Geogebra/C3/Theorems-on-Chords-and-Arcs/Oriya
From Script | Spoken-Tutorial
| Time | Narration |
| 00:01 | ନମସ୍କାର ବନ୍ଧୁଗଣ...‘‘ଜିଓଜେବ୍ରାରେ କର୍ଡ୍ସ ଏବଂ ଚାପ ଉପରେ ଥିଓରମ୍ସ’’ ର ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ । |
| 00:08 | ଏହି ଟ୍ୟୁଟୋରିଆଲ୍ ଶେଷରେ, |
| 00:09 | ଆପଣ ନିମ୍ନଲିଖିତ ସିଦ୍ଧ କରିବାକୁ ସକ୍ଷମ ହେବେ, |
| 00:14 | Chords of Circle |
| 00:16 | Arc of Circle |
| 00:18 | ଆମେ ଭାବୁଛୁ ଯେ ‘‘ଜିଓଜେବ୍ରା’’ ଉପରେ ଆପଣଙ୍କର ମୌଳିକ କାର୍ଯ୍ୟଜ୍ଞାନ ଅଛି |
| 00:23 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଆମର ୱେବସାଇଟ୍ deKantu http://spoken-tutorial.org |
| 00:30 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି |
| 00:32 | ‘‘Ubuntu Linux OS Version 11.10 |
| 00:36 | Geogebra Version 3.2.47.0 |
| 00:42 | ଆମେ ବ୍ୟବହାର କରିବାକୁ ଥିବା Geogebra ଟୁଲ୍’’ ଗୁଡ଼ିକ ହେଉଛି : |
| 00:47 | * Circle with Center and Radius |
| 00:49 | * Circular Sector with Center between Two ପଏଣ୍ଟs |
| 00:53 | * Circular Arc with Center between Two ପଏଣ୍ଟs |
| 00:56 | * Midପଏଣ୍ଟ ଏବଂ |
| 00:58 | * Perpendicular line |
| 01:00 | ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ |
| 01:02 | Dash home, Media Apps ଉପରେ କ୍ଲିକ୍ କରନ୍ତୁ. |
| 01:06 | ଟାଇପ୍ ତଳେ ଥିବା ‘‘ଏଜୁକେସନ୍’’ ଏବଂ ‘‘ଜିଓଜୋବ୍ରା’’ ଚୟନ କରନ୍ତୁ |
| 01:15 | ଏକ ଥିଓରମ୍ ଉଲ୍ଲେଖ କରିବା: |
| 01:17 | " ସର୍କଲ୍ ର କେନ୍ଦ୍ରଠାରୁ କର୍ଡ ପର୍ପେଣ୍ଡିକୁଲାର୍ ଥିଲେ ଏହା କର୍ଡକୁ ଦୁଇ ଭାଗରେ ବିଭକ୍ତ କରେ |
| 01:23 | ବୃତ୍ତ ର କେନ୍ଦ୍ର ‘‘A ଠାରୁ ପର୍ପେଣ୍ଡିକୁଲାର୍ BC'’ ଏହାକୁ ଦୁଇ ଭାଗରେ ଛେଦନ କରେ |
| 01:32 | ଆସନ୍ତୁ ଥିଓରମ୍ କୁ ସିଦ୍ଧ କରିବା |
| 01:37 | ଏହି ଟ୍ୟୁଟୋରିଆଲ୍ ପାଇଁ, ମୁଁ Axes ବଦଳରେ 'Grid' ବ୍ୟବହାର କରିବି |
| 01:42 | ଡ୍ରଇଂ ପ୍ୟାଡ୍ ରେ ରାଇଟ୍ କ୍ଲିକ୍ କରନ୍ତୁ |
| 01:44 | Graphic view'ରେ Axesକୁ , uncheck କରନ୍ତୁ. |
| 01:47 | Grid' Select କରନ୍ତୁ. |
| 01:51 | ବର୍ତ୍ତମାନ ଏକ ସର୍କଲ୍ ଡ୍ର କରନ୍ତୁ |
| 01:54 | ଟୁଲ୍ ବାର୍ ରୁ Circle with Center and Radius ଟୁଲ୍ ସିଲେକ୍ଟ କରନ୍ତୁ |
| 01:58 | ଡ୍ରଇଂ ପ୍ୟାଡ୍ ରେ ଏକ ପଏଣ୍ଟ A ଚିହ୍ନଟ କରନ୍ତୁ |
| 02:01 | ଗୋଟିଏ ଡାଏଲଗ୍ ବକ୍ସ ଖୋଲିବ । |
| 02:03 | ରେଡିୟସ୍ ପାଇଁ value 3 ଟାଇପ୍ କରନ୍ତୁ । |
| 02:06 | OK Click କରନ୍ତୁ । |
| 02:07 | ସେଣ୍ଟର A ଏବଂ 3ସେଣ୍ଟିମିଟର' ରେଡିୟସ୍ ଥିବା ଏକ ସର୍କଲ୍ ଅଙ୍କିତ ହୋଇଛି । |
| 02:13 | ପଏଣ୍ଟ A ମୁଭ୍ କଲେ ସର୍କଲ୍ ମଧ୍ୟ ମୁଭ୍ କରିବା ଦେଖିପାରିବେ । |
| 02:19 | Segment between two ପଏଣ୍ଟs ଟୁଲ୍ ସିଲେକ୍ଟ କରନ୍ତୁ . |
| 02:22 | ସର୍କଲ୍ ର ପରିଧି ରେ ‘‘B' ଏବଂ 'C' ପଏଣ୍ଟ ଚିହ୍ନଟ କରନ୍ତୁ |
| 02:27 | ଗୋଟିଏ କର୍ଡ 'BC ଡ୍ର ହୋଇଛି । |
| 02:30 | ପଏଣ୍ଟ 'A' ମଧ୍ୟ ଦେଇ ଯାଇଥିବା କର୍ଡ 'BC' ପ୍ରତି ପର୍ପେଣ୍ଡିକୁଲାର ଥିବା ଏକ ଲାଇନ୍ ଡ୍ର କରନ୍ତୁ |
| 02:35 | ଟୁଲ୍ ବାର୍ ରୁ Perpendicular Line ଟୁଲ୍ ଉପରେ Click କରନ୍ତୁ |
| 02:39 | କର୍ଡ BC ଏବଂ ପଏଣ୍ଟ Aଉପରେ କ୍ଲିକ୍ କରନ୍ତୁ । |
| 02:44 | ପଏଣ୍ଟ 'Bକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ପଏଣ୍ଟ 'B' ସହ ପର୍ପେଣ୍ଡିକୁଲାର ଲାଇନ୍ କିପରି ମୁଭ୍ କରୁଛି |
| 02:52 | ପର୍ପେଣ୍ଡିକୁଲାର ଲାଇନ୍ ଏବଂ କର୍ଡ 'BC ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରନ୍ତି |
| 02:56 | Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 02:58 | ଇଣ୍ଟରସେକସନ୍ ପଏଣ୍ଟକୁ D'’ ଭାବରେ ଚିହ୍ନଟ କରନ୍ତୁ |
| 03:03 | କର୍ଡ BC'’ର ମିଡ୍ ପଏଣ୍ଟ D କି ନୁହେଁ, ଯାଞ୍ଚ କରନ୍ତୁ |
| 03:08 | Distance ଟୁଲ୍ ଉପରେ କ୍ଲିକ୍ କରନ୍ତୁ । |
| 03:11 | B, D ...D, C ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 03:19 | ଦେଖନ୍ତୁ ଯେ BD ଏବଂ 'DC ମଧ୍ୟରେ ଦୂରତା ସମାନ ରହିଛି |
| 03:24 | ଏହା ଦର୍ଶାଉଛି ଯେ D' ହେଉଛି କର୍ଡ BCର ମି଼ଡ୍ ପଏଣ୍ଟ |
| 03:29 | ବର୍ତ୍ତମାନ CDAକୋଣ ମାପ କରିବା |
| 03:33 | Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 03:35 | C', D, A ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 03:42 | CDA କୋଣ ହେଉଛି '90' ଡିଗ୍ରୀ |
| 03:46 | ଥିଓରମ୍ ସିଦ୍ଧ ହୋଇସାରିଛି |
| 03:50 | ପଏଣ୍ଟ C ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ପଏଣ୍ଟ 'C' ସହ ଦୂରତା କିପରି ମୁଭ୍ କରୁଛି |
| 04:03 | ବର୍ତ୍ତମାନ ଫାଇଲ୍ କୁ ସେଭ୍ କରିବା |
| 04:05 | File >> Save As ଉପରେ କ୍ଲିକ୍ କରନ୍ତୁ |
| 04:08 | ମୁଁ ଫାଇଲର ନାମ circle-କର୍ଡ ଭାବରେ ଟାଇପ୍ କରିବି । |
| 04:12 | circle-କର୍ଡ. |
| 04:16 | 'Saveଉପରେ କ୍ଲିକ୍ କରନ୍ତୁ |
| 04:21 | ବର୍ତ୍ତମାନ ପରବର୍ତ୍ତୀ ଥିଓରମ୍ କୁ ଯିବା |
| 04:28 | " ଏକା ଚାପ ବା ଚାପ ଦ୍ୱାରା ତିଆରି ଅନ୍ତର୍ଲିଖିତ କୋଣଗୁଡ଼ିକ ସମାନ ହୋଇଥାଏ |
| 04:34 | ଏକା ଚାପ BC ଦ୍ୱାରା ଅଙ୍କିତ ହୋଇଥିବା ଅନ୍ତର୍ଲିଖିତ କୋଣ BDC' ଏବଂ BEC ସମାନ ହୋଇଥାନ୍ତି |
| 04:44 | ଆସନ୍ତୁ ଥିଓରମ୍ ଟି ସିଦ୍ଧ କରିବା |
| 04:48 | ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ |
| 04:51 | File >> New ଉପରେ କ୍ଲିକ୍ କରନ୍ତୁ |
| 04:55 | ଗୋଚିଏ ସର୍କଲ୍ ଅଙ୍କନ କରନ୍ତୁ |
| 04:57 | ଟୁଲ୍ ବାର୍ ରୁ Circle with Center through ପଏଣ୍ଟ ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 05:01 | ପଏଣ୍ଟ A'କୁ କେନ୍ଦ୍ର ଭାବରେ ଚିହ୍ନିତ କରନ୍ତୁ |
| 05:04 | ଏବଂ ପଏଣ୍ଟ B' ପାଇବା ପାଇଁ ପୁଣି ଥରେ କ୍ଲିକ୍ କରନ୍ତୁ |
| 05:10 | ଏକ ଚାପ BC ଅଙ୍କନ କରନ୍ତୁ |
| 05:13 | 'Circular Arc with Center between Two ପଏଣ୍ଟs ଉପରେ କ୍ଲିକ୍ କରନ୍ତୁ |
| 05:17 | ପରିଧି ଉପରେ A, B ଏବଂ C ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 05:24 | ଗୋଟିଏ ଚାପ BC' ଅଙ୍କିତ ହୋଇଛି |
| 05:26 | ଚାପ BC' ର ପ୍ରପର୍ଟୀ ବା ଗୁଣଗୁଡ଼ିକ ପରିବର୍ତ୍ତନ କରିବା । |
| 05:30 | Algebra Viewରେ, |
| 05:32 | object d ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 05:35 | Object Properties ସିଲେକ୍ଟ କରନ୍ତୁ |
| 05:37 | ଗ୍ରୀନ୍ କଲର ସିଲେକ୍ଟ କରନ୍ତୁ, Close ଉପରେ କ୍ଲିକ୍ କରନ୍ତୁ |
| 05:46 | New ପଏଣ୍ଟ ଟୁଲ୍ ଉପରେ କ୍ଲିକ୍ କରନ୍ତୁ, ବୃତ୍ତର ପରିଧି ରେ D ଏବଂ E ପଏଣ୍ଟଗୁଡ଼ିକ ଚିହ୍ନଟ କରନ୍ତୁ |
| 05:56 | BCରୁ D' ଏବଂ E ପଏଣ୍ଟ ପର୍ଯ୍ୟନ୍ତ ଦୁଇଟି କୋଣ ଅଙ୍କନ କରିବା |
| 06:03 | Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 06:05 | E', B, D, C ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ E ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 06:18 | କୋଣ BDC' ଏବଂ BEC ମାପ କରନ୍ତୁ |
| 06:26 | Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ, |
| 06:28 | B, D, C ଏବଂ B, E, C ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 06:40 | ଆମେ ଦେଖିପାରିବା ଯେ BDC ଏବଂ BEC କୋଣଗୁଡ଼ିକ ସମାନ ଅଛନ୍ତି |
| 06:51 | ଆଉ ଏକ ଥିଓରମ୍ ଉଲ୍ଲେଖ କରିବା |
| 06:55 | ଗୋଟିଏ ଚାପ ଦ୍ୱାରା କେନ୍ଦ୍ରରେ ଅଙ୍କିତ କୋଣ ସମାନ ଚାପ ଦ୍ୱାରା ଅନ୍ତର୍ଲିଖିତ କୋଣଗୁଡ଼ିକର ଦୁଇ ଗୁଣ ହୋଇଥାଏ |
| 07:06 | 'A ଠାରେ ଚାପ BC ଦ୍ୱାରା ଅଙ୍କିତ କୋଣ BAC, ସମାନ ଚାପ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣ BEC ଏବଂ BDCର ଦୁଇଗୁଣ |
| 07:22 | ଥିଓରମ୍ କୁ ସିଦ୍ଧ କରନ୍ତୁ |
| 07:26 | ବୃତ୍ତଖଣ୍ଡABC ଅଙ୍କନ କରନ୍ତୁ |
| 07:30 | Circular Sector with Center between Two ପଏଣ୍ଟs ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 07:35 | A, B, Cପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 07:45 | ବୃତ୍ତଖଣ୍ଡ 'ABCର କଲର ଚେଞ୍ଜ କରନ୍ତୁ |
| 07:48 | ବୃତ୍ତଖଣ୍ଡ 'ABC ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 07:51 | Object Properties ସିଲେକ୍ଟ କରନ୍ତୁ |
| 07:54 | ଗ୍ରୀନ୍ କଲର ସିଲେକ୍ଟ କରି' Close ଉପରେ କ୍ଲିକ୍ କରନ୍ତୁ |
| 08:00 | BACକୋଣ ମାପ କରନ୍ତୁ । |
| 08:04 | Angle' ଟୁଲ୍ ଉପରେ କ୍ଲିକ୍ କରି, B, A, C ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
| 08:15 | ଆଙ୍ଗଲ୍ BAC, ଆଙ୍ଗଲ୍ BEC ଓ BDCର ଦ୍ୱିଗୁଣ ଅଟେ |
| 08:28 | ପଏଣ୍ଟ Cକୁ ଯାଆନ୍ତୁ |
| 08:32 | ଦେଖନ୍ତୁ ଯେ କୋଣ BAC' ସବୁବେଳେ, BEC ଏବଂ BDC କୋଣଗୁଡ଼ିକର ଦୁଇଗୁଣ ଅଟେ |
| 08:41 | ତେଣୁ ଥିଓରମ୍ ସିଦ୍ଧ ହୋଇଛି |
| 08:45 | ଏହା ଆମକୁ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 08:48 | ସଂକ୍ଷିପ୍ତରେ |
| 08:53 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 08:57 | * ଏକ ଚାପ ସହ କେନ୍ଦ୍ରରୁ ପର୍ପେଣ୍ଡିକୁଲାର ତାକୁ ଦୁଇ ଭାଗରେ ବିଭକ୍ତ କରେ |
| 09:00 | * ସମାନ ଚାପ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣ ଗୁଡ଼ିକ ସମାନ ହୋଇଥାନ୍ତି |
| 09:06 | * ଗୋଟିଏ ବୃତ୍ତର କେନ୍ଦ୍ରରେ ଥିବା କୋଣ ସମାନ ଚାପ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣଗୁଡ଼ିକର ଦୁଇଗୁଣ ହୋଇଥାଏ |
| 09:15 | ଏକ ଆସାଇନମେଣ୍ଟ ଭାବରେ, ଏହା ସିଦ୍ଧ କରନ୍ତୁ ଯେ |
| 09:19 | ବୃତ୍ତର ସମାନ କର୍ଡଗୁଡ଼ିକ କେନ୍ଦ୍ରଠାରୁ ସମାନ ଦୂରତାରେ ଥାନ୍ତି |
| 09:24 | ଏକ ବୃତ୍ତ ଅଙ୍କନ କରନ୍ତୁ |
| 09:25 | Segment With Given Length From Point ଟୁଲ୍ ସିଲେକ୍ଟ କରନ୍ତୁ |
| 09:29 | ସମାନ ଆକାରର ଦୁଇଟି କର୍ଡ ଅଙ୍କନ କରିବା ପାଇଁ ଏହା ବ୍ୟବହାର କରନ୍ତୁ |
| 09:33 | କେନ୍ଦ୍ରରୁ ଚାପ ପ୍ରତି ପର୍ପେଣ୍ଡିକୁଲାର ଲାଇନ ଡ୍ର କରନ୍ତୁ |
| 09:37 | ଇଣ୍ଟରସେକସନ୍ ପଏଣ୍ଟ ଗୁଡ଼ିକ ଚିହ୍ନଟ କରନ୍ତୁ |
| 09:40 | ପର୍ପେଣ୍ଡିକୁଲାର ଦୂରତା ମାପ କରନ୍ତୁ |
| 09:44 | ଆସାଇନମେଣ୍ଟ ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ |
| 09:48 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ. http://spoken-tutorial.org/What is a Spoken Tutorial |
| 09:51 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:53 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
| 10:03 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 10:06 | ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ |
| 10:14 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:18 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:25 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
| 10:29 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |