Drupal/C3/Drupal-Site-Management/Oriya
From Script | Spoken-Tutorial
Revision as of 17:47, 14 October 2016 by PoojaMoolya (Talk | contribs)
Time | Narration |
00:01 | Drupal Site Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, ରିପୋର୍ଟ୍ସ ଦେଖିବା , Drupal ଅପଡେଟ୍ କରିବା , Modules ଓ Themes ଅପଡେଟ୍ କରିବା ଓ ଏକ ପୁରୁଣା ଭର୍ସନ୍ ରିଷ୍ଟୋର୍ କରିବା |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:33 | Site Management କ’ଣ? Site Management ହେଉଛି: Drupal ପଛରେ କୋଡ୍ ଅପଡେଟ୍ କରିବା, ଯାହା Core,Modules ଓ Themes |
00:44 |
Errors ଦେଖିବା ଓ ଫିକ୍ସ କରିବା ୟୁଜରମାନଙ୍କର ବ୍ୟବହାର ପଢ଼ିବା ଆଦି ବିଷୟକ |
00:51 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ. |
00:56 | Site Managementର ଆରମ୍ଭ ହେଉଛି Reportsମେନୁ. ଯଦି ଆପଣଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ଆପଣ Help ମେନୁ ମଧ୍ୟ ଦେଖିପାରିବେ |
01:07 | Reports ଉପରେ କ୍ଲିକ୍ କରନ୍ତୁ. ଆମେ, ରିପୋର୍ଟ୍ସରେ ଏକ ତାଲିକା ଦେଖିବା, ଯାହାକୁ ଆମର Drupal ସାଇଟ୍ ରେ ପାଇପାରିବା |
01:14 | Available Updates ଉପରେ କ୍ଲିକ୍ କରନ୍ତୁ. |
01:17 | ଯଦି କିଛି ନାଲି ବ୍ୟାକଗ୍ରାଉଣ୍ଡରେ ଥାଏ, ତାହାର ଅର୍ଥ ହେଉଛି ସେଥିରେ ଏକ Security Update ଅଛି ଓ ତାହା ଶୀଘ୍ର ଅପଡେଟ୍ ହେବା ଉଚିତ |
01:25 | ଯଦି ତାହା ହଳଦିଆରେ ଥାଏ, ତେବେ ଏହା Security Update ନୁହେଁ, କିନ୍ତୁ ତାହାର ଏକ ଉନ୍ନତ ଭର୍ସନ୍ ଉପଲବ୍ଧ ଅଛି |
01:33 | Settings ଟାବ୍ ରେ, ଆମେ Drupalକୁ କହିପାରିବା ଯେ, କେବେ ସେ Update ପାଇଁ ଯାଞ୍ଚ କରିବ |
01:40 | ଯଦି କୌଣସି Updates ଉପଲବ୍ଧ ଥାଏ, ତେବେ ଆମକୁ ଇମେଲ୍ କରିବାକୁ ମଧ୍ୟ ଆମେ ତାକୁ କହିପାରିବା. ଏହା କରିବାକୁ ସୁପାରିସ କରାଯାଉଛି |
01:50 | Drupal ପାଇଥିବା Errorଗୁଡ଼ିକର ଏକ ସୂଚୀ ଆମକୁ Reports ତଳେ ଥିବା Recent Log Message ଦେଇଥାଏ. କିଛି ସମୟରେ ଆମେ ସେଗୁଡ଼ିକୁ ଦେଖିବା |
02:01 | Drupal ଦ୍ୱାରା ଚିହ୍ନଟ କରାଯାଇଥିବା ଇନଷ୍ଟଲେଶନ୍ କିମ୍ୱା କନଫିଗରେଶନ୍ ସମସ୍ୟାକୁ Reports ତଳେ ଥିବା Status Report ଦେଖାଇଥାଏ |
02:10 | ଉଦାହରଣସ୍ୱରୂପ - ମୁଁ, MySQL 5.6.30ରେ ଅଛି ମୋର Drupal Core Status ଅପ୍-ଟୁ-ଡେଟ୍ ନାହିଁ, ମୋର Database ଅପ୍-ଟୁ-ଡେଟ୍ ଅଛି ଇତ୍ୟାଦି |
02:25 | Reports ତଳେ ଥିବା Top 'Access Denied' Errors ଓ Top 'Page Not Found' Errors ମଧ୍ୟ ମହତ୍ୱପୂର୍ଣ୍ଣ |
02:34 | ଏହିସବୁ ସରଳ ମାର୍ଗ ନିଶ୍ଚିତ କରେକି ଆମର ସାଇଟ୍, ତା’ ସାଧ୍ୟ ଅନୁସାରେ ପ୍ରଦର୍ଶନ କରୁଛି |
02:41 | Top Search Phrases, ଆପଣଙ୍କ ସାଇଟ୍ ର ସର୍ଚ ଫର୍ମ୍ସରେ ବାରମ୍ୱାର ବ୍ୟବହୃତ ଶବ୍ଦଗୁଡ଼ିକ ପ୍ରଦାନ କରିଥାଏ |
02:49 | ଆମ ସାଇଟ୍ ର ରକ୍ଷଣା-ବେକ୍ଷଣରେ, ଆମ Drupal ୱେବ୍ ସାଇଟ୍ ର ରିପୋର୍ଟିଙ୍ଗ୍ ସେକ୍ସନ୍ କୁ ବୁଝିବା ହେଉଛି ପ୍ରଥମ ପଦକ୍ଷେପ |
02:57 | ଏହାପରେ ଆମେ, Drupal ଅପଡେଟ୍ କରିବା ବିଷୟରେ ଶିଖିବା |
03:01 | Available Updates ଉପରେ କ୍ଲିକ୍ କରନ୍ତୁ. |
03:04 | ଆମେ ଦେଖୁଛେ ଯେ, Drupal Coreର ସାମ୍ପ୍ରତିକ ଭର୍ସନ୍ ହେଉଛି 8.1.0, ଆଉ ସୁପାରିସକୃତ ଭର୍ସନ୍ ହେଉଛି 8.1.6 |
03:15 | ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି ଷ୍ଟାଟସ୍ |
03:20 | ଆପଣ, ଏଠାରେ ଏକ ଭିନ୍ନ ସୁପାରିସକୃତ ଭର୍ସନ୍ ଦେଖିପାରନ୍ତି |
03:24 | ଧ୍ୟାନଦିଅନ୍ତୁ ଯେ, Drupal, ସାମ୍ପ୍ରତିକ ସୁପାରିସକୃତ ଭର୍ସନ୍ ଖୋଜିବା ପାଇଁ ଆପଣଙ୍କୁ ଏକ ଇଣ୍ଟରନେଟ୍ କନେକ୍ସନ୍ ଦରକାର |
03:32 | Drupal Core ଅପଡେଟ୍ କରିବା, କୋଡ୍ ଫାଇଲ୍ସ ଓ ଆପଣଙ୍କ ସାଇଟ୍ ରେ ଲାଗୁ କରିବା ପାଇଁ ମାନୁଆଲ୍ ଡାଉନଲୋଡିଙ୍ଗ୍ ଆବଶ୍ୟକ କରେ |
03:40 | ଅପଗ୍ରେଡିଙ୍ଗ୍ ପ୍ରକ୍ରିୟାକୁ ଆମେ ଗୋଟିଏ ଗୋଟିଏ ପଦାଙ୍କ କରି ଦେଖିବା |
03:45 | Bitnami Drupal Stack ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକ ପ୍ରଯୁଜ୍ୟ |
03:50 | କିନ୍ତୁ, ଅଧିକାଂଶ ପଦାଙ୍କ ଅନ୍ୟ କୌଣସି Drupal Installation ପାଇଁ ମଧ୍ୟ ପ୍ରଯୁଜ୍ୟ |
03:57 | ପଦାଙ୍କ 1: ପ୍ରଥମେ, ଆପଣଙ୍କ ସାଇଟ୍ କୁ Maintenance Modeରେ ରଖନ୍ତୁ |
04:03 | ସେଥିପାଇଁ, Configurationକୁ ଯାଆନ୍ତୁ ଓ Developmentରେ ଥିବା Maintenance Modeରେ କ୍ଲିକ୍ କରନ୍ତୁ |
04:11 | Put site into maintenance mode ଅପ୍ସନ୍ କୁ ଚେକ୍ କରନ୍ତୁ |
04:16 | Save Configuration ବଟନ୍ କ୍ଲିକ୍ କରନ୍ତୁ |
04:19 | Maintenance Mode ସକ୍ରିୟ ହେଲେ, କେବଳ Administrator ଲଗ୍-ଇନ୍ କରିପାରିବ |
04:26 | ଯଦି ଭୁଲବଶତଃ, Adminରୁ ଆପଣ ଲଗ୍-ଆଉଟ୍ କରିଯାଆନ୍ତି, ତେବେ ଆପଣ /user ଥିବା ଆପଣଙ୍କ Homepageର URLରେ ଲଗ୍-ଇନ୍ କରିପାରିବେ |
04:37 | ଅନ୍ୟମାନେ, ସାଇଟ୍ ଟି Under Maintenace ମେସେଜ୍ ଦେଖିବେ |
04:42 | ପଦାଙ୍କ 2: ସାଂପ୍ରତିକ ଭର୍ସନ୍ ର ଡେଟାବେସ୍ କୁ ବ୍ୟାକ୍-ଅପ୍ କରନ୍ତୁ |
04:47 | ନିଜର Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲନ୍ତୁ |
04:52 | ଏହି କଣ୍ଟ୍ରୋଲ୍ ୱିଣ୍ଡୋକୁ କିପରି ଖୋଲାଯାଏ, ତାହା ମନେପକାଇବା ପାଇଁ Installation of Drupal ଟ୍ୟୁଟୋରିଆଲ୍ ଦେଖନ୍ତୁ |
05:00 | Open PhpMyAdmin ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:05 | PhpMyAdmin ପେଜ୍ କୁ ଆମେ ରିଡାଇରେକ୍ଟ ହେବା |
05:10 | ଡିଫଲ୍ଟ ୟୁଜର୍ ନେମ୍ ହେଉଛି root |
05:13 | Drupal Admin ପାସୱର୍ଡ ଓ PhpMyAdmin ପାସୱର୍ଡ, ଉଭୟ ସମାନ |
05:20 | ତେଣୁ, ୟୁଜର୍ ନେମ୍ ଭାବେ root ଟାଇପ୍ କରନ୍ତୁ ଓ ନିଜର Drupal Admin Password ଟାଇପ୍ କରି Go ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:29 | ଏକ ବ୍ୟାକ୍-ଅପ୍ ନେବା ପାଇଁ, ଉପର ପ୍ୟାନେଲ୍ ରେ ଥିବା Export ବଟନ୍ କ୍ଲିକ୍ କରନ୍ତୁ |
05:36 | ତା’ପରେ, Export Methodକୁ Custom ଭାବେ ଚୟନ କରନ୍ତୁ |
05:40 | Database ତାଲିକାରେ ଥିବା bitnami_drupal8 ସିଲେକ୍ଟ କରନ୍ତୁ |
05:45 | Output ସେକ୍ସନ୍ ଅନ୍ତର୍ଗତ, Filename Templetକୁ drupal-8.1.0 ନାମ ଦେଇ Compressionକୁ gzipped ସେଟ୍ କରନ୍ତୁ |
05:58 | ଆପଣଙ୍କର ସାମ୍ପ୍ରତିକ ଭର୍ସନ୍ କୁ ଭିତ୍ତିକରି Filename ଭିନ୍ନ ହୋଇପାରେ |
06:03 | Object Creation Options ଅନ୍ତର୍ଗତ ଥିବା Add DROP DATABASE Statement ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ |
06:12 | Add DROP TABLE ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ |
06:16 | ସ୍କ୍ରୋଲ୍ ଡାଉନ୍ କରି ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:21 | ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ |
06:25 | ଆପଣଙ୍କର Downloads ଫୋଲ୍ଡର୍ କୁ ଯାଆନ୍ତୁ ଓ drupal-8.1.0.sql.gz ବ୍ୟାକ୍-ଅପ୍ ଫାଇଲ୍ ଦେଖନ୍ତୁ |
06:36 | ପଦାଙ୍କ 3: ସମସ୍ତ ସର୍ଭର୍ କୁ ବନ୍ଦ କରିଦିଅନ୍ତୁ |
06:42 | ସମସ୍ତ ଚାଲୁଥିବା ସର୍ଭରକୁ ବନ୍ଦ କରିବା ପାଇଁ, Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ |
06:49 | Manage Servers ଟାବ୍ କ୍ଲିକ୍ କରି Stop All ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:56 | ପଦାଙ୍କ 4: Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Open Application Folder ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:04 | ଏହା File Browser ଖୋଲିବ |
07:07 | ପ୍ରଥମେ ଫୋଲ୍ଡର୍ Apps, ତା’ପରେ Drupal ଓ ଶେଷରେ htdocs ନେଭିଗେଟ୍ କରନ୍ତୁ |
07:15 | ପଦାଙ୍କ 5: Drupalର ସାମ୍ପ୍ରତିକ ଭର୍ସନ୍ ପାଇଁ କୋଡ୍ ବ୍ୟାକ୍ଅପ୍ କରିବାକୁ ଆମକୁ ଏକ ଫୋଲ୍ଡର୍ କ୍ରିଏଟ୍ କରିବାକୁ ହେବ |
07:24 | ସାମ୍ପ୍ରତିକ ଭର୍ସନ୍ ସଂଖ୍ୟା ସହିତ ଏହି ଫୋଲ୍ଡର୍ ର ନାମ ଦିଅନ୍ତୁ |
07:29 | ଏହାପରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ କୁ drupal-8.1.0 ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ |
07:36 | ପଦାଙ୍କ 6: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ |
07:42 | ତା’ପରେ, drupal-8.1.0 ଫୋଲ୍ଡର୍ ରେ Core ଓ Vendor ସମେତ ଅନ୍ୟ ସମସ୍ତ ଫାଇଲ୍ସକୁ କଟ୍ ଓ ପେଷ୍ଟ କରନ୍ତୁ |
07:55 | ଏହା, ଉଭୟ ଡେଟାବେସ୍ ଓ କୋଡ୍ କୁ ଗୋଟିଏ ସ୍ଥାନରେ ରଖିବ |
08:00 | ଆପଣଙ୍କୁ ପୁନଃପ୍ରାପ୍ତ କରିବା କ୍ଷେତ୍ରରେ ଏହା ହେଉଛି Coreର ପୁରୁଣା ଭର୍ସନ୍ ର ଏକ ବ୍ୟାକ୍ଅପ୍ କପୀ |
08:07 | ପଦାଙ୍କ 7: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ |
08:13 | ଏହାପରେ ଆମକୁ Drupalର ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରିବାକୁ ପଡ଼ିବ |
08:18 | ନିଜ ୱେବ୍ ବ୍ରାଉଜର୍ ଖୋଲନ୍ତୁ ଓ ପ୍ରଦର୍ଶିତ ଲିଙ୍କ୍ କୁ ଯାଆନ୍ତୁ: https://www.drupal.org/project/drupal |
08:24 | Drupal 8ର ସୁପାରିସକୃତ ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରନ୍ତୁ |
08:28 | ଏହି ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି Drupal Core 8.1.6 |
08:35 | ଆପଣ ଦେଖୁଥିବା ସମୟରେ ଏହି ଭର୍ସନ୍ ଭିନ୍ନ ହୋଇଥାଇପାରେ |
08:40 | ଏହାକୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ |
08:43 | ଡାଉନଲୋଡ୍ କରିବା ପାଇଁ tar.gz କିମ୍ୱା zip ଫାଇଲ୍ ଉପରେ କ୍ଲିକ୍ କରନ୍ତୁ |
08:49 | ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ |
08:53 | ଏବେ, ଆପଣଙ୍କର Download ଫୋଲ୍ଡର୍ କୁ ଯାଆନ୍ତୁ ଓ drupal zip ଫାଇଲ୍ କୁ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ |
09:01 | ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ drupal-8.1.6 ଫାଇଲ୍ ପ୍ରଦାନ କରାଯାଇଛି |
09:11 | ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ୍ ନଥିଲେ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ |
09:18 | ପଦାଙ୍କ 8: ଫାଇଲ୍ କୁ Unzip କରନ୍ତୁ. ଏହା, htdocs ଫୋଲ୍ଡର୍ ରେ drupal-8.1.6 ଫୋଲ୍ଡର୍ କ୍ରିଏଟ୍ କରିବ |
09:30 | ତାକୁ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
09:34 | ନୂଆ Drupal ଫୋଲ୍ଡର୍ ରୁ, Core ଓ Vendor ତଥା ଅନ୍ୟ ସମସ୍ତ ନିୟମିତ ଫାଇଲ୍ସ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ |
09:44 | ପଦାଙ୍କ 9: Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ |
09:51 | ଏବେ, Manage Servers ଟାବ୍ କୁ ଯାଆନ୍ତୁ ଓ Start All ବଟନ୍ କ୍ଲିକ୍ କରି ସମସ୍ତ ସର୍ଭର୍ସ ଷ୍ଟାର୍ଟ କରନ୍ତୁ |
10:00 | ପଦାଙ୍କ 10: Go To Application ବଟନ୍ ଓ Access Drupal Linkକୁ ଯାଇ Welcome ଟାବ୍ ଉପରେ କ୍ଲିକ୍ କରି ଆମ ସାଇଟ୍ କୁ ଯାଆନ୍ତୁ |
10:12 | Reports ଓ Status Reportକୁ ଯାଆନ୍ତୁ |
10:17 | ଏଠାରେ ଆମେ, Drupal ଭର୍ସନ୍ ନମ୍ୱର୍ କୁ ସୁନିଶ୍ଚିତ କରିପାରିବା ଓ ତାହା ହେଉଛି ଲାଟେଷ୍ଟ |
10:24 | ହେଲେ ଆମର ଡେଟାବେସ୍ ପୁରୁଣା ଅଟେ |
10:27 | ପ୍ରତ୍ୟେକଥର, ଯେତେବେଳେ Core, Module କିମ୍ୱା ଏକ Theme ଅପଡେଟ୍ ହୁଏ, ଡେଟାବେସ୍ ମଧ୍ୟ ଅପଡେଟ୍ ହେବା ଦରକାର |
10:36 | ପଦାଙ୍କ 11: ଡେଟାବେସ୍ ଅପଡେଟ୍ ବିଷୟରେ ଶିଖିବା |
10:42 | Extend ମେନୁକୁ ଯାଇ Update Script ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
10:47 | Continue ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:51 | ଏହା କୁହେ ଯେ, ଆମର କିଛି ଅପଡେଟ୍ସ ବାକି ଅଛି. ଆପଣଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ |
10:58 | Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ |
11:04 | ଏବେ, Administration Pages ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ. |
11:08 | ଯଦି ସେଥିରେ କୌଣସି ଏରର୍ ନଥାଏ, ଆମେ ସଫଳତାପୂର୍ବକ Coreକୁ ଅପଡେଟ୍ କଲେ |
11:14 | ପଦାଙ୍କ 12: Go Online ଲିଙ୍କ୍ କ୍ଲିକ୍ କରନ୍ତୁ |
11:18 | Put site into maintenance mode ଅପ୍ସନ୍ ରୁ ଚେକ୍ ମାର୍କ କାଢ଼ିଦିଅନ୍ତୁ |
11:25 | Save Configuration ବଟନ୍ କ୍ଲିକ୍ କରନ୍ତୁ |
11:29 | ଏହା, ସମସ୍ତ ୟୁଜର୍ ମାନଙ୍କ ପାଇଁ ସାଇଟ୍ କୁ ଅନଲାଇନ୍ ମୋଡ୍ କୁ ଫେରାଇଆଣିବ |
11:34 | ଏପର୍ଯ୍ୟନ୍ତ ଆଲୋଚନା କରାଯାଇଥିବା ପଦାଙ୍କଗୁଡ଼ିକ Bitnami ଇନଷ୍ଟଲେଶନ୍ ପାଇଁ କାମ କରେ |
11:40 | ଯଦି ଆପଣ ଅନ୍ୟ ପଦ୍ଧତି ବ୍ୟବହାର କରନ୍ତି, ତେବେ Bitnami ସେକ୍ସନ୍ସ ବ୍ୟତୀତ ଅଧିକାଂଶ ପଦାଙ୍କ ସମାନ ଅଟେ |
11:48 | ଏବେ ଚାଲନ୍ତୁ, Themes ଓ Modules ଅପଡେଟ୍ କରିବା ବିଷୟରେ ଶିଖିବା |
11:53 | Core ଅପଡେଟ୍ ତୁଳନାରେ ଏହା ହେଉଛି ସହଜ, କାରଣ ଗୋଟିଏ ବଟନ୍ କ୍ଲିକ୍ ରେ Drupal ଏହା କରିବ |
12:01 | ବେଳେବେଳେ, କୌଣସି Core Update ବିନା ଆମ ପାଖରେ କେବଳ Modules କିମ୍ୱା Themes ଅପଡେଟ୍ସ ଥାଏ |
12:09 | ପଦାଙ୍କ 1: Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ |
12:15 | Update ଟାବ୍ ଉପରେ କ୍ଲିକ୍ କରନ୍ତୁ |
12:19 | ଏଠାରେ, ଆମେ ଦେଖିପାରୁଛେ ଯେ, ଆମକୁ କିଛି Themes ଓ Modules ଅପଡେଟ୍ କରିବାକୁ ହେବ |
12:25 | ସେସବୁକୁ ସିଲେକ୍ଟ କରନ୍ତୁ |
12:28 | ତା’ପରେ Download These Updates ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:33 | Performing Updates in Maintenance Mode ପାଇଁ ଚେକ୍ ବକ୍ସ ON ଥିବାର ସୁନିଶ୍ଚିତ କରନ୍ତୁ |
12:39 | Updates ଲାଗୁ କରିବା ପାଇଁ Continue ବଟନ୍ କ୍ଲିକ୍ କରନ୍ତୁ |
12:43 | ଏହା, କୋଡ୍ କୁ ଅପଡେଟ୍ କରିବ ଓ ସାଇଟ୍ କୁ Online Modeକୁ ନେଇଆସିବ |
12:49 | ପଦାଙ୍କ 2: Run Database Updates ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
12:55 | ଯଦି ଆପଣ ଡେଟାବେସ୍ ବ୍ୟାକ୍ଅପ୍ କରିନାହାଁନ୍ତି, ତେବେ ପୂର୍ବ ଅନୁସାରେ କରନ୍ତୁ |
13:01 | Continue ବଟନ୍ ଉପରେ କ୍ଲିକ୍ କରନ୍ତୁ |
13:04 | Core Update ପରି, ଏହା ଡେଟାବେସ୍ କୁ ସେହିପରି ଅପଡେଟ୍ କରିବ |
13:09 | Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ |
13:14 | Administration Pages ଲିଙ୍କ୍ କ୍ଲିକ୍ କରନ୍ତୁ |
13:18 | Drupal, ସାଧାରଣ ଭାବେ ସାଇଟ୍ କୁ Online Modeକୁ ନେଇଆସିବ |
13:24 | ଯଦି ଏପରି ହୁଏ ନାହିଁ, ତେବେ Go Online ପାଇଁ ପେଜ୍ ର ଉପରେ ଆପଣ ଏକ ଅପ୍ସନ୍ ଦେଖିବେ |
13:33 | ପଦାଙ୍କ 3: ଶେଷରେ, ସବୁକିଛି ଅପ୍-ଟୁ-ଡେଟ୍ ଅଛି ବୋଲି ଯାଞ୍ଚ କରିବା |
13:39 | Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ |
13:44 | ଏଠାରେ ଆମେ ଦେଖିପାରୁଛେ ଯେ, Drupal Core, Modules ଓ Themes ସବୁକିଛି ଅପ୍-ଟୁ-ଡେଟ୍ ଅଛି |
13:51 | ଏହାପରେ ଆମେ, ପୁରୁଣା ଭର୍ସନ୍ କୁ କିପରି ଫେରାଯାଏ, ଶିଖିବା |
13:56 | ଆମର ଅପଡେଟ୍ ବିଫଳ ହେବା କ୍ଷେତ୍ରରେ, କାରଣ କ’ଣ ଆପଣ ଜାଣିନାହାଁନ୍ତି, ଆମେ ଆମର ପୂର୍ବ ଭର୍ସନ୍ କୁ ଫେରିଯାଇପାରିବା |
14:05 | ଏଥିପାଇଁ ଆମକୁ, ପୁରୁଣା Core ଓ Databaseକୁ ରିଷ୍ଟୋର୍ କରିବାକୁ ହେବ |
14:10 | ପଦାଙ୍କ 1: ସାଇଟ୍ କୁ Maintenance Modeରେ ରଖନ୍ତୁ |
14:17 | ପଦାଙ୍କ 2: Drupal Stack Control ୱିଣ୍ଡୋରୁ ସମସ୍ତ ସର୍ଭର୍ କୁ ବନ୍ଦ କରନ୍ତୁ |
14:25 | ପଦାଙ୍କ 3: htdocs ଫୋଲ୍ଡର୍ ଖୋଲନ୍ତୁ |
14:30 | drupal-8.1.6 ଫୋଲ୍ଡର୍ କୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସ ନିଅନ୍ତୁ |
14:40 | htdocs ଫୋଲ୍ଡର୍ କୁ ଫେରିଯାଇ ପୂର୍ବବର୍ତ୍ତୀ ଭର୍ସନ୍ ଫୋଲ୍ଡର୍ ଖୋଲନ୍ତୁ |
14:44 | ତା’ପରେ drupal-8.1.6 ଫୋଲ୍ଡର୍ ରୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସକୁ htdocs ଫୋଲ୍ଡର୍ କୁ ନିଅନ୍ତୁ |
15:00 | ପଦାଙ୍କ 4: Drupal Stack Control ୱିଣ୍ଡୋରୁ Apache ଓ MySQL Servers ଆରମ୍ଭ କରନ୍ତୁ |
15:11 | ପଦାଙ୍କ 5: ପୁରୁଣା ଡେଟାବେସ୍ ରିଷ୍ଟୋର୍ ହେଉଛି |
05:15 | Drupal Stack Control ୱିଣ୍ଡୋରୁ PhpMyAdmin ପେଜ୍ ଖୋଲନ୍ତୁ |
15:23 | ଉପର ପାନେଲ୍ ରୁ Import ବଟନ୍ କ୍ଲିକ୍ କରନ୍ତୁ |
15:27 | Browse ବଟନ୍ ଉପରେ କ୍ଲିକ୍ କରନ୍ତୁ |
15:30 | ଏଠାରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ ଚୟନ କରନ୍ତୁ |
15:34 | ତା’ପରେ ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ |
15:38 | ପଦାଙ୍କ 6: ଶେଷ ପଦାଙ୍କ ହେଉଛି, ପୁରୁଣା ଭର୍ସନ୍ କୁ ଆମେ ଫେରିଛେ କି ନାହିଁ ଯାଞ୍ଚ କରିବା |
15:45 | ଆମର Drupal ସାଇଟ୍ କୁ ଯାଆନ୍ତୁ |
15:49 | Reports Menuରେ କ୍ଲିକ୍ କରି Status Report କ୍ଲିକ୍ କରନ୍ତୁ |
15:52 | ଏଠାରେ ଆପଣ ଦେଖିପାରିବେ ଯେ, ଆମର Drupal ଭର୍ସନ୍ ହେଉଛି 8.1.0 |
15:59 | ଧ୍ୟାନଦିଅନ୍ତୁ ଯେ, ଆମେ କେବଳ Core ଓ Databaseକୁ ହିଁ ପୁରୁଣା ଭର୍ସନ୍ କୁ ଫେରାଇପାରିବା |
16:05 | Drupal ଦ୍ୱାରା Modules ଓ Themes ଅପଡେଟ୍ କରାଗଲା |
16:10 | ପଦାଙ୍କ 6ରେ ଆମେ ଏହାର କପୀ କରିନାହେଁ, ତେଣୁ ଆମେ ଏଠାରେ ପୁରୁଣା ଭର୍ସନ୍ ଦେଖିବା ନାହିଁ |
16:18 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
16:22 | ସଂକ୍ଷିପ୍ତରେ, |
16:25 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଗୁଡ଼ିକର ମହତ୍ୱପୂର୍ଣ୍ଣ ଦିଗ ବିଷୟରେ ଶିଖିଲେ, Site Management Reports ଦେଖିବା ଓ ବିଶ୍ଳେଷଣ କରିବା Database ଓ Code ବ୍ୟାକ୍ଅପ୍ କରିବା |
16:39 | Drupal Core ଅପଡେଟ୍ କରିବା Modules ଓ Themes ଅପଡେଟ୍ କରିବା ଓ ଏକ ବ୍ୟାକ୍ଅପ୍ କରାଯାଇଥିବା ଭର୍ସନ୍ କୁ ରିଷ୍ଟୋର୍ କରିବା |
16:49 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
16:54 | ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
16:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. |
17:03 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
17:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
17:22 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |