GChemPaint/C3/Analysis-of-compounds/Oriya
From Script | Spoken-Tutorial
Time | Narration |
00:01 | ନମସ୍କାର, GChemPaint ରେ Analysis of Compoundsର ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:10 | *ଆଣବିକ (molecular) ପ୍ରାସଙ୍ଗିକ ମେନ୍ୟୁ |
00:12 | *ଅଣୁଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବା |
00:15 | *ଏକ ଅଭିକ୍ରିୟାକୁ ଯୋଡ଼ିବା ଏବଂ ଏଡିଟ୍ କରିବା |
00:18 | *ଅଭିକ୍ରିୟା ଏରୋ ଉପରେ ଅଭିକର୍ମକ ଓ ଅଭିକ୍ରିୟାର କଣ୍ଡିସନ୍ସ ଯୋଡ଼ିବା |
00:22 | *ଅଭିକ୍ରିୟାର ଅଣୁଗୁଡ଼ିକୁ 3D ରେ ବଦଳାଇବା |
00:26 | ଏଠାରେ ମୁଁ ବ୍ୟବହାର କରୁଛି |
00:28 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:32 | GChemPaint ଭର୍ସନ୍ 0.12.10 |
00:37 | ଆପଣଙ୍କୁ ଇଣ୍ଟରନେଟ୍ କନେକ୍ଟିଭିଟିର ଆବଶ୍ୟକତା ମଧ୍ୟ ହେବ |
00:41 | ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣଙ୍କୁ GChemPaint ସହିତ ପରିଚିତ ଥିବା ଦରକାର |
00:46 | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ କୁ ଯାଆନ୍ତୁ |
00:52 | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
00:55 | Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
00:59 | ତଳେ ଟେମ୍ପଲେଟ୍ସ ଟୁଲ୍ ପ୍ରପର୍ଟି ପେଜ୍ ଖୋଲିଲା |
01:02 | ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବଟନ୍ ରେ ଥିବା ଏମିନୋ ଏସିଡ୍ସ ଉପରେ କ୍ଲିକ୍ କରନ୍ତୁ |
01:07 | ସୂଚୀରୁ Alanine (ଏଲାନାଇନ୍) ସିଲେକ୍ଟ କରନ୍ତୁ |
01:11 | Alanine (ଏଲାନାଇନ୍)ର ଷ୍ଟ୍ରକଚର୍, ଟେମ୍ପଲେଟ୍ସ ପ୍ରପର୍ଟି ପେଜ୍ ରେ ଲୋଡ୍ ହେବ |
01:16 | ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଏହାକୁ ଲୋଡ୍ କରିବା ପାଇଁ ଡିସପ୍ଲେ ଏରିଆରେ କ୍ଲିକ୍ କରନ୍ତୁ |
01:21 | ଏବେ ମୁଁ Alanine (ଏଲାନାଇନ୍) ଅଣୁର ପ୍ରାସଙ୍ଗିକ ମେନ୍ୟୁ ବାବଦରେ ବୁଝାଇବି |
01:26 | ଅଣୁ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
01:29 | ଏକ ସବମେନ୍ୟୁ ଖୋଲିବ |
01:31 | ମଲିକ୍ୟୁଲ୍ ସିଲେକ୍ଟ କରନ୍ତୁ, ଏଥିସହ ଗୋଟିଏ ପ୍ରାସଙ୍ଗିକ ମେନ୍ୟୁ ଖୋଲିଥାଏ |
01:36 | ପ୍ରାସଙ୍ଗିକ ମେନ୍ୟୁ, ବିଭିନ୍ନ ମେନ୍ୟୁ ଆଇଟମ୍ସ ରଖିଥାଏ, ଯାହା ବାବଦରେ ମୁଁ ଜଣାଇବି |
01:43 | * NIST WebBook page for this molecule |
01:46 | * PubChem page for this molecule |
01:48 | * Open in Calculator |
01:51 | NIST WebBook page for this molecule ଉପରେ କ୍ଲିକ୍ କରନ୍ତୁ |
01:55 | Alanine (ଏଲାନାଇନ୍)ର NIST ୱେବ୍ ପେଜ୍ ଖୋଲିବ |
01:59 | ୱେବପେଜ୍, Alanine (ଏଲାନାଇନ୍) ବିଷୟକ ସମସ୍ତ ବିବରଣୀ ପ୍ରଦର୍ଶିତ କରେ |
02:03 | GChemPaint ଏଡିଟର୍ କୁ ଫେରିବା |
02:06 | PubChem page for this molecule ଖୋଲିବା ପାଇଁ Alanine (ଏଲାନାଇନ୍) ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
02:12 | ଏହି ୱେବପେଜ୍ ରେ Alanine (ଏଲାନାଇନ୍) ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ |
02:16 | ଏକ ନୂଆ ୱେବପେଜ୍ 2D Structure ଏବଂ 3D Conformer ଟାବ୍ସ ସହ ପ୍ରଦର୍ଶିତ ହୁଏ |
02:22 | Alanine (ଏଲାନାଇନ୍)କୁ 3 ଡାଇମେନସନ୍ସରେ ଦେଖିବା ପାଇଁ, 3D Conformer ଟାବ୍ ଉପରେ କ୍ଲିକ୍ କରନ୍ତୁ |
02:28 | ପ୍ରଦର୍ଶିତ 3D ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ |
02:31 | ଏହା ଷ୍ଟ୍ରକଚର୍ କୁ ଏକ ଭିନ୍ନ ୱିଣ୍ଡୋରେ, କିଛି କଣ୍ଟ୍ରୋଲ୍ ସହିତ ଉପର ଓ ବାମ ପାର୍ଶ୍ୱରେ ଖୋଲେ |
02:37 | ଷ୍ଟ୍ରକଚର୍ କୁ ବିଭିନ୍ନ ଦିଗକୁ ବୁଲାଇବା ପାଇଁ Rotation ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:43 | ସେହି ପେଜ୍ ରେ ହାଇଡ୍ରୋଜେନ୍ସ ପ୍ରଦର୍ଶିତ କରିବା ପାଇଁ, H ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:48 | ଏଗୁଡ଼ିକ ହେଉଛି ହାଇଡ୍ରୋଜେନ୍ସ |
02:51 | ପୁଣିଥରେ GChemPaint ୱିଣ୍ଡୋକୁ ଆସନ୍ତୁ |
02:53 | Alanine ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open in Calculator ବିକଳ୍ପ ବାଛନ୍ତୁ |
03:00 | କେମିକଲ୍ କାଲକୁଲେଟର୍ ୱିଣ୍ଡୋ ଖୋଲିଲା |
03:03 | ଯଦି ନାହିଁ, ତେବେ ଓଭର୍ ଭ୍ୟୁ ଟ୍ୟୁଟୋରିଆଲ୍ ରେ ଯେମିତି କରନ୍ତି, ଦୟାକରି Synaptic Package Manager ବ୍ୟବହାର କରି ଏହାକୁ ଇନଷ୍ଟଲ୍ କରନ୍ତୁ |
03:10 | ଏହି ୱିଣ୍ଡୋ ତଳେ ଦୁଇଟି ଟାବ୍ସ ଅଛି- କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପେଟର୍ନ |
03:16 | କମ୍ପୋଜିସନ୍ ଟାବ୍ ରେ ନିମ୍ନ କମ୍ପୋନେଟ୍ସ ଥାଏ- |
03:19 | * ଫର୍ମୁଲା |
03:21 | * Raw formula |
03:23 | * g.mol-1(gram.mole-inverse) ରେ ମଲିକ୍ୟୁଲର୍ ୱେଟ୍ |
03:26 | *'Compound's elemental mass percentage(%) analysis |
03:32 | Isotropic Pattern ଟାବ୍ ଉପରେ କ୍ଲିକ୍ କରନ୍ତୁ |
03:35 | ଏହା, କମ୍ପାଉଣ୍ଡର Molecular weight ଠାରେ ପୀକ୍ ସହିତ ମାସ୍ ସ୍ପେକ୍ଟ୍ରମ୍ ଗ୍ରାଫ୍ ପ୍ରଦର୍ଶିତ କରେ |
03:42 | ଏକ ଆସାଇନମେଣ୍ଟ ଭାବେ |
03:43 | ୧. ଟେମ୍ପଲେଟ୍ସ ସୂଚୀରୁ ଅନ୍ୟ ଏମିନୋ ଏସିଡ୍ସ ସିଲେକ୍ଟ କରନ୍ତୁ |
03:46 | ୨. ସେଗୁଡ଼ିକର କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପାଟର୍ନ ପ୍ରାପ୍ତ କରନ୍ତୁ |
03:51 | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
03:54 | ଏବେ 1,3-butadiene ଷ୍ଟ୍ରକ୍ଚର୍ ବନାନ୍ତୁ |
03:58 | Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:01 | ଚାରୋଟି କାର୍ବନ୍ ଯୋଡ଼ିବା ପାଇଁ ଚେନ୍ ଉପରେ କ୍ଲିକ୍ କରି ଟାଣନ୍ତୁ |
04:04 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ତିଆରି କରିବା ପାଇଁ ପ୍ରଥମ ଓ ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ |
04:13 | ପରମାଣୁଗୁଡ଼ିକୁ ଦର୍ଶାଇବା ପାଇଁ ପ୍ରତ୍ୟେକ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
04:17 | Atom ଉପରେ କ୍ଲିକ୍ କରି Display symbol ଉପରେ କ୍ଲିକ୍ କରନ୍ତୁ |
04:22 | 1,3-butadiene 2D ଷ୍ଟ୍ରକଚର୍ କୁ 3D ଷ୍ଟ୍ରକଚର୍ ରେ ବଦଳାଇବା ପାଇଁ, ଟୁଲ୍ ବାର୍ ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:30 | Save as ଡାଇଲଗ୍ ବକ୍ସ ଖୋଲିଲା |
04:33 | File type କ୍ଷେତ୍ରରେ MDL Molfile Format ସିଲେକ୍ଟ କରନ୍ତୁ |
04:39 | ଫାଇଲ୍ ର ନାମ ଭାବରେ 1,3-butadiene ଟାଇପ୍ କରନ୍ତୁ |
04:42 | ଡେସ୍କଟପ୍ ରେ ସେଭ୍ କରିବା ପାଇଁ, ଡେସ୍କଟପ୍ ସିଲେକ୍ଟ କରନ୍ତୁ
|
04:47 | ଏହାପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:50 | ବିକଳ୍ପ ରୂପେ, ଆପଣ ସିଧା '.mol' କିମ୍ବା '.mdl' ଏକ୍ସଟେନସନ୍ ସହିତ ମଧ୍ୟ ଫାଇଲ୍ ସେଭ୍ କରିପାରିବେ |
04:56 | ଉଦାହରଣସ୍ୱରୂପ, ଫାଇଲ୍ ର ନାମ 1,3 butadiene.mol କିମ୍ବା .mdl ଟାଇପ୍ କରନ୍ତୁ |
05:06 | ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:09 | ଷ୍ଟ୍ରକଚର୍ କୁ 3D ରେ ଦେଖିବା ପାଇଁ, molecule ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:12 | Open With Molecules viewer ଅପ୍ସନ୍ ସିଲେକ୍ଟ କରନ୍ତୁ |
05:17 | ଏହା ହେଉଛି 3D ରେ 1,3 butadiene |
05:20 | ଧ୍ୟାନଦିଅନ୍ତୁ ଯେ, ଆମେ ଷ୍ଟ୍ରକଚର୍ରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ |
05:23 | ଷ୍ଟ୍ରକଚର୍ କୁ ଘୂରାଇବା ପାଇଁ, କର୍ସର୍ କୁ ଷ୍ଟ୍ରକଚର୍ ଉପରେ ରଖନ୍ତୁ, ମାଉସ୍ ରେ ଧରନ୍ତୁ ଏବଂ ଟାଣନ୍ତୁ |
05:31 | ଏକ ଆସାଇନମେଣ୍ଟ୍ ଭାବେ, Benzene ଷ୍ଟ୍ରକଚର୍ କୁ 2D ରୁ 3D କୁ ବଦଳାନ୍ତୁ |
05:36 | ଏବେ, ରାସାୟନିକ ଅଭିକ୍ରିୟା ଓ ଅଭିକ୍ରିୟାର କଣ୍ଡିସନ୍ ତିଆରି ବିଷୟରେ ଶିଖିବା |
05:41 | ଏହା କ୍ରମଶଃ ’ଏଥିନ୍’ ଓ ’ଇଥେନୋଲ୍’ ତିଆରି କରିବା ପାଇଁ ’ଇଥାଇଲ୍ କ୍ଲୋରାଇଡ୍’ର ଏଲକୋହୋଲିକ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ଓ ଆକ୍ୱେଅସ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ରାସାୟନିକ ଅଭିକ୍ରିୟା ଅଟେ |
05:52 | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
05:55 | ପ୍ରଥମେ Ethyl chloride ଷ୍ଟ୍ରକଚର୍ ତିଆରି କରିବା |
05:59 | Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:01 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
06:04 | ପରମାଣୁ ପ୍ରଦର୍ଶିତ କରିବା ପାଇଁ, ଚେନ୍ ରେ ବଣ୍ଡ୍ ର ପ୍ରଥମ ଓ ଦ୍ୱିତୀୟ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
06:10 | Current element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:13 | ଟେବୁଲ୍ ରୁ 'Cl' ସିଲେକ୍ଟ କରନ୍ତୁ |
06:16 | Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:20 | ବଣ୍ଡ୍ ର ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ |
06:23 | Ethyl chloride ଷ୍ଟ୍ରକଚର୍ ଡ୍ର’ ହୋଇଗଲା |
06:26 | Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:31 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରି Alc.KOH ଟାଇପ୍ କରନ୍ତୁ |
06:37 | ପୁଣିଥରେ କ୍ଲିକ୍ କରନ୍ତୁ ଏବଂ Aq.KOH ଟାଇପ୍ କରନ୍ତୁ |
06:42 | Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:47 | ଏଠାରେ ଥିବା ସ୍କ୍ରୋଲର୍ ବ୍ୟବହାର କରି ଆପଣ Arrow length ବଦଳାଇ ପାରିବେ |
06:51 | ମୁଁ Arrow lengthକୁ 280 ପର୍ଯ୍ୟନ୍ତ ବଢ଼ାଇବି
|
06:54 | Ethyl Chloride ପାଖରେ ଥିବା ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
06:58 | Ethyl Chloride ତଳେ କ୍ଲିକ୍ କରନ୍ତୁ |
07:01 | ମାଉସ୍ କୁ ଧରନ୍ତୁ ଏବଂ ଏରୋକୁ ତଳ ଆଡ଼କୁ ଘୂରାନ୍ତୁ |
07:05 | Selection ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
07:08 | Alcoholic Potassium Hydroxide (Alc.KOH) କୁ ପ୍ରଥମ ଏରୋ ଉପରେ ରଖନ୍ତୁ |
07:13 | Aqueous Potassium Hydroxide (Aq.KOH) କୁ ଅନ୍ୟ ଏରୋ ଉପରେ ରଖନ୍ତୁ |
07:18 | Alcoholic Potassium hydroxide(Alc.KOH) ସିଲେକ୍ଟ କରନ୍ତୁ |
07:22 | ଏରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:23 | ଏକ ସବ୍ ମେନ୍ୟୁ ଖୋଲିଲା |
07:25 | ଏରୋ ସିଲେକ୍ଟ କରି Attach selection to arrow ଉପରେ କ୍ଲିକ୍ କରନ୍ତୁ |
07:29 | Arrow associated ଶୀର୍ଷକ ସହ ଏକ ଡାଇଲଗ୍ ବକ୍ସ ଖୋଲିବ |
07:34 | Role ଡ୍ରପ୍ ଡାଉନ୍ ସୂଚୀ କ୍ଲିକ୍ କରନ୍ତୁ |
07:37 | ସୂଚୀରୁ Catalyst ସିଲେକ୍ଟ କରନ୍ତୁ, Close ଉପରେ କ୍ଲିକ୍ କରନ୍ତୁ |
07:42 | Alcoholic Potassium Hydroxide (Alc.KOH) କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଜାଣିବା ପାଇଁ ଏରୋକୁ ଟାଣନ୍ତୁ
|
07:49 | ପ୍ରକ୍ରିୟାକୁ Aqueous Potassium Hydroxide(Aq.KOH) ସହିତ ମଧ୍ୟ ଦୋହରାନ୍ତୁ |
07:58 | କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଦେଖିବା ପାଇଁ ଏହାକୁ ଟାଣନ୍ତୁ |
08:02 | Selection ଟୁଲ୍ ଉପରେ କ୍ଲିକ୍ କରି Ethyl Chloride ଷ୍ଟ୍ରକଚର୍ ସିଲେକ୍ଟ କରନ୍ତୁ |
08:06 | କପୀ ପାଇଁ CTRL + C ଏବଂ ଷ୍ଟ୍ରକଚର୍ କୁ ଦୁଇଥର ପେଷ୍ଟ କରିବା ପାଇଁ CTRL+V ଦାବନ୍ତୁ |
08:11 | ଷ୍ଟ୍ରକଚର୍ କୁ ଟାଣି ଉଚିତ୍ ସ୍ଥାନରେ ରଖନ୍ତୁ |
08:15 | ଅଭିକ୍ରିୟାରେ Ethyl Chloride, Alcoholic potassium Hyroxide ସହ ପ୍ରତିକ୍ରିୟା କରି Ethene ଦେଇଥାଏ |
08:21 | Ethyl chloride, Aqueous Potassium Hydroxide ସହ ପ୍ରତିକ୍ରିୟା କରି Ethanol ଦେଇଥାଏ |
08:27 | Ethene ପାଇବା ପାଇଁ, Eraser ଟୁଲ୍ କ୍ଲିକ୍ କରନ୍ତୁ ଏବଂ Ethyl chloride ର Cl ବଣ୍ଡ୍ କୁ ଡିଲିଟ୍ କରନ୍ତୁ |
08:34 | Ethane ତିଆରି ହେଲା |
08:37 | ନିଶ୍ଚିତ କରନ୍ତୁ ଯେ, ଟୁଲ୍ ବକ୍ସରେ କରେଣ୍ଟ୍ ଏଲିମେଣ୍ଟ୍ Carbon ଅଟେ |
08:42 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ପାଇବା ପାଇଁ ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ |
08:48 | Ethene ତିଆରି ହେଲା |
08:50 | Ethanol ପାଇବା ପାଇଁ, କୀ’ ବୋର୍ଡରେ O ଦାବନ୍ତୁ |
08:54 | Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
08:58 | ଏବଂ ଏହାପରେ Ethyl chloride ର Cl ଉପରେ କ୍ଲିକ୍ କରନ୍ତୁ |
09:02 | ଏବେ ଅଭିକାରକ ଏବଂ ଉତ୍ପାଦଗୁଡ଼ିକୁ 2D ରୁ 3D କୁ ବଦଳାନ୍ତୁ |
09:07 | ଏକ ନୂଆ ଫାଇଲ୍ ଖୋଲନ୍ତୁ, Ethyl Chlorideକୁ କପୀ କରି ନୂଆ ଫାଇଲ୍ ରେ ପେଷ୍ଟ କରନ୍ତୁ |
09:15 | ସେଭ୍ ବଟନ୍ କ୍ଲିକ୍ କରନ୍ତୁ |
09:17 | ସେଭ୍ ଆଜ୍ ଡାଇଲଗ୍ ବକ୍ସ ଖୋଲିଲା |
09:20 | ଫାଇଲ୍ ର ନାମ ଭାବରେ Ethyl Chloride.mol ଟାଇପ୍ କରନ୍ତୁ |
09:24 | ଡେକ୍ସଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ |
09:28 | ସେଭ୍ ବଟନ୍ କ୍ଲିକ୍ କରନ୍ତୁ |
09:31 | ଏହିଭଳି Ethene କୁ ନୂଆ ଫାଇଲ୍ ରେ କପି କରନ୍ତୁ |
09:34 | Ethene.mol ଭାବରେ ସେଭ୍ କରନ୍ତୁ |
09:37 | Ethanol କୁ ନୂଆ ଫାଇଲ୍ ରେ କପି କରନ୍ତୁ |
09:39 | Ethanol.mol ଭାବରେ ସେଭ୍ କରନ୍ତୁ |
09:42 | ମୁଁ ମୋ ଡେସ୍କଟପ୍ ରେ ପୂର୍ବରୁ ହିଁ ଫାଇଲ୍ ସେଭ୍ କରିସାରିଛି |
09:46 | ମୁଁ ସାମ୍ପ୍ରତିକ ୱିଣ୍ଡୋକୁ ଛୋଟ କରିବି |
09:49 | ଏବଂ ମୁଁ ଡେସ୍କଟପ୍ ର ସେହି ଫୋଲ୍ଡର୍ କୁ ଯିବି, ଯେଉଁଠି ଫାଇଲ୍ ସେଭ୍ କରିଥିଲି |
09:54 | କମ୍ପାଉଣ୍ଡ୍ 3D ରେ ଦେଖିବା ପାଇଁ, ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Open with Molecules viewer ବିକଳ୍ପ ବାଛନ୍ତୁ |
10:02 | ଏହିଭଳି, ମୁଁ ସମସ୍ତ ଫାଇଲ୍ Molecules viewer ରେ ଖୋଲିବି |
10:07 | କମ୍ପାଉଣ୍ଡଗୁଡ଼ିକୁ 3D ରେ ଦେଖନ୍ତୁ |
10:11 | ଏବେ, କ’ଣ ଶିଖିଲେ ସାରାଂଶିତ କରିବା |
10:14 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - |
10:16 | * NIST WebBook page for this molecule |
10:19 | * Pub-Chem page for the molecule |
10:22 | * Chemical calculator ବ୍ୟବହାର କରି କମ୍ପାଉଣ୍ଡ୍ ର molecular weight ଜାଣିବା |
10:25 | *ଅଣୁର mass spectrumର ଗ୍ରାଫ୍ ହାସଲ କରିବା |
10:29 | *ଅଣୁକୁ .mol ଫର୍ମାଟ୍ ରେ ସେଭ୍ କରିବା |
10:32 | * ଅଭିକ୍ରିୟାର ଏରୋ ଉପରେ ଅଭିକ୍ରିୟାର କଣ୍ଡିଶନ୍ସ ଓ ଅଭିକର୍ମକ ଯୋଡ଼ିବା |
10:36 | *ଏକ ଅଭିକ୍ରିୟାକୁ ଯୋଡ଼ିବା ଓ ଏଡିଟ୍ କରିବା |
10:39 | * ଅଭିକ୍ରିୟାର ଅଣୁଗୁଡ଼ିକୁ 3D ଷ୍ଟ୍ରକଚର୍ସରେ ବଦଳାଇବା |
10:42 | ଏକ ଆସାଇନମେଣ୍ଟ୍ ଭାବେ
|
10:44 | ନିମ୍ନ ରାସାୟନିକ ଅଭିକ୍ରିୟା ଡ୍ର’ କରନ୍ତୁ:
୧) Propene (C3H6)(C3H6) ଏବଂ Bromine(Br-Br) molecule with Carbon tetra chloride(CCl4) କୁ catalyst ଭଳି ବ୍ୟବହାର କରି |
10:51 | ୨) Benzene ଓ Chlorine(Cl-Cl) molecule ର Anhydrous Aluminum Chloride (ଏନହାଇଡ୍ରୁସ୍ ଆଲୁମିନିୟମ୍ କ୍ଲୋରାଇଡ୍) (AlCl3) କୁ catalyst ଭଳି ବ୍ୟବହାର କରି |
10:57 | ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍ |
11:01 | ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ: 'http://spoken-tutorial.org/What_is_a_Spoken_ Tutorial' |
11:05 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:08 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ |
11:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:17 | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:20 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
11:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ |
11:31 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:36 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro |
11:41 | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,
ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |