Drupal/C3/Controlling-Display-of-Images/Oriya
From Script | Spoken-Tutorial
| Time | Narration |
| 00:01 | Controlling Display of Images ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ, Image Style ଓ Photo Gallery View ବିଷୟରେ ଶିଖିବା |
| 00:12 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ |
| 00:21 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:25 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
| 00:29 | Drupalରେ, ସାଇଟ୍ ର ଭିନ୍ନ ଭିନ୍ନ ଆବଶ୍ୟକତା ସହ ଖାପ ଖାଇବା ପାଇଁ ଆମେ ଗୋଟିଏ ଇମେଜର ସାଇଜ୍ ଓ ସ୍କେଲ୍ ବଦଳାଇପାରିବା |
| 00:37 | Drupal, ମୂଳ ଇମେଜକୁ ନେଇ, ଆମେ ଚାହୁଁଥିବା ସାଇଜ୍ ଓ ସ୍କେଲ୍ ବଦଳାଇଥାଏ |
| 00:43 | ତା’ପରେ ଏହା, ଫାଇଲ୍ ର ସେହି ଭର୍ସନ୍ କୁ ସେଭ୍ କରିଥାଏ |
| 00:46 | Configuration ଉପରେ କ୍ଲିକ୍ କରନ୍ତୁ |
| 00:48 | ଆମେ ଏଠାରେ, 2ଟି Image Style କ୍ରିଏଟ୍ କରିବାକୁ ଯାଉଛେ |
| 00:51 | Media ଟାବ୍ କୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 00:54 | ଏଠାରେ ଆମେ Image Style ଦେଖିପାରିବା. ତାହା ଉପରେ କ୍ଲିକ୍ କରନ୍ତୁ |
| 00:58 | ଆମେ ସେଟ୍ କରିଥିବା Table ପାଇଁ ଏକ Image Style କ୍ରିଏଟ୍ କରିବା |
| 01:03 | ଆଉ ପରବର୍ତ୍ତୀ ଭ୍ୟୁ ପାଇଁ ମଧ୍ୟ, ଯାହା ଆମେ କ୍ରିଏଟ୍ କରିବାକୁ ଯାଉଛେ, ଯାହା ହେଉଛି Logosର ଏକ ଗ୍ରିଡ୍ |
| 01:09 | Add image styles ଉପରେ କ୍ଲିକ୍ କରନ୍ତୁ |
| 01:12 | Image Style Nameରେ ଆମେ, Upcoming Events 150 x 150 ଟାଇପ୍ କରିବା |
| 01:19 | ଧ୍ୟାନଦିଅନ୍ତୁ ଯେ, Drupal, ଆମ ପାଇଁ ମେସିନ୍ ନାମ ପୂରଣ କରେ |
| 01:23 | ଏହା ହେଉଛି ଆମର Image Style Name |
| 01:26 | ଏବେ, Create New Style ଉପରେ କ୍ଲିକ୍ କରନ୍ତୁ |
| 01:29 | ବାମପଟେ, 600 by 800 ପିକ୍ସେଲ୍ସର ମୂଳ ଇମେଜ୍ ଓ ଡାହାଣପଟେ ଇମେଜ୍ ର ଏଡିଟେଡ୍ ଭର୍ସନ୍ ଅଛି |
| 01:38 | Effectରେ ଥିବା Select a New Effect ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ |
| 01:42 | ଏହି ତାଲିକାରେ ଅନେକ ଅପ୍ସନ୍ସ ପ୍ରଦର୍ଶିତ ହୋଇଛି. ଏହି ଅପ୍ସନଗୁଡ଼ିକ ମଧ୍ୟରୁ ମୁଁ, Scale and Crop ଇଫେକ୍ଟ ବାଛିବି |
| 01:49 | ଆପଣ, ନିଜ ଇଚ୍ଛାରେ ଯେକୌଣସି ଅପ୍ସନ୍ ବାଛିପାରିବେ. ଉଦାହରଣସ୍ୱରୂପ: Rotate, Resize କିମ୍ୱା ଅନ୍ୟ କୌଣସି |
| 01:56 | Add ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 01:58 | Widthକୁ 150 ଓ Hightକୁ 150 ଭାବେ ଏଣ୍ଟର୍ କରନ୍ତୁ |
| 02:02 | ମନେରଖନ୍ତୁ, କେବେବି Width ଓ Hightକୁ ମୂଳ ଇମେଜଠାରୁ ବଡ଼ କରିବେ ନାହିଁ |
| 02:07 | ଏପରି କଲେ, ଇମେଜ୍ ପିକ୍ସେଲେଟ୍ ହୋଇଯିବ |
| 02:11 | Add effect କ୍ଲିକ୍ କରନ୍ତୁ |
| 02:13 | ଏହା ହେଉଛି ଆମର ନୂଆ Image Style. ଡାହାଣପଟ ଇମେଜରେ, ଆମେ ଦେଖିପାରୁଛେ ଯେ, ଏହା ଏବେ ସ୍କେଲ୍ ଓ କ୍ରପ୍ ହୋଇଛି |
| 02:22 | ଚାଲନ୍ତୁ, ଆଉ ଗୋଟିଏ କ୍ରିଏଟ୍ କରିବା. Image Style ଉପରେ ଓ ତା’ପରେ Add Image Style ଉପରେ କ୍ଲିକ୍ କରନ୍ତୁ |
| 02:29 | ଏଥରକ, Image Style Nameରେ ଆମେ ଟାଇପ୍ କରିବା: photo gallery of logos |
| 02:35 | Create New Style ଉପରେ କ୍ଲିକ୍ କରନ୍ତୁ |
| 02:38 | ଆପଣ ମେସିନ୍ ରେ ଥିବା Photo Galleryର ଏହା ଯେକୌଣସି ଫୋଟୋ ହୋଇପାରେ |
| 02:42 | ଯେକୌଣସି Field ଓ କଣ୍ଟେଣ୍ଟରେ ଯେକୌଣସି ଇମେଜ୍ ପାଇଁ ଆପଣ ଏହା କରିପାରିବେ |
| 02:47 | ପୁଣିଥରେ, Select a New Effect କ୍ଲିକ୍ କରିବା ପରେ Scale and Crop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
| 02:53 | Add ବଟନ୍ ଉପରେ କ୍ଲିକ୍ କରନ୍ତୁ. Widthକୁ 300 ଓ Hightକୁ 300 ଭାବେ ଏଣ୍ଟର୍ କରନ୍ତୁ |
| 03:00 | ଓ ତା’ପରେ Add Effect ବଟନ୍ ରେ କ୍ଲିକ୍ କରନ୍ତୁ |
| 03:03 | ଧ୍ୟାନଦିଅନ୍ତୁ ଯେ, ଡାହାଣପଟ ଇମେଜ୍ ଏବେ 300 by 300 ନୂଆ ଡାଇମେନ୍ସନ୍ ରେ ଅଛି |
| 03:09 | ଏହା ଦେଖାଏ ଯେ, Drupal, ପ୍ରତ୍ୟେକ Image Style ପାଇଁ ଇମେଜଗୁଡ଼ିକର ଭର୍ସନ୍ସ କ୍ରିଏଟ୍ କରି ସେଗୁଡ଼ିକୁ ସାଇଟ୍ ରେ ଷ୍ଟୋର୍ କରେ |
| 03:18 | Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ |
| 03:21 | ଏବେ, Edit କ୍ଲିକ୍ କରି ଆମର Upcoming Events View ଅପଡେଟ୍ କରିବା |
| 03:27 | Event Logo ଉପରେ କ୍ଲିକ୍ କରି Image Styleକୁ Upcoming Eventsରେ ବଦଳାନ୍ତୁ |
| 03:33 | ତା’ପରେ Apply ଉପରେ କ୍ଲିକ୍ କରନ୍ତୁ |
| 03:36 | ପ୍ରିଭ୍ୟୁ ସେକ୍ସନ୍ କୁ ସ୍କ୍ରୋଲ୍ ଡାଉନ୍ କରି ଦେଖନ୍ତୁ ଯେ, ଆମର ସବୁ ଲୋଗୋଗୁଡ଼ିକ ସମାନ ଅଛି |
| 03:42 | ଏବେ Save ଉପରେ କ୍ଲିକ୍ କରନ୍ତୁ |
| 03:45 | Back to Site ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି ଆମ ୱେବ୍ ସାଇଟ୍ ରେ ଆମର ଭ୍ୟୁ |
| 03:50 | ଏହି ପ୍ରକାରେ Image Styles କାମ କରେ |
| 03:53 | ଏହି ସବୁ Events ପାଇଁ ଏକ ଗ୍ରିଡ୍ ଲେଆଉଟ୍ ଭାବେ ଚାଲନ୍ତୁ ଏବେ ଏକ ନୂଆ View କ୍ରିଏଟ୍ କରିବା |
| 03:59 | ଏହା କରିବାକୁ, Structure, Views ଓ Add New View ଉପରେ କ୍ଲିକ୍ କରନ୍ତୁ |
| 04:05 | ଏହାକୁ ଆମେ Photo Gallery ନାମ ଦେବା. |
| 04:09 | View Settingକୁ Content of Type Events ଭାବେ ସେଟ୍ କରନ୍ତୁ |
| 04:14 | ଏହି ନିର୍ଦ୍ଦିଷ୍ଟ View, ଯେକୌଣସି ଇଭେଣ୍ଟ ପାଇଁ Photo of the Day କିମ୍ୱା Gallery of Images ଭାବେ ବ୍ୟବହୃତ ହୋଇପାରେ |
| 04:22 | Create a Page କ୍ଲିକ୍ କରନ୍ତୁ. |
| 04:25 | ସ୍କ୍ରୋଲ୍ ଡାଉନ୍ କରି Fieldsର Grid ସିଲେକ୍ଟ କରନ୍ତୁ |
| 04:29 | ଦୟାକରି ଧ୍ୟାନଦିଅନ୍ତୁ: ଆମେ, Drupal ଦ୍ୱାରା ଡ୍ରପ୍-ଡାଉନ୍ ରେ ପ୍ରଦାନ କରାଯାଇଥିବା ଅନ୍ୟ ଯେକୌଣସି ଅପ୍ସନ୍ ମଧ୍ୟ ବାଛିପାରିବା |
| 04:36 | Items to Display ଫିଳ୍ଡରେ, 9 ଚୟନ କରନ୍ତୁ, ଯେହେତୁ ଏହା ଏକ 3 by 3 ଗ୍ରିଡ୍ ଦେଇଥାଏ |
| 04:42 | Create a Menu Link ମଧ୍ୟ ଯାଞ୍ଚ କରନ୍ତୁ |
| 04:46 | Menu ଡ୍ରପ୍-ଡାଉନ୍ ରେ ଥିବା Main Navigation ଚୟନ କରନ୍ତୁ |
| 04:51 | Save and Editରେ କ୍ଲିକ୍ କରନ୍ତୁ. |
| 04:54 | ଆମର 5ଟି ମାନଦଣ୍ଡକୁ ପୁଣିଥରେ ଯାଞ୍ଚ କରନ୍ତୁ: Display ହେଉଛି ଗୋଟିଏ ପେଜ୍, |
| 04:59 | Format ହେଉଛି ଗୋଟିଏ Grid |
| 05:01 | Title ନାମରେ କେବଳ ଗୋଟିଏ ଫିଲ୍ଡ ଅଛି, |
| 05:04 | ଓ ଶେଷରେ Filter ଓ Sort Criteria |
| 05:08 | ଏବେ ପାଇଁ ଆମେ, ସେଗୁଡ଼ିକ ଯେପରି ଅଛି ସେହିପରି ଛାଡ଼ିଦେବା |
| 05:12 | ତଳକୁ ସ୍କ୍ରୋଲ୍ କରନ୍ତୁ. ଏଠାରେ, ଆମ ପାଖରେ 4ଟି Columns ଓ 9ଟି Events ଅଛି |
| 05:17 | କଲମ୍ ସଂଖ୍ୟାରେ ପରିବର୍ତ୍ତନ କରିବା ପାଇଁ, Formatରେ ଥିବା Setting ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
| 05:22 | ତା’ପରେ, କଲମ୍ ର ସଂଖ୍ୟା 3କୁ ବଦଳାଇ Apply ଉପରେ କ୍ଲିକ୍ କରନ୍ତୁ |
| 05:28 | ତାହା ଆମକୁ ଏକ 3 by 3 ଗ୍ରିଡ୍ ଦେବ |
| 05:31 | Fieldsରେ ଥିବା Add ଉପରେ କ୍ଲିକ୍ କରନ୍ତୁ |
| 05:34 | Event Logoକୁ ଯାଆନ୍ତୁ ଓ ସେଥିରେ ଏକ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ |
| 05:40 | ଏଥରକ, Image Style ଭାବରେ Photo Gallery of Logos ଚୟନ କରନ୍ତୁ |
| 05:45 | Link Image Toରେ, Content ଚୟନ କରି Apply କ୍ଲିକ୍ କରନ୍ତୁ |
| 05:50 | ତୁରନ୍ତ ହିଁ, ତଳେ ଥିବା Preview ସେକ୍ସନ୍ ରେ, ଗ୍ରିଡ୍ ପ୍ରଦର୍ଶିତ ହୋଇଥାଏ |
| 05:55 | ତେଣୁ, ଏକ ଗ୍ରିଡ୍ ଲେଆଉଟ୍, Tableଠାରୁ ଭିନ୍ନ ଅଟେ |
| 06:00 | Nodeରୁ ଆପଣ ଚୟନ କରିଥିବା ସମସ୍ତ Fieldଗୁଡ଼ିକ ଗୋଟିଏ ସେଲ୍ ରେ ଅଛି |
| 06:05 | ଆଉ, ଆମେ କେତୋଟି ସେଲ୍ସ ଆମେ ପ୍ରଦର୍ଶିତ କରିବାକୁ ଚାହୁଁଛେ, ନିର୍ଦ୍ଧାରଣ କରିପାରିବା |
| 06:09 | ଏବେ, Save ଉପରେ କ୍ଲିକ୍ କରନ୍ତୁ |
| 06:12 | Back to Site ବଟନ୍ ଉପରେ କ୍ଲିକ୍ କରି Photo Gallery ଉପରେ କ୍ଲିକ୍ କରନ୍ତୁ |
| 06:17 | ଏହା ବହୁତ ବଢିଆ ଦେଖାଯାଉଛି |
| 06:19 | ମୋବାଇଲ୍ ଭଳି ଛୋଟ ଡିଭାଇସ୍ ରେ, ନିଜର 3 by 3 ଗ୍ରିଡ୍ ବଜାୟ ରଖିବା ପାଇଁ ସବୁ ଇମେଜର ସ୍କେଲ୍ କମ୍ ହୋଇଯାଇଥାଏ |
| 06:26 | ଆଉ Drupal, ଗୋଟିଏ ଗ୍ରିଡ୍ ସହିତ ଏହା କରିଥାଏ |
| 06:29 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ |
| 06:34 | ଏହି ଟ୍ୟୁଟୋରିଆଲରେ ଆମେ, Image Styles ଓ Photo Gallery View ବିଷୟରେ ଶିଖିଲେ |
| 06:44 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 06:53 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 07:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 07:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
| 07:19 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |