Geogebra/C3/Tangents-to-a-circle/Oriya
From Script | Spoken-Tutorial
| Time | Narration |
| 00:00 | ନମସ୍କାର ବନ୍ଧୁଗଣ….ଜିଓଜେବ୍ରାରେ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ଶେଷରେ, ଆପଣ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଅଙ୍କନ କରିପାରିବେ, ଟ୍ୟାଞ୍ଜେଣ୍ଟର ଗୁଣଗୁଡ଼ିକ ବୁଝିପାରିବେ |
| 00:17 | ଆମେ ଭାବୁଛୁ ଯେ ‘‘ଜିଓଜେବ୍ରା’’ ଉପରେ ଆପଣଙ୍କର ମୌଳିକ କାର୍ଯ୍ୟଜ୍ଞାନ ଅଛି |
| 00:22 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଆମର ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
| 00:27 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ‘‘Ubuntu Linux OS Version 11.10 Geogebra Version 3.2.47.0 |
| 00:41 | ଆମେ ନିମ୍ନ ଜିଓଜେବ୍ରା ଟୁଲ୍ ବ୍ୟବହାର କରିବା :
.Tangents .Perpendicular Bisector .Intersect two Objects .Compass .Polygon ଓ .Circle with Center and Radius. |
| 00:58 | ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ |
| 01:01 | Dash home, Media Apps ଉପରେ କ୍ଲିକ୍ କରନ୍ତୁ. ଟାଇପ୍ ତଳେ ଥିବା ‘‘ଏଜୁକେସନ୍’’ ଏବଂ ‘‘ଜିଓଜୋବ୍ରା’’ ଚୟନ କରନ୍ତୁ |
| 01:13 | ବର୍ତ୍ତମାନ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ର ସଂଜ୍ଞା ନିରୂପଣ କରିବା |
| 01:16 | "ଟ୍ୟାଞ୍ଜେଣ୍ଟ ହେଉଛି ବୃତ୍ତକୁ କେବଳ ଗୋଟିଏ ପଏଣ୍ଟରେ ସ୍ପର୍ଶ କରୁଥିବା ଏକ ସରଳରେଖା’’ |
| 01:22 | ସ୍ପର୍ଶ କରୁଥିବା ପଏଣ୍ଟକୁ ‘‘ପଏଣ୍ଟ ଅଫ୍ ଟ୍ୟାଞ୍ଜେନ୍ସୀ’’ କୁହାଯାଏ |
| 01:27 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ "Axes", ବଦଳରେ ‘Grid layout ବ୍ୟବହାର କରିବି, ଡ୍ରଇଂ ପ୍ୟାଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 01:35 | Axesକୁ, Uncheck କରନ୍ତୁ Grid ଚୟନ କରନ୍ତୁ |
| 01:39 | ଏକ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଡ୍ର କରିବା ପାଇଁ |
| 01:42 | ପ୍ରଥମେ ଏକ ସର୍କଲ୍ ଡ୍ର କରନ୍ତୁ |
| 01:45 | ଟୁଲ୍ ବାର୍ ରୁ Circle with Center and Radius ଟୁଲ୍ ଚୟନ କରନ୍ତୁ |
| 01:49 | ଡ୍ରଇଂ ପ୍ୟାଡ୍ ଉପରେ ଏକ ପଏଣ୍ଟ 'A' ମାର୍କ କରନ୍ତୁ |
| 01:52 | ଗୋଟିଏ ଡାଏଲଗ୍ ବକ୍ସ ଓପନ୍ ହେବ |
| 01:53 | ରେଡିୟସ୍ ପାଇଁ ଭାଲ୍ୟୁ 3 ଟାଇପ୍ କରନ୍ତୁ, 'OK କ୍ଲିକ୍ କରନ୍ତୁ |
| 01:58 | ସେଣ୍ଟର Aଏବଂ '3' ସେଣ୍ଟିମିଟର ରେଡିୟସ୍ ଥିବା ଏକ ସର୍କଲ ଡ୍ର ହୋଇଛି |
| 02:04 | ପଏଣ୍ଟ A ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ଯେ ସର୍କଲରେ ସମାନ ରେଡିୟସ୍ ରହିଛି |
| 02:09 | New Pointଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସର୍କଲ୍ ବାହାରେ ଏକ ପଏଣ୍ଟ B ମାର୍କ କରନ୍ତୁ |
| 02:15 | Segment between Two Points ଟୁଲ୍ ଚୟନ କରନ୍ତୁ. ପଏଣ୍ଟ A ଏବଂ Bଜଏଣ୍ଟ କରନ୍ତୁ । segment AB ଡ୍ର ହୋଇଛି |
| 02:25 | Perpendicular Bisector' ଟୁଲ୍ ଚୟନ କରନ୍ତୁ . Aଏବଂ B ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . segment AB ପ୍ରତି Perpendicular bisector ଡ୍ର ହୋଇଛି |
| 02:37 | Segment AB ଏବଂ perpendicular bisector ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି. Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 02:44 | ଇଣ୍ଟରସେକସନ୍ ପଏଣ୍ଟକୁ C' ଭାବରେ ମାର୍କ କରନ୍ତୁ. ପଏଣ୍ଟ B ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ Bସହ perpendicular bisector ଏବଂ point C ମୁଭ୍ କରୁଛନ୍ତି |
| 02:59 | ABର ମିଡ୍ ପଏଣ୍ଟ C ବୋଲି କିପରି ଭେରିଫାଏ କରିବେ? |
| 03:02 | Distance ଟୁଲ୍ ଉପରେ କ୍ଲିକ୍ କରନ୍ତୁ. A , C, C ,'B ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . ଦେଖନ୍ତୁ ଯେ AC = CB ଦର୍ଶାଉଛି ଯେ C ହେଉଛି ABର ମିଡ୍ ପଏଣ୍ଟ'. |
| 03:20 | ଟୁଲ୍ ବାର୍ ରୁ Compass ଟୁଲ୍ ସିଲେକ୍ଟ କରନ୍ତୁ, C, B ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ C ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ |
| 03:30 | ଦୁଇଟି ସର୍କଲ୍ ଦୁଇଟି ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି |
| 03:33 | Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ. D ଏବଂ Eକୁ ଇଣ୍ଟରସେକସନ୍ ପଏଣ୍ଟ ଭାବରେ ମାର୍କ କରନ୍ତୁ |
| 03:42 | Segment between Two Points ଟୁଲ୍ ଚୟନ କରନ୍ତୁ |
| 03:45 | B, D ଏବଂ B , E ପଏଣ୍ଟଗୁଡ଼ିକୁ ଜଏଣ୍ଟ କରନ୍ତୁ |
| 03:53 | Segment BD ଏବଂ BE circle c ପ୍ରତି ଟ୍ୟାଞ୍ଜେଣ୍ଟ |
| 03:59 | ସର୍କଲ୍ ପ୍ରତି ଏହି ଟ୍ୟାଞ୍ଜେଣ୍ଟଗୁଡ଼ିକର କେତେକ ପ୍ରପର୍ଟି ବିଷୟରେ ଜାଣିବା |
| 04:05 | Segment between Two Points ଟୁଲ୍ ଚୟନ କରନ୍ତୁ |
| 04:08 | A, D ଏବଂ A, E ପଏଣ୍ଟଗୁଡ଼ିକ ଜଏଣ୍ଟ କରନ୍ତୁ |
| 04:14 | ତ୍ରିଭୁଜ ADB ଏବଂ ABEରେ, segment AD= segment AE (circle 'c'ର ବ୍ୟାସାର୍ଦ୍ଧ)
Algebra View ରୁ ଦେଖିବା ଯେ segment AD= segment AE. |
| 04:34 | ∠ADB= ∠BEA, ସର୍କଲ୍ dର ସେମିସର୍କଲ୍ ର କୋଣ . ଆସନ୍ତୁ କୋଣଟିକୁ ମାପିବା |
| 04:48 | Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ. A, D, B ଏବଂ B, E, Aପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ, କୋଣଗୁଡ଼ିକ ସମାନ ଅଛି |
| 05:03 | Segment AB ଉଭୟ ତ୍ରିଭୁଜରେ କମନ୍ ରହିଛି, ତେଣୁ SAS ଅନୁରୂପତାଅନୁଯାୟୀ △ADB '≅' (ଇଜ୍ କଙ୍ଗ୍ରୁଏଣ୍ଟ) △ABE |
| 05:20 | ଏହା ଦର୍ଶାଉଛି : tangents BD ଏବଂ BE ସମାନ! |
| 05:26 | Algebra Viewରୁ, ଆମେ ଜାଣିପାରୁଛୁ ଯେ tangents BDଏବଂ BE ସମାନ |
| 05:33 | ଦେଖନ୍ତୁ, ଟ୍ୟାଞ୍ଜେଣ୍ଟ ସବୁବେଳେ, ବୃତ୍ତକୁ ସ୍ପର୍ଶ କରୁଥିବା ସ୍ଥାନଠାରେ ବ୍ୟାସାର୍ଦ୍ଧ ପ୍ରତି ସମକୋଣରେ ରହିଛି. ପଏଣ୍ଟ Bକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ B ସହ ଟ୍ୟାଞ୍ଜେଣ୍ଟଗୁଡ଼ିକ ମୁଭ୍ କରୁଛନ୍ତି |
| 05:50 | ବର୍ତ୍ତମାନ ଫାଇଲ୍ ସେଭ୍ କରିବା. File'>> Save Asଉପରେ କ୍ଲିକ୍ କରନ୍ତୁ |
| 05:54 | ଫାଇଲ୍ ନେମ୍ Tangent-circle ଟାଇପ୍ କରନ୍ତୁ. 'Save' କ୍ଲିକ୍ କରନ୍ତୁ |
| 06:08 | ଏକ ଥିଓରମ୍ ଉଲ୍ଲେଖ କରିବା |
| 06:11 | " tangency ପଏଣ୍ଟରେ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ ଆଙ୍ଗଲ୍ ସମାନ କର୍ଡ ଦ୍ୱାରା ଅଙ୍କିତ ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ.
ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ Angle DFB = କର୍ଡ BF ର ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ |
| 06:34 | ଆସନ୍ତୁ ଥିଓରମ୍ କୁ ଭେରିଫାଏ କରିବା |
| 06:38 | ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. File >> New ଉପରେ କ୍ଲିକ୍ କରନ୍ତୁ. ଏକ ସର୍କଲ୍ ଡ୍ର କରନ୍ତୁ |
| 06:48 | ଟୁଲ୍ ବାର୍ ରୁ Circle with Center through Point' ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ଏକ ପଏଣ୍ଟ Aକୁ ସେଣ୍ଟର ଭାବରେ ମାର୍କ କରନ୍ତୁ ଏବଂ 'B' ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ |
| 06:59 | New Point' ଟୁଲ୍ ସିଲେକ୍ଟ କରନ୍ତୁ . ସର୍କମଫରେନ୍ସ ଉପରେ pointC ଏବଂ ସର୍କଲ୍ ବାହାରେ D ମାର୍କ କରନ୍ତୁ |
| 07:06 | ଟୁଲ୍ ବାର୍ ରୁ Tangents ଟୁଲ୍ ସିଲେକ୍ଟ କରନ୍ତୁ . ପଏଣ୍ଟ D ଓ ସର୍କମଫରେନ୍ସ ଉପରେ କ୍ଲିକ୍ କରନ୍ତୁ |
| 07:14 | ସର୍କଲ୍ ପ୍ରତି ଦୁଇଟି ଟ୍ୟାଞ୍ଜେଣ୍ଟ ଡ୍ର ହୋଇଛି |
| 07:16 | ଟ୍ୟାଞ୍ଜେଣ୍ଟଗୁଡ଼ିକ ସର୍କଲରେ ଦୁଇଟି ପଏଣ୍ଟରେ ଭେଟୁଛନ୍ତି |
| 07:20 | Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସମ୍ପର୍କର ପଏଣ୍ଟକୁ E ଏବଂ Fଭାବରେ ମାର୍କ କରନ୍ତୁ |
| 07:28 | ଆସନ୍ତୁ ଗୋଟିଏ ତ୍ରିଭୁଜ ଅଙ୍କନ କରିବା . Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 07:31 | B, C, F ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ B ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ |
| 07:41 | ଚିତ୍ରରେ , circle c ପ୍ରତି କର୍ଡ ହେଉଛି BF |
| 07:45 | ∠FCB ହେଉଛି ସର୍କଲ c ପ୍ରତି କର୍ଡ ଦ୍ୱାରା ଅନ୍ତର୍ଲିଖିତ କୋଣ |
| 07:53 | ∠DFB ହେଉଛି ଟ୍ୟାଞ୍ଜେଣ୍ଟ ଏବଂ ସର୍କଲ c ପ୍ରତି କର୍ଡ ମଧ୍ୟରେ କୋଣ |
| 08:01 | ଆସନ୍ତୁ କୋଣଗୁଡ଼ିକ ମାପିବା, Angle' ଟୁଲ୍ ଉପରେ କ୍ଲିକ୍ କରନ୍ତୁ, D, F, B ଏବଂ F, C, B ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 08:14 | ଦେଖନ୍ତୁ ଯେ ∠DFB = ∠FCB । ପଏଣ୍ଟ Dକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ 'D' ପଏଣ୍ଟ ସହ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମୁଭ୍ କରୁଛନ୍ତି |
| 08:31 | ଫାଇଲ୍ ସେଭ୍ କରନ୍ତୁ . File >> Save As ଉପରେ କ୍ଲିକ୍ କରନ୍ତୁ |
| 08:36 | ଫାଇଲ୍ ନେମ୍ Tangent-angle ଟାଇପ୍ କରନ୍ତୁ . Save' ଉପରେ କ୍ଲିକ୍ କରନ୍ତୁ . ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
| 08:50 | ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 08:57 | * ଏକ ବାହ୍ୟ ପଏଣ୍ଟରୁ ଡ୍ର କରାଯାଇଥିବା ଦୁଇଟି ଟ୍ୟାଞ୍ଜେଣ୍ଟ ସମାନ |
| 09:01 | * ଟ୍ୟାଞ୍ଜେଣ୍ଟ ଏବଂ ସର୍କଲର ରେଡିୟସ୍ ମଧ୍ୟରେ କୋଣ 90^0 |
| 09:07 | * ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ କୋଣର ମାପ କର୍ଡ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣର ମାପ ସହ ସମାନ |
| 09:14 | ଆସାଇନମେଣ୍ଟ ଭାବରେ, ଏହା ସିଦ୍ଧ କରନ୍ତୁ ଯେ, |
| 09:17 | "ସର୍କଲ୍ ପ୍ରତି ଅଙ୍କନ ହୋଇଥିବା ଟ୍ୟାଞ୍ଜେଣ୍ଟ ଗୁଡ଼ିକ ମଧ୍ୟରେ କୋଣ, କେନ୍ଦ୍ରଠାରେ ପଏଣ୍ଟ ଅଫ୍ କଣ୍ଟାକ୍ଟଗୁଡ଼ିକୁ ଜଏଣ୍ଟ କରୁଥିବା ଲାଇନ୍ ସେଗମେଣ୍ଟ ଦ୍ୱାରା ଅଙ୍କିତ କୋଣ ସହ ଅନୁପୂରକ |
| 09:30 | ଭେରିଫାଏ କରିବା ପାଇଁ, ଗୋଟିଏ ସର୍କଲ୍ ଡ୍ର କରନ୍ତୁ . ଗୋଟିଏ ବାହ୍ୟ ପଏଣ୍ଟରୁ ଟ୍ୟାଞ୍ଜେଣ୍ଟ ଡ୍ର କରନ୍ତୁ |
| 09:37 | ଟ୍ୟାଞ୍ଜେଣ୍ଟଗୁଡ଼ିକର ପଏଣ୍ଟ ଅଫ୍ କଣ୍ଟାକ୍ଟ ମାର୍କ କରନ୍ତୁ . ସର୍କଲର ସେଣ୍ଟର ସହ ପଏଣ୍ଟ ଅଫ୍ କଣ୍ଟାକ୍ଟ ଯୋଡ଼ନ୍ତୁ |
| 09:44 | ସେଣ୍ଟରରେ କୋଣ ମାପ କରନ୍ତୁ, ଟ୍ୟାଞ୍ଜେଣ୍ଟଗୁଡ଼ିକ ମଧ୍ୟରେ କୋଣ ମାପ କରନ୍ତୁ |
| 09:49 | ଉପରୋକ୍ତ ଦୁଇଟି କୋଣର ସମଷ୍ଟି କେତେ? କେନ୍ଦ୍ର ସହ ବାହ୍ୟ ପଏଣ୍ଟ ଯୋଡ଼ନ୍ତୁ |
| 09:55 | ସେଣ୍ଟରରେ ଲାଇନ୍-ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରୁଛି କି? ସୂଚନା: Angle Bisector ଟୁଲ୍ ବ୍ୟବହାର କରନ୍ତୁ |
| 10:05 | ଆଉଟପୁଟ୍ ଏହିପରି ହେବା ଉଚିତ |
| 10:08 | କୋଣଗୁଡ଼ିକର ସମଷ୍ଟି 180^0. ଲାଇନ୍ ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରେ |
| 10:16 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. http://spoken-tutorial.org/What is a Spoken Tutorial |
| 10:19 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
| 10:32 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 10:35 | ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ |
| 10:42 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:47 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:54 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
| 11:04 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |