GChemPaint/C3/Features-and-Color-Schemes/Oriya
From Script | Spoken-Tutorial
Revision as of 11:29, 6 April 2017 by PoojaMoolya (Talk | contribs)
Time | Narration |
00:01 | ନମସ୍କାର, GChemTable ରେ Features and Color Schemes ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା |
00:11 | GChemTable,Elemental window ଓ Color schemes |
00:16 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି, |
00:19 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:22 | GChemPaint ଭର୍ସନ୍ 0.12.10 |
00:27 | GChemTable ଭର୍ସନ୍ 0.12.10 |
00:32 | ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ Periodic table of elements ଏବଂ GChemPaint ସହ ଅବଗତ ଥିବା ଉଚିତ୍ |
00:41 | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:46 | ଏବେ GChemTable ଆପ୍ଲିକେସନ୍ ବାବଦରେ ଶିଖିବା |
00:50 | GChemPaint ର ୟୁଟିଲିଟି ସଫ୍ଟୱେର୍ ଭାବେ GchemTableକୁ |
00:55 | 'Synaptic Package manager' ବ୍ୟବହାର କରି ଇନଷ୍ଟଲ୍ କରାଯାଇ ପାରିବ |
00:58 | GChemTable ହେଉଛି ରାସାୟନିକ ଏଲିମେଣ୍ଟସ୍ ର Periodic table ଆପ୍ଲିକେସନ୍ |
01:03 | ଏହା ଏଲିମେଣ୍ଟସ୍ ବାବଦରେ ବିଜ୍ଞାନ ସମ୍ୱନ୍ଧୀୟ ସୂଚନା ଦିଏ |
01:08 | ଏହା Periodic table କୁ ବିଭିନ୍ନ Color schemes ସହ ଦର୍ଶାଏ |
01:13 | GChemTable ଖୋଲିବା ପାଇଁ, 'Dash Home' କ୍ଲିକ୍ କରନ୍ତୁ |
01:17 | ପ୍ରଦର୍ଶିତ ସର୍ଚ ବାର୍ ରେ 'gchemtable' ଟାଇପ୍ କରନ୍ତୁ |
01:21
'Periodic table of the elements' ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
01:26 | 'Periodic table of the elements' ୱିଣ୍ଡୋ ଖୋଲିବ |
01:30 | ୱିଣ୍ଡୋ ଭିତ୍ତିକ ଆପ୍ଲିକେସନ୍ ଭଳି GChemTable ୱିଣ୍ଡୋରେ ମେନ୍ୟୁବାର୍ ଥାଏ |
01:36 | GChemTable ରେ କାମ କରିବା ପାଇଁ Menu barରେ ସମସ୍ତ କମାଣ୍ଡସ୍ ଥାଏ |
01:41 | ଏହା ଏଲିମେଣ୍ଟସ୍ ର Periodic table ଅଟେ, ଏଠାରେ ଆପଣ ଏଲିମେଣ୍ଟ୍ ବଟନ୍ସ ଦେଖିପାରିବେ |
01:49 | ଏଲିମେଣ୍ଟ୍ ର ନାମ ପାଇବା ପାଇଁ, କର୍ସର୍ କୁ ଏଲିମେଣ୍ଟ୍ ଉପରେ ରଖନ୍ତୁ |
01:52 | ଟେବୁଲ୍ ରେ ବଟନ୍ସ ପାଇଁ ବ୍ୟବହୃତ କଲର୍, ଏଲିମେଣ୍ଟ୍ ର ସାଧାରଣ କଲର୍ ଅଟେ |
01:58 | ଏହି ଟେବଲ୍ Modern Periodic table ର ପ୍ରତିରୂପ ଅଟେ |
02:02 | ଏବେ 'Elemental Window' ବାବଦରେ ଶିଖିବା |
02:05 | ଏହାକୁ ପ୍ରଦର୍ଶିତ କରିବା ପାଇଁ, periodic table ର ଯେକୌଣସି ଏଲିମେଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:10 | ମୁଁ Carbon(C) ଉପରେ କ୍ଲିକ୍ କରିବି |
02:13 | 'Carbon' ର 'Elemental Window' ଖୋଲିବ |
02:16 | 'Elemental Window' four side ଟାବ୍ସ ରଖିଥାଏ |
02:20 | Main,Electronic Properties, |
02:23 | Radii,Thermodynamics ଥର୍ମୋଡାଇନାମିକ୍ସ |
02:26 | ମୁଁ ପ୍ରତ୍ୟେକ ଟାବ୍ ବିଷୟରେ ଗୋଟିଏ ଗୋଟିଏ କରି ବୁଝାଇବି |
02:30 | ଡିଫଲ୍ଟ ରୂପେ Main ଟାବ୍ ସିଲେକ୍ଟ ହୋଇଛି |
02:33 | ଏହା ଏଲିମେଣ୍ଟ୍ ର ସିମ୍ବଲ୍ ରଖିଥାଏ, |
02:36 | Atomic number, |
02:38 | Atomic weight ଓ |
02:40 | Electronic configuration |
02:43 | ଏହା 'Lang' ଓ 'Name' ନାମକ ଶୀର୍ଷକ ସହ ଏକ ଟେବଲ୍ ରଖିଥାଏ |
02:47 | ଟେବଲ୍, ବିଭିନ୍ନ ଭାଷାରେ Carbon ର ନାମ ଦର୍ଶାଏ |
02:53 | ଏହାପରେ 'Electronic Properties' ଟାବ୍ ଉପରେ କ୍ଲିକ୍ କରନ୍ତୁ |
02:56 | ଏହି ଟାବ୍ ନିମ୍ନ ବାବଦରେ ସୂଚନା ଦିଏ |
03:00 | Pauling electro-negativity ଭାଲ୍ୟୁ |
03:02 | 'Ionization energies', |
03:05 | 'MJ per mol' ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ 'Ionization energies' ଅଛି |
03:10 | 'KJ per mol' ରେ 'Electronic affinities' ଅଛି |
03:15 | ଡାହାଣ ପାର୍ଶ୍ୱରେ ସମ୍ବନ୍ଧିତ 'Show curve' ବଟନ୍ସ ଦେଖାଯାଇ ପାରିବ |
03:20 | ଚାର୍ଟ ଦେଖିବା ପାଇଁ 'Show curve' ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:24 | ଏହା 'Electronegativity' ବନାମ 'Atomic number(Z)' ଚାର୍ଟ ଅଟେ, ମୁଁ ଚାର୍ଟ ବନ୍ଦ କରିବି |
03:31 | 'Radii' ଟାବ୍ ଉପରେ କ୍ଲିକ୍ କରନ୍ତୁ |
03:34 | ଏହି ଟାବ୍ ଦର୍ଶାଏ- |
03:35 | 'Covalent','Van der Waals' ଏବଂ |
03:37 | 'Metallic radii' ଭାଲ୍ୟୁଜ୍, ସବୁ 'pm' ରେ ଅଛନ୍ତି |
03:41 | 'pm' ହେଉଛି pico metre= 10 to the power of minus 12 metres |
03:47 | ଯେହେତୁ Carbon ନନ୍-ମେଟାଲ୍ ଅଟେ, ଏହା Metallic radius ଭାଲ୍ୟୁ ରଖେନାହିଁ |
03:53 | ମୁଁ କାର୍ବନ୍ ୱିଣ୍ଡୋ ବନ୍ଦ କରିବି |
03:56 | ଏବେ Periodic table of the elements ୱିଣ୍ଡୋକୁ ଫେରିଯିବା |
04:00 | Sodium(Na) ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:04 | 'Radii' ଟାବ୍ ରେ କ୍ଲିକ୍ କରନ୍ତୁ |
04:07 | 'Metallic radii' ଭାଲ୍ୟୁ ପ୍ରଦର୍ଶିତ ହୁଏ |
04:11 | 'Radii' ଟାବ୍ ରେIonic radii ର ଟେବଲ୍ ଥାଏ |
04:15 | ଏହି ଟେବଲ୍ Ion, C.N ଏବଂ Value କୁ କଲମ୍ ରୂପେ ରଖିଥାଏ |
04:22 | ଏବେ, ଏହି ଟେବଲ୍ ତଳକୁ ସ୍କ୍ରୋଲ୍ କରିବା |
04:24 | ଏହି ଟେବୁଲ୍ ବିଭିନ୍ନ Ionic states ବାବଦରେ ସୂଚନା ଦିଏ ଯେଉଁଥିରେ Sodium ରହିଛି |
04:31 | ଏହାର Coordination number(CN) ଓ Ionic radii ଭାଲ୍ୟୁ 'pm' ରେ ଅଛି |
04:37 | ଏଲିମେଣ୍ଟ୍ସ Chromium, Manganese, Iron, Cobalt, Nickel ଓ Copper ଏଲିମେଣ୍ଟ୍ ଅଧିକ ସଂଖ୍ୟାରେ କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ରଖନ୍ତି |
04:48 | ଏବେ Iron(Fe) ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:51 | ଏହାର ଏଲିମେଣ୍ଟଲ୍ ୱିଣ୍ଡୋ ଖୋଲିବ |
04:54 | 'Radii' ଟାବ୍ରେ କ୍ଲିକ୍ କରନ୍ତୁ |
04:56 | 'Ionic radii' ଟେବଲ୍, 'Spin' ନାମକ ଏକ ଅତିରିକ୍ତ କଲମ୍ ରଖିଥାଏ |
05:02 | 'Spin' କଲମ୍ Iron ର କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ବାବଦରେ ଅନୁମାନ ଦିଏ |
05:07 | ଏଠାରେ High ର ଅର୍ଥ ହେଉଛି ସ୍ପିନ୍ ମୁକ୍ତ କମ୍ପ୍ଲେକ୍ସମାନ, ଯେଉଁଠି ଇଲେକ୍ଟ୍ରୋନ୍ ଅଯୁଗ୍ମ ଅଟେ |
05:13 | 'Low' ର ଅର୍ଥ ହେଉଛି ସ୍ପିନ୍ ପେୟର୍ଡ କମ୍ପ୍ଲେକ୍ସ, ଯେଉଁଠି ଇଲେକ୍ଟ୍ରୋନ୍ ଯୁଗ୍ମ ଅଟେ |
05:20 | ମୁଁ Iron(Fe) ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି |
05:23 | କମ୍ପ୍ଲେକ୍ସ ଫର୍ମେସନ୍ ବାବଦରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://en.wikipedia.org/wiki/Spin_states_d_electrons |
05:28 | ପୁଣିଥରେ 'Carbon' ର ଏଲିମେଣ୍ଟଲ୍ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ |
05:33 | 'Thermodynamics' ଟାବ୍ ରେ କ୍ଲିକ୍ କରନ୍ତୁ |
05:36 | ଏହି ଟାବ୍ 'Carbon' ର Melting Point ଏବଂ Boiling point ପ୍ରଦର୍ଶିତ କରେ |
05:40 | 'Show curve' ବଟନ୍ କୁ ନିଜେ ଯାଞ୍ଚ କରନ୍ତୁ |
05:45 | ମୁଁ 'Carbon' ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି |
05:48 | ଏବେ 'Color Schemes' କୁ ଯିବା |
05:52 | 'View' ମେନ୍ୟୁକୁ ଯାଇ Color schemes ସିଲେକ୍ଟ କରନ୍ତୁ |
05:57 | ଏକ ସବମେନ୍ୟୁ 'Color Schemes' ର ସୂଚୀ ସହିତ ଖୋଲିବ |
06:01 | 'No Colors' ରେ କ୍ଲିକ୍ କରନ୍ତୁ |
06:04 | ସମସ୍ତ ଏଲିମେଣ୍ଟ୍ ବଟନ୍ସ grey ହୋଇଯିବ |
06:09 | 'Color Schemes' ଉପରେ କ୍ଲିକ୍ କରି 'Physical States' ସିଲେକ୍ଟ କରନ୍ତୁ |
06:13 | "Blue" କଲର୍ ଏଲିମେଣ୍ଟ୍ ବଟନ୍ ସହିତ ଏକ ନୂଆ Periodic table ଖୋଲିବ |
06:18 | କିଛି ବଟନ୍ କୁ "Black" ଛାଡ଼ି |
06:21 | ଉପରେ ଆପଣ ନ୍ୟୁନତମ "zero(0)" ଭାଲ୍ୟୁ ସହ Temperature(K): ସ୍କେଲ୍ ସ୍ଲାଇଡର୍ ଦେଖିପାରିବେ |
06:28 | ତଳେ ଆପଣ "Solid-Blue", "Liquid-Green" ଏବଂ "Gas-Red" କଲର୍ସ ଦେଖିପାରୁଛନ୍ତି |
06:36 | 'Zero Degree Kelvin' ରେ ସମସ୍ତ ଏଲିମେଣ୍ଟ୍ ସଲିଡ୍ ଷ୍ଟେଟ୍ ରେ ଅଛନ୍ତି |
06:41 | ଏଥିପାଇଁ ସେଗୁଡ଼ିକ 'blue' କଲର୍ ରେ ଦେଖାଯାନ୍ତି |
06:44 | ଏବେ ଟେମ୍ପରେଚର୍ ବଢ଼ାଇବା ପାଇଁ ସ୍ଲାଇଡର୍ କୁ ଟାଣନ୍ତୁ |
06:48 | ଧ୍ୟାନଦିଅନ୍ତୁ ଯେ, ଏଲିମେଣ୍ଟସ୍ ନିଜର Physical state ବଦଳାଉଛନ୍ତି |
06:52 | "Blue" କଲର୍, Green(liquid) ଓ Red(Gas) କଲର୍ ଦ୍ୱାରା ବଦଳେ |
07:00 | 6010 degree Kelvin ରେ ସମସ୍ତ ଏଲିମେଣ୍ଟ୍ ଗ୍ୟାସୀୟ ଷ୍ଟେଟ୍ ରେ ବଦଳିଯାଏ |
07:04 | ସମସ୍ତ ବଟନ୍ସ "Red" କଲର୍ ରେ ବଦଳିଯାନ୍ତି |
07:09 | କିଛି ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡରେ ଦେଖାଯାନ୍ତି |
07:12 | ସେହି Temperature ରେ ସେଗୁଡ଼ିକର ଷ୍ଟେଟ୍ ଅଜ୍ଞାତ ଥାଏ |
07:16 | ଏହାପରେ Family ସିଲେକ୍ଟ କରିବା |
07:19 | 'ଚୟନିତ Family' ଡ୍ରପ୍ ଡାଉନ୍ ବଟନ୍ ଦେଖାଯିବ |
07:23 | ଡ୍ରପ୍ ଡାଉନ୍ ସୂଚୀରେ ଅନେକ Family ସେମାନଙ୍କ ସମ୍ବନ୍ଧିତ କଲର୍ ସହ ଥାନ୍ତି |
07:27 | ବାଏ ଡିଫଲ୍ଟ 'All' ସିଲେକ୍ଟ ଅଛି |
07:31 | ଏଲିମେଣ୍ଟସ୍ ର ପ୍ରତ୍ୟେକ Family, ଏକ ବିଶେଷ Family କଲର୍ ରେ ଦେଖାଯାଏ |
07:36 | ଡ୍ରପ୍ ଡାଉନ୍ ସୂଚୀରେ କ୍ଲିକ୍ କରି 'Metalloids' ସିଲେକ୍ଟ କରନ୍ତୁ |
07:40 | 'Metalloids', Green family ବ୍ୟାକଗ୍ରାଉଣ୍ଡ୍ କଲର୍ ରେ ପ୍ରଦର୍ଶିତ ହୁଏ |
07:45 | ବାକି ସମସ୍ତ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରେ ପ୍ରଦର୍ଶିତ ହୁଅନ୍ତି |
07:49 | 'Color Schemes' କୁ ଫେରନ୍ତୁ, 'Electronegativity' କଲର୍ ସ୍କିମ୍ସ ସିଲେକ୍ଟ କରନ୍ତୁ |
07:57 | 'red' କଲର୍ ର ଏଲିମେଣ୍ଟସ୍ ନ୍ୟୁନତମ 'Electronegativity' ଭାଲ୍ୟୁ ରଖିଥାନ୍ତି |
08:01 | 'blue' କଲର୍ ର ଏଲିମେଣ୍ଟସ୍ ଉଚ୍ଚତମ 'Electronegativity' ଭାଲ୍ୟୁ ରଖିଥାନ୍ତି |
08:06 | 'red' ରୁ 'blue' କଲର୍ କୁ ଧୀରେ-ଧୀରେ ପରିବର୍ତ୍ତନ ହୁଏ |
08:12 | ମଝିରେ ଥିବା Electronegetivity ଭାଲ୍ୟୁଜ୍ Pink କଲର୍ ର ଏଲିମେଣ୍ଟସ୍ ଅଟେ |
08:18 | ଯଦି ଡେଟାବେସ୍ ରେ କୌଣସି ଡେଟା ନାହିଁ, ତେବେ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରଖିବେ |
08:23 | ଏବେ 'Block' ସିଲେକ୍ଟ କରନ୍ତୁ |
08:27 | ପ୍ରତ୍ୟେକ Block ର ଏଲିମେଣ୍ଟସ୍ ଆବଣ୍ଟିତ block କଲର୍ ସହିତ ପ୍ରଦର୍ଶିତ ହୁଏ |
08:31 | 's' block – blue |
08:34 | 'p' block – reddish brown |
08:37 | 'd' block – green ଏବଂ |
08:40 | 'f' block – Purple |
08:43 | ସଂକ୍ଷିପ୍ତରେ |
08:46 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
08:48 | ଏଲିମେଣ୍ଟଲ୍ ୱିଣ୍ଡୋଜ୍ ବିଷୟରେ |
08:51 | ନିମ୍ନ କଲର୍ ସ୍କିମ୍- 1. Physical State |
08:53 | 2. Family,3. Electronegativity ଏବଂ |
08:56 | 4. Block |
08:58 | ଏକ ଆସାଇନମେଣ୍ଟ୍ ଭାବେ, |
09:01 | Cobalt, Nickel, Copper ଏବଂ ଅନ୍ୟାନ୍ୟ ଏଲିମେଣ୍ଟଲ୍ ୱିଣ୍ଡୋ |
09:06 | ବିଭିନ୍ନ Family Color schemes |
09:08 | Atomic radius Color scheme ଯାଞ୍ଚ କରନ୍ତୁ |
09:11 | ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: http://spoken-tutorial.org/What_is_a_Spoken_ Tutorial |
09:15 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:18 | ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ |
09:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:28 | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:32 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
09:38 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ |
09:42 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:49 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro |
09:55 | ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |