KTurtle/C3/Programming-Concepts/Oriya
From Script | Spoken-Tutorial
| Time | Narration | ||||
| 00:01 | ନମସ୍କାର ବନ୍ଧୁଗଣ | ||||
| 00:03 | କେଟର୍ଟଲ୍ ରେ "ପରୋଗ୍ରାମିଙ୍ଗ୍ କନସେପ୍ଟ" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||||
| 00:08
ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି | |||||
| 00:12 | କେଟର୍ଟଲ୍ ରେ ଏକ ପ୍ରୋଗ୍ରାମ୍ ଲେଖିବା | ||||
| 00:15 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବାକୁ ଭେରିବଲ୍ସ ବ୍ୟବହାର କରିବା | ||||
| 00:18 | କାନଭାସ ଉପରେ ପ୍ରିଣ୍ଟ କରିବାକୁ ପ୍ରିଣ୍ଟ କମାଣ୍ଡ ବ୍ୟବହାର କରିବା | ||||
| 00:22 | ଏକ ଲାଇନ୍ କମେଣ୍ଟ କରିବା | ||||
| 00:24 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି | ||||
| 00:37 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ | ||||
| 00:43 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org | ||||
| 00:49 | ଆଗକୁ ବଢ଼ିବା ପୂର୍ବରୁ ଆମେ, କେଟର୍ଟଲ୍ ବିଷୟରେ କିଛି ମୌଳିକ ସୂଚନା ଆଲୋଚନା କରିବା | ||||
| 00:55 | କାନଭାସ୍ ଉପରେ ପ୍ରଦର୍ଶିତ ଟର୍ଟଲ୍ କୁ Sprite କୁହାଯାଏ | ||||
| 01:00 | Sprite ହେଉଛୀ ଏକ ଛୋଟ ଛବି, ଯାହା ସ୍କ୍ରୀନ୍ ଚାରିପଟେ ବୁଲେ, ଯେପରି କର୍ସର୍ ହେଉଛି ଏକ Sprite | ||||
| 01:10 | Sprite Hide କମାଣ୍ଡ ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ | ||||
| 01:15 | ଯଦି ଟର୍ଟଲ୍ ଲୁଚିକରି ଥାଏ, Sprite Show ତାହାକୁ ଦେଖାଏ | ||||
| 01:21 | Clear କମାଣ୍ଡ, କାନଭାସରୁ ସମସ୍ତ ଡ୍ରଇଙ୍ଗ୍ କ୍ଲିନ୍ କରେ | ||||
| 01:27 | କେଟର୍ଟଲ୍ ରେ | ||||
| 01:29 | $ ଚିହ୍ନ ହେଉଛି ଭେରିବଲ୍ସର ଏକ ଧାରକ | ||||
| 01:34 | * (ଆଷ୍ଟ୍ରିକ୍ସ), ଦୁଇଟି ସଂଖ୍ୟାର ଗୁଣନ ପାଇଁ ବ୍ୟବହୃତ ହୁଏ | ||||
| 01:41 | ^ (କ୍ୟାରେଟ୍), ସଂଖ୍ୟାର ଶକ୍ତି ବୃଦ୍ଧି କରେ | ||||
| 01:45 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ | ||||
| 01:50 | ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ sqrt ହେଉଛି ଏକ ଇନବିଲ୍ଟ ଫଙ୍କଶନ୍ | ||||
| 01:58 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ | ||||
| 02:02 | ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ | ||||
| 02:07 | Type ରେ, Education ଓ KTurtle ଚୟନ କରନ୍ତୁ | ||||
| 02:13 | କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା | ||||
| 02:20 | ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା | ||||
| 02:24 | ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ | ||||
| 02:30 | KTurtle ଟାଇପ୍ କରି ଏଣ୍ଟର୍ ଦାବିଲେ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲେ | ||||
| 02:41 | ମୁଁ ଏବେ ପ୍ରୋଗ୍ରାମ୍ କୋଡ୍ ଟାଇପ୍ କରି ବୁଝାଉଛି | ||||
| 02:46 | ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ | ||||
| 02:55 | #program to find square of a number ଏଣ୍ଟର୍ ଦାବନ୍ତୁ | ||||
| 03:15 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ | ||||
| 03:19 | ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ କୁ Execute କରାଯିବ ନାହିଁ ଏଣ୍ଟର୍ ଦାବନ୍ତୁ | ||||
| 03:29 | Reset | ||||
| 03:30 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ ଏଣ୍ଟର୍ ଦାବନ୍ତୁ | ||||
| 03:38 | ଡବଲ୍ କ୍ୱୋଟ୍ସ ମଧ୍ୟରେ "$i=ask". Enter a number for I and click OK | ||||
| 03:58 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍ | ||||
| 04:03 | ask କମାଣ୍ଡ, ଭେରିଏବଲ୍ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ | ||||
| 04:11 | Font Size ସ୍ପେସ୍ 28 | ||||
| 04:17 | ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size ସେଟ୍ କରେ | ||||
| 04:20 | Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ | ||||
| 04:27 | print $i*$i | ||||
| 04:36 | ଗୋଟିଏ ସଂଖ୍ୟାର ବର୍ଗକୁ print $i*$i ଗଣନା ଓ ପ୍ରିଣ୍ଟ କରେ. ଏଣ୍ଟର୍ ଦାବନ୍ତୁ | ||||
| 04:45 | Sprite Hide | ||||
| 04:48 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ | ||||
| 04:53 | ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ | ||||
| 04:56 | ଏଡିତର୍ ରେ କୋଡ୍ execution ଆରମ୍ଭ କରିବାଖୁ ଟୂଲ୍ ବାର୍ ଉପରେ ଥିବା Run ବଟନ୍ ଉପରେ କ୍ଲିକ୍ କରନ୍ତୁ | ||||
| 05:03 | ଏହା, Execution Speedsର ଏକ ତାଲିକା ଦେଖାଇବ | ||||
| 05:07 | Full speed(No highlighting and inspector), | ||||
| 05:10 | Full speed, | Slow, | Slower, | Slowest ଓ | Step-by-Step |
| 05:17 | କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ | ||||
| 05:21 | ଏକ ଇନପୁଟ୍ ବାର୍ ଦେଖାଦେବ | ||||
| 05:23 | i ପାଇଁ 15 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ | ||||
| 05:29 | କାନଭାସରେ 15 ର ବର୍ଗ = 225 ପ୍ରଦର୍ଶିତ ହେଲା | ||||
| 05:35 | ଏବେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ସଂଖ୍ୟାର nth power ଜାଣିବା | ||||
| 05:42 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି | ||||
| 05:46 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି | ||||
| 05:56 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ | ||||
| 06:03 | ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି | ||||
| 06:07 | ପ୍ରୋଗ୍ରାମ୍ ର ସ୍ପଷ୍ଟୀକରଣ | ||||
| 06:09 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ | ||||
| 06:13 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ | ||||
| 06:18 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $n ହେଉଛି ଭେ ରିଏବଲ୍ସ | ||||
| 06:25 | ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ | ||||
| 06:31 | ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ | ||||
| 06:37 | Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ | ||||
| 06:43 | ଗୋଟିଏ ସଂଖ୍ୟାର nth powerକୁ Print ($i^$n) ଗଣନା ଓ ପ୍ରିଣ୍ଟ କରେ | ||||
| 06:52 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ | ||||
| 06:57 | ପ୍ରୋଗ୍ରାମ୍ କୁ ଚଲାନ୍ତୁ | ||||
| 07:00 | i ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ | ||||
| 07:05 | n ପାଇଁ 4 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ କାନଭାସ୍ ଉପରେ 5^4=625 ପ୍ରଦର୍ଶିତ ହେଲା | ||||
| 07:18 | ଏହାପରେ, ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ ଏକ ପ୍ରୋଗ୍ରାମ୍ ରେ ଇନବିଲ୍ଟ sqrt ଫଙ୍କଶନ୍ ବ୍ୟବହାର କରିବା | ||||
| 07:27 | ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି | ||||
| 07:35 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ | ||||
| 07:43 | ମୁଁ ପ୍ରୋଗ୍ରାମ୍ କୁ ଯୁମ୍ କରିବି, ତାହା ସାମାନ୍ୟ ଝାପସା ଦେଖାଯାଇପାରେ | ||||
| 07:49 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି | ||||
| 07:52 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ | ||||
| 07:57 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ | ||||
| 08:02 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍ | ||||
| 08:07 | ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ | ||||
| 08:12 | ଗୋଟିଏ ସଂଖ୍ୟାର ବର୍ଗମୂଳକୁ Print sqrt $i ପ୍ରିଣ୍ଟ କରେ | ||||
| 08:19 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ | ||||
| 08:24 | ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ | ||||
| 08:28 | i ପାଇଁ 169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ | ||||
| 08:34 | କାନଭାସରେ 169 ର ବର୍ଗମୂଳ = 13 ପ୍ରଦର୍ଶିତ ହେଲା | ||||
| 08:39 | ଏବେ ପୁଣିଥରେ ରନ୍ କରନ୍ତୁ | ||||
| 08:42 | i ପାଇଁ -169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ | ||||
| 08:49 | ଯଦି ଆମେ ଏକ ନେଗେଟିଭ୍ ନମ୍ୱର୍ ଏଣ୍ଟର୍ କରୁ, ତେବେ ଆଉଟପୁଟ୍ NaN ହେବ, ଯାହାର ଅର୍ଥ Not a Number | ||||
| 08:56 | ଯେହେତୁ ନେଗେଟିଭ୍ ନମ୍ୱର୍ ର ବର୍ଗମୂଳ ଏକ ପ୍ରକୃତ ନମ୍ୱର୍ ନୁହେଁ | ||||
| 09:02 | ଏହାପରେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ପଜିଟିଭ୍ ନମ୍ୱର୍ ର ଘନମୂଳ ନିଦର୍ଧାରଣ କରିବା | ||||
| 09:08 | ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି | ||||
| 09:19 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ | ||||
| 09:25 | ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ | ||||
| 09:31 | ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି | ||||
| 09:35 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ | ||||
| 09:38 | ଧ୍ୟାନଦିଅନ୍ତୁ ଯେ, ଏହା ହେଉଛି ଏକ ସିଙ୍ଗଲ୍ ଲାଇନ୍ କମେଣ୍ଟ | ||||
| 09:42 | ପ୍ରତ୍ୟେକ କମେଣ୍ଟ # (ହାଶ୍) ଚିହ୍ନ ଆଗକୁ ରହିବା ଉଚିତ | ||||
| 09:48 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ | ||||
| 09:53 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $C ହେଉଛି ଭେ ରିଏବଲ୍ସ | ||||
| 09:59 | ଗୋଟିଏ ସଂଖ୍ୟାର ଘନମୂଳକୁ $C=($i)^(1/3) ଗଣନା କରେ | ||||
| 10:07 | ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ | ||||
| 10:13 | ଗୋଟିଏ ସଂଖ୍ୟାର ଘନମୂଳକୁ Print $C ପ୍ରିଣ୍ଟ କରେ | ||||
| 10:19 | Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ | ||||
| 10:23 | ପ୍ରୋଗ୍ରାମ୍ କୁ ଚଲାନ୍ତୁ | ||||
| 10:27 | i ପାଇଁ 343 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ | ||||
| 10:34 | କାନଭାସରେ 343 ର ଘନମୂଳ = 7 ପ୍ରଦର୍ଶିତ ହେଲା | ||||
| 10:40 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | ||||
| 10:43 | ସଂକ୍ଷିପ୍ତରେ | ||||
| 10:46 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | ||||
| 10:49 | ପ୍ରୋଗ୍ରାମିଙ୍ଗ୍ କନସେପ୍ଟ | ||||
| 10:52 | sqrt ଫଙ୍କଶନ୍ ର ବ୍ୟବହାର | ||||
| 10:55 | ପ୍ରିଣ୍ଟ କମାଣ୍ଡର ବ୍ୟବହାର | ||||
| 10:57 | କେଟର୍ଟଲ୍ ଏଡିଟର୍ ଓ କାନଭାସ୍ ବ୍ୟବହାର କରିବା | ||||
| 11:02 | ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ପାଇବା ପାଇଁ ବେସିକ୍ ପ୍ରୋଗ୍ରାମିଙ୍ଗ୍ କମାଣ୍ଡଗୁଡ଼ିକୁ ବ୍ୟବହାର କରନ୍ତୁ ... | ||||
| 11:08 | ଗୋଟିଏ ସଂଖ୍ୟାର ଘନ | ||||
| 11:11 | ଗୋଟିଏ ସଂଖ୍ୟାର nth root | ||||
| 11:15 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial | ||||
| 11:19 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||||
| 11:22 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||||
| 11:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||||
| 11:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||||
| 11:32 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||||
| 11:35 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | ||||
| 11:44 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||||
| 11:48 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||||
| 11:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ | ||||
| 11:59 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |