GChemPaint/C2/View-Print-and-Export-structures/Oriya

From Script | Spoken-Tutorial
Jump to: navigation, search
Time Narration
00:00 ନମସ୍କାର ବନ୍ଧୁଗଣ
00:02 GChemPaintରେ View, Print ଓ Export Structures ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:11 ଭ୍ୟୁ ଅପ୍ସନ୍ସ
00:13 ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍
00:15 ପ୍ରିଣ୍ଟ ପ୍ରିଭ୍ୟୁ
00:17 ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା
00:19 ଗୋଟିଏ ଇମେଜ୍ କୁ SVG ଓ PDF ଫର୍ମାଟରେ ଏକ୍ସପୋର୍ଟ କରିବା
00:24 ଏଠାରେ ମୁଁ ବ୍ୟବହାର କରୁଛି
00:26 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍ 12.04
00:30 ଜିକେମ୍ ପେଣ୍ଟ ଭର୍ସନ୍ 0.12.10
00:35 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:40 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:43 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:48 ଏକ ନୂଆ GChemPaint ଆପ୍ଲିକେଶନ୍‍ ଖୋଲିବାକୁ
00:52 ଡାଶ୍‍ ହୋମ୍‍ ରେ କ୍ଲିକ୍‍ କରନ୍ତୁ,ପ୍ରଦର୍ଶିତ ସର୍ଚ ବାର୍‍ ରେ GChemPaint ଟାଇପ୍‍ କରନ୍ତୁ
00:58 GChemPaint ଆଇକନ୍‍ ଉପରେ କ୍ଲିକ୍‍ କରନ୍ତୁ
01:01 ଚାଲନ୍ତୁ ପ୍ରଥମେ ଗୋଟିଏ ବିଦ୍ୟମାନ ଫାଇଲ୍ ଖୋଲିବା
01:05 ଟୁଲ୍ ବାର୍ ରେ ଥିବା Open A File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:09 ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଗୋଟିଏ ୱିଣ୍ଡୋ ଖୋଲିଲା
01:12 ତାଲିକାରୁ Pentane-Ethane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ
01:16 Open ବଟନ୍ ଉପରେ କ୍ଲିକ୍ କରନ୍ତୁ
01:19 ଏବେ ପ୍ରଥମେ View ଅପ୍ସନ୍ସ ବିଷୟରେ ଜାଣିବା
01:23 View ମେନୁକୁ ଯାଆନ୍ତୁ
01:25 View ମେନୁରେ, ଦୁଇଟି ଅପ୍ସନ୍ସ ଅଛି - Full Screen ଓ Zoom
01:31 Zoom ଅପ୍ସନ୍ ସିଲେକ୍ଟ କରନ୍ତୁ
01:33 Zoom Factorsର ଏକ ତାଲିକା ସହ ଗୋଟିଏ ସବ୍ ମେନୁ ଖୋଲିଲା
01:38 ତାଲିକା ତଳକୁ ସ୍କ୍ରୋଲ୍ କରି Zoom to % ସେଲେକ୍ଟ କରନ୍ତୁ
01:43 Zoom Factor (%) ସହ ଗୋଟିଏ ଡାୟାଲଗ୍ ବକ୍ସ ଖୋଲିଲା
01:47 ଡିଫଲ୍ଟ Zoom Factor (%) ଭାଲ୍ୟୁ ପ୍ରଦର୍ଶିତ ହେଲା
01:51 ଏଠାରେ ଆମେ ଆବଶ୍ୟକତା ଅନୁସାରେ Zoom Factorକୁ ବଢ଼ାଇ କିମ୍ୱା କମାଇ ପାରିବା
01:57 ଅପ୍ ଓ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରି Zoomingକୁ ଦେଖନ୍ତୁ
02:03 Apply ଉପରେ କ୍ଲିକ୍ କରି OK ଉପରେ କ୍ଲିକ୍ କରନ୍ତୁ
02:07 ଲାଗୁ କରାଯାଇଥିବା Zoom Factor ସହିତ ଷ୍ଟ୍ରକଚର୍ ଦେଖାଦେବ
02:11 ଏବେ, ପେଜ୍ ସେଟ୍ଅପ୍ କିପରି କରାଯାଏ, ଦେଖିବା
02:15 File ମେନୁକୁ ଯାଇ Page Setup ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
02:20 Page Setup ୱିଣ୍ଡୋ ଖୋଲିଲା
02:23 ଏହି ୱିଣ୍ଡୋରେ ଦୁଇଟି ଟ୍ୟାବ୍ସ ଅଛି - Page ଓ Scale
02:29 Page ଟାବ୍ ରେ Paper, Center On Page ଓ Orientation ପରି ଫିଲ୍ଡସ୍ ରହିଛି
02:36 Paper ଫିଲ୍ଡରେ ଆମେ ଡିଫଲ୍ଟ ପେପର୍ ସାଇଜ ସେଟ୍ କରିପାରିବା
02:41 Change Paper Type ବଟନ୍ ଉପରେ କ୍ଲିକ୍ କରନ୍ତୁ
02:44 Page Setup ଡାୟଲଗ୍ ବକ୍ସ ଖୋଲିଲା
02:48 ଏଠାରେ 3ଟି ଅପ୍ସନ୍ସ ଅଛି - Format For, Paper Size ଓ Orientation
02:55 Format For ଫିଲ୍ଡରେ ଆପଣଙ୍କ ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
03:00 ମୁଁ ମୋର ଡିଫଲ୍ଟ ପ୍ରିଣ୍ଟର୍ ସିଲେକ୍ଟ କରିବି
03:03 Paper Size ଫିଲ୍ଡରେ, ବିଭିନ୍ନ ପେପର୍ ସାଇଜ୍ ସହିତ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି
03:09 ମୁଁ A4 ସିଲେକ୍ଟ କରିବି
03:11 ଏହି ଫିଲ୍ଡ ତଳକୁ A4ର ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି
03:17 ଦେଖନ୍ତୁ, ପ୍ରତ୍ୟେକ ଚୟନିତ ପେପର୍ ସାଇଜ୍ ପାଇଁ ଡାଇମେନ୍ସନ୍ ପ୍ରଦର୍ଶିତ ହୋଇଛି
03:24 Orientation ଫିଲ୍ଡରେ 4ଟି ରେଡିଓ ବଟନ୍ସ ଅଛି -
03:29 Portrait,Landscape
03:31 Reverse portrait,ଓ Reverse landscape
03:35 ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
03:39 ତାହାକୁ ସେହିଭଳି ଛାଡ଼ି Apply ଉପରେ କ୍ଲିକ୍ କରନ୍ତୁ
03:43 ଏହାପରେ ମାର୍ଜିନ୍ ସାଇଜ୍ ଦେଖିବା
03:46 Top margin, Left margin, Right margin ଓ Bottom margin
03:52 ଏଠାରେ ଆମେ, ଆବଶ୍ୟକତା ଅନୁସାରେ ମାର୍ଜିନ୍ ଆଡଜଷ୍ଟ କରିପାରିବା
03:56 ପରବର୍ତ୍ତୀ ଫିଲ୍ଡ ହେଉଛି Unit
03:59 Unit ଫିଲ୍ଡକୁ Inches, Millimeters ଓ Pointsରେ ସେଟ୍ କରିହେବ
04:05 ଦେଖନ୍ତୁ, ଆମେ ଯେତେବେଳେ Unit ବଦଳାଉ, Unitକୁ ସୁହାଇଲା ପରି ମାର୍ଜିନ୍ ସାଇଜ୍ ଆପଣା ଛାଏଁ ଛାଏଁ ବଦଳିଯାଏ
04:14 ଏବେ Center On Page ବିଷୟରେ ଶିଖିବା
04:17 ଏଠାରେ ଦୁଇଟି ଚେକ୍ ବକ୍ସ ଅଛି Horizontally ଓ Vertically
04:22 Horizontally ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
04:26 Priview ବଟନ୍ କ୍ଲିକ୍ କରି ଆମେ ଆମ ଷ୍ଟ୍ରକଚରର ପ୍ରିଭ୍ୟୁ ଦେଖିପାରିବା
04:33 ଏଠାରେ ଆମେ ପ୍ରିଭ୍ୟୁ ଦେଖିପାରିବା
04:35 ପ୍ରିଭ୍ୟୁ ୱିଣ୍ଡୋ ବନ୍ଦ କରନ୍ତୁ
04:38 ନିମ୍ନଲିଖିତ ପାଇଁ Orientation ଫିଲ୍ଡରେ ରେଡିଓ ବଟନ୍ସ ଅଛି -
04:43 Portrait,Landscape
04:45 Reverse portrait ଓ Reverse landscape
04:49 ଡିଫଲ୍ଟ ଭାବରେ Portrait ସିଲେକ୍ଟ ହୋଇଛି
04:53 ଏବେ Landscape ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:57 ଓ ତା’ପରେ Preview ବଟନ୍‍ ରେ କ୍ଲିକ୍‍ କରନ୍ତୁ
05:01 ଏଠାରେ ଆମେ Landscape ଓରିଏଣ୍ଟେଶନ୍ ର ପ୍ରିଭ୍ୟୁ ଦେଖିପାରିବା
05:06 ଆପଣ ନିଜେ ଅନ୍ୟ Orientation ଅପ୍ସନଗୁଡ଼ିକୁ ଏକ୍ସପ୍ଲୋର୍ କରିପାରିବେ
05:11 ଯଦି ଆପଣ Print ବଟନ୍ ରେ କ୍ଲିକ୍ କରନ୍ତି, ତେବେ ପରିବର୍ତ୍ତନ ସହିତ ଫାଇଲଟି ପ୍ରିଣ୍ଟ ହେବ
05:17 ପ୍ରିଣ୍ଟିଙ୍ଗ୍ ପୂର୍ବରୁ ଆପଣ ନିଜ ଷ୍ଟ୍ରକଚରକୁ ଆବଶ୍ୟକତା ଅନୁସାରେ ସ୍କେଲ୍ କରିପାରିବେ
05:23 ଏଥିପାଇଁ, ଆପଣ Scale ଟ୍ୟାବ୍ ରେ ଥିବା ବିଭିନ୍ନ ଅପ୍ସନ୍ସ ବ୍ୟବହାର କରିପାରିବେ
05:28 ଆପଣ ନିଜେ Scale ଟ୍ୟାବ୍ ଏକ୍ସପ୍ଲୋର୍ କରନ୍ତୁ
05:32 Page Setup ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
05:37 ଏବେ ଚାଲନ୍ତୁ, ଏକ Image ଏକ୍ସପୋର୍ଟ ବିଷୟରେ ଶିଖିବା
05:41 File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
05:44 Save As Image ଡାୟଲଗ୍‍ ବକ୍ସ ଖୋଲିଲା
05:48 File Type ଫିଲ୍ଡରେ ଇମେଜ୍ ଅପ୍ସନ୍ସର ଏକ ତାଲିକା ଅଛି
05:52 SVG, EPS, PDF, PNG, JPEG ଆଦି ପରି ଆପଣ ଇମେଜ୍ କୁ ଏକ୍ସପୋର୍ଟ କରିପାରିବେ
06:04 SVG ଇମେଜ୍ ସିଲେକ୍ଟ କରନ୍ତୁ
06:07 Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
06:11 Save କ୍ଲିକ୍ କରନ୍ତୁ
06:13 ଏଠାରେ SVG ଇମେଜ୍ ଭାବରେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
06:18 ଏହାପରେ PDF ଡକ୍ୟୁମେଣ୍ଟ ଭାବରେ ଇମେଜ୍ କୁ ଏକ୍ସପୋର୍ଟ କରିବା
06:23 File ମେନୁକୁ ଯାଇ Save as Image ସିଲେକ୍ଟ କରନ୍ତୁ
06:27 Save As Image ଡାୟଲଗ୍‍ ବକ୍ସ ଖୋଲିଲା
06:31 ଫାଇଲ୍ ଟାଇପ୍ ରୁ PDF ଡକ୍ୟୁମେଣ୍ଟ ସିଲେକ୍ଟ କରନ୍ତୁ
06:35 Pentane-ethane ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
06:39 Save କ୍ଲିକ୍ କରନ୍ତୁ
06:41 ଏଠାରେ PDF ଡକ୍ୟୁମେଣ୍ଟ ଭାବେ ଫାଇଲଟି ସେଭ୍ ହୋଇଥିବାର ଆମେ ଦେଖିପାରୁଛେ
06:46 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:50 ସଂ‍କ୍ଷେପରେ,ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
06:54 ଭ୍ୟୁ ଅପ୍ସନ୍ସ
06:56 ଯୂମ୍ ଫ୍ୟାକ୍ଟର୍,ପେଜ୍ ସେଟ୍ଅପ୍
06:58 ପ୍ରିଣ୍ଟ ପ୍ରିଭ୍ୟୁ
07:00 ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା ଏବଂ
07:03 ଗୋଟିଏ ଇମେଜ୍ ଏକ୍ସପୋର୍ଟ କରିବା
07:05 ଏକ ଆସାଇନମେଣ୍ଟ ଭାବେ,ଷ୍ଟ୍ରକଚର୍ କୁ A5, B5 ଓ JB5 ଫର୍ମାଟ୍ସରେ ପ୍ରିଣ୍ଟ କରନ୍ତୁ
07:12 ଇମେଜ୍ କୁ EPS ଓ PNG ଫର୍ମାଟରେ ଏକ୍ସପୋର୍ଟ କରନ୍ତୁ
07:18 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
07:22 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:25 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
07:32 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:35 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:39 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:46 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:51 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:59 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
08:04 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep