Drupal/C2/Creating-Dummy-Content/Oriya
From Script | Spoken-Tutorial
Time | Narration |
00:01 | Creating Dummy Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: devel module ବ୍ୟବହାର କରି dummy content କ୍ରିଏଟ୍ କରିବା |
00:12 | ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:25 | Drupal site ତିଆରି କରିବା ସମୟରେ ଅନେକ content ଆବଶ୍ୟକ, ଏହା ଆମକୁ layouts, views ଏବଂ designs କୁ ବୁଝିବାରେ ସାହାଯ୍ୟ କରେ |
00:36 | କିନ୍ତୁ ପ୍ରକୃତ content ବ୍ୟବହାର କରିବା ଉଚିତ ନୁହେଁ, ଏକ Content type କିମ୍ବା field ବଦଳାଇବା ଦରକାର |
00:44 | ଅସୁବିଧା ଏଇକି ଯେ, ଆମକୁ ଭିତରକୁ ଯିବାକୁ ହେବ ଏବଂ ପ୍ରକୃତ content ଏଡିଟ୍ କରିବାକୁ ହେବ, ଯାହା ସମୟର ଅପଚୟ |
00:50 | କିନ୍ତୁ ଏହି ପଦାଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ, ଆମକୁ content types test କରି ନିଶ୍ଚିତ କରିବାକୁ ହେବ ଯେ, ସେଗୁଡ଼ିକ କାମ କରୁଛି କି ନାହିଁ |
00:57 | ଏ ପର୍ଯ୍ୟନ୍ତ ଆମେ କେବଳ ଅଳ୍ପ କିଛି fields କଭର୍ କରିଛେ |
01:01 | ଏହା ହେଉଛି ଆମର Cincinnati node. Cincinnati group, ସେମାନଙ୍କ ମିଟିଙ୍ଗ ପାଇଁ fee charge କରିବାକୁ ଚାହୁଁଛି |
01:07 | ଏବଂ ସେମାନେ ଏହାକୁ site ରେ ରଖିବାକୁ ଚାହୁଁଛନ୍ତି |
01:10 | money କିମ୍ବା ଏକ integer ପାଇଁ decimal ବ୍ୟବହାର କରିପାରିବେ, ଯାହା ଗୋଟିଏ whole number |
01:15 | ଏକ integer ଚୟନ କରନ୍ତୁ, କାରଣ ସେମାନେ କେବଳ 10 dollars ଚାର୍ଜ କରନ୍ତି, କିନ୍ତୁ ପରେ ସେମାନେ 10.99 dollars ଚାର୍ଜ କରିବାକୁ ନିଷ୍ପତି ନେଲେ |
01:24 | ପରେ ଆମକୁ ଅସୁବିଧା ହେବ |
01:26 | ଏକ integer, decimal ରେ ବଦଳିପାରିବ ନାହିଁ, ମୁଖ୍ୟତଃ content ଆଡ୍ କରିବା ପରେ |
01:32 | ତେଣୁ ଏ ଜିନିଷଗୁଡ଼ିକୁ ପୂର୍ବରୁ plan କରିବା ଆବଶ୍ୟକ |
01:37 | ଏ ସବୁକୁ କିଛି fake content ବ୍ୟବହାର କରି test କରିପାରିବେ, testing ସମୟରେ ଏଗୁଡ଼ିକ ସହଜରେ insert ଏବଂ delete ହୋଇପାରିବ |
01:48 | ଏହାକୁ ମନେରଖନ୍ତୁ- ଆମର ଶତାଧିକ real contents ଦରକାର ନାହିଁ, କିନ୍ତୁ କେବଳ କିଛି fake contents ଦରକାର |
01:54 | ଏହି ସମସ୍ୟାର ସମାଧାନ ହେଉଛି Devel module, drupal.org/project/devel କୁ ଯାଆନ୍ତୁ |
02:02 | ଏ ପର୍ଯ୍ୟନ୍ତ ଆମେ Modules ବିଷୟରେ ଆଲୋଚନା କରିନାହୁଁ କିମ୍ବା Drupal website କୁ extend କରିନାହୁଁ, ଏହାକୁ ଆଗାମୀ ଟ୍ୟୁଟୋରିଆଲ୍ ରେ କରିବା |
02:11 | କିନ୍ତୁ ଏଠାରେ Devel Module ର install ଏବଂ ବ୍ୟବହାର ଶିଖିବା. ଏହା Drupal Modules ର ଶକ୍ତିକୁ ଅବଗତ କରାଇବ |
02:21 | ତଳକୁ Scroll down କରନ୍ତୁ ଏବଂ Download section ଲୋକେଟ୍ କରନ୍ତୁ, ଏହି ସ୍କ୍ରିନ୍ ଭିନ୍ନ ପ୍ରକାରର ଦେଖାଯାଇପାରେ |
02:28 | Drupal 8 dot x version, green ଏରିଆରେ ଦେଖାଦେବ, ତାକୁ କ୍ଲିକ୍ କରନ୍ତୁ |
02:34 | ଯଦି ନୁହେଁ, ତେବେ Development release କ୍ଲିକ୍ କରନ୍ତୁ |
02:38 | ଏବେ ଏହାକୁ କରିବାର ଦୁଇଟି ଉପାୟ ଅଛି. ଏହାକୁ download କରିପାରିବେ. କିନ୍ତୁ desktop ଉପରକୁ ଅନେକ ଅଯଥା files ଚାଲିଆସିବ |
02:44 | right-click କରିପାରିବେ ଏବଂ browser ହିସାବରେ Copy Link କିମ୍ବା Copy Link Location ଦେଖିପାରିବେ |
02:53 | ଅନ୍ୟ ଉପାୟରେ .tar file କିମ୍ବା .zip file ର link କୁ କ୍ଲିକ୍ କରନ୍ତୁ, କିନ୍ତୁ dev file ଉପରେ କ୍ଲିକ୍ କରନ୍ତୁ ନାହିଁ, କାରଣ ତାହା କାମ କରିବ ନାହିଁ |
03:01 | ଏଗୁଡ଼ିକ ହେଉଛି actual file ଗୁଡ଼ିକର link |
03:04 | ଏହାକୁ ପାଇବା ପରେ site କୁ ଫେରିଆସନ୍ତୁ, ପ୍ରଥମେ Extend ଏବଂ ପରେ Install new module କ୍ଲିକ୍ କରନ୍ତୁ |
03:11 | ଏବେ Install from a URL field ଭିତରେ URL ପେଷ୍ଟ କରନ୍ତୁ, ଯଦି ଆପଣଙ୍କର ଭଲ internet connection ଅଛି, ତେବେ URL ରୁ install କରିପାରିବେ |
03:22 | ଆପଣଙ୍କ ସୁବିଧା ପାଇଁ ଏହି ପେଜ୍ ରେ Code Files link ଭିତରେ devel package ଯୋଗାଇଦିଆଯାଇଛି |
03:31 | ଏହାକୁ Choose File option ବ୍ୟବହାର କରି download କରନ୍ତୁ ଏବଂ upload କରନ୍ତୁ, ଶେଷରେ Install କ୍ଲିକ୍ କରନ୍ତୁ |
03:41 | ଏବେ Enable newly added modules ଉପରେ କ୍ଲିକ୍ କରନ୍ତୁ |
03:45 | minimize କରିବା ପାଇଁ CORE ଉପରେ କ୍ଲିକ୍ କରନ୍ତୁ, ଏହାପରେ scroll down କରନ୍ତୁ |
03:50 | DEVELOPMENT block ଅଧିନରେ Devel ଏବଂ Devel generate ଦେଖିପାରିବେ, ଅନ୍ୟଗୁଡ଼ିକୁ ଅଣଦେଖା କରନ୍ତୁ |
03:57 | Devel ଏବଂ Devel generate ରେ checkmark ଦିଅନ୍ତୁ, ଏହାପରେ ତଳକୁ scroll କରି Install କ୍ଲିକ୍ କରନ୍ତୁ |
04:05 | ମନେରଖନ୍ତୁ ଯେ, Drupal ରେ ସବୁବେଳେ Save, Install ଇତ୍ୟାଦି କ୍ଲିକ୍ କରିବାକୁ ହେବ |
04:12 | ଏଠାରେ ଏକ green message ମିଳିବ- 2 modules have been enabled |
04:17 | ଯଦି ନାଲି ରଙ୍ଗର କୌଣସି ସତର୍କତା message ଦେଖିବେ, ତେବେ ଚିନ୍ତା କରନ୍ତୁ ନାହିଁ, ଯେପର୍ଯ୍ୟନ୍ତ ଏହା ଏକ ଗମ୍ଭୀର ଏରର୍ ହୋଇନଥିବ |
04:23 | ଏକ content ସମୂହ generate କରିବା ପାଇଁ Configuration କ୍ଲିକ୍ କରନ୍ତୁ, ଏହାପରେ ବାମ ପାର୍ଶ୍ୱରେ Generate content link ଦେଖିବେ, ତାକୁ କ୍ଲିକ୍ କରନ୍ତୁ |
04:34 | ଏବେ, ଆବଶ୍ୟକ testing କରିବା ପାଇଁ ଅଧିକରୁ ଅଧିକ content generate କରିପାରିବେ |
04:41 | Events ଏବଂ User Groups ଚୟନ କରନ୍ତୁ, କାରଣ ଏହା test ପାଇଁ ଆବଶ୍ୟକ ଦୁଇଟି Content types |
04:47 | ଧ୍ୟାନଦିଅନ୍ତୁ ଯେ, ସେଠାରେ "Delete all content in these content types before generating new content" ଅଛି, ଏହା fake content ଡିଲିଟ୍ କରିବ |
04:56 | ସେଠାରେ check mark ଦିଅନ୍ତୁ ଏବଂ 0 (zero) nodes ଜେନେରେଟ୍ କରନ୍ତୁ, ଏହା ସମସ୍ତ Events ଏବଂ User Groups କୁ delete କରିବ |
05:05 | ଏହା ଆମେ କ୍ରିଏଟ୍ କରିଥିବା Group କୁ ମଧ୍ୟ ମିଶାଇବ, ଉଦାହରଣସ୍ୱରୁପ- Cincinnati User Group ମଧ୍ୟ ଚାଲିଯିବ |
05:15 | ତେବେ ତାକୁ uncheck କରନ୍ତୁ, 50 ଟି node generate କରନ୍ତୁ |
05:20 | ଗୋଟିଏ year ପଛକୁ ଯାଆନ୍ତୁ |
05:22 | Nodes ଉପରେ comments ନାହିଁ |
05:25 | Maximum number of words in titles କୁ 2 ରେ ବଦଳାନ୍ତୁ. ଯଦି ସେହିଭଳି କରିବେ ନାହିଁ, ତେବେ ଏହା ଅନେକ long Lorem Ipsum text generate କରିବ |
05:35 | Generate କ୍ଲିକ୍ କରନ୍ତୁ. ଶୀଘ୍ର ଏକ success message ମିଳିବ. ଏହା କାମ କରୁଛି କି ନାହିଁ ଜାଣିବା ପାଇଁ Content ରେ କ୍ଲିକ୍ କରନ୍ତୁ |
05:44 | ଏଠାରେ 50 ଟି ନୂଆ nodes ର list ଅଛି- ଅଧା Events ଏବଂ ଅଧା User groups |
05:50 | ଯେକୌଣସି ଗୋଟିକରେ କ୍ଲିକ୍ କରନ୍ତୁ ଏବଂ Description ଏବଂ Event Logo ରେ Devel ଅନେକ text generate କରିବ |
05:57 | ଗୋଟିଏ User Groups କୁ Sponsor ଭାବେ ଏକ fake Event Website ଏବଂ Date ଚୟନ କରିବା ସହ କିଛି Event Topics ସିଲେକ୍ଟ କରିଛି |
06:08 | ଏବେ site ପାଇଁ ଆବଶ୍ୟକ layouts, views ଏବଂ ଅନ୍ୟ ସମସ୍ତ ଜିନିଷ କରିପାରିବେ |
06:15 | fake content generat କରି save କରିବା ପାଇଁ ଅନେକ ସମୟରେ Devel ସାହାଯ୍ୟ କରିଥାଏ |
06:20 | ଏହା Drupal ର ବହୁତ ବଢିଆ feature, ଯାହା drupal.org ରୁ download ହୋଇଥିବା Module ରୁ ଆସିଛି. ଏଗୁଡ଼ିକୁ Contributed Modules କୁହାଯାଏ. ଏହାକୁ ପରେ ଶିଖିବା |
06:32 | ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:35 | ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: devel module ବ୍ୟବହାର କରି dummy contents କ୍ରିଏଟ୍ କରିବା |
06:48 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
06:57 | ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
07:23 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |