GChemPaint/C2/View-Print-and-Export-structures/Oriya
From Script | Spoken-Tutorial
Revision as of 17:19, 4 April 2017 by PoojaMoolya (Talk | contribs)
Time | Narration |
00:00 | ନମସ୍କାର ବନ୍ଧୁଗଣ |
00:02 | GChemPaintରେ View, Print ଓ Export Structures ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:11 | ଭ୍ୟୁ ଅପ୍ସନ୍ସ |
00:13 | ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍ |
00:15 | ପ୍ରିଣ୍ଟ ପ୍ରିଭ୍ୟୁ |
00:17 | ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା |
00:19 | ଗୋଟିଏ ଇମେଜ୍ କୁ SVG ଓ PDF ଫର୍ମାଟରେ ଏକ୍ସପୋର୍ଟ କରିବା |
00:24 | ଏଠାରେ ମୁଁ ବ୍ୟବହାର କରୁଛି |
00:26 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:30 | ଜିକେମ୍ ପେଣ୍ଟ ଭର୍ସନ୍ 0.12.10 |
00:35 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ |
00:40 | GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ |
00:43 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:48 | ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିବାକୁ |
00:52 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ,ପ୍ରଦର୍ଶିତ ସର୍ଚ ବାର୍ ରେ GChemPaint ଟାଇପ୍ କରନ୍ତୁ |
00:58 | GChemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:01 | ଚାଲନ୍ତୁ ପ୍ରଥମେ ଗୋଟିଏ ବିଦ୍ୟମାନ ଫାଇଲ୍ ଖୋଲିବା |
01:05 | ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:09 | ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା |
01:12 | ତାଲିକାରୁ Pentane-Ethane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ |
01:16 | Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:19 | ଏବେ ପ୍ରଥମେ View ଅପ୍ସନ୍ସ ବିଷୟରେ ଜାଣିବା |
01:23 | View ମେନୁକୁ ଯାଆନ୍ତୁ |
01:25 | View ମେନୁରେ, ଦୁଇଟି ଅପ୍ସନ୍ସ ଅଛି - Full Screen ଓ Zoom |
01:31 | Zoom ଅପ୍ସନ୍ ସିଲେକ୍ଟ କରନ୍ତୁ |
01:33 | Zoom Factorsର ଏକ ତାଲିକା ସହ ଗୋଟିଏ ସବ୍ ମେନୁ ଖୋଲିଲା |
01:38 | ତାଲିକା ତଳକୁ ସ୍କ୍ରୋଲ୍ କରି Zoom to % ସେଲେକ୍ଟ କରନ୍ତୁ |
01:43 | Zoom Factor (%) ସହ ଗୋଟିଏ ଡାୟାଲଗ୍ ବକ୍ସ ଖୋଲିଲା |
01:47 | ଡିଫଲ୍ଟ Zoom Factor (%) ଭାଲ୍ୟୁ ପ୍ରଦର୍ଶିତ ହେଲା |
01:51 | ଏଠାରେ ଆମେ ଆବଶ୍ୟକତା ଅନୁସାରେ Zoom Factorକୁ ବଢ଼ାଇ କିମ୍ୱା କମାଇ ପାରିବା |
01:57 | ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରି Zoomingକୁ ଦେଖନ୍ତୁ |
02:03 | Apply ଉପରେ କ୍ଲିକ୍ କରି OK ଉପରେ କ୍ଲିକ୍ କରନ୍ତୁ |
02:07 | ଲାଗୁ କରାଯାଇଥିବା Zoom Factor ସହିତ ଷ୍ଟ୍ରକଚର୍ ଦେଖାଦେବ |
02:11 | ଏବେ, ପେଜ୍ ସେଟ୍ଅପ୍ କିପରି କରାଯାଏ, ଦେଖିବା |
02:15 | File ମେନୁକୁ ଯାଇ Page Setup ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ |
02:20 | Page Setup ୱିଣ୍ଡୋ ଖୋଲିଲା |
02:23 | ଏହି ୱିଣ୍ଡୋରେ ଦୁଇଟି ଟ୍ୟାବ୍ସ ଅଛି - Page ଓ Scale |
02:29 | Page ଟାବ୍ ରେ Paper, Center On Page ଓ Orientation ପରି ଫିଲ୍ଡସ୍ ରହିଛି |
02:36 | Paper ଫିଲ୍ଡରେ ଆମେ ଡିଫଲ୍ଟ ପେପର୍ ସାଇଜ ସେଟ୍ କରିପାରିବା |
02:41 | Change Paper Type ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:44 | Page Setup ଡାୟଲଗ୍ ବକ୍ସ ଖୋଲିଲା |
02:48 | ଏଠାରେ 3ଟି ଅପ୍ସନ୍ସ ଅଛି - Format For, Paper Size ଓ Orientation |
02:55 | Format For ଫିଲ୍ଡରେ ଆପଣଙ୍କ ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ |
03:00 | ମୁଁ ମୋର ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରିବି |
03:03 | Paper Size ଫିଲ୍ଡରେ, ବିଭିନ୍ନ ପେପର୍ ସାଇଜ୍ ସହିତ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି |
03:09 | ମୁଁ A4 ସିଲେକ୍ଟ କରିବି |
03:11 | ଏହି ଫିଲ୍ଡ ତଳକୁ A4ର ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି |
03:17 | ଦେଖନ୍ତୁ, ପ୍ରତ୍ୟେକ ଚୟନିତ ପେପର୍ ସାଇଜ୍ ପାଇଁ ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି |
03:24 | Orientation ଫିଲ୍ଡରେ 4ଟି ରେଡିଓ ବଟନ୍ସ ଅଛି - |
03:29 | Portrait,Landscape |
03:31 | Reverse portrait,ଓ Reverse landscape |
03:35 | ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି |
03:39 | ତାହାକୁ ସେହିଭଳି ଛାଡ଼ି Apply ଉପରେ କ୍ଲିକ୍ କରନ୍ତୁ |
03:43 | ଏହାପରେ ମାର୍ଜିନ୍ ସାଇଜ୍ ଦେଖିବା |
03:46 | Top margin, Left margin, Right margin ଓ Bottom margin |
03:52 | ଏଠାରେ ଆମେ, ଆବଶ୍ୟକତା ଅନୁସାରେ ମାର୍ଜିନ୍ ଆଡଜଷ୍ଟ କରିପାରିବା |
03:56 | ପରବର୍ତ୍ତୀ ଫିଲ୍ଡ ହେଉଛି Unit |
03:59 | Unit ଫିଲ୍ଡକୁ Inches, Millimeters ଓ Pointsରେ ସେଟ୍ କରିହେବ |
04:05 | ଦେଖନ୍ତୁ, ଆମେ ଯେତେବେଳେ Unit ବଦଳାଉ, Unitକୁ ସୁହାଇଲା ପରି ମାର୍ଜିନ୍ ସାଇଜ୍ ଆପଣା ଛାଏଁ ଛାଏଁ ବଦଳିଯାଏ |
04:14 | ଏବେ Center On Page ବିଷୟରେ ଶିଖିବା |
04:17 | ଏଠାରେ ଦୁଇଟି ଚେକ୍ ବକ୍ସ ଅଛି Horizontally ଓ Vertically |
04:22 | Horizontally ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
04:26 | Priview ବଟନ୍ କ୍ଲିକ୍ କରି ଆମେ ଆମ ଷ୍ଟ୍ରକଚରର ପ୍ରିଭ୍ୟୁ ଦେଖିପାରିବା |
04:33 | ଏଠାରେ ଆମେ ପ୍ରିଭ୍ୟୁ ଦେଖିପାରିବା |
04:35 | ପ୍ରିଭ୍ୟୁ ୱିଣ୍ଡୋ ବନ୍ଦ କରନ୍ତୁ |
04:38 | ନିମ୍ନଲିଖିତ ପାଇଁ Orientation ଫିଲ୍ଡରେ ରେଡିଓ ବଟନ୍ସ ଅଛି - |
04:43 | Portrait,Landscape |
04:45 | Reverse portrait ଓ Reverse landscape |
04:49 | ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି |
04:53 | ଏବେ Landscape ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:57 | ଓ ତା’ପରେ Preview ବଟନ୍ ରେ କ୍ଲିକ୍ କରନ୍ତୁ |
05:01 | ଏଠାରେ ଆମେ Landscape ଓରିଏଣ୍ଟେଶନ୍ ର ପ୍ରିଭ୍ୟୁ ଦେଖିପାରିବା |
05:06 | ଆପଣ ନିଜେ ଅନ୍ୟ Orientation ଅପ୍ସନଗୁଡ଼ିକୁ ଏକ୍ସପ୍ଲୋର୍ କରିପାରିବେ |
05:11 | ଯଦି ଆପଣ Print ବଟନ୍ ରେ କ୍ଲିକ୍ କରନ୍ତି, ତେବେ ପରିବର୍ତ୍ତନ ସହିତ ଫାଇଲଟି ପ୍ରିଣ୍ଟ ହେବ |
05:17 | ପ୍ରିଣ୍ଟିଙ୍ଗ୍ ପୂର୍ବରୁ ଆପଣ ନିଜ ଷ୍ଟ୍ରକଚରକୁ ଆବଶ୍ୟକତା ଅନୁସାରେ ସ୍କେଲ୍ କରିପାରିବେ |
05:23 | ଏଥିପାଇଁ, ଆପଣ Scale ଟ୍ୟାବ୍ ରେ ଥିବା ବିଭିନ୍ନ ଅପ୍ସନ୍ସ ବ୍ୟବହାର କରିପାରିବେ |
05:28 | ଆପଣ ନିଜେ Scale ଟ୍ୟାବ୍ ଏକ୍ସପ୍ଲୋର୍ କରନ୍ତୁ |
05:32 | Page Setup ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:37 | ଏବେ ଚାଲନ୍ତୁ, ଏକ Image ଏକ୍ସପୋର୍ଟ ବିଷୟରେ ଶିଖିବା |
05:41 | File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ |
05:44 | Save As Image ଡାୟଲଗ୍ ବକ୍ସ ଖୋଲିଲା |
05:48 | File Type ଫିଲ୍ଡରେ ଇମେଜ୍ ଅପ୍ସନ୍ସର ଏକ ତାଲିକା ଅଛି |
05:52 | SVG, EPS, PDF, PNG, JPEG ଆଦି ପରି ଆପଣ ଇମେଜ୍ କୁ ଏକ୍ସପୋର୍ଟ କରିପାରିବେ |
06:04 | SVG ଇମେଜ୍ ସିଲେକ୍ଟ କରନ୍ତୁ |
06:07 | Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ |
06:11 | Save କ୍ଲିକ୍ କରନ୍ତୁ |
06:13 | ଏଠାରେ SVG ଇମେଜ୍ ଭାବରେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ |
06:18 | ଏହାପରେ PDF ଡକ୍ୟୁମେଣ୍ଟ ଭାବରେ ଇମେଜ୍ କୁ ଏକ୍ସପୋର୍ଟ କରିବା |
06:23 | File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ |
06:27 | Save As Image ଡାୟଲଗ୍ ବକ୍ସ ଖୋଲିଲା |
06:31 | ଫାଇଲ୍ ଟାଇପ୍ ରୁ PDF ଡକ୍ୟୁମେଣ୍ଟ ସିଲେକ୍ଟ କରନ୍ତୁ |
06:35 | Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ |
06:39 | Save କ୍ଲିକ୍ କରନ୍ତୁ |
06:41 | ଏଠାରେ PDF ଡକ୍ୟୁମେଣ୍ଟ ଭାବେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ |
06:46 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:50 | ସଂକ୍ଷେପରେ,ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
06:54 | ଭ୍ୟୁ ଅପ୍ସନ୍ସ |
06:56 | ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍ |
06:58 | ପ୍ରିଣ୍ଟ ପ୍ରିଭ୍ୟୁ |
07:00 | ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା ଏବଂ |
07:03 | ଗୋଟିଏ ଇମେଜ୍ ଏକ୍ସପୋର୍ଟ କରିବା |
07:05 | ଏକ ଆସାଇନମେଣ୍ଟ ଭାବେ,ଷ୍ଟ୍ରକଚର୍ କୁ A5, B5 ଓ JB5 ଫର୍ମାଟ୍ସରେ ପ୍ରିଣ୍ଟ କରନ୍ତୁ |
07:12 | ଇମେଜ୍ କୁ EPS ଓ PNG ଫର୍ମାଟରେ ଏକ୍ସପୋର୍ଟ କରନ୍ତୁ |
07:18 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
07:22 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:25 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:30 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
07:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:35 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:39 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:46 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:51 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:59 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
08:04 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |