Geogebra/C3/Tangents-to-a-circle/Oriya

From Script | Spoken-Tutorial
Jump to: navigation, search
Time Narration
00:00 ନମସ୍କାର ବନ୍ଧୁଗଣ….ଜିଓଜେବ୍ରାରେ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ଶେଷରେ, ଆପଣ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଅଙ୍କନ କରିପାରିବେ, ଟ୍ୟାଞ୍ଜେଣ୍ଟର ଗୁଣଗୁଡ଼ିକ ବୁଝିପାରିବେ
00:17 ଆମେ ଭାବୁଛୁ ଯେ ‘‘ଜିଓଜେବ୍ରା’’ ଉପରେ ଆପଣଙ୍କର ମୌଳିକ କାର୍ଯ୍ୟଜ୍ଞାନ ଅଛି
00:22 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଆମର ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:27 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ‘‘Ubuntu Linux OS Version 11.10 Geogebra Version 3.2.47.0
00:41 ଆମେ ନିମ୍ନ ଜିଓଜେବ୍ରା ଟୁଲ୍ ବ୍ୟବହାର କରିବା :.Tangents .Perpendicular Bisector.Intersect two Objects.Compass.Polygon ଓ.Circle with Center and Radius.
00:58 ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ
01:01 Dash home, Media Apps ଉପରେ କ୍ଲିକ୍ କରନ୍ତୁ. ଟାଇପ୍ ତଳେ ଥିବା ‘‘ଏଜୁକେସନ୍’’ ଏବଂ ‘‘ଜିଓଜୋବ୍ରା’’ ଚୟନ କରନ୍ତୁ
01:13 ବର୍ତ୍ତମାନ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ର ସଂଜ୍ଞା ନିରୂପଣ କରିବା
01:16 "ଟ୍ୟାଞ୍ଜେଣ୍ଟ ହେଉଛି ବୃତ୍ତକୁ କେବଳ ଗୋଟିଏ ପଏଣ୍ଟରେ ସ୍ପର୍ଶ କରୁଥିବା ଏକ ସରଳରେଖା’’
01:22 ସ୍ପର୍ଶ କରୁଥିବା ପଏଣ୍ଟକୁ ‘‘ପଏଣ୍ଟ ଅଫ୍ ଟ୍ୟାଞ୍ଜେନ୍ସୀ’’ କୁହାଯାଏ
01:27 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ "Axes", ବଦଳରେ ‘Grid layout ବ୍ୟବହାର କରିବି, ଡ୍ରଇଂ ପ୍ୟାଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
01:35 Axesକୁ, Uncheck କରନ୍ତୁ Grid ଚୟନ କରନ୍ତୁ
01:39 ଏକ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଡ୍ର କରିବା ପାଇଁ
01:42 ପ୍ରଥମେ ଏକ ସର୍କଲ୍ ଡ୍ର କରନ୍ତୁ
01:45 ଟୁଲ୍ ବାର୍ ରୁ Circle with Center and Radius ଟୁଲ୍ ଚୟନ କରନ୍ତୁ
01:49 ଡ୍ରଇଂ ପ୍ୟାଡ୍ ଉପରେ ଏକ ପଏଣ୍ଟ 'A' ମାର୍କ କରନ୍ତୁ
01:52 ଗୋଟିଏ ଡାଏଲଗ୍ ବକ୍ସ ଓପନ୍ ହେବ,ରେଡିୟସ୍ ପାଇଁ ଭାଲ୍ୟୁ 3 ଟାଇପ୍ କରନ୍ତୁ, 'OK କ୍ଲିକ୍ କରନ୍ତୁ
01:58 ସେଣ୍ଟର Aଏବଂ '3' ସେଣ୍ଟିମିଟର ରେଡିୟସ୍ ଥିବା ଏକ ସର୍କଲ ଡ୍ର ହୋଇଛି
02:04 ପଏଣ୍ଟ A ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ଯେ ସର୍କଲରେ ସମାନ ରେଡିୟସ୍ ରହିଛି
02:09 New Pointଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସର୍କଲ୍ ବାହାରେ ଏକ ପଏଣ୍ଟ B ମାର୍କ କରନ୍ତୁ
02:15 Segment between Two Points ଟୁଲ୍ ଚୟନ କରନ୍ତୁ. ପଏଣ୍ଟ A ଏବଂ Bଜଏଣ୍ଟ କରନ୍ତୁ । segment AB ଡ୍ର ହୋଇଛି
02:25 Perpendicular Bisector' ଟୁଲ୍ ଚୟନ କରନ୍ତୁ . Aଏବଂ B ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . segment AB ପ୍ରତି Perpendicular bisector ଡ୍ର ହୋଇଛି
02:37 Segment AB ଏବଂ perpendicular bisector ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି. Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:44 ଇଣ୍ଟରସେକସନ୍ ପଏଣ୍ଟକୁ C' ଭାବରେ ମାର୍କ କରନ୍ତୁ. ପଏଣ୍ଟ B ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ Bସହ perpendicular bisector ଏବଂ point C ମୁଭ୍ କରୁଛନ୍ତି
02:59 ABର ମିଡ୍ ପଏଣ୍ଟ C ବୋଲି କିପରି ଭେରିଫାଏ କରିବେ?
03:02 Distance ଟୁଲ୍ ଉପରେ କ୍ଲିକ୍ କରନ୍ତୁ. A , C, C ,'B ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . ଦେଖନ୍ତୁ ଯେ AC = CB ଦର୍ଶାଉଛି ଯେ C ହେଉଛି ABର ମିଡ୍ ପଏଣ୍ଟ'.
03:20 ଟୁଲ୍ ବାର୍ ରୁ Compass ଟୁଲ୍ ସିଲେକ୍ଟ କରନ୍ତୁ, C, B ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ C ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ
03:30 ଦୁଇଟି ସର୍କଲ୍ ଦୁଇଟି ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି
03:33 Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ. D ଏବଂ Eକୁ ଇଣ୍ଟରସେକସନ୍ ପଏଣ୍ଟ ଭାବରେ ମାର୍କ କରନ୍ତୁ
03:42 Segment between Two Points ଟୁଲ୍ ଚୟନ କରନ୍ତୁ
03:45 B, D ଏବଂ B , E ପଏଣ୍ଟଗୁଡ଼ିକୁ ଜଏଣ୍ଟ କରନ୍ତୁ
03:53 Segment BD ଏବଂ BE circle c ପ୍ରତି ଟ୍ୟାଞ୍ଜେଣ୍ଟ
03:59 ସର୍କଲ୍ ପ୍ରତି ଏହି ଟ୍ୟାଞ୍ଜେଣ୍ଟଗୁଡ଼ିକର କେତେକ ପ୍ରପର୍ଟି ବିଷୟରେ ଜାଣିବା
04:05 Segment between Two Points ଟୁଲ୍ ଚୟନ କରନ୍ତୁ
04:08 A, D ଏବଂ A, E ପଏଣ୍ଟଗୁଡ଼ିକ ଜଏଣ୍ଟ କରନ୍ତୁ
04:14 ତ୍ରିଭୁଜ ADB ଏବଂ ABEରେ, segment AD= segment AE (circle 'c'ର ବ୍ୟାସାର୍ଦ୍ଧ)

Algebra View ରୁ ଦେଖିବା ଯେ segment AD= segment AE.

04:34 ∠ADB= ∠BEA, ସର୍କଲ୍ dର ସେମିସର୍କଲ୍ ର କୋଣ . ଆସନ୍ତୁ କୋଣଟିକୁ ମାପିବା
04:48 Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ. A, D, B ଏବଂ B, E, Aପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ, କୋଣଗୁଡ଼ିକ ସମାନ ଅଛି
05:03 Segment AB ଉଭୟ ତ୍ରିଭୁଜରେ କମନ୍ ରହିଛି, ତେଣୁ SAS ଅନୁରୂପତାଅନୁଯାୟୀ △ADB '≅' (ଇଜ୍ କଙ୍ଗ୍ରୁଏଣ୍ଟ) △ABE
05:20 ଏହା ଦର୍ଶାଉଛି : tangents BD ଏବଂ BE ସମାନ!
05:26 Algebra Viewରୁ, ଆମେ ଜାଣିପାରୁଛୁ ଯେ tangents BDଏବଂ BE ସମାନ
05:33 ଦେଖନ୍ତୁ, ଟ୍ୟାଞ୍ଜେଣ୍ଟ ସବୁବେଳେ, ବୃତ୍ତକୁ ସ୍ପର୍ଶ କରୁଥିବା ସ୍ଥାନଠାରେ ବ୍ୟାସାର୍ଦ୍ଧ ପ୍ରତି ସମକୋଣରେ ରହିଛି. ପଏଣ୍ଟ Bକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ B ସହ ଟ୍ୟାଞ୍ଜେଣ୍ଟଗୁଡ଼ିକ ମୁଭ୍ କରୁଛନ୍ତି
05:50 ବର୍ତ୍ତମାନ ଫାଇଲ୍ ସେଭ୍ କରିବା. File'>> Save Asଉପରେ କ୍ଲିକ୍ କରନ୍ତୁ
05:54 ଫାଇଲ୍ ନେମ୍ Tangent-circle ଟାଇପ୍ କରନ୍ତୁ. 'Save' କ୍ଲିକ୍ କରନ୍ତୁ
06:08 ଏକ ଥିଓରମ୍ ଉଲ୍ଲେଖ କରିବା
06:11 " tangency ପଏଣ୍ଟରେ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ ଆଙ୍ଗଲ୍ ସମାନ କର୍ଡ ଦ୍ୱାରା ଅଙ୍କିତ ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ.

ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ Angle DFB = କର୍ଡ BF ର ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ

06:34 ଆସନ୍ତୁ ଥିଓରମ୍ କୁ ଭେରିଫାଏ କରିବା
06:38 ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. File >> New ଉପରେ କ୍ଲିକ୍ କରନ୍ତୁ. ଏକ ସର୍କଲ୍ ଡ୍ର କରନ୍ତୁ
06:48 ଟୁଲ୍ ବାର୍ ରୁ Circle with Center through Point' ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ଏକ ପଏଣ୍ଟ Aକୁ ସେଣ୍ଟର ଭାବରେ ମାର୍କ କରନ୍ତୁ ଏବଂ 'B' ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ
06:59 New Point' ଟୁଲ୍ ସିଲେକ୍ଟ କରନ୍ତୁ . ସର୍କମଫରେନ୍ସ ଉପରେ pointC ଏବଂ ସର୍କଲ୍ ବାହାରେ D ମାର୍କ କରନ୍ତୁ
07:06 ଟୁଲ୍ ବାର୍ ରୁ Tangents ଟୁଲ୍ ସିଲେକ୍ଟ କରନ୍ତୁ . ପଏଣ୍ଟ D ଓ ସର୍କମଫରେନ୍ସ ଉପରେ କ୍ଲିକ୍ କରନ୍ତୁ
07:14 ସର୍କଲ୍ ପ୍ରତି ଦୁଇଟି ଟ୍ୟାଞ୍ଜେଣ୍ଟ ଡ୍ର ହୋଇଛି
07:16 ଟ୍ୟାଞ୍ଜେଣ୍ଟଗୁଡ଼ିକ ସର୍କଲରେ ଦୁଇଟି ପଏଣ୍ଟରେ ଭେଟୁଛନ୍ତି
07:20 Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସମ୍ପର୍କର ପଏଣ୍ଟକୁ E ଏବଂ Fଭାବରେ ମାର୍କ କରନ୍ତୁ
07:28 ଆସନ୍ତୁ ଗୋଟିଏ ତ୍ରିଭୁଜ ଅଙ୍କନ କରିବା . Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:31 B, C, F ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ B ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ
07:41 ଚିତ୍ରରେ , circle c ପ୍ରତି କର୍ଡ ହେଉଛି BF
07:45 ∠FCB ହେଉଛି ସର୍କଲ c ପ୍ରତି କର୍ଡ ଦ୍ୱାରା ଅନ୍ତର୍ଲିଖିତ କୋଣ
07:53 ∠DFB ହେଉଛି ଟ୍ୟାଞ୍ଜେଣ୍ଟ ଏବଂ ସର୍କଲ c ପ୍ରତି କର୍ଡ ମଧ୍ୟରେ କୋଣ
08:01 ଆସନ୍ତୁ କୋଣଗୁଡ଼ିକ ମାପିବା, Angle' ଟୁଲ୍ ଉପରେ କ୍ଲିକ୍ କରନ୍ତୁ, D, F, B ଏବଂ F, C, B ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
08:14 ଦେଖନ୍ତୁ ଯେ ∠DFB = ∠FCB । ପଏଣ୍ଟ Dକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ 'D' ପଏଣ୍ଟ ସହ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମୁଭ୍ କରୁଛନ୍ତି
08:31 ଫାଇଲ୍ ସେଭ୍ କରନ୍ତୁ . File >> Save As ଉପରେ କ୍ଲିକ୍ କରନ୍ତୁ
08:36 ଫାଇଲ୍ ନେମ୍ Tangent-angle ଟାଇପ୍ କରନ୍ତୁ . Save' ଉପରେ କ୍ଲିକ୍ କରନ୍ତୁ . ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
08:50 ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
08:57 ଏକ ବାହ୍ୟ ପଏଣ୍ଟରୁ ଡ୍ର କରାଯାଇଥିବା ଦୁଇଟି ଟ୍ୟାଞ୍ଜେଣ୍ଟ ସମାନ
09:01 ଟ୍ୟାଞ୍ଜେଣ୍ଟ ଏବଂ ସର୍କଲର ରେଡିୟସ୍ ମଧ୍ୟରେ କୋଣ 90^0
09:07 ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ କୋଣର ମାପ କର୍ଡ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣର ମାପ ସହ ସମାନ
09:14 ଆସାଇନମେଣ୍ଟ ଭାବରେ, ଏହା ସିଦ୍ଧ କରନ୍ତୁ ଯେ,
09:17 "ସର୍କଲ୍ ପ୍ରତି ଅଙ୍କନ ହୋଇଥିବା ଟ୍ୟାଞ୍ଜେଣ୍ଟ ଗୁଡ଼ିକ ମଧ୍ୟରେ କୋଣ, କେନ୍ଦ୍ରଠାରେ ପଏଣ୍ଟ ଅଫ୍ କଣ୍ଟାକ୍ଟଗୁଡ଼ିକୁ ଜଏଣ୍ଟ କରୁଥିବା ଲାଇନ୍ ସେଗମେଣ୍ଟ ଦ୍ୱାରା ଅଙ୍କିତ କୋଣ ସହ ଅନୁପୂରକ
09:30 ଭେରିଫାଏ କରିବା ପାଇଁ, ଗୋଟିଏ ସର୍କଲ୍ ଡ୍ର କରନ୍ତୁ . ଗୋଟିଏ ବାହ୍ୟ ପଏଣ୍ଟରୁ ଟ୍ୟାଞ୍ଜେଣ୍ଟ ଡ୍ର କରନ୍ତୁ
09:37 ଟ୍ୟାଞ୍ଜେଣ୍ଟଗୁଡ଼ିକର ପଏଣ୍ଟ ଅଫ୍ କଣ୍ଟାକ୍ଟ ମାର୍କ କରନ୍ତୁ . ସର୍କଲର ସେଣ୍ଟର ସହ ପଏଣ୍ଟ ଅଫ୍ କଣ୍ଟାକ୍ଟ ଯୋଡ଼ନ୍ତୁ
09:44 ସେଣ୍ଟରରେ କୋଣ ମାପ କରନ୍ତୁ, ଟ୍ୟାଞ୍ଜେଣ୍ଟଗୁଡ଼ିକ ମଧ୍ୟରେ କୋଣ ମାପ କରନ୍ତୁ
09:49 ଉପରୋକ୍ତ ଦୁଇଟି କୋଣର ସମଷ୍ଟି କେତେ? କେନ୍ଦ୍ର ସହ ବାହ୍ୟ ପଏଣ୍ଟ ଯୋଡ଼ନ୍ତୁ
09:55 ସେଣ୍ଟରରେ ଲାଇନ୍-ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରୁଛି କି? ସୂଚନା: Angle Bisector ଟୁଲ୍ ବ୍ୟବହାର କରନ୍ତୁ
10:05 ଆଉଟପୁଟ୍ ଏହିପରି ହେବା ଉଚିତ
10:08 କୋଣଗୁଡ଼ିକର ସମଷ୍ଟି 180^0. ଲାଇନ୍ ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରେ
10:16 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. http://spoken-tutorial.org/What is a Spoken Tutorial
10:19 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
10:32 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:35 ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ
10:42 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:47 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:54 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
11:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep