GChemPaint/C3/Analysis-of-compounds/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର, GChemPaint ରେ Analysis of Compoundsର ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 ଆଣବିକ (molecular) ପ୍ରାସଙ୍ଗିକ ମେନ୍ୟୁ
00:12 ଅଣୁଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବା
00:15 ଏକ ଅଭିକ୍ରିୟାକୁ ଯୋଡ଼ିବା ଏବଂ ଏଡିଟ୍ କରିବା
00:18 ଅଭିକ୍ରିୟା ଏରୋ ଉପରେ ଅଭିକର୍ମକ ଓ ଅଭିକ୍ରିୟାର କଣ୍ଡିସନ୍ସ ଯୋଡ଼ିବା
00:22 ଅଭିକ୍ରିୟାର ଅଣୁଗୁଡ଼ିକୁ 3D ରେ ବଦଳାଇବା
00:26 ଏଠାରେ ମୁଁ ବ୍ୟବହାର କରୁଛି
00:28 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:32 GChemPaint ଭର୍ସନ୍ 0.12.10
00:37 ଆପଣଙ୍କୁ ଇଣ୍ଟରନେଟ୍ କନେକ୍ଟିଭିଟିର ଆବଶ୍ୟକତା ମଧ୍ୟ ହେବ
00:41 ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣଙ୍କୁ GChemPaint ସହିତ ପରିଚିତ ଥିବା ଦରକାର
00:46 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ କୁ ଯାଆନ୍ତୁ
00:52 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
00:55 Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ
00:59 ତଳେ ଟେମ୍ପଲେଟ୍ସ ଟୁଲ୍ ପ୍ରପର୍ଟି ପେଜ୍ ଖୋଲିଲା
01:02 ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବଟନ୍ ରେ ଥିବା ଏମିନୋ ଏସିଡ୍ସ ଉପରେ କ୍ଲିକ୍ କରନ୍ତୁ
01:07 ସୂଚୀରୁ Alanine (ଏଲାନାଇନ୍) ସିଲେକ୍ଟ କରନ୍ତୁ
01:11 Alanine (ଏଲାନାଇନ୍)ର ଷ୍ଟ୍ରକଚର୍, ଟେମ୍ପଲେଟ୍ସ ପ୍ରପର୍ଟି ପେଜ୍ ରେ ଲୋଡ୍ ହେବ
01:16 ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଏହାକୁ ଲୋଡ୍ କରିବା ପାଇଁ ଡିସପ୍ଲେ ଏରିଆରେ କ୍ଲିକ୍ କରନ୍ତୁ
01:21 ଏବେ ମୁଁ Alanine (ଏଲାନାଇନ୍) ଅଣୁର ପ୍ରାସଙ୍ଗିକ ମେନ୍ୟୁ ବାବଦରେ ବୁଝାଇବି
01:26 ଅଣୁ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
01:29 ଏକ ସବମେନ୍ୟୁ ଖୋଲିବ
01:31 ମଲିକ୍ୟୁଲ୍ ସିଲେକ୍ଟ କରନ୍ତୁ, ଏଥିସହ ଗୋଟିଏ ପ୍ରାସଙ୍ଗିକ ମେନ୍ୟୁ ଖୋଲିଥାଏ
01:36 ପ୍ରାସଙ୍ଗିକ ମେନ୍ୟୁ, ବିଭିନ୍ନ ମେନ୍ୟୁ ଆଇଟମ୍ସ ରଖିଥାଏ, ଯାହା ବାବଦରେ ମୁଁ ଜଣାଇବି
01:43 NIST WebBook page for this molecule
01:46 PubChem page for this molecule
01:48 Open in Calculator
01:51 NIST WebBook page for this molecule ଉପରେ କ୍ଲିକ୍ କରନ୍ତୁ
01:55 Alanine (ଏଲାନାଇନ୍)ର NIST ୱେବ୍ ପେଜ୍ ଖୋଲିବ
01:59 ୱେବପେଜ୍, Alanine (ଏଲାନାଇନ୍) ବିଷୟକ ସମସ୍ତ ବିବରଣୀ ପ୍ରଦର୍ଶିତ କରେ
02:03 GChemPaint ଏଡିଟର୍ କୁ ଫେରିବା
02:06 PubChem page for this molecule ଖୋଲିବା ପାଇଁ Alanine (ଏଲାନାଇନ୍) ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:12 ଏହି ୱେବପେଜ୍ ରେ Alanine (ଏଲାନାଇନ୍) ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
02:16 ଏକ ନୂଆ ୱେବପେଜ୍ 2D Structure ଏବଂ 3D Conformer ଟାବ୍ସ ସହ ପ୍ରଦର୍ଶିତ ହୁଏ
02:22 Alanine (ଏଲାନାଇନ୍)କୁ 3 ଡାଇମେନସନ୍ସରେ ଦେଖିବା ପାଇଁ, 3D Conformer ଟାବ୍ ଉପରେ କ୍ଲିକ୍ କରନ୍ତୁ
02:28 ପ୍ରଦର୍ଶିତ 3D ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
02:31 ଏହା ଷ୍ଟ୍ରକଚର୍ କୁ ଏକ ଭିନ୍ନ ୱିଣ୍ଡୋରେ, କିଛି କଣ୍ଟ୍ରୋଲ୍ ସହିତ ଉପର ଓ ବାମ ପାର୍ଶ୍ୱରେ ଖୋଲେ
02:37 ଷ୍ଟ୍ରକଚର୍ କୁ ବିଭିନ୍ନ ଦିଗକୁ ବୁଲାଇବା ପାଇଁ Rotation ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:43 ସେହି ପେଜ୍ ରେ ହାଇଡ୍ରୋଜେନ୍ସ ପ୍ରଦର୍ଶିତ କରିବା ପାଇଁ, H ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:48 ଏଗୁଡ଼ିକ ହେଉଛି ହାଇଡ୍ରୋଜେନ୍ସ
02:51 ପୁଣିଥରେ GChemPaint ୱିଣ୍ଡୋକୁ ଆସନ୍ତୁ
02:53 Alanine ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open in Calculator ବିକଳ୍ପ ବାଛନ୍ତୁ
03:00 କେମିକଲ୍ କାଲକୁଲେଟର୍ ୱିଣ୍ଡୋ ଖୋଲିଲା
03:03 ଯଦି ନାହିଁ, ତେବେ ଓଭର୍ ଭ୍ୟୁ ଟ୍ୟୁଟୋରିଆଲ୍ ରେ ଯେମିତି କରନ୍ତି, ଦୟାକରି Synaptic Package Manager ବ୍ୟବହାର କରି ଏହାକୁ ଇନଷ୍ଟଲ୍ କରନ୍ତୁ
03:10 ଏହି ୱିଣ୍ଡୋ ତଳେ ଦୁଇଟି ଟାବ୍ସ ଅଛି- କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପେଟର୍ନ
03:16 କମ୍ପୋଜିସନ୍ ଟାବ୍ ରେ ନିମ୍ନ କମ୍ପୋନେଟ୍ସ ଥାଏ-
03:19 ଫର୍ମୁଲା
03:21 Raw formula
03:23 g.mol-1(gram.mole-inverse) ରେ ମଲିକ୍ୟୁଲର୍ ୱେଟ୍
03:26 'Compound's elemental mass percentage(%) analysis
03:32 Isotropic Pattern ଟାବ୍ ଉପରେ କ୍ଲିକ୍ କରନ୍ତୁ
03:35 ଏହା, କମ୍ପାଉଣ୍ଡର Molecular weight ଠାରେ ପୀକ୍ ସହିତ ମାସ୍ ସ୍ପେକ୍ଟ୍ରମ୍ ଗ୍ରାଫ୍ ପ୍ରଦର୍ଶିତ କରେ
03:42 ଏକ ଆସାଇନମେଣ୍ଟ ଭାବେ,୧. ଟେମ୍ପଲେଟ୍ସ ସୂଚୀରୁ ଅନ୍ୟ ଏମିନୋ ଏସିଡ୍ସ ସିଲେକ୍ଟ କରନ୍ତୁ
03:46 ୨.ସେଗୁଡ଼ିକର କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପାଟର୍ନ ପ୍ରାପ୍ତ କରନ୍ତୁ
03:51 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
03:54 ଏବେ 1,3-butadiene ଷ୍ଟ୍ରକ୍ଚର୍ ବନାନ୍ତୁ
03:58 Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:01 ଚାରୋଟି କାର୍ବନ୍ ଯୋଡ଼ିବା ପାଇଁ ଚେନ୍ ଉପରେ କ୍ଲିକ୍ କରି ଟାଣନ୍ତୁ
04:04 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ତିଆରି କରିବା ପାଇଁ ପ୍ରଥମ ଓ ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
04:13 ପରମାଣୁଗୁଡ଼ିକୁ ଦର୍ଶାଇବା ପାଇଁ ପ୍ରତ୍ୟେକ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:17 Atom ଉପରେ କ୍ଲିକ୍ କରି Display symbol ଉପରେ କ୍ଲିକ୍ କରନ୍ତୁ
04:22 1,3-butadiene 2D ଷ୍ଟ୍ରକଚର୍ କୁ 3D ଷ୍ଟ୍ରକଚର୍ ରେ ବଦଳାଇବା ପାଇଁ, ଟୁଲ୍ ବାର୍ ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:30 Save as ଡାଇଲଗ୍ ବକ୍ସ ଖୋଲିଲା
04:33 File type କ୍ଷେତ୍ରରେ MDL Molfile Format ସିଲେକ୍ଟ କରନ୍ତୁ
04:39 ଫାଇଲ୍ ର ନାମ ଭାବରେ 1,3-butadiene ଟାଇପ୍ କରନ୍ତୁ
04:42 ଡେସ୍କଟପ୍ ରେ ସେଭ୍ କରିବା ପାଇଁ, ଡେସ୍କଟପ୍ ସିଲେକ୍ଟ କରନ୍ତୁ
04:47 ଏହାପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:50 ବିକଳ୍ପ ରୂପେ, ଆପଣ ସିଧା '.mol' କିମ୍ବା '.mdl' ଏକ୍ସଟେନସନ୍ ସହିତ ମଧ୍ୟ ଫାଇଲ୍ ସେଭ୍ କରିପାରିବେ
04:56 ଉଦାହରଣସ୍ୱରୂପ, ଫାଇଲ୍ ର ନାମ 1,3 butadiene.mol କିମ୍ବା .mdl ଟାଇପ୍ କରନ୍ତୁ
05:06 ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
05:09 ଷ୍ଟ୍ରକଚର୍ କୁ 3D ରେ ଦେଖିବା ପାଇଁ, molecule ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:12 Open With Molecules viewer ଅପ୍ସନ୍ ସିଲେକ୍ଟ କରନ୍ତୁ
05:17 ଏହା ହେଉଛି 3D ରେ 1,3 butadiene
05:20 ଧ୍ୟାନଦିଅନ୍ତୁ ଯେ, ଆମେ ଷ୍ଟ୍ରକଚର୍ରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ
05:23 ଷ୍ଟ୍ରକଚର୍ କୁ ଘୂରାଇବା ପାଇଁ, କର୍ସର୍ କୁ ଷ୍ଟ୍ରକଚର୍ ଉପରେ ରଖନ୍ତୁ, ମାଉସ୍ ରେ ଧରନ୍ତୁ ଏବଂ ଟାଣନ୍ତୁ
05:31 ଏକ ଆସାଇନମେଣ୍ଟ୍ ଭାବେ, Benzene ଷ୍ଟ୍ରକଚର୍ କୁ 2D ରୁ 3D କୁ ବଦଳାନ୍ତୁ
05:36 ଏବେ, ରାସାୟନିକ ଅଭିକ୍ରିୟା ଓ ଅଭିକ୍ରିୟାର କଣ୍ଡିସନ୍ ତିଆରି ବିଷୟରେ ଶିଖିବା
05:41 ଏହା କ୍ରମଶଃ ’ଏଥିନ୍’ ଓ ’ଇଥେନୋଲ୍’ ତିଆରି କରିବା ପାଇଁ ’ଇଥାଇଲ୍ କ୍ଲୋରାଇଡ୍’ର ଏଲକୋହୋଲିକ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ଓ ଆକ୍ୱେଅସ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ରାସାୟନିକ ଅଭିକ୍ରିୟା ଅଟେ
05:52 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
05:55 ପ୍ରଥମେ Ethyl chloride ଷ୍ଟ୍ରକଚର୍ ତିଆରି କରିବା
05:59 Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:01 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
06:04 ପରମାଣୁ ପ୍ରଦର୍ଶିତ କରିବା ପାଇଁ, ଚେନ୍ ରେ ବଣ୍ଡ୍ ର ପ୍ରଥମ ଓ ଦ୍ୱିତୀୟ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
06:10 Current element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
06:13 ଟେବୁଲ୍ ରୁ 'Cl' ସିଲେକ୍ଟ କରନ୍ତୁ
06:16 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:20 ବଣ୍ଡ୍ ର ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
06:23 Ethyl chloride ଷ୍ଟ୍ରକଚର୍ ଡ୍ର’ ହୋଇଗଲା
06:26 Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:31 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରି Alc.KOH ଟାଇପ୍ କରନ୍ତୁ
06:37 ପୁଣିଥରେ କ୍ଲିକ୍ କରନ୍ତୁ ଏବଂ Aq.KOH ଟାଇପ୍ କରନ୍ତୁ
06:42 Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:47 ଏଠାରେ ଥିବା ସ୍କ୍ରୋଲର୍ ବ୍ୟବହାର କରି ଆପଣ Arrow length ବଦଳାଇ ପାରିବେ
06:51 ମୁଁ Arrow lengthକୁ 280 ପର୍ଯ୍ୟନ୍ତ ବଢ଼ାଇବି
06:54 Ethyl Chloride ପାଖରେ ଥିବା ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
06:58 Ethyl Chloride ତଳେ କ୍ଲିକ୍ କରନ୍ତୁ
07:01 ମାଉସ୍ କୁ ଧରନ୍ତୁ ଏବଂ ଏରୋକୁ ତଳ ଆଡ଼କୁ ଘୂରାନ୍ତୁ
07:05 Selection ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:08 Alcoholic Potassium Hydroxide (Alc.KOH) କୁ ପ୍ରଥମ ଏରୋ ଉପରେ ରଖନ୍ତୁ
07:13 Aqueous Potassium Hydroxide (Aq.KOH) କୁ ଅନ୍ୟ ଏରୋ ଉପରେ ରଖନ୍ତୁ
07:18 Alcoholic Potassium hydroxide(Alc.KOH) ସିଲେକ୍ଟ କରନ୍ତୁ
07:22 ଏରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,ଏକ ସବ୍ ମେନ୍ୟୁ ଖୋଲିଲା
07:25 ଏରୋ ସିଲେକ୍ଟ କରି Attach selection to arrow ଉପରେ କ୍ଲିକ୍ କରନ୍ତୁ
07:29 Arrow associated ଶୀର୍ଷକ ସହ ଏକ ଡାଇଲଗ୍ ବକ୍ସ ଖୋଲିବ
07:34 Role ଡ୍ରପ୍ ଡାଉନ୍ ସୂଚୀ କ୍ଲିକ୍ କରନ୍ତୁ
07:37 ସୂଚୀରୁ Catalyst ସିଲେକ୍ଟ କରନ୍ତୁ, Close ଉପରେ କ୍ଲିକ୍ କରନ୍ତୁ
07:42 Alcoholic Potassium Hydroxide (Alc.KOH) କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଜାଣିବା ପାଇଁ ଏରୋକୁ ଟାଣନ୍ତୁ
07:49 ପ୍ରକ୍ରିୟାକୁ Aqueous Potassium Hydroxide(Aq.KOH) ସହିତ ମଧ୍ୟ ଦୋହରାନ୍ତୁ
07:58 କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଦେଖିବା ପାଇଁ ଏହାକୁ ଟାଣନ୍ତୁ
08:02 Selection ଟୁଲ୍ ଉପରେ କ୍ଲିକ୍ କରି Ethyl Chloride ଷ୍ଟ୍ରକଚର୍ ସିଲେକ୍ଟ କରନ୍ତୁ
08:06 କପୀ ପାଇଁ CTRL + C ଏବଂ ଷ୍ଟ୍ରକଚର୍ କୁ ଦୁଇଥର ପେଷ୍ଟ କରିବା ପାଇଁ CTRL+V ଦାବନ୍ତୁ
08:11 ଷ୍ଟ୍ରକଚର୍ କୁ ଟାଣି ଉଚିତ୍ ସ୍ଥାନରେ ରଖନ୍ତୁ
08:15 ଅଭିକ୍ରିୟାରେ Ethyl Chloride, Alcoholic potassium Hyroxide ସହ ପ୍ରତିକ୍ରିୟା କରି Ethene ଦେଇଥାଏ
08:21 Ethyl chloride, Aqueous Potassium Hydroxide ସହ ପ୍ରତିକ୍ରିୟା କରି Ethanol ଦେଇଥାଏ
08:27 Ethene ପାଇବା ପାଇଁ, Eraser ଟୁଲ୍ କ୍ଲିକ୍ କରନ୍ତୁ ଏବଂ Ethyl chlorideCl ବଣ୍ଡ୍ କୁ ଡିଲିଟ୍ କରନ୍ତୁ
08:34 Ethane ତିଆରି ହେଲା
08:37 ନିଶ୍ଚିତ କରନ୍ତୁ ଯେ, ଟୁଲ୍ ବକ୍ସରେ କରେଣ୍ଟ୍ ଏଲିମେଣ୍ଟ୍ Carbon ଅଟେ
08:42 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ପାଇବା ପାଇଁ ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ
08:48 Ethene ତିଆରି ହେଲା
08:50 Ethanol ପାଇବା ପାଇଁ, କୀ’ ବୋର୍ଡରେ O ଦାବନ୍ତୁ
08:54 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:58 ଏବଂ ଏହାପରେ Ethyl chloride ର Cl ଉପରେ କ୍ଲିକ୍ କରନ୍ତୁ
09:02 ଏବେ ଅଭିକାରକ ଏବଂ ଉତ୍ପାଦଗୁଡ଼ିକୁ 2D ରୁ 3D କୁ ବଦଳାନ୍ତୁ
09:07 ଏକ ନୂଆ ଫାଇଲ୍ ଖୋଲନ୍ତୁ, Ethyl Chlorideକୁ କପୀ କରି ନୂଆ ଫାଇଲ୍ ରେ ପେଷ୍ଟ କରନ୍ତୁ
09:15 ସେଭ୍ ବଟନ୍ କ୍ଲିକ୍ କରନ୍ତୁ
09:17 ସେଭ୍ ଆଜ୍ ଡାଇଲଗ୍ ବକ୍ସ ଖୋଲିଲା
09:20 ଫାଇଲ୍ ର ନାମ ଭାବରେ Ethyl Chloride.mol ଟାଇପ୍ କରନ୍ତୁ
09:24 ଡେକ୍ସଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
09:28 ସେଭ୍ ବଟନ୍ କ୍ଲିକ୍ କରନ୍ତୁ
09:31 ଏହିଭଳି Ethene କୁ ନୂଆ ଫାଇଲ୍ ରେ କପି କରନ୍ତୁ
09:34 Ethene.mol ଭାବରେ ସେଭ୍ କରନ୍ତୁ
09:37 Ethanol କୁ ନୂଆ ଫାଇଲ୍ ରେ କପି କରନ୍ତୁ
09:39 Ethanol.mol ଭାବରେ ସେଭ୍ କରନ୍ତୁ
09:42 ମୁଁ ମୋ ଡେସ୍କଟପ୍ ରେ ପୂର୍ବରୁ ହିଁ ଫାଇଲ୍ ସେଭ୍ କରିସାରିଛି
09:46 ମୁଁ ସାମ୍ପ୍ରତିକ ୱିଣ୍ଡୋକୁ ଛୋଟ କରିବି
09:49 ଏବଂ ମୁଁ ଡେସ୍କଟପ୍ ର ସେହି ଫୋଲ୍ଡର୍ କୁ ଯିବି, ଯେଉଁଠି ଫାଇଲ୍ ସେଭ୍ କରିଥିଲି
09:54 କମ୍ପାଉଣ୍ଡ୍ 3D ରେ ଦେଖିବା ପାଇଁ, ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Open with Molecules viewer ବିକଳ୍ପ ବାଛନ୍ତୁ
10:02 ଏହିଭଳି, ମୁଁ ସମସ୍ତ ଫାଇଲ୍ Molecules viewer ରେ ଖୋଲିବି
10:07 କମ୍ପାଉଣ୍ଡଗୁଡ଼ିକୁ 3D ରେ ଦେଖନ୍ତୁ
10:11 ଏବେ, କ’ଣ ଶିଖିଲେ ସାରାଂଶିତ କରିବା
10:14 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
10:16 NIST WebBook page for this molecule
10:19 Pub-Chem page for the molecule
10:22 Chemical calculator ବ୍ୟବହାର କରି କମ୍ପାଉଣ୍ଡ୍ ର molecular weight ଜାଣିବା
10:25 ଅଣୁର mass spectrumର ଗ୍ରାଫ୍ ହାସଲ କରିବା
10:29 ଅଣୁକୁ .mol ଫର୍ମାଟ୍ ରେ ସେଭ୍ କରିବା
10:32 ଅଭିକ୍ରିୟାର ଏରୋ ଉପରେ ଅଭିକ୍ରିୟାର କଣ୍ଡିଶନ୍ସ ଓ ଅଭିକର୍ମକ ଯୋଡ଼ିବା
10:36 ଏକ ଅଭିକ୍ରିୟାକୁ ଯୋଡ଼ିବା ଓ ଏଡିଟ୍ କରିବା
10:39 ଅଭିକ୍ରିୟାର ଅଣୁଗୁଡ଼ିକୁ 3D ଷ୍ଟ୍ରକଚର୍ସରେ ବଦଳାଇବା
10:42 ଏକ ଆସାଇନମେଣ୍ଟ୍ ଭାବେ
10:44 ନିମ୍ନ ରାସାୟନିକ ଅଭିକ୍ରିୟା ଡ୍ର’ କରନ୍ତୁ:

୧) Propene (C3H6)(C3H6) ଏବଂ Bromine(Br-Br) molecule with Carbon tetra chloride(CCl4) କୁ catalyst ଭଳି ବ୍ୟବହାର କରି

10:51 ୨) BenzeneChlorine(Cl-Cl) molecule ର Anhydrous Aluminum Chloride (ଏନହାଇଡ୍ରୁସ୍ ଆଲୁମିନିୟମ୍ କ୍ଲୋରାଇଡ୍) (AlCl3) କୁ catalyst ଭଳି ବ୍ୟବହାର କରି
10:57 ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
11:01 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ: 'http://spoken-tutorial.org/What_is_a_Spoken_ Tutorial'
11:05 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:08 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:17 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:20 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
11:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
11:31 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:36 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
11:41 ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep