GChemPaint/C2/Overview-of-GChemPaint/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ. Overview of GchemPaint ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:10 ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନ୍ଷ୍ଟଲ୍ କରିବା
00:15 GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା
00:20 GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
00:23 ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା
00:27 GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା
00:33 GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକଚର୍ ଉପରେ ମଧ୍ୟ ନଜର ପକାଇବା
00:39 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:
00:41 Ubuntu Linux OS ଭର୍ସନ୍ 12.04.
00:45 GChemPaint ଭର୍ସନ୍ 0.12.10.
00:50 GChemCalc ଭର୍ସନ୍ 0.12.10.
00:55 GChem3D ଭର୍ସନ୍ 0.12.10.
01:00 GChemTable ଭର୍ସନ୍ 0.12.10.
01:05 Jmol Application ଭର୍ସନ୍ 12.2.2.
01:10 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବାକୁ ଆପଣଙ୍କୁ ଦରକାର
01:13 ହାଇ ସ୍କୁଲ୍ କେମିଷ୍ଟ୍ରୀର ଜ୍ଞାନ ଏବଂ
01:15 ଇଣ୍ଟର୍ନେଟ୍ ସଂଯୋଗ
01:19 ଆସନ୍ତୁ ଦେଖିବା GchemPaint କ’ଣ
01:22 GchemPaint ହେଉଛି Gnome-2 ଡେସ୍କଟପ୍ ପାଇଁ ଏକ 2D କେମିକାଲ୍ ଷ୍ଟ୍ରକ୍ଚର୍ ଏଡିଟର୍
01:28 ଏହାର ୟୁଟିଲିଟୀ ଫିଚର୍ସ ଭାବରେ ଏଥିରେ GChemCalc, GChem3D ଓ GchemTable ରହିଛି
01:35 GchemPaint, କେବଳ Linux OSରେ ହି ଉପଲବ୍ଧ
01:39 Gnome Chemistry Utilsରେ GchemPaint ଅନ୍ତର୍ଭୁକ୍ତ ଅଛି
01:44 GchemPaint ଓ ତାହାର ସମସ୍ତ ୟୁଟିଲିଟୀ ଫାଇଲ୍ଗୁଡ଼ିକୁ Synaptic Package Manager ବ୍ୟବହାର କରି Ubuntu Linux OS ରେ ଇନ୍ଷ୍ଟଲ୍ କରିହେବ
01:53 Synaptic Package Manager ଉପରେ ଅଧିକ ସୂଚନା ପାଇଁ
01:56 ଦୟାକରି ଆମ ୱେବ୍ସାଇଟ୍ରେ ଥିବା Linux ସିରିଜକୁ ଦେଖନ୍ତୁ
02:02 Synaptic Package Manager ୱିଣ୍ଡୋରେ ନିମ୍ନଲିଖିତ ୟୁଟିଲିଟୀଗୁଡ଼ିକୁ ଦେଖନ୍ତୁ
02:07 gchempaint,
02:09 libgcu0,
02:11 gcu-plugin,
02:13 libgcu-dbg,
02:16 gcu-bin.
02:19 ଏବେ ଆମେ User Manualକୁ ଯିବା
02:22 GChemPaint ଓ ତାହାର ୟୁଟିଲିଟୀଗୁଡ଼ିକୁ କିପରି ବ୍ୟବହାର କରାଯାଏ, ତାହାକୁ User Manual ସଂକ୍ଷିପ୍ତରେ ବୁଝାଇଥାଏ
02:28 ନିମ୍ନ ଲିଙ୍କ୍ରେ GchemPaint, User Manual ପ୍ରଦାନ କରିଥାଏ http://gchemutils.nongnu.org/paint/manual/index.html
02:34 GchemPaint ଓ ତାହାର ସମସ୍ତ ୟୁଟିଲିଟୀଗୁଡ଼ିକର ମେନୁବାର୍ସ ଓ Ubuntu Desktop ମେନୁବାର୍ରେ ଦେଖାଦେବ
02:43 ଏହା ହେଉଛି GchemPaintର ଟୁଲ୍ ବକ୍ସ
02:46 ବିଭିନ୍ନ ଷ୍ଟ୍ରକ୍ଚର୍ସ ଆଙ୍କିବାକୁ ଆମେ ବିଭିନ୍ନ ଟୁଲ୍ସ ବ୍ୟବହାର କରିବା
02:51 Current elementକୁ ପ୍ରତିବଦଳ କରିବାକୁ ଟୁଲ୍ ବକ୍ସରେ ଏକ ଇନବିଲ୍ଟ Periodic Table ରହିଛି
02:57 ଟୁଲ୍ ବକ୍ସରେ ଥିବା ବିଭିନ୍ନ ଟୁଲ୍ସ ବ୍ୟବହାର କରି ଏଠାରେ ବିଭିନ୍ନ ଷ୍ଟ୍ରକ୍ଚର୍ସ ଅଙ୍କାଯାଇଛି.
03:03 ଏହି ଶୃଙ୍ଖଳା ମଧ୍ୟରେ, ଏହିସବୁ ଟୁଲ୍ସ ବ୍ୟବହାର କରି ବିଭିନ୍ନ ଷ୍ଟ୍ରକ୍ଚର୍ସ କିପରି ଅଙ୍କାଯାଏ ବର୍ଣ୍ଣନା କରିବି
03:10 ଏବେ, GchemPaintର ୟୁଟିଲିଟୀ ସଫ୍ଟୱେର୍ ବିଷୟରେ ଆଲୋଚନା କରିବା
03:15 ଏହା ହେଉଛି Chemical Calculator ୱିଣ୍ଡୋ
03:19 ମୁଁ ସର୍ଚ୍ଚ ବାର୍ରେ C3H8 ଟାଇପ୍ କରି Enter ପ୍ରେସ୍ କରିବି
03:25 ଏହି ୱିଣ୍ଡୋ Propaneର ବିବରଣୀ ଓ Isotopic pattern ଦେଖାଇବ
03:32 ଏହା ହେଉଛି GChem3D ୱିଣ୍ଡୋ
03:35 ଏହା, GchemPaintରେ ଅଙ୍କାଯାଇଥିବା 2D ଷ୍ଟ୍ରକ୍ଚର୍ସର 3D ମଡେଲ୍ସ ଦେଖାଏ
03:41 GchemPaintର ନୂଆ ଭର୍ସନ୍ରେ ମୋଲେକ୍ୟୁଲ୍ସର ବିକଶିତ 3D ରେଣ୍ଡରିଙ୍ଗ୍ ରହିଛି
03:47 ଏହା ହେଉଛି GchemTable ୱିଣ୍ଡୋ
03:49 ଏଥିରେ ଏଲେମେଣ୍ଟସ୍ର Periodic Table ଓ ସେଗୁଡ଼ିକର ପ୍ରଣାଳୀ ରହିଛି
03:54 GchemPaintରେ ଆଉ ଏକ ବିଶେଷ ଫିଚର୍ ରହିଛି
03:58 GchemPaintରେ ଅଙ୍କା ଯାଇଥିବା 2D ଷ୍ଟ୍ରକଚର୍କୁ Jmol Applicationରେ 3D ଷ୍ଟ୍ରକଚର୍ ଭାବରେ ଦେଖାଯାଇପାରିବ
04:06 3Dରେ ଷ୍ଟ୍ରକଚର୍ସ ଦେଖିବା ପାଇଁ, GchemPaint ଫାଇଲ୍ ଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବାକୁ ପଡ଼ିବ
04:21 Jmol Application ପାଇଁ ଏକ ସଂକ୍ଷିପ୍ତ ପରିଚୟ
04:25 ଏହା ହେଉଛି ଏକ ମାଗଣା ଓ ଓପନ୍ ସୋର୍ସ Molecular Viewer
04:29 କେମିକାଲ୍ ଷ୍ଟ୍ରକଚର୍ର 3 ଡାଇମେନ୍ସନାଲ୍ ମଡେଲ୍ସ ତିଆରି କରିବାକୁ ଓ ଦେଖିବାକୁ ବ୍ୟବହୃତ ହୁଏ
04:34 proteins ଓ macromoleculesର ମାଧ୍ୟମିକ ଷ୍ଟ୍ରକଚର୍ ଦେଖିବାକୁ ବ୍ୟବହୃତ ହୁଏ
04:40 ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବସାଇଟ୍ରେ ଥିବା Jmol Application ସିରିଜ୍ ଦେଖନ୍ତୁ
04:47 GchemPaint ସିରିଜ୍ ରେ ଆମେ ଆକର୍ଷକ ଫିଚର୍ସ ବିଷୟରେ ଶିଖିବା, ଯେପରି -
04:52 Templates ଓ Residues ବ୍ୟବହାର
04:56 molecules and bonds ଗଠନ
05:01 Aromatic Molecular structures
05:06 Orbital overlap
05:10 Resonance Structures
05:14 3D Structures ଦେଖିବା
05:18 Periodic Table ପ୍ରଣାଳୀ ଦେଖିବା
05:23 ସଂକ୍ଷିପ୍ତରେ
05:25 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ
05:27 ସମସ୍ତ ୟୁଟିଲିଟୀ ଫାଇଲ୍ସ ସହିତ GchemPaint ଇନଷ୍ଟଲ୍ କରିବା
05:32 GchemPaint ଓ ତାହାର ୟୁଟୀଲିଟୀ ସଫ୍ଟୱେର୍ସର ମେନୁବାର୍ ଦେଖିବା
05:36 GchemPaintର ୟୁଜର୍ ମାନୁଆଲ୍ ବ୍ୟବହାର କରିବା
05:39 ବିଭିନ୍ନ GchemPaint ୟୁଟିଲିଟୀ ସଫ୍ଟୱେର୍ସ ବ୍ୟବହାର କରିବା
05:43 GchemPaint ଓ Jmol ଆପ୍ଲିକେଶନ୍ ମଧ୍ୟରେ ସମ୍ପର୍କକୁ ଦେଖିବା
05:48 GchemPaint ବ୍ୟବହାର କରି ଅଙ୍କାଯାଇପାରୁଥିବା ବିଭିନ୍ନ ଷ୍ଟକ୍ଚର୍ ଉପରେ ମଧ୍ୟ ନଜର ପକାଇଲେ
05:54 ଏହି ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:59 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06:03 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:07 ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:10 ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
06:16 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:20 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:26 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
06:31 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep