Inkscape/C2/Overview-of-Inkscape/Oriya

From Script | Spoken-Tutorial
Jump to: navigation, search
Time Narration
00:01 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ
00:05 ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା
00:11 ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା
00:21 କଲର୍ ହ୍ୱୀଲ୍ ର ବ୍ୟବହାର
00:26 Bezier ଟୁଲ୍ ର ବ୍ୟବହାର
00:34 ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା
00:37 ଉଦାହରଣସ୍ୱରୂପ, Superscript ଏବଂ subscript
00:42 ଟେକ୍ସଟ ଉପରେ Superimpose ଇମେଜ୍
00:47 ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା
00:54 ଗ୍ରାଫିକ୍, ଯେପରି ଫୁଲ
00:58 ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା
01:02 ପୋଷ୍ଟର୍ସ ଓ ବ୍ୟାନର୍ସ
01:06 CD ଲେବଲ୍ସ
01:10 ଭିଜିଟିଙ୍ଗ କାର୍ଡ
01:13 ଲୋଗୋ ଏବଂ ଅନ୍ୟାନ୍ୟ
01:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS
01:24 ଓ 'Inkscape' ଭର୍ସନ୍ 0.48.4
01:28 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ
01:31 ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ
01:36 ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି
01:41 ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା
01:46 ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା
01:50 ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା
01:53 ଇମେଜେସ୍ ଟ୍ରେସ୍ କରିବା
01:56 ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା
02:00 ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା
02:05 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ
02:11 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ
02:17 ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ
02:20 ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ
02:23 ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
02:28 ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ
02:33 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ
02:40 ଆପଣଙ୍କୁ ଏହି ଭର୍ସନ୍ ସହିତ Download Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ
02:46 ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ
02:51 ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ
02:58 Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:02 ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ
03:07 ପୁଣି 'Next' କ୍ଲିକ୍ କରନ୍ତୁ
03:09 ପୁଣିଥରେ 'Next' କ୍ଲିକ୍ କରନ୍ତୁ
03:11 Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ
03:20 Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ
03:25 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ
03:30 ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ
03:34 ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:42 ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ
03:50 ଏବେ Inkscape ଇଣ୍ଟରଫେସ୍ ଖୋଲିବ
03:54 ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି
03:58 ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ
04:04 ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା
04:10 ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା
04:17 ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା
04:21 rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା
04:25 ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ
04:29 ଏହା ହେଉଛି ଆମର ଆୟତ
04:32 ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି
04:34 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ
04:38 ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି
04:45 ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ
04:49 ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା
04:55 ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି
05:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ
05:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି
05:13 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ
05:21 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
05:25 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
05:27 ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep