GChemPaint/C3/Features-and-Color-Schemes/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର, GChemTable ରେ Features and Color Schemes ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
00:11 GChemTable,Elemental window ଓ Color schemes
00:16 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି,
00:19 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:22 GChemPaint ଭର୍ସନ୍ 0.12.10
00:27 GChemTable ଭର୍ସନ୍ 0.12.10
00:32 ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ Periodic table of elements ଏବଂ GChemPaint ସହ ଅବଗତ ଥିବା ଉଚିତ୍
00:41 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:46 ଏବେ GChemTable ଆପ୍ଲିକେସନ୍ ବାବଦରେ ଶିଖିବା
00:50 GChemPaint ର ୟୁଟିଲିଟି ସଫ୍ଟୱେର୍ ଭାବେ GchemTableକୁ
00:55 'Synaptic Package manager' ବ୍ୟବହାର କରି ଇନଷ୍ଟଲ୍ କରାଯାଇ ପାରିବ
00:58 GChemTable ହେଉଛି ରାସାୟନିକ ଏଲିମେଣ୍ଟସ୍ ର Periodic table ଆପ୍ଲିକେସନ୍
01:03 ଏହା ଏଲିମେଣ୍ଟସ୍ ବାବଦରେ ବିଜ୍ଞାନ ସମ୍ୱନ୍ଧୀୟ ସୂଚନା ଦିଏ
01:08 ଏହା Periodic table କୁ ବିଭିନ୍ନ Color schemes ସହ ଦର୍ଶାଏ
01:13 GChemTable ଖୋଲିବା ପାଇଁ, 'Dash Home' କ୍ଲିକ୍ କରନ୍ତୁ
01:17 ପ୍ରଦର୍ଶିତ ସର୍ଚ ବାର୍ ରେ 'gchemtable' ଟାଇପ୍ କରନ୍ତୁ
01:21 'Periodic table of the elements' ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:26 'Periodic table of the elements' ୱିଣ୍ଡୋ ଖୋଲିବ
01:30 ୱିଣ୍ଡୋ ଭିତ୍ତିକ ଆପ୍ଲିକେସନ୍ ଭଳି GChemTable ୱିଣ୍ଡୋରେ ମେନ୍ୟୁବାର୍ ଥାଏ
01:36 GChemTable ରେ କାମ କରିବା ପାଇଁ Menu barରେ ସମସ୍ତ କମାଣ୍ଡସ୍ ଥାଏ
01:41 ଏହା ଏଲିମେଣ୍ଟସ୍ ର Periodic table ଅଟେ, ଏଠାରେ ଆପଣ ଏଲିମେଣ୍ଟ୍ ବଟନ୍ସ ଦେଖିପାରିବେ
01:49 ଏଲିମେଣ୍ଟ୍ ର ନାମ ପାଇବା ପାଇଁ, କର୍ସର୍ କୁ ଏଲିମେଣ୍ଟ୍ ଉପରେ ରଖନ୍ତୁ
01:52 ଟେବୁଲ୍ ରେ ବଟନ୍ସ ପାଇଁ ବ୍ୟବହୃତ କଲର୍, ଏଲିମେଣ୍ଟ୍ ର ସାଧାରଣ କଲର୍ ଅଟେ
01:58 ଏହି ଟେବଲ୍ Modern Periodic table ର ପ୍ରତିରୂପ ଅଟେ
02:02 ଏବେ 'Elemental Window' ବାବଦରେ ଶିଖିବା
02:05 ଏହାକୁ ପ୍ରଦର୍ଶିତ କରିବା ପାଇଁ, periodic table ର ଯେକୌଣସି ଏଲିମେଣ୍ଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
02:10 ମୁଁ Carbon(C) ଉପରେ କ୍ଲିକ୍ କରିବି
02:13 'Carbon' ର 'Elemental Window' ଖୋଲିବ
02:16 'Elemental Window' four side ଟାବ୍ସ ରଖିଥାଏ
02:20 Main,Electronic Properties,
02:23 Radii,Thermodynamics ଥର୍ମୋଡାଇନାମିକ୍ସ
02:26 ମୁଁ ପ୍ରତ୍ୟେକ ଟାବ୍ ବିଷୟରେ ଗୋଟିଏ ଗୋଟିଏ କରି ବୁଝାଇବି
02:30 ଡିଫଲ୍ଟ ରୂପେ Main ଟାବ୍ ସିଲେକ୍ଟ ହୋଇଛି
02:33 ଏହା ଏଲିମେଣ୍ଟ୍ ର ସିମ୍ବଲ୍ ରଖିଥାଏ,
02:36 Atomic number,
02:38 Atomic weight ଓ
02:40 Electronic configuration
02:43 ଏହା 'Lang' ଓ 'Name' ନାମକ ଶୀର୍ଷକ ସହ ଏକ ଟେବଲ୍ ରଖିଥାଏ
02:47 ଟେବଲ୍, ବିଭିନ୍ନ ଭାଷାରେ Carbon ର ନାମ ଦର୍ଶାଏ
02:53 ଏହାପରେ 'Electronic Properties' ଟାବ୍ ଉପରେ କ୍ଲିକ୍ କରନ୍ତୁ
02:56 ଏହି ଟାବ୍ ନିମ୍ନ ବାବଦରେ ସୂଚନା ଦିଏ
03:00 Pauling electro-negativity ଭାଲ୍ୟୁ
03:02 'Ionization energies',
03:05 'MJ per mol' ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ 'Ionization energies' ଅଛି
03:10 'KJ per mol' ରେ 'Electronic affinities' ଅଛି
03:15 ଡାହାଣ ପାର୍ଶ୍ୱରେ ସମ୍ବନ୍ଧିତ 'Show curve' ବଟନ୍ସ ଦେଖାଯାଇ ପାରିବ
03:20 ଚାର୍ଟ ଦେଖିବା ପାଇଁ 'Show curve' ବଟନ୍ ଉପରେ କ୍ଲିକ୍ କରନ୍ତୁ
03:24 ଏହା 'Electronegativity' ବନାମ 'Atomic number(Z)' ଚାର୍ଟ ଅଟେ, ମୁଁ ଚାର୍ଟ ବନ୍ଦ କରିବି
03:31 'Radii' ଟାବ୍ ଉପରେ କ୍ଲିକ୍ କରନ୍ତୁ
03:34 ଏହି ଟାବ୍ ଦର୍ଶାଏ-,'Covalent','Van der Waals' ଏବଂ
03:37 'Metallic radii' ଭାଲ୍ୟୁଜ୍, ସବୁ 'pm' ରେ ଅଛନ୍ତି
03:41 'pm' ହେଉଛି pico metre= 10 to the power of minus 12 metres
03:47 ଯେହେତୁ Carbon ନନ୍-ମେଟାଲ୍ ଅଟେ, ଏହା Metallic radius ଭାଲ୍ୟୁ ରଖେନାହିଁ
03:53 ମୁଁ କାର୍ବନ୍ ୱିଣ୍ଡୋ ବନ୍ଦ କରିବି
03:56 ଏବେ Periodic table of the elements ୱିଣ୍ଡୋକୁ ଫେରିଯିବା
04:00 Sodium(Na) ବଟନ୍ ଉପରେ କ୍ଲିକ୍ କରନ୍ତୁ
04:04 'Radii' ଟାବ୍ ରେ କ୍ଲିକ୍ କରନ୍ତୁ
04:07 'Metallic radii' ଭାଲ୍ୟୁ ପ୍ରଦର୍ଶିତ ହୁଏ
04:11 'Radii' ଟାବ୍ ରେIonic radii ର ଟେବଲ୍ ଥାଏ
04:15 ଏହି ଟେବଲ୍ Ion, C.N ଏବଂ Value କୁ କଲମ୍ ରୂପେ ରଖିଥାଏ
04:22 ଏବେ, ଏହି ଟେବଲ୍ ତଳକୁ ସ୍କ୍ରୋଲ୍ କରିବା
04:24 ଏହି ଟେବୁଲ୍ ବିଭିନ୍ନ Ionic states ବାବଦରେ ସୂଚନା ଦିଏ ଯେଉଁଥିରେ Sodium ରହିଛି
04:31 ଏହାର Coordination number(CN)Ionic radii ଭାଲ୍ୟୁ 'pm' ରେ ଅଛି
04:37 ଏଲିମେଣ୍ଟ୍ସ Chromium, Manganese, Iron, Cobalt, NickelCopper ଏଲିମେଣ୍ଟ୍ ଅଧିକ ସଂଖ୍ୟାରେ କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ରଖନ୍ତି
04:48 ଏବେ Iron(Fe) ବଟନ୍ ଉପରେ କ୍ଲିକ୍ କରନ୍ତୁ
04:51 ଏହାର ଏଲିମେଣ୍ଟଲ୍ ୱିଣ୍ଡୋ ଖୋଲିବ
04:54 'Radii' ଟାବ୍ରେ କ୍ଲିକ୍ କରନ୍ତୁ
04:56 'Ionic radii' ଟେବଲ୍, 'Spin' ନାମକ ଏକ ଅତିରିକ୍ତ କଲମ୍ ରଖିଥାଏ
05:02 'Spin' କଲମ୍ Iron ର କମ୍ପ୍ଲେକ୍ସ ଫର୍ମ କରିବାର ପ୍ରବୃତ୍ତି ବାବଦରେ ଅନୁମାନ ଦିଏ
05:07 ଏଠାରେ High ର ଅର୍ଥ ହେଉଛି ସ୍ପିନ୍ ମୁକ୍ତ କମ୍ପ୍ଲେକ୍ସମାନ, ଯେଉଁଠି ଇଲେକ୍ଟ୍ରୋନ୍ ଅଯୁଗ୍ମ ଅଟେ
05:13 'Low' ର ଅର୍ଥ ହେଉଛି ସ୍ପିନ୍ ପେୟର୍ଡ କମ୍ପ୍ଲେକ୍ସ, ଯେଉଁଠି ଇଲେକ୍ଟ୍ରୋନ୍ ଯୁଗ୍ମ ଅଟେ
05:20 ମୁଁ Iron(Fe) ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
05:23 କମ୍ପ୍ଲେକ୍ସ ଫର୍ମେସନ୍ ବାବଦରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://en.wikipedia.org/wiki/Spin_states_d_electrons
05:28 ପୁଣିଥରେ 'Carbon' ର ଏଲିମେଣ୍ଟଲ୍ ୱିଣ୍ଡୋ ଉପରେ କ୍ଲିକ୍ କରନ୍ତୁ
05:33 'Thermodynamics' ଟାବ୍ ରେ କ୍ଲିକ୍ କରନ୍ତୁ
05:36 ଏହି ଟାବ୍ 'Carbon' ର Melting Point ଏବଂ Boiling point ପ୍ରଦର୍ଶିତ କରେ
05:40 'Show curve' ବଟନ୍ କୁ ନିଜେ ଯାଞ୍ଚ କରନ୍ତୁ
05:45 ମୁଁ 'Carbon' ଏଲିମେଣ୍ଟଲ୍ ୱିଣ୍ଡୋ ବନ୍ଦ କରିବି
05:48 ଏବେ 'Color Schemes' କୁ ଯିବା
05:52 'View' ମେନ୍ୟୁକୁ ଯାଇ Color schemes ସିଲେକ୍ଟ କରନ୍ତୁ
05:57 ଏକ ସବମେନ୍ୟୁ 'Color Schemes' ର ସୂଚୀ ସହିତ ଖୋଲିବ
06:01 'No Colors' ରେ କ୍ଲିକ୍ କରନ୍ତୁ
06:04 ସମସ୍ତ ଏଲିମେଣ୍ଟ୍ ବଟନ୍ସ grey ହୋଇଯିବ
06:09 'Color Schemes' ଉପରେ କ୍ଲିକ୍ କରି 'Physical States' ସିଲେକ୍ଟ କରନ୍ତୁ
06:13 "Blue" କଲର୍ ଏଲିମେଣ୍ଟ୍ ବଟନ୍ ସହିତ ଏକ ନୂଆ Periodic table ଖୋଲିବ
06:18 କିଛି ବଟନ୍ କୁ "Black" ଛାଡ଼ି
06:21 ଉପରେ ଆପଣ ନ୍ୟୁନତମ "zero(0)" ଭାଲ୍ୟୁ ସହ Temperature(K): ସ୍କେଲ୍ ସ୍ଲାଇଡର୍ ଦେଖିପାରିବେ
06:28 ତଳେ ଆପଣ "Solid-Blue", "Liquid-Green" ଏବଂ "Gas-Red" କଲର୍ସ ଦେଖିପାରୁଛନ୍ତି
06:36 'Zero Degree Kelvin' ରେ ସମସ୍ତ ଏଲିମେଣ୍ଟ୍ ସଲିଡ୍ ଷ୍ଟେଟ୍ ରେ ଅଛନ୍ତି
06:41 ଏଥିପାଇଁ ସେଗୁଡ଼ିକ 'blue' କଲର୍ ରେ ଦେଖାଯାନ୍ତି
06:44 ଏବେ ଟେମ୍ପରେଚର୍ ବଢ଼ାଇବା ପାଇଁ ସ୍ଲାଇଡର୍ କୁ ଟାଣନ୍ତୁ
06:48 ଧ୍ୟାନଦିଅନ୍ତୁ ଯେ, ଏଲିମେଣ୍ଟସ୍ ନିଜର Physical state ବଦଳାଉଛନ୍ତି
06:52 "Blue" କଲର୍, Green(liquid)Red(Gas) କଲର୍ ଦ୍ୱାରା ବଦଳେ
07:00 6010 degree Kelvin ରେ ସମସ୍ତ ଏଲିମେଣ୍ଟ୍ ଗ୍ୟାସୀୟ ଷ୍ଟେଟ୍ ରେ ବଦଳିଯାଏ
07:04 ସମସ୍ତ ବଟନ୍ସ "Red" କଲର୍ ରେ ବଦଳିଯାନ୍ତି
07:09 କିଛି ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡରେ ଦେଖାଯାନ୍ତି
07:12 ସେହି Temperature ରେ ସେଗୁଡ଼ିକର ଷ୍ଟେଟ୍ ଅଜ୍ଞାତ ଥାଏ
07:16 ଏହାପରେ Family ସିଲେକ୍ଟ କରିବା
07:19 'ଚୟନିତ Family' ଡ୍ରପ୍ ଡାଉନ୍ ବଟନ୍ ଦେଖାଯିବ
07:23 ଡ୍ରପ୍ ଡାଉନ୍ ସୂଚୀରେ ଅନେକ Family ସେମାନଙ୍କ ସମ୍ବନ୍ଧିତ କଲର୍ ସହ ଥାନ୍ତି
07:27 ବାଏ ଡିଫଲ୍ଟ 'All' ସିଲେକ୍ଟ ଅଛି
07:31 ଏଲିମେଣ୍ଟସ୍ ର ପ୍ରତ୍ୟେକ Family, ଏକ ବିଶେଷ Family କଲର୍ ରେ ଦେଖାଯାଏ
07:36 ଡ୍ରପ୍ ଡାଉନ୍ ସୂଚୀରେ କ୍ଲିକ୍ କରି 'Metalloids' ସିଲେକ୍ଟ କରନ୍ତୁ
07:40 'Metalloids', Green family ବ୍ୟାକଗ୍ରାଉଣ୍ଡ୍ କଲର୍ ରେ ପ୍ରଦର୍ଶିତ ହୁଏ
07:45 ବାକି ସମସ୍ତ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରେ ପ୍ରଦର୍ଶିତ ହୁଅନ୍ତି
07:49 'Color Schemes' କୁ ଫେରନ୍ତୁ, 'Electronegativity' କଲର୍ ସ୍କିମ୍ସ ସିଲେକ୍ଟ କରନ୍ତୁ
07:57 'red' କଲର୍ ର ଏଲିମେଣ୍ଟସ୍ ନ୍ୟୁନତମ 'Electronegativity' ଭାଲ୍ୟୁ ରଖିଥାନ୍ତି
08:01 'blue' କଲର୍ ର ଏଲିମେଣ୍ଟସ୍ ଉଚ୍ଚତମ 'Electronegativity' ଭାଲ୍ୟୁ ରଖିଥାନ୍ତି
08:06 'red' ରୁ 'blue' କଲର୍ କୁ ଧୀରେ-ଧୀରେ ପରିବର୍ତ୍ତନ ହୁଏ
08:12 ମଝିରେ ଥିବା Electronegetivity ଭାଲ୍ୟୁଜ୍ Pink କଲର୍ ର ଏଲିମେଣ୍ଟସ୍ ଅଟେ
08:18 ଯଦି ଡେଟାବେସ୍ ରେ କୌଣସି ଡେଟା ନାହିଁ, ତେବେ ଏଲିମେଣ୍ଟସ୍ "black" ବ୍ୟାକଗ୍ରାଉଣ୍ଡ୍ ରଖିବେ
08:23 ଏବେ 'Block' ସିଲେକ୍ଟ କରନ୍ତୁ
08:27 ପ୍ରତ୍ୟେକ Block ର ଏଲିମେଣ୍ଟସ୍ ଆବଣ୍ଟିତ block କଲର୍ ସହିତ ପ୍ରଦର୍ଶିତ ହୁଏ
08:31 's' block – blue
08:34 'p' block – reddish brown
08:37 'd' block – green ଏବଂ
08:40 'f' block – Purple
08:43 ସଂକ୍ଷିପ୍ତରେ
08:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
08:48 ଏଲିମେଣ୍ଟଲ୍ ୱିଣ୍ଡୋଜ୍ ବିଷୟରେ
08:51 ନିମ୍ନ କଲର୍ ସ୍କିମ୍- 1. Physical State
08:53 2. Family,3. Electronegativity ଏବଂ
08:56 4. Block
08:58 ଏକ ଆସାଇନମେଣ୍ଟ୍ ଭାବେ,
09:01 Cobalt, Nickel, Copper ଏବଂ ଅନ୍ୟାନ୍ୟ ଏଲିମେଣ୍ଟଲ୍ ୱିଣ୍ଡୋ
09:06 ବିଭିନ୍ନ Family Color schemes
09:08 Atomic radius Color scheme ଯାଞ୍ଚ କରନ୍ତୁ
09:11 ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: http://spoken-tutorial.org/What_is_a_Spoken_ Tutorial
09:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:18 ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
09:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:25 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:28 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:32 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
09:38 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
09:42 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:49 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
09:55 ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep