "Area" ଡାୟଲଗ୍ ବକ୍ସ ଭିତରେ ପୂର୍ବ ପରି ରହିଛି
05:15 ତେଣୁ “Color” ସିଲେକ୍ଟ କରିବା
05:18 ତଳକୁ Scroll କରି “Brown 1”ରେ କ୍ଲିକ୍ କରନ୍ତୁ
05:21 OK କ୍ଲିକ୍ କରନ୍ତୁ
05:23 ଆମେ ଗଛକୁ କଲର୍ କରିଦେଲେ !
05:26 ଗ୍ରୁପ୍ exit କରିବା ପାଇଁ, ରାଇଟ୍ କ୍ଲିକ୍ କରି “Exit Group” ସିଲେକ୍ଟ କରନ୍ତୁ
05:31 ସମାନ୍ ଢ଼ଙ୍ଗରେ ଆମେ ଅନ୍ୟ ଗଛଗୁଡ଼ିକୁ କଲର୍ କରିପାରିବା
05:36 ଆମେ ଅନ୍ୟ ଗଛଗୁଡ଼ିକୁ ଡିଲିଟ୍ କରିପାରିବା, କଲର୍ ହୋଇଥିବା ଗଛକୁ କପି ପେଷ୍ଟ କରିପାରିବା ଏବଂ ବାଞ୍ଛିତ ସ୍ଥାନକୁ ମଧ୍ୟ ଘୁଞ୍ଚାଇପାରିବା
05:44 ଏହି ଭଳି ଏହା ଅତି ସହଜ, ନୁହେଁ କି ?
05:49 ସୂର୍ଯ୍ୟ ପାଖରେ ଥିବା ବାଦଲ ରେ ଏକ Shadow ଯୋଗ କରିବା
05:55 ସିଲେକ୍ଟ କରିବା ପାଇଁ Drawing toolbar ରୁ Select କ୍ଲିକ୍ କରି ସେଗୁଡ଼ିକୁ ଗ୍ରୁପ୍ କରିବା
06:03 white ବାଦଲ ଗ୍ରୁପ୍ କୁ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍‍ କରନ୍ତୁ
06:10 “Area” ଡାୟଲଗ୍ ବକ୍ସ ଭିତରେ “Shadow” ଟ୍ୟାବ୍ କ୍ଲିକ୍ କରନ୍ତୁ
06:15 Properties ରେ Use Shadow ବକ୍ସ ଚେକ୍ କରନ୍ତୁ
06:20 ଅନ୍ୟ ଫିଲ୍ଡଗୁଡ଼ିକ ଏବେ ଆକ୍ଟିଭ୍ ହୋଇଗଲା
06:24 “Position” ରେ bottom-right corner ଅପ୍ସନ୍ କ୍ଲିକ୍ କରନ୍ତୁ
06:29 shadow କେଉଁଠି ଦେଖାଯିବ, ତାହାକୁ “Position” ସ୍ଥିର କରେ
06:33 କଲର୍ ଫିଲ୍ଡରେ Gray ସିଲେକ୍ଟ କରନ୍ତୁ
06:36 OK କ୍ଲିକ୍ କରନ୍ତୁ
06:39 ପ୍ରତ୍ୟେକ white ବାଦଲ ପଛରେ ଏକ shadow ଡିସପ୍ଲେ ହେଉଛି
06:44 ବାଦଲଗୁଡ଼ିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
06:48 gray ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
06:55 “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ, “Fill” ରେ ଥିବା “Gradient” କ୍ଲିକ୍ କରନ୍ତୁ
07:02 ଏବେ Gradient1 ସିଲେକ୍ଟ କରନ୍ତୁ
07:04 OK କ୍ଲିକ୍ କରନ୍ତୁ
07:06 ଏବେ ବାଦଲ ପାଉଁଶିଆ ଛାଇରେ ଅଧିକ ବାସ୍ତବବାଦୀ ଦେଖାଯାଉଛି !
07:11 ଏକ ଆକାର ସିଲେକ୍ଟ କରନ୍ତୁ – ଧରନ୍ତୁ ବାଦଲ ଗ୍ରୁପ୍ ପାଇଁ, context menu ପାଇଁ ରାଇଟ୍ କ୍ଲିକ୍ କରି "Area" କ୍ଲିକ୍‍ କରନ୍ତୁ
07:19 Area ଟ୍ୟାବ୍ ଅପ୍ସନ୍ସ ଦେଖାଯିବ
07:23 Fill ଅଧିନରେ ଆପଣ ଚାରୋଟି ଅପ୍ସନ୍ ଦେଖିବେ -
07:27 Colors, Gradient, Hatching ଏବଂ Bitmap
07:32 ଧ୍ୟାନଦିଅନ୍ତୁ ଯେ, ଡାୟଲଗ୍ ବକ୍ସ ଭିତରେ ଥିବା ପ୍ରତ୍ୟେକ ଅପ୍ସନ୍ ପାଇଁ ଅନୁରୂପ ଟ୍ୟାବ୍ ଅଛି
07:39 ଏହି ଟ୍ୟାବ୍ ଗୁଡ଼ିକ ନୂଆ ଷ୍ଟାଇଲ୍ କ୍ରିଏଟ୍ ଏବଂ ସେଭ୍ କରିବା ପାଇଁ ଅନୁମତି ଦିଅନ୍ତି
07:43 କଲର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
07:46 Properties ଅଧିନରେ ଥିବା Color drop-down ରୁ Red 3 ସିଲେକ୍ଟ କରନ୍ତୁ
07:53 ଏହାପରେ RGB ସିଲେକ୍ଟ କରନ୍ତୁ ଏବଂ R, G ଏବଂ B ପାଇଁ ଭାଲ୍ୟୁ ଏଣ୍ଟର୍ କରନ୍ତୁ
08:01 R, G ଏବଂ B ର ଅର୍ଥ, ଯେକୌଣସି କଲର୍ ରେ red, green ଏବଂ blue ର ଅନୁପାତ
08:08 ଆମେ R ପାଇଁ 200, G ପାଇଁ 100 ଏବଂ B ପାଇଁ 50 ଏଣ୍ଟର୍ କରିବା
08:16 ଏଠାରେ ରଙ୍ଗ ବଦଳାଇବା ପାଇଁ red, green ଏବଂ blue ର ଅନୁପାତ ପରିବର୍ତ୍ତନ କରୁଛେ
08:22 RGB field ଉପରେ ଥିବା preview boxକୁ ଦେଖନ୍ତୁ
08:28 ପ୍ରଥମ preview box, ମୂଳ କଲର୍ ପ୍ରଦର୍ଶନ କରେ
08:31 କଲର୍ ଫିଲ୍ଡ ପାଖରେ ଥିବା ଦ୍ୱିତୀୟ preview box, ଆମେ ଯାହା ପରିବର୍ତ୍ତନ କରୁ, ତାକୁ ଦେଖାଏ
08:37 ଏଥିପାଇଁ Name field ଭିତରେ ଏକ ନାମ ଟାଇପ୍ କରନ୍ତୁ
08:41 “New red” ନାମ ଏଣ୍ଟର କରନ୍ତୁ
08:44 Add ବଟନ୍ କ୍ଲିକ୍ କରନ୍ତୁ
08:46 ତାଲିକାରେ ନୂଆ ରଙ୍ଗ ଯୋଗ ହୋଇଗଲା
08:49 OK କ୍ଲିକ୍ କରନ୍ତୁ
08:51 ଏକ ନୂଆ କଲର୍ ତିଆରି କରିଛେ !
08:54 CTRL ଏବଂ Z ଦବାଇ, ଏହି କ୍ରିୟାକୁ undo କରନ୍ତୁ
08:59 ବାଦଲ ର କଲର୍ ପୁଣିଥରେ ଧଳା ହୋଇଗଲା
09:03 Area ଡାୟଲଗ୍ ବକ୍ସ ଭିତରେ ଟ୍ୟାବ୍ ବ୍ୟବହାର କରି, ଆପଣ ନିଜସ୍ୱ gradients ଏବଂ hatching ମଧ୍ୟ ତିଆରି କରିପାରିବେ
09:10 gradients ହେଉଛି ଛାୟା, ଯାହା ଗୋଟିଏ ରଙ୍ଗରୁ ଆଉ ଗୋଟିଏ ରଙ୍ଗରେ ମିଶାଏ
09:14 ଉଦାହରଣସ୍ୱରୂପ, ରଙ୍ଗିନ୍ ଛାଇ blue ରୁ green କୁ ଗତି କରେ
09:18 Hatching ହେଉଛି ଡ୍ରଇଙ୍ଗ୍‌ ରେ ଛାୟା କିମ୍ବା texture, ଯାହାକୁ fine parallel lines ବ୍ୟବହାର କରି ତିଆରି କରାଯାଏ
09:24 ଏବେ ଡ୍ର’ ଭିତରକୁ ଏକ bitmap କିପରି ଇମ୍ପୋର୍ଟ କରାଯାଏ, ଶିଖିବା
09:28 Main menu ରୁ Format ସିଲେକ୍ଟ କରି Area କ୍ଲିକ୍ କରନ୍ତୁ
09:33 ପୂର୍ବପରି Area ଡାୟଲଗ୍ ବକ୍ସ ଖୋଲିବ, Bitmaps ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
09:39 ଏବେ ଇମ୍ପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ
09:42 ଇମ୍ପୋର୍ଟ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
09:45 ବ୍ରାଉଜ୍ କରି ଏକ bitmap ସିଲେକ୍ଟ କରନ୍ତୁ
09:48 ଓପନ୍ ବଟନ୍‌ରେ କ୍ଲିକ୍ କରନ୍ତୁ
09:50 ଡ୍ର’ ଆପଣଙ୍କୁ Bitmap ପାଇଁ ଏକ ନାମ ଏଣ୍ଟର୍ କରିବାକୁ କହିବ
09:55 “NewBitmap” ନାମ ଏଣ୍ଟର କରନ୍ତୁ
09:58 OK କ୍ଲିକ୍ କରନ୍ତୁ
10:00 Bitmap ଏବେ drop-down ଲିଷ୍ଟରେ ଦେଖାଯିବ
10:04 Exit ପାଇଁ OK କ୍ଲିକ୍ କରନ୍ତୁ
10:07 ଏବେ ବାଦଲଗୁଡ଼ିକୁ ଦେଖନ୍ତୁ
10:10 CTRL ଏବଂ Z କୀ ଦବାଇ ଏହାକୁ undo କରନ୍ତୁ
10:14 “water” ଅବଜେକ୍ଟ ଫିଲ୍ କରିବା ପାଇଁ bitmap ବ୍ୟବହାର କରନ୍ତୁ
10:19 ଏବେ ପାଣିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
10:22 ଏଥିପାଇଁ, group ହୋଇଥିବା triangle ଏବଂ curve ସିଲେକ୍ଟ କରନ୍ତୁ
10:26 context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
10:31 “Area” ଡାୟଲଗ୍ ବକ୍ସରେ “Bitmaps” ଟ୍ୟାବ୍ କ୍ଲିକ୍ କରନ୍ତୁ
10:36 Bitmap ଲିଷ୍ଟରେ Scroll କରି “Water” ସିଲେକ୍ଟ କରନ୍ତୁ
10:41 OK କ୍ଲିକ୍ କରନ୍ତୁ
10:43 ଏବେ ପାଣି ଅଧିକ ବାସ୍ତବବାଦୀ ଦେଖାଗଲା !
10:46 ଟ୍ୟୁଟୋରିଆଲ୍‌କୁ ବିରତି ଦେଇ ଏହି ଆସାଇନ୍‌ମେଣ୍ଟ କରନ୍ତୁ
10:50 ଅବଜେକ୍ଟ ଆଙ୍କନ୍ତୁ ଏବଂ ସେଥିରେ color, gradients, hatching ଏବଂ bitmaps ଫିଲ୍ କରନ୍ତୁ
10:57 Transparency ଟ୍ୟାବ୍ ବ୍ୟବହାର କରି ଅବଜେକ୍ଟ ଉପରେ ତା’ର ପ୍ରଭାବ ଦେଖନ୍ତୁ
11:02 ଏବେ ଆକାଶକୁ କଲର୍ କରିବା, ଏହା ଅତି ସହଜ !
11:06 ସମଗ୍ର ପେଜ୍ ରେ ଆମେ ଏବେ ଏକ background ଲାଗୁ କରିଛେ
11:10 କୌଣସି ଅବଜେକ୍ଟ ସିଲେକ୍ଟ ହୋଇନାହିଁ ବୋଲି ସୁନିଶ୍ଚିତ ହେବା ପାଇଁ, ପେଜ୍ ଉପରେ କର୍ସର୍ କ୍ଲିକ୍ କରନ୍ତୁ
11:15 context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
11:21 “Page setup” ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା
11:25 “Background” ଟ୍ୟାବ୍ କ୍ଲିକ୍ କରନ୍ତୁ ଏବଂ “Fill” ଅଧିନରେ ଥିବା “Color” ସିଲେକ୍ଟ କରନ୍ତୁ
11:30 ତଳକୁ scroll କରି color “Blue 8” ସିଲେକ୍ଟ କରନ୍ତୁ
11:34 OK କ୍ଲିକ୍ କରନ୍ତୁ
11:36 ଏହି background setting ସମସ୍ତ ପେଜ୍ ପାଇଁ କି ନୁହେଁ, ଡ୍ର’ ପଚାରେ
11:41 NO କ୍ଲିକ୍ କରନ୍ତୁ
11:44 ଏବେ କେବଳ ଚୟନିତ ପେଜ୍‌ର background କଲର୍ ଅଛି
11:48 ଅବ୍ଜେକ୍ଟରେ ରଙ୍ଗ ନ ଭରିବା ପାଇଁ ମଧ୍ୟ ଆପଣ ବାଛିପାରିବେ
11:52 ପାହାଡ଼ ସିଲେକ୍ଟ କରନ୍ତୁ
11:55 context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
11:59 “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ
12:04 “Fill” ଅଧିନରେ “None” ସିଲେକ୍ଟ କରନ୍ତୁ
12:06 OK କ୍ଲିକ୍ କରନ୍ତୁ
12:08 ଅବଜେକ୍ଟରେ କୌଣସି କଲର୍ ଫିଲ୍ ହୋଇନାହିଁ ଏବଂ background ସହିତ କେବଳ ବାହ୍ୟରେଖା ଦେଖାଯାଉଛି
12:15 କ୍ରିୟାକୁ undo କରିବା ପାଇଁ, CTRL+Z କୀ ଦାବନ୍ତୁ
12:20 ଆପଣ ଫର୍ମାଟ୍ ମେନୁରୁ ମଧ୍ୟ ଏ ସମସ୍ତ ଅପ୍ସନ୍ ଆକ୍ସେସ୍ କରିପାରିବେ
12:25 ପ୍ରତ୍ୟେକ ଥର ଆପଣ କୌଣସି ପରିବର୍ତ୍ତନ କଲେ ଏକକାଳୀନ CTRL+S କୀ ଦାବି ଫାଇଲ୍ କୁ ସେଭ୍ କରିବାକୁ ଭୁଲନ୍ତୁ ନାହିଁ
12:34 ବିକଳ୍ପ ଭାବରେ, Automatic Save option ସେଟ୍ କଲେ ପରିବର୍ତ୍ତନଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ
12:41 ଆପଣଙ୍କ ପାଇଁ ଆଉଏକ ଆସାଇନ୍‌ମେଣ୍ଟ
12:43 ଆପଣ ତିଆରି କରିଥିବା ଛବିରେ ରଙ୍ଗ ଦିଅନ୍ତୁ
12:45 ପେଜ୍‌ରେ ଏକ background ଦିଅନ୍ତୁ
12:47 କିଛି ନୂଆ ରଙ୍ଗ ତିଆରି କରନ୍ତୁ
12:50 ଏହା LibreOffice Draw ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
12:54 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- color, gradients, hatching ଏବଂ bitmaps କିପରି ବ୍ୟବହାର କରାଯାଏ:
13:01 ଅବଜେକ୍ଟ ଫିଲ୍
13:03 Background ତିଆରି କରିବା ଏବଂ
13:05 ନୂଆ ଷ୍ଟାଇଲ୍‍ ତିଆରି କରିବା
13:07 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
13:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
13:13 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
13:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
13:20 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
13:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
13:27 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
13:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
13:38 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
13:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
13:56 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep