Java/C2/Primitive-type-conversions/Oriya
From Script | Spoken-Tutorial
Revision as of 11:32, 19 October 2016 by PoojaMoolya (Talk | contribs)
Time | Narration |
00:01 | Javaରେ Type Conversion ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:08 | * ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକ ଡାଟାକୁ କିପରି ବଦଳାଇବେ |
00:13 | * Implicit ଓ Explicit Conversion ନାମକ ଦୁଇ ପ୍ରକାରର କନଭର୍ସନ୍ ଏବଂ |
00:18 | * Strings କୁ Numbersରେ କିପରି ବଦଳାଇବେ |
00:23 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
|
00:33 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର |
00:38 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:47 | Type Conversionର ଅର୍ଥ ହେଉଛି, ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକକୁ ଡାଟା ବଦଳାଇବା |
00:53 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
00:55 | Eclipseକୁ ଯାଆନ୍ତୁ |
01:02 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:07 | ମୁଁ ଏକ TypeConversionର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛି |
01:13 | ଏବେ, କିଛି ଭେରିଏବଲ୍ସ କ୍ରିଏଟ୍ କରିବା |
01:19 | int a equal to 5.
float b; b equal to a |
01:33 | ମୁଁ ଦୁଇଟି ଭେରିଏବଲ୍ସ କ୍ରିଏଟ୍ କରିଛି. a ହେଉଛି ଏକ ଇଣ୍ଟେଜର୍ ଓ b ହେଉଛି ଏକ float |
01:39 | ମୁଁ, ଇଣ୍ଟେଜର୍ ଭାଲ୍ୟୁକୁ float variableରେ ଷ୍ଟୋର୍ କରୁଛି |
01:43 | ଚାଲନ୍ତୁ ଦେଖିବା, ଏବେ float variable କ’ଣ ରଖିଛି |
01:48 | System ଡଟ୍ Out ଡଟ୍ Println(b); |
01:58 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
02:07 | ଆମେ ଦେଖିପାରୁଛେ ଯେ, Integer 5, float 5.0ରେ ବଦଳିଯାଇଛି |
02:13 | ଏହି ପ୍ରକାର କନଭର୍ସନ୍ କୁ Implicit Conversion କୁହାଯାଏ |
02:17 | ନାମ ଅନୁସାରେ, ଡାଟା ଟାଇପ୍ କୁ ସୁହାଇଲା ଭଳି ଭାଲ୍ୟୁ ଅଟୋମେଟିକାଲୀ ବଦଳିଯାଏ |
02:24 | ଏବେ ଆମେ, ସମାନ ପଦ୍ଧତି ବ୍ୟବହାର କରି float କୁ ଏକ intରେ ବଦଳାଇବା |
02:30 | 5କୁ କାଢିଦିଅନ୍ତୁ, float b equal to 2.5f ଏବଂ bକୁ aରେ ଷ୍ଟୋର୍ କରି aର ଭାଲ୍ୟୁକୁ ପ୍ରିଣ୍ଟ କରନ୍ତୁ |
02:50 | ଫାଇଲ୍ ସେଭ୍ କରନ୍ତୁ |
02:56 | ଦେଖନ୍ତୁ, ଏଥିରେ ଏକ ଏରର୍ ଅଛି |
03:00 | ଏରର୍ ମେସେଜ୍ କୁହେ - Type mismatch: cannot convert from float to int |
03:06 | ଏହାର ଅର୍ଥ, Implicit Conversion କେବଳ ଏକ intରୁ ଏକ float ପର୍ଯ୍ୟନ୍ତ ହିଁ ସମ୍ଭବ, କିନ୍ତୁ ଅନ୍ୟ ମାର୍ଗରେ ନୁହେଁ |
03:13 | ଗୋଟିଏ floatକୁ intରେ ବଦଳାଇବା ପାଇଁ ଆମକୁ Explicit Conversion ବ୍ୟବହାର କରିବାକୁ ପଡ଼ିବ |
03:17 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
03:23 | ଭେରିଏବଲ୍ ପୂର୍ବରୁ ପାରେନ୍ଥେସେସ୍ ରେ int ବ୍ୟବହାର କରି ତାହାକୁ କରାଯାଏ |
03:34 | ଏହି ଷ୍ଟେଟମେଣ୍ଟ କୁହେ ଯେ, ଭେରିଏବଲ୍ bରେ ଥିବା ଡାଟାକୁ int ଡାଟା ଟାଇପ୍ ରେ ବଦଳାଇ aରେ ଷ୍ଟୋର୍ କରିବାକୁ ହେବ |
03:43 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
03:51 | ଆମେ ଦେଖିପାରୁଛେ ଯେ, float ଭାଲ୍ୟୁ intରେ ବଦଳିଯାଇଛି |
03:56 | କିନ୍ତୁ, ଡାଟା ଟାଇପ୍ କୁ ସୁହାଇଲା ପରି, ସେହିଅନୁସାରେ ଡାଟା ବଦଳିଯାଇଛି |
04:01 | intରୁ floatକୁ ଡାଟା ବଦଳାଇବା ପାଇଁ ମଧ୍ୟ Explicit Conversion ବ୍ୟବହାର କରାଯାଇପାରେ |
04:07 | ପୂର୍ବ ଉଦାହରଣକୁ ନେବା |
04:10 | int a =5; float b; b = (float) a; |
04:32 | System.out.println(b); |
04:36 | integerକୁ floatରେ ବଦଳାଇବା ପାଇଁ ଆମେ explicit Conversion ବ୍ୟବହାର କରୁଛେ |
04:42 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
04:51 | ଦେଖନ୍ତୁ, int ଭାଲ୍ୟୁ ଏକ float ଭାଲ୍ୟୁରେ ବଦଳିଯାଇଛି |
04:58 | ଗୋଟିଏ Characterକୁ ଏକ integerରେ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା |
05:06 | int a; char c equal to ସିଙ୍ଗଲ୍ କ୍ୱୋଟ୍ସରେ 'm'; |
05:24 | a equal to (int) c |
05:32 | System ଡଟ୍ Out ଡଟ୍ Println(a); |
05:36 | ଆମେ, କ୍ୟାରେକ୍ଟର୍ mକୁ ଏକ integerରେ ବଦଳାଉଛେ ଓ ଭାଲ୍ୟୁ ପ୍ରିଣ୍ଟ କରୁଛେ |
05:43 | ଏହାକୁ ସେଭ୍ କରି ରନ୍ କରନ୍ତୁ |
05:53 | ଆମେ ଯେପରି ଦେଖିପାରୁଛେ, ଆଉଟପୁଟ୍ ହେଉଛି 109, ଯାହା mର ascii ଭାଲ୍ୟୁ ଅଟେ |
05:58 | ଏହାର ଅର୍ଥ, ଯେତେବେଳେ charକୁ intରେ ବଦଳାଯାଏ, ତାହାର ascii ଭାଲ୍ୟୁ ଷ୍ଟୋର୍ ହୁଏ |
06:03 | ଚାଲନ୍ତୁ, ଏହାକୁ ଡିଜିଟ୍ ସହିତ ଦେଖିବା |
06:06 | char c = ଡିଜିଟ୍ 5; |
06:11 | ତାହାକୁ ସେଭ୍ କରି Run କରନ୍ତୁ |
06:18 | ଆମେ ଯେପରି ଦେଖିପାରୁଛେ, ଆଉଟପୁଟ୍ ହେଉଛି 53, ଯାହା 5ର ascii ଭାଲ୍ୟୁ ଅଟେ |
06:24 | ଏହା 5 ସଂଖ୍ୟା ନୁହେଁ |
06:26 | ସଂଖ୍ୟାକୁ ପାଇବା ପାଇଁ ଆମକୁ, ଏକ String ବ୍ୟବହାର କରିବାକୁ ହେବ ଓ ତାକୁ integerରେ ବଦଳାଇବାକୁ ହେବ |
06:31 | ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
06:33 | main ଫଙ୍କସନ୍ କୁ କାଢିଦିଅନ୍ତୁ |
06:38 | ଟାଇପ୍ କରନ୍ତୁ: |
06:40 | String sHeight Heightର String ଫର୍ମ equal to ଡବଲ୍ କ୍ୱୋଟ୍ସରେ 6 |
06:58 | int h equal to explicit conversion int of sHeight ଏବଂ |
07:11 | System dot out dot println(h) . ଫାଇଲ୍ କୁ ସେଭ୍ କରନ୍ତୁ |
07:27 | ମୁଁ ଭାଲ୍ୟୁ 6 ସହିତ ଏକ ଷ୍ଟ୍ରିଙ୍ଗ୍ ଭେରିଏବଲ୍ କ୍ରିଏଟ୍ କଲି ଏବଂ ତାହାକୁ ଏକ ଇଣ୍ଟିଜର୍ ରେ ବଦଳାଇବାକୁ ଚେଷ୍ଟା କରୁଛି, କିନ୍ତୁ ସେଥିରେ ଏକ ତ୍ରୁଟି ଅଛି |
07:37 | ଏବଂ ଏରର୍ ମେସେଜ୍ କୁହେ: Cannot cast from String to int. |
07:42 | ଏହାର ଅର୍ଥ ହେଉଛି, ଷ୍ଟ୍ରିଙ୍ଗ୍ସ କନଭର୍ଟ କରିବା ପାଇଁ ଆମେ, Implicit କିମ୍ୱା Explicit Conversion ବ୍ୟବହାର କରିପାରିବା ନାହିଁ |
07:48 | ଏହାକୁ ଅନ୍ୟ ପଦ୍ଧତିରେ କରିବାକୁ ହେବ. ଚାଲନ୍ତୁ ସେଗୁଡିକ ବ୍ୟବହାର କରିବା |
07:58 | int sHeightକୁ କାଢ଼ି ଟାଇପ୍ କରନ୍ତୁ Integer dot parselnt sHeight: |
08:21 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
08:29 | ଦେଖନ୍ତୁ, ଭାଲ୍ୟୁଟି ସଫଳତାପୂର୍ବକ ଏକ ଇଣ୍ଟିଜର୍ ରେ ବଦଳିଗଲା |
08:35 | ଏହା କରିବାକୁ ଆମେ, Integer ମଡ୍ୟୁଲର parselnt ପଦ୍ଧତି ବ୍ୟବହାର କଲେ |
08:41 | ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅଙ୍କ, ଯେପରି 6543 ଥିଲେ କ’ଣ ହୁଏ |
08:49 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
08:55 | ଆମେ ପୁଣିଥରେ ଦେଖୁଛେ ଯେ, ସଂଖ୍ୟା ରହିଥିବା stringଟି ସଫଳତାପୂର୍ବକ ଏକ ଇଣ୍ଟିଜର୍ ରେ ବଦଳିଗଲା |
09:03 | ଏବେ ଚାଲନ୍ତୁ ଦେଖିବା, ଯଦି string ଏକ floating ପଏଣ୍ଟ ନମ୍ୱର୍ ହୋଇଥିବ, ତେବେ କ’ଣ ହେଉଛି |
09:10 | 6543କୁ 65.43ରେ ବଦଳାନ୍ତୁ. ତେବେ, ଆମ ପାଖରେ stringରେ ଏକ floating ପଏଣ୍ଟ ନମ୍ୱର୍ ଅଛି ଏବଂ ଆମେ ତାକୁ ଏକ ଇଣ୍ଟିଜର୍ ରେ ବଦଳାଉଛେ |
09:22 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
09:31 | ଦେଖନ୍ତୁ, ଏଥିରେ ଏକ ଏରର୍ ଅଛି. ଏହାର କାରଣ ହେଉଛି, ଆମେ ଏକ string ବଦଳାଇପାରିବା ନାହିଁ, ଯେଉଁଥିରେ ଏକ integer ଭିତରେ floating point number ଥିବ |
09:41 | ଆମକୁ ଏହାକୁ ଏକ floatରେ ବଦଳାଇବାକୁ ହେବ. ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା |
09:45 | ପ୍ରଥମେ, ଡାଟା ଟାଇପ୍ float ହେବା ଉଚିତ, |
09:51 | ଦ୍ୱିତୀୟରେ, ଆମେ Float.parseFloat ବ୍ୟବହାର କରିବା |
10:07 | ଏକ ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ ଥିବା Stringକୁ ଏକ ପ୍ରକୃତ floating point numberରେ ବଦଳାଇବା ପାଇଁ ଆମେ float classର parseFloat method ବ୍ୟବହାର କରୁଛେ |
10:18 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. ଆମେ ଦେଖିପାରୁଛେ ଯେ, floating point number ଥିବା stringଟି ସଫଳତାପୂର୍ବକ ଏକ floating point numberରେ ବଦଳିଗଲା |
10:33 | ଆଉ ଏହିପରି ଭାବେ ଆମେ Implicit ଓ Explicit Conversion କରେ ଏବଂ Stringsକୁ Numbersରେ ବଦଳାଏ |
10:45 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
10:48 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଗୋଟିଏ ଡାଟା ଟାଇପ୍ ରୁ ଅନ୍ୟଏକ ଡାଟାକୁ କିପରି ବଦଳାଯାଏ |
10:54 | Implicit ଓ Explicit Conversionର ଅର୍ଥ କ’ଣ |
10:57 | ଓ Strings କୁ Numbersରେ କିପରି ବଦଳାଯାଏ |
11:01 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, integer.toString ଓ float.toString methods ବିଷୟରେ ପଢ଼ନ୍ତୁ |
11:07 | ଓ ସେଗୁଡ଼ିକ କ’ଣ କରନ୍ତି ଜାଣନ୍ତୁ |
11:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
11:20 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:23 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:31 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
11:34 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
11:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:44 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:50 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
11:55 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |