C-and-Cpp/C2/Functions/Oriya
From Script | Spoken-Tutorial
Revision as of 10:55, 3 April 2017 by PoojaMoolya (Talk | contribs)
Time | Narration |
00:01 | Functions ରେ C ଓ C++ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | ଏକ function କ’ଣ |
00:11 | ଏକ functionର ସିଣ୍ଟାକ୍ସ |
00:13 | “ରିଟର୍ନ ଷ୍ଟେଟମେଣ୍ଟ”ର ମହତ୍ୱ |
00:16 | ଏହା ଆମେ ଉଦାହରଣ ମାଧ୍ୟମରେ କରିବା | |
00:18 | କିଛି ସାଧାରଣ ଏରର୍ସ ଓ ତାହାର ସମାଧାନ ମଧ୍ୟ ଆମେ ଦେଖିବା | |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ, |
00:25 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ |
00:29 | gcc and g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି | |
00:35 | functionର ପରିଚୟରୁ ଆରମ୍ଭ କରିବା | |
00:39 | ଗୋଟିଏ ଫଙ୍କସନ୍ ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦିତ କରୁଥିବା ଆତ୍ମନିର୍ଭର ପ୍ରୋଗ୍ରାମ୍ | |
00:45 | ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ କିମ୍ୱା ଅଧିକ functions ଥାଏ | |
00:49 | ଥରେ ଏକଜେକ୍ୟୁଟ୍ ହୋଇଗଲେ, କଣ୍ଟ୍ରୋଲ୍ ଟି ଯେଉଁଠାରୁ ଆକ୍ସେସ୍ କରାଯାଇଥିଲା, ସେହିଠାକୁ ଫେରିଆସିବ | |
00:55 | “ଫଙ୍କସନ୍”ର ସିଣ୍ଟାକ୍ସ ଦେଖିବା | |
00:59 | “ଫଙ୍କସନ୍ ରିଟର୍ନ” କରୁଥିବା ଡାଟାର ପ୍ରକାରକୁ “ret-type” ପରିଭାଷିତ କରେ | |
01:05 | ଫଙ୍କସନ୍ ର ନାମକୁ “fun_name” ପରିଭାଷିତ କରେ | |
01:09 | “ଭେରିଏବଲ୍”ର ନାମ ଓ ସେଗୁଡ଼ିକର ପ୍ରକାରର ତାଲିକା ହେଉଛି “parameter” | |
01:14 | ଆମେ ଏକ ଖାଲି ପାରାମିଟର୍ ତାଲିକା ନିର୍ଦ୍ଦିଷ୍ଟ କରିପାରିବା | |
01:18 | ଏହାକୁ ଆର୍ଗୁମେଣ୍ଟସ୍ ବିନା ଫଙ୍କସନ୍ କୁହାଯାଏ | |
01:21 | ଆଉ ଏହାକୁ ଆର୍ଗୁମେଣ୍ଟସ୍ ସହ୍ସ ଫଙ୍କସନ୍ କୁହାଯାଏ | |
01:26 | void ବ୍ୟବହାର କରୁଥିବା ଏକ ପ୍ରୋଗ୍ରାମ୍ କୁ ଦେଖିବା | |
01:29 | ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି | |
01:32 | ମୁଁ ତାହାକୁ ଖୋଲୁଛି | |
01:35 | ମୋ ଫାଇଲ୍ ର ନାମ ହେଉଛି function | |
01:38 | ଆଉ ମୁଁ ଫାଇଲ୍ ଟିକୁ .c (dot c) ଏକ୍ସଟେନ୍ସନ୍ ସହ ସେଭ୍ କରିଛି | |
01:43 | ମୁଁ ଏକ କୋଡ୍ ଏକ୍ସପ୍ଲେନ୍ କରୁଛି | |
01:45 | ଏହା ହେଉଛି ଆମର “ହେଡର୍” ଫାଇଲ୍ | |
01:47 | କୌଣସି “ଫଙ୍କସନ୍” ବ୍ୟବହାର କରିବା ପୂର୍ବରୁ ଏହାକୁ ପରିଭାଷିତ କରିବା ଦରକାର | |
01:51 | ଏଠାରେ ଆମେ add ନାମକ ଏକ “ଫଙ୍କସନ୍”କୁ ପରିଭାଷିତ କରିଛେ | |
01:54 | ଧ୍ୟାନଦିଅନ୍ତୁ ଯେ, add function କୌଣସି “ଆର୍ଗୁମେଣ୍ଟସ୍” ବିନା ଅଟେ | |
01:58 | ଆଉ ରିଟର୍ନ ଟାଇପ୍ ହେଉଛି void | |
02:01 | ଏଠାରେ ଦୁଇ ପ୍ରକାରର ଫଙ୍କସନ୍ ଅଛି |
02:03 | User-defined ହେଉଛି ଆମର add function ଏବଂ |
02:06 | Pre-defined ହେଉଛି printf ଓ main function . |
02:12 | ଏଠାରେ ଆମେ “a” ଓ “b”କୁ ୨ ଓ ୩ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିବା ସହ |
02:19 | ଏକ ଭେରିଏବଲ୍ “C” ଘୋଷିତ କରିଛେ | |
02:21 | ତା’ପରେ ଆମେ a ଓ bର ଭାଲ୍ୟୁ ଆଡ୍ କରିଛେ | |
02:24 | ପରିଣାମ Cରେ ଷ୍ଟୋର୍ ହୋଇଛି | |
02:27 | ଆମେ ରେଜଲ୍ଟ ପ୍ରିଣ୍ଟ କରିବା | |
02:29 | ଏହା ହେଉଛି ଆମର main function | |
02:32 | ଏଠାରେ ଆମେ add ଫଙ୍କସନ୍ ଦର୍ଶାଉଛୁ | |
02:34 | ଆଡିଶନ୍ କାର୍ଯ୍ୟ ପ୍ରଦର୍ଶିତ ହୋଇ ରେଜଲ୍ଟ ପ୍ରିଣ୍ଟ ହେବ | |
02:39 | ଏବେ, ସେଭ୍ ରେ କ୍ଲିକ୍ କରନ୍ତୁ | |
02:42 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | |
02:45 | Ctrl, Alt ଓ T କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ | |
02:53 | କମ୍ପାଇଲ୍ କରିବା ପାଇଁ “gcc ଫଙ୍କସନ୍ ଡଟ୍ c ହାଇଫେନ୍ o fun” ଟାଇପ୍ କରନ୍ତୁ | |
03:00 | ଏକଜେକ୍ୟୁଟ୍ କରିବା ପାଇଁ ./fun (ଡଟ୍ ସ୍ଲାଶ୍ fun) ଟାଇପ୍ କରନ୍ତୁ | |
03:05 | Sum of a and b is 5 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ | |
03:10 | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | |
03:13 | ଫଙ୍କସନ୍ ରେ parameters କିମ୍ୱା arguments ନାମକ ସ୍ପେସିଆଲ୍ ଆଇଡେଣ୍ଟିଫାୟର୍ସ ରହିଥାଏ | |
03:20 | ଆର୍ଗୁମେଣ୍ଟସ୍ ସହ ସମାନ ଉଦାହରଣ ଦେଖିବା | |
03:23 | ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି | |
03:27 | int add(int a, int b) ଟାଇପ୍ କରନ୍ତୁ | |
03:32 | ଆମେ ଏଠାରେ ଏକ add ଫଙ୍କସନ୍ ଘୋଷଣା କରିଛେ | |
03:36 | int a ଓ int b ହେଉଛି add ଫଙ୍କସନ୍ ର arguments | |
03:41 | ଏହାକୁ ଡିଲିଟ୍ କରନ୍ତୁ | ଏଠାରେ a ଓ bକୁ ଇନିଶିଆଲାଇଜ୍ କରିବା ଆବଶ୍ୟକ ନାହିଁ | |
03:46 | ଫ୍ରିଣ୍ଟf ଷ୍ଟେଟମେଣ୍ଟକୁ ଡିଲିଟ୍ କରନ୍ତୁ | |
03:49 | int main() ଟାଇପ୍ କରନ୍ତୁ | |
03:52 | ଏକ ଭେରିଏବଲ୍ sumକୁ ଏଠାରେ ଘୋଷଣା କରିବା | |
03:54 | int sum; ଟାଇପ୍ କରନ୍ତୁ | |
03:57 | ତା’ପରେsum = add(5,4); ଟାଇପ୍ କରନ୍ତୁ | |
04:03 | ଏଠାରେ add function ଦର୍ଶାଇବା | |
04:05 | ତା’ପରେ ୫ ଓ ୪ ଭାବରେ ପାରାମିଟର୍ ପାସ୍ କରିବା | |
04:10 | aରେ ୫ ଓ bରେ ୪ ଷ୍ଟୋର୍ ହେବ | |
04:14 | ଆଡିଶନ୍ କରାଯିବ | |
04:18 | ଏବେ ରେଜଲ୍ଟ ପ୍ରିଣ୍ଟ କରିବା | |
04:20 | ଏଠାରେprintf(“Sum is %d\n”, sum); ଟାଇପ୍ କରନ୍ତୁ | |
04:27 | ଏହାକୁ ଡିଲିଟ୍ କରନ୍ତୁ, କାରଣ ଆମେ ଉପରେ ଫଙ୍କସନ୍ ଦର୍ଶାଇସାରିଛେ | |
04:32 | return 0; ଟାଇପ୍ କରନ୍ତୁ | |
04:36 | ଭାଲ୍ୟୁ ରିଟର୍ନ କରୁଥିବା “ରିଟର୍ନ” ଷ୍ଟେଟମେଣ୍ଟକୁ ଏକ non-void function ନିଶ୍ଚିତ ବ୍ୟବହାର କରିବା ଦରକାର | |
04:41 | ସେଭ୍ ରେ କ୍ଲିକ୍ କରନ୍ତୁ | |
04:43 | ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା | |
04:45 | ଆମ ଟର୍ମିନାଳ୍ କୁ ଫେରିଆସନ୍ତୁ | |
04:48 | ଏବେ ପୂର୍ବ ପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ | |
04:50 | ଏକଜେକ୍ୟୁଟ୍ କରିବା | |
04:52 | Sum is 9 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା | |
04:57 | ଏବେ, C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା | |
05:02 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | |
05:04 | ମୁଁ ଏଠାରେ କିଛି ଜିନିଷ ଚେଞ୍ଜ କରିବି | |
05:07 | ପ୍ରଥମେ, Shift, Ctrl ଓ Sକୁ ଏକାସାଙ୍ଗରେ ଦାବନ୍ତୁ | |
05:12 | ଏବେ, .cpp ଏକ୍ସଟେନ୍ସନ୍ ଦେଇ ଫାଇଲ୍ କୁ ସେଭ୍ କରନ୍ତୁ | |
05:18 | ସେଭ୍ ରେ କ୍ଲିକ୍ କରନ୍ତୁ | ପ୍ରଥମେ ଆମେ ହେଡର୍ ଫାଇଲ୍ କୁ <iostream> ଭାବରେ ଚେଞ୍ଜ କରିବା | |
05:24 | ଆମେ ଏଠାରେ using ଷ୍ଟେଟମେଣ୍ଟ ମିଶାଇବା | |
05:28 | C++ରେ function declaration ସମାନ ଅଟେ | |
05:32 | ତେଣୁ, ଏଠାରେ କିଛି ପରିବର୍ତ୍ତନ କରିବା ଦରକାର ନାହିଁ | |
05:37 | C++ ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁଥିବାରୁ ଏବେ cout ଷ୍ଟେଟମେଣ୍ଟ ସହିତ ”ପ୍ରିଣ୍ଟf” ଷ୍ଟେଟମେଣ୍ଟ ବଦଳାନ୍ତୁ | |
05:48 | ଆମକୁ ଏଠାରେ format specifier ଓ \n ଦରକାର ନାହିଁ | |
05:52 | କମା ଡିଲିଟ୍ କରନ୍ତୁ | |
05:54 | ଏବେ, ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ | |
05:58 | ସମ୍ ପରେ, ପୁଣିଥରେ ଦୁଇଟି ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ | |
06:03 | ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n ଟାଇପ୍ କରନ୍ତୁ | |
06:07 | ଏହି କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ | |
06:09 | ସେଭ୍ କ୍ଲିକ୍ କରନ୍ତୁ | |
06:11 | ଏବେ ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରିବା | |
06:14 | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ | |
06:16 | g++ ଫଙ୍କସନ୍ ଡଟ୍ cpp ହାଇଫେନ୍ o fun1 ଟାଇପ୍ କରନ୍ତୁ | |
06:23 | ଆମେ, ଫାଇଲ୍ funକୁ ଓଭର୍ ରାଇଟ୍ କରିବାକୁ ଚାହୁଁ ନଥିବାରୁ ଏଠାରେ fun1 ରଖିଛେ | |
06:31 | ଏଣ୍ଟର୍ ଦାବନ୍ତୁ | |
06:34 | ./ (ଡଟ୍ ସ୍ଲାଶ୍)fun1 ଟାଇପ୍ କରନ୍ତୁ | |
06:38 | ଆଉଟପୁଟ୍ ପ୍ରଦର୍ଶିତ ହେଲା: Sum is 9 |
06:42 | ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ | |
06:47 | ଧରନ୍ତୁ, ଏଠାରେ ଆମେ ୪ ସ୍ଥାନରେ x ଟାଇପ୍ କଲେ | |
06:51 | ଅନ୍ୟ ସବୁ କୋଡ୍ ଗୁଡ଼ିକୁ ଅପରିବର୍ତ୍ତିତ ରଖିବା | |
06:55 | ସେଭ୍ ରେ କ୍ଲିକ୍ କରନ୍ତୁ | |
06:58 | ପ୍ରୋଗ୍ରାମ୍ କମ୍ପାଇଲ୍ କରନ୍ତୁ | |
07:02 | ଆମେ ୧୦ ନଂ. ଲାଇନ୍ ରେ ଏକ ଏରର୍ ଦେଖୁ | |
07:06 | ଏହି ସ୍କୋପ୍ ରେ x ଘୋଷିତ କରାଯାଇନଥିଲା | |
07:09 | ଏହା ଏଥିପାଇଁ କାରଣ, x ହେଉଛି ଏକ କ୍ୟାରେକ୍ଟର୍ ଭେରିଏବଲ୍ | |
07:13 | ଏହା କେଉଁଠାରେବି ଘୋଷିତ ହୋଇନାହିଁ | |
07:15 | ଆଉ ଆମ “ଆଡ୍” ଫଙ୍କସନ୍ ରେ ଏକ “ଆର୍ଗୁମେଣ୍ଟ” ଭାବରେ “ଇଣ୍ଟିଜର୍” ଭେରିଏବଲ୍ ଥିବାରୁ |
07:21 | “ରିଟର୍ନ ଟାଇପ୍” ଓ “ରିଟର୍ନ ଭାଲ୍ୟୁ”ରେ ଅନ୍ତର ରହିଛି | |
07:25 | ଏବେ, ଆମ ପ୍ରୋଗ୍ରାମ୍ କୁ ଫେରି ଆସନ୍ତୁ | |
07:27 | ଏରର୍ ଫିକ୍ସ କରିବା | |
07:30 | ଲାଇନ୍ ନଂ. ୧୦ରେ ୪ ଟାଇପ୍ କରନ୍ତୁ | |
07:32 | ସେଭ୍ ରେ କ୍ଲିକ୍ କରନ୍ତୁ | |
07:35 | ପୁଣିଥରେ ଏକଜେକ୍ୟୁଟ୍ କରିବା | |
07:37 | ଚଲନ୍ତୁ ପ୍ରମ୍ପ୍ଟ କ୍ଲିଅର୍ କରିଦେବା | |
07:40 | ପୂର୍ବପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ | |
07:42 | ହଁ! ଏହା କାମ କରୁଛି | |
07:45 | ଆମେ ଏବେ ଆଉ ଏକ ସାଧାରଣ ଏରର୍ ଦେଖିବା, ଯାହା ଦେଖାଦେଇପାରେ | |
07:50 | ଧରନ୍ତୁ, ଆମେ ଏଠାରେ କେବଳ ଗୋଟିଏ ପାରାମିଟାର୍ ପାସ୍ କରିବା | |
07:55 | ୪ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ | |
07:58 | ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ | |
08:00 | କମ୍ପାଇଲ୍ କରିବା | ଆମେ ଲାଇନ୍ ୧୦ରେ ଏକ ଏରର୍ ଦେଖୁ | |
08:06 | 'too few arguments to function 'int add (int, int)' | |
08:11 | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | |
08:14 | ଆମ ପାଖରେ ଦୁଇଟି ପାରାମିଟର୍ ଥିବାର ଆମେ ଦେଖୁ | |
08:19 | int a ଓ int b. |
08:22 | ଆଉ ଏଠାରେ ଆମେ କେବଳ ଗୋଟିଏ ପାରାମିଟର୍ ପାସ୍ କରୁଛେ | |
08:25 | ତେଣୁ, ଏହା ଏକ ଏରର୍ ଦିଏ | |
08:27 | ଚାଲନ୍ତୁ, ଏରର୍ ଫିକ୍ସ କରିବା | |
08:29 | ୪ ଟାଇପ୍ କରନ୍ତୁ | |
08:31 | ସେଭ୍ ରେ କ୍ଲିକ୍ କରନ୍ତୁ | |
08:34 | ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ | |
08:36 | ପୁଣିଥରେ ଏକଜେକ୍ୟୁଟ୍ କରିବା | |
08:39 | ହଁ! ଏହା କାମ କରୁଛି | |
08:42 | ଆମ ସ୍ଲାଇଡ୍ସକୁ ଫେରିଆସନ୍ତୁ | |
08:44 | ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - |
08:49 | ଫଙ୍କସନ୍ ଫଙ୍କସନ୍ର ସିଣ୍ଟାକ୍ସ |
08:51 | ଆର୍ଗୁମେଣ୍ଟ ବିନା ଫଙ୍କସନ୍ |
08:53 | ଯେପରି- void add() |
08:55 | ଆର୍ଗୁମେଣ୍ଟସ୍ ସହିତ ଫଙ୍କସନ୍ |
08:57 | ଯେପରି- int add(int a, int b) |
09:02 | ଏକ ଆସାଇନମେଣ୍ଟ ଭାବରେ- ଗୋଟିଏ ସଂଖ୍ୟାର ବର୍ଗ ଗଣନା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ | |
09:07 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
09:11 | ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
09:14 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
09:18 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ : |
09:21 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
09:24 | ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
09:28 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
09:35 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
09:40 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
09:47 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି | |
09:52 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | |
09:55 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |