Linux/C2/The-Linux-Environment/Oriya
From Script | Spoken-Tutorial
Revision as of 17:30, 16 January 2013 by Manoranjan (Talk | contribs)
Time | Narration | ||
---|---|---|---|
00:00 | ଲିନକ୍ସ environment ଏବଂ ଏହାର କୁଶଳପୁର୍ବକ ବ୍ୟବହାର କରିବାର ଉପାୟ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ. | ||
00:07 | ଏହି ଟ୍ୟୁଟୋରିଆଲ ରେ କାର୍ଯ୍ୟ କରୁଥିବା ଲିନକ୍ସ ଶିଷ୍ଟମ୍ ର ସ୍ପଷ୍ଟ ଉଦାହରଣ ଗୁଡିକର ଚେଷ୍ଟା ପାଇଁ ଅଧିକତମ ଉବଣ୍ଟୁ ର ଅବଶ୍ୟକତା ଅଟେ. | ||
00:13 | ଆମେ ମାନୁଁ ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍,, ଫାଇଲ୍ ସିଷ୍ଟମ ଗୁଡିକ ଏବଂ ଶେଲ୍ ସମ୍ବନ୍ଧରେ କିଛି ମୌଳିକ ଧାରଣ ଆପଣ ଜାଣନ୍ତି. | ||
00:22 | ଯଦି ଆପଣ ଆଗ୍ରହି ଅଟନ୍ତି, କିମ୍ବା ଏହି ଧାରଣ ଗୁଡିକୁ ସୁଧାରିବା ପାଇଁ ଚାହାନ୍ତି ଅଛନ୍ତି, ଦୟାକରି ଆମର ୱେବ୍ ସାଇଟ୍ ରେ ଉପଲବ୍ଧି ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମ ରେ ବିନା ପ୍ରତିବଂଧକ ରେ କର. | ||
00:32 | ଦୟାକରି ଧ୍ୟାନ ଦିଏ ଯେ ଉବଣ୍ଟୁ 10.10 ର ବ୍ୟବହାର ଏହି ଟ୍ୟୁଟୋରିଆଲ ର ରେକୋର୍ଡିଂଗ୍ (recording) ପାଇଁ ହୋଇଥିଲା. | ||
00:36 | ଦୟାକରି ମଧ୍ୟ ଧ୍ୟାନ ଦିଏ ଯେ ଲିନକ୍ସ କେସେ ସେନସିଟିବୀ (case sensitive) ଅଟେ. ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛିନ୍ତି ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ. | ||
00:46 | ଲିନକ୍ସ environment ନିର୍ଧାରଣ କରେ ଯେ ଅପେରଟିଂଗ୍ ସିଷ୍ଟମ (operating system) ଆପଣକଂ ସହିତ କିପରି ବ୍ୟବହାର କରେ, ଏହା ଆପଣକଂର କମାଣ୍ଡ୍ ଗୁଡିକୁ କିପରି ଉତ୍ତର ଦିଏ, ଏହା ଆପଣକଂର କାର୍ଯ ଗୁଡିକୁ କିପରି ବ୍ୟାଖ୍ୟI କରେ ଏବଂ ଆଦି. | ||
00:55 | ଶେଲ୍ (shell) ର ସେଟିଂଗ୍ ଗୁଡିରେ (settings) ପରିବର୍ତନ କରି ଲିନକ୍ସ କୁ ଅଧିକ ଗତାନୁଗତିକ କରି ପାରିବା. | ||
00:58 | ଚାଲ ଏବେ ବୁଝିବା ଏହା ସବୁ କିପରି କରିପାରିବା. | ||
00:59 | ସାଧାରଣତଃ ଶେଲ୍ (shell) ର ବ୍ୟବହାର shell variables ଦ୍ବାରା ନିର୍ଧାରିତ ଅଟେ. | ||
01:04 | shell variables ମୁଖ୍ୟତଃ ଦୁଇ ପ୍ରକାରର ଅଟନ୍ତି:
Environment Variables ଏବଂ Local Variables |
01:12 | ଏହାର ନାମ ଅଟେ କାରଣ ସେମାନେ ଉପୋଯୋଗୀ କର୍ତାକଂର ସମ୍ପୁର୍ଣ environment ରେ ଉପଲବ୍ଧ ଅଟନ୍ତି. |
01:19 | ଏହି ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ମଧ୍ୟ ଉପଲବ୍ଧ ଅଛି ଯେପରି ଶେଲ୍ ସ୍କିରପ୍ଟ୍ (shell scripts) ଗୁଡିକୁ ଚାଲୁଲଖିବା ପରି. | ||
01:24 | Local Variables , ଯାହା ନାମ ରୁ ପ୍ରସ୍ତାବ ଦିଏ କି ଏହାର ବହୁତ ପ୍ରତିବନ୍ଧକ କିମ୍ବା ସୀମିତ ଉପଲବ୍ଧତା ଅଛି. | ||
01:31 | ଏଗୁଡିକ ଶେଲ୍ (shell) ଦ୍ବାରା ତିଆରି କରାଯାଇଥିବା ସବ୍-ଶେଲ୍ (subshells) ରେ ଉପଲବ୍ଧ ନାହିଁ. | ||
01:36 | ଯେପରି ଏହି ଟ୍ୟୁଟୋରିଆଲ ରେ, ଆମେ ମୁଖ୍ୟତଃ environment variables ସମ୍ବନ୍ଧରେ କହିବା, ଚାଲ ଏବେ ପ୍ରଥମେ ଦେଖିବା shell variables ର ମୁଲ୍ୟ କିପରି ଦେଖିପାରିବା. | ||
01:48 | ବର୍ତମାନ ଶେଲ୍ (shell) ରେ ସବୁ ଉପଲବ୍ଧ variable ଗୁଡିକୁ ଦେଖିବା ପାଇଁ, କମାଣ୍ଡ ସେଟ୍ କୁ ଚଲାଅ. | ||
01:53 | ଟର୍ମିନାଲ୍ ରେ ଟାଇପ୍ କର "set space 'vertical-bar' more" ଏବଂ ଏନ୍ଟର୍ ଦବାଅ. | ||
02:00 | ଆମେ ସବୁ ବର୍ତମାନ ଶେଲ୍ (shell) ରେ ସବୁ variable ଗୁଡିକୁ ଦେଖିପାରିବା. | ||
02:04 | ଉଦାହରଣ ସ୍ବରୁପ, HOME environment variable କୁ ଦେଖିକରି ଏହାର ନିର୍ଦ୍ଧାରିତ ମୁଲ୍ୟ କୁ ଧ୍ୟାନ ଦିଅ. | ||
02:15 | ତାଲିକା ମାଧ୍ୟମରେ ସ୍ତନାନ୍ତରିତ ହେବା ପାଇଁ ଏନ୍ଟର୍ ଦବାଅ ଏବଂ ବାହାରକୁ ଆସିବା ପାଇଁ q ଦବାଅ. | ||
02:21 | ଏଠାରେ variable ସୁଚୀ ର multipage output କୁ ନିୟମିତ ଭାବରେ ପ୍ରଦଶ୍ରୀତ କରିବା ପାଇଁ ସେଟ୍ ଠାରୁ ଆଉଟ୍-ପୁଟ୍ କୁ କ୍ରମ ରେ କରାଯାଇଥିଲା. | ||
02:38 | କେବଳ environment variable ଗୁଡିକୁ ଦେଖିବା ପାଇଁ env କମାଣ୍ଡ୍ ଚଲାଅ. | ||
02:45 | ଟର୍ମିନାଲ୍ ରେ "env space 'vertical-bar' more" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
02:52 | ଉଦାହରଣ ସ୍ବରୁପ, SHELL variable ଉପରେ ଧ୍ୟାନ ଦିଅ ଯାହାର ମୁଲ୍ୟ slash bin slash bash (/bin/bash). | ||
03:00 | ପୁଣି, ସୁଚୀ ର ବାହାରକୁ ଆସିବା ପାଇଁ ଆପଣ q ଦବାଇ ପାର. | ||
03:07 | ବର୍ତମାନ, ଚାଲ ଲିନକ୍ସ ରେ କିଛି ଅଧିକ ମହତ୍ବପୁର୍ଣ environment variable ଗୁଡିକ ଉପରେ ଆଲୋଚନା କରିବା. | ||
03:11 | ଆମେ ଏଠାରେ ଆମର ସବୁ ପ୍ରଦଶ୍ରନ ପାଇଁ bash shell ବ୍ୟବହାର କରି ପାରିବା. | ||
03:15 | ବିଭିନ୍ନ ଶେଲ୍ ଗୁଡିକ କିଛି ପରିମାଣରେ ବିଭିନ୍ନ ଉପାୟ ରେ ଗତାନୁଗତିକ ଅଟେ. | ||
03:19 | ପ୍ରକୃତରେ କେଉଁ ଏକ variable ଗଛିତ ଅଟେ ଏହାକୁ ଦେଖିବା ପାଇଁ ଆମେ ପୁର୍ବରୁ ଏକ dollar sign ଲଗାଇବା ବାଧ୍ୟ ଏବଂ ଏହା ସହିତ echo କମାଣ୍ଡ ବ୍ୟବହାର କର. | ||
03:30 | ପ୍ରଥମ environment variable ଯାହା ଆମେ ଦେଖିପାରିବା ହେଉଛି SHELL variable. | ||
03:35 | ଏହା ବର୍ତମାନ ଶେଲ୍ ର ନାମ ଗଛିତ କରେ. | ||
03:37 | SHELL variable ର ମୁଲ୍ୟ କଣ ଅଟେ ଦେଖିବା ପାଇଁ ଟର୍ମିନାଲ୍ ର ବଡ ଅଖୟର ରେ "echo space dollar S-H-E-L-L" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
03:55 | ଏଠାରେ slash bin slash bash ଶେଲ୍ ଅଟେ ଯେଉଁଠାରେ ଆମେ ବର୍ତମାନ ଅପେରେଟିଂଗ୍ କରୁଛୁ. | ||
04:02 | ପରବର୍ତୀ variable ହୋମ୍ (HOME) ଅଟେ. | ||
04:05 | ଯେବେ ଆମେ ଲିନକ୍ସ ରେ ଲୋଗ୍-ଇନ୍ (login) କରୁଁ, ସାଧାରଣତଃ ଏହା ଆମକୁ ଏକ directory ନାମ ରେ ସ୍ଥାନ ଦିଏ ଯାହାର ନାମ ଆମର ୟୁଜର୍ ନାମ ରେ ରଖାଯାଇ ଥାଏ. | ||
04:11 | ଏହି ଡାଇରେକ୍ଟ୍ ଟୋରୀ (directory) କୁ ହୋମ୍ ଡାଇରେକ୍ଟ୍ ଟୋରୀ (home directory) କହନ୍ତି ଏବଂ ଏହା ବାସ୍ତବରେ ଅଟେ ଯାହା HOME variable ରେ ଉପଲବ୍ଧ ଅଟେ. | ||
04:17 | ମୁଲ୍ୟ ଦେଖିବା ପାଇଁ ଟର୍ମିନାଲ୍ ର ବଡ ଅଖୟର ରେ "echo space dollar H-O-M-E in capital" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
04:29 | ପରବର୍ତୀ environment variable ପାଥ୍ (PATH) ଅଟେ. | ||
04:32 | PATH variable directories ର absolute path ଗୁଡିକୁ ଧାରଣ କରେ ଯାହା ଶେଲ୍ କୌଣସି କାର୍ଯକାରୀ କମାଣ୍ଡ୍ ର ଅବସ୍ଥିତି ନିର୍ଣୟ କରିବା ପାଇଁ ଖୋଜିବାକୁ ହୋଇଥାଏ. | ||
04:40 | ଚାଲ ଦେଖ path variable ର ମୁଲ୍ୟ. | ||
04:43 | ଆଉ ଥରେ, ଟର୍ମିନାଲ୍ ର ବଡ ଅଖୟର ରେ "echo space dollar P-A-T-H " ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
04:51 | ମୋ କମ୍ପ୍ୟୁଟର (computer) ରେ ଏହା slash user slash local slash sbin slash user slash local slash bin slash user slash sbin slash user slash bin ଆଦି ଡାଇରେକ୍ଟ୍ ରୀଜ (sub-directories) ଦେଖାଏ. | ||
05:04 | ଏହା ଏକ ସିଷ୍ଟମ୍ ଠାରୁ ଅନ୍ୟ କୁ କିଛି ମାତ୍ରା ରେ ଭିନ୍ନ ହୋଇ ପାରେ. | ||
05:07 | ବାସ୍ତବରେ ଏହା (colon) delimiter ଦ୍ବାରା ବିଭାଜିତ ଡାଇରେକ୍ଟ୍ ଟୋରୀ (directory) ଗୁଡିକର ସୁଚୀ ଅଟେ, ଯାହା ଶେଲ୍ ଏହି କ୍ରମରେ ଏକ କାର୍ଯ୍ୟକାରୀ କମାଣ୍ଡ୍ କୁ ଖୋଜିବ. | ||
05:18 | ଆମେ ଏହି ସୁଚୀ ରେ ମଧ୍ୟ ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡି ପାରିବା, ଯାହାକି ଶେଲ୍ ଦ୍ବାରା ଆମର ଡାଇରେକ୍ଟ୍ ଟୋରୀ (directory) ମଧ୍ୟ ଖୋଜା ଯାଇଥାଏ. | ||
05:25 | ଆମର ନିଜ ଡାଇରେକ୍ଟ୍ ଟୋରୀ (directory) ଯୋଡିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କର. | ||
5:29 | "P-A-T-H" ବଡ ଅଖୟର ରେ, ପୁଣି 'equal-to' dollar P-A-T-H ବଡ ଅଖୟର ରେ, colon slash home slash the name of my own home directory ଏବଂ ଏନ୍ଟର୍ ଦବାଅ. | ||
05:54 | ବର୍ତମାନ ଯଦି ଆମେ ପାଥ୍ ର ମୁଲ୍ୟ କୁ ଅନୁକରଣ କରେ କିମ୍ବା ଇକୋ (echo) କରେ. | ||
06:04 | ଆମର ସଂଯୁକ୍ତ ଡାଇରେକ୍ଟ୍ ଟୋରୀ (directory) ମଧ୍ୟ PATH variable ର ଏକ ଭାଗ ହୋଇ ପାରିବ. | ||
06:10 | ଡାଇରେକ୍ଟ୍ ଟୋରୀ (directory) ଦେଖ ଯାହା ବର୍ତମାନ୍ ଏଠାରେ ଉପସ୍ତିତ ଅଛି. | ||
06:16 | ଅନ୍ୟ ଏକ କୌତୁହଳ ଜନକ variable LOGNAME ଅଟେ. | ||
06:20 | ଏହା ବର୍ତମାନ ସକ୍ରିୟ ୟୁଜର୍ ର ୟୁଜର୍ ନାମ କୁ ଗଛିତ କରେ. | ||
06:24 | ମୁଲ୍ୟ ଦେଖିବା ପାଇଁ ଟାଇପ୍ କର "echo space dollar LOGNAME" ଏବଂ ଏନ୍ଟର୍ ଦବାଅ. | ||
06:35 | ଯେବେ ଆମେ ଟର୍ମିନାଲ୍ ଖୋଲନ୍ତି ଆମେ dollar ଚିନ୍ନ ଦେଖିପାରିବା, ଯାହା ପ୍ରୋମପ୍ଟ୍ ଅଟେ ଯେଉଁଥିରେ ଆମେ ସବୁ ଆମର କମାଣ୍ଡ୍ ଗୁଡିକୁ ଦବାନ୍ତି. | ||
06:42 | ଏହା environment variable PS1 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ. | ||
06:47 | ଏଠାରେ ମଧ୍ୟ ଏକ ଦିତୀୟତଃ ପ୍ରୋମପ୍ଟ୍ string ଅଛି. | ||
06:50 | ଯଦି ଆମର କମାଣ୍ଡ୍ ଲମ୍ବା ଅଟେ ଏବଂ ଏହା ଏକ ଲାଇନ୍ ଠାରୁ ଅଧିକ ଦୁରତା ଅଟେ ତେବେ ଦିତିୟ ଲାଇନ୍ ର ଆରମ୍ଭରୁ ଆମେ ପ୍ରୋମପ୍ଟ୍ ଭଳି ଏକ greater than sign “>” ଦେଖିପାରିବା. | ||
07:00 | ଏହା environment variable PS2 ଦ୍ବାରା ପ୍ରତିନିଧିତ ପ୍ରାଥମିକ ପ୍ରୋମପ୍ଟ୍ string ଅଟେ. | ||
07:05 | ଦିତୀୟତଃ କମାଣ୍ଡ ପ୍ରୋମପ୍ଟ୍ (secondary command prompt) ର ମୁଲ୍ୟ କୁ ଦେଖିବା ପାଇଁ, ଟର୍ମିନାଲ୍ ରେ "echo space dollar PS2 ଏବଂ ଏନ୍ଟର୍ ଦବାଅ. | ||
07:20 | ଆମେ ପ୍ରୋମପ୍ଟ୍ ରେ “at the rate” <@> କହି ଆମର ପ୍ରୋମପ୍ଟ୍ string କୁ ପରିବର୍ତନ କରି ପାର. | ||
07:28 | ଏହା କରିବା ପାଇଁ ଟାଇପ୍ କର "PS1 'equal-to' ବର୍ତମାନ ଉଦୃତ ଚିନ୍ନ ମଧ୍ୟରେ 'at the rate' ଏବଂ ଏନ୍ଟର୍ ଦବାଅ. | ||
07:41 | ବର୍ତମାନ dollar ଚିନ୍ନ ପରିବର୍ତେ ଆମେ ପ୍ରୋମପ୍ଟ୍ ଭଳି at the rate ର ଚିନ୍ନ ଦେଖିପାରିବା. | ||
07:50 | କିଛି ଅଧିକ କୌତୁହଳ ଜନକ କରି ପାର . ଯେପରି ଆମେ ଆମର username କୁ ପ୍ରୋମପ୍ଟ୍ ରେ ପ୍ରଦଶିତ କରି ପାର. | ||
07:56 | କେବେଳ "PS1 କୁ ବଡ ଅଖୟର ରେ 'equal-to' ଉଦୃତ ଚିନ୍ନ ମଧ୍ୟରେ dollar LOGNAME " ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
08:12 | ବର୍ତମାନ ମୋ username ମୋ ପ୍ରୋମପ୍ଟ୍ ଅଟେ. | ||
08:16 | ପଛକୁ ଆସିବା ପାଇଁ "PS1 'equal-to' ଉଦୃତ ଚିନ୍ନ ମଧ୍ୟରେ dollar ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
08:28 | ଆମ କେତେକ environment variables କୁ ନିର୍ଧାରିତ ମୁଲ୍ୟ ଦେଇଛୁ. | ||
08:32 | କିନ୍ତୁ ଏକ କଥା ମନେରଖ ଯେ ଏହି ସଂଶୋଧନ ଗୁଡିକ କେବଳ ବର୍ତମାନ ସ୍ତତ୍ର୍ ପାଇଁ ଉପଯୋଗିତା ଅଟେ. | ||
08:37 | ଯେପରି ଆମେ ଆମର ଡାଇରେକ୍ଟ୍ ଟୋରୀ (directory) କୁ ପାଥ୍ ଡାଇରେକ୍ଟ୍ ଟୋରୀ (PATH variable) ରେ ଯୋଡି ଥିଲେ. | ||
08:40 | ଯଦି ଟର୍ମିନାଲ୍ ବଂଦ କର ଏବଂ ଏହାକୁ ଆଉଥରେ ଖୋଲ କିମ୍ବା ଏହା ପୁର୍ଣ ରୁପରେ ଏକ ନୁଆ ଟର୍ମିନାଲ୍ ଖୋଲ ଏବଂ path variable ର ମୁଲ୍ୟ କୁ ଅନୁକରଣ ଦ୍ବାରା ଯାଂଚ କର. | ||
09:00 | ଆମେ ଏହା ଦେଖି ବିସ୍ଣିତ ହେବା କି ଆମର ସଂଶୋଧନ କିଛି ବିଦ୍ୟମାନ ନାହିଁ. | ||
09:05 | ଯେଉଁ ଉପାୟ ଦ୍ବାରା ଆମେ ଏହି ସଂଶୋଧନ କୁ ସ୍ଥାହୀ (permanent) କରିପାରିବା ଏହି ଗୁଡିକ କିଛି ଉନ୍ନତ ଟ୍ୟୁଟୋରିଆଲ ରେ ଆବୃତ କରିବା. | ||
09:13 | ଅଧିକତଃ ଆମେ ଏକ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହୁଁ ଯାହା ଆମେ ନିକଟ ଅତିତରେ କାର୍ଯ୍ୟକାରୀ କରିଥିଲେ. ଆମେ କଣ କରୁଁ ? କଣ ଆମେ ପୁରା କମାଣ୍ଡ୍ କୁ ପୁନଃ ଟାଇପ୍ କରୁଁ କି ? | ||
9:22 | ନାହିଁ, ଏଠାରେ କେତେକ ସଂଖ୍ୟକ ସମାଧାନ ଅଛି. | ||
09:26 | ପ୍ରଥମେ, ସାଧାରଣତଃ ଯଦି ଆପଣ ଆପଣକଂର keyboard ରେ key କୁ ଦବାଅ ତେବେ ଏହା ଶେଷ କମାଣ୍ଡ୍ ଦେଖାଇବ ଯାହା ଆପଣ ଟାଇପ୍ କରିଥିଲେ. | ||
09:33 | key କୁ ଦବାଇ ରଖ ଏବଂ ଏହା ପୁର୍ବ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କରି ଚାଲିବ. | ||
09:37 | ପଛକୁ ଯିବା ପାଇଁ down key କୁ ଦବାଅ. | ||
09:42 | କିନ୍ତୁ ଯେବେ ଆପଣ କେତେକ କମାଣ୍ଡ୍ ଗୁଡିକ ମାଧ୍ୟମରେ ସ୍କ୍ରୋଲ୍ (scroll) କର, ଏହା କିଛି ଅବାଗିଆ ଏବଂ ବିରକ୍ତିକର ହୁଏ. ଏକ ଭଲ ଉପାୟ ହେଲା କି ହିଷ୍ତ୍ରୀ କମାଣ୍ଡ୍ (history command) ବ୍ୟବହାର କର. | ||
09:52 | ପ୍ରୋମପ୍ଟ୍ ରେ ହିଷ୍ତ୍ରୀ (history) ଟାଇପ୍ କର. | ||
09:58 | ଏବଂ ଏନ୍ଟର୍ ଦବାଅ, ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ର ବିଦ୍ୟମାନ ସୁଚୀ ଦେଖ | ||
10:04 | ଯଦି ଲମ୍ବା ସୁଚୀ ର ପରିବର୍ତେ ଆପଣ କେବେଳ ଶେଷ ଦଶଟି ଦେଖିବା ପାଇଁ ଚାହାନ୍ତି. | ||
10:08 | ଟାଇପ୍ "history space 10" ଏବଂ ଏନ୍ଟର୍ ଦବାଅ. | ||
10:20 | ଧ୍ୟାନ ଦିଏ, ଏହି ସୁଚୀ ରେ ପ୍ରେତକ ପୁର୍ବରେ କାର୍ଯ୍ୟକାରୀ କମାଣ୍ଡ୍ ଗୁଡିକ ପାଇଁ ଏକ ସଂଖ୍ୟା ନିର୍ଧାରିତ ଅଟେ. | ||
10:27 | ଏକ ବିଶେଷ କମାଣ୍ଡ୍ କୁ ପୁନରାବୃତ୍ତି କରିବା ପାଇଁ. | ||
10:32 | ଟାଇପ୍ କର ବିସ୍ମୟସୁଚକ ଚିହ୍ନ ଯାହା ପରେ କମାଣ୍ଡ୍ ର ସଂଖ୍ୟା, ଉଦାହରଣ ସ୍ବରୁପ 442 ମୋ କେସ୍ ରେ echo space dollar path କାର୍ଯ୍ୟକାରୀ କରିବ. | ||
10:51 | ଯଦି ଆପଣ ଶେଷ କମାଣ୍ଡ୍ କୁ ପୁନଃ କାର୍ଯ୍ୟକାରୀ କରିବାକୁ ଚାହଁ କେବଳ ଦୁଇ ଥର ବିସ୍ମୟସୁଚକ ଚିହ୍ନ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
11:03 | ପରବର୍ତୀ ବିଷୟ ଯାହା ଆମେ ଦେଖିବା ତାହାକୁ tilde substitution କହନ୍ତି , tilde(~) ଚିହ୍ନ ହୋମ୍ ଡାଇରେକ୍ଟ୍ ଟୋରୀ (home directory) ପାଇଁ ଏକ shorthand ଅଟେ. | ||
11:12 | ତେଣୁ କୁହ, ଆପଣକଂ ପାଖରେ testtree ନାମକ ଏକ ଡାଇରେକ୍ଟ୍ ଟୋରୀ (directory) ଆପଣକଂର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ ଅଛି . ଆପଣ "cd space 'tilde' slash testtree" ଟାଇପ୍ କରି ଏହା ପାଖକୁ ପହଂଚି ପାରିବେ. | ||
11:25 | ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (current working directory) ଏବଂ ବ୍ୟବହାର ହୋଇଥିବା ଶେଷ ଡାଇରେକ୍ଟ୍ ଟୋରୀ (last directory) ମଧ୍ୟରେ ଟଗଲ୍ କରିପାର ଏହି କମାଣ୍ଡ୍ ଦେଇକରି cd 'tilde' minus କିମ୍ବା କେବଳ cd minus. | ||
11:35 | ଯେପରି ବର୍ତମାନ ଆମେ testtree directory ରେ ଅଛୁ, ଶେଷ ଡାଇରେକ୍ଟ୍ ଟୋରୀ ଯେଉଁଠାରେ ଆମେ ଯାଇଥିଲୁ ତାହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ଥିଲା. | ||
11:41 | ତେଣୁ ଯଦି "cd space minus" ଚଲାଅ ଏବଂ ଏନ୍ଟର୍ ଦବାଅ. ଏହା ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଯିବ. | ||
11:47 | ଏହାକୁ ପୁର୍ନବାର ଚଲାଅ ଏବଂ ଏହା ଆମକୁ testtree directory କୁ ପୁଣି ନେଇ ଆସିବ. | ||
11:55 | ଶେଷ କିନ୍ତୁ ବହୁତ ଗୁରୁତ୍ତପୁର୍ଣ କମାଣ୍ଡ୍ ଯାହା ଆମେ ଦେଖିବା ତାହା alias command ଅଟେ. | ||
11:59 | ଏହା ହୋଇପାରେ କି ଆପଣକଂ ପାଖରେ ଏକ ଲମ୍ବା କମାଣ୍ଡ୍ ଅଛି ଯାହାକୁ ବାରମ୍ବାର ବାରମ୍ବାର ଚଳାଇବା ପାଇଁ ଦରକାର. | ||
12:04 | ଏହି ମାମଲା ରେ ଆମେ ଏହାକୁ ଏକ ଛୋଟ alias ନାମ ଦେଇପାରିବା ଏବଂ କମାଣ୍ଡ୍ କୁ ଚଳାଇବା ପରିବର୍ତେ alias ନାମ ର ବ୍ୟବହାର କର. | ||
12:11 | ମାନନ୍ତୁ କି ଆପଣକଂ ପାଖରେ ଏହିପରି ଏକ ଲମ୍ବା ଡାଇରେକ୍ଟ୍ ଟୋରୀ (directory) କ୍ରମ ରେ ଅଛି ଯେଉଁଠାରେ ଆପଣ ବାରମ୍ବାର ସଂଗୀତ ପାଇଁ ଯାଆନ୍ତି, ଆପଣ ଏହା ପାଇଁ ଏହି ପ୍ରକାରର ଏକ alias ତିଆରି କରିପାର. | ||
12:20 | alias space cdMusic 'equal-to' ଦୁଇ ଉଦୃତ ଚିନ୍ନ ମଧ୍ୟରେ, "cd space slash home slash arc slash files slash entertainment slash music " ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
12:47 | ବର୍ତମାନ ପ୍ରତେକ ସମୟ ଏହି ଡାଇରେକ୍ଟ୍ ଟୋରୀ (directory) କୁ ଯିବା ପାଇଁ କେବଳ cdMusic ଲେଖ ଏବଂ ଏନ୍ଟର୍ ଦବାଅ. | ||
12:55 | ଦେଖ, ଏବେ ଆମେ music directory ରେ ଅଛୁ. | ||
12:58 | ବର୍ତମାନ, ଆପଣ ପୁର୍ବ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (previous working directory) କୁ ପୁଣି ଯିବାକୁ ପ୍ରୋମପ୍ଟ୍ ରେ "cd space minus" ଟାଇପ୍ କରି ପାର. | ||
13:08 | ଏହି alias କୁ ବାତିଲ୍ କରିବା ପାଇଁ କେବଳ unalias space cdMusic ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
13:20 | ବର୍ତମାନ ପୁଣିଥରେ ଯଦି ଆପଣ ଟର୍ମିନାଲ୍ ଠାରୁ cdMusic ଲେଖ, ଆପଣଂକୁ ଏକ ଏରର୍ (error) ମିଳିବ ଯାହା କମାଣ୍ଡ୍ ରେ ଥିଲା ନାହିଁ. | ||
13:30 | ମାନ କି, ଆମ ପାଖରେ ଆମର ବର୍ତମାନ କାର୍ଯ୍ୟକାରୀ ଡାଇରେକ୍ଟ୍ ଟୋରୀ (present working directory) ରେ ଦୁଇଟି ଫାଇଲ୍ ଅଛି, test1 ଏବଂ test2. | ||
13:38 | ଏବଂ ଯଦି rm test1 ଚଲାଅ, test1 ନିରବରେ ଅପସାରଣ ହୋଇଯାଏ. | ||
13:45 | ଆମେ ଜାଣୁଯେ rm command ର “hyphen i” ଅପସନ୍ ହଟାଇବା ପ୍ରକ୍ରିୟା ଅଦାନପ୍ରଦାନ କରି ପାରିବ. | ||
13:52 | ତେଣୁ ଆମେ , alias rm equal-to ଏବେ ଉଦୃତ ଚିହ୍ନ ଭିତରେ “rm space hyphen i” , ଭଳି ଏକ alias ସେଟ୍ କରିପାର. | ||
14:03 | ବର୍ତମାନ ଯେବେ ଆମେ “rm” ,” rm hyphen i” ଚଲାଉ ବାସ୍ତବରେ ଏହା ଚାଲିବ. | ||
14:13 | ତେଣୁ ଆମେ ଦେଖିଥିଲେ ଯେ ଯେବେ test1 କୁ ନିରବରେ ହଟାଇଥିଲେ, ସିଷ୍ଟମ test2 ହଟାଇବା ପୁର୍ବରୁ ପଚାରିଥିଲା. | ||
14:20 | ତେଣୁ ଏହି ଟ୍ୟୁଟୋରିଆଲ ଆମେ environment variables, history ଏବଂ aliasing ଗୁଡିକ ସମ୍ବନ୍ଧରେ ଶିଖିଛୁ. | ||
14:25 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. | ||
14:28 | ସ୍ପୋକେନ୍ ଟ୍ୟୁଟୋରିଆଲ (Spoken tutorial) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି. | ||
14:36 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: | ||
14:39 | ସ୍କ୍ରିପ୍ଟ୍ ଟି ଏହି ଟ୍ୟୁଟୋରିଆଲ ମନୋରଜଂନ ମଲ୍ଲିକ୍ ଦ୍ବାରା ତିଆରି ହୋଇଥିଲା. | ||
14:42 | ଏହି ସ୍କ୍ରିପ୍ଟ୍ (script) ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ. |