GChemPaint/C2/Introduction-to-GChemPaint/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର,Introduction to GchemPaint ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:11 GchemPaint ବିଷୟରେ
00:13 ବ୍ୟବହାର ଓ ଲାଭ
00:16 ଇନଷ୍ଟଲେଶନ୍,ଏକ ନୂଆ ଫାଇଲ୍ ଖୋଲିବା
00:20 ମେନୁବାର୍, ଟୁଲବାର୍ ଓ ଷ୍ଟାଟସ୍ ବାର୍
00:25 ଆମେ ଆହୁରି ମଧ୍ୟ ଶିଖିବା:
00:28 ଡିସପ୍ଲେ ଏରିଆ
00:30 ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍
00:32 ଟୁଲ୍ ବକ୍ସ ବ୍ୟବହାର କରିବା ଓ
00:34 gchempaint ଏକ୍ସଟେନ୍ସନ୍ ସହିତ ଡ୍ରଇଙ୍ଗ୍ ସେଭ କରିବା
00:40 ଏଠାରେ ମୁଁ ବ୍ୟବହାର କରୁଛି
00:42 Ubuntu Linux OS ଭର୍ସନ୍ 12.04,
00:47 GChemPaint ଭର୍ସନ୍ 0.12.10.
00:53 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କ VIII ଶ୍ରେଣୀ ପର୍ଯ୍ୟନ୍ତର
00:59 Chemistry ଉପରେ ମୌଳିକ ଜ୍ଞାନ ଥିବା ଦରକାର
01:04 Ubuntu Software Center ବ୍ୟବହାର କରି GchemPaintକୁ ବହୁତ ସହଜରେ ଇନଷ୍ଟଲ୍ କରିହେବ
01:12 Ubuntu Software Center ଉପରେ ଅଧିକ ସୂଚନା ପାଇଁ
01:16 ଆମ ୱେବ୍ ସାଇଟ୍ ରେ ଥିବା Ubuntu Linux Tutorials ଦେଖନ୍ତୁ
01:23 GchemPaint କ’ଣ?
01:26 GchemPaint ହେଉଛି ଏକ 2 ଡାଇମେନ୍ସସନାଲ୍ chemical structure editor
01:32 ଏଥିରେ ଏକ multiple document interface ରହିଛି
01:37 GchemPaint ଆପଣଙ୍କୁ ଅନୁମତି ଦିଏ,
01:40 ଟୁ ଡାଇମେନ୍ସନାଲ୍ କେମିକାଲ୍ ଷ୍ଟ୍ରକଚର୍ସ Draw ଓ display
01:46 ଟେମ୍ପଲେଟ୍ସ Drag ଓ drop
01:50 ବଣ୍ଡସ୍ର ଦୀର୍ଘତା, କୋଣ ଓ ପ୍ରସ୍ତ ପରିବର୍ତ୍ତନ
01:55 ଯୌଗିକର molecular weight ଗଣନା କରିବାକୁ Chemical Calculatorର ବ୍ୟବହାର
02:03 GChemPaint ସାହାଯ୍ୟ କରେ:
02:05 କେମିକାଲ୍ ଷ୍ଟ୍ରକଚର୍ସର Easy visualizationରେ
02:11 ଟୁ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସକୁ ଥ୍ରୀ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସରେ ପରିବର୍ତ୍ତନ କରିବାରେ
02:17 ଷ୍ଟ୍ରକଚର୍ସର Magnificationରେ
02:21 ଆଟମ୍ସର Automatic ଓ manual ଆସାଇନମେଣ୍ଟରେ
02:26 ପ୍ରଥମେ, ଗୋଟିଏ ନୂଆ GchemPaint ଆପ୍ଲିକେଶନ୍ କିପରି ଖୋଲାଯାଏ, ଦେଖିବା
02:33 Dash home ଉପରେ କ୍ଲିକ୍ କରନ୍ତୁ >> Search bar ଦେଖାଦେବ >> Search barରେ GchemPaint ଟାଇପ୍ କରନ୍ତୁ
02:41 GchemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:46 ଆମେ Terminalରୁ ମଧ୍ୟ GchemPaint ଆପ୍ଲିକେଶନ୍ ଖୋଲିପାରିବା
02:52 Terminal ଖୋଲିବାକୁ ଏକାସଙ୍ଗରେ Ctrl, Alt ଓ T କୀ ଦାବନ୍ତୁ
02:58 GChemPaint ଟାଇପ୍ କରି Enter ପ୍ରେସ୍ କରନ୍ତୁ
03:04 GChemPaint ଆପ୍ଲିକେଶନ୍ ଖୋଲିବ
03:08 ଏକ ସାଧାରଣ GChemPaint ୱିଣ୍ଡୋ ଏହିପରି ଦେଖାଯାଏ
03:13 ଏହା ହେଉଛି ମେନୁ ବାର୍
03:15 ଅନ୍ୟ ୱିଣ୍ଡୋ ଆଧାରିତ ଆପ୍ଲିକେଶନ୍ସ ପରି GChemPaintରେ ସାଧାରଣ ମେନୁ ବାର୍ ଥାଏ
03:22 ମେନୁ ବାର୍ରେ File, Edit, View, Tools, Windows ଓ Help ଅପ୍ସନ୍ସ ରହିଥାଏ
03:34 Tool Barରେ, ବାରମ୍ୱାର ବ୍ୟବହାର ହେଉଥିବା କମାଣ୍ଡସ୍ ଆଇକନ୍ ଭାବରେ ରହିଛି
03:41 open a New file,
03:45 Open existing file,
03:48 Save a file ଓ Print a file ପାଇଁ ଆଇକନ୍ସ ଅଛି
03:53 ଏହା ହେଉଛି Display area
03:56 ଆମେ ଡ୍ର’ ଓ ଏଡିଟ୍ କରିଥିବା ଫାଇଲ୍ର ବିଷୟବସ୍ତୁ ଓ ଗଠନକୁ Display area ଦେଖାଏ
04:06 ଆମେ Display areaରେ ଟୁଲ୍ ବକ୍ସରୁ ଟୁଲ୍ସ Drag ଓ Drop କରିପାରିବା
04:14 Status Bar, ସାମ୍ପ୍ରତିକ GChemPait କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦର୍ଶନ କରେ
04:20 ଏହା ମେନୁ ଆଇଟମ୍ସ ବିଷୟରେ contextual ସୂଚନା ମଧ୍ୟ ପ୍ରଦର୍ଶନ କରେ
04:28 ମୁଁ ଏବେ Document Properties ବିଷୟରେ ବର୍ଣ୍ଣନା କରିବି
04:33 Document Properties ୱିଣ୍ଡୋ ଖୋଲିବାକୁ,
04:37 File ମେନୁ ଉପରେ କ୍ଲିକ୍ କରନ୍ତୁ
04:39 Propertiesକୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ
04:43 Document Properties ୱିଣ୍ଡୋ ଖୋଲିଲା
04:47 Document Properties ୱିଣ୍ଡୋକୁ ମାକ୍ସିମାଇଜ୍ କରିବା ପାଇଁ ମୁଁ ଏହାକୁ ଡ୍ରାଗ୍ କରିବି
04:53 Document Propertiesରେ ନିମ୍ନଲିଖିତ ଫିଲ୍ଡସ୍ ରହିଛି
04:59 Title – ଚାଲନ୍ତୁ ଡକ୍ୟୁମେଣ୍ଟର ନାମ Propane ଦେବା
05:06 Author's Name ଭାବରେ Madhuri ଟାଇପ୍ କରିବା
05:14 Emailକୁ ଖାଲି ଛାଡ଼ିଦିଅନ୍ତୁ
05:17 History ଫିଲ୍ଡ, ଡକ୍ୟୁମେଣ୍ଟର Creation Date ଦେଖାଏ
05:23 ଏହା ଡକ୍ୟୁମେଣ୍ଟର Revision Date ମଧ୍ୟ ଦେଖାଏ
05:28 ଏହାର ଅର୍ଥ, ଏହା ଡକ୍ୟୁମେଣ୍ଟର ପରବର୍ତ୍ତୀ ଏଡିଟ୍ ହୋଇଥିବା ତାରିଖ ମଧ୍ୟ ଦେଖାଏ
05:35 Theme ଫିଲ୍ଡକୁ GChemPaint ଭାବରେ ଛାଡ଼ିଦିଅନ୍ତୁ
05:39 Comments ଫିଲ୍ଡରେ ଆମେ ଡକ୍ୟୁମେଣ୍ଟ ସମ୍ପର୍କିତ ଟେକ୍ସଟ୍ ଆଡ୍ କରିପାରିବା
05:46 ଯୌଗିକ ଓ ତାହାର ଫର୍ମୁଲାର ନାମ ଏଣ୍ଟର୍ କରନ୍ତୁ
05:51 Propane CH3-CH2-CH3
06:01 ୱିଣ୍ଡୋ ବନ୍ଦ କରିବାକୁ Close ବଟନ୍ରେ କ୍ଲିକ୍ କରନ୍ତୁ
06:05 ଏହାପରେ ଚାଲନ୍ତୁ Tool Box ବିଷୟରେ ଶିଖିବା
06:09 Tool Boxରେ ବିଭିନ୍ନ ଟୁଲ୍ସ ପାଇଁ ବଟନ୍ସ ରହିଛି
06:14 ଆକ୍ଟିଭ୍ ଡକ୍ୟୁମେଣ୍ଟ ୱିଣ୍ଡୋ ସଙ୍ଗରେTool Box ପ୍ରଦର୍ଶିତ ହୋଇଛି
06:20 ଏବେ ଚାଲନ୍ତୁ Tool Box ବଟନ୍ସ ବ୍ୟବହାର କରି ଷ୍ଟ୍ରକଚର୍ସ ଡ୍ର’ କରିବା
06:25 ପ୍ରଥମେ Propaneର ଷ୍ଟ୍ରକଚର୍ ଡ୍ର’ କରିବା
06:30 Propane ହେଉଛି CH3-CH2-CH3
06:36 ଏକ କାର୍ବନ୍ ଚେନ୍ ଡ୍ର’ କରିବାକୁ ଟୁଲ୍ ବକ୍ସରୁ Add a Chain ଟୁଲ୍ ବ୍ୟବହାର କରନ୍ତୁ
06:42 Add a Chain ଟୁଲ୍
06:45 ଓ ତାହାପରେ Display area ଉପରେ କ୍ଲିକ୍ କରନ୍ତୁ
06:48 Display Areaରେ ଏକ Carbon Chain ଅଙ୍କା ହୋଇଗଲା
06:53 ଚେନ୍ ର ଦିଗ ପରିବର୍ତ୍ତନ କରିବା ପାଇଁ
06:57 Add a Chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:00 Display Areaରେ, ଚେନ୍ କୁ ଓରିଏଣ୍ଟ କରିବା ପାଇଁ ବାମ ମାଉସ୍ ବଟନ୍ କ୍ଲିକ୍ କରି ଚାପି ଧରନ୍ତୁ
07:07 ଚେନ୍ ର ଦିଗ ସ୍ଥିର ନହେବା ପର୍ଯ୍ୟନ୍ତ ବାମ ମାଉସ୍ ବଟନ୍ କୁ ଛାଡ଼ନ୍ତୁ ନାହିଁ
07:15 ଦିଗ ସ୍ଥିର କରିସାରିବା ପରେ ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ
07:20 ଦେଖନ୍ତୁ, Carbon Chain ଡ୍ର’ ହୋଇଗଲା
07:24 ଧ୍ୟାନଦିଅନ୍ତୁ, ଆମେ ଥରେ Display Area ଉପରେ କ୍ଲିକ୍ କଲେ, ଚେନ୍ ର ଦୀର୍ଘତା ଓ ଦିଗ ସ୍ଥିର ହୋଇଯିବ
07:33 ଏବେ ଚାଲନ୍ତୁ, ଚେନ୍ ର ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା
07:39 ଆଟମ୍ସ ପ୍ରଦର୍ଶନ ପାଇଁ 3ଟି ପୋଜିଶନ୍ ଅଛି
07:43 ପ୍ରଥମ ପୋଜିଶନ୍ ରେ ରାଇଟ୍ କ୍ଲିକ୍ କରନ୍ତୁ,
07:47 ଏକ Sub-menu ଖୋଲିବ
07:49 Atom ସିଲେକ୍ଟ କରି ସେହି ପୋଜିଶନ୍ରେ Atoms ପ୍ରଦର୍ଶନ କରିବା ପାଇଁ Display Symbol ଉପରେ କ୍ଲିକ୍ କରନ୍ତୁ
07:59 ସେହିପରି ଭାବରେ ସମସ୍ତ ପୋଜିଶନ୍ସରେ Atoms ପ୍ରଦର୍ଶିତ କରନ୍ତୁ
08:04 ରାଇଟ୍ କ୍ଲିକ୍ କରି Atom ସିଲେକ୍ଟ କରନ୍ତୁ
08:07 Display symbol ଉପରେ କ୍ଲିକ୍ କରନ୍ତୁ
08:12 ଏଠାରେ Propaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
08:17 ଏହାପରେ ଚାଲନ୍ତୁ ସେହି ୱିଣ୍ଡୋରେ ଏକ Pentane ଷ୍ଟ୍ରକଚର୍ ଡ୍ର’ କରିବା
08:23 Add a Chain ଟୁଲ୍ ଉପରେ କ୍ଲିକ୍ କରି
08:26 Display Area ଉପରେ କ୍ଲିକ୍ କରନ୍ତୁ
08:29 ଚେନ୍ ର ଦୀର୍ଘତା ବୃଦ୍ଧି କରିବାକୁ, ବାମ ମାଉସ୍ ବଟନ୍ ଧରିରଖି କର୍ସର୍ କୁ ଡ୍ରାଗ୍ କରନ୍ତୁ
08:36 ଚାହୁଁଥିବା ଦିଗରେ ଓରିଏଣ୍ଟେଶନ୍ ପରିବର୍ତ୍ତନ କରି ବାମ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ
08:43 ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶନ କରନ୍ତୁ
08:47 ଏଠାରେ ଆଟମ୍ସ ପ୍ରଦର୍ଶନ ପାଇଁ 5 ଟି ପୋଜିଶନ୍ସ ଅଛି
08:52 ପ୍ରଥମ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. ଏକ ସବ୍-ମେନୁ ଖୋଲିଲା
08:58 Atoms ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
09:03 ସେହିପରି ଚାଲନ୍ତୁ ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶିତ କରିବା
09:17 ଏଠାରେ Pentaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
09:21 ଏବେ ଫାଇଲ୍ କୁ ସେଭ୍ କରନ୍ତୁ
09:24 File ମେନୁରେ କ୍ଲିକ୍ କରି Save As ସିଲେକ୍ଟ କରନ୍ତୁ
09:27 Save As ଡାୟଲଗ୍ ବକ୍ସ ଖୋଲିଲା
09:30 File Type ପାଇଁ, ଡ୍ରପ୍ ଡାଉନ୍ ଆରୋରେ କ୍ଲିକ୍ କରନ୍ତୁ
09:35 ବିଭିନ୍ନ ସେଭ୍ ଫର୍ମାଟ୍ସ ଦେଖାଦେବ
09:39 2D Chemical structure ସିଲେକ୍ଟ କରନ୍ତୁ
09:43 propane.gchempaint ଭାବେ ଫାଇଲ୍ ନାମ ଟାଇପ୍ କରି
09:52 Save ବଟନ୍ରେ କ୍ଲିକ୍ କରନ୍ତୁ
09:55 gchempaint ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ ହୋଇଗଲା
10:00 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
10:04 ସଂକ୍ଷିପ୍ତରେ
10:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
10:09 GChemPaint,ବ୍ୟବହାର ଓ ଲାଭ
10:12 ଇନଷ୍ଟଲେଶନ୍
10:14 ଏକ ନୂଆ ଫାଇଲ୍ ଖୋଲିବା
10:16 ମେନୁ ବାର୍, ଟୁଲ୍ ବାର୍ ଓ ଷ୍ଟାଟସ୍ ବାର୍ ବିଷୟରେ
10:20 ଆମେ ଆହୁରି ମଧ୍ୟ ଶିଖିଲେ:
10:23 ଡସପ୍ଲେ ଏରିଆ
10:25 ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍,ଟୁଲ୍ ବକ୍ସ ବ୍ୟବହାର
10:28 ଓ .gchempaint ଏକ୍ସଟେନ୍ସନ୍ ସହ ଡ୍ରଇଙ୍ଗ୍ ସେଭ୍ କରିବା ବିଷୟରେ
10:33 ଏକ ଆସାନମେଣ୍ଟ ଭାବରେ:
10:36 1. n-hexane ଓ n-octaneର ଷ୍ଟ୍ରକଚର୍ ଡ୍ର’ କରନ୍ତୁ
10:41 2. ଓରିଏଣ୍ଟେଶନ୍ ପରିବର୍ତ୍ତନ କରନ୍ତୁ
10:43 3. ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶିତ କରନ୍ତୁ
10:47 ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
10:53 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
11:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:07 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:10 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
11:14 ଅଧିକ ବିବରଣୀ ପାଇଁ ଏହି ଇ-ମେଲ୍କୁ ଲେଖନ୍ତୁ (contact@spoken-tutorial.org)
11:21 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:26 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:34 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
11:40 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep