Geogebra/C3/Theorems-on-Chords-and-Arcs/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ...‘‘ଜିଓଜେବ୍ରାରେ କର୍ଡ୍ସ ଏବଂ ଚାପ ଉପରେ ଥିଓରମ୍ସ’’ ର ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ ।
00:08 ଏହି ଟ୍ୟୁଟୋରିଆଲ୍ ଶେଷରେ,ଆପଣ ନିମ୍ନଲିଖିତ ସିଦ୍ଧ କରିବାକୁ ସକ୍ଷମ ହେବେ,
00:14 Chords of Circle
00:16 Arc of Circle
00:18 ଆମେ ଭାବୁଛୁ ଯେ ‘‘ଜିଓଜେବ୍ରା’’ ଉପରେ ଆପଣଙ୍କର ମୌଳିକ କାର୍ଯ୍ୟଜ୍ଞାନ ଅଛି
00:23 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଆମର ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:30 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:32 Ubuntu Linux OS Version 11.10
00:36 Geogebra Version 3.2.47.0
00:42 ଆମେ ବ୍ୟବହାର କରିବାକୁ ଥିବା Geogebra ଟୁଲ୍’’ ଗୁଡ଼ିକ ହେଉଛି :
00:47 Circle with Center and Radius
00:49 Circular Sector with Center between Two Points
00:53 Circular Arc with Center between Two Points
00:56 MidPoint ଏବଂ
00:58 Perpendicular line
01:00 ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ
01:02 Dash home, Media Apps ଉପରେ କ୍ଲିକ୍ କରନ୍ତୁ.
01:06 ଟାଇପ୍ ତଳେ ଥିବା ‘‘ଏଜୁକେସନ୍’’ ଏବଂ ‘‘ଜିଓଜୋବ୍ରା’’ ଚୟନ କରନ୍ତୁ
01:15 ଏକ ଥିଓରମ୍ ଉଲ୍ଲେଖ କରିବା:
01:17 ସର୍କଲ୍ ର କେନ୍ଦ୍ରଠାରୁ କର୍ଡ ପର୍ପେଣ୍ଡିକୁଲାର୍ ଥିଲେ ଏହା କର୍ଡକୁ ଦୁଇ ଭାଗରେ ବିଭକ୍ତ କରେ
01:23 ବୃତ୍ତ ର କେନ୍ଦ୍ର ‘‘A ଠାରୁ ପର୍ପେଣ୍ଡିକୁଲାର୍ BC'’ ଏହାକୁ ଦୁଇ ଭାଗରେ ଛେଦନ କରେ
01:32 ଆସନ୍ତୁ ଥିଓରମ୍ କୁ ସିଦ୍ଧ କରିବା
01:37 ଏହି ଟ୍ୟୁଟୋରିଆଲ୍ ପାଇଁ, ମୁଁ Axes ବଦଳରେ 'Grid' ବ୍ୟବହାର କରିବି
01:42 ଡ୍ରଇଂ ପ୍ୟାଡ୍ ରେ ରାଇଟ୍ କ୍ଲିକ୍ କରନ୍ତୁ
01:44 Graphic view'ରେ Axesକୁ , uncheck କରନ୍ତୁ.
01:47 Grid Select କରନ୍ତୁ.
01:51 ବର୍ତ୍ତମାନ ଏକ ସର୍କଲ୍ ଡ୍ର କରନ୍ତୁ
01:54 ଟୁଲ୍ ବାର୍ ରୁ Circle with Center and Radius ଟୁଲ୍ ସିଲେକ୍ଟ କରନ୍ତୁ
01:58 ଡ୍ରଇଂ ପ୍ୟାଡ୍ ରେ ଏକ ପଏଣ୍ଟ A ଚିହ୍ନଟ କରନ୍ତୁ
02:01 ଗୋଟିଏ ଡାଏଲଗ୍ ବକ୍ସ ଖୋଲିବ ।
02:03 ରେଡିୟସ୍ ପାଇଁ value 3 ଟାଇପ୍ କରନ୍ତୁ ।
02:06 OK Click କରନ୍ତୁ ।,ସେଣ୍ଟର A ଏବଂ 3ସେଣ୍ଟିମିଟର' ରେଡିୟସ୍ ଥିବା ଏକ ସର୍କଲ୍ ଅଙ୍କିତ ହୋଇଛି ।
02:13 ପଏଣ୍ଟ A ମୁଭ୍ କଲେ ସର୍କଲ୍ ମଧ୍ୟ ମୁଭ୍ କରିବା ଦେଖିପାରିବେ ।
02:19 Segment between two Points ଟୁଲ୍ ସିଲେକ୍ଟ କରନ୍ତୁ .
02:22 ସର୍କଲ୍ ର ପରିଧି ରେ ‘‘B' ଏବଂ 'C' ପଏଣ୍ଟ ଚିହ୍ନଟ କରନ୍ତୁ
02:27 ଗୋଟିଏ କର୍ଡ 'BC ଡ୍ର ହୋଇଛି ।
02:30 ପଏଣ୍ଟ 'A' ମଧ୍ୟ ଦେଇ ଯାଇଥିବା କର୍ଡ 'BC' ପ୍ରତି ପର୍ପେଣ୍ଡିକୁଲାର ଥିବା ଏକ ଲାଇନ୍ ଡ୍ର କରନ୍ତୁ
02:35 ଟୁଲ୍ ବାର୍ ରୁ Perpendicular Line ଟୁଲ୍ ଉପରେ Click କରନ୍ତୁ
02:39 କର୍ଡ BC ଏବଂ ପଏଣ୍ଟ Aଉପରେ କ୍ଲିକ୍ କରନ୍ତୁ ।
02:44 ପଏଣ୍ଟ 'Bକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ପଏଣ୍ଟ 'B' ସହ ପର୍ପେଣ୍ଡିକୁଲାର ଲାଇନ୍ କିପରି ମୁଭ୍ କରୁଛି
02:52 ପର୍ପେଣ୍ଡିକୁଲାର ଲାଇନ୍ ଏବଂ କର୍ଡ 'BC ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରନ୍ତି
02:56 Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:58 ଇଣ୍ଟରସେକସନ୍ ପଏଣ୍ଟକୁ D'’ ଭାବରେ ଚିହ୍ନଟ କରନ୍ତୁ
03:03 କର୍ଡ BC'’ର ମିଡ୍ ପଏଣ୍ଟ D କି ନୁହେଁ, ଯାଞ୍ଚ କରନ୍ତୁ
03:08 Distance ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
03:11 B, D ...D, C ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
03:19 ଦେଖନ୍ତୁ ଯେ BD ଏବଂ 'DC ମଧ୍ୟରେ ଦୂରତା ସମାନ ରହିଛି
03:24 ଏହା ଦର୍ଶାଉଛି ଯେ D' ହେଉଛି କର୍ଡ BCର ମି଼ଡ୍ ପଏଣ୍ଟ
03:29 ବର୍ତ୍ତମାନ CDAକୋଣ ମାପ କରିବା
03:33 Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:35 C', D, A ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
03:42 CDA କୋଣ ହେଉଛି '90' ଡିଗ୍ରୀ
03:46 ଥିଓରମ୍ ସିଦ୍ଧ ହୋଇସାରିଛି
03:50 ପଏଣ୍ଟ C ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ପଏଣ୍ଟ 'C' ସହ ଦୂରତା କିପରି ମୁଭ୍ କରୁଛି
04:03 ବର୍ତ୍ତମାନ ଫାଇଲ୍ କୁ ସେଭ୍ କରିବା
04:05 File >> Save As ଉପରେ କ୍ଲିକ୍ କରନ୍ତୁ
04:08 ମୁଁ ଫାଇଲର ନାମ circle-କର୍ଡ ଭାବରେ ଟାଇପ୍ କରିବି ।
04:12 circle-କର୍ଡ.
04:16 'Saveଉପରେ କ୍ଲିକ୍ କରନ୍ତୁ
04:21 ବର୍ତ୍ତମାନ ପରବର୍ତ୍ତୀ ଥିଓରମ୍ କୁ ଯିବା
04:28 " ଏକା ଚାପ ବା ଚାପ ଦ୍ୱାରା ତିଆରି ଅନ୍ତର୍ଲିଖିତ କୋଣଗୁଡ଼ିକ ସମାନ ହୋଇଥାଏ "
04:34 ଏକା ଚାପ BC ଦ୍ୱାରା ଅଙ୍କିତ ହୋଇଥିବା ଅନ୍ତର୍ଲିଖିତ କୋଣ BDC' ଏବଂ BEC ସମାନ ହୋଇଥାନ୍ତି
04:44 ଆସନ୍ତୁ ଥିଓରମ୍ ଟି ସିଦ୍ଧ କରିବା
04:48 ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ
04:51 File >> New ଉପରେ କ୍ଲିକ୍ କରନ୍ତୁ
04:55 ଗୋଚିଏ ସର୍କଲ୍ ଅଙ୍କନ କରନ୍ତୁ
04:57 ଟୁଲ୍ ବାର୍ ରୁ Circle with Center through ପଏଣ୍ଟ ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:01 ପଏଣ୍ଟ A'କୁ କେନ୍ଦ୍ର ଭାବରେ ଚିହ୍ନିତ କରନ୍ତୁ
05:04 ଏବଂ ପଏଣ୍ଟ B' ପାଇବା ପାଇଁ ପୁଣି ଥରେ କ୍ଲିକ୍ କରନ୍ତୁ
05:10 ଏକ ଚାପ BC ଅଙ୍କନ କରନ୍ତୁ
05:13 Circular Arc with Center between Two Points ଉପରେ କ୍ଲିକ୍ କରନ୍ତୁ
05:17 ପରିଧି ଉପରେ A, B ଏବଂ C ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
05:24 ଗୋଟିଏ ଚାପ BC' ଅଙ୍କିତ ହୋଇଛି
05:26 ଚାପ BC' ର ପ୍ରପର୍ଟୀ ବା ଗୁଣଗୁଡ଼ିକ ପରିବର୍ତ୍ତନ କରିବା ।
05:30 Algebra Viewରେ,
05:32 object d ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:35 Object Properties ସିଲେକ୍ଟ କରନ୍ତୁ
05:37 ଗ୍ରୀନ୍ କଲର ସିଲେକ୍ଟ କରନ୍ତୁ, Close ଉପରେ କ୍ଲିକ୍ କରନ୍ତୁ
05:46 New ପଏଣ୍ଟ ଟୁଲ୍ ଉପରେ କ୍ଲିକ୍ କରନ୍ତୁ, ବୃତ୍ତର ପରିଧି ରେ D ଏବଂ E ପଏଣ୍ଟଗୁଡ଼ିକ ଚିହ୍ନଟ କରନ୍ତୁ
05:56 BCରୁ D' ଏବଂ E ପଏଣ୍ଟ ପର୍ଯ୍ୟନ୍ତ ଦୁଇଟି କୋଣ ଅଙ୍କନ କରିବା
06:03 Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:05 E', B, D, C ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ E ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
06:18 କୋଣ BDC' ଏବଂ BEC ମାପ କରନ୍ତୁ
06:26 Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ,
06:28 B, D, C ଏବଂ B, E, C ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
06:40 ଆମେ ଦେଖିପାରିବା ଯେ BDC ଏବଂ BEC କୋଣଗୁଡ଼ିକ ସମାନ ଅଛନ୍ତି
06:51 ଆଉ ଏକ ଥିଓରମ୍ ଉଲ୍ଲେଖ କରିବା
06:55 ଗୋଟିଏ ଚାପ ଦ୍ୱାରା କେନ୍ଦ୍ରରେ ଅଙ୍କିତ କୋଣ ସମାନ ଚାପ ଦ୍ୱାରା ଅନ୍ତର୍ଲିଖିତ କୋଣଗୁଡ଼ିକର ଦୁଇ ଗୁଣ ହୋଇଥାଏ
07:06 A ଠାରେ ଚାପ BC ଦ୍ୱାରା ଅଙ୍କିତ କୋଣ BAC, ସମାନ ଚାପ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣ BEC ଏବଂ BDCର ଦୁଇଗୁଣ
07:22 ଥିଓରମ୍ କୁ ସିଦ୍ଧ କରନ୍ତୁ
07:26 ବୃତ୍ତଖଣ୍ଡABC ଅଙ୍କନ କରନ୍ତୁ
07:30 Circular Sector with Center between Two Points ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:35 A, B, Cପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
07:45 ବୃତ୍ତଖଣ୍ଡ 'ABCର କଲର ଚେଞ୍ଜ କରନ୍ତୁ
07:48 ବୃତ୍ତଖଣ୍ଡ 'ABC ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:51 Object Properties ସିଲେକ୍ଟ କରନ୍ତୁ
07:54 ଗ୍ରୀନ୍ କଲର ସିଲେକ୍ଟ କରି' Close ଉପରେ କ୍ଲିକ୍ କରନ୍ତୁ
08:00 BACକୋଣ ମାପ କରନ୍ତୁ ।
08:04 Angle' ଟୁଲ୍ ଉପରେ କ୍ଲିକ୍ କରି, B, A, C ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
08:15 ଆଙ୍ଗଲ୍ BAC, ଆଙ୍ଗଲ୍ BECBDCର ଦ୍ୱିଗୁଣ ଅଟେ
08:28 ପଏଣ୍ଟ Cକୁ ଯାଆନ୍ତୁ
08:32 ଦେଖନ୍ତୁ ଯେ କୋଣ BAC' ସବୁବେଳେ, BEC ଏବଂ BDC କୋଣଗୁଡ଼ିକର ଦୁଇଗୁଣ ଅଟେ
08:41 ତେଣୁ ଥିଓରମ୍ ସିଦ୍ଧ ହୋଇଛି
08:45 ଏହା ଆମକୁ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:48 ସଂକ୍ଷିପ୍ତରେ
08:53 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
08:57 ଏକ ଚାପ ସହ କେନ୍ଦ୍ରରୁ ପର୍ପେଣ୍ଡିକୁଲାର ତାକୁ ଦୁଇ ଭାଗରେ ବିଭକ୍ତ କରେ
09:00 ସମାନ ଚାପ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣ ଗୁଡ଼ିକ ସମାନ ହୋଇଥାନ୍ତି
09:06 ଗୋଟିଏ ବୃତ୍ତର କେନ୍ଦ୍ରରେ ଥିବା କୋଣ ସମାନ ଚାପ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣଗୁଡ଼ିକର ଦୁଇଗୁଣ ହୋଇଥାଏ
09:15 ଏକ ଆସାଇନମେଣ୍ଟ ଭାବରେ, ଏହା ସିଦ୍ଧ କରନ୍ତୁ ଯେ
09:19 ବୃତ୍ତର ସମାନ କର୍ଡଗୁଡ଼ିକ କେନ୍ଦ୍ରଠାରୁ ସମାନ ଦୂରତାରେ ଥାନ୍ତି
09:24 ଏକ ବୃତ୍ତ ଅଙ୍କନ କରନ୍ତୁ ,Segment With Given Length From Point ଟୁଲ୍ ସିଲେକ୍ଟ କରନ୍ତୁ
09:29 ସମାନ ଆକାରର ଦୁଇଟି କର୍ଡ ଅଙ୍କନ କରିବା ପାଇଁ ଏହା ବ୍ୟବହାର କରନ୍ତୁ
09:33 କେନ୍ଦ୍ରରୁ ଚାପ ପ୍ରତି ପର୍ପେଣ୍ଡିକୁଲାର ଲାଇନ ଡ୍ର କରନ୍ତୁ
09:37 ଇଣ୍ଟରସେକସନ୍ ପଏଣ୍ଟ ଗୁଡ଼ିକ ଚିହ୍ନଟ କରନ୍ତୁ
09:40 ପର୍ପେଣ୍ଡିକୁଲାର ଦୂରତା ମାପ କରନ୍ତୁ
09:44 ଆସାଇନମେଣ୍ଟ ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ
09:48 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ. http://spoken-tutorial.org/What is a Spoken Tutorial
09:51 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:53 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:00 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
10:03 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:06 ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ
10:14 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
10:29 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep