Drupal/C3/Controlling-Display-of-Images/Oriya

From Script | Spoken-Tutorial
Revision as of 14:31, 7 October 2016 by PoojaMoolya (Talk | contribs)

Jump to: navigation, search
Time Narration
00:01 Controlling Display of Images ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Image Style ଓ Photo Gallery View ବିଷୟରେ ଶିଖିବା
00:12 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି

ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍

00:21 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:25 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:29 Drupalରେ, ସାଇଟ୍ ର ଭିନ୍ନ ଭିନ୍ନ ଆବଶ୍ୟକତା ସହ ଖାପ ଖାଇବା ପାଇଁ ଆମେ ଗୋଟିଏ ଇମେଜର ସାଇଜ୍ ଓ ସ୍କେଲ୍ ବଦଳାଇପାରିବା
00:37 Drupal, ମୂଳ ଇମେଜକୁ ନେଇ, ଆମେ ଚାହୁଁଥିବା ସାଇଜ୍ ଓ ସ୍କେଲ୍ ବଦଳାଇଥାଏ
00:43 ତା’ପରେ ଏହା, ଫାଇଲ୍ ର ସେହି ଭର୍ସନ୍ କୁ ସେଭ୍ କରିଥାଏ
00:46 Configuration ଉପରେ କ୍ଲିକ୍ କରନ୍ତୁ
00:48 ଆମେ ଏଠାରେ, 2ଟି Image Style କ୍ରିଏଟ୍ କରିବାକୁ ଯାଉଛେ
00:51 Media ଟାବ୍ କୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
00:54 ଏଠାରେ ଆମେ Image Style ଦେଖିପାରିବା. ତାହା ଉପରେ କ୍ଲିକ୍ କରନ୍ତୁ
00:58 ଆମେ ସେଟ୍ କରିଥିବା Table ପାଇଁ ଏକ Image Style କ୍ରିଏଟ୍ କରିବା
01:03 ଆଉ ପରବର୍ତ୍ତୀ ଭ୍ୟୁ ପାଇଁ ମଧ୍ୟ, ଯାହା ଆମେ କ୍ରିଏଟ୍ କରିବାକୁ ଯାଉଛେ, ଯାହା ହେଉଛି Logosର ଏକ ଗ୍ରିଡ୍
01:09 Add image styles ଉପରେ କ୍ଲିକ୍ କରନ୍ତୁ
01:12 Image Style Nameରେ ଆମେ, Upcoming Events 150 x 150 ଟାଇପ୍ କରିବା
01:19 ଧ୍ୟାନଦିଅନ୍ତୁ ଯେ, Drupal, ଆମ ପାଇଁ ମେସିନ୍ ନାମ ପୂରଣ କରେ
01:23 ଏହା ହେଉଛି ଆମର Image Style Name
01:26 ଏବେ, Create New Style ଉପରେ କ୍ଲିକ୍ କରନ୍ତୁ
01:29 ବାମପଟେ, 600 by 800 ପିକ୍ସେଲ୍ସର ମୂଳ ଇମେଜ୍ ଓ ଡାହାଣପଟେ ଇମେଜ୍ ର ଏଡିଟେଡ୍ ଭର୍ସନ୍ ଅଛି
01:38 Effectରେ ଥିବା Select a New Effect ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ
01:42 ଏହି ତାଲିକାରେ ଅନେକ ଅପ୍ସନ୍ସ ପ୍ରଦର୍ଶିତ ହୋଇଛି. ଏହି ଅପ୍ସନଗୁଡ଼ିକ ମଧ୍ୟରୁ ମୁଁ, Scale and Crop ଇଫେକ୍ଟ ବାଛିବି
01:49 ଆପଣ, ନିଜ ଇଚ୍ଛାରେ ଯେକୌଣସି ଅପ୍ସନ୍ ବାଛିପାରିବେ. ଉଦାହରଣସ୍ୱରୂପ: Rotate, Resize କିମ୍ୱା ଅନ୍ୟ କୌଣସି
01:56 Add ବଟନ୍ ଉପରେ କ୍ଲିକ୍ କରନ୍ତୁ
01:58 Widthକୁ 150 ଓ Hightକୁ 150 ଭାବେ ଏଣ୍ଟର୍ କରନ୍ତୁ
02:02 ମନେରଖନ୍ତୁ, କେବେବି Width ଓ Hightକୁ ମୂଳ ଇମେଜଠାରୁ ବଡ଼ କରିବେ ନାହିଁ
02:07 ଏପରି କଲେ, ଇମେଜ୍ ପିକ୍ସେଲେଟ୍ ହୋଇଯିବ
02:11 Add effect କ୍ଲିକ୍ କରନ୍ତୁ
02:13 ଏହା ହେଉଛି ଆମର ନୂଆ Image Style. ଡାହାଣପଟ ଇମେଜରେ, ଆମେ ଦେଖିପାରୁଛେ ଯେ, ଏହା ଏବେ ସ୍କେଲ୍ ଓ କ୍ରପ୍ ହୋଇଛି
02:22 ଚାଲନ୍ତୁ, ଆଉ ଗୋଟିଏ କ୍ରିଏଟ୍ କରିବା. Image Style ଉପରେ ଓ ତା’ପରେ Add Image Style ଉପରେ କ୍ଲିକ୍ କରନ୍ତୁ
02:29 ଏଥରକ, Image Style Nameରେ ଆମେ ଟାଇପ୍ କରିବା: photo gallery of logos
02:35 Create New Style ଉପରେ କ୍ଲିକ୍ କରନ୍ତୁ
02:38 ଆପଣ ମେସିନ୍ ରେ ଥିବା Photo Galleryର ଏହା ଯେକୌଣସି ଫୋଟୋ ହୋଇପାରେ
02:42 ଯେକୌଣସି Field ଓ କଣ୍ଟେଣ୍ଟରେ ଯେକୌଣସି ଇମେଜ୍ ପାଇଁ ଆପଣ ଏହା କରିପାରିବେ
02:47 ପୁଣିଥରେ, Select a New Effect କ୍ଲିକ୍ କରିବା ପରେ Scale and Crop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
02:53 Add ବଟନ୍ ଉପରେ କ୍ଲିକ୍ କରନ୍ତୁ. Widthକୁ 300 ଓ Hightକୁ 300 ଭାବେ ଏଣ୍ଟର୍ କରନ୍ତୁ
03:00 ଓ ତା’ପରେ Add Effect ବଟନ୍ ରେ କ୍ଲିକ୍ କରନ୍ତୁ
03:03 ଧ୍ୟାନଦିଅନ୍ତୁ ଯେ, ଡାହାଣପଟ ଇମେଜ୍ ଏବେ 300 by 300 ନୂଆ ଡାଇମେନ୍ସନ୍ ରେ ଅଛି
03:09 ଏହା ଦେଖାଏ ଯେ, Drupal, ପ୍ରତ୍ୟେକ Image Style ପାଇଁ ଇମେଜଗୁଡ଼ିକର ଭର୍ସନ୍ସ କ୍ରିଏଟ୍ କରି ସେଗୁଡ଼ିକୁ ସାଇଟ୍ ରେ ଷ୍ଟୋର୍ କରେ
03:18 Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
03:21 ଏବେ, Edit କ୍ଲିକ୍ କରି ଆମର Upcoming Events View ଅପଡେଟ୍ କରିବା
03:27 Event Logo ଉପରେ କ୍ଲିକ୍ କରି Image Styleକୁ Upcoming Eventsରେ ବଦଳାନ୍ତୁ
03:33 ତା’ପରେ Apply ଉପରେ କ୍ଲିକ୍ କରନ୍ତୁ
03:36 ପ୍ରିଭ୍ୟୁ ସେକ୍ସନ୍ କୁ ସ୍କ୍ରୋଲ୍ ଡାଉନ୍ କରି ଦେଖନ୍ତୁ ଯେ, ଆମର ସବୁ ଲୋଗୋଗୁଡ଼ିକ ସମାନ ଅଛି
03:42 ଏବେ Save ଉପରେ କ୍ଲିକ୍ କରନ୍ତୁ
03:45 Back to Site ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି ଆମ ୱେବ୍ ସାଇଟ୍ ରେ ଆମର ଭ୍ୟୁ
03:50 ଏହି ପ୍ରକାରେ Image Styles କାମ କରେ
03:53 ଏହି ସବୁ Events ପାଇଁ ଏକ ଗ୍ରିଡ୍ ଲେଆଉଟ୍ ଭାବେ ଚାଲନ୍ତୁ ଏବେ ଏକ ନୂଆ View କ୍ରିଏଟ୍ କରିବା
03:59 ଏହା କରିବାକୁ, Structure, Views ଓ Add New View ଉପରେ କ୍ଲିକ୍ କରନ୍ତୁ
04:05 ଏହାକୁ ଆମେ Photo Gallery ନାମ ଦେବା.
04:09 View Settingକୁ Content of Type Events ଭାବେ ସେଟ୍ କରନ୍ତୁ
04:14 ଏହି ନିର୍ଦ୍ଦିଷ୍ଟ View, ଯେକୌଣସି ଇଭେଣ୍ଟ ପାଇଁ Photo of the Day କିମ୍ୱା Gallery of Images ଭାବେ ବ୍ୟବହୃତ ହୋଇପାରେ
04:22 Create a Page କ୍ଲିକ୍ କରନ୍ତୁ.
04:25 ସ୍କ୍ରୋଲ୍ ଡାଉନ୍ କରି Fieldsର Grid ସିଲେକ୍ଟ କରନ୍ତୁ
04:29 ଦୟାକରି ଧ୍ୟାନଦିଅନ୍ତୁ: ଆମେ, Drupal ଦ୍ୱାରା ଡ୍ରପ୍-ଡାଉନ୍ ରେ ପ୍ରଦାନ କରାଯାଇଥିବା ଅନ୍ୟ ଯେକୌଣସି ଅପ୍ସନ୍ ମଧ୍ୟ ବାଛିପାରିବା
04:36 Items to Display ଫିଳ୍ଡରେ, 9 ଚୟନ କରନ୍ତୁ, ଯେହେତୁ ଏହା ଏକ 3 by 3 ଗ୍ରିଡ୍ ଦେଇଥାଏ
04:42 Create a Menu Link ମଧ୍ୟ ଯାଞ୍ଚ କରନ୍ତୁ
04:46 Menu ଡ୍ରପ୍-ଡାଉନ୍ ରେ ଥିବା Main Navigation ଚୟନ କରନ୍ତୁ
04:51 Save and Editରେ କ୍ଲିକ୍ କରନ୍ତୁ.
04:54 ଆମର 5ଟି ମାନଦଣ୍ଡକୁ ପୁଣିଥରେ ଯାଞ୍ଚ କରନ୍ତୁ: Display ହେଉଛି ଗୋଟିଏ ପେଜ୍,
04:59 Format ହେଉଛି ଗୋଟିଏ Grid
05:01 Title ନାମରେ କେବଳ ଗୋଟିଏ ଫିଲ୍ଡ ଅଛି,
05:04 ଓ ଶେଷରେ Filter ଓ Sort Criteria
05:08 ଏବେ ପାଇଁ ଆମେ, ସେଗୁଡ଼ିକ ଯେପରି ଅଛି ସେହିପରି ଛାଡ଼ିଦେବା
05:12 ତଳକୁ ସ୍କ୍ରୋଲ୍ କରନ୍ତୁ. ଏଠାରେ, ଆମ ପାଖରେ 4ଟି Columns ଓ 9ଟି Events ଅଛି
05:17 କଲମ୍ ସଂଖ୍ୟାରେ ପରିବର୍ତ୍ତନ କରିବା ପାଇଁ, Formatରେ ଥିବା Setting ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
05:22 ତା’ପରେ, କଲମ୍ ର ସଂଖ୍ୟା 3କୁ ବଦଳାଇ Apply ଉପରେ କ୍ଲିକ୍ କରନ୍ତୁ
05:28 ତାହା ଆମକୁ ଏକ 3 by 3 ଗ୍ରିଡ୍ ଦେବ
05:31 Fieldsରେ ଥିବା Add ଉପରେ କ୍ଲିକ୍ କରନ୍ତୁ
05:34 Event Logoକୁ ଯାଆନ୍ତୁ ଓ ସେଥିରେ ଏକ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ
05:40 ଏଥରକ, Image Style ଭାବରେ Photo Gallery of Logos ଚୟନ କରନ୍ତୁ
05:45 Link Image Toରେ, Content ଚୟନ କରି Apply କ୍ଲିକ୍ କରନ୍ତୁ
05:50 ତୁରନ୍ତ ହିଁ, ତଳେ ଥିବା Preview ସେକ୍ସନ୍ ରେ, ଗ୍ରିଡ୍ ପ୍ରଦର୍ଶିତ ହୋଇଥାଏ
05:55 ତେଣୁ, ଏକ ଗ୍ରିଡ୍ ଲେଆଉଟ୍, Tableଠାରୁ ଭିନ୍ନ ଅଟେ
06:00 Nodeରୁ ଆପଣ ଚୟନ କରିଥିବା ସମସ୍ତ Fieldଗୁଡ଼ିକ ଗୋଟିଏ ସେଲ୍ ରେ ଅଛି
06:05 ଆଉ, ଆମେ କେତୋଟି ସେଲ୍ସ ଆମେ ପ୍ରଦର୍ଶିତ କରିବାକୁ ଚାହୁଁଛେ, ନିର୍ଦ୍ଧାରଣ କରିପାରିବା
06:09 ଏବେ, Save ଉପରେ କ୍ଲିକ୍ କରନ୍ତୁ
06:12 Back to Site ବଟନ୍ ଉପରେ କ୍ଲିକ୍ କରି Photo Gallery ଉପରେ କ୍ଲିକ୍ କରନ୍ତୁ
06:17 ଏହା ବହୁତ ବଢିଆ ଦେଖାଯାଉଛି
06:19 ମୋବାଇଲ୍ ଭଳି ଛୋଟ ଡିଭାଇସ୍ ରେ, ନିଜର 3 by 3 ଗ୍ରିଡ୍ ବଜାୟ ରଖିବା ପାଇଁ ସବୁ ଇମେଜର ସ୍କେଲ୍ କମ୍ ହୋଇଯାଇଥାଏ
06:26 ଆଉ Drupal, ଗୋଟିଏ ଗ୍ରିଡ୍ ସହିତ ଏହା କରିଥାଏ
06:29 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ
06:34 ଏହି ଟ୍ୟୁଟୋରିଆଲରେ ଆମେ, Image Styles ଓ Photo Gallery View ବିଷୟରେ ଶିଖିଲେ
06:44 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
06:53 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ

NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ

07:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep