GChemPaint/C2/Introduction-to-GChemPaint/Oriya
From Script | Spoken-Tutorial
Time | Narration |
---|---|
00:01 | ନମସ୍କାର |
00:02 | Introduction to GchemPaint ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:11 | * GchemPaint ବିଷୟରେ |
00:13 | *ବ୍ୟବହାର ଓ ଲାଭ |
00:16 | *ଇନଷ୍ଟଲେଶନ୍ |
00:17 | *ଏକ ନୂଆ ଫାଇଲ୍ ଖୋଲିବା |
00:20 | * ମେନୁବାର୍, ଟୁଲବାର୍ ଓ ଷ୍ଟାଟସ୍ ବାର୍ |
00:25 | ଆମେ ଆହୁରି ମଧ୍ୟ ଶିଖିବା: |
00:28 | *ଡିସପ୍ଲେ ଏରିଆ |
00:30 | *ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍ |
00:32 | *ଟୁଲ୍ ବକ୍ସ ବ୍ୟବହାର କରିବା ଓ |
00:34 | *.gchempaint ଏକ୍ସଟେନ୍ସନ୍ ସହିତ ଡ୍ରଇଙ୍ଗ୍ ସେଭ କରିବା |
00:40 | ଏଠାରେ ମୁଁ ବ୍ୟବହାର କରୁଛି |
00:42 | Ubuntu Linux OS ଭର୍ସନ୍ 12.04, |
00:47 | GChemPaint ଭର୍ସନ୍ 0.12.10. |
00:53 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କ VIII ଶ୍ରେଣୀ ପର୍ଯ୍ୟନ୍ତର |
00:59 | Chemistry ଉପରେ ମୌଳିକ ଜ୍ଞାନ ଥିବା ଦରକାର |
01:04 | Ubuntu Software Center ବ୍ୟବହାର କରି GchemPaintକୁ ବହୁତ ସହଜରେ ଇନଷ୍ଟଲ୍ କରିହେବ |
01:12 | Ubuntu Software Center ଉପରେ ଅଧିକ ସୂଚନା ପାଇଁ |
01:16 | ଆମ ୱେବ୍ ସାଇଟ୍ ରେ ଥିବା Ubuntu Linux Tutorials ଦେଖନ୍ତୁ |
01:23 | GchemPaint କ’ଣ? |
01:26 | GchemPaint ହେଉଛି ଏକ 2 ଡାଇମେନ୍ସସନାଲ୍ chemical structure editor |
01:32 | ଏଥିରେ ଏକ multiple document interface ରହିଛି |
01:37 | GchemPaint ଆପଣଙ୍କୁ ଅନୁମତି ଦିଏ, |
01:40 | *ଟୁ ଡାଇମେନ୍ସନାଲ୍ କେମିକାଲ୍ ଷ୍ଟ୍ରକଚର୍ସ Draw ଓ display |
01:46 | *ଟେମ୍ପଲେଟ୍ସ Drag ଓ drop |
01:50 | * ବଣ୍ଡସ୍ର ଦୀର୍ଘତା, କୋଣ ଓ ପ୍ରସ୍ତ ପରିବର୍ତ୍ତନ |
01:55 | * ଯୌଗିକର molecular weight ଗଣନା କରିବାକୁ Chemical Calculatorର ବ୍ୟବହାର |
02:03 | GChemPaint ସାହାଯ୍ୟ କରେ: |
02:05 | *କେମିକାଲ୍ ଷ୍ଟ୍ରକଚର୍ସର Easy visualizationରେ |
02:11 | * ଟୁ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସକୁ ଥ୍ରୀ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସରେ ପରିବର୍ତ୍ତନ କରିବାରେ |
02:17 | *ଷ୍ଟ୍ରକଚର୍ସର Magnificationରେ |
02:21 | *ଆଟମ୍ସର Automatic ଓ manual ଆସାଇନମେଣ୍ଟରେ |
02:26 | ପ୍ରଥମେ, ଗୋଟିଏ ନୂଆ GchemPaint ଆପ୍ଲିକେଶନ୍ କିପରି ଖୋଲାଯାଏ, ଦେଖିବା |
02:33 | Dash home ଉପରେ କ୍ଲିକ୍ କରନ୍ତୁ >> Search bar ଦେଖାଦେବ >> Search barରେ GchemPaint ଟାଇପ୍ କରନ୍ତୁ |
02:41 | GchemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:46 | ଆମେ Terminalରୁ ମଧ୍ୟ GchemPaint ଆପ୍ଲିକେଶନ୍ ଖୋଲିପାରିବା |
02:52 | Terminal ଖୋଲିବାକୁ ଏକାସଙ୍ଗରେ Ctrl, Alt ଓ T କୀ ଦାବନ୍ତୁ |
02:58 | GChemPaint ଟାଇପ୍ କରି Enter ପ୍ରେସ୍ କରନ୍ତୁ |
03:04 | GChemPaint ଆପ୍ଲିକେଶନ୍ ଖୋଲିବ |
03:08 | ଏକ ସାଧାରଣ GChemPaint ୱିଣ୍ଡୋ ଏହିପରି ଦେଖାଯାଏ |
03:13 | ଏହା ହେଉଛି ମେନୁ ବାର୍ |
03:15 | ଅନ୍ୟ ୱିଣ୍ଡୋ ଆଧାରିତ ଆପ୍ଲିକେଶନ୍ସ ପରି GChemPaintରେ ସାଧାରଣ ମେନୁ ବାର୍ ଥାଏ |
03:22 | ମେନୁ ବାର୍ରେ File, Edit, View, Tools, Windows ଓ Help ଅପ୍ସନ୍ସ ରହିଥାଏ |
03:34 | Tool Barରେ, ବାରମ୍ୱାର ବ୍ୟବହାର ହେଉଥିବା କମାଣ୍ଡସ୍ ଆଇକନ୍ ଭାବରେ ରହିଛି |
03:41 | open a New file, |
03:45 | Open existing file, |
03:48 | Save a file ଓ Print a file ପାଇଁ ଆଇକନ୍ସ ଅଛି |
03:53 | ଏହା ହେଉଛି Display area |
03:56 | ଆମେ ଡ୍ର’ ଓ ଏଡିଟ୍ କରିଥିବା ଫାଇଲ୍ର ବିଷୟବସ୍ତୁ ଓ ଗଠନକୁ Display area ଦେଖାଏ |
04:06 | ଆମେ Display areaରେ ଟୁଲ୍ ବକ୍ସରୁ ଟୁଲ୍ସ Drag ଓ Drop କରିପାରିବା |
04:14 | Status Bar, ସାମ୍ପ୍ରତିକ GChemPait କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦର୍ଶନ କରେ |
04:20 | ଏହା ମେନୁ ଆଇଟମ୍ସ ବିଷୟରେ contextual ସୂଚନା ମଧ୍ୟ ପ୍ରଦର୍ଶନ କରେ |
04:28 | ମୁଁ ଏବେ Document Properties ବିଷୟରେ ବର୍ଣ୍ଣନା କରିବି |
04:33 | Document Properties ୱିଣ୍ଡୋ ଖୋଲିବାକୁ, |
04:37 | File ମେନୁ ଉପରେ କ୍ଲିକ୍ କରନ୍ତୁ |
04:39 | Propertiesକୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ |
04:43 | Document Properties ୱିଣ୍ଡୋ ଖୋଲିଲା |
04:47 | Document Properties ୱିଣ୍ଡୋକୁ ମାକ୍ସିମାଇଜ୍ କରିବା ପାଇଁ ମୁଁ ଏହାକୁ ଡ୍ରାଗ୍ କରିବି |
04:53 | Document Propertiesରେ ନିମ୍ନଲିଖିତ ଫିଲ୍ଡସ୍ ରହିଛି |
04:59 | Title – ଚାଲନ୍ତୁ ଡକ୍ୟୁମେଣ୍ଟର ନାମ Propane ଦେବା |
05:06 | Author's Name ଭାବରେ Madhuri ଟାଇପ୍ କରିବା |
05:14 | Emailକୁ ଖାଲି ଛାଡ଼ିଦିଅନ୍ତୁ |
05:17 | History ଫିଲ୍ଡ, ଡକ୍ୟୁମେଣ୍ଟର Creation Date ଦେଖାଏ |
05:23 | ଏହା ଡକ୍ୟୁମେଣ୍ଟର Revision Date ମଧ୍ୟ ଦେଖାଏ |
05:28 | ଏହାର ଅର୍ଥ, ଏହା ଡକ୍ୟୁମେଣ୍ଟର ପରବର୍ତ୍ତୀ ଏଡିଟ୍ ହୋଇଥିବା ତାରିଖ ମଧ୍ୟ ଦେଖାଏ |
05:35 | Theme ଫିଲ୍ଡକୁ GChemPaint ଭାବରେ ଛାଡ଼ିଦିଅନ୍ତୁ |
05:39 | Comments ଫିଲ୍ଡରେ ଆମେ ଡକ୍ୟୁମେଣ୍ଟ ସମ୍ପର୍କିତ ଟେକ୍ସଟ୍ ଆଡ୍ କରିପାରିବା |
05:46 | ଯୌଗିକ ଓ ତାହାର ଫର୍ମୁଲାର ନାମ ଏଣ୍ଟର୍ କରନ୍ତୁ |
05:51 | Propane CH3-CH2-CH3 |
06:01 | ୱିଣ୍ଡୋ ବନ୍ଦ କରିବାକୁ Close ବଟନ୍ରେ କ୍ଲିକ୍ କରନ୍ତୁ |
06:05 | ଏହାପରେ ଚାଲନ୍ତୁ Tool Box ବିଷୟରେ ଶିଖିବା |
06:09 | Tool Boxରେ ବିଭିନ୍ନ ଟୁଲ୍ସ ପାଇଁ ବଟନ୍ସ ରହିଛି |
06:14 | ଆକ୍ଟିଭ୍ ଡକ୍ୟୁମେଣ୍ଟ ୱିଣ୍ଡୋ ସଙ୍ଗରେTool Box ପ୍ରଦର୍ଶିତ ହୋଇଛି |
06:20 | ଏବେ ଚାଲନ୍ତୁ Tool Box ବଟନ୍ସ ବ୍ୟବହାର କରି ଷ୍ଟ୍ରକଚର୍ସ ଡ୍ର’ କରିବା |
06:25 | ପ୍ରଥମେ Propaneର ଷ୍ଟ୍ରକଚର୍ ଡ୍ର’ କରିବା |
06:30 | Propane ହେଉଛି CH3-CH2-CH3 |
06:36 | ଏକ କାର୍ବନ୍ ଚେନ୍ ଡ୍ର’ କରିବାକୁ ଟୁଲ୍ ବକ୍ସରୁ Add a Chain ଟୁଲ୍ ବ୍ୟବହାର କରନ୍ତୁ |
06:42 | Add a Chain ଟୁଲ୍ |
06:45 | ଓ ତାହାପରେ Display area ଉପରେ କ୍ଲିକ୍ କରନ୍ତୁ |
06:48 | Display Areaରେ ଏକ Carbon Chain ଅଙ୍କା ହୋଇଗଲା |
06:53 | ଚେନ୍ ର ଦିଗ ପରିବର୍ତ୍ତନ କରିବା ପାଇଁ |
06:57 | Add a Chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
07:00 | Display Areaରେ, ଚେନ୍ କୁ ଓରିଏଣ୍ଟ କରିବା ପାଇଁ ବାମ ମାଉସ୍ ବଟନ୍ କ୍ଲିକ୍ କରି ଚାପି ଧରନ୍ତୁ |
07:07 | ଚେନ୍ ର ଦିଗ ସ୍ଥିର ନହେବା ପର୍ଯ୍ୟନ୍ତ ବାମ ମାଉସ୍ ବଟନ୍ କୁ ଛାଡ଼ନ୍ତୁ ନାହିଁ |
07:15 | ଦିଗ ସ୍ଥିର କରିସାରିବା ପରେ ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ |
07:20 | ଦେଖନ୍ତୁ, Carbon Chain ଡ୍ର’ ହୋଇଗଲା |
07:24 | ଧ୍ୟାନଦିଅନ୍ତୁ, ଆମେ ଥରେ Display Area ଉପରେ କ୍ଲିକ୍ କଲେ, ଚେନ୍ ର ଦୀର୍ଘତା ଓ ଦିଗ ସ୍ଥିର ହୋଇଯିବ |
07:33 | ଏବେ ଚାଲନ୍ତୁ, ଚେନ୍ ର ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା |
07:39 | ଆଟମ୍ସ ପ୍ରଦର୍ଶନ ପାଇଁ 3ଟି ପୋଜିଶନ୍ ଅଛି |
07:43 | ପ୍ରଥମ ପୋଜିଶନ୍ ରେ ରାଇଟ୍ କ୍ଲିକ୍ କରନ୍ତୁ, |
07:47 | ଏକ Sub-menu ଖୋଲିବ |
07:49 | Atom ସିଲେକ୍ଟ କରି ସେହି ପୋଜିଶନ୍ରେ Atoms ପ୍ରଦର୍ଶନ କରିବା ପାଇଁ Display Symbol ଉପରେ କ୍ଲିକ୍ କରନ୍ତୁ |
07:59 | ସେହିପରି ଭାବରେ ସମସ୍ତ ପୋଜିଶନ୍ସରେ Atoms ପ୍ରଦର୍ଶିତ କରନ୍ତୁ |
08:04 | ରାଇଟ୍ କ୍ଲିକ୍ କରି Atom ସିଲେକ୍ଟ କରନ୍ତୁ |
08:07 | Display symbol ଉପରେ କ୍ଲିକ୍ କରନ୍ତୁ |
08:12 | ଏଠାରେ Propaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା |
08:17 | ଏହାପରେ ଚାଲନ୍ତୁ ସେହି ୱିଣ୍ଡୋରେ ଏକ Pentane ଷ୍ଟ୍ରକଚର୍ ଡ୍ର’ କରିବା |
08:23 | Add a Chain ଟୁଲ୍ ଉପରେ କ୍ଲିକ୍ କରି |
08:26 | Display Area ଉପରେ କ୍ଲିକ୍ କରନ୍ତୁ |
08:29 | ଚେନ୍ ର ଦୀର୍ଘତା ବୃଦ୍ଧି କରିବାକୁ, ବାମ ମାଉସ୍ ବଟନ୍ ଧରିରଖି କର୍ସର୍ କୁ ଡ୍ରାଗ୍ କରନ୍ତୁ |
08:36 | ଚାହୁଁଥିବା ଦିଗରେ ଓରିଏଣ୍ଟେଶନ୍ ପରିବର୍ତ୍ତନ କରି ବାମ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ |
08:43 | ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶନ କରନ୍ତୁ |
08:47 | ଏଠାରେ ଆଟମ୍ସ ପ୍ରଦର୍ଶନ ପାଇଁ 5 ଟି ପୋଜିଶନ୍ସ ଅଛି |
08:52 | ପ୍ରଥମ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. ଏକ ସବ୍-ମେନୁ ଖୋଲିଲା |
08:58 | Atoms ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ |
09:03 | ସେହିପରି ଚାଲନ୍ତୁ ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶିତ କରିବା |
09:17 | ଏଠାରେ Pentaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା |
09:21 | ଏବେ ଫାଇଲ୍ କୁ ସେଭ୍ କରନ୍ତୁ |
09:24 | File ମେନୁରେ କ୍ଲିକ୍ କରି Save As ସିଲେକ୍ଟ କରନ୍ତୁ |
09:27 | Save As ଡାୟଲଗ୍ ବକ୍ସ ଖୋଲିଲା |
09:30 | File Type ପାଇଁ, ଡ୍ରପ୍ ଡାଉନ୍ ଆରୋରେ କ୍ଲିକ୍ କରନ୍ତୁ |
09:35 | ବିଭିନ୍ନ ସେଭ୍ ଫର୍ମାଟ୍ସ ଦେଖାଦେବ |
09:39 | 2D Chemical structure ସିଲେକ୍ଟ କରନ୍ତୁ |
09:43 | propane.gchempaint ଭାବେ ଫାଇଲ୍ ନାମ ଟାଇପ୍ କରି |
09:52 | Save ବଟନ୍ରେ କ୍ଲିକ୍ କରନ୍ତୁ |
09:55 | .gchempaint ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ ହୋଇଗଲା |
10:00 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
10:04 | ସଂକ୍ଷିପ୍ତରେ |
10:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
10:09 | * GChemPaint |
10:10 | *ବ୍ୟବହାର ଓ ଲାଭ |
10:12 | *ଇନଷ୍ଟଲେଶନ୍ |
10:14 | *ଏକ ନୂଆ ଫାଇଲ୍ ଖୋଲିବା |
10:16 | * ମେନୁ ବାର୍, ଟୁଲ୍ ବାର୍ ଓ ଷ୍ଟାଟସ୍ ବାର୍ ବିଷୟରେ |
10:20 | ଆମେ ଆହୁରି ମଧ୍ୟ ଶିଖିଲେ: |
10:23 | *ଡସପ୍ଲେ ଏରିଆ |
10:25 | *ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍ |
10:26 | *ଟୁଲ୍ ବକ୍ସ ବ୍ୟବହାର |
10:28 | *ଓ .gchempaint ଏକ୍ସଟେନ୍ସନ୍ ସହ ଡ୍ରଇଙ୍ଗ୍ ସେଭ୍ କରିବା ବିଷୟରେ |
10:33 | ଏକ ଆସାନମେଣ୍ଟ ଭାବରେ: |
10:36 | 1. n-hexane ଓ n-octaneର ଷ୍ଟ୍ରକଚର୍ ଡ୍ର’ କରନ୍ତୁ |
10:41 | 2. ଓରିଏଣ୍ଟେଶନ୍ ପରିବର୍ତ୍ତନ କରନ୍ତୁ |
10:43 | 3. ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶିତ କରନ୍ତୁ |
10:47 | ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ |
10:53 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
10:57 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:00 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
11:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:10 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
11:14 | ଅଧିକ ବିବରଣୀ ପାଇଁ ଏହି ଇ-ମେଲ୍କୁ ଲେଖନ୍ତୁ (contact@spoken-tutorial.org) |
11:21 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:26 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:34 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
11:40 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |