GChemPaint/C2/Editing-molecules/Oriya
From Script | Spoken-Tutorial
Time | Narration |
00:01 | ନମସ୍କାର ବନ୍ଧୁଗଣ |
00:02 | GChemPaintରେ Editing molecules ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | * ଗୋଟିଏ ଆଟମ୍ ରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା |
00:12 | * କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା |
00:16 | * ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା |
00:21 | ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା |
00:23 | * ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା |
00:26 | * Cyclic Molecules ଯୋଡ଼ିବା |
00:29 | * Monocyclic Moleculesକୁ Bicyclic Moleculesରେ ବଦଳାଇବା |
00:34 | ଏଠାରେ ମୁଁ ବ୍ୟବହାର କରୁଛି |
00:35 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:39 | GChemPaint ଭର୍ସନ୍ 0.12.10 |
00:46 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
|
00:50 | GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ |
00:53 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:58 | ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି |
01:02 | ଚାଲନ୍ତୁ ପ୍ରଥମେ Ammonia ଷ୍ଟ୍ରକଚର୍ ଆଙ୍କିବା |
01:06 | Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:09 | ଟେବଲ୍ ରୁ N ସିଲେକ୍ଟ କରନ୍ତୁ |
01:11 | ଟୁଲ୍ ବକ୍ସରେ Nକୁ ଦେଖନ୍ତୁ |
01:15 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:18 | ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ |
01:21 | Display Areaରେ NH3 ଦେଖାଦେଲା |
01:24 | କ୍ୟାପିଟାଲ୍ H ଦାବନ୍ତୁ Hରେ ଆରମ୍ଭ ହେଉଥିବା ଏଲେମେଣ୍ଟଗୁଡ଼ିକର ତାଲିକା ସହ ଗୋଟିଏ ସବ୍-ମେନୁ ପ୍ରଦର୍ଶିତ ହେଲା |
01:30 | ତାଲିକାରୁ H ସିଲେକ୍ଟ କରନ୍ତୁ |
01:33 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:38 | Nitrogen ଆଟମ୍ ପାଇଁ ତିନୋଟି ବଣ୍ଡସ୍ ଆଙ୍କିବାକୁ, |
01:41 | Nitrogen ଆଟମ୍ ଉପରେ ବଣ୍ଡକୁ ତିନିଥର କ୍ଲିକ୍ କରି ଡ୍ରାଗ୍ କରନ୍ତୁ |
01:46 | ଏକ Pyramid ପରି ଷ୍ଟ୍ରକଚର୍ ରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ |
01:51 | Nitrogen ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନଗୁଡ଼ିକର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ |
01:56 | Add an electron pair to an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:01 | ତାହାପରେ Ammoniaର Nitrogen ଆଟମ୍ ଉପରେ କ୍ଲିକ୍ କରନ୍ତୁ |
02:05 | ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ |
02:07 | ଦେଖନ୍ତୁ, Ammoniaର Nitrogenରେ ଏବେ ଇଲେକ୍ଟ୍ରୋନ୍ସର ଏକ ଯୋଡ଼ା ରହିଛି |
02:12 | ଏହି ଯୋଡ଼ା ବଣ୍ଡିଙ୍ଗରେ ଭାଗ ନିଏ ନାହିଁ |
02:16 | ଇଲେକ୍ଟ୍ରୋନ୍ସର ଏହି ଯୋଡ଼ାକୁ Lone Pair କୁହାଯାଏ |
02:20 | ଏକ ଆସାଇନମେଣ୍ଟ ଭାବେ |
02:21 | * ଫସଫରସ୍ ଟ୍ରାଇକ୍ଲୋରାଇଡ୍ ଷ୍ଟ୍ରକଚର୍ ଆଙ୍କନ୍ତୁ |
02:24 | * ଫସଫରସ୍ ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନ୍ସର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ |
02:29 | ଏବେ, କାର୍ବୋନିକ୍ ଏସିଡ୍ (H2CO3) ଓ ସଲ୍ଫରିକ୍ ଏସିଡ୍ (H2SO4) ଷ୍ଟ୍ରକଚର୍ସ ଡ୍ର’ କରନ୍ତୁ |
02:34 | Carbonic Acid ଓ Sulphuric Acid ଷ୍ଟ୍ରକଚର୍ସ ପାଇଁ ଏଠାରେ ଏକ ସ୍ଲାଇଡ୍ ଦିଆଯାଇଛି |
02:40 | ପ୍ରଥମେ, Ammonia ଷ୍ଟ୍ରକଚର୍ କୁ ଗୋଟିଏ ପାଖକୁ ଘୁଞ୍ଚାନ୍ତୁ |
02:44 | ଏପରି କରିବା ପାଇଁ, Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:48 | ତା’ପରେ, Ammonia ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଗୋଟିଏ ପାଖକୁ ଡ୍ରାଗ୍ କରନ୍ତୁ |
02:53 | ଏବେ, Carbonic Acid ଷ୍ଟ୍ରକଚର୍ ଆଙ୍କିବା |
02:56 | Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:00 | ଟେବଲ୍ ରୁ C ସିଲେକ୍ଟ କରନ୍ତୁ |
03:02 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:07 | Display Area ଉପରେ କ୍ଲିକ୍ କରନ୍ତୁ |
03:09 | ତିନୋଟିଯାକ ବଣ୍ଡକୁ ଏପରି ଓରିଏଣ୍ଟ କରନ୍ତୁ ଯେ, ସେଗୁଡ଼ିକ ଗୋଟିଏ ଓଲଟା Y ଗଠନ କରିବେ |
03:15 | ବଣ୍ଡଗୁଡ଼ିକ ମଧ୍ୟରୁ ଯେକୌଣସିଟି ପାଇଁ Double Bond ଭାବରେ ଚତୁର୍ଥ ବଣ୍ଡ ଆଙ୍କନ୍ତୁ |
03:21 | ଏବେ, Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:25 | O ସିଲେକ୍ଟ କରନ୍ତୁ |
03:26 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:30 | ବଣ୍ଡ ପାଖରେ କର୍ସର୍ ରଖନ୍ତୁ |
03:33 | ତୃତୀୟ ବଣ୍ଡର ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ |
03:37 | କାର୍ବୋନିକ୍ ଏସିଡ୍ (H2CO3) ଷ୍ଟ୍ରକଚର୍ ଅଙ୍କା ହୋଇଗଲା |
03:40 | ଏବେ, Sulphuric Acid ଷ୍ଟ୍ରକଚର୍ ଆଙ୍କିବା |
03:44 | Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:47 | S ସିଲେକ୍ଟ କରନ୍ତୁ |
03:48 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:52 | ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ |
03:55 | H2S କୁ ଦେଖନ୍ତୁ |
03:57 | ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ O ଦାବନ୍ତୁ |
04:01 | O ଓ Os 2ଟି ଅପ୍ସନ୍ସ ସହିତ ଏକ ସବ୍-ମେନୁ ଖୋଲିଲା |
04:06 | O ସିଲେକ୍ଟ କରନ୍ତୁ |
04:08 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:11 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:17 | Property ମେନୁରେ, Bond Length ଭାଲ୍ୟୁକୁ 200 କିମ୍ୱା ଅଧିକକୁ ବୃଦ୍ଧି କରନ୍ତୁ |
04:23 | OHରୁ Sର ତିନୋଟି ବଣ୍ଡସ୍ ଆଙ୍କିବାକୁ H2S ଉପରେ କ୍ଲିକ୍ କରନ୍ତୁ |
04:29 | S ପାଖରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ |
04:32 | ଏହା ଦେଖାଦେଇଥାଏ, କାରଣ Sulphurକୁ 6ର Valencyକୁ ସନ୍ତୁଷ୍ଟ କରିବାକୁ ହୋଇଥାଏ |
04:39 | ଚତୁର୍ଥ ବଣ୍ଡ ପାଇଁ ପ୍ରଥମେ S ଉପରେ କ୍ଲିକ୍ କରନ୍ତୁ |
04:43 | ଏବେ, ମାଉସ୍ କୁ ନଛାଡ଼ି ବଣ୍ଡକୁ ଗୋଟିଏ ପାଖକୁ ଡ୍ରାଗ୍ କରିଆଣନ୍ତୁ |
04:47 | ବିପରୀତ ବଣ୍ଡଗୁଡ଼ିକୁ Double Bondsରେ ଚାଲନ୍ତୁ ପରିବର୍ତ୍ତନ କରିବା |
04:52 | Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:58 | ତାହାପରେ, ଷ୍ଟ୍ରକଚରର ବିପରୀତ ବିଦ୍ୟମାନ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
05:03 | ଦେଖନ୍ତୁ, ପଜିଟିଭ୍ ଚାର୍ଜ ଆଉ ଦେଖାଯାଉନାହିଁ |
05:08 | Sulphuric Acid ଷ୍ଟ୍ରକଚର୍ ସମ୍ପୂର୍ଣ୍ଣ ହେଲା |
05:12 | ଏହାପରେ ଚାଲନ୍ତୁ, Carbonic Acid ଓ Sulphuric Acid ଷ୍ଟ୍ରକଚର୍ ଉପରେ ଏକ ଲୋକାଲ୍ ଚାର୍ଜ ଯୋଡ଼ିବା |
05:18 | ଲୋକାଲ୍ ଚାର୍ଜ ଦେଖାଇବା ପାଇଁ, Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
05:24 | Carbonic Acid ଷ୍ଟ୍ରକଚରର ଦୁଇଟି O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ |
05:30 | ଦେଖନ୍ତୁ, Carbonate Ion CO32- ଗଠିତ ହେଲା |
05:36 | Sulphuric Acid ଷ୍ଟ୍ରକଚର୍ ରେ ଲୋକାଲ୍ ଚାର୍ଜ ଦେଖାଇବା ପାଇଁ |
05:41 | Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
05:44 | Sulphuric Acid ର ଦୁଇଟି ବିପରୀତ O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ |
05:49 | ଦେଖନ୍ତୁ, Sulphate Ion SO42- ଗଠିତ ହେଲା |
05:56 | ଏକ ଆସାଇନମେଣ୍ଟ ଭାବେ |
05:57 | * Nitric acid (HNO3) ଷ୍ଟ୍ରକଚର୍ ଆଙ୍କନ୍ତୁ |
05:59 | * Nitrate Ion(NO-3)ରେ ଲୋକାଲ୍ ଚାର୍ଜ ଦେଖାନ୍ତୁ |
06:02 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
06:07 | ଏକ ଆଟମ୍ ରେ କିପରି ଏକ ଲୋକାଲ୍ ଚାର୍ଜ ଯୋଡ଼ିବେ, ତାହା ମୁଁ ଶୀଘ୍ର ଶୀଘ୍ର ଦେଖାଇଦେଉଛି |
06:12 | ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ N ଦାବନ୍ତୁ |
06:16 | ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ Na ସିଲେକ୍ଟ କରିବା |
06:21 | Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:24 | ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ |
06:27 | Display Area ଉପରେ ସୋଡିୟମ୍ ଆଟମ୍ ପ୍ରଦର୍ଶିତ ହେବ |
06:30 | Increment The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:35 | ତା’ପରେ Na ଉପରେ କ୍ଲିକ୍ କରନ୍ତୁ |
06:37 | ସୋଡିୟମ୍ ଆଟମ୍ ଉପରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ |
06:41 | ସମାନ ମାର୍ଗରେ ଆମେ, ଏକ ଆଟମ୍ ରେ ଗୋଟିଏ ନେଗେଟିଭ୍ ଚାର୍ଜ ଯୋଡ଼ିପାରିବା |
06:46 | ଏହାକୁ Decrement the charge of an atom ଟୁଲ୍ ବ୍ୟବହାର କରି କରିହେବ |
06:51 | ଏବେ ଚାଲନ୍ତୁ Cyclic ମୋଲେକ୍ୟୁଲ୍ସ ଆଙ୍କିବା ବିଷୟରେ ଶିଖିବା |
06:54 | ଏଥିପାଇଁ, ଗୋଟିଏ ନୂଆ GChemPaint ୱିଣ୍ଡୋ ଖୋଲନ୍ତୁ |
06:59 | ଟୁଲବାରରେ ଥିବା Creat A New File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:03 | ଏଲେମେଣ୍ଟ ଭାବରେ C ଅର୍ଥାତ୍ Carbon ସିଲେକ୍ଟ ହୋଇଥିବାର ସୁନିଶ୍ଚିତ କରନ୍ତୁ |
07:09 | Bond Length, 200 କିମ୍ୱା ଅଧିକ ଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ |
07:14 | ଟୁଲ୍ ବକ୍ସରେ ଚତୁର୍ଥ ଟୁଲ୍ ବାର୍ ହେଉଛି Cycle ଟୁଲ୍ |
07:19 | ଏଠାରେ ବିଭିନ୍ନ ଟୁଲ୍ସ ଅଛି, ଯାହାକୁ ଆମେ ବ୍ୟବହାର କରିପାରିବା |
07:22 | ଉଦାହରଣସ୍ୱରୂପ - |
07:24 | * Add a three membered cycle |
07:26 | * Add a four membered cycle |
07:29 | * ଆଉକିଛି ଅନ୍ୟ Cycle ଟୁଲ୍ସ |
07:32 | ଓ ତାହାପରେ * Add a cycle ଟୁଲ୍ |
07:35 | ଆମେ Add a four membered cycle ବ୍ୟବହାର କରିବା |
07:40 | ତାହା ଉପରେ କ୍ଲିକ୍ କରନ୍ତୁ |
07:42 | ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ |
07:44 | କୋଣରେ ସାଇକଲ୍ ସହିତ ଚାଲନ୍ତୁ ଆଟମ୍ସ ଯୋଡ଼ିବା |
07:49 | ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ |
07:52 | ଏକ ସବ୍-ମେନୁ ଖୋଲିଲା Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ |
07:58 | ସେହିଭଳି, ଚାଲନ୍ତୁ ସମସ୍ତ କୋଣରେ ଆଟମ୍ସ ଯୋଡ଼ିବା |
08:03 | ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclobutane |
08:07 | ଏବେ ଆମେ, ଏକ Mono-cyclic କମ୍ପାଉଣ୍ଡକୁ Bi-cyclic କମ୍ପାଉଣ୍ଡରେ ବଦଳାଇବା |
08:12 | Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
08:16 | ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ |
08:19 | ସାଇକଲ୍ ର ବଣ୍ଡ ଉପରେ କର୍ସର୍ କୁ ରଖି ପୁଣିଥରେ କ୍ଲିକ୍ କରନ୍ତୁ |
08:24 | Bi-cyclic compoundକୁ ଦେଖନ୍ତୁ |
08:27 | ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:32 | Save As ଡାୟଲଗ୍ ବକ୍ସ ଖୋଲିଲା |
08:35 | Editing Molecules ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ |
08:38 | Save କ୍ଲିକ୍ କରନ୍ତୁ |
08:41 | ସଂକ୍ଷେପରେ |
08:43 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
08:45 | * ଗୋଟିଏ ଆଟମ୍ ଉପରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା |
08:48 | * କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା |
08:53 | * ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା |
08:58 | ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିଲେ |
09:00 | * ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା |
09:04 | * Cyclic Molecules ଯୋଡ଼ିବା |
09:06 | * Monocyclic Moleculesକୁ Bicyclic Moleculesରେ ବଦଳାଇବା |
09:11 | ଏକ ଆସାଇନମେଣ୍ଟ ଭାବେ |
09:13 | * Display Areaରେ ଏକ ସେଭେନ୍ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ |
09:16 | * ତାହାକୁ ଟ୍ରାଇସାଇକ୍ଲିକ୍ କମ୍ପାଉଣ୍ଡରେ ବଦଳାନ୍ତୁ |
09:20 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/ What_is_a_Spoken_Tutorial |
09:24 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:27 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:36 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:40 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:46 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:50 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:57 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro . |
10:03 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |