C-and-Cpp/C2/Functions/Oriya

From Script | Spoken-Tutorial
Jump to: navigation, search
Time Narration
00:01 Functions ରେ C ଓ C++ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଏକ function କ’ଣ
00:11 ଏକ functionର ସିଣ୍ଟାକ୍ସ
00:13 “ରିଟର୍ନ ଷ୍ଟେଟମେଣ୍ଟ”ର ମହତ୍ୱ
00:16 ଏହା ଆମେ ଉଦାହରଣ ମାଧ୍ୟମରେ କରିବା |
00:18 କିଛି ସାଧାରଣ ଏରର୍ସ ଓ ତାହାର ସମାଧାନ ମଧ୍ୟ ଆମେ ଦେଖିବା |
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ,
00:25 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
00:29 gcc and g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି |
00:35 functionର ପରିଚୟରୁ ଆରମ୍ଭ କରିବା |
00:39 ଗୋଟିଏ ଫଙ୍କସନ୍ ହେଉଛି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦିତ କରୁଥିବା ଆତ୍ମନିର୍ଭର ପ୍ରୋଗ୍ରାମ୍ |
00:45 ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ କିମ୍ୱା ଅଧିକ functions ଥାଏ |
00:49 ଥରେ ଏକଜେକ୍ୟୁଟ୍ ହୋଇଗଲେ, କଣ୍ଟ୍ରୋଲ୍ ଟି ଯେଉଁଠାରୁ ଆକ୍ସେସ୍ କରାଯାଇଥିଲା, ସେହିଠାକୁ ଫେରିଆସିବ |
00:55 “ଫଙ୍କସନ୍”ର ସିଣ୍ଟାକ୍ସ ଦେଖିବା |
00:59 “ଫଙ୍କସନ୍ ରିଟର୍ନ” କରୁଥିବା ଡାଟାର ପ୍ରକାରକୁ “ret-type” ପରିଭାଷିତ କରେ |
01:05 ଫଙ୍କସନ୍ ର ନାମକୁ “fun_name” ପରିଭାଷିତ କରେ |
01:09 “ଭେରିଏବଲ୍”ର ନାମ ଓ ସେଗୁଡ଼ିକର ପ୍ରକାରର ତାଲିକା ହେଉଛି “parameter” |
01:14 ଆମେ ଏକ ଖାଲି ପାରାମିଟର୍ ତାଲିକା ନିର୍ଦ୍ଦିଷ୍ଟ କରିପାରିବା |
01:18 ଏହାକୁ ଆର୍ଗୁମେଣ୍ଟସ୍ ବିନା ଫଙ୍କସନ୍ କୁହାଯାଏ |
01:21 ଆଉ ଏହାକୁ ଆର୍ଗୁମେଣ୍ଟସ୍ ସହ୍ସ ଫଙ୍କସନ୍ କୁହାଯାଏ |
01:26 void ବ୍ୟବହାର କରୁଥିବା ଏକ ପ୍ରୋଗ୍ରାମ୍ କୁ ଦେଖିବା |
01:29 ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
01:32 ମୁଁ ତାହାକୁ ଖୋଲୁଛି |
01:35 ମୋ ଫାଇଲ୍ ର ନାମ ହେଉଛି function |
01:38 ଆଉ ମୁଁ ଫାଇଲ୍ ଟିକୁ .c (dot c) ଏକ୍ସଟେନ୍ସନ୍ ସହ ସେଭ୍ କରିଛି |
01:43 ମୁଁ ଏକ କୋଡ୍ ଏକ୍ସପ୍ଲେନ୍ କରୁଛି |
01:45 ଏହା ହେଉଛି ଆମର “ହେଡର୍” ଫାଇଲ୍ |
01:47 କୌଣସି “ଫଙ୍କସନ୍” ବ୍ୟବହାର କରିବା ପୂର୍ବରୁ ଏହାକୁ ପରିଭାଷିତ କରିବା ଦରକାର |
01:51 ଏଠାରେ ଆମେ add ନାମକ ଏକ “ଫଙ୍କସନ୍”କୁ ପରିଭାଷିତ କରିଛେ |
01:54 ଧ୍ୟାନଦିଅନ୍ତୁ ଯେ, add function କୌଣସି “ଆର୍ଗୁମେଣ୍ଟସ୍” ବିନା ଅଟେ |
01:58 ଆଉ ରିଟର୍ନ ଟାଇପ୍ ହେଉଛି void |
02:01 ଏଠାରେ ଦୁଇ ପ୍ରକାରର ଫଙ୍କସନ୍ ଅଛି
02:03 User-defined ହେଉଛି ଆମର add function ଏବଂ
02:06 Pre-defined ହେଉଛି printfmain function .
02:12 ଏଠାରେ ଆମେ “a” ଓ “b”କୁ ୨ ଓ ୩ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିବା ସହ
02:19 ଏକ ଭେରିଏବଲ୍ “C” ଘୋଷିତ କରିଛେ |
02:21 ତା’ପରେ ଆମେ a ଓ bର ଭାଲ୍ୟୁ ଆଡ୍ କରିଛେ |
02:24 ପରିଣାମ Cରେ ଷ୍ଟୋର୍ ହୋଇଛି |
02:27 ଆମେ ରେଜଲ୍ଟ ପ୍ରିଣ୍ଟ କରିବା |
02:29 ଏହା ହେଉଛି ଆମର main function |
02:32 ଏଠାରେ ଆମେ add ଫଙ୍କସନ୍ ଦର୍ଶାଉଛୁ |
02:34 ଆଡିଶନ୍ କାର୍ଯ୍ୟ ପ୍ରଦର୍ଶିତ ହୋଇ ରେଜଲ୍ଟ ପ୍ରିଣ୍ଟ ହେବ |
02:39 ଏବେ, ସେଭ୍ ରେ କ୍ଲିକ୍ କରନ୍ତୁ |
02:42 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
02:45 Ctrl, AltT କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
02:53 କମ୍ପାଇଲ୍ କରିବା ପାଇଁ “gcc ଫଙ୍କସନ୍ ଡଟ୍ c ହାଇଫେନ୍ o fun” ଟାଇପ୍ କରନ୍ତୁ |
03:00 ଏକଜେକ୍ୟୁଟ୍ କରିବା ପାଇଁ ./fun (ଡଟ୍ ସ୍ଲାଶ୍ fun) ଟାଇପ୍ କରନ୍ତୁ |
03:05 Sum of a and b is 5 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
03:10 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
03:13 ଫଙ୍କସନ୍ ରେ parameters କିମ୍ୱା arguments ନାମକ ସ୍ପେସିଆଲ୍ ଆଇଡେଣ୍ଟିଫାୟର୍ସ ରହିଥାଏ |
03:20 ଆର୍ଗୁମେଣ୍ଟସ୍ ସହ ସମାନ ଉଦାହରଣ ଦେଖିବା |
03:23 ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
03:27 int add(int a, int b) ଟାଇପ୍ କରନ୍ତୁ |
03:32 ଆମେ ଏଠାରେ ଏକ add ଫଙ୍କସନ୍ ଘୋଷଣା କରିଛେ |
03:36 int aint b ହେଉଛି add ଫଙ୍କସନ୍ ର arguments |
03:41 ଏହାକୁ ଡିଲିଟ୍ କରନ୍ତୁ | ଏଠାରେ a ଓ bକୁ ଇନିଶିଆଲାଇଜ୍ କରିବା ଆବଶ୍ୟକ ନାହିଁ |
03:46 ଫ୍ରିଣ୍ଟf ଷ୍ଟେଟମେଣ୍ଟକୁ ଡିଲିଟ୍ କରନ୍ତୁ |
03:49 int main() ଟାଇପ୍ କରନ୍ତୁ |
03:52 ଏକ ଭେରିଏବଲ୍ sumକୁ ଏଠାରେ ଘୋଷଣା କରିବା |
03:54 int sum; ଟାଇପ୍ କରନ୍ତୁ |
03:57 ତା’ପରେsum = add(5,4); ଟାଇପ୍ କରନ୍ତୁ |
04:03 ଏଠାରେ add function ଦର୍ଶାଇବା |
04:05 ତା’ପରେ ୫ ଓ ୪ ଭାବରେ ପାରାମିଟର୍ ପାସ୍ କରିବା |
04:10 aରେ ୫ ଓ bରେ ୪ ଷ୍ଟୋର୍ ହେବ |
04:14 ଆଡିଶନ୍ କରାଯିବ |
04:18 ଏବେ ରେଜଲ୍ଟ ପ୍ରିଣ୍ଟ କରିବା |
04:20 ଏଠାରେprintf(“Sum is %d\n”, sum); ଟାଇପ୍ କରନ୍ତୁ |
04:27 ଏହାକୁ ଡିଲିଟ୍ କରନ୍ତୁ, କାରଣ ଆମେ ଉପରେ ଫଙ୍କସନ୍ ଦର୍ଶାଇସାରିଛେ |
04:32 return 0; ଟାଇପ୍ କରନ୍ତୁ |
04:36 ଭାଲ୍ୟୁ ରିଟର୍ନ କରୁଥିବା “ରିଟର୍ନ” ଷ୍ଟେଟମେଣ୍ଟକୁ ଏକ non-void function ନିଶ୍ଚିତ ବ୍ୟବହାର କରିବା ଦରକାର |
04:41 ସେଭ୍ ରେ କ୍ଲିକ୍ କରନ୍ତୁ |
04:43 ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
04:45 ଆମ ଟର୍ମିନାଳ୍ କୁ ଫେରିଆସନ୍ତୁ |
04:48 ଏବେ ପୂର୍ବ ପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
04:50 ଏକଜେକ୍ୟୁଟ୍ କରିବା |
04:52 Sum is 9 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
04:57 ଏବେ, C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
05:02 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
05:04 ମୁଁ ଏଠାରେ କିଛି ଜିନିଷ ଚେଞ୍ଜ କରିବି |
05:07 ପ୍ରଥମେ, Shift, Ctrl ଓ Sକୁ ଏକାସାଙ୍ଗରେ ଦାବନ୍ତୁ |
05:12 ଏବେ, .cpp ଏକ୍ସଟେନ୍ସନ୍ ଦେଇ ଫାଇଲ୍ କୁ ସେଭ୍ କରନ୍ତୁ |
05:18 ସେଭ୍ ରେ କ୍ଲିକ୍ କରନ୍ତୁ | ପ୍ରଥମେ ଆମେ ହେଡର୍ ଫାଇଲ୍ କୁ <iostream> ଭାବରେ ଚେଞ୍ଜ କରିବା |
05:24 ଆମେ ଏଠାରେ using ଷ୍ଟେଟମେଣ୍ଟ ମିଶାଇବା |
05:28 C++ରେ function declaration ସମାନ ଅଟେ |
05:32 ତେଣୁ, ଏଠାରେ କିଛି ପରିବର୍ତ୍ତନ କରିବା ଦରକାର ନାହିଁ |
05:37 C++ ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁଥିବାରୁ ଏବେ cout ଷ୍ଟେଟମେଣ୍ଟ ସହିତ ”ପ୍ରିଣ୍ଟf” ଷ୍ଟେଟମେଣ୍ଟ ବଦଳାନ୍ତୁ |
05:48 ଆମକୁ ଏଠାରେ format specifier\n ଦରକାର ନାହିଁ |
05:52 କମା ଡିଲିଟ୍ କରନ୍ତୁ |
05:54 ଏବେ, ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
05:58 ସମ୍ ପରେ, ପୁଣିଥରେ ଦୁଇଟି ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
06:03 ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n ଟାଇପ୍ କରନ୍ତୁ |
06:07 ଏହି କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
06:09 ସେଭ୍ କ୍ଲିକ୍ କରନ୍ତୁ |
06:11 ଏବେ ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରିବା |
06:14 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:16 g++ ଫଙ୍କସନ୍ ଡଟ୍ cpp ହାଇଫେନ୍ o fun1 ଟାଇପ୍ କରନ୍ତୁ |
06:23 ଆମେ, ଫାଇଲ୍ funକୁ ଓଭର୍ ରାଇଟ୍ କରିବାକୁ ଚାହୁଁ ନଥିବାରୁ ଏଠାରେ fun1 ରଖିଛେ |
06:31 ଏଣ୍ଟର୍ ଦାବନ୍ତୁ |
06:34 ./ (ଡଟ୍ ସ୍ଲାଶ୍)fun1 ଟାଇପ୍ କରନ୍ତୁ |
06:38 ଆଉଟପୁଟ୍ ପ୍ରଦର୍ଶିତ ହେଲା: Sum is 9
06:42 ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
06:47 ଧରନ୍ତୁ, ଏଠାରେ ଆମେ ୪ ସ୍ଥାନରେ x ଟାଇପ୍ କଲେ |
06:51 ଅନ୍ୟ ସବୁ କୋଡ୍ ଗୁଡ଼ିକୁ ଅପରିବର୍ତ୍ତିତ ରଖିବା |
06:55 ସେଭ୍ ରେ କ୍ଲିକ୍ କରନ୍ତୁ |
06:58 ପ୍ରୋଗ୍ରାମ୍ କମ୍ପାଇଲ୍ କରନ୍ତୁ |
07:02 ଆମେ ୧୦ ନଂ. ଲାଇନ୍ ରେ ଏକ ଏରର୍ ଦେଖୁ |
07:06 ଏହି ସ୍କୋପ୍ ରେ x ଘୋଷିତ କରାଯାଇନଥିଲା |
07:09 ଏହା ଏଥିପାଇଁ କାରଣ, x ହେଉଛି ଏକ କ୍ୟାରେକ୍ଟର୍ ଭେରିଏବଲ୍ |
07:13 ଏହା କେଉଁଠାରେବି ଘୋଷିତ ହୋଇନାହିଁ |
07:15 ଆଉ ଆମ “ଆଡ୍” ଫଙ୍କସନ୍ ରେ ଏକ “ଆର୍ଗୁମେଣ୍ଟ” ଭାବରେ “ଇଣ୍ଟିଜର୍” ଭେରିଏବଲ୍ ଥିବାରୁ
07:21 “ରିଟର୍ନ ଟାଇପ୍” ଓ “ରିଟର୍ନ ଭାଲ୍ୟୁ”ରେ ଅନ୍ତର ରହିଛି |
07:25 ଏବେ, ଆମ ପ୍ରୋଗ୍ରାମ୍ କୁ ଫେରି ଆସନ୍ତୁ |
07:27 ଏରର୍ ଫିକ୍ସ କରିବା |
07:30 ଲାଇନ୍ ନଂ. ୧୦ରେ ୪ ଟାଇପ୍ କରନ୍ତୁ |
07:32 ସେଭ୍ ରେ କ୍ଲିକ୍ କରନ୍ତୁ |
07:35 ପୁଣିଥରେ ଏକଜେକ୍ୟୁଟ୍ କରିବା |
07:37 ଚଲନ୍ତୁ ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
07:40 ପୂର୍ବପରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ କରନ୍ତୁ |
07:42 ହଁ! ଏହା କାମ କରୁଛି |
07:45 ଆମେ ଏବେ ଆଉ ଏକ ସାଧାରଣ ଏରର୍ ଦେଖିବା, ଯାହା ଦେଖାଦେଇପାରେ |
07:50 ଧରନ୍ତୁ, ଆମେ ଏଠାରେ କେବଳ ଗୋଟିଏ ପାରାମିଟାର୍ ପାସ୍ କରିବା |
07:55 ୪ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ |
07:58 ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
08:00 କମ୍ପାଇଲ୍ କରିବା | ଆମେ ଲାଇନ୍ ୧୦ରେ ଏକ ଏରର୍ ଦେଖୁ |
08:06 'too few arguments to function 'int add (int, int)' |
08:11 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
08:14 ଆମ ପାଖରେ ଦୁଇଟି ପାରାମିଟର୍ ଥିବାର ଆମେ ଦେଖୁ |
08:19 int a int b.
08:22 ଆଉ ଏଠାରେ ଆମେ କେବଳ ଗୋଟିଏ ପାରାମିଟର୍ ପାସ୍ କରୁଛେ |
08:25 ତେଣୁ, ଏହା ଏକ ଏରର୍ ଦିଏ |
08:27 ଚାଲନ୍ତୁ, ଏରର୍ ଫିକ୍ସ କରିବା |
08:29 ୪ ଟାଇପ୍ କରନ୍ତୁ |
08:31 ସେଭ୍ ରେ କ୍ଲିକ୍ କରନ୍ତୁ |
08:34 ଟର୍ମିନାଲ୍ କୁ ସ୍ୱିଚ୍ କରନ୍ତୁ |
08:36 ପୁଣିଥରେ ଏକଜେକ୍ୟୁଟ୍ କରିବା |
08:39 ହଁ! ଏହା କାମ କରୁଛି |
08:42 ଆମ ସ୍ଲାଇଡ୍ସକୁ ଫେରିଆସନ୍ତୁ |
08:44 ସଂକ୍ଷେପରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
08:49 ଫଙ୍କସନ୍ ଫଙ୍କସନ୍ର ସିଣ୍ଟାକ୍ସ
08:51 ଆର୍ଗୁମେଣ୍ଟ ବିନା ଫଙ୍କସନ୍
08:53 ଯେପରି- void add()
08:55 ଆର୍ଗୁମେଣ୍ଟସ୍ ସହିତ ଫଙ୍କସନ୍
08:57 ଯେପରି- int add(int a, int b)
09:02 ଏକ ଆସାଇନମେଣ୍ଟ ଭାବରେ- ଗୋଟିଏ ସଂଖ୍ୟାର ବର୍ଗ ଗଣନା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
09:07 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:11 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:14 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:18 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
09:21 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
09:24 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
09:28 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
09:35 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:47 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
09:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
09:55 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep, Pratik kamble