GChemPaint/C3/Orbital-Overlap/Oriya
From Script | Spoken-Tutorial
| Time | Narration |
| 00:00 | ନମସ୍କାର,GChemPaint ରେ Orbital Overlap ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
| 00:08 | ବିଭିନ୍ନ ପ୍ରକାରର ଅର୍ବିଟାଲ୍ସ (orbitals) ବିଷୟରେ |
| 00:11 | ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା |
| 00:14 | ଅର୍ବିଟାଲ୍ ଓଭରଲାପ୍ସ ର ପ୍ରକାର |
| 00:17 | ଏଠାରେ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
| 00:21 | GChemPaint ଭର୍ସନ୍ 0.12.10 |
| 00:26 | ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣଙ୍କୁ GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହିତ ପରିଚିତ ଥିବା ଉଚିତ୍ |
| 00:34 | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ |
| 00:38 | ପ୍ରଥମେ, ଆଟୋମିକ୍ ଅର୍ବିଟଲ୍ (atomic orbital) କ’ଣ ଜାଣିବା |
| 00:42 | ଆଟୋମିକ୍ ଅର୍ବିଟଲ୍ (atomic orbital) ଏକ ମେଥଟିକଲ୍ ଫଙ୍କଶନ୍ ଅଟେ |
| 00:46 | ଏହା ପରମାଣୁରେ ଇଲେକ୍ଟ୍ରୋନ୍ ତରଙ୍ଗର ସ୍ୱଭାବ ବର୍ଣ୍ଣନା କରେ |
| 00:52 | ଏହା ଅର୍ବିଟାଲ୍ ସ୍ପେସ୍ ର ସେହି କ୍ଷେତ୍ର ଅଟେ, ଯେଉଁଠି ଇଲେକ୍ଟ୍ରୋନ୍ ମିଳିବାର ସମ୍ଭାବନା ଅଧିକ ଥାଏ |
| 00:58 | ଏହା ଏକ 's' ଅର୍ବିଟଲ୍ |
| 01:00 | ଏହା ସ୍ଫେରିକଲ୍ (spherical) ଆକୃତିର ହୋଇଥାଏ |
| 01:03 | ଏଠାରେ ବିଭିନ୍ନ ଅକ୍ଷାଂଶରେ 'p' ଅର୍ବିଟାଲ୍ସ ଅଛି |
| 01:06 | 'p' ଅର୍ବିଟାଲ୍ସ dumb-bell ଆକାରର ହୋଇଥାଏ |
| 01:09 | ଏହାପରେ ଆମ ପାଖରେ ବିଭିନ୍ନ ଅକ୍ଷାଂଶରେ d ଅର୍ବିଟାଲ୍ସ ଅଛି |
| 01:13 | d ଅର୍ବିଟାଲ୍ସ ଡବଲ୍ dumb-bell ଆକାରର ହୋଇଥାନ୍ତି |
| 01:17 | ମୁଁ ଏକ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି |
| 01:20 | ପ୍ରଥମେ ଅର୍ବିଟଲ୍ସ ବିଷୟରେ ଶିଖିବା |
| 01:24 | “Add or modify an atomic orbital” ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 01:28 | ଅର୍ବିଟଲ୍ ପ୍ରପର୍ଟି ୱିଣ୍ଡୋ ଖୋଲିଲା |
| 01:30 | ଏହି ୱିଣ୍ଡୋ Coefficient, ରୋଟେସନ୍ ଓ ଟାଇପ୍ ଭଳି କ୍ଷେତ୍ର ରଖିଥାଏ |
| 01:36 | ପ୍ରଥମେ ମୁଁ ଟାଇପ୍ ରୁ ଆରମ୍ଭ କରିବି |
| 01:40 | ଡିଫଲ୍ଟ ଭାବେ s ଅର୍ବିଟଲ୍ ସିଲେକ୍ଟ ଅଛି |
| 01:42 | ଏବେ p, dxy ଓ dz ସ୍କୋୟର୍ ଅର୍ବିଟଲ୍ ରେଡିଓ ବଟନ୍ସରେ କ୍ଲିକ୍ କରନ୍ତୁ |
| 01:50 | ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପଟେ ବିଭିନ୍ନ ଅର୍ବିଟଲ୍ ସେପ୍ସ ପ୍ରଦର୍ଶିତ ହୋଇଛି |
| 01:54 | ଏହାପରେ Coefficient ଓ ରୋଟେସନ୍ ପ୍ରପର୍ଟିଜ୍ ଯାଞ୍ଚ କରନ୍ତୁ |
| 01:59 | Coefficient ପ୍ରପର୍ଟି ର ଭ୍ୟାଲୁ – 1.00 ରୁ 1.00 ପର୍ଯ୍ୟନ୍ତ ହୋଇଥାଏ |
| 02:04 | Coefficient କ୍ଷେତ୍ର ଭ୍ୟାଲ୍ୟୁଜ୍, ବ୍ୟବହାର କରି ଆମେ ଅର୍ବିଟଲ୍ ର ସାଇଜ୍ ବଦଳାଇ ପାରିବା |
| 02:10 | ଧ୍ୟାନଦିଅନ୍ତୁ ଯେ, ଏହାର ଗୋଟିଏ ପାଖ ଅର୍ବିଟାଲ୍ ର ସାଇଜ୍ ବଦଳି ଯାଇଛି |
| 02:15 | ରୋଟେସନ୍ ପ୍ରପର୍ଟିର ଭ୍ୟାଲୁଜ୍ -180 ରୁ 180 ପର୍ଯ୍ୟନ୍ତ ହୋଇଥାଏ |
| 02:20 | ଆମେ ଅର୍ବିଟାଲ୍ସକୁ clockwise(ଦକ୍ଷିଣାବର୍ତ୍ତ) କିମ୍ବା Anti clockwise (ବାମାବର୍ତ୍ତ)ଘୁରାଇ ପାରିବା |
| 02:25 | ଅପ୍ କିମ୍ବା ଡାଉନ୍ ଏରୋଜ୍ ବ୍ୟବହାର କରି ଭ୍ୟାଲୁଜ୍ ବଦଳାଯାଇ ପାରିବ |
| 02:30 | ଏବେ ଦେଖନ୍ତୁ ଯେ, ଭିନ୍ନ ପ୍ରକାରର ପଜିଟିଭ୍ ଓଭରଲାପ୍ସକୁ ଦର୍ଶାଇବା ପାଇଁ ଅର୍ବିଟଲ୍ସର ବ୍ୟବହାର କିପରି ହୁଏ |
| 02:36 | ଏଠାରେ ବିଭିନ୍ନ ଅର୍ବିଟଲ୍ସର ପଜିଟିଭ୍ ଓଭରଲାପ୍ସ ପାଇଁ ସ୍ଲାଇଡ୍ ଅଛି |
| 02:40 | 's-s' ଓଭର୍ଲାପ୍, 's-p' ଓଭର୍ଲାପ୍, 'p-p' ଓଭରଲାପ୍ ଓ 'p-p' side-wise ଓଭରଲାପ୍ |
| 02:51 | ଏବେ ଡିସପ୍ଲେ ଏରିଆରେ ହାଇଡ୍ରୋଜେନ୍ ଅଣୁ ବନାନ୍ତୁ |
| 02:55 | କୀବୋର୍ଡରେ H ଦାବନ୍ତୁ |
| 02:58 | କୋଏଫିସେଣ୍ଟ ଭ୍ୟାଲ୍ୟୁକୁ 1 ସେଟ୍ କରନ୍ତୁ |
| 03:01 | Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:04 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:07 | ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 130 ହୋଇଥିବ |
| 03:11 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
| 03:14 | ହାଇଡ୍ରୋଜେନ୍ ଅଣୁ ତିଆରି ହେଲା |
| 03:17 | ଏବେ 's-s' end-on ଓଭରଲାପ୍ ରୁ ଆରମ୍ଭ କରନ୍ତୁ |
| 03:20 | Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:24 | s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ, |
| 03:28 | ତା’ପରେ ହାଇଡ୍ରୋଜେନ୍ ଅଣୁର ହାଇଡ୍ରୋଜେନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ |
| 03:33 | 's-s' end-on ଓଭରଲାପ୍ କୁ ଦେଖନ୍ତୁ |
| 03:35 | ଏବେ 'p-p' end-on ଓଭରଲାପ୍ ବନାନ୍ତୁ |
| 03:38 | କୀବୋର୍ଡ ଉପରେ F ଦାବନ୍ତୁ |
| 03:42 | Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:45 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:49 | ନିଶ୍ଚିତ କରନ୍ତୁ ଯେ ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 200 ହୋଇଥିବ |
| 03:53 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
| 03:56 | ଫ୍ଲୁରିନ୍ ଅଣୁ ତିଆରି ହେଲା |
| 03:59 | Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 04:02 | p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ |
| 04:05 | p-p' end-on ଓଭରଲାପ୍ ତିଆରି କରିବା ପାଇଁ, ଆମକୁ ଅର୍ବିଟାଲ୍ସର ହରିଜଣ୍ଟାଲ୍ ଦିଗରେ p ଆବଶ୍ୟକ |
| 04:11 | ଏବେ ରୋଟେସନ୍ ଭ୍ୟାଲ୍ୟୁକୁ 90 ପର୍ଯ୍ୟନ୍ତ ବଢ଼ାନ୍ତୁ |
| 04:15 | p ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ |
| 04:18 | ଗୋଟିଏ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ |
| 04:21 | ଏହିଭଳି ପ୍ରକ୍ରିୟା ଦୋହରାନ୍ତୁ ଏବଂ p ଅର୍ବିଟଲ୍ କୁ -90 ପର୍ଯ୍ୟନ୍ତ ବୁଲାନ୍ତୁ |
| 04:27 | ଅନ୍ୟ ଫ୍ଲୁରିନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ |
| 04:30 | ଯଦି ଆପଣ ଅର୍ବିଟଲ୍ କୁ ସ୍ପଷ୍ଟ ରୂପେ ଦେଖିପାରୁନାହାନ୍ତି, ତେବେ ସେହି ସ୍ଥିତିରେ ଆପଣ ଅର୍ବିଟଲ୍ କୁ ରିସାଇଜ୍ କରିପାରିବେ |
| 04:36 | ଏଭଳି କରିବା ପାଇଁ, ଆମକୁ କୋଏଫିସେଣ୍ଟର ଭ୍ୟାଲ୍ୟୁ ବଦଳାଇବାକୁ ପଡ଼ିବ |
| 04:40 | ଅର୍ବିଟଲ୍ ଉପରେ ରାଇଟ୍ କ୍ଲିକ୍ କରି ଅର୍ବିଟଲ୍ ସିଲେକ୍ଟ କରି ଏହାପରେ ପ୍ରପର୍ଟିଜ୍ ଉପରେ କ୍ଲିକ୍ କରନ୍ତୁ |
| 04:46 | ଅର୍ବିଟାଲ୍ ପ୍ରପର୍ଟିଜ୍ ଡାୟଲଗ୍ ବକ୍ସ ଖୋଲିବ |
| 04:50 | ଉଚିତ୍ ଓଭରଲାପ୍ ନ ମିଳିବା ପର୍ଯ୍ୟନ୍ତ, କୋଏଫିସେଣ୍ଟର ଭ୍ୟାଲ୍ୟୁ କମାଇ ଚାଲନ୍ତୁ |
| 04:54 | କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:57 | ମୁଁ ଅନ୍ୟ ଅର୍ବିଟାଲ୍ସ ପାଇଁ ଏହି ପ୍ରକ୍ରିୟାକୁ ଦୋହରାଇବି |
| 05:01 | p-p' end-on ଓଭରଲାପ୍କୁ ଦେଖନ୍ତୁ |
| 05:04 | ଏବେ 'dz^2' ଅର୍ବିଟଲ୍ ବ୍ୟବହାର କରି 'd-d' end-on ଓଭରଲାପ୍ ତିଆରି କରନ୍ତୁ |
| 05:09 | ଡିସପ୍ଲେ ଏରିଆକୁ ଆସନ୍ତୁ ଏବଂ କୀବୋର୍ଡରେ କ୍ୟାପିଟାଲ୍ F ଦାବନ୍ତୁ |
| 05:14 | ସୂଚୀରୁ Fe ସିଲେକ୍ଟ କରନ୍ତୁ |
| 05:17 | Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 05:20 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
| 05:23 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 05:26 | ବଣ୍ଡ୍ ତିଆରି କରିବା ପାଇଁ ଆଇରନ୍ ପରମାଣୁ (Fe) ଉପରେ କ୍ଲିକ୍ କରନ୍ତୁ |
| 05:29 | Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 05:32 | 'dz^2' ଅର୍ବିଟଲ୍ ରେଡିଓ ବଟନ୍ ସିଲେକ୍ଟ କରନ୍ତୁ |
| 05:37 | ଉଚିତ୍ ଓଭରଲାପ୍ ପାଇଁ, କୋଏଫିସେଣ୍ଟର ଭ୍ୟାଲ୍ୟୁ 0.8 ପର୍ଯ୍ୟନ୍ତ କମାନ୍ତୁ |
| 05:42 | dz^2 ଅର୍ବିଟଲ୍ ଓଭରଲାପ୍ ପାଇଁ, ବଣ୍ଡ୍ କରାଯାଇଥିବା ଆଇରନ୍ ପରମାଣୁ ଉପରେ କ୍ଲିକ୍ କରନ୍ତୁ |
| 05:49 | 'd-d' end-on ଓଭରଲାପ୍କୁ ଦେଖନ୍ତୁ |
| 05:52 | ଏବେ p ଅର୍ବିଟାଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ବାବଦରେ ଶିଖନ୍ତୁ |
| 05:57 | ନିଶ୍ଚିତ କରନ୍ତୁ ଯେ, କରେଣ୍ଟ ଏଲିମେଣ୍ଟ କାର୍ବନ୍ ଅଟେ |
| 06:02 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 06:05 | ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗଥ୍ ପ୍ରାୟ 90 ହୋଇଥିବ |
| 06:08 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
| 06:12 | Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 06:16 | କୋଏଫିସେଣ୍ଟର ଭ୍ୟାଲ୍ୟୁ 1 କୁ ବଢ଼ାନ୍ତୁ |
| 06:20 | p ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 06:23 | p ଅର୍ବିଟଲକୁ ଭର୍ଟିକାଲ୍ ସ୍ଥିତିକୁ ବୁଲାନ୍ତୁ ଯଦି ଏହା ହରିଜଣ୍ଟାଲ୍ ସ୍ଥିତିରେ ଥିବ |
| 06:29 | ବଣ୍ଡ୍ ଗୁଡ଼ିକର ଧାରରେ କ୍ଲିକ୍ କରନ୍ତୁ |
| 06:32 | 'p-p' ସାଇଡ୍-ୱାଇଜ୍ ଓଭରଲାପ୍କୁ ଦେଖନ୍ତୁ |
| 06:37 | ଏ ପ୍ରକାରର ଓଭରଲାପ୍ରେ, ଅର୍ବିଟଲ୍ସ ଲୋବ୍ସ (lobes) ର ଚିହ୍ନ ସମାନ ହୋଇଥାଏ |
| 06:43 | ଏହାପରେ, ଆମେ ନେଗେଟିଭ୍ ଓ ଜିରୋ ଓଭରଲାପକୁ ଯିବା |
| 06:46 | ଏଠାରେ ନେଗେଟିଭ୍ ଓଭରଲାପ୍ର ଏକ ସ୍ଲାଇଡ୍ ଅଛି |
| 06:51 | ମୁଁ ଗୋଟିଏ ନୂଆ GChemPaint ଆପ୍ଲିକେସନ୍ ଖୋଲିଛି |
| 06:55 | ଏବେ, ମୁଁ ନେଗେଟିଭ୍ ଓଭରଲାପ୍ କେମିତି କରାଯାଏ ଦର୍ଶାଇବି |
| 06:59 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 07:02 | ନିଶ୍ଚିତ କରନ୍ତୁ ଯେ, ବଣ୍ଡ୍ ଲେଙ୍ଗ୍ଥ ପ୍ରାୟ 90 ହୋଇଥିବ |
| 07:05 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
| 07:08 | Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 07:12 | P ଅର୍ବିଟଲ୍ ରେଡିଓ ବଟନ୍ ଉପରେ କ୍ଲିକ୍ କରି ପୁଣିଥରେ ବଣ୍ଡ୍ ଧାରରେ କ୍ଲିକ୍ କରନ୍ତୁ |
| 07:17 | ଅର୍ବିଟଲ କୁ ଓଲଟା କରିବା ପାଇଁ, ଏହାକୁ 180 ଡିଗ୍ରୀ ବୁଲାନ୍ତୁ |
| 07:23 | ପୁଣିଥରେ ବଣ୍ଡର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ |
| 07:27 | ନେଗେଟିଭ୍ ଓଭରଲାପ୍ କୁ ଦେଖନ୍ତୁ |
| 07:29 | ଏ ପ୍ରକାରର ଓଭରଲାପ୍ ରେ, ଅର୍ବିଟଲ୍ ର ଲୋବ୍ସର ଚିହ୍ନ ବିପରୀତ ହୋଇଥାଏ |
| 07:34 | ଏବେ, ଜିରୋ ଓଭରଲାପ୍ କିପରି କରାଯାଏ ଶିଖିବା |
| 07:38 | ଏଠାରେ ଜିରୋ ଓଭରଲାପ୍ ପାଇଁ ସ୍ଲାଇଡ୍ ଅଛି |
| 07:42 | Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 07:45 | ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ |
| 07:48 | Add or modify an atomic orbital ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 07:52 | p ଅର୍ବିଟାଲ୍ ଉପରେ କ୍ଲିକ୍ କରନ୍ତୁ |
| 07:54 | p ଅର୍ବିଟାଲ୍ କୁ ପ୍ରାରମ୍ଭିକ ସ୍ଥିତିକୁ ବୁଲାନ୍ତୁ |
| 07:59 | ବଣ୍ଡ୍ ର ଗୋଟିଏ ଧାରରେ କ୍ଲିକ୍ କରନ୍ତୁ |
| 08:02 | s ଅର୍ବିଟଲ୍ ଉପରେ କ୍ଲିକ୍ କରନ୍ତୁ |
| 08:05 | ଏବଂ ଏହାପରେ ବଣ୍ଡ୍ ର ଅନ୍ୟ ଧାରରେ କ୍ଲିକ୍ କରନ୍ତୁ |
| 08:09 | ଜିରୋ ଓଭରଲାପ୍ କୁ ଦେଖନ୍ତୁ |
| 08:12 | ଏ ପ୍ରକାରର ଓଭରଲାପ୍ ରେ ଅର୍ବିଟାଲ୍ସର ଓରିଏଣ୍ଟେସନ୍ (orientation) ସମାନ ନୁହେଁ |
| 08:17 | ସଂକ୍ଷିପ୍ତରେ |
| 08:20 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ବିଭିନ୍ନ ପ୍ରକାରର ଅର୍ବିଟଲ୍ସ |
| 08:24 | End-on ଓ ସାଇଡ୍-ୱାଇଜ୍ ଓଭରଲାପ୍ସ |
| 08:27 | ଅର୍ବିଟଲ୍ସକୁ ରୋଟେଟ୍ ଓ ରିସାଇଜ୍ କରିବା |
| 08:30 | ପଜିଟିଭ୍, ନେଗେଟିଭ୍ ଓ ଜିରୋ ଓଭରଲାପ୍ସ |
| 08:34 | ଏକ ଆସାଇନମେଣ୍ଟ୍ ଭାବେ |
| 08:36 | ହାଇଡ୍ରୋଜେନ୍ କ୍ଲୋରାଇଡ୍ (H-Cl) ଅଣୁ ସହିତ 's-p' End-on ଓଭରଲାପ୍ କରନ୍ତୁ |
| 08:40 | dxy-dxy ଅର୍ବିଟଲ୍ସର ସାଇଡ୍-ୱାଇଜ୍ ଓଭରଲାପ୍ ତିଆରି କରନ୍ତୁ |
| 08:44 | ଅନ୍ୟ ନେଗେଟିଭ୍ ଓ ଜିରୋ ଓଭରଲାପ୍ସ ତିଆରି କରନ୍ତୁ |
| 08:48 | ସଂକେତ: ଉଚିତ୍ ଓଭରଲାପ୍ ପାଇଁ ଅର୍ବିଟାଲ୍ସକୁ ରୋଟେଟ୍ ଓ ରିସାଇଜ୍ କରନ୍ତୁ |
| 08:56 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯିବା ଉଚିତ୍ |
| 09:00 | ଏହି URL ରେ ଉପଲବ୍ଧ ଭିଡ଼ିଓ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 09:04 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:07 | ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ |
| 09:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:16 | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 09:20 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
| 09:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ |
| 09:31 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 09:37 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
| 09:43 | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |