GChemPaint/C2/Overview-of-GChemPaint/Oriya
From Script | Spoken-Tutorial
Time Time : 06.39 | Narration |
00:01 | ନମସ୍କାର ବନ୍ଧୁଗଣ. Overview of GchemPaint ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:10 | * ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନ୍ଷ୍ଟଲ୍ କରିବା |
00:15 | * GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା |
00:20 | * GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା |
00:23 | * ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା |
00:27 | GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା |
00:33 | GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକଚର୍ ଉପରେ ମଧ୍ୟ ନଜର ପକାଇବା |
00:39 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: |
00:41 | *Ubuntu Linux OS ଭର୍ସନ୍ 12.04. |
00:45 | *GChemPaint ଭର୍ସନ୍ 0.12.10. |
00:50 | *GChemCalc ଭର୍ସନ୍ 0.12.10. |
00:55 | *GChem3D ଭର୍ସନ୍ 0.12.10. |
01:00 | *GChemTable ଭର୍ସନ୍ 0.12.10. |
01:05 | *Jmol Application ଭର୍ସନ୍ 12.2.2. |
01:10 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବାକୁ ଆପଣଙ୍କୁ ଦରକାର |
01:13 | ହାଇ ସ୍କୁଲ୍ କେମିଷ୍ଟ୍ରୀର ଜ୍ଞାନ ଏବଂ |
01:15 | ଇଣ୍ଟର୍ନେଟ୍ ସଂଯୋଗ |
01:19 | ଆସନ୍ତୁ ଦେଖିବା GchemPaint କ’ଣ |
01:22 | GchemPaint ହେଉଛି Gnome-2 ଡେସ୍କଟପ୍ ପାଇଁ ଏକ 2D କେମିକାଲ୍ ଷ୍ଟ୍ରକ୍ଚର୍ ଏଡିଟର୍ |
01:28 | ଏହାର ୟୁଟିଲିଟୀ ଫିଚର୍ସ ଭାବରେ ଏଥିରେ GChemCalc, GChem3D ଓ GchemTable ରହିଛି |
01:35 | GchemPaint, କେବଳ Linux OSରେ ହି ଉପଲବ୍ଧ |
01:39 | Gnome Chemistry Utilsରେ GchemPaint ଅନ୍ତର୍ଭୁକ୍ତ ଅଛି |
01:44 | GchemPaint ଓ ତାହାର ସମସ୍ତ ୟୁଟିଲିଟୀ ଫାଇଲ୍ଗୁଡ଼ିକୁ Synaptic Package Manager ବ୍ୟବହାର କରି Ubuntu Linux OS ରେ ଇନ୍ଷ୍ଟଲ୍ କରିହେବ |
01:53 | Synaptic Package Manager ଉପରେ ଅଧିକ ସୂଚନା ପାଇଁ |
01:56 | ଦୟାକରି ଆମ ୱେବ୍ସାଇଟ୍ରେ ଥିବା Linux ସିରିଜକୁ ଦେଖନ୍ତୁ |
02:02 | Synaptic Package Manager ୱିଣ୍ଡୋରେ ନିମ୍ନଲିଖିତ ୟୁଟିଲିଟୀଗୁଡ଼ିକୁ ଦେଖନ୍ତୁ |
02:07 | gchempaint, |
02:09 | libgcu0, |
02:11 | gcu-plugin, |
02:13 | libgcu-dbg, |
02:16 | gcu-bin. |
02:19 | ଏବେ ଆମେ User Manualକୁ ଯିବା |
02:22 | GChemPaint ଓ ତାହାର ୟୁଟିଲିଟୀଗୁଡ଼ିକୁ କିପରି ବ୍ୟବହାର କରାଯାଏ, ତାହାକୁ User Manual ସଂକ୍ଷିପ୍ତରେ ବୁଝାଇଥାଏ |
02:28 | ନିମ୍ନ ଲିଙ୍କ୍ରେ GchemPaint, User Manual ପ୍ରଦାନ କରିଥାଏ |
02:34 | GchemPaint ଓ ତାହାର ସମସ୍ତ ୟୁଟିଲିଟୀଗୁଡ଼ିକର ମେନୁବାର୍ସ ଓ Ubuntu Desktop ମେନୁବାର୍ରେ ଦେଖାଦେବ |
02:43 | ଏହା ହେଉଛି GchemPaintର ଟୁଲ୍ ବକ୍ସ |
02:46 | ବିଭିନ୍ନ ଷ୍ଟ୍ରକ୍ଚର୍ସ ଆଙ୍କିବାକୁ ଆମେ ବିଭିନ୍ନ ଟୁଲ୍ସ ବ୍ୟବହାର କରିବା |
02:51 | Current elementକୁ ପ୍ରତିବଦଳ କରିବାକୁ ଟୁଲ୍ ବକ୍ସରେ ଏକ ଇନବିଲ୍ଟ Periodic Table ରହିଛି |
02:57 | ଟୁଲ୍ ବକ୍ସରେ ଥିବା ବିଭିନ୍ନ ଟୁଲ୍ସ ବ୍ୟବହାର କରି ଏଠାରେ ବିଭିନ୍ନ ଷ୍ଟ୍ରକ୍ଚର୍ସ ଅଙ୍କାଯାଇଛି. |
03:03 | ଏହି ଶୃଙ୍ଖଳା ମଧ୍ୟରେ, ଏହିସବୁ ଟୁଲ୍ସ ବ୍ୟବହାର କରି ବିଭିନ୍ନ ଷ୍ଟ୍ରକ୍ଚର୍ସ କିପରି ଅଙ୍କାଯାଏ ବର୍ଣ୍ଣନା କରିବି |
03:10 | ଏବେ, GchemPaintର ୟୁଟିଲିଟୀ ସଫ୍ଟୱେର୍ ବିଷୟରେ ଆଲୋଚନା କରିବା |
03:15 | ଏହା ହେଉଛି Chemical Calculator ୱିଣ୍ଡୋ |
03:19 | ମୁଁ ସର୍ଚ୍ଚ ବାର୍ରେ C3H8 ଟାଇପ୍ କରି Enter ପ୍ରେସ୍ କରିବି |
03:25 | ଏହି ୱିଣ୍ଡୋ Propaneର ବିବରଣୀ ଓ Isotopic pattern ଦେଖାଇବ |
03:32 | ଏହା ହେଉଛି GChem3D ୱିଣ୍ଡୋ |
03:35 | ଏହା, GchemPaintରେ ଅଙ୍କାଯାଇଥିବା 2D ଷ୍ଟ୍ରକ୍ଚର୍ସର 3D ମଡେଲ୍ସ ଦେଖାଏ |
03:41 | GchemPaintର ନୂଆ ଭର୍ସନ୍ରେ ମୋଲେକ୍ୟୁଲ୍ସର ବିକଶିତ 3D ରେଣ୍ଡରିଙ୍ଗ୍ ରହିଛି |
03:47 | ଏହା ହେଉଛି GchemTable ୱିଣ୍ଡୋ |
03:49 | ଏଥିରେ ଏଲେମେଣ୍ଟସ୍ର Periodic Table ଓ ସେଗୁଡ଼ିକର ପ୍ରଣାଳୀ ରହିଛି |
03:54 | GchemPaintରେ ଆଉ ଏକ ବିଶେଷ ଫିଚର୍ ରହିଛି |
03:58 | GchemPaintରେ ଅଙ୍କା ଯାଇଥିବା 2D ଷ୍ଟ୍ରକଚର୍କୁ Jmol Applicationରେ 3D ଷ୍ଟ୍ରକଚର୍ ଭାବରେ ଦେଖାଯାଇପାରିବ |
04:06 | 3Dରେ ଷ୍ଟ୍ରକଚର୍ସ ଦେଖିବା ପାଇଁ, GchemPaint ଫାଇଲ୍ ଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବାକୁ ପଡ଼ିବ |
04:21 | Jmol Application ପାଇଁ ଏକ ସଂକ୍ଷିପ୍ତ ପରିଚୟ |
04:25 | ଏହା ହେଉଛି ଏକ ମାଗଣା ଓ ଓପନ୍ ସୋର୍ସ Molecular Viewer |
04:29 | କେମିକାଲ୍ ଷ୍ଟ୍ରକଚର୍ର 3 ଡାଇମେନ୍ସନାଲ୍ ମଡେଲ୍ସ ତିଆରି କରିବାକୁ ଓ ଦେଖିବାକୁ ବ୍ୟବହୃତ ହୁଏ |
04:34 | proteins ଓ macromoleculesର ମାଧ୍ୟମିକ ଷ୍ଟ୍ରକଚର୍ ଦେଖିବାକୁ ବ୍ୟବହୃତ ହୁଏ |
04:40 | ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବସାଇଟ୍ରେ ଥିବା Jmol Application ସିରିଜ୍ ଦେଖନ୍ତୁ |
04:47 | GchemPaint ସିରିଜ୍ ରେ ଆମେ ଆକର୍ଷକ ଫିଚର୍ସ ବିଷୟରେ ଶିଖିବା, ଯେପରି - |
04:52 | Templates ଓ Residues ବ୍ୟବହାର |
04:56 | molecules and bonds ଗଠନ |
05:01 | Aromatic Molecular structures |
05:06 | Orbital overlap |
05:10 | Resonance Structures |
05:14 | 3D Structures ଦେଖିବା |
05:18 | Periodic Table ପ୍ରଣାଳୀ ଦେଖିବା |
05:23 | ସଂକ୍ଷିପ୍ତରେ |
05:25 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ |
05:27 | * ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନଷ୍ଟଲ୍ କରିବା |
05:32 | * GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା |
05:36 | * GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା |
05:39 | * ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା |
05:43 | * GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା |
05:48 | GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକ୍ଚର୍ ଉପରେ ମଧ୍ୟ ନଜର ପକାଇଲେ |
05:54 | ଏହି ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:59 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
06:03 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
06:07 | ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:10 | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org) |
06:16 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
06:20 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:26 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
06:31 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |