GChemPaint/C3/Orbital-Overlap/Oriya

From Script | Spoken-Tutorial
Revision as of 17:02, 13 February 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ନମସ୍କାର
00:01 GChemPaint ରେ Orbital Overlap ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:08 *ବିଭିନ୍ନ ପ୍ରକାରର ଅର୍ବିଟାଲ୍ସ (orbitals) ବିଷୟରେ
00:11 *ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
00:14 *ଅର୍ବିଟାଲ୍ ଓଭରଲାପ୍ସ ର ପ୍ରକାର
00:17 ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:21 GChemPaint ଭର୍ସନ୍ 0.12.10
00:26 ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣଙ୍କୁ GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହିତ ପରିଚିତ ଥିବା ଉଚିତ୍
00:34 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ
00:38 ପ୍ରଥମେ, ଆଟୋମିକ୍ ଅର୍ବିଟଲ୍ (atomic orbital) କ’ଣ ଜାଣିବା
00:42 ଆଟୋମିକ୍ ଅର୍ବିଟଲ୍ (atomic orbital) ଏକ ମେଥଟିକଲ୍ ଫଙ୍କଶନ୍ ଅଟେ
00:46 ଏହା ପରମାଣୁରେ ଇଲେକ୍ଟ୍ରୋନ୍ ତରଙ୍ଗର ସ୍ୱଭାବ ବର୍ଣ୍ଣନା କରେ
00:52 ଏହା ଅର୍ବିଟାଲ୍ ସ୍ପେସ୍ ର ସେହି କ୍ଷେତ୍ର ଅଟେ, ଯେଉଁଠି ଇଲେକ୍ଟ୍ରୋନ୍ ମିଳିବାର ସମ୍ଭାବନା ଅଧିକ ଥାଏ
00:58 ଏହା ଏକ 's' ଅର୍ବିଟଲ୍
01:00 ଏହା ସ୍ଫେରିକଲ୍ (spherical) ଆକୃତିର ହୋଇଥାଏ
01:03 ଏଠାରେ ବିଭିନ୍ନ ଅକ୍ଷାଂଶରେ 'p' ଅର୍ବିଟାଲ୍ସ ଅଛି
01:06 'p' ଅର୍ବିଟାଲ୍ସ dumb-bell ଆକାରର ହୋଇଥାଏ
01:09 ଏହାପରେ ଆମ ପାଖରେ ବିଭିନ୍ନ ଅକ୍ଷାଂଶରେ d ଅର୍ବିଟାଲ୍ସ ଅଛି
01:13 d ଅର୍ବିଟାଲ୍ସ ଡବଲ୍ dumb-bell ଆକାରର ହୋଇଥାନ୍ତି
01:17 ମୁଁ ଏକ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
01:20 ପ୍ରଥମେ ଅର୍ବିଟଲ୍ସ ବିଷୟରେ ଶିଖିବା
01:24 “Add or modify an atomic orbital” ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:28 ଅର୍ବିଟଲ୍ ପ୍ରପର୍ଟି ୱିଣ୍ଡୋ ଖୋଲିଲା
01:30 ଏହି ୱିଣ୍ଡୋ Coefficient, ରୋଟେସନ୍ ଓ ଟାଇପ୍ ଭଳି କ୍ଷେତ୍ର ରଖିଥାଏ
01:36 ପ୍ରଥମେ ମୁଁ ଟାଇପ୍ ରୁ ଆରମ୍ଭ କରିବି
01:40 ଡିଫଲ୍ଟ ଭାବେ s ଅର୍ବିଟଲ୍ ସିଲେକ୍ଟ ଅଛି
01:42 ଏବେ p, dxy ଓ dz ସ୍କୋୟର୍ ଅର୍ବିଟଲ୍ ରେଡିଓ ବଟନ୍ସରେ କ୍ଲିକ୍ କରନ୍ତୁ
01:50 ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପଟେ ବିଭିନ୍ନ ଅର୍ବିଟଲ୍ ସେପ୍ସ ପ୍ରଦର୍ଶିତ ହୋଇଛି
01:54 ଏହାପରେ Coefficient ଓ ରୋଟେସନ୍ ପ୍ରପର୍ଟିଜ୍ ଯାଞ୍ଚ କରନ୍ତୁ
01:59 Coefficient ପ୍ରପର୍ଟି ର ଭ୍ୟାଲୁ – 1.00 ରୁ 1.00 ପର୍ଯ୍ୟନ୍ତ ହୋଇଥାଏ
02:04 Coefficient କ୍ଷେତ୍ର ଭ୍ୟାଲ୍ୟୁଜ୍, ବ୍ୟବହାର କରି ଆମେ ଅର୍ବିଟଲ୍ ର ସାଇଜ୍ ବଦଳାଇ ପାରିବା
02:10 ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପାଖ ଅର୍ବିଟାଲ୍ ର ସାଇଜ୍ ବଦଳି ଯାଇଛି
02:15 ରୋଟେସନ୍ ପ୍ରପର୍ଟିର ଭ୍ୟାଲୁଜ୍ -180 ରୁ 180 ପର୍ଯ୍ୟନ୍ତ ହୋଇଥାଏ
02:20 ଆମେ ଅର୍ବିଟାଲ୍ସକୁ clockwise(ଦକ୍ଷିଣାବର୍ତ୍ତ) କିମ୍ବା Anti clockwise (ବାମାବର୍ତ୍ତ)ଘୁରାଇ ପାରିବା
02:25 ଅପ୍ କିମ୍ବା ଡାଉନ୍ ଏରୋଜ୍ ବ୍ୟବହାର କରି ଭ୍ୟାଲୁଜ୍ ବଦଳାଯାଇ ପାରିବ
02:30 ଏବେ ଦେଖନ୍ତୁ ଯେ, ଭିନ୍ନ ପ୍ରକାରର ପଜିଟିଭ୍ ଓଭରଲାପ୍ସକୁ ଦର୍ଶାଇବା ପାଇଁ ଅର୍ବିଟଲ୍ସର ବ୍ୟବହାର କିପରି ହୁଏ
02:36 ଏଠାରେ ବିଭିନ୍ନ ଅର୍ବିଟଲ୍ସର ପଜିଟିଭ୍ ଓଭରଲାପ୍ସ ପାଇଁ ସ୍ଲାଇଡ୍ ଅଛି
02:40 's-s' ଓଭର୍ଲାପ୍, 's-p' ଓଭର୍ଲାପ୍, 'p-p' ଓଭରଲାପ୍ ଓ 'p-p' side-wise ଓଭରଲାପ୍
02:51 ଏବେ ଡିସପ୍ଲେ ଏରିଆରେ ହାଇଡ୍ରୋଜେନ୍ ଅଣୁ ବନାନ୍ତୁ
02:55 କୀବୋର୍ଡରେ H ଦାବନ୍ତୁ
02:58 କୋଏଫିସେଣ୍ଟ ଭ୍ୟାଲ୍ୟୁକୁ 1 ସେଟ୍ କରନ୍ତୁ
03:01 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:04 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:07 ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 130 ହୋଇଥିବ
03:11 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
03:14 ହାଇଡ୍ରୋଜେନ୍ ଅଣୁ ତିଆରି ହେଲା
03:17 ଏବେ 's-s' end-on ଓଭରଲାପ୍ ରୁ ଆରମ୍ଭ କରନ୍ତୁ
03:20 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:24 s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ,
03:28 ତା’ପରେ ହାଇଡ୍ରୋଜେନ୍ ଅଣୁର ହାଇଡ୍ରୋଜେନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
03:33 's-s' end-on ଓଭରଲାପ୍ କୁ ଦେଖନ୍ତୁ
03:35 ଏବେ 'p-p' end-on ଓଭରଲାପ୍ ବନାନ୍ତୁ
03:38 କୀବୋର୍ଡ ଉପରେ F ଦାବନ୍ତୁ
03:42 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:45 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:49 ନିଶ୍ଚିତ କରନ୍ତୁ ଯେ ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 200 ହୋଇଥିବ
03:53 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
03:56 ଫ୍ଲୁରିନ୍ ଅଣୁ ତିଆରି ହେଲା
03:59 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:02 p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
04:05 p-p' end-on ଓଭରଲାପ୍ ତିଆରି କରିବା ପାଇଁ, ଆମକୁ ଅର୍ବିଟାଲ୍ସର ହରିଜଣ୍ଟାଲ୍ ଦିଗରେ p ଆବଶ୍ୟକ
04:11 ଏବେ ରୋଟେସନ୍ ଭ୍ୟାଲ୍ୟୁକୁ 90 ପର୍ଯ୍ୟନ୍ତ ବଢ଼ାନ୍ତୁ
04:15 p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
04:18 ଗୋଟିଏ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
04:21 ଏହିଭଳି ପ୍ରକ୍ରିୟା ଦୋହରାନ୍ତୁ ଏବଂ p ଅର୍ବିଟଲ୍ କୁ -90 ପର୍ଯ୍ୟନ୍ତ ବୁଲାନ୍ତୁ
04:27 ଅନ୍ୟ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ
04:30 ଯଦି ଆପଣ ଅର୍ବିଟଲ୍ କୁ ସ୍ପଷ୍ଟ ରୂପେ ଦେଖିପାରୁନାହାନ୍ତି, ତେବେ ସେହି ସ୍ଥିତିରେ ଆପଣ ଅର୍ବିଟଲ୍ କୁ ରିସାଇଜ୍ କରିପାରିବେ
04:36 ଏଭଳି କରିବା ପାଇଁ, ଆମକୁ କୋଏଫିସେଣ୍ଟର ଭ୍ୟାଲ୍ୟୁ ବଦଳାଇବାକୁ ପଡ଼ିବ
04:40 ଅର୍ବିଟଲ୍ ଉପରେ ରାଇଟ୍ କ୍ଲିକ୍ କରି ଅର୍ବିଟଲ୍ ସିଲେକ୍ଟ କରି ଏହାପରେ ପ୍ରପର୍ଟିଜ୍ ଉପରେ କ୍ଲିକ୍ କରନ୍ତୁ
04:46 ଅର୍ବିଟାଲ୍ ପ୍ରପର୍ଟିଜ୍ ଡାୟଲଗ୍ ବକ୍ସ ଖୋଲିବ
04:50 ଉଚିତ୍ ଓଭରଲାପ୍ ନ ମିଳିବା ପର୍ଯ୍ୟନ୍ତ, କୋଏଫିସେଣ୍ଟର ଭ୍ୟାଲ୍ୟୁ କମାଇ ଚାଲନ୍ତୁ
04:54 କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:57 ମୁଁ ଅନ୍ୟ ଅର୍ବିଟାଲ୍ସ ପାଇଁ ଏହି ପ୍ରକ୍ରିୟାକୁ ଦୋହରାଇବି
05:01 p-p' end-on ଓଭରଲାପ୍କୁ ଦେଖନ୍ତୁ
05:04 ଏବେ 'dz^2' ଅର୍ବିଟଲ୍ ବ୍ୟବହାର କରି 'd-d' end-on ଓଭରଲାପ୍ ତିଆରି କରନ୍ତୁ
05:09 ଡିସପ୍ଲେ ଏରିଆକୁ ଆସନ୍ତୁ ଏବଂ କୀବୋର୍ଡରେ କ୍ୟାପିଟାଲ୍ F ଦାବନ୍ତୁ
05:14 ସୂଚୀରୁ Fe ସିଲେକ୍ଟ କରନ୍ତୁ
05:17 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:20 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
05:23 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:26 ବଣ୍ଡ୍ ତିଆରି କରିବା ପାଇଁ ଆଇରନ୍ ପରମାଣୁ (Fe) ଉପରେ କ୍ଲିକ୍ କରନ୍ତୁ
05:29 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:32 'dz^2' ଅର୍ବିଟଲ୍ ରେଡିଓ ବଟନ୍ ସିଲେକ୍ଟ କରନ୍ତୁ
05:37 ଉଚିତ୍ ଓଭରଲାପ୍ ପାଇଁ, କୋଏଫିସେଣ୍ଟର ଭ୍ୟାଲ୍ୟୁ 0.8 ପର୍ଯ୍ୟନ୍ତ କମାନ୍ତୁ
05:42 dz^2 ଅର୍ବିଟଲ୍ ଓଭରଲାପ୍ ପାଇଁ, ବଣ୍ଡ୍ କରାଯାଇଥିବା ଆଇରନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ
05:49 'd-d' end-on ଓଭରଲାପ୍କୁ ଦେଖନ୍ତୁ
05:52 ଏବେ p ଅର୍ବିଟାଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ବାବଦରେ ଶିଖନ୍ତୁ
05:57 ନିଶ୍ଚିତ କରନ୍ତୁ ଯେ, କରେଣ୍ଟ ଏଲିମେଣ୍ଟ କାର୍ବନ୍ ଅଟେ
06:02 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:05 ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 90 ହୋଇଥିବ
06:08 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
06:12 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:16 କୋଏଫିସେଣ୍ଟର ଭ୍ୟାଲ୍ୟୁ 1 କୁ ବଢ଼ାନ୍ତୁ
06:20 p ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
06:23 p ଅର୍ବିଟଲକୁ ଭର୍ଟିକାଲ୍ ସ୍ଥିତିକୁ ବୁଲାନ୍ତୁ ଯଦି ଏହା ହରିଜଣ୍ଟାଲ୍ ସ୍ଥିତିରେ ଥିବ
06:29 ବଣ୍ଡ୍ ଗୁଡ଼ିକର ଧାରରେ କ୍ଲିକ୍ କରନ୍ତୁ
06:32 'p-p' ସାଇଡ୍-ୱାଇଜ୍ ଓଭରଲାପ୍କୁ ଦେଖନ୍ତୁ
06:37 ଏ ପ୍ରକାରର ଓଭରଲାପ୍ରେ, ଅର୍ବିଟଲ୍ସ ଲୋବ୍ସ (lobes) ର ଚିହ୍ନ ସମାନ ହୋଇଥାଏ
06:43 ଏହାପରେ, ଆମେ ନେଗେଟିଭ୍ ଓ ଜିରୋ ଓଭରଲାପକୁ ଯିବା
06:46 ଏଠାରେ ନେଗେଟିଭ୍ ଓଭରଲାପ୍ର ଏକ ସ୍ଲାଇଡ୍ ଅଛି
06:51 ମୁଁ ଗୋଟିଏ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି
06:55 ଏବେ, ମୁଁ ନେଗେଟିଭ୍ ଓଭରଲାପ୍ କେମିତି କରାଯାଏ ଦର୍ଶାଇବି
06:59 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:02 ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗ୍ଥ ପ୍ରାୟ 90 ହୋଇଥିବ
07:05 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
07:08 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:12 P ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରି ପୁଣିଥରେ ବଣ୍ଡ୍ ଧାରରେ କ୍ଲିକ୍ କରନ୍ତୁ
07:17 ଅର୍ବିଟଲ କୁ ଓଲଟା କରିବା ପାଇଁ, ଏହାକୁ 180 ଡିଗ୍ରୀ ବୁଲାନ୍ତୁ
07:23 ପୁଣିଥରେ ବଣ୍ଡର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
07:27 ନେଗେଟିଭ୍ ଓଭରଲାପ୍ କୁ ଦେଖନ୍ତୁ
07:29 ଏ ପ୍ରକାରର ଓଭରଲାପ୍ ରେ, ଅର୍ବିଟଲ୍ ର ଲୋବ୍ସର ଚିହ୍ନ ବିପରୀତ ହୋଇଥାଏ
07:34 ଏବେ, ଜିରୋ ଓଭରଲାପ୍ କିପରି କରାଯାଏ ଶିଖିବା
07:38 ଏଠାରେ ଜିରୋ ଓଭରଲାପ୍ ପାଇଁ ସ୍ଲାଇଡ୍ ଅଛି
07:42 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:45 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
07:48 Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:52 p ଅର୍ବିଟାଲ୍ ଉପରେ କ୍ଲିକ୍ କରନ୍ତୁ
07:54 p ଅର୍ବିଟାଲ୍ କୁ ପ୍ରାରମ୍ଭିକ ସ୍ଥିତିକୁ ବୁଲାନ୍ତୁ
07:59 ବଣ୍ଡ୍ ର ଗୋଟିଏ ଧାରରେ କ୍ଲିକ୍ କରନ୍ତୁ
08:02 s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ
08:05 ଏବଂ ଏହାପରେ ବଣ୍ଡ୍ ର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ
08:09 ଜିରୋ ଓଭରଲାପ୍ କୁ ଦେଖନ୍ତୁ
08:12 ଏ ପ୍ରକାରର ଓଭରଲାପ୍ ରେ ଅର୍ବିଟାଲ୍ସର ଓରିଏଣ୍ଟେସନ୍ (orientation) ସମାନ ନୁହେଁ
08:17 ସଂକ୍ଷିପ୍ତରେ
08:20 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ବିଭିନ୍ନ ପ୍ରକାରର ଅର୍ବିଟଲ୍ସ
08:24 *End-on ଓ ସାଇଡ୍-ୱାଇଜ୍ ଓଭରଲାପ୍ସ
08:27 *ଅର୍ବିଟଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା
08:30 *ପଜିଟିଭ୍, ନେଗେଟିଭ୍ ଓ ଜିରୋ ଓଭରଲାପ୍ସ
08:34 ଏକ ଆସାଇନମେଣ୍ଟ୍ ଭାବେ
08:36 * ହାଇଡ୍ରୋଜେନ୍ କ୍ଲୋରାଇଡ୍ (H-Cl) ଅଣୁ ସହିତ 's-p' End-on ଓଭରଲାପ୍ କରନ୍ତୁ
08:40 * dxy-dxy ଅର୍ବିଟଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ତିଆରି କରନ୍ତୁ
08:44 *ଅନ୍ୟ ନେଗେଟିଭ୍ ଓ ଜିରୋ ଓଭରଲାପ୍ସ ତିଆରି କରନ୍ତୁ
08:48 *ସଂକେତ: ଉଚିତ୍ ଓଭରଲାପ୍ ପାଇଁ ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରନ୍ତୁ
08:56 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯିବା ଉଚିତ୍
09:00 ଏହି URL ରେ ଉପଲବ୍ଧ ଭିଡ଼ିଓ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
09:04 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:07 ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
09:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:16 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:20 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
09:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
09:31 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:37 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
09:43 ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep