Drupal/C2/Displaying-Contents-using-Views/Oriya

From Script | Spoken-Tutorial
Revision as of 09:48, 9 September 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Views ବ୍ୟବହାର କରି Displaying Contents ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
  • Views
  • Teaser ସହିତ ଗୋଟିଏ ପେଜ୍ ଓ
  • ଏକ ସରଳ Block View
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
  • ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
  • Drupal 8 ଓ
  • Firefox ୱେବ୍ ବ୍ରାଉଜର୍

ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:31 ପ୍ରଥମେ ଆମେ Views ବିଷୟରେ ଶିଖିବା.
  • ସମାନ କଣ୍ଟେଣ୍ଟର ପ୍ରଦର୍ଶନ ପାଇଁ Views ବ୍ୟବହାର କରାଯାଏ
  • ବିଭିନ୍ନ ଫର୍ମାଟ୍ସରେ Views ପ୍ରଦର୍ଶିତ କରିହେବ, ଯେପରି -
00:43
  • Table
  • List
  • Gallery ଆଦି
00:49 ଏହା ଆମର କଣ୍ଟେଣ୍ଟକୁ ଆମ ଦ୍ୱାରା ପରିଭାଷିତ ମାନଦଣ୍ଡ ଆଧାରରେ Select, Order, Filter ଓ Present କରିପାରେ.

Viewsକୁ ଅନିବାର୍ଯ ଭାବରେ ଅନ୍ୟ ସଫ୍ଟୱେର୍ ରେ Reports କିମ୍ୱା Query Results ଭାବରେ ଜଣାଯାଇଥାଏ

01:04 ଉଦାହରଣସ୍ୱରୂପ, ଯଦି ଆପଣ ଲାଇବ୍ରେରୀକୁ ଯାଇ ଲାଇବ୍ରେରିଆନ୍ କୁ, ନିମ୍ନ ମାନଦଣ୍ଡ ସହିତ ବହିର ଥୋକ ବିଷୟରେ ପଚାରନ୍ତି:
  • 1905 ପୂର୍ବରୁ ପ୍ରକାଶିତ
  • M ସହିତ ଆରମ୍ଭ ହେଉଥିବା ଲେଖକଙ୍କ ଶେଷ ନାମ
01:19
  • 100ରୁ ଅଧିକ ପୃଷ୍ଠା ଥିବା ବହି ଓ * ନାଲି କଭର୍ ବିଶିଷ୍ଟ
01:25 ଏପରି ପଚାରିଲେ, ଆପଣଙ୍କୁ ଲାଇବ୍ରେରୀରୁ ବାହାରକୁ କାଢିଦିଆଯିବ. କିନ୍ତୁ Drupalରେ, Views ସହିତ ଏହା ବହୁତ ସହଜରେ କରିହେବ
01:34 ଆମର Views ସେଟ୍ କରିବା ପାଇଁ ଆମ ପାଖରେ 5ଟି ସରଳ ପଦାଙ୍କ ପ୍ରକ୍ରିୟା ଅଛି. Viewsର Workflow ହେଉଛି -
  • ଆପଣଙ୍କର Display ଚୟନ କରନ୍ତୁ
  • ଆପଣଙ୍କର Format ସେଟ୍ କରନ୍ତୁ
01:45 * ଆପଣଙ୍କ Fieldsର ଅନୁମାନ କରନ୍ତୁ
  • ଗୋଟିଏ Filter ଲାଗୁ କରନ୍ତୁ ଓ
  • ପରିଣାମକୁ Sort କରନ୍ତୁ
01:53 ଏବେ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା
01:53 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
01:58 ଚାଲନ୍ତୁ, ଏକ ସରଳ Drupal ସାଇଟ୍ ରେ ସାଧାରଣ Views କ୍ରିଏଟ୍ କରିବା ବିଷୟରେ ଶିଖିବା
02:04 Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
02:09 Drupalରେ ଅନେକ Built-in Views ଅଛି. ଉଦାହରଣସ୍ୱରୂପ - କଣ୍ଟେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ Administratorକୁ Content View ଅନୁମତି ଦେଇଥାଏ
02:20 Custom block library, Files, Frontpage, People, Recent comments, Recent content, Taxonomy terms, Who’s new ଓ Who’s online ସହିତ ସମାନ ଜିନିଷ
02:37 ଏହିସବୁ Drupal ସହିତ ଆସୁଥିବା Views ଅଟେ, ଯାହାକୁ ଆମେ Update କିମ୍ୱା Edit କରିପାରିବା
02:44 ପ୍ରଥମେ ଆମେ, Teasers ସହିତ ଏକ ସରଳ ପେଜ୍ କ୍ରିଏଟ୍ କରିବା. ଏହା, ଆମର Events Content Type ପାଇଁ ଏକ Landing Page ହେବ
02:54 Add New View କ୍ଲିକ୍ କରି ତା’ର ନାମ Events Sponsored ଦିଅନ୍ତୁ
03:02 କଣ୍ଟେଣ୍ଟ ଟାଇପ୍ କୁ Allରୁ Eventsକୁ ଓ Sorted Byକୁ Newest Firstରେ ବଦଳାନ୍ତୁ
03:11 Create a Page କ୍ଲିକ୍ କରନ୍ତୁ. Teaserର Display Formatକୁ Unformatted List ଭାବରେ ଛାଡ଼ିଦିଅନ୍ତୁ
03:20 ଏହାର କାରଣ ହେଉଛି, ଆମେ ଆମର Manage Displayରେ Teaser Mode ସେଟ୍ କରିସାରିଛେ
03:26 Creat Menu Link ଦେଖନ୍ତୁ ଓ ତା’ପରେ Menu ଡ୍ରପ୍-ଡାଉନ୍ ରେ Main Navigation ଚୟନ କରନ୍ତୁ
03:35 ଏହା, ଆମେ ଆମ ସାଇଟ୍ ରେ ଆଡ୍ କରିଥିବା ସମସ୍ତ Events ଦେଖିବାରେ ଆମକୁ ସାହାଯ୍ୟ କରିବ
03:41 Save and Editରେ କ୍ଲିକ୍ କରନ୍ତୁ. ଏବେ ଆମକୁ Screenକୁ ଆକ୍ସେସ୍ ମିଳିଲା, ଯାହା ଆମେ ପରିଚୟରେ ଉଲ୍ଲେଖ କରିଥିଲୁ
03:51 ଏହି ସ୍କ୍ରୀନ, ଏକ Page ପ୍ରଦର୍ଶିତ କରେ, ଯାହାର Format ହେଉଛି Teaserର ଏକ Unformatted List
03:59 ଏଠାରେ ଆମକୁ କୌଣସି Fields ଦରକାର ନାହିଁ, କାରଣ ଆମେ ଆମର Teaser Mode ସେଟ୍ କରିଦେଇଛେ
04:05 FILTER CRITERIA ହେଉଛି Published Events ଓ Sort Criteria ହେଉଛି Descending କ୍ରମରେ ପ୍ରକାଶନ ତାରିଖ
04:16 ଯଦି ଆମେ ସ୍କ୍ରୋଲ୍ ଡାଉନ୍ କରିବା, ତେବେ ଏଠାରେ Preview ଦେଖିପାରିବା
04:21 ଯଦି ଆପଣଙ୍କୁ ଏହା ଭଲ ଲାଗୁନାହିଁ, ତେବେ ଏହାକୁ ବଦଳାଇବା ଅତି ସହଜ. ତାହାକୁ ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ କଭର୍ କରିବା
04:28 ଏବେପାଇଁ, Save ଉପରେ କ୍ଲିକ୍ କରନ୍ତୁ. Back to Site ଉପରେ କ୍ଲିକ୍ କରନ୍ତୁ.
04:35 ମେନ୍ ମେନୁରେ, ଆମର ସମସ୍ତ Eventsର ତାଲିକା ସହିତ Events ନାମକ ଏକ ଟାବ୍ ଅଛି
04:44 ଏଠାରେ, ଭିନ୍ନ ପ୍ରକାର ଓ ଆକାରର ସମସ୍ତ Event Logos ଅଛି
04:50 ଆମ ପାଖରେ Event Website ଓ Event Date ଅଛି
04:55 ମନେରଖନ୍ତୁ, Events Content Type ପାଇଁ ଆମର Teaser Modeରେ ଆମେ ଏହାକୁ ଅପଡେଟ୍ କରିପାରିବା, ଯଦି ଆମେ ଏହାକୁ ବଦଳାଇବାକୁ ଚାହିଁବା
05:04 ଏତିକି! ଆମର ସମସ୍ତ Events ପାଇଁ ଏହା ହେଉଛି ଲେଣ୍ଡିଙ୍ଗ୍ ପେଜ୍
05:09 Drupalରେ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଆମ ୱେବ୍ ସାଇଟ୍ ର Block Regions କିମ୍ୱା

Side Barରେ ସୂଚନା ସ୍ଥାପିତ କରିବାର ସାମର୍ଥ୍ୟତା

05:19 ପୂର୍ବେ, ଯଦି ଆମେ ଏକ ନୂଆ Event ଆଡ୍ କରିଥାନ୍ତେ, ତେବେ ଆମକୁ ପ୍ରତ୍ୟେକ ପେଜ୍ ରେ ଥିବା Sidebarରେ ଆସିବାକୁ ପଡ଼ିଥାନ୍ତା, ଯାହା ଅନ୍ ଥାଏ ଓ ସାଇଡ୍ ବାର୍ କୁ ଅପଡେଟ୍ କରେ
05:31 ଏବେ, ଆମର କଣ୍ଟେଣ୍ଟକୁ Views ଆପେ ଆପେ ଅପଡେଟ୍ କରେ
05:36 Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
05:41 ଯେହେତୁ ଆମକୁ ଏଠାକୁ ବହୁତ ଥର ଆସିବାକୁ ହୁଏ, Star କ୍ଲିକ୍ କରି ଚାଲନ୍ତୁ ଏହାକୁ ଆମର ଶର୍ଟକଟ୍ ରେ ଆଡ୍ କରିଦେବା. ଏବେ, Add New View ଉପରେ କ୍ଲିକ୍ କରନ୍ତୁ
05:53 View Nameରେ ଟାଇପ୍ କରନ୍ତୁ: Recent Events Added. ଏହା, ଆମ ସାଇଟ୍ ରେ ଆମେ ଆଡ୍ କରିଥିବା ଲାଟେଷ୍ଟ Eventsର ଏକ ତାଲିକା ହେବ
06:04 ଏବେ, Content of Typeକୁ Allରୁ Eventsକୁ ବଦଳାଇଦିଅନ୍ତୁ
06:09 Create a Block ଚୟନ କରନ୍ତୁ. Sorted Byକୁ Newest First ଭାବରେ ଛାଡ଼ିଦିଅନ୍ତୁ
06:18 Block Titleରେ ଟାଇପ୍ କରନ୍ତୁ: "Recently Added Events", କେବଳ ଏହା ଦେଖାଇବା ପାଇଁ ଯେ, ଆମେ ଭିନ୍ନ ନାମ ଓ ଟାଇଟଲ୍ ରଖିପାରିବା
06:28 Viewsର ବିଭିନ୍ନ Styles କ୍ରିଏଟ୍ କରିବାକୁ Drupal ଆମକୁ ଅନୁମତି ଦେଇଥାଏ. Block ପିଛା 5 ଆଇଟମ୍ସ ସହିତ ଏହାକୁ ଆମେ Unformatted List ଭାବରେ ଛାଡ଼ିଦେବା
06:40 Use a Pager ଚେକ୍ କରନ୍ତୁ ନାହିଁ. ଯଦି ସେପରି କରିବା, ତେବେ ଆମେ ଆମର Block ତଳେ Page One of Three, Two of Three ଆଦି ପରି ନମ୍ୱର୍ସ ପାଇବା
06:53 Save and Editରେ କ୍ଲିକ୍ କରନ୍ତୁ. ପ୍ରିଭ୍ୟୁକୁ ଦେଖନ୍ତୁ. ଏହା, ନିକଟରେ ଆଡ୍ ହୋଇଥିବା Events ଟାଇଟଲ୍ସର ଏକ ତାଲିକା ପ୍ରଦର୍ଶିତ କରେ
07:05 ଏଠାରେ ତାହା ଏକ Block ପ୍ରଦର୍ଶିତ କରୁଛି. Format ହେଉଛି ଏକ Unformatted List. Fieldଗୁଡ଼ିକ ହେଉଛି Title Fields
07:16 ଆଉ Filter Criteria ହେଉଛି, ପ୍ରକାଶନ ତାରିଖର Descending Orderରେ Published Events
07:24 Save ଉପରେ କ୍ଲିକ୍ କରନ୍ତୁ. ଏହା କେଉଁଠାରେ ଦେଖାଯିବ ନାହିଁ, କାରଣ ଆମେ ଏପର୍ଯ୍ୟନ୍ତ Block ସ୍ଥାପିତ କରିନାହେଁ
07:33 Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. Sidebar First Regionରେ Blockକୁ ରଖନ୍ତୁ
07:43 Place Block ଉପରେ କ୍ଲିକ୍ କରନ୍ତୁ. ଯେତେବେଳେ ଆମେ Scroll Down କରିବା, Recent Events Added ନାମକ Block ଦେଖିବା. Place Block ଉପରେ କ୍ଲିକ୍ କରନ୍ତୁ.
07:54 ଯେହେତୁ ଆମେ Blocksକୁ ସବିଶେଷ ଭାବେ ଏପର୍ଯ୍ୟନ୍ତ ଜାଣିନେ, ତେଣୁ ଏବେପାଇଁ କେବଳ Save କ୍ଲିକ୍ କରିବା. ଏହା ପ୍ରତ୍ୟେକ ପେଜ୍ ରେ ଦେଖାଦେବ. ଆମେ, ପରେ ତାକୁ ଏଡିଟ୍ କରିବା
08:06 ଏହା, Search ପରେ କ୍ରମରେ ପ୍ରଦର୍ଶିତ ହେବ. Save Blocks କ୍ଲିକ୍ କରନ୍ତୁ
08:13 Back to Site କ୍ଲିକ୍ କରନ୍ତୁ. ଆଉ, ପ୍ରତ୍ୟେକ ପେଜ୍ ରେ ଏକ ନୂଆ Block ରହିବ, ଯାହା ଆମ ସାଇଟ୍ ରେ ଅତି ନିକଟରେ ଆଡ୍ ହୋଇଥିବା Events ଦେଇଥାଏ
08:24 ଏହାକୁ ପୁଣିଥରେ କନଫିଗର୍ କରିବାର ଆବଶ୍ୟକତା ନାହିଁ. ଆପଣ ଏହାକୁ, ଯେଉଁଠାରେ ଚାହିଁବେ ରଖିପାରିବେ ଓ ଏହା ସବୁବେଳେ ଅପ୍-ଟୁ-ଡେଟ୍ ରହିବ
08:33 ତାହା ହେଉଛି, ପ୍ରକାଶନ ତାରିଖ କ୍ରମରେ ଆମର Event Content Type ବ୍ୟବହାର କରି Block Viewର ଏକ ଉଦାହରଣ
08:42 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:46 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
  • Views
  • Teaser ସହିତ ଗୋଟିଏ ପେଜ୍ ଓ
  • ଏକ ସରଳ Block View
09:01 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ

NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ

09:42 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep