Inkscape/C2/Overview-of-Inkscape/Oriya
From Script | Spoken-Tutorial
Revision as of 10:07, 7 April 2017 by PoojaMoolya (Talk | contribs)
| Time | Narration |
| 00:01 | 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ |
| 00:05 | ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା |
| 00:11 | ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା |
| 00:21 | କଲର୍ ହ୍ୱୀଲ୍ ର ବ୍ୟବହାର |
| 00:26 | Bezier ଟୁଲ୍ ର ବ୍ୟବହାର |
| 00:34 | ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା |
| 00:37 | ଉଦାହରଣସ୍ୱରୂପ, Superscript ଏବଂ subscript |
| 00:42 | ଟେକ୍ସଟ ଉପରେ Superimpose ଇମେଜ୍ |
| 00:47 | ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା |
| 00:54 | ଗ୍ରାଫିକ୍, ଯେପରି ଫୁଲ |
| 00:58 | ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା |
| 01:02 | ପୋଷ୍ଟର୍ସ ଓ ବ୍ୟାନର୍ସ |
| 01:06 | CD ଲେବଲ୍ସ |
| 01:10 | ଭିଜିଟିଙ୍ଗ କାର୍ଡ |
| 01:13 | ଲୋଗୋ ଏବଂ ଅନ୍ୟାନ୍ୟ |
| 01:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS |
| 01:24 | ଓ 'Inkscape' ଭର୍ସନ୍ 0.48.4 |
| 01:28 | 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ |
| 01:31 | ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ |
| 01:36 | ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି |
| 01:41 | ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା |
| 01:46 | ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା |
| 01:50 | ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା |
| 01:53 | ଇମେଜେସ୍ ଟ୍ରେସ୍ କରିବା |
| 01:56 | ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା |
| 02:00 | ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା |
| 02:05 | 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ |
| 02:11 | ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ |
| 02:17 | ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ |
| 02:20 | ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ |
| 02:23 | ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
| 02:28 | ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ |
| 02:33 | 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ |
| 02:40 | ଆପଣଙ୍କୁ ଏହି ଭର୍ସନ୍ ସହିତ Download Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ |
| 02:46 | ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ |
| 02:51 | ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ |
| 02:58 | Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 03:02 | ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ |
| 03:07 | ପୁଣି 'Next' କ୍ଲିକ୍ କରନ୍ତୁ |
| 03:09 | ପୁଣିଥରେ 'Next' କ୍ଲିକ୍ କରନ୍ତୁ |
| 03:11 | Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ |
| 03:20 | Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ |
| 03:25 | 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ |
| 03:30 | ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ |
| 03:34 | ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 03:42 | ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ |
| 03:50 | ଏବେ Inkscape ଇଣ୍ଟରଫେସ୍ ଖୋଲିବ |
| 03:54 | ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି |
| 03:58 | ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ |
| 04:04 | ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା |
| 04:10 | ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା |
| 04:17 | ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା |
| 04:21 | rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା |
| 04:25 | ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ |
| 04:29 | ଏହା ହେଉଛି ଆମର ଆୟତ |
| 04:32 | ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି |
| 04:34 | 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ |
| 04:38 | ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି |
| 04:45 | ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ |
| 04:49 | ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା |
| 04:55 | ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି |
| 05:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ |
| 05:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି |
| 05:13 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 05:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ |
| 05:21 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
| 05:25 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
| 05:27 | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |