GChemPaint/C2/Editing-molecules/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ,GChemPaintରେ Editing molecules ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଗୋଟିଏ ଆଟମ୍ ରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
00:12 କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା
00:16 ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
00:21 ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା
00:23 ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
00:26 Cyclic Molecules ଯୋଡ଼ିବା
00:29 Monocyclic Moleculesକୁ Bicyclic Moleculesରେ ବଦଳାଇବା
00:34 ଏଠାରେ ମୁଁ ବ୍ୟବହାର କରୁଛି,ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:39 GChemPaint ଭର୍ସନ୍ 0.12.10
00:46 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:50 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:53 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:58 ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
01:02 ଚାଲନ୍ତୁ ପ୍ରଥମେ Ammonia ଷ୍ଟ୍ରକଚର୍ ଆଙ୍କିବା
01:06 Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
01:09 ଟେବଲ୍ ରୁ N ସିଲେକ୍ଟ କରନ୍ତୁ
01:11 ଟୁଲ୍ ବକ୍ସରେ Nକୁ ଦେଖନ୍ତୁ
01:15 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:18 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
01:21 Display Areaରେ NH3 ଦେଖାଦେଲା
01:24 କ୍ୟାପିଟାଲ୍ H ଦାବନ୍ତୁ Hରେ ଆରମ୍ଭ ହେଉଥିବା ଏଲେମେଣ୍ଟଗୁଡ଼ିକର ତାଲିକା ସହ ଗୋଟିଏ ସବ୍-ମେନୁ ପ୍ରଦର୍ଶିତ ହେଲା
01:30 ତାଲିକାରୁ H ସିଲେକ୍ଟ କରନ୍ତୁ
01:33 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:38 Nitrogen ଆଟମ୍ ପାଇଁ ତିନୋଟି ବଣ୍ଡସ୍ ଆଙ୍କିବାକୁ,
01:41 Nitrogen ଆଟମ୍ ଉପରେ ବଣ୍ଡକୁ ତିନିଥର କ୍ଲିକ୍ କରି ଡ୍ରାଗ୍ କରନ୍ତୁ
01:46 ଏକ Pyramid ପରି ଷ୍ଟ୍ରକଚର୍ ରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ
01:51 Nitrogen ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନଗୁଡ଼ିକର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ
01:56 Add an electron pair to an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:01 ତାହାପରେ Ammoniaର Nitrogen ଆଟମ୍ ଉପରେ କ୍ଲିକ୍ କରନ୍ତୁ
02:05 ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
02:07 ଦେଖନ୍ତୁ, Ammoniaର Nitrogenରେ ଏବେ ଇଲେକ୍ଟ୍ରୋନ୍ସର ଏକ ଯୋଡ଼ା ରହିଛି
02:12 ଏହି ଯୋଡ଼ା ବଣ୍ଡିଙ୍ଗରେ ଭାଗ ନିଏ ନାହିଁ
02:16 ଇଲେକ୍ଟ୍ରୋନ୍ସର ଏହି ଯୋଡ଼ାକୁ Lone Pair କୁହାଯାଏ
02:20 ଏକ ଆସାଇନମେଣ୍ଟ ଭାବେ,ଫସଫରସ୍ ଟ୍ରାଇକ୍ଲୋରାଇଡ୍ ଷ୍ଟ୍ରକଚର୍ ଆଙ୍କନ୍ତୁ
02:24 ଫସଫରସ୍ ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନ୍ସର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ
02:29 ଏବେ, କାର୍ବୋନିକ୍ ଏସିଡ୍ (H2CO3) ଓ ସଲ୍ଫରିକ୍ ଏସିଡ୍ (H2SO4) ଷ୍ଟ୍ରକଚର୍ସ ଡ୍ର’ କରନ୍ତୁ
02:34 Carbonic Acid ଓ Sulphuric Acid ଷ୍ଟ୍ରକଚର୍ସ ପାଇଁ ଏଠାରେ ଏକ ସ୍ଲାଇଡ୍ ଦିଆଯାଇଛି
02:40 ପ୍ରଥମେ, Ammonia ଷ୍ଟ୍ରକଚର୍ କୁ ଗୋଟିଏ ପାଖକୁ ଘୁଞ୍ଚାନ୍ତୁ
02:44 ଏପରି କରିବା ପାଇଁ, Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:48 ତା’ପରେ, Ammonia ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଗୋଟିଏ ପାଖକୁ ଡ୍ରାଗ୍ କରନ୍ତୁ
02:53 ଏବେ, Carbonic Acid ଷ୍ଟ୍ରକଚର୍ ଆଙ୍କିବା
02:56 Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
03:00 ଟେବଲ୍ ରୁ C ସିଲେକ୍ଟ କରନ୍ତୁ
03:02 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:07 Display Area ଉପରେ କ୍ଲିକ୍ କରନ୍ତୁ
03:09 ତିନୋଟିଯାକ ବଣ୍ଡକୁ ଏପରି ଓରିଏଣ୍ଟ କରନ୍ତୁ ଯେ, ସେଗୁଡ଼ିକ ଗୋଟିଏ ଓଲଟା Y ଗଠନ କରିବେ
03:15 ବଣ୍ଡଗୁଡ଼ିକ ମଧ୍ୟରୁ ଯେକୌଣସିଟି ପାଇଁ Double Bond ଭାବରେ ଚତୁର୍ଥ ବଣ୍ଡ ଆଙ୍କନ୍ତୁ
03:21 ଏବେ, Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
03:25 O ସିଲେକ୍ଟ କରନ୍ତୁ,Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:30 ବଣ୍ଡ ପାଖରେ କର୍ସର୍ ରଖନ୍ତୁ
03:33 ତୃତୀୟ ବଣ୍ଡର ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
03:37 କାର୍ବୋନିକ୍ ଏସିଡ୍ (H2CO3) ଷ୍ଟ୍ରକଚର୍ ଅଙ୍କା ହୋଇଗଲା
03:40 ଏବେ, Sulphuric Acid ଷ୍ଟ୍ରକଚର୍ ଆଙ୍କିବା
03:44 Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
03:47 S ସିଲେକ୍ଟ କରନ୍ତୁ,Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:52 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
03:55 H2S କୁ ଦେଖନ୍ତୁ
03:57 ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ O ଦାବନ୍ତୁ
04:01 O ଓ Os 2ଟି ଅପ୍ସନ୍ସ ସହିତ ଏକ ସବ୍-ମେନୁ ଖୋଲିଲା
04:06 O ସିଲେକ୍ଟ କରନ୍ତୁ
04:08 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:11 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:17 Property ମେନୁରେ, Bond Length ଭାଲ୍ୟୁକୁ 200 କିମ୍ୱା ଅଧିକକୁ ବୃଦ୍ଧି କରନ୍ତୁ
04:23 OHରୁ Sର ତିନୋଟି ବଣ୍ଡସ୍ ଆଙ୍କିବାକୁ H2S ଉପରେ କ୍ଲିକ୍ କରନ୍ତୁ
04:29 S ପାଖରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ
04:32 ଏହା ଦେଖାଦେଇଥାଏ, କାରଣ Sulphurକୁ 6ର Valencyକୁ ସନ୍ତୁଷ୍ଟ କରିବାକୁ ହୋଇଥାଏ
04:39 ଚତୁର୍ଥ ବଣ୍ଡ ପାଇଁ ପ୍ରଥମେ S ଉପରେ କ୍ଲିକ୍ କରନ୍ତୁ
04:43 ଏବେ, ମାଉସ୍ କୁ ନଛାଡ଼ି ବଣ୍ଡକୁ ଗୋଟିଏ ପାଖକୁ ଡ୍ରାଗ୍ କରିଆଣନ୍ତୁ
04:47 ବିପରୀତ ବଣ୍ଡଗୁଡ଼ିକୁ Double Bondsରେ ଚାଲନ୍ତୁ ପରିବର୍ତ୍ତନ କରିବା
04:52 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:58 ତାହାପରେ, ଷ୍ଟ୍ରକଚରର ବିପରୀତ ବିଦ୍ୟମାନ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
05:03 ଦେଖନ୍ତୁ, ପଜିଟିଭ୍ ଚାର୍ଜ ଆଉ ଦେଖାଯାଉନାହିଁ
05:08 Sulphuric Acid ଷ୍ଟ୍ରକଚର୍ ସମ୍ପୂର୍ଣ୍ଣ ହେଲା
05:12 ଏହାପରେ ଚାଲନ୍ତୁ, Carbonic Acid ଓ Sulphuric Acid ଷ୍ଟ୍ରକଚର୍ ଉପରେ ଏକ ଲୋକାଲ୍ ଚାର୍ଜ ଯୋଡ଼ିବା
05:18 ଲୋକାଲ୍ ଚାର୍ଜ ଦେଖାଇବା ପାଇଁ, Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:24 Carbonic Acid ଷ୍ଟ୍ରକଚରର ଦୁଇଟି O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ
05:30 ଦେଖନ୍ତୁ, Carbonate Ion CO32- ଗଠିତ ହେଲା
05:36 Sulphuric Acid ଷ୍ଟ୍ରକଚର୍ ରେ ଲୋକାଲ୍ ଚାର୍ଜ ଦେଖାଇବା ପାଇଁ
05:41 Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:44 Sulphuric Acid ର ଦୁଇଟି ବିପରୀତ O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ
05:49 ଦେଖନ୍ତୁ, Sulphate Ion SO42- ଗଠିତ ହେଲା
05:56 ଏକ ଆସାଇନମେଣ୍ଟ ଭାବେ,Nitric acid (HNO3) ଷ୍ଟ୍ରକଚର୍ ଆଙ୍କନ୍ତୁ
05:59 Nitrate Ion(NO-3)ରେ ଲୋକାଲ୍ ଚାର୍ଜ ଦେଖାନ୍ତୁ
06:02 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
06:07 ଏକ ଆଟମ୍ ରେ କିପରି ଏକ ଲୋକାଲ୍ ଚାର୍ଜ ଯୋଡ଼ିବେ, ତାହା ମୁଁ ଶୀଘ୍ର ଶୀଘ୍ର ଦେଖାଇଦେଉଛି
06:12 ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ N ଦାବନ୍ତୁ
06:16 ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ Na ସିଲେକ୍ଟ କରିବା
06:21 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:24 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
06:27 Display Area ଉପରେ ସୋଡିୟମ୍ ଆଟମ୍ ପ୍ରଦର୍ଶିତ ହେବ
06:30 Increment The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:35 ତା’ପରେ Na ଉପରେ କ୍ଲିକ୍ କରନ୍ତୁ
06:37 ସୋଡିୟମ୍ ଆଟମ୍ ଉପରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ
06:41 ସମାନ ମାର୍ଗରେ ଆମେ, ଏକ ଆଟମ୍ ରେ ଗୋଟିଏ ନେଗେଟିଭ୍ ଚାର୍ଜ ଯୋଡ଼ିପାରିବା
06:46 ଏହାକୁ Decrement the charge of an atom ଟୁଲ୍ ବ୍ୟବହାର କରି କରିହେବ
06:51 ଏବେ ଚାଲନ୍ତୁ Cyclic ମୋଲେକ୍ୟୁଲ୍ସ ଆଙ୍କିବା ବିଷୟରେ ଶିଖିବା
06:54 ଏଥିପାଇଁ, ଗୋଟିଏ ନୂଆ GChemPaint ୱିଣ୍ଡୋ ଖୋଲନ୍ତୁ
06:59 ଟୁଲବାରରେ ଥିବା Creat A New File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:03 ଏଲେମେଣ୍ଟ ଭାବରେ C ଅର୍ଥାତ୍ Carbon ସିଲେକ୍ଟ ହୋଇଥିବାର ସୁନିଶ୍ଚିତ କରନ୍ତୁ
07:09 Bond Length, 200 କିମ୍ୱା ଅଧିକ ଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ
07:14 ଟୁଲ୍ ବକ୍ସରେ ଚତୁର୍ଥ ଟୁଲ୍ ବାର୍ ହେଉଛି Cycle ଟୁଲ୍
07:19 ଏଠାରେ ବିଭିନ୍ନ ଟୁଲ୍ସ ଅଛି, ଯାହାକୁ ଆମେ ବ୍ୟବହାର କରିପାରିବା
07:22 ଉଦାହରଣସ୍ୱରୂପ -
07:24 Add a three membered cycle
07:26 Add a four membered cycle
07:29 ଆଉକିଛି ଅନ୍ୟ Cycle ଟୁଲ୍ସ
07:32 ଓ ତାହାପରେ * Add a cycle ଟୁଲ୍
07:35 ଆମେ Add a four membered cycle ବ୍ୟବହାର କରିବା
07:40 ତାହା ଉପରେ କ୍ଲିକ୍ କରନ୍ତୁ
07:42 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
07:44 କୋଣରେ ସାଇକଲ୍ ସହିତ ଚାଲନ୍ତୁ ଆଟମ୍ସ ଯୋଡ଼ିବା
07:49 ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
07:52 ଏକ ସବ୍-ମେନୁ ଖୋଲିଲା Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
07:58 ସେହିଭଳି, ଚାଲନ୍ତୁ ସମସ୍ତ କୋଣରେ ଆଟମ୍ସ ଯୋଡ଼ିବା
08:03 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclobutane
08:07 ଏବେ ଆମେ, ଏକ Mono-cyclic କମ୍ପାଉଣ୍ଡକୁ Bi-cyclic କମ୍ପାଉଣ୍ଡରେ ବଦଳାଇବା
08:12 Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:16 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
08:19 ସାଇକଲ୍ ର ବଣ୍ଡ ଉପରେ କର୍ସର୍ କୁ ରଖି ପୁଣିଥରେ କ୍ଲିକ୍ କରନ୍ତୁ
08:24 Bi-cyclic compoundକୁ ଦେଖନ୍ତୁ
08:27 ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:32 Save As ଡାୟଲଗ୍ ବକ୍ସ ଖୋଲିଲା
08:35 Editing Molecules ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
08:38 Save କ୍ଲିକ୍ କରନ୍ତୁ
08:41 ସଂକ୍ଷେପରେ
08:43 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
08:45 ଗୋଟିଏ ଆଟମ୍ ଉପରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
08:48 କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା
08:53 ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
08:58 ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିଲେ
09:00 ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
09:04 Cyclic Molecules ଯୋଡ଼ିବା
09:06 Monocyclic Moleculesକୁ Bicyclic Moleculesରେ ବଦଳାଇବା
09:11 ଏକ ଆସାଇନମେଣ୍ଟ ଭାବେ
09:13 Display Areaରେ ଏକ ସେଭେନ୍ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ
09:16 ତାହାକୁ ଟ୍ରାଇସାଇକ୍ଲିକ୍ କମ୍ପାଉଣ୍ଡରେ ବଦଳାନ୍ତୁ
09:20 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/ What_is_a_Spoken_Tutorial
09:24 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:27 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:36 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:40 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:46 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:50 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:57 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro .
10:03 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep