Drupal/C2/Creating-Dummy-Content/Oriya

From Script | Spoken-Tutorial
Jump to: navigation, search
Time Narration
00:01 Creating Dummy Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: devel module ବ୍ୟବହାର କରି dummy content କ୍ରିଏଟ୍ କରିବା
00:12 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Operating System, Drupal 8 ଏବଂ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:25 Drupal site ତିଆରି କରିବା ସମୟରେ ଅନେକ content ଆବଶ୍ୟକ, ଏହା ଆମକୁ layouts, views ଏବଂ designs କୁ ବୁଝିବାରେ ସାହାଯ୍ୟ କରେ
00:36 କିନ୍ତୁ ପ୍ରକୃତ content ବ୍ୟବହାର କରିବା ଉଚିତ ନୁହେଁ, ଏକ Content type କିମ୍ବା field ବଦଳାଇବା ଦରକାର
00:44 ଅସୁବିଧା ଏଇକି ଯେ, ଆମକୁ ଭିତରକୁ ଯିବାକୁ ହେବ ଏବଂ ପ୍ରକୃତ content ଏଡିଟ୍ କରିବାକୁ ହେବ, ଯାହା ସମୟର ଅପଚୟ
00:50 କିନ୍ତୁ ଏହି ପଦାଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ, ଆମକୁ content types test କରି ନିଶ୍ଚିତ କରିବାକୁ ହେବ ଯେ, ସେଗୁଡ଼ିକ କାମ କରୁଛି କି ନାହିଁ
00:57 ଏ ପର୍ଯ୍ୟନ୍ତ ଆମେ କେବଳ ଅଳ୍ପ କିଛି fields କଭର୍ କରିଛେ
01:01 ଏହା ହେଉଛି ଆମର Cincinnati node. Cincinnati group, ସେମାନଙ୍କ ମିଟିଙ୍ଗ ପାଇଁ fee charge କରିବାକୁ ଚାହୁଁଛି
01:07 ଏବଂ ସେମାନେ ଏହାକୁ site ରେ ରଖିବାକୁ ଚାହୁଁଛନ୍ତି
01:10 money କିମ୍ବା ଏକ integer ପାଇଁ decimal ବ୍ୟବହାର କରିପାରିବେ, ଯାହା ଗୋଟିଏ whole number
01:15 ଏକ integer ଚୟନ କରନ୍ତୁ, କାରଣ ସେମାନେ କେବଳ 10 dollars ଚାର୍ଜ କରନ୍ତି, କିନ୍ତୁ ପରେ ସେମାନେ 10.99 dollars ଚାର୍ଜ କରିବାକୁ ନିଷ୍ପତି ନେଲେ
01:24 ପରେ ଆମକୁ ଅସୁବିଧା ହେବ
01:26 ଏକ integer, decimal ରେ ବଦଳିପାରିବ ନାହିଁ, ମୁଖ୍ୟତଃ content ଆଡ୍ କରିବା ପରେ
01:32 ତେଣୁ ଏ ଜିନିଷଗୁଡ଼ିକୁ ପୂର୍ବରୁ plan କରିବା ଆବଶ୍ୟକ
01:37 ଏ ସବୁକୁ କିଛି fake content ବ୍ୟବହାର କରି test କରିପାରିବେ, testing ସମୟରେ ଏଗୁଡ଼ିକ ସହଜରେ insert ଏବଂ delete ହୋଇପାରିବ
01:48 ଏହାକୁ ମନେରଖନ୍ତୁ- ଆମର ଶତାଧିକ real contents ଦରକାର ନାହିଁ, କିନ୍ତୁ କେବଳ କିଛି fake contents ଦରକାର
01:54 ଏହି ସମସ୍ୟାର ସମାଧାନ ହେଉଛି Devel module, drupal.org/project/devel କୁ ଯାଆନ୍ତୁ
02:02 ଏ ପର୍ଯ୍ୟନ୍ତ ଆମେ Modules ବିଷୟରେ ଆଲୋଚନା କରିନାହୁଁ କିମ୍ବା Drupal website କୁ extend କରିନାହୁଁ, ଏହାକୁ ଆଗାମୀ ଟ୍ୟୁଟୋରିଆଲ୍ ରେ କରିବା
02:11 କିନ୍ତୁ ଏଠାରେ Devel Module ର install ଏବଂ ବ୍ୟବହାର ଶିଖିବା. ଏହା Drupal Modules ର ଶକ୍ତିକୁ ଅବଗତ କରାଇବ
02:21 ତଳକୁ Scroll down କରନ୍ତୁ ଏବଂ Download section ଲୋକେଟ୍ କରନ୍ତୁ, ଏହି ସ୍କ୍ରିନ୍ ଭିନ୍ନ ପ୍ରକାରର ଦେଖାଯାଇପାରେ
02:28 Drupal 8 dot x version, green ଏରିଆରେ ଦେଖାଦେବ, ତାକୁ କ୍ଲିକ୍ କରନ୍ତୁ
02:34 ଯଦି ନୁହେଁ, ତେବେ Development release କ୍ଲିକ୍ କରନ୍ତୁ
02:38 ଏବେ ଏହାକୁ କରିବାର ଦୁଇଟି ଉପାୟ ଅଛି. ଏହାକୁ download କରିପାରିବେ. କିନ୍ତୁ desktop ଉପରକୁ ଅନେକ ଅଯଥା files ଚାଲିଆସିବ
02:44 right-click କରିପାରିବେ ଏବଂ browser ହିସାବରେ Copy Link କିମ୍ବା Copy Link Location ଦେଖିପାରିବେ
02:53 ଅନ୍ୟ ଉପାୟରେ .tar file କିମ୍ବା .zip file ର link କୁ କ୍ଲିକ୍ କରନ୍ତୁ, କିନ୍ତୁ dev file ଉପରେ କ୍ଲିକ୍ କରନ୍ତୁ ନାହିଁ, କାରଣ ତାହା କାମ କରିବ ନାହିଁ
03:01 ଏଗୁଡ଼ିକ ହେଉଛି actual file ଗୁଡ଼ିକର link
03:04 ଏହାକୁ ପାଇବା ପରେ site କୁ ଫେରିଆସନ୍ତୁ, ପ୍ରଥମେ Extend ଏବଂ ପରେ Install new module କ୍ଲିକ୍ କରନ୍ତୁ
03:11 ଏବେ Install from a URL field ଭିତରେ URL ପେଷ୍ଟ କରନ୍ତୁ, ଯଦି ଆପଣଙ୍କର ଭଲ internet connection ଅଛି, ତେବେ URL ରୁ install କରିପାରିବେ
03:22 ଆପଣଙ୍କ ସୁବିଧା ପାଇଁ ଏହି ପେଜ୍ ରେ Code Files link ଭିତରେ devel package ଯୋଗାଇଦିଆଯାଇଛି
03:31 ଏହାକୁ Choose File option ବ୍ୟବହାର କରି download କରନ୍ତୁ ଏବଂ upload କରନ୍ତୁ, ଶେଷରେ Install କ୍ଲିକ୍ କରନ୍ତୁ
03:41 ଏବେ Enable newly added modules ଉପରେ କ୍ଲିକ୍ କରନ୍ତୁ
03:45 minimize କରିବା ପାଇଁ CORE ଉପରେ କ୍ଲିକ୍ କରନ୍ତୁ, ଏହାପରେ scroll down କରନ୍ତୁ
03:50 DEVELOPMENT block ଅଧିନରେ Devel ଏବଂ Devel generate ଦେଖିପାରିବେ, ଅନ୍ୟଗୁଡ଼ିକୁ ଅଣଦେଖା କରନ୍ତୁ
03:57 Devel ଏବଂ Devel generate ରେ checkmark ଦିଅନ୍ତୁ, ଏହାପରେ ତଳକୁ scroll କରି Install କ୍ଲିକ୍ କରନ୍ତୁ
04:05 ମନେରଖନ୍ତୁ ଯେ, Drupal ରେ ସବୁବେଳେ Save, Install ଇତ୍ୟାଦି କ୍ଲିକ୍ କରିବାକୁ ହେବ
04:12 ଏଠାରେ ଏକ green message ମିଳିବ- 2 modules have been enabled
04:17 ଯଦି ନାଲି ରଙ୍ଗର କୌଣସି ସତର୍କତା message ଦେଖିବେ, ତେବେ ଚିନ୍ତା କରନ୍ତୁ ନାହିଁ, ଯେପର୍ଯ୍ୟନ୍ତ ଏହା ଏକ ଗମ୍ଭୀର ଏରର୍ ହୋଇନଥିବ
04:23 ଏକ content ସମୂହ generate କରିବା ପାଇଁ Configuration କ୍ଲିକ୍ କରନ୍ତୁ, ଏହାପରେ ବାମ ପାର୍ଶ୍ୱରେ Generate content link ଦେଖିବେ, ତାକୁ କ୍ଲିକ୍ କରନ୍ତୁ
04:34 ଏବେ, ଆବଶ୍ୟକ testing କରିବା ପାଇଁ ଅଧିକରୁ ଅଧିକ content generate କରିପାରିବେ
04:41 Events ଏବଂ User Groups ଚୟନ କରନ୍ତୁ, କାରଣ ଏହା test ପାଇଁ ଆବଶ୍ୟକ ଦୁଇଟି Content types
04:47 ଧ୍ୟାନଦିଅନ୍ତୁ ଯେ, ସେଠାରେ "Delete all content in these content types before generating new content" ଅଛି, ଏହା fake content ଡିଲିଟ୍ କରିବ
04:56 ସେଠାରେ check mark ଦିଅନ୍ତୁ ଏବଂ 0 (zero) nodes ଜେନେରେଟ୍ କରନ୍ତୁ, ଏହା ସମସ୍ତ Events ଏବଂ User Groups କୁ delete କରିବ
05:05 ଏହା ଆମେ କ୍ରିଏଟ୍ କରିଥିବା Group କୁ ମଧ୍ୟ ମିଶାଇବ, ଉଦାହରଣସ୍ୱରୁପ- Cincinnati User Group ମଧ୍ୟ ଚାଲିଯିବ
05:15 ତେବେ ତାକୁ uncheck କରନ୍ତୁ, 50 ଟି node generate କରନ୍ତୁ
05:20 ଗୋଟିଏ year ପଛକୁ ଯାଆନ୍ତୁ
05:22 Nodes ଉପରେ comments ନାହିଁ
05:25 Maximum number of words in titles କୁ 2 ରେ ବଦଳାନ୍ତୁ. ଯଦି ସେହିଭଳି କରିବେ ନାହିଁ, ତେବେ ଏହା ଅନେକ long Lorem Ipsum text generate କରିବ
05:35 Generate କ୍ଲିକ୍ କରନ୍ତୁ. ଶୀଘ୍ର ଏକ success message ମିଳିବ. ଏହା କାମ କରୁଛି କି ନାହିଁ ଜାଣିବା ପାଇଁ Content ରେ କ୍ଲିକ୍ କରନ୍ତୁ
05:44 ଏଠାରେ 50 ଟି ନୂଆ nodes ର list ଅଛି- ଅଧା Events ଏବଂ ଅଧା User groups
05:50 ଯେକୌଣସି ଗୋଟିକରେ କ୍ଲିକ୍ କରନ୍ତୁ ଏବଂ Description ଏବଂ Event Logo ରେ Devel ଅନେକ text generate କରିବ
05:57 ଗୋଟିଏ User Groups କୁ Sponsor ଭାବେ ଏକ fake Event Website ଏବଂ Date ଚୟନ କରିବା ସହ କିଛି Event Topics ସିଲେକ୍ଟ କରିଛି
06:08 ଏବେ site ପାଇଁ ଆବଶ୍ୟକ layouts, views ଏବଂ ଅନ୍ୟ ସମସ୍ତ ଜିନିଷ କରିପାରିବେ
06:15 fake content generat କରି save କରିବା ପାଇଁ ଅନେକ ସମୟରେ Devel ସାହାଯ୍ୟ କରିଥାଏ
06:20 ଏହା Drupal ର ବହୁତ ବଢିଆ feature, ଯାହା drupal.org ରୁ download ହୋଇଥିବା Module ରୁ ଆସିଛି. ଏଗୁଡ଼ିକୁ Contributed Modules କୁହାଯାଏ. ଏହାକୁ ପରେ ଶିଖିବା
06:32 ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
06:35 ସଂକ୍ଷିପ୍ତରେ- ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: devel module ବ୍ୟବହାର କରି dummy contents କ୍ରିଏଟ୍ କରିବା
06:48 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
06:57 ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
07:23 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep